Shankara Bakara | Tunguru Bhola Love Affair Case | Tunguru vs Police | Pragyan | Sankar | OdiaComedy
ฝัง
- เผยแพร่เมื่อ 15 ต.ค. 2024
- #extramaritalaffair #tungurubhola #viral
Shankara Bakara | Tanguru Love Case | Pragyan | Sankar | Odia Comedy
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
Jhia badhia acting karuchhi
ବରଷା ରାନ୍ଧିଛି ଚିଙ୍ଗୁଡ଼ି ଝୋଳ...ଆସିଲେ ଖାଇବ ଟୁଙ୍ଗୁର ଭୋଳ🤣🤣🤣
Very funny sayri bhai 😂
@@krishnamahapatra1723 😅🤘
😂
My all time fav pragyan aau shankara bhai 😍😍👍💥💥🔥🔥💯💯💯
Gn
@@Latapuspa hii
th-cam.com/video/S8CPokMHN8Q/w-d-xo.html
ଭାଙ୍ଗିଯାଇଥିବା ପରିବାର ଯୋଡିଲେ ଭଲ ଲାଗୀବ। ଲୋକ ମାନେ ଖୁସି ହେବେ।
ଅନୁଭବ ବର୍ଷା ପ୍ରିୟଦର୍ଶିନୀ ବିଷୟରେ କରୁନ ୍୍ଖାଖାଲି ଟୁଗୁରୁ କନ ପାଇଁ
Hn bhai dam ochi ta kari ki dekhao. Video. Na kn bhai
Right 👍
Thak khahila vi . anuvab & barsa . ku daruchanty na kn
ଆମ ଗାଈର ନାଁ ଟୁଙ୍ଗୁରୁ😆😆
Pragyan sir and sankar sir both are supar
Bohat acha lagta hai...ap dono ke comedy ❤️❤️
English and Hindi pura ମୁଣ୍ଡରେ ପୁରେଇକି ରଖିଛ
ଏଠି ଆପଣ ମାନେ କମେଡି କରି ଲୋକମାନଙ୍କ ମନୋରଞ୍ଜନ କରୁଛନ୍ତି ସତ ହେଲେ ଏହି ଗୋଟେ କେସ ରେ କଣ ପାଇଁ ଅନ୍ୟ କେସ ରେ ନୁହେଁ ଓଃ ଇଏ ଗରିବ ଶ୍ରେଣୀର ବୋଲି ନା କଣ?
Bhai apan nka Mata mat pnaie bahut bahut dhanyawad.karan ye duniya re apan nka bhali manbikata banchei rakhi thi ba loko bahut achhanti.dhanyabad.
Right
ଗରିବ play Card ଖେଳନି ଏଇଠି, ଗରିବ ହେଲେ ବି ସେ ବଦମାସ୍ ଟୋକା ଟା, ହଇରେ ମାଉସି ବଡ଼ ମା
ଜେଜେ ମା ଭଳିଆ ଜ୍ୟେଷ୍ଠ ଲୋକଙ୍କୁ ଆମେ ଭଲ ପାଉ, ସମ୍ମାନ ଦଉ ନାକି ତାଙ୍କ age group ର ଲୋକଙ୍କୁ ପଟେଇ ବାହାଘର ପାଇଁ ପ୍ରସ୍ତାବ ଦଉ
Sata kahila bhai kahara badnam hauchhi eita
ସମାଜ ଉପରେ ବହୁତ କୁପ୍ରଭାବ ପଡ଼ୁଛି । ଏ ଘଟଣାକୁ ବେଶି highlight କରା ନଯାଉ ।
.
Nakade
Finally ପ୍ରଜ୍ଞା and ଶଙ୍କର sir is back in comedy ।।। love you Raja ।।।
Semane ta karuchanti back Kan... Tame aji dekhila bodhe 🤣🤣🤣
@@mrutyunjayapanda1343 Mane ehi comedy re , ମୁଁ ତ ସବୁ ବେଳେ ଦେଖେ ଯେ
@@saulapattamajhicreation6962 an 😭
@@mrutyunjayapanda1343 dry
@@mrutyunjayapanda1343 00000⁰00ⁿ
Barsha and Anubhav nkar comedy karipariba ?
dam achhe ta anubhaba and barsha ra kara
Barsha and anubhav case also show in ନନ୍ଦିଘୋଷ tv.then we know that it's equality for all
Setiki dam kahin anka pakhare.
