NH 55 re Rasta kharap thibaru jeyun pari bhabe accident heuchi ebe Loko mane NH 55 Rasta re jibaku karuchanti kana eha dekha jauni ki Dharmendra babu nku
Sasmit Babu , Dharmendra Pradhan is right now Education Minister,how can they interfere other departments work. By the way why you are asking Dharmendra Pradhan for road work,He is not elected from odisha as a MP candidate,why he is taking responsibility of every project of central government.
Navin babu gan gan re laxmi bus pahanchi sarilani kintu kendra mantri nka jatiya rajapatha ra kama start hriparilani eha atyanta lajyajanaka dharmendra pradhan nka pain
Nija swartha puran kariba Dharmendra Babu nkara mula lakhya Loka nka sukha dukha re thia hoi nahanti jadi NH 55 ra suddha kari thaanre tebe ete Loka nku hairaan harkat heba ku padi na thaanta
NH 55 re laxmi bus gala bele accident ra asanka dekha jauchhi jadi Dharmendra Babu ehi Jatiya Rajpath ku gurutwo dei kama kari thaante tebe ehi bhali asubidha ra sammukhin heba ku padi na thaanta
The neglect of NH 55 is a shameful reflection of the government's indifference towards the suffering of its citizens. Dharmendra Pradhan must be held accountable for this failure.
Dharmendra babu to 10 barsa bhitare aji jain nija nirabachan mandali re gate hele bhi unnati mulak kama kari nahanti au ebe nirabachan asigala bali loknko pakhaku jaikari micha pratisruti deba armbha karideleni Dharmendra babu
Aji ku 10 barsha hela dharmendra pradhan odisha ra konosi bikash karjya ki konosi jana kalyankari karjya re joga deinahanti ki bikash ra support re tike kahinahanti kebala michha vasana baji mari asichhanti
The sorry state of NH 55 is a stark reminder of the government's failure to fulfill its basic responsibilities. Dharmendra Pradhan must be held accountable for this neglect.
The neglect of NH 55 is a tragic example of how political agendas are prioritized over the safety and well-being of the people. Dharmendra Pradhan's inaction speaks volumes about his commitment to the people of Odisha.
The tragic loss of lives on NH 55 is a direct result of the government's negligence. Dharmendra Pradhan's failure to address this issue is unacceptable.
୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ଯ ସାମାନ୍ଯ ରାସ୍ତାକାମ କରିପାରିନାହାନ୍ତି ଧର୍ମେନ୍ଦ୍ର । ତାଙ୍କ ଅବହେଳା କାରଣରୁ ଲୋକମାନେ ଆଜି ସମସ୍ଯା ଭୋଗୁଛନ୍ତି ସେଠାରେ |
ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଏଥର ସମ୍ବଲପୁର ବାସୀ ଉଚିତ ଯବାବ୍ ଦେବେ। ନିଜର ଅପାରଗତା ପାଇଁ ଏଥର ସମ୍ବଲପୁର ରେ ଧର୍ମେନ୍ଦ୍ର ପ୍ରଧାନ ହାରିବାକୁ ଯାଉଛନ୍ତି।
କଥାକୁହା ବିଜେପି ନେତା ମାନଙ୍କୁ ଓଡ଼ିଶାର ସଚେତନ ଜନତା ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦେବେ ।
ପ୍ରଣବ ବାବୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକସଭା ଯିବା ସ୍ବପ୍ନକୁ ନଷ୍ଟ କରିଦେବେ ।
NH 55 ର ଦୂରାବସ୍ଥା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦାସୀନତା ହିଁ ଦାୟୀ।
ରାଜ୍ୟରେ ୬୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଯୋଡ଼ିହେବା ସହ ୩୨ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ଆମ ନବୀନ ସରକାର |
ଭୋଟ ମାଗିବା ଆଗରୁ ଧର୍ମେନ୍ଦ୍ର ବାବୁ ଜାତୀୟ ରାଜପଥ ୫୫ କୁ ଠିକ୍ କରି ଦିଅନ୍ତୁ ପରେ ଜାଇ ଭୋଟ ମାଗନ୍ତୁ ।
ଧର୍ମେନ୍ଦ୍ର ପ୍ରଧାନ ଜଣେ ଆମ ରାଜ୍ୟ ପାଇଁ ଅପାରଗ କେନ୍ଦ୍ର ମନ୍ତ୍ରୀ। ଏହା ତାଙ୍କର ମିଥ୍ୟା ର ନମୁନା।
ନବୀନବାବୁ ପ୍ରଚଳନ କରିଥିବା ଲଷ୍ମୀ ବସ ଜନତାଙ୍କ ଗମନାଗମନ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିବାବେଳେ ତାଉପରେ ରୋକ ଲଗାଇଛନ୍ତି ଧର୍ମେନ୍ଦ୍ର ବାବୁ. ଅତ୍ୟନ୍ତ ଲଜ୍ୟାକର ଏବଂ ନିନ୍ଦନୀୟ ବିଷୟ.ଲୋକ ତାଙ୍କ ଉପରେ ଭୀଷଣ ଭାବେ ଖୁବ୍ଧ ଅଟନ୍ତି.
