Really a heart touching video. I hope to all boys & girls to help others. Can't be ignore..... Please heto our parents & save their life in old age.i request to all 🙏 Jay jaganath 🙏 Jay jaganath 🙏🙏🙏🙏
The story is very hart filling andsensitve thims for today's the 20th century of generations And every one thoughts D't aggravated Left hand in Life Thanks
This type of moralstory is very much necessary for now a days young generation.The young mass must understand that old age will touch everybody.So the young son and his wife must be very careful for future consequence.
ନିଶ୍ଚିତ ଭାବରେ ଉତ୍ତମ କାହାଣୀ । ଏଭଳି ବିଷୟବସ୍ତୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ପାଇବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ । ଧନ୍ଯବାଦ୍ ।
ଆପଣ ଏତେ ବଡ଼ ଆଉ ମହତ୍ତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି ଯେତେ ଧନ୍ୟବାଦ୍ ଦେଲେ ବି କମ୍ ହେବ । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍
0 NJ they 5In770th birthday 🎊 for my 60th birthday 777 😮😮😮C CT cYb in in ytttFri 566 6 ju ju ft 4 588 bio ni by fry 5
View full screen
@@jogendranathbehera5643😊😊😊p😊😊😊bvvvv😊b😊b😊!😊p😊😊p😊'bvvvvbvvbbvvvvv😊bvvvvvbv😊bvvvvvbvvvbvv😊vvvvvvvvb😊vvvvvv😊vbvvvvvv
❤@@secretstories1
କାହାଣୀ ଟି ବହୁତ ଭଲ ଲାଗିଲା। ଏହା ଆଜିର ପିଲାଙ୍କ ପାଇଁ ଏକ ବଡ ଶିକ୍ଷା 🎉
🙏ଦିଦି ଅତି ସୁନ୍ଦର ହୋଇଛି କାହାଣୀଟି ଶିକ୍ଷଣୀୟ ଅଟେ 🙏ଜୟ ଜଗନ୍ନାଥ 🙏
ଭଉଣୀ ତୁମର ହୃଦୟ ସ୍ପର୍ଶ କାହାଣୀ ଟି ବହୁତ ସୁନ୍ଦର 🙏🙏🙏🙏🙏🙏🙏
ବହୁତ ବହୁତ୍ ଧନ୍ୟବାଦ ସାର୍
😮😮
ସୁନ୍ଦର ବାର୍ତ୍ତା ଟିଏ ଆଜିର ସମାଜ ପାଇଁ । ଧନ୍ୟବାଦ
🎉🎉
ବାପା ଓ ମାଙ୍କର ସେବା କରି ନିଜକୁ ସାଥକକର୍କଶ ଜଗନ୍ନାଥ ସାହା ହେବେ ❤❤❤❤❤🙏🙏🙏🙏🙏
ବହୁତ୍ ବହୁତ୍ ଧନ୍ୟବାଦ
ଅତି ସୁନ୍ଦର କାହାଣୀ ର ଉପସ୍ଥାପନା
ବହୁତ୍ ବହୁତ୍ ଧନ୍ୟବାଦ
ଅତି ସୁଦର ଭିଡ଼ିଓ ଯିଉ ବୁଝବାର ଲୋକ ବୁଝିବ ଜୟ ଜଗନ୍ନାଥ
ବହୁତ୍ ବହୁତ୍ ଧନ୍ୟବାଦ
ଅଶେଷ ଅଶେଷ ଧନ୍ୟବାଦ।ମା ବିରଜା ତୁମ୍ଭର ମଙ୍ଗଳ କରନ୍ତୁ।
Jay maa Biraja . ଧନ୍ୟବାଦ୍