U r right sir
@@TirthabasiDalai A kon kohu6
You are right
@@TirthabasiDalai u r right
Nandighosh TV ra standard eia
Really best comedy Pragyan
Excellent au bhai ra comedy sabu bele bobal
Supor
Mind blowing both of you sir
Bahut dina pare pragyan shankar daa eka sangare dekhili bahut badhia lagila puruna getup police au pragyan bhaie
Two real gems of sankara au prangya.... Yanka 2 jana bina comedy adhura.. The best
Uxt
Na
D r rr
R
ତମ ଭଳି ଓଡ଼ିଆ କଳାକାର ଙ୍କୁ ଆଉ କିଛି ମିଲବନି ଶଳା ଅଭଦ୍ର ଏମିତି କିଛି କର ଯୋଉଥିରେ ସମାଜ ର ଭଲ ହବ ସେଥି ପାଇଁ ଶଳା ଆଜି ଓଡ଼ିଆ ଚଳଚିତ୍ର ଜଗତ ଆଉ ଚାଲୁନି କାହିଁକି ନ ତମର ଏଇ ବାଳ ଧନ୍ଦା କେହି ପସନ୍ଦ କରୁନାହାଁନ୍ତି
Thik kahichhanti bro
Bharap ku amane prasaya deuchhanti
ବାଳ ନା । What do you mean by comedy.
ମୁଁ ଦିନ ରାତି ପରିଶ୍ରମ କରି ବ୍ଲଗ୍ ବନାଉଚି କିନ୍ତୁ ଆମ ଭିଡିଓ କେହି ଦେଖୁନାହଁନ୍ତି କିନ୍ତୁ ଯିଏ ବେକାର କାମ କରୁଛି ତାଙ୍କ ଭିଡିଓ ମିଲିୟନ ଲୋକ ଦେଖୁଚି କି ଯୁଗ ହେଲା talent To aau kichi value nahi 😭😭
କମେଡି ଟା ବୁବାଲ ହେଇଛି, କିନ୍ତୁ ତୁମେ ମାଗିହା ମିଡିଆ ବାଲା କେବେ ସୁଧୁରିବ, ଟୁଙ୍ଗୁରୁ ନା ରେ ପଇସା କମେଇ ଗୋଟେ ଅପରାଧୀ କୁ ହିରୋ ବନେଇ ଦେଲ।।।
Right
Right
Right
Samaja emana nka pai nasta hauci punishment na dei hero😡😡
Anubhab bhola barsa bhola
ଗାଁ ମାଇପି ଙ୍କ ମନ ଚଞ୍ଚଳ
ପଛରେ ଅଛନ୍ତି ଟୁଙ୍ଗୁରୁ ଭୋଳ
ପ୍ରେମ ତାଙ୍କର କ୍ଷୀରି ଚାଉଳ
ମିଠା କଥା କହି ସାରିବେ ଖେଳ
ମାଇପେ ଯେବେ ଡହ ବିକଳ
ଟୁଙ୍ଗୁରୁ ପାଖରେ ନଥାଏ ବେଳ
ପୁଣି ନୂଆଁ ଭାଉଜ କୁ ଖୋଜିବାର ବେଳ
ମିଛ କହି ତାଙ୍କ ମନକୁ କରନ୍ତି ଦୁର୍ବଳ
ଯିଏ ଭାବି ନ ଚିନ୍ତି ଖେଳନ୍ତି ଖେଳ
ପ୍ରେମ ଟା ତାଙ୍କ ପାଇଁ ହୁଅଇ କାଳ .....