NH 55 କାମ ବହୁ ବର୍ଷ ହେଲାଣି କିନ୍ତୁ କାମ ଆରମ୍ଭ ହୋଇଛି ହେଲେ ବନ୍ଦ। କଣ ଏପରି କୁଠାର ଘାତ ଓଡ଼ିଶାର ସମ୍ବଲପୁର ଲୋକସଭା ଆସନ କୁ।
ସତରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ନିହାତି ଅପାରଗ କେନ୍ଦ୍ର ମନ୍ତ୍ରୀ କିଛି କାମ କୁ ନୁହେଁ ।
କେବଳ ଜାତୀୟ ରାଜପଥ 55 କଥା ନୁହେଁ ରାଜ୍ୟ ର ସ୍ବାର୍ଥ ସମ୍ବଳିତ କୌଣସି ଆବଶ୍ୟକ ପୁରଣ କଲେ ନାହିଁ।
ବିଗତ 5 ବର୍ଷ ଭିତରେ 200 ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ଏହି NH 55 ର ଦୁରାବସ୍ଥା ପାଇଁ, ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ସମ୍ପୁର୍ଣ୍ଣ ଭାବେ ଦାୟି ଅଟନ୍ତି।
ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକିବା ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଏଥର ଭାରି ପଡିବ ନିଶ୍ଚୟ।
Tame aur kete baras shasan kale B. J. D. Mane sabu neta mane chor neta mane
ବର୍ତାବିର ଧର୍ମେନ୍ଦ୍ର ବାବୁ ପଶ୍ଚିମ ଓଡ଼ିଶାର ବିକାସ ପାଇଁ କେବେବି ଧ୍ୟାନ ଦେଈ ନାହାଁନ୍ତି ।
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା ଦ୍ବାରା ରାଜ୍ୟ ବାସି ଉପକୃତ ହେଉଥିବା ବେଳେ ଜାତୀୟ ରାଜପଥ ର ଦୁରାବସ୍ଥା ପାଇଁ ଅନେକ ଲୋକ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି।
ଗତ ପାଞ୍ଚ ବର୍ଷ ଭିତରେ 400 ରୁ ଅଧିକ ଦୁର୍ଘଟଣା ଘଟିଛି ଜାତୀୟ ରାଜପଥ 55 ରେ, ଏହା ପାଇଁ ସମ୍ପୁର୍ଣ୍ଣ ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ଦାୟୀ।
ରାଜ୍ୟ ସରକାରଙ୍କ ଏହି ଲଷ୍ମୀ ଯୋଜନାରେ ରାଜ୍ୟରେ ୧୬୦୦ରୁ ଅଧିକ ବସ ଚାଲୁଛି ଓ ପୁରୀ ଜିଲ୍ଲା ପାଇଁ ୧୨୨ଟି ଜଗନ୍ନାଥ ଏକ୍ସପ୍ରେସ ଶ୍ରୀକ୍ଷେତ୍ରକୁ ଯାଉଛି |
ପଚିଶ ବର୍ଷର ଶାସନ ରେ ତମେ ଓଡ଼ିଆ ନେତା ତିଆରି କରିପାରିଲେନି ତାମିଲ ଏଠାରେ ଶାସନ କରିବ , ବବିଦାସ ବାଳ ନେତା ତଳେ ଟେଣ୍ଡ ବାନ୍ଧିବ, ତମ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ କୁ ଦେଖା କରି ପାରୁନି, ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ତୁ ଜାଣିନୁ ବୋଧେ, ବର୍ତ୍ତମାନ ରାସ୍ତା ଠିକ୍ ଅଛି ❤❤
Agami nirbachan re Sambalpur basi Pranav Prakash Das nku ashirbaad karibe o swartha badi neta Dharmendra Babu nku pratyakhan karibe
Who is the owner of all laxmi bus?
