ମଣିଷତ୍ଵର ଅଭାବ I Questions Over Humanity I Swaraj Barik

แชร์
ฝัง
  • เผยแพร่เมื่อ 26 ส.ค. 2023
  • This is not a promotional video of any film. It's related to real life incidents. Let's be polite to make a peaceful world.
  • บันเทิง

ความคิดเห็น • 798

  • @rohitkumarnayak6087
    @rohitkumarnayak6087 11 หลายเดือนก่อน +346

    ଭାଇ ସତରେ ବୋହୁତ ଦୁଃଖ ଲାଗୁଛି ଧିକ୍ ଏ ମଣିଷ ସମାଜକୁ ଏବଂ ମଣିଷତ୍ଵ କୁ।।। ମୁଁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି କି ଭାଇ ତୁମେ ତୁମ ଜେଜେବାପା ଙ୍କୁ ଫେରିପାଅ।। ଆଉ ଶେଷରେ ଏତିକି କହୁଛି କି ଯଦି ମୁଁ କୋଉଠି ଜେଜେଙ୍କୁ ଦେଖେ ସାଙ୍ଗେ ସାଙ୍ଗେ ମୁଁ ସାଙ୍ଗରେ ନେଇ ତୁମ ପାଖରେ ପହଞ୍ଚିବି ତୁମକୁ ଜଣେଇବା କିଛି ଆବଶ୍ୟକ ପଡିବନି କାରଣ ସେ ଜାଗାରେ ଯଦି ମୋ ଜେଜେବାପା ଥାଆନ୍ତେ କଣ ମୁଁ ତାଙ୍କୁ ମୋ ସାଙ୍ଗରେ ଆଣିନଥାନ୍ତି।।promise 👍🙏

    • @ctctokasahil
      @ctctokasahil 10 หลายเดือนก่อน +6

      ​@ManojPatra-ub6mh❤

    • @truptilata9206
      @truptilata9206 10 หลายเดือนก่อน +3

    • @nabaghannayak8049
      @nabaghannayak8049 10 หลายเดือนก่อน +2

      🙏ଜୟ ଜଗନ୍ନାଥ 🙏

    • @sharklegendgamer788
      @sharklegendgamer788 10 หลายเดือนก่อน +1

      Mo bhai kn kahila ma tq bro ❤️

  • @balabhadra5458
    @balabhadra5458 10 หลายเดือนก่อน +66

    ବୟସ କମ୍ ହେଲେ କଣ ହେବ,ଚିନ୍ତା ତ ଉଚ୍ଚକୋଟୀର❤। ଘରର ସଂସ୍କାର ବାସ୍ତବ ଜୀବନରେ ଉଠୁଥିବା ଘାସକୁ ପରିଷ୍କାର କରି ରାସ୍ତା ତିଆରି ବାରେ ଦେଇଥିବା ପ୍ରେରଣା ଆହୁରି ଉଜ୍ଜଳମୟ କରିବ ଆଶା। ଜୟ ଜଗନ୍ନାଥ 🎉🎉

  • @OdishaGovernmentjobs
    @OdishaGovernmentjobs 10 หลายเดือนก่อน +121

    ସ୍ବରାଜ ଭାଇ ଅଭିନେତା ହେଲେ ମଧ୍ୟ ଆମ ଭଳି ଜଣେ ମଣିଷ 😢 ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ 😢😢😢 , ସ୍ବରାଜ ଭାଇ ଭଗବାନ ବେଳେବେଳେ ଭକ୍ତ ର ପରୀକ୍ଷା ନିଅନ୍ତି। ଧର୍ମ , ଧର୍ଯ୍ୟ, ଏବଂ ସାହସ ରଖ । ସମସ୍ତ ବାଧା ବିଗ୍ନ ଦୂର ହେଇ ଯିବ 🙏🙏🙏

    • @Ritun237
      @Ritun237 10 หลายเดือนก่อน +1

      Actor 😂😂😂😂😂

    • @lip643
      @lip643 10 หลายเดือนก่อน +1

      ​@@Ritun237au kn tame actor😂😂

  • @sujatasethi2573
    @sujatasethi2573 10 หลายเดือนก่อน +39

    ସ୍ବରାଜ ତମ ପରି ଯଦି ଆଜି ଏ ସମାଜ ର ଲୋକ ମାନଙ୍କ ଚିନ୍ତା ଧାରା ହୁଅନ୍ତା ତାହେଲେ ଏ ଦୁନିଆରେ ପ୍ରାକୃତିକ ବିପଦ କିଛି ଅସନ୍ତାନି । ଆମେ ସବୁ ଗର୍ବିତ କି ତମେ ଗୋଟେ ଫିଲ୍ମ ହିରୋ ହେଇକରି b ତମ ମନରେ ସେମିତି କାହା ପ୍ରତି ଖରାପ ଭାବନା ନାହି । ସତରେ ତମକୁ ମୋର ହୃଦୟରୁ ସାଲୁଟ।❤