କ'ଣ କହିଲ ମୋ
Kn lekhi logo
@@rajendrapolai5989 ଉଷା ରାଣୀ ଭଗବାନ ତମକୁ ଭଲରେ ରଖନ୍ତୁ ଏତିକି ପ୍ରାର୍ଥନା 👋🙏
ପ୍ରଜ୍ଞା ଭାଇ ଅନୁଭବ ଓ ବର୍ଷାଙ୍କ ଉପରେ ଗୋଟେ କମେଡି ସୋ କର ଦେଖିବା ତମେ କେମିତି କା ଅଣ୍ଡିରା କମେଡିଆନ ତମ ଘରେ ଗେହୀ ଦବ ଅନୁଭବ ଏହି ଗରିବ ଲୋକ ମାନଙ୍କୁ ଉପହାସ କରିବା ଛଡ଼ା ଆଉ କିଛି ଜଣା ନାହିଁ ତମ ଦିଜଣକୁ ତମରି ଭଳି କଳାକାର ମାନେ ଅସାମାଜିକ ଚରୀତ୍ର ରେ ଅଭିନୟ କରି ଓଡ଼ିଶା ଫିଲ୍ମ୍ ଜଗତ ଆତ୍ମହତ୍ୟା ର ଶିକାର ହେଉଛି କିଛି ଭଲ ଶିକ୍ଷା ଦୀୟ ରେ ମୂର୍ଖ ମାନେ ଅସାମାଜିକ ବ୍ୟକ୍ତିମାନ ଙ୍କ ବିଷୟରେ କମେଡି କରିବା ବନ୍ଦ କର
100000 %%%right
Right
ତାଙ୍କର ଦମ ନାହିଁ
ଖାଲି ସେତିକ ନୁହଁ ଗାଣ୍ଡି ପଟରେ ବାଉଁଶ ପୁରେଇ ପାଟି ପଟରେ ବାହାର କରି ଦେବେ,,, ଗରିବ ଲୋକଙ୍କୁ ପରିହାସ କରୁଛନ୍ତି
Perfect...This is very shame..should avoid this Matter.
Anubhav au brasha upare comedy karantu
Tunguru Bhai ku Z+ security diantu
ଆଛା ଅନୁଭବ ଆଉ ବର୍ଷା ନାଁରେ କରୁନ କମେଡି, ଶଳେ
th-cam.com/video/S8CPokMHN8Q/w-d-xo.html
Tanka nare kale gandimaridebe
Right
Right💯
Ohh Bhai 😂🤣☺️
Nice vai
Bhai maja lagila
😆😆😆😆😂😂😂😂ବିଚରା ଟୁଙ୍ଗୁରୁ ଆଉ ବର୍ଷା ଭାଉଜ 😆😆
Police chakiri corruption upare video hau cpse 2018 si...
ଏ ବର୍ଷ ର ସୁପରହିଟ ନାଟକ ବାଜିଲାଣି ଘଣ୍ଟ ବୁଡିଲାଣି ବେଳ ସଞ୍ଜ କୁ ଆସିବ ଟୁଙ୍ଗୁରୁ ଭୋଳ
ଆଗରୁ ତୁମ ଦୁଇଜଣଙ୍କ ନିଖୁଣ କଳା କୁ ମୁଁ ଦେଖେ
ଆଉ ମୁଁ ଜଣେ ଛୋଟ ସଙ୍ଗୀତ କଳାକାର କିନ୍ତୁ ଆଜି
ଏ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ନେଇ ଯେଉଁ କଳା
ଦେଖାଉଛନ୍ତି ତୁମେ ଖୁସି ହେଉଛ ନିଶ୍ଚୟ ହେଲେ
ଆଜି ତୁମେ ବେଇମାନ କଳାକାର ପଇସା ପାଇଲେ
ତୁମେ ତଳକୁ ଖସି ଯିବ ସେଥିପାଇଁ ଏ ସସ୍ତା ଜିନିଷକୁ
ଗୋଟଉଛ
Danybad
Yes, barsha and anuvab case show this chanel all is excited funny moment
🤣🤣🤣 ୱା ବହୁତ୍ ବଢ଼ିଆ ପ୍ରଜ୍ଞା ଆଉ ଶଙ୍କରା ଭାଈ Mind-blowing, Natural Acting ବହୁତ୍ ମଜା ଆସିଲା ..
finally mu pragyan bhai ra ae episode ku apekhya Kari thili
Valare tike edit karantu vala lagiba ahuri
Superb 👌🏼👏
Best comedy
Prangya bhai ra comedy pura super 👌👌😂😂
Mind blowing
Sunanda madam thile bahut better lagithanta.