Biggest corruption in odisha
Laxmi bus jojana sabu ade bhala re chaluchhi kintu Sambalpur Anugul Dhenkanal re taha panichia dekha jauchhi NH 55 ra durabastha jogu
ଲକ୍ଷ୍ମୀ ବସକୁ ନେଇ ସମସ୍ତେ ଖୁସି ରହିଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ଖୁସିରେ ଗ୍ରହଣ ଲଗେଇଛନ୍ତି ଧର୍ମେନ୍ଦ୍ର ବାବୁ |କାରଣ ୫୫ ନମ୍ବର ଜାତୀୟ ରାଜପଥରେ ଯିବା ସମୟରେ ଲୋକମାନେ ଅସୁବିଧା ଭୋଗୁଛନ୍ତି ରାସ୍ତା ଖରାପ ଯୋଗୁଁ |
ରାଜ୍ୟର ପ୍ରତ୍ୟେକ ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲାକୁ ସଂଯୋଗ କରିବାରେ ସବୁଠୁ ଭଲ ଯୋଜନା ଆରମ୍ଭ ହୋଇଛି ଲକ୍ଷ୍ମୀ ବସ | ଏହା ଦ୍ବାରା ରାଜ୍ଯର ଶତପ୍ରତିଶତ ଗ୍ରାମବାସୀ ଉପକୃତ ହେଉଛନ୍ତି |
ସାରା ଓଡିଶାବାସୀ ଲକ୍ଷ୍ମୀ ବସର ସୁବିଧା ପାଉଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଲୋକମାନେ ଏହି ସେବା ପାଇବାରୁ ବଞ୍ଚିତ ରହିଛନ୍ତି କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ ପାଇଁ |
ଯିଏ କେନ୍ଦ୍ରରେ ମନ୍ତ୍ରୀଟିଏ ଥାଇ NH 55 ରାସ୍ତାଟିଏ ପୂର୍ଣ୍ଣାଙ୍ଗି କରଣ କରି ପାରିଲେନାହିଁ ତାଙ୍କ ଉପରେ ସମ୍ବଲପୁର ବାସୀ କେବେବି ବିଶ୍ୱାସ ରଖୁନାହାନ୍ତି. ଲୋକେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିଛନ୍ତି.
ଏନ ଏଚ -55 ରାଜରାସ୍ତା ଲାଗି ଅତ୍ଯାଧୁନିକ ଏସି ବିଶିଷ୍ଟ ଲକ୍ଷ୍ମୀ ବସରେ ବି ଆରାମଦାୟକ ଯାତ୍ରା କରିପାରୁନାହାନ୍ତି ଜନସାଧାରଣ କେବଳ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ |
ରାଜ୍ୟର ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା |ଯାହାପାଇଁ କେନ୍ଦ୍ରମନ୍ତ୍ରୀ ଉପରେ ବାର୍ଷିଛନ୍ତି ବିଜେଡି ଦଳର ସସ୍ମିତ ପାତ୍ର |
NH 55 re Rasta kharap thibaru jeyun pari bhabe accident heuchi ebe Loko mane NH 55 Rasta re jibaku karuchanti kana eha dekha jauni ki Dharmendra babu nku
2nd hand bus
Nh, 55,ra, bjd, daai
ଓଡ଼ିଶା ର ବିକାଶ ପ୍ରତି ରାଜ୍ୟ ବିଜେପି ଦଳ ର କୌଣସି ଅବଦାନ ନାହିଁ।
Dharmendra Babu jane aparag mantri 10 barsa vitare Jatiya Rajpath kama agei pari nahi
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ରାଜପଥ NH 55 କଟକରୁ ସମ୍ବଲପୁର ରାସ୍ତାର ଆଜିଯାଏ ମରାମତି କରିବା ଦିଗରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି l