  • @karunakarsahu3886
    @karunakarsahu3886 10 หลายเดือนก่อน +32

    ଧନ୍ଯବାଦ ଏ ସମାଜ ପାଇଁ ବହୁତ ଭଲ ବାର୍ତ୍ତା ଦେଇଥିବାରୁ, ସତରେ ମଣିଷ ଦିନକୁ ଦିନ ଏତେ ତଳକୁ ଖସି ଯାଉଛି ଯାହା କେହି କେବେ କଳ୍ପନା କରିନଥିବେ, ସତରେ କଣ ଏ ସମାଜ ରେ ମଣିଷପଣିଆ ହଜିଯାଇଛି।ବହୁତ ଦୁଃଖ😢 ଲାଗିଲା ଆପଣଙ୍କ ସହ ଘଟିଥିବା ଘଟଣାକୁ ଶୁଣି, ଭଗବାନଙ୍କ ପାଖରେ ପାର୍ଥନା କରୁଛି ଆପଣଙ୍କ ଜେଜେବାପାଙ୍କୁ ଖୁବ୍ ଶିଘ୍ର ଫେରିପାଆନ୍ତୁ🙏...

  • @trisha_2007
    @trisha_2007 11 หลายเดือนก่อน +115

    ସତରେ ଆପଣଙ୍କ କଥା ହୃଦୟ କୁ ଛୁଇଁଗଲା ବହୁତ ଦୁଃଖ ଲାଗୁଚି..... 🥺❤

  • @noorsha1837
    @noorsha1837 10 หลายเดือนก่อน +38

    ସମାନ ଦୁଃଖ ଆମ ପରିବାର ବି ସହିଚୁ last year January month re ପୁରୀ ରେ ମୋ ଆଇ ହଜି ଯାଇଥିଲା ଆମକୁ କେମିତି ଲାଗୁଥିଲା ତାହା ଭାଷାରେ ବି ପ୍ରକାଶ କରିହେବ ନାହିଁ।😢... କିନ୍ତୁ ଜଗନ୍ନାଥଙ୍କ କୃପାରୁ ଆମେ ପୁଣି ଫେରିପାଇଲା ତାକୁ.... ଭଗଵାନଙ୍କ ପାଖରେ ପ୍ରାଥର୍ନ କରୁଚୁ ଆପଣଙ୍କୁ ମଧ୍ୟ ଆପଣଙ୍କ ଜେଜେବାପା ମିଲିଜନ୍ତୁ ..

  • @narsinghdevofficial2784
    @narsinghdevofficial2784 10 หลายเดือนก่อน +12

    ବହୁତ୍ ଦୁଃଖ ଲାଗିଲା ଭାଇ ଏହି କଥା ଶୁଣି,ଜେଜେ ଯୋଉଠି ଥିଲେ ବି ଭଲରେ ଥାଆନ୍ତୁ,ଆଉ ଜଲଦି ତୁମ ପରିବାର କୁ ଫେରନ୍ତୁ🙏🙏🙏

  • @dhananjaynaik4654
    @dhananjaynaik4654 10 หลายเดือนก่อน +58

    ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ଗୁହାରି କରୁଛି ଯେ, ଆପଣଙ୍କ ଜେଜେ ବାପା ବହୁତ୍ ଜଲଦି ମିଳି ଯାଆନ୍ତୁ ।
    ଜୟ ଜଗନ୍ନାଥ ❤️🙏

  • @tapanhappyworld
    @tapanhappyworld 10 หลายเดือนก่อน +21

    ଭଗବାନ କରନ୍ତୁ ଆପଣଙ୍କ ଜେଜେବାପା ମିଳିଯାଆନ୍ତୁ 🙏🙏 ଜୟ ଜଗନ୍ନାଥ 🙏🙏🙏

  • @rajubadanaya
    @rajubadanaya 10 หลายเดือนก่อน +5

    ଏଇଟା ହୁଏତ ଭୋଉତ ବଡ ସମାଜ ର କିଛି ବିରୋଧ ଦଳ ହେଇଥିବ ଭାଇ ତମେ ଆଗ ମାଡି ଯାହ ଭାଇ godbless u bhai

  • @Life_of_sujit
    @Life_of_sujit 10 หลายเดือนก่อน +9

    Dear Swaraj.. kebala santwana deba chhadaa mo paakhare aau kichi naahi, tamara katha re bahut bahut dukha au koha bhari hei achhi, mu ekdam se jaaniparuchi, aau nijaku ekdam relate b kariparuchi.. kahinki naa ehibhalia paristhiti re b tame nijara mana ku sthira rakhi raaga ku control kari jeun bhaliaa bhabare se abhdra loka nka ra bastabikataa upare tame nijara mantabya rakhila, tumaku bahut bahut dhanyabaad...
    Mu last 15 years helaani sabudina nija aakhi aagare ehi badaluthibaa society ra chitra ku tarjamaa kari kari bahut bichalita, hauchi au sabudina bhabuchi e samaaja ra bhabisyata ku neiki, jemiti sabudina ghatanaa bali sabu ghatuchi esabu dekhi dekhi laguchi nischaya ethara amara aau unnati naahi.. manabikataa haji haji jaauchi..
    Tathaapi jiye jaaniparuni taanku sikhita karibaa aamara kartabya.. lots of love for you. I m with you i feel for you..🙏