Op bhai
ପ୍ରଜ୍ଞା sir and ଶଙ୍କର sir apana mane bahut bholo actor .mu apanankara video always dekhe .but emiti video ଆପଣଙ୍କୁ volo shoot karuni . ଆପଣଙ୍କର ନିଜ talent use kari ସମସ୍ତଙ୍କୁ ହସାନ୍ତୁ। I love you both of you
Zabardast fantastic mind blowing performance of the all artists. Jai Jagannatha
Hy by
I'll l
ଟୁଙ୍ଗୀର ତା ମା ଜୀବନ ସାରା ମୁଁ ଘିନୁଆ
Mind blowing comedy 🤣🤣🤣 super
very good
Emt loko ku promote kari samaj ku kn janeiba pain chahunchhanti
My best friend Manisha and prangy Bhai super acting
ଏ topic କୁ ଏତେ ବଡ଼ କରନି ପରିବେଶ ନଷ୍ଟ ହେଉଛି🙏🙏🙏
ବର୍ଷା ଟୁଙ୍ଗୁର କୁ ଛାଡି ବନି ସେ ତମ ସହିତ ଖେଳୁଛି
Prangya bhai best comedian in ollywood industry
th-cam.com/video/S8CPokMHN8Q/w-d-xo.html
Pragyan very nice I like this kamadi super bro all
Tunguru bholo ki Jay 🙏🙏😅
ବହୁତ ଭଲ ଲାଗୁଛି
Nice. Video
Bohut sundar bhai
Very interesting video super
Super duguru bhai hero
ଶଙ୍କର ବାବୁ ପ୍ରଜ୍ଞାନ ବାବୁ,,,,,, ରିଅଲ ବର୍ଷା ଓ ତୁଙ୍ଗୁର ଭୋଳ ଏହା ଠାରୁ ଅଧିକ ଭଲ ଡାଇରେକ୍ଟ ଏକ୍ଟିଂ।
I can't control my laugh mind blowing ..🤣🤣🤣🤣🤣🤣🤣😁😁😁😁😄😄😄😄😀😀😀🤓🤓🤓🤓🤓🤓🤓🤓🤓🤓😆😆😆😆😆
ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ବିଷୟ ରେ ବ୍ୟଙ୍ଗ କରିଥିଲେ ଭଲ ହୋଇଥାନ୍ତା କାରଣ ସେମାନେ ଷ୍ଟାର । ଜଣେ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ବ୍ୟଙ୍ଗ ବିଦ୍ରୁପ କରି ଭିଡିଓ କରିବା କେତେ ଦୂର ଯଥାର୍ଥ ,ନିଶ୍ଚିତ ଆପଣମାନଙ୍କୁ ଅନୁରୋଧ ନିଜର ମତାମତ ରଖନ୍ତୁ
Ohh
Ki katha sabu maya re baya😀🤭
ଧନ୍ଯବାଦ୍ ଭାଇ
Very nice comedy
Mu janithili tame a topic re video kariba boli. Mu apekhya bi karithili. Thanks prangya bhai and sankar bhai. Love you both
Very interesting video. Very funny...
Many many thanks
Pragyan bhai 😂. Asambhala 😂.
Funny
A sad person can smile after watching.
Super episode
Double comedy king back iam waiting
Jay tetiskoti Deva Devi 🙏🥰
Ur my favorite
ଓଡିଶାର ପୁରପଲ୍ଲୀରେ ପଡିଛି ଚହଳ
ପ୍ରେମ ପାଇଁ ବରଷା ହଉଛି ପାଗଳ
ଅଟୋ ଡାଇଭର ମନଟା କୋମଳ
ଭାଉଜ ପ୍ରେମୀ ସେ ଟୁଙ୍ଗର ଭୋଳ...
youtube ପଡ଼ିଆରେ ଚାଲିଛି ଖେଳ
ଖେଳୁଛି ଖେଳ ଭାଇ ଟୁଙ୍ଗରୁ ଭୋଳ
ମିଡିଆ ଭାଈମାନଙ୍କ ମୁଣ୍ଡରେ ଝାଳ
ସତକି ଶଳା ହେବ ସେ ଆଲୋକ ଭୋଳ...
ବରଷା ଛାଡିଲା ସ୍ଵାମୀର ଚାଳ
ଟୁଙ୍ଗରୁ ପାଇଁ ସେ ଭାରି ଯେ ବିକଳ
ବରଷା ଧରି ହାତରେ ଗେଣ୍ଡୁ ମାଳ
ଯପୁଛି ଖାଲି ସେ ଟୁଙ୍ଗରୁ ଭୋଳ ....
ଅଟୋରେ ବୁଲି ଖାଇଲେ ଦହିବରା ଝୋଳ
ଘରେ ଖାଇଲେ ମିଶିକି ଦହି ପଖାଳ
powercut ରେ ବୋହିଲା ଝାଳ
ପୁରୁଣା ଖଟ ଭାଙ୍ଗି ହେଇଗଲା ଦୁଇ ଫାଳ..