ଧନ୍ୟବାଦ ବହୁତ ଭଲ ଲାଗିଲା ଆପଣଙ୍କ କାହାଣୀ ଆମେମାନେ ସମସ୍ତେ ଶୁଣିଲୁ ଶେଷ ପର୍ଯ୍ୟନ୍ତ। ତପସ୍ୱିନୀ ବିଶ୍ଵାଳ ଭୁବନେଶ୍ୱର ସତ୍ୟନଗର।
ଜାଣି ଖୁସି ଲାଗିଲା । ଆପଣଙ୍କ ପରି ଦର୍ଶକ ପାଇଁ ଆମେ ଗର୍ବିତ । ଦୟାକରି ସେୟାର କରିଦେବେ
😅
ବହୁତ ଶିକ୍ଷଣୀୟ କାହାଣୀ ଯୁବ ପୀଢ଼ି ଙ୍କ ପାଇଁ ରାଧେ ରାଧେ
ବହୁତ୍ ବହୁତ୍ ଧନ୍ୟବାଦ୍
ବହୁତ ସୁନ୍ଦର କାହାଣୀ, ପୁଅମାନଙ୍କୁଶିକ୍ଷା3 26:23
ବହୁତ୍ ବହୁତ୍ ଧନ୍ୟବାଦ
ଜୟ ଜଗନ୍ନାଥ
ଏଭଳି ସୁନ୍ଦର ସନ୍ଦେଶଭରା କଥା ଟିଏ ଲେଖି ହୃଦୟକୁ ତରଳାଇ ଦେଇଛନ୍ତି।
ଅଶେଷ ଧନ୍ୟବାଦ।
ଆପଣଙ୍କ ସମର୍ଥନ ପାଇଁ ଆମେ ଏତେ ଆଗକୁ ଯାଇ ପାରୁଛୁ । ଆପଣଙ୍କ ନିକଟରେ ଆମେ କୃତଜ୍ଞ । ଧନ୍ୟବାଦ୍
Really a heart touching video. I hope to all boys & girls to help others. Can't be ignore.....
Please heto our parents & save their life in old age.i request to all 🙏 Jay jaganath 🙏 Jay jaganath 🙏🙏🙏🙏
Thanks and welcome to our story family
ଭଗବାନ ଙ୍କ ଇଚ୍ଛାବିନା ସବୁ ଅସମ୍ଭବ ....
ଶ୍ରୀ କୃଷ୍ଣ 🙏
ଜୟ ଜଗନ୍ନାଥ
ବହୁତ୍ ସୁନ୍ଦର ନିଛକ କାହାଣୀ👌👌🌹
🙏 thank you so much
ଅତି ସୁନ୍ଦର କାହାଣୀର ଉପସ୍ଥାପନା nice video 👌❤❤❤
Bahut sunder kahani
କାହାଣୀ ଟି ବହୁତ୍ ସୁନ୍ଦର୍
Bahut sundar upadeya kahani 👌👍
Very nice and educative
Thank you
ଅତି ସୁଦର sanjay pradhan. Kendujhar. Jhumpura
Thank you so much
ବହୁତ ଭଲଲାଗିଲା। ସମାଜ ପାଇଁ ବେଶ୍ ସୁନ୍ଦର ଓ ଶିକ୍ଷଣୀୟ କାହାଣୀ ।
ବହୁତ ବହୁତ୍ ଧନ୍ୟବାଦ
Bahut sundar bhauni
ବହୁତ୍ ଧନ୍ୟବାଦ୍
Very heart touching story and sikhya nia good night jay jagannath ❤️🌹🙏🏿💕❤️🌹🙏🏿
Many many thanks
ବାସ୍ତବରେ ସଂସାର ଏମିତି। ଏହା କେବଳ ଆଧ୍ୟାତ୍ମିକ ଚିନ୍ତନ ଦ୍ୱାରା ହିଁ ସମାଧାନ ହୋଇ ପାରିବ। ଜୟ ଶ୍ରୀ ଜଗନ୍ନାଥ।🙏🙏🙏
ବହୁତ୍ ଭଲ ଲାଗିଲା ଆଉ ଉତ୍କଣ୍ଠା ପୂର୍ଣ୍ଣ ଥିଲା
ବହୁତ practical ଆଜିର ଦୁନିଆରେ ଘଟୁଥିବା ବିଷୟ ବସ୍ତୁଟିକୁ ପଠନ ପରେ ଲୁହ ବାହାରି ଆସିଲା. ଏ ସବୁର ସମାଧାନ କଣ ଓ କେମିତି ହୋଇ ପାରିବ. ଆଜିର ପିଲା ମାନଙ୍କ ନିକଟରେ ଏହି ହୃଦୟସ୍ପର୍ଶୀ ସତ କାହାଣୀଟି କୁ film ହେଉ କି ଅନ୍ୟ ମାଧ୍ୟମରେ ପହଞ୍ଚାଇ ବାକୁ ପଡିବ. ଏହି message ପାଇଁ ଆପଣଙ୍କୁ ସତ ଧନ୍ୟବାଦ ଓ ପ୍ରଣାମ. ଭାଗବାନ ତୁମର ମଙ୍ଗଳ କରନ୍ତୁ.