  • @odia-jhia-kiran
    @odia-jhia-kiran 10 หลายเดือนก่อน +4

    Bhagaban karantu bahut jaldi mili jaantu jeje😢...kete bada situation re apanna achhanti hele b nija dukha ku nija bhitare rakhi loka mananka khusi pain apanna kama kari chalichanti..God bless u Bhai🥺💓

  • @akashpanigrahi1196
    @akashpanigrahi1196 10 หลายเดือนก่อน +9

    Good swaraj..i am always with u...mu bhagwan nku prathana karuchi ...apana jeje nku jaldi paijibe...aei year re....jai shree Krishna ❤❤❤🙏🙏

  • @Terunodiavlogs
    @Terunodiavlogs 10 หลายเดือนก่อน +2

    God bless you bro and you say true lines.... ମୁଁ ବି ମୟୂରଭଞ୍ଜ ଜିଲ୍ଲାର ‌ଗରିବ ପିଲା ଟିଏ!!!
    "ଜଗନ୍ନାଥ"... ଆପଣଙ୍କର ଜେଜେ ବାପାଙ୍କୁ ବହୁତ ଶୀଘ୍ର ଫେରି ଆସନ୍ତୁ ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି!!
    🙏ଜୟ ଜଗନ୍ନାଥ🙏

  • @dipunmamarajodia
    @dipunmamarajodia 10 หลายเดือนก่อน +5

    Apana nka Katha pura hrudaya ku chuuila..apanka situation pain bahut dukha laguchi😢😢.. you are such a good person 😊😊

  • @golapavlogs1071
    @golapavlogs1071 10 หลายเดือนก่อน +14

    🙏ସୋରାଜ ଭାଇ ପ୍ରଥମ ଥର ପାଇଁ ହୃଦୟ ବିହୁଳ କଥା କହିଲେ, ଶୁଣି କିଛି ଶିଖିବାକୁ ପାଇଲି, ମୁଁ ଭଗବାନ ଙ୍କୁ ଡାକୁଛି ଆପଣ ଙ୍କ ଜେଜେ ମୋ ଜିଅନ୍ତା ଠାକୁର ଙ୍କୁ ପାଇଯାଆ ନ୍ତୁ..... ଜୟ ଜଗନ୍ନାଥ 🤔👍🇮🇳ଆମେ ଓଡ଼ିଆ ପୁଅ..

  • @sonsina7688
    @sonsina7688 10 หลายเดือนก่อน +9

    Swaraj Bhai ଆପଙ୍କର ଜେଜେ ବାପା ଜଲଦି ପେରିଆସାନ୍ତୁ । ଭଗବାନଙ୍କୁ ପ୍ରାଥାନା କରୁଛି ।🙏🙏🙏🙏🙏🙏

  • @saunrihansdah1283
    @saunrihansdah1283 10 หลายเดือนก่อน +5

    Swaraj bhai mu bhagabhan ko pakhare pray koruchi aponako family ra khusi pheri asu.

  • @SurendraRana3
    @SurendraRana3 10 หลายเดือนก่อน +8

    ଏହା ନିହାତି ଭାବରେ ଗୋଟେ ଦୁଃଖ ର ବିଷୟ। ଏମିତି ହେବା କଥା ନୁହେଁ। ଭଗବାନ କରନ୍ତୁ ଆପଣଙ୍କ ଜେଜେ ବାପା ପୁଣି ଥରେ ମିଲି ଯାଆନ୍ତୁ।

  • @RanjitSuperVlog
    @RanjitSuperVlog 10 หลายเดือนก่อน +5

    ତମୋ ବିଡିଓ ରେ ବହୁତ କିଛି ଶିଖିବା ଜନିଷ ଅଛି ବଡ ଭାଈ ସୋତରେ i promiss ଜେଜେ ଙ୍କୁ ଦେଖିଲେ sure ଆପଣ ଙ୍କୁ ଜଣାଈବି Promiss❤

  • @subhashreesasmal9434
    @subhashreesasmal9434 10 หลายเดือนก่อน +5

    Bahut dukha laguchi 😭...bahut jaldi feri asantu apananka jejebapa😭😭.... God bless you family 🌷

  • @sandeepanayak1479
    @sandeepanayak1479 10 หลายเดือนก่อน +26

    I read comments on people, sometimes I too give comments. So many good comments I am reading on such a good man! May God bless you more. May your grandpa come back to you soon, very soon. ❤...more ❤love.

  • @michujituvlog
    @michujituvlog 10 หลายเดือนก่อน +18

    U r right swaraj...... Humanity is no more in our society

  • @homeaccount1663
    @homeaccount1663 10 หลายเดือนก่อน +29

    Swaraj,you are like my son.I m very sorry for your grandpa.May god help you to get him soon.God Jagannath is there.He will surely help you.Yes, every word you told is right. Society has lost it's image due to some low grade people like highly educated but thinking is very mean.May be this video will help them to change.God bless you.Jay Jagannath.