ପ୍ରେମର ନୂଆପରୀକ୍ଷାରେ ଟୁଙ୍ଗରୁ ଭୋଳ
ବରଷା ପଢାଏ ପାଠ ତାକୁ ଚକ କଳ
ପରୀକ୍ଷାରେ ହେଲେ ସେ ସଫଳ
ଖାଇବ ସେ ବରଷା ଦିନେ ଆମ୍ବ ଫଳ...
""ଭାବିବେନି ମତେ ଅଶୀଳ
ମୋର ମନଟା ଭାରି ସରଳ"
ଦେଖା ଯାଉଛି ମୁଁ ଭାରି କୋମଳ
ମୁଁ ଯେ ଜଟିଳ ଟୋକା ଟୁଙ୍ଗରୁ ଭୋଳ....
ମାନା.......
th-cam.com/video/S8CPokMHN8Q/w-d-xo.html
I love prangya bhai
🤣🤣🤣👌👌
😂😂😂
My Sis didi and pragyan bhai and sankara bhainka acting very interesting 😄😄😄
Tunguru Balaaa .
Semane kichi kariparibeni boli tanka upare vdo karucha ab recently anubhav barsha nka upare vdo kara plz tanka real life ku neiki vdo kara jau mg mane
Right kathha
😃😀😄nice
Omg I can't control my laugh 😂😂😂
Right right
ପଇସା କମାଉଛନ୍ତି । ସମାଜ ଉପରେ ଖରାପ ପ୍ରଭାବ ପଡିଲେ ତାଙ୍କର କଣ ଯାଉଛି ।
Anubhav +ବର୍ଷା, A+B
Aloka +ବର୍ଷା, A+B
କେବେ ସୁଧୁରିବେ ନୀ..
Bhai mane bada bada actors nka bisayare tike abhinaya kariki video viral kara ame khusi hebu, tame mane emiti km jor au gariba loka nka bisayre abhinaya kariki lava kn
Wow prangy bhai ki comedy nice video 🤣🤣🤣🤣😂😂😂😂
😋😋 where are you from dear?
Very interested 👌 comedy
Thanks all
Nice 👍👍🙂 consept thanks nandighosa all team members & Sankar pragya Bhai God bless you
ନନ୍ଦିଘୋଷ ଚାନେଲ ଏସବୁ close କର
ୟେ ଗରୀବ ଅଟୋ ବାଲା ଟୁଙ୍ଗୁରୁ ବୋଲି ତାକୁ ନେ଼ଇ ନନ୍ଦିଘୋଷ tv ବର୍ଷା ଟୁଙ୍ଗୁରୁ କମେଡି କରିଦେଲ
କିନ୍ତୁ ଗଣତନ୍ତ୍ର ଆଉ ଧର୍ମ ନିରପେକ୍ଷ ଦେଶରେ ସମସ୍ତେ ତ ସମାନ ତେଣୁ ବର୍ଷା ଆଉ ଅନୁଭବ ଙ୍କୁ ନେଇ ଗୋଟେ କମେଡି ଷ୍ଟୋରି କରିବା ପାଇଁ ନନ୍ଦିଘୋଷ କୁ ଅନୁରୋଧ ।
ସୁପର କମେଡି🌹🌹🌹🌹🌹🌹🌹🌹🥀🥀🥀🥀🥀🥀
Blockbuster Jodi God bless you both ♥️💕
Maja nahin God bless kahucha
@@durlavsaha133
9
@@durlavsaha133
Jodi ku God bless you both kahili ...
@@durlavsaha133 tunguru au Barsha marigale bhala
@@shivalinimohapatra6892 hmm seiya kahuchi amti abhdra pari charitra hina kama kari garba karuchanti. Au na b badnam kari nijaku jou celebriti bhabuchanti seithire time God bless you both kahucha... Odisha ra culture kn hauchi ya dwara gt pala chaleichanti semane...
Ary green green dekhajaucvhi
I'm waiting
Marvelous 👍👍
th-cam.com/video/S8CPokMHN8Q/w-d-xo.html
ମୁଁ ତମକୁ ସପୋର୍ଟ କରିଚି ରୀଟନ ଦେବେ
Manisha Didi mind-blowing
th-cam.com/video/S8CPokMHN8Q/w-d-xo.html