ବବି ଦାସ ଜିତିଲେ କଣ ମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ ହେବ 😮 ମନ୍ତ୍ରୀ ହେଇକି ତମେ ତଳେ ଠିଆ ହଉଚ ପଣ୍ଡିଆନ ଉପରେ , ଓଡ଼ିଶାରେ କଣ ନେତା ନାହାନ୍ତି ❤
ସାରା ଓଡ଼ିଶାରେ ୯ ହଜାରରୁ ଅଧିକ ବସ ଷ୍ଟାଣ୍ଡ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ଗଡ଼ିବା ଫଳରେ ମା ଓ ବରିଷ୍ଠ ନାଗରିକ ବେଶ୍ ଉପକୃତ ହେଉଛନ୍ତି |
ଏନଏଚ -55 ଲାଗି ସବୁବେଳେ ଦୁର୍ଘଟଣା ଭୟ ଲାଗି ରହୁଛି | ଏସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ ବିଫଳତା ଯୋଗୁ ହେଉଛି ବୋଲି କହି ସମାଲୋଚନା କରିଛନ୍ତି ସସ୍ମିତ ବାବୁ |
Sasmit Babu , Dharmendra Pradhan is right now Education Minister,how can they interfere other departments work. By the way why you are asking Dharmendra Pradhan for road work,He is not elected from odisha as a MP candidate,why he is taking responsibility of every project of central government.
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବେଶ୍ ଦବ୍ ଦବା ରହିଛି, ସେ ଚାହିଁଥିଲେ ଅନାୟସରେ ଏନ୍ ଏଚ୍ 55 ଭଳି ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତାର ମରାମତି କାର୍ଯ୍ୟ ବହୁତ୍ ଆଗରୁ ସରନ୍ତାଣି। ତାଙ୍କ ଉପେକ୍ଷା କାରଣରୁ ଯାତ୍ରୀଗଣ ଦୁର୍ଦ୍ଦଶା ଭୋଗୁଛନ୍ତି। ସେ ରାସ୍ତାରେ ଦୁର୍ଘଟଣା ଏକ ନିୟମିତ ଘଟଣାରେ ପରିଣତ ହୋଇଛି।
ଜାତୀୟ ରାଜପଥ ୫୫ ନମ୍ବର ରାଜପଥ ଉପରେ ନିର୍ଭରଶୀଳ ସମ୍ବଲପୁରବାସୀ ଏଥର ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବିଫଳତାର ଉପଯୁକ୍ତ ଜବାବ୍ ଦେବେ।
ରାଜ୍ୟବାସୀଙ୍କ ଗମନାଗମନ ସୁବିଧାର୍ଥେ ରାଜ୍ୟସରକାର ଲକ୍ଷ୍ମୀ ବସ ଯୋଜନା ଯୋଗାଇ ଦେଇଛନ୍ତି, ମାତ୍ର ଅଳ୍ପ ଭଡ଼ାରେ ଯାତାୟତରେ ସକ୍ଷମ ହେଉଛନ୍ତି ମହିଳାଙ୍କ ଠାରୁ ଦିବ୍ୟାଙ୍ଗ, ଛାତ୍ର ଛାତ୍ରୀ ମାନେ। ମାତ୍ର ଏନ୍ ଏଚ୍ 55 ର ଦୂରାବସ୍ଥା ଏହି ସୁବିଧାକୁ ପାଣିଚିଆ କରିଦେଇଛି।କେନ୍ଦ୍ରସରକାରଙ୍କ ଅଧିନସ୍ଥ ଏହି ରାସ୍ତାର ମରାମତି ସରୁନି କି ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ଘଟୁନି।