  • @shibanimohanty3346
    @shibanimohanty3346 10 หลายเดือนก่อน +10

    You are absolutely correct beta ❤️ samaj re emiti bahut loka achhanti nija samajku kharap karanti .apanka paribar pain jagganthanka kruparu achhi .jeje bahut jaldi milijibe .God bless you ❤

  • @er.soumyakantapanda2633
    @er.soumyakantapanda2633 10 หลายเดือนก่อน +34

    ଠିକ କଥା କହିଛ, ସାନ ଭାଇ ସ୍ୱରାଜ l ଆଜିକାଲିର ସମାଜରେ ଚଳୁଥିବା ତଥାକଥିତ ଆଧୁନିକ ମଣିଷଙ୍କ ଠାରୁ ସାଧାରଣ ମାନବିକତା ଆଶା କରିବା ବୃଥା l ସେମାନଙ୍କର ଚଳଣି କେବଳ ବ୍ୟକ୍ତିଗତ ସ୍ୱାର୍ଥ କୈନ୍ଦ୍ରିକ l

  • @iamfaded283
    @iamfaded283 10 หลายเดือนก่อน +4

    😢dukha laguchi aau kasta b laguchi a sbu dekhiki but apananka sanskara dekhi bhala laguchi jeje bapanka pain ete bhala dekhiki ama sanskriti,ama family values ku amaku sbu bele priority dabaku padiba aau bhagwan karantu apananka jeje apananku milijantu jai hind ,jai jagannath 🙏

  • @sahildevrath3428
    @sahildevrath3428 10 หลายเดือนก่อน +21

    Very heartfelt message… Swaraj bhai praying you find your grandfather soon… mora nija Jejebapa kun dekhile ebe mun apankn upare kn feel hauchi Mun jani Paruchi… May lord Jagannath give strength to all your family members & you.

  • @samalcreationlitu5873
    @samalcreationlitu5873 11 หลายเดือนก่อน +16

    ଭାଇ ଆପଣଙ୍କ କଥାଶୁଣି ବହୁତ୍ ଦୁଃଖଲାଗୁଛି//ଏ ମଣିଷ ସମାଜ କେବେ ସୁଧୁରିବ ଭଗବାନ୍ ଜାଣନ୍ତି

  • @prakashrait1569
    @prakashrait1569 10 หลายเดือนก่อน +3

    ସେମାନଙ୍କ ପାଇଁ ସମାଜ ଖରାପ୍ ହଉଛି
    ଆଉ ଦୁନିଆ ନଷ୍ଟ ହେଇଯାଉଚି
    Thank you so much, Swaraj Bhai
    ଆଜି ତମ video ଦେଖି କାଳେ କିଛି ଲୋକଙ୍କ ମନ ବଦଳି ଯାଇପାରେ

  • @manasi1983
    @manasi1983 10 หลายเดือนก่อน +11

    ଆଜିକାଲି ଏମିତି ମଣିଷ ନାଁ ରେ ବହୁତ ଅମଣିଷ ଅଛନ୍ତି ଭାଇ... ବହୁତ ଦୁଃଖ ଲାଗୁଛି.. ହେଲେ ମାନବିକତା କଣ ଏମାନଙ୍କୁ ଜଣା ନାହିଁ.. l

  • @atjlohar196
    @atjlohar196 11 หลายเดือนก่อน +8

    Jai jagannath bro iswaranku etiki prarthana apanka jeje bapa jaldi milijantu.❤❤❤

  • @sreelakshmiodiablogs
    @sreelakshmiodiablogs 10 หลายเดือนก่อน +5

    ସତରେ ଭାଇ ସତକଥା କହୁଛନ୍ତି ମଣିଷ ପଣିଆ ଆଉନାହିଁ ଆପଣ ଜଗନ୍ନାଥ ଙ୍କ ଉପରେ ଭରସା ରଖ ସବୁ ଠିକି ହଇଯିବ 🥰

  • @malayajhumavlogs
    @malayajhumavlogs 10 หลายเดือนก่อน +13

    Most perfect Actor ❤
    You have a good personality
    You are one and only Superstar now a days and will be in future.
    Vagabaan tumar jeje nku tuma pakhaku nei asantu ❤
    Its my pray and request to god 🙏

  • @pknewstv7875
    @pknewstv7875 10 หลายเดือนก่อน +2

    ସତରେ ଭାଇ ଯଦି ଏହି video ଦେଖିକି ସମସ୍ତେ ବଦଳି ଯାଆନ୍ତେ ଆମ ଓଡ଼ିଶା ପାଈଁ ତମେ ଗୋଟେ ବଡ଼ messege ଆଣିଦେଇଛ ସୋରାଜ ଭାଇ। ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାଥନା କରୁଛି ତମ କାମ ସଫଳ ହେଉ ।