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
🙏 ଧନ୍ୟବାଦ୍
ଯିଏ ନିଜର ଅତୀତକୁ ସନମାନ କରିନଥାଏ ତାକୁ ଭବିଷ୍ୟତ କେବେ ସମ୍ମାନ କରିନଥାଏ ଯିଏ ନିଜ ବାପ ମା ଙ୍କୁ ସମ୍ମାନ କରନ୍ତି ନାହିଁ ସେମାନେ କେବେ ହେଲେ ନିଜ ପିଲାମାନଙ୍କ ଠାରୁ କେବେ ସମ୍ମାନ ଆଶା କରିବ ନାହିଁ
ସତ କଥା । ବହୁତ୍ ବହୁତ୍ ଧନ୍ୟବାଦ
Very good advice to modern civilisation.
Thanks
ବହୁତ ହୃଦୟସ୍ପର୍ଶୀ ଶିକ୍ଷ୍ୟଣୀୟ ଅଟେ ।ଆଜି ର ପିଲାମାନେ ସ ଚେତନ ହେବେ । ଆପଣଙ୍କୁ ଧନ୍ୟବାଦ ।ନମସ୍କାର ❤
ବହୁତ୍ ବହୁତ୍ ଧନ୍ୟବାଦ
ଶ୍ରୀ ରାଧରାଧା ଶ୍ରୀ ରାଧରାଧା ଏକାହାଣୀ ନୁହେଁ 100 ରୁ 97 ଵୋହୁ ପୁଅ 3 ଅଛନ୍ତି ମା ବାପା ବୋଉକୁ ଜନ୍ମ ଦାତା ଭଗବାନ ମନରେଥାଏ
ବହୁତ ସୁନ୍ଦର କଥା
ବହୁତ ବହୁତ୍ ଧନ୍ୟବାଦ
The story is very hart filling andsensitve thims for today's the 20th century of generations
And every one thoughts
D't aggravated Left hand in Life
Thanks
Thanks for your valuable opinion .
ଲେଖା ଶୈଳୀ ଯେପରି ମଧୁର ଓ ଯୁଗୋପଯୋଗୀ ଉପସ୍ଥାପନା ଶୈଳୀ ମଧ୍ୟ ତାଠାରୁ ଅଧିକ ମଧୁର ଓ ସୃତି ମଧୁର l ଉଭୟଙ୍କୁ ଧନ୍ୟବାଦ l🙏
ଆଜି ର ସୁବିଧା ବାଦି ଦୁନିଆରେ ନିଜର ବାପା ଓ ବୋଉଙ୍କୁ ବୃଦ୍ଧାଶ୍ରମରେ ଛାଡୁଥିବା ପୁଅ ମାନଙ୍କ ପାଇଁ ଏ ଉପାଖ୍ୟାନ ବହୁତ ଜରୁରୀ
🙏🙏🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ସୁନ୍ଦର୍ କାହାଣୀ, ଗପ ହେଲେ ବହୁତ୍ ଏଇ ଭଳି ସତ ଘଟଣା ହେଉଛି।
ସତ କଥା । ଧନ୍ୟବାଦ୍
କେବେବି ନିଜ ବାପା ମା ଙ୍କୁ ଏମିତି କୋରାନ୍ତୁନି 🙏ଏତେ ଭଲ ଷ୍ଟୋରୀ ଦେଖିବାକୁ ମିଳିଲା 👍
😅😅😅😅😅😅😅😅
Samajaku Bahuta bada Susikshya
ବହୁତ୍ ବହୁତ୍ ଧନ୍ୟବାଦ
Thanks
@@secretstories1😊😊
Didi tumhara kahani pai bahut bahut dhanyvad 👌👌🙏🙏🙏👌👌
ତମକୁ ବହୁତ୍ ବହୁତ ଧନ୍ୟବାଦ୍ 🙏
Kahani pai bahut bahut dhanyavad 👌🙏🙏🙏🙏🙏🙏👌👌👌👌
Thanks
ATI sunder
Thanks and welcome to our story family
👍👍👍👍👍👍
ବହୁତ ସୁନ୍ଦର ସୁନ୍ଦର best story
🙏 ବାପା ମାଆ କୁ 😭😂 ଦିୟ ନାଇଁ
ଧନ୍ୟବାଦ୍ ।