Laxmi bus ଏବଂ 5t ସବୁଠୁ ଅଧିକ ଦୁର୍ନିତି ହୋଇଛି ଆମ ଏଠି ଏ ପର୍ୟ୍ୟନ୍ତ ଜଣେ ଲୋକ ବସିବାର ମୁଁ ଦେଖିନାହିଁ । BJD ପାଖରେ NH55 କୁ ଛାଡିଦେଲେ ଅନ୍ୟ କିଛି ପ୍ରସଙ୍ଗ ନାହିଁ ନିର୍ବାଚନ ଲଢ଼ିବା ପାଇଁ ।
ରାଜ୍ୟ ସରକାର ସବୁବେଳେ ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦିଅନ୍ତି କିନ୍ତୁ ବିଜେପି ସବୁଥିରେ ରାଜ୍ୟ ସରକାରଙ୍କୁ ବିରୋଧ କରୁଛନ୍ତି।
କେନ୍ଦ୍ର କରୁଛି ହତାଦର, ନବୀନ ଦେଉଛନ୍ତି ଅଧିକାର। ସମୟ ଆସିଛି ଆସନ୍ତୁ ଏକାଠି ହେବା, ଜନବିରୋଧୀ ବିଜେପିକୁ ପାନେ ଦେବା।
Tama katha kuha 25 years kn karicha
ଜାତୀୟ ରାଜପଥ 55 ର ଦୂରାବସ୍ଥା ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଜିଲ୍ଲାବାସୀଙ୍କ ଯାତାୟତରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି, ଦୁର୍ଘଟଣା ଜନିତ କାରଣରୁ 200ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି, ସେଥିପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଭ୍ରୂକ୍ଷେପ ନାହିଁ କି ତତ୍ପରତା ମଧ୍ୟ ଦେଖାଉ ନାହାନ୍ତି, ଫଳସ୍ୱରୂପ ସାତ ବର୍ଷ ବିତିଯିବା ପରେ ବି ରାସ୍ତା କାମ ସରୁନି।
ଧର୍ମେନ୍ଦ୍ର ପ୍ରଧାନ 10 ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଥିଲେ ସୁଦ୍ଧା ରାଜପଥ କାମ କରି ପାରିନାହାନ୍ତି ସେ ଆମ ରାଜ୍ୟ ପାଇଁ ଅପାରଗ କେନ୍ଦ୍ର ମନ୍ତ୍ରୀ।
10 ବର୍ଷ କେନ୍ଦ୍ର ମନ୍ତ୍ରୀ ହେବା ଭିତରେ NH 55 ର କାର୍ଯ୍ୟ ଆଜିଯାଏଁ ଶେଷ କରି ପାରିଲେ ନାହିଁ ଧର୍ମେନ୍ଦ୍ର ପ୍ରଧାନ।
NH 55 ର କାର୍ଯ୍ୟ ଆଜିଯାଏଁ ଶେଷ କରି ପାରି ନାହାନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏହା ଅତ୍ୟନ୍ତ ଲଜ୍ଜାଜନକ କଥା ଅଟେ।
ଦୀର୍ଘ ବର୍ଷ ପରେବି ଏନ୍ ଏଚ 55 ର କାମ ନସରିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତାକୁ ପଦାରେ ପକାଇଛି, ଜାତୀୟ ରାଜପଥ ୫୫ ପ୍ରତି ସାମାନ୍ୟତମ ପ୍ରୟାସ ଥିଲେ, ରାସ୍ତାକାମ କେବେଠୁ ସରନ୍ତାଣି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶାର ବିକାଶରେ ନା ଅଛି ସାମାନ୍ୟତମ ସହଯୋଗିତା, ନା ଅଛି ସହଭାଗିତା।କେବଳ ଭାଷଣରେ ସୀମିତ ରହୁଛି l
Tume 25yrs re kn karicha
ଯିଏ କେନ୍ଦ୍ରରେ ମନ୍ତ୍ରୀଟିଏ ଥାଇ NH 55 ରାସ୍ତାଟିଏ ପୂର୍ଣ୍ଣାଙ୍ଗି କରଣ କରି ପାରିଲେନାହିଁ ତାଙ୍କ ଉପରେ ସମ୍ବଲପୁର ବାସୀ କେବେବି ବିଶ୍ୱାସ ରଖୁନାହାନ୍ତି l
ଧର୍ମେନ୍ଦ୍ର ବାବୁ ନିଜର ଉନ୍ନତି ପାଇଁ ଯେତିକି ଧ୍ୟାନ ଦେଇଛନ୍ତି , ସେତିକି ଯଦି ସେ ପଶ୍ଚିମ ଓଡ଼ିଶାର ବିକାସ ପାଇଁ ଦେଇଥାନ୍ତେ ପଶ୍ଚିମ ଓଡ଼ିଶାର ଆଯି ଆଉ କୌଣସି ସମସ୍ୟା ନଥାନ୍ତା।