  • @disha955
    @disha955 11 หลายเดือนก่อน +5

    Sata Katha kahichhanti,bhala chinta Kariba loka thu hesi loke jogichhanti kemiti kn kharab kahiparibe.ate sabu hoiki madhya apana film karuchhanti ama pain.apana dharya rakhantu bcoz apana nka pain apana nka paribar khusi and apanana nka paribar au kehi nuha ame jete sabu.maa bapa etc...so I request you sir ama pain apana dharya rakhantu mu prarthna karuchhi jejebapa nku sahi salamat Prabhu dei diantu.god bless you 🙌

  • @BeautyQueenSwapna
    @BeautyQueenSwapna 10 หลายเดือนก่อน +26

    Swaraj bro praying you find your grandfather soon.... We pray lord Sai Baba for your grandfather health and your family meet him soon ❤🙏🙏🙏😔

  • @Sonali_rout_01
    @Sonali_rout_01 10 หลายเดือนก่อน +16

    ମୁଁ ଭଗବାନ ଙ୍କୁ ପାର୍ଥନା କରୁଛି ସେ ସୁଯୋଗ ମୋତେ ନିଶ୍ଚୟ ଦିଅନ୍ତୁ.
    ଆମେ ତ ନିଶ୍ଚୟ ଗୋଟେ କଥା ଭଲ ଭାବରେ ଜାଣିଛୁ ଆମ ଶରୀର ରେ ଆଘାତ ହେଲେ ଆମକୁ କେତେ କଷ୍ଟ ହେଇଥାଏ, ସେମିତି ଆମ family members ମାନେ ସେମିତି ଆମର ଗୋଟେ ଗୋଟେ ଅଙ୍ଗ ହୋଇଥାନ୍ତି.
    ଭଗବାନ କରନ୍ତୁ ସେ ଯୋଉଠି ଅଛନ୍ତି ଭଲରେ ଥାନ୍ତୁ ଆଉ ଜଲଦି ଫେରି ଆସନ୍ତୁ. 🙏🥹😢
    Jay Jagannath 🙏 ⭕️❗️⭕️🙏

  • @surbhisubhadra7355
    @surbhisubhadra7355 10 หลายเดือนก่อน +5

    Heartly Appreciate Bro. 🙏
    Mahakaal Apanka Jeje Babanka care nauthibe 😇🙏
    Aum Namo Parvatipataye.... Har Har Mahadev 🙏

  • @OdiaJhiaSwapna
    @OdiaJhiaSwapna 10 หลายเดือนก่อน +6

    You r absolutely right👍 Shame on Those People

  • @aiswariya382
    @aiswariya382 10 หลายเดือนก่อน +4

    He bhagaban swaraj don't worry, sure sure jejabapa milijibe 🙏🙏🙏

  • @geetanjali5641
    @geetanjali5641 10 หลายเดือนก่อน +5

    😢😢😢😢ସତ କହିଲେ ଭାଇ ଆପଣ।ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଆଶିର୍ବାଦ ରେ ଆପଣଙ୍କ ଜେଜେ ଭଲରେ ଥାଆନ୍ତୁ।🙏🙏🙏🙏🙏🙏🙏🙏🙏

  • @trisha_2007
    @trisha_2007 11 หลายเดือนก่อน +36

    ସତରେ ଦୁନିଆ ରେ ମଣିଷ ମାନେ ପଇଶା ପାଇଁ ମଣିଷତ୍ୱ ଭୁଲିଯାଉଛନ୍ତି..... 🌏

  • @MuVloggerk
    @MuVloggerk 10 หลายเดือนก่อน +8

    Very sad sir,, ମଣିଷ ଜୀବନରେ ମନୁଷ୍ୟତ୍ୟୋ ଆଉ ଦେଖା ଯାଉ ନାହିଁ,,
    ସମାଜରେ ବହୁତ୍ ଭଲ achonti କିନ୍ତୁ humanity କେତେଜଣଙ୍କ ପାଖରେ ନାହିଁ, ଯଦି ଆପଣଙ୍କ ଜେଜେ ବାପା ମତେ ମିଳନ୍ତି କିମ୍ବା ଦେଖା ଯାନ୍ତି ନିଚୟ ଜଣାଇବି,,From -Daringbadi, Kandhamal

  • @ronakkumarofficial4018
    @ronakkumarofficial4018 10 หลายเดือนก่อน +9

    We Love you so much Swaraj Bhaiya

    I'm From Siliguri Darjeeling West

  • @apurbamohanty259
    @apurbamohanty259 10 หลายเดือนก่อน +12

    You are absolutely correct swaraj Bhai 🙏

  • @laxmanbadamajhi168
    @laxmanbadamajhi168 10 หลายเดือนก่อน +11

    Good inspiration for social, and I pray to God that you will get soon your Grand father.

  • @Srabanilifevlog
    @Srabanilifevlog 10 หลายเดือนก่อน +4

    Swaraj ame mane jeje nka pii prayer karuchu tamaku se bohut jaldi milijauntu 🙏🙏🙏🙏🙏🙏🙏jay Jagannath....jou mane tamaku hairana karichanti bhagwan tanku ta thu adhika kasta deba tahale se thik janiparibe

  • @dkp5743
    @dkp5743 10 หลายเดือนก่อน +38

    First time I see your video and you are such a nice person and loving person for your family, you are a real hero ..