ଗଳ୍ପ ଟି ଆପଣ ନିଜେ ରଚନା କରିଛନ୍ତି କି ଆଉ କିଏ ମୁଁ ଜାଣିନି. ଗଳ୍ପ ଟି ବହୁତ ଭଲ ଲାଗିଲା ଆଉ ଆଶା କରିବି ଆଜି କାଲି ର ମାଈପ ବୋଲା ମାନେ ଏଥିରୁ ନିଶ୍ଚୟ ଶିକ୍ଷା ଲାଭ କରିବେ. କିନ୍ତୁ ଦୁଃଖ ଲାଗିଲା ଏଥିପାଇଁ ଯେ ଆପଣ ଟିକେ ଓଡ଼ିଆ ଭଲ ଭାବେ ଶିଖନ୍ତୁ. କାରଣ ଗଳ୍ପ ଟି ରେ ଓଡ଼ିଆ ଶବ୍ଦ ର ବନାନ ଏତେ ମାତ୍ରା ରେ ଭୁଲ ଯେ ଓଡ଼ିଆ ଭାଷା ପ୍ରତି ଇଏ ଘୋର ଅବମାନନା. 🙏🏻
ସାର୍ ପ୍ରଥମେ ତ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ । ଗପଟି ବହୁତ ତରବରରେ ଲେଖୁ ଲେଖୁ ଟାଇପ ମିଷ୍ଟେକ୍ ହୋଇ ଯାଇଛି । ଆଶା କରୁଛି ଆପଣ ଧରିବେନି । ଆଉ ଏହା ପର ଠାରୁ ନିଶ୍ଚୟ ଧ୍ୟାନ ଦେବି । 🙏
ଆଜି କାଲି ପୁଅ ବୋହୂମାନେ ପଢ଼ିବା ଦରକାର 😭😭
ଯିଏ ଯେମିତି କରିବ ତାକୁ ସେମିତି ଫଳ ମିଳିବ
ଠିକ କଥା । Thanks for watching
This video is created a very good society and teach a good lesson to our younger kalakara.
Bahut sundar story ❤❣️
Fantastic heart touching thank you
Emiti kama kebala puara pua hin karipare. God bless you Rohit.
Thanks
ବର୍ତ୍ତମାନ ଶତକଡାଅଠାନବେ ଏହିପରି ଅଛ ଦଂଭଲପୁଅ ଦୁଇଭାଗମୋପୁଅପରି ଏହାମୋରଗର୍ବ😊😊😊❤❤❤🎉🎉🎉
Thanks
❤sundrr kahani😢
Thank you so much
True fact❤❤high quality pua.and.bahu eha karibaku kunthabodha kaunshanti😂😂aita kaliguga🎉🎉🎉
Thank you so much
Jemiti karma sehipari phala parbhu dele🙏🙏🙏
ବହୁତ୍ ବହୁତ୍ ଧନ୍ୟବାଦ୍
ଅତି ସୁନ୍ଦର ଠିକ୍ କଥା
Thanks for watching
ଭଗବାନ ଐ ଭଲି ନାତି ସବୂରି ଘରେ ଜନମ ଦିଅନ୍ତୂ ଭଗବାନ 🙏🙏🙏👍🎉
Bahut sundar heechi thanku.. nati samsnte sikha😂😂😂❤
ଆଜି ଯେଉ କଥା ଶୁଣିଲି ସମାଜ ରେ ବାପା ମା ବୁଝ ଏହି ଶିକ୍ଷା ଠିକ
ବହୁତ୍ ବହୁତ୍ ଧନ୍ୟବାଦ
Ahi story re men Hiro Rohit babu God bless you beta amiti sikhiya pua bahuku deba katha....nice 💯👍
Many thanks for watching
Very nice video
Thanks
Bahut sundar😢
kahani.Dhanyabada.joyguru.