ସବୁ ଭୁଲ୍ ଧର୍ମେନ୍ଦ୍ର ଙ୍କ ପାଇଁ କାରଣ ୧୦ ବର୍ଷ କେନ୍ଦ୍ର ମନ୍ତ୍ରୀ ଥାଇ ବି ସମ୍ବଲପୁର ର ହେଉ କି ଦେବଗଡ଼ ହେଉ ଆହୁରି ଅନେକ ଜିଲ୍ଲା ର କିଛି ବି ବିକାଶ କଲେ ନାହିଁ।
କେବଳନିଜ ନିଜ ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ନୁହେଁ ସମୂହ ଓଡ଼ିଶାର ସ୍ୱାର୍ଥ କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ବବି ଦାସ l
BJP ଦଳ ଜାଣିବା ଦରକାର ଓଡ଼ିଶାରେ ରାଜନୀତି କରିବାକୁ ହେଲେ ପ୍ରଥମେ ଲୋକଙ୍କ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ପଡ଼ିବ l
ଲଗାତାର ଦୀର୍ଘ ଦଶ ବର୍ଷର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶାର ବିକାଶରେ ନା ଅଛି ସାମାନ୍ୟତମ ସହଯୋଗିତା, ନା ଅଛି ସହଭାଗିତା।କେବଳ ଭାଷଣରେ ସୀମିତ ରହୁଛି ରାଜନୀତି ତତ୍ସହିତ ବିକାଶ ମୂଳକ କାମକୁ ବିରୋଧ କରିବା ତାଙ୍କର ନୀତି!
ଓଡିଶା ବିଜେପି ଶାଖା ବାହାସ୍ପଟ ମାରୁଥିଲା ସରକାର ଗଢ଼ିବ ବୋଲି କିନ୍ତୁ ଏବେ ଯାଏଁ ଗୋଟିଏ ରାକପଥ କାମ ହୋଇପାରୁ ନାହିଁ l
ଯାଅ ଦେଖି ଆସିବ ଯାଜପୁର।
ବିଧାୟକ ହୋଇ କଣ କରିଛନ୍ତି।
ମିନି ଭୁବନେଶ୍ୱର ଲାଗିବ। ଦଳ
ପଙ୍କ ପୋଖରୀ ଚତୁର୍ପାଶ୍ୱ ଧଲା ମାର୍ବଲ
ପଡି କେମିତି ଲାଇଟ ଡେକରେସ ନ
ମେଡ଼ିକାଲ କଲେଜ,ଚାରିଟିକିଆ ପିଚୁ ରାସ୍ତା
ଦଶା ସ୍ୱ ମେଧ ଘାଟ, ବିରଜା ମନ୍ଦିର ଆହୁରି
କେତେ କଣ। ଆକୁ କହଁନ୍ତି ବିକାଶ ପୁରୁଷ ବବି।ଯାହାକୁ ବିଶ୍ୱାସ ହେଉନି ବୁଲିଆସ
ଯାଜ ପୁର ବବି ପିରିୟଡ଼ ରେ କେମିତି ହୋଇଛି।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ 10
ବର୍ଷ ଭିତରେ ଓଡ଼ିଶାର କଣ ହୋଇଛି।
ଖାଲି ବାହାପିଆ ଭାଷଣ ଦେଲେ କଣ
ହେବ।
ଧର୍ମେନ୍ଦ୍ର ବାବୁ. ଅତ୍ୟନ୍ତ ଲଜ୍ୟାକର ଏବଂ ନିନ୍ଦନୀୟ ବିଷୟ.ଲୋକ ତାଙ୍କ ଉପରେ ଭୀଷଣ ଭାବେ ଖୁବ୍ଧ ଅଟନ୍ତି l
ଧର୍ମେନ୍ଦ୍ର ଓଡ଼ିଶା ରୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ହେଲେ ସତ କିନ୍ତୁ ଓଡ଼ିଶା ର ବିକାଶ ପାଇଁ ଆଜିଯାଏଁ କୌଣସି ବିକାଶମୂଳକ କାର୍ଯ୍ୟ କରି ନାହାନ୍ତି l
୫୫ ନମ୍ବର ଜାତୀୟ ରାଜପଥର ଦୁର୍ଦ୍ଦଶା ପାଇଁ ସଧାରଣ ଜନତାଙ୍କ ସାହିତ୍ ଓଡ଼ିଶା ସରକାରଙ୍କର ମଧ୍ୟ ଅନେକ କ୍ଷତି ଘଟୁଛି ।
Right answer bro BJP food
Bhai Tama ra jajapur ra ତଳ ଥିହିଡ ଆଉ ନଗଡା ରେ kn Kari ଛି ବବି ଦାସ
👍
But
Is it a complaint!