  • @ranjupatel1896
    @ranjupatel1896 10 หลายเดือนก่อน +9

    Thik katha kahuchha bhai...kahari manaku kasta deba bhala nuhe...May your Grandfather come back very soon...aau feri asibe bhai..❤🙏🙏Jay Jagannath 🙏🙏Jay maa Samalei

  • @s.shreyan77999
    @s.shreyan77999 10 หลายเดือนก่อน

    Perfect katha kahichha, really very sad news
    Vagawan Tama jeje bapa nku bohut jaldi tamapakhaku valare valare fereidiantu

  • @dhrutitapamalik7776
    @dhrutitapamalik7776 10 หลายเดือนก่อน +6

    ଭଗବାନ ପାଖରେ ଏତିକି ପ୍ରାର୍ଥନା କି ଆପଣଙ୍କ ଜେଜେବାପା ଜଲଦି ଘରକୁ ଫେରି ଆସନ୍ତୁ 🥺😢...ସବୁ ଠିକ ହେଇଯିବ sir.. Pls don't worry.. ଭଗବାନ ଅଛନ୍ତି ସବୁ କିଛି ଠିକ ହେଇ ଯିବ..

  • @sagensoren2313
    @sagensoren2313 11 หลายเดือนก่อน +9

    Apanok r jeje bapa jouthi bi thanti khub sigro mili jau .ame pray 🙏🙏 karuchu apankar jeje mili jaantu ....❤😢😢

    • @sagensoren2313
      @sagensoren2313 11 หลายเดือนก่อน

      Apankar Katha mo rudaya ku chuila

  • @jyotisankardandapat83
    @jyotisankardandapat83 10 หลายเดือนก่อน +2

    ଯେତେ କମ୍ କହିବ ସେତେ କଥାର ଓଜନ ବଢିଯାଏ । ତମ ଜେଜେବାପା ଶିଘ୍ର ମିଳି ଯାଆନ୍ତୁ। ବହୁତ ବଡ ଭିଡିଓ।

  • @sagensoren2313
    @sagensoren2313 11 หลายเดือนก่อน +6

    ❤❤❤❤❤❤❤❤❤❤❤😢😢 so sad 😭 apankar dukho Katha suni😢 mu bahuto dukho laguchi .kost lagila life re emiti ghotiba kahaku kichi Kahi pari huena

  • @nayanagiri9070
    @nayanagiri9070 10 หลายเดือนก่อน +8

    ଓମ୍ ସାଇ ରାମ୍ 🙏🙏ଜୟ ଜଗନ୍ନାଥ

  • @soumenmohapatra4242
    @soumenmohapatra4242 11 หลายเดือนก่อน +5

    Sabu Thik heba Swaraj. Tama Jeje bapa jaldi Milijibe. Keep Faith.

  • @sagensoren2313
    @sagensoren2313 10 หลายเดือนก่อน

    ❤❤❤❤❤❤ God bless you all of you . apankar jeje bapa mili jibe kaha kaha madhiyama re more setiki bhrasha biswash achi godntha re biswash bhrasha rokho dekhibe mili jibe . dukho to laguchi apank Katha suni ..sabu thiki hobo ..

  • @MRcreation2023
    @MRcreation2023 10 หลายเดือนก่อน +17

    କିଛି ଲୋକ ଙ୍କ ପାଇଁ ମାନବିକତା ର ମୂଲ୍ୟ କିଛି ନୁହେଁ 🙏

  • @jagannathbarik324
    @jagannathbarik324 10 หลายเดือนก่อน +1

    He bhagwan apanka jejebapa jouthi achhanti bhalare thantu. Aau apanku bahut jaldi mili jaantu. God bless you Bhai. Apanka jejebapa nka jataka nei jotishanku dekhantu se keun digare jaichhanti hueta kahi paribe. Hue ta tankara sani dasa padithiba. Apana tike sanidev nka pratikar karantu. Maa santoshi nka osa karantu. Karan mo jeje b bahut barsa tale Haji jaithile. Mo piusi maa santoshi nka osa kala aau biswas karantu mo jeje pheri asile.

  • @swapnasingh7580
    @swapnasingh7580 10 หลายเดือนก่อน +2

    So sorry to hear about your grandfather dear Swaraj.I know how much you love both your grandmother and
    grand father .Thakur karntu se sighra tumaku mili jaantu.

  • @Twins_Lifestyle
    @Twins_Lifestyle 10 หลายเดือนก่อน +8

    ସତରେ ସାନ ଭାଇ ଏ ଦୁନିଆରେ ମାନବିକତା ନାହିଁ 😢😢

  • @user-ky9ww9sz7k
    @user-ky9ww9sz7k 3 หลายเดือนก่อน

    Satare swaraj babu apananku dekhi bhari kasta laguchi, asha karuchi apana dine na dina apananka jejebapa nku apana paijibe

  • @jeetennayak9978
    @jeetennayak9978 10 หลายเดือนก่อน +17

    We pray Lord Jagannath for ur grand father health ...and your family meet him soon ...❤🙏

  • @deepakbiswal5144
    @deepakbiswal5144 10 หลายเดือนก่อน +5

    Stay strong brother,the almighty with you 🙏 you will definitely find your grandpa..

