Bhawanipatna By-Pass: ଚାଲିଛେ କଳାହାଣ୍ଡି ଭବାନୀପାଟଣାର୍ ବାଏ ପାସ୍ କାମ୍... ଖର୍ଚ୍ଚା ହେଉଛେ ୨୯ କୋଟି ୫୭ ଲାଖ୍

แชร์
ฝัง
  • เผยแพร่เมื่อ 11 ต.ค. 2024
  • ଭବାନୀପାଟଣା ସହର୍ ବଢବାର୍ ସାଙ୍ଗେ ଲୋକସଂଖ୍ୟା ବି ଦିନୁ ଦିନକେ ବଢୁଛେ । ୨୬ ନମ୍ବର ଏନ୍.ଏଚ ଦେଇକରି ଶହଶହ ଗାଡି ମଟର୍ ମାନେ ଯିବାର୍ ବେଲକେ ଭବାନୀପାଟଣା ଠାନେ ବାଏପାସ୍ ରୋଡ୍ ନିହାତି ଦରକାରୀ ହେଇ ପଡିଛେ । ହେତିର୍ ଲାଗି ସହର୍ ଭିତରେ ବନେ ଅସୁବିଧା ସାମନା କରବାକେ ପଡସି । ଇସବୁ ଅସୁବିଧାର୍ ସମାଧାନ୍ ଲାଗି ୨୦୨୧ ସାଲେକାମ୍ ହାତକେ ନେଲେ ରାଜ୍ୟ ସରକାର୍ ଆର୍ ୨୯ କୋଟି ୫୭ ଲାଖ୍ ଟଙ୍କା ମଞ୍ଜୁର୍ କଲେ। ଇହାନି ଜୋରଦାର୍ କାମ୍ ଚାଲିଛେ। ତ କେନ୍ତା ହିସାବେ କାମ୍ ଚାଲିଛେ ଆର୍ ଇ ବାବଦେ କାଣା କହୁଛନ୍ ଲୋକ୍ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Kalahandi #Bhawanipatna #SambalpuriNews #ByPass #OdishaGovernment
    #Odisha #Paharaa

ความคิดเห็น • 4

  • @soumyaranjansaha175
    @soumyaranjansaha175 2 หลายเดือนก่อน

    Beatifull city of bhawani patna

  • @debendraseth4498
    @debendraseth4498 9 หลายเดือนก่อน

    Bolangir By-pass ❌🚫👎

  • @debendraseth4498
    @debendraseth4498 9 หลายเดือนก่อน

    ଯିଏ ଭଲସେ କଥା କହି ନାଇଁ ପାରବାର, ହେନ୍ତା ଲୁକର Bite କାହାଁଲାଜେ ନେଉଛ.. ❌ 🚫👎

  • @anishhasda3646
    @anishhasda3646 9 หลายเดือนก่อน

    2021 ru start hela 2024 aiba ni sarbar ta bypass. Au e reporter BJD lok mnk eka bite maguchn 😂.
    Juhar tmr bjd ra tukil power pahara k 🙏