Road accidents are due to and only due to speed.
Dharmendra pradhan nkara loka nku thhakiba ethara bahut mahanga padiba
E sabu pain kebala bjp kendra mantri dharmendra pradhan hin dai ......... Loka nka jibana ra mulya dharmendra pradhan nka pain kichhi nuhe
Navin babu nka laxmi bus yojona re Dharmendra pradhan nka NH 55 eka bada badha sajichi
Dharmendra pradhan nka pain ethara election re jitiba swapna dharmendra pradhan ama odisha pain 1% b kama karinahanti aji parjyanta
Dharmendra pradhan nka vul pain odisha basi bipada mukha re paduchhanti
Sasmit patra world chora
Odisha basi kasta paile dharmendra pradhan nku khusi lage sethipain ta se aji parjyanta e bhali eka bipada janak highway ra bikash karunahanti
🫱ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ବିଜେଡି ଦଳର ସାଧାରଣ ସମ୍ପାଦକ.ସେ ସମ୍ବଲପୁରର ବିକାଶକୁ ଦ୍ରୁତ ଗତିରେ ଆଗେଇ ନେଇ ଚାଲିବେ. ଲୋକଙ୍କର ସେ ବିଶ୍ୱାସ ଭାଜନ ଅଟନ୍ତି.
ପ୍ରଣବ ପ୍ରକାଶ ଦାସ ଜଣେ କରିତକର୍ମା ନେତା. ଲୋକେ ତାଙ୍କୁ ବିଶ୍ୱାସ କରନ୍ତି. ନବୀନବାବୁଙ୍କ ବିକାଶ ଧାରା ସମ୍ବଲପୁରରେ ଆଗେଇ ଚାଲିବ. ଲୋକେ ନବୀନବାବୁଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜେତା ବନାଇବେ.
ପ୍ରଣବ ପ୍ରକାଶ ଦାସ ଜଣେ କରିତକର୍ମା ନେତା. ଲୋକେ ତାଙ୍କୁ ବିଶ୍ୱାସ କରନ୍ତି. ନବୀନବାବୁଙ୍କ ବିକାଶ ଧାରା ସମ୍ବଲପୁରରେ ଆଗେଇ ଚାଲିବ. ଲୋକେ ନବୀନବାବୁଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜେତା ବନାଇବେ.
ନିର୍ବାଚନ ଜିତିବାପାଇଁ ଲୋକଙ୍କ ଭୋଟ ଦରକାର. ତେଣୁ ଏବେ ଲୋକଙ୍କ ପାଖକୁ ଆସି ଭୋଟ ଭିକ୍ଷା କରୁଛନ୍ତି. ଆଜିଯାଏ ଥିଲ କୁଆଡେ, କରିଛ କଣ?
କେନ୍ଦ୍ରରେ ମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ବାବୁ କରିଛନ୍ତି କଣ? ଆଜି ଓଡିଶା ବାସୀଙ୍କ ପାଖରେ ଉତ୍ତର ରଖନ୍ତୁ.