  • @srushti...3905
    @srushti...3905 10 หลายเดือนก่อน +5

    Ur r 💯 R8 😢 ur every word is just heart touching....

  • @madhusmita3512
    @madhusmita3512 10 หลายเดือนก่อน +3

    Swaraj my small bro tume bahut bhala bhagwan tuma ku sabu bale khusire rakhantu love you bro

  • @basantidurgacreation7887
    @basantidurgacreation7887 10 หลายเดือนก่อน +10

    Absolutely correct swaraj..... ❤❤❤❤ ... humanity aau nahi

  • @niranjanpatra84
    @niranjanpatra84 10 หลายเดือนก่อน +19

    Don't worry dear.Keep patience. Everything will become alright eventually 👍

  • @disha955
    @disha955 11 หลายเดือนก่อน +1

    Jou Mane bi emiti call Kari mazak banauchhanti feelings sahita kheluchhanti fully action niajau mu samasta samaj nku hruday ru request karuchhi.🙏🙏.swaraj sir apana jaha kahichhanti ek dum right kahichhanti..

  • @kavitakisku
    @kavitakisku 10 หลายเดือนก่อน +27

    Swaraj is really a good boy... I have been seeing him from baby time...we used to practice dance in same guddu dance group... He is kind person... Hatts off to u....he atleast said dark truth about social bullying..

  • @Sonali_rout_01
    @Sonali_rout_01 10 หลายเดือนก่อน +9

    ସତରେ ଭାଇ ଏଇ video ଟି ବହୁତ କଷ୍ଟ ଲାଗିଲା 😭🙏
    ନିଜକୁ ଖରାପ ଲାଗୁଚି ଯେ ମୁଁ କାହିଁକି ଏଇ ମଣିଷ ଜୀବନ ପାଇଲି 😔🥹
    ଧିକ ଏଇ ମଣିଷ ଜାତି 🙏🙏🙏🙏

  • @geetum9387
    @geetum9387 10 หลายเดือนก่อน +2

    Saibaba nku prathana karuchi jejebapa jaldi milijantu🙏🙏😢 swaraj thik kahucha manabikata hajigalani😢 bhagawan tama paribara ra mangala karantu🙏

  • @DeepakKumar-rp7im
    @DeepakKumar-rp7im 10 หลายเดือนก่อน

    Mo life re aaji real hero ku dekhili bahut bhala lagila jaha sabu kahila bhagabana nka pakhare atiki prathana tama jaha sabu kichi problem achi sabu kichi thick heijau....🙏

  • @Devbhai985
    @Devbhai985 10 หลายเดือนก่อน +5

    Jay jagannath ପ୍ରଭୁ ଜେଜେ ବାପାଙ୍କୁ ପରିବାରକୁ ପେରେଇଦିନ୍ତୁ🙏🙏🙏🙏 😭😭😭😭

  • @utkarshhembram5343
    @utkarshhembram5343 10 หลายเดือนก่อน +14

    ଆମ ପରିବାରର ମଧ୍ୟ ଦୁଇଜଣ ହଜି ଯାଇଛନ୍ତି। ମୟୂରଭଞ୍ଜ ଲୋକ, ଭୁବନେଶ୍ୱର ରୁ । Facing same as U 😢

    • @Bramhan51
      @Bramhan51 10 หลายเดือนก่อน

      Kebe hoji jai chanti

  • @Pruthiraj_Naik
    @Pruthiraj_Naik 10 หลายเดือนก่อน +6

    Great man, Hats up to you💕🙏

  • @odiakabitasarojda4343
    @odiakabitasarojda4343 10 หลายเดือนก่อน +19

    ଭାଇ 🙏ମୁଁ ଆପଣଙ୍କ ଭିଡ଼ିଓ କି film କେବେ ଦେଖିନି. But ଆଜି ଭୁବନେଶ୍ୱର ମୁଣ୍ଡା ଙ୍କ ଭିଡ଼ିଓ ଦେଖିକି ଆପଣ ଙ୍କ ବିଷୟରେ ଜାଣିଲି... ଆପଣ ଜଣେ ଭଲ ମଣିଷ 🤟🤟🤟 ଜେଜେ ଜଲଦି ମିଳି ଯାନ୍ତୁ 🙏

  • @Dacstarsibani
    @Dacstarsibani 10 หลายเดือนก่อน +14

    ହେ ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଆପଣଙ୍କ ଜେଜେ ବାପା ଘରକୁ ଫେରି ଆସନ୍ତୁ🙏

  • @amritmohanty7323
    @amritmohanty7323 10 หลายเดือนก่อน +7

    You are 100% right swaraj brother. Society has already lost its humanity only because of cheap and low grade people.