Heart touching story
Very nice , 👍
Thanks
Best story for society ❤❤❤
Thank u 🙏
ଆଜିର ପୁଅ ବୋହୁ ଙ୍କୁ ଏହା ପଢିବା ନିହାତି ଦରକାର
ଧନ୍ୟବାଦ୍
Sunder heichhi,maa
Thanks for watching
Nice
Thanks
ଏ ଗପଟି ବର୍ତମାନ 😂ପିଢ଼ି ର ପିଲାମାନଙ୍କ ପାଇଁ ଏକା ଶିକ୍ଷା
Ati sundar bhala lagila🙏🙏🙏
Ati sundar bhala lagila. Namaskar.
Thank u
Heart ❤️💜❤️❤️❤️❤️❤️💜💜💜💜 touching story bhauni .
Thank you so much
Jai Jagannatha Swami 🙏🏻🌼🌺🌼🙏🏻
ହୃଦୟସ୍ପର୍ଶୀ ଗଳ୍ପ 💐
ବହୁତ୍ ଧନ୍ୟବାଦ୍
Heart touch❤
General til heart touching educational story.good❤
Thanks
Very nice story.
Rohit Babu is the proud of our state . Don't neglect our parents.
Thanks a lot
Bahut hrudaya sparshi, emotional lagila,Thankx
🙏 thanks
Very nice education.Goodby natitoka.🎉🎉🎉🎉
Thanks
Very very good lesson to the society . Thank you for the story.
Thanks to you also.🙏
Bahut .. Sudar. Kahani🎉🎉🎉🎉
ଧନ୍ୟବାଦ୍
ବହୁତ ବହୁତ ସୁନ୍ଦର ଅତି ସୁନ୍ଦର
Thanks 🙏
It's a good lesson to our society.
Thanks
Jay Jagannath Heart touching
Thank you so much। Jay jagannath
Bahuta vala kahani eha suni mo manara purba smuti jagrata hela thanks too much
Thanks
Bahut bhala story. Sikhiba bisaya achhi
Thank you so much
Best message for the society
Thanks
Beautiful
Jay Jagannath 🙏🙏 Jay Shree Ram 🙏🙏🙏🙏🙏🙏
ଜୟ ଜଗନ୍ନାଥ
Kahani pai bahut bahut dhanyabad
Many many thanks
ଆଜିର ସମାଜରେ ଏହିଭଳି ghatana ଅନେକ ghatuchhi,ତେଣୁ ଏହି ଲେଖାଟି sampratika ସମୟରେ ସମାଜ ପାଇଁ yathesta upajogi.
ଆପଣଙ୍କ ମୂଲ୍ୟବାନ ମତାମତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଧନ୍ୟବାଦ୍ ସାର୍
Bahut sunder and heart touching story .This is a educative story for all modern
citizen now a days .
Thank you so much
Bahut sunder story 🙏🙏🙏
Thank u so much
Bahut sundar aau sikhyaniya bisaya ehaku samaste pdhantu aau sikhantu Jay shree jagannath
🙏 ଧନ୍ୟବାଦ୍ ଆପଣଙ୍କ ବିଚାର ପାଇଁ
Really fact of society 😢😢😢
Thanks
@@secretstories1 welcome 🤗🤗
ଅଧିକାଂଶ ମଣିଷ ସମସ୍ତସୁଖ ସୁବିଧା ଥାଇ ମଧ୍ୟ ନିଜ ବାପା ମା ଙ୍କୁ ଦେଖୁ ନାହାନ୍ତି ଜୟ ଜଗନ୍ନାଥ
Good
Thanks
ବହୁତ ମନଛୁଆଁ ଗପ ଟିଏ ା ଧନ୍ୟବାଦ ା
🙏
Very Interesting.aji kali pila mananku a katha janaiba darakara
Thanks for watching
Wow sunder.
🙏 thank you so much
Bahut Sundar Katha kahile. Ae Story ti Suniki Bahut khusi lagila.
ବହୁତ ଧନ୍ୟବାଦ୍ । ଦୟାକରି ସେୟାର କରିଦେବେ
This type of moralstory is very much necessary for now a days young generation.The young mass must understand that old age will touch everybody.So the young son and his wife must be very careful for future consequence.
Thank u so much sir