ସମ୍ବଳପୂରର ଆରାଧ୍ୟ ଦେବୀ ମା ସମଲେଇ ମନ୍ଦିରର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟ କରଣ ନବୀନବାବୁ କରାଇଛନ୍ତି. ସେତିକିବେଳେ କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ଥିଲେ କେଉଁଠି?
Dharmendra pradhan mane michha pratisruti se kebe b nija pratisruti pura karinahanti sarbada loka nku thhakuchhanti
Sambalpur ru BJP Loka sabha prarthi hoichhanti Dharmendra Babu tanka ra udadinata rahichhi Sambalpur pain taha jala jala hoi dekha jauchhi NH 55 ru
Navin babu gan gan re laxmi bus pahanchi sarilani kintu kendra mantri nka jatiya rajapatha ra kama start hriparilani eha atyanta lajyajanaka dharmendra pradhan nka pain
Odisha prasansa jie sahiparunahanti se kana odisha ra bikash karibe dhik dharmendra pradhan nka kendra mantri heba
Kendra Mantri dharmendra pradhan nija aparagata ra spasta parichaya deichhanti national highway ra bikash na kari
Nija swartha puran kariba Dharmendra Babu nkara mula lakhya Loka nka sukha dukha re thia hoi nahanti jadi NH 55 ra suddha kari thaanre tebe ete Loka nku hairaan harkat heba ku padi na thaanta
Nischinta bhabe accident heba emiti rasta odisha basi nka pain sampurna bipada......... dharmendra pradhan kendra mantri re rahiba jogya nuhanti se istapa deba darkar
GHUSURI MUHA BALA KATHA KAHUCHI
NH 55 re laxmi bus gala bele accident ra asanka dekha jauchhi jadi Dharmendra Babu ehi Jatiya Rajpath ku gurutwo dei kama kari thaante tebe ehi bhali asubidha ra sammukhin heba ku padi na thaanta
The neglect of NH 55 is a shameful reflection of the government's indifference towards the suffering of its citizens. Dharmendra Pradhan must be held accountable for this failure.
BJP balankoro gate chinta dhara ki nirbachon ladhiba ebong jitila delhi re jaikari basiba loke marantu banchantu Sethi re neta manakoro kichi kahani nahi
2019 re Dharmendra babu janta nku emiti micha pratisruti deithile ki jitila pare eita karidebi seita karidebi au kintu aji jain kichi bhi kari nahanti aji puni nirabachan asila belaku puni au thare loknku bhuna bulai baku asigale Dharmendra babu
Dharmendra babu to 10 barsa bhitare aji jain nija nirabachan mandali re gate hele bhi unnati mulak kama kari nahanti au ebe nirabachan asigala bali loknko pakhaku jaikari micha pratisruti deba armbha karideleni Dharmendra babu
Aji ku 10 barsha hela dharmendra pradhan odisha ra konosi bikash karjya ki konosi jana kalyankari karjya re joga deinahanti ki bikash ra support re tike kahinahanti kebala michha vasana baji mari asichhanti
10 barsha re samanya gote rasta kama jaha dwara heiparilani se ki kendra mantri mo kendra mantri heba bruthha
Navin babu Laxmi yojona re loka jatayata ra subidha pauthiba bele jatiya rajapatha ra e bhali sochaniya abasta eha atyanta nindaniya
The sorry state of NH 55 is a stark reminder of the government's failure to fulfill its basic responsibilities. Dharmendra Pradhan must be held accountable for this neglect.
The neglect of NH 55 is a tragic example of how political agendas are prioritized over the safety and well-being of the people. Dharmendra Pradhan's inaction speaks volumes about his commitment to the people of Odisha.
E bhali aparagata mantri nka tharu au kichi asha karibata hin murkhami e dharmendra pradhan nku janata ethara tanka karma ra fala debe
The tragic loss of lives on NH 55 is a direct result of the government's negligence. Dharmendra Pradhan's failure to address this issue is unacceptable.
For odisha BJD Jay
Laxmi bus jagu loke bahut sahajya pai paruchanti
ମିଛ କଥା କହିବାର ମାହିରି
Kendra mantri Dharmendra Babu nku puni targets karichanti Sasmit Patra
Tu bus re juchu
Tu kete kendalichhu