  • @mr_Kapila
    @mr_Kapila 10 หลายเดือนก่อน +8

    Bhai bahut dukha laguchi mu Jagannath ku dakuchi apana ka jeje pheri ashantu😢
    Thank you ❤

  • @nilimapatra7048
    @nilimapatra7048 10 หลายเดือนก่อน

    Swaraj suniki bahut kasta laguchi. Vagwan karantu jeje milijantu.. Au emiti kharap loka Mane poka machi pari maribe.. Mu tamathu bada mu jetiki dunia dekhichi ye dunia re 90 % loka kharap au I hate social media..
    Video re sevali kharap lokanka name kahiba katha..Mu odia I am proud of my self from Mumbai..Al d best n see you soon as a superstar..lots of love

  • @sngeetabengra4610
    @sngeetabengra4610 10 หลายเดือนก่อน +1

    Jai jagannath Swaraj Bhai Bahut dukha ro samay mu apananko kashto bujhi paruchi mu Bhagaban ku prarthana karuchi apananko Jeje baba jaldi ghoraku ferontu
    Mu kalianku prarthana karuchi

  • @OV_Pritam
    @OV_Pritam 11 หลายเดือนก่อน +7

    Jay jagannath moha prabhu 🙏

  • @B.L275
    @B.L275 10 หลายเดือนก่อน +3

    I 👍 agree this type of young generation we need👏

  • @odiabhaiexplain2
    @odiabhaiexplain2 10 หลายเดือนก่อน +6

    ସ୍ୱରାଜ ଭାଇ ଆପଣ ସତ କଥାଟେ କହିଲ 😭🙏🙏

  • @SanjuktaNayak-ws5zy
    @SanjuktaNayak-ws5zy 10 หลายเดือนก่อน +5

    Really bhai you are great ❤️❤️❤️

  • @sivanimahapatra9046
    @sivanimahapatra9046 10 หลายเดือนก่อน +1

    Jay jagannath 🙏 😢 bhagaban karuantu apanka jejabapa jld milijantu

  • @Amitfoodies
    @Amitfoodies 10 หลายเดือนก่อน

    Swaraj bhai u are right.. jagannath apananka jeje bapa nku ferei anantu etiki parthana..

  • @malatigadaba808
    @malatigadaba808 10 หลายเดือนก่อน +1

    Jagannath tumara sabu samasya duro karantu...🙏

  • @SP_Smile007
    @SP_Smile007 10 หลายเดือนก่อน

    U right bro.... kichh asamjika lokanka pai manisa pania marijuchi .. hel bi kichh Manisa Pania ajib achhi sethpai Dunia chaluchi.. vogaban asribad sabu kichh thik heijau.🙏

  • @jagannathsarangitravelblog7018
    @jagannathsarangitravelblog7018 10 หลายเดือนก่อน +8

    ବହୁତ ସୁନ୍ଦର କଥା ସାନ ଭାଇ

  • @amanbiswalentertainment3782
    @amanbiswalentertainment3782 10 หลายเดือนก่อน

    True bhai ..... Bhagwan karantu je je bapa mili jaantu 🙏🙏🙏🙏

  • @RomanchaVlogger
    @RomanchaVlogger 11 หลายเดือนก่อน +10

    Jai jagannath 🙏
    Hope all will fine bhai
    Stay strong

  • @shivashakti_2023
    @shivashakti_2023 10 หลายเดือนก่อน +22

    We pray to God Shiva for your grandfather's returning to your home very soon with safely.🙏

  • @pradhan5345
    @pradhan5345 10 หลายเดือนก่อน

    Hmm bhai manisha pania e duniare aau nahin.😢😢 Bhagabananka dayaru jeje mili jantu.ek dum curect

  • @imdharampaul1109
    @imdharampaul1109 10 หลายเดือนก่อน

    Odisha re ete abhadra prajati ra loka achhanti, jahankara kichhi kama nahi bsss anya lokanku kemiti hairan kariba tachhalya kariba bss ei sabu kama. E video dekhi suni ta biswas kara mo blood garam heigalani. Jana nka ra 1 yr bhabana ra frustration emiti hi bahare, it's natural yrrrrr. I support you bhai, e abhadra nonsense mananku jete jawab dele bi kichhi farak padibani. Mana bhitara ra dukha jetebele futi ki bahare emiti hi bahare. Jagannath karanku jeje milijantu, bahut kasta lagila satare e dekhi 😞😞😞😞

  • @dixita5555
    @dixita5555 10 หลายเดือนก่อน +2

    U r telling from your heart ,

  • @user-sp2ws9qv8d
    @user-sp2ws9qv8d 10 หลายเดือนก่อน +1

    Aama desha re first and correct Education system hin pilanku miluni sethipain Manisha pania dheere dheere lupta heijauchi...job pain samaste study karuchanti but bhala Manisha heba pain kehi study karunahanti... sethipain aji growth na hebara reason hauchi aita ki aame bhala Katha suniba band karidauchu, aama sanskruti parampara, bhagwat Geeta education, culture ku bhuli jaichu & Sara Vishwa gote parivaar boli bhuli bhi jaichu 😢😢