Aji Punya Jagara || Sanjay Dash || Ansuman Kar || Maha Shiva Ratri || Jagara || OmmTvOdia||

แชร์
ฝัง
  • เผยแพร่เมื่อ 17 ต.ค. 2024

ความคิดเห็น • 16

  • @ganeshmohapatra5711
    @ganeshmohapatra5711 7 หลายเดือนก่อน +2

    ଗୀତ ସଙ୍ଗୀତ କଣ୍ଠ ବହୁତ ସୁନ୍ଦର ହୋଇଛି
    ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ।❤❤

  • @anilkumarsatapathy3656
    @anilkumarsatapathy3656 7 หลายเดือนก่อน +2

    Very nice 🙂 om namah shivay 🙏🙏🙏🙏🙏

  • @shyamamishra3226
    @shyamamishra3226 7 หลายเดือนก่อน +3

    ସଞ୍ଜୟ ବାବୁଙ୍କ କଣ୍ଠ ଓ ନିର୍ଦେଶନାରେ ଅତି ସୁନ୍ଦର ଶିବ ଭଜନ. ଅଶୁମାନ କର ଙ୍କ ଗୀତ ଟି ଶ୍ରୋତା ମାନଙ୍କୁ ନିଶ୍ଚୟ ଆକର୍ଷିତ କରିବ.

    • @Ansumanmusic
      @Ansumanmusic 7 หลายเดือนก่อน

      ଅଶେଷ ଧନ୍ୟବାଦ୍

  • @pkmuzica
    @pkmuzica 6 หลายเดือนก่อน

    Hari Om 🌹

  • @dr.himadritanayamishra1675
    @dr.himadritanayamishra1675 7 หลายเดือนก่อน +2

    ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଏହିପରି ଭାବଭକ୍ତିର ଗୀତଟିକୁ ପ୍ରଚାର ପ୍ରସାର କରି ପ୍ରତ୍ୟେକ ମଣିଷର ଅନ୍ତର୍ନିହିତ ଭକ୍ତିର ଦିଗଟିକୁ ଆଲୋକପଥରେ ନେଇଥିବାରୁ ଓଁ tv ର ନିର୍ଦ୍ଦେଶକ ଶ୍ୟାମ ପ୍ରସାଦ sir ଓ ଏଥିରେ ନିୟୋଜିତ ସମସ୍ତ କର୍ମକର୍ତ୍ତା ତଥା ମଧୁର ସ୍ୱରରେ ସଜେଇ ଭଜନଟିକୁ ସୁନ୍ଦର ଭାବରେ ଗାଇଥିବାରୁ ସଞ୍ଜୟ sirଙ୍କୁ ଏବଂ ଗୀତଟିକୁ ସୁନ୍ଦର ଭାବରେ ସରଂଚନା କରିଥିବା ଗୀତିକାର ଅଂଶୁମାନ sir ଙ୍କୁ ହୃଦୟରୁ ଅଜସ୍ର ସୁମନାସ ସହିତ ଅଶେଷ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏🙏👍👍👍👍👍

  • @voiceofsuhani17
    @voiceofsuhani17 7 หลายเดือนก่อน +2

    Sanjay Sir is the best musician with amazing voice & Anshuman sir is the marvelous Lyricist

  • @urmimusic2045
    @urmimusic2045 7 หลายเดือนก่อน

    Nice song

  • @mahimasubhalaxmimoharathy
    @mahimasubhalaxmimoharathy 7 หลายเดือนก่อน +1

    🎉🎉🎉🎉🎉🎉🎉

  • @saisudha8091
    @saisudha8091 7 หลายเดือนก่อน +2

    ଅତି ସୁନ୍ଦର ଗୀତ ରଚନା । ଗାଇବାର ଶୈଳୀର ଉପମା ନାହିଁ। ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି। ଗୀତିକାର ଶ୍ରୀଯୁକ୍ତ ଅଂଶୁମାନ ସାର୍ ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାର୍ ଙ୍କୁ ଅଶେଷ ଧନ୍ୟବାଦ। ହର୍ ହର୍ ମହାଦେବ । 🙏❤🙏

    • @Ansumanmusic
      @Ansumanmusic 7 หลายเดือนก่อน

      ଧନ୍ୟବାଦ୍

  • @subhranshusekhar1111
    @subhranshusekhar1111 7 หลายเดือนก่อน +2

    ଓଁ ନମଃ ଶିବାୟ 🙏 ଗୀତ ଟି ଭକ୍ତି ଭାବପୂର୍ଣ୍ଣ କଣ୍ଠ ରେ ପରିବେଷିତ ହୋଇଛି, ସଙ୍ଗୀତ ସହ ଲେଖା ଟି ମଧ୍ୟ ହୃଦୟସ୍ପର୍ଶୀ ହୋଇଛି।

    • @Ansumanmusic
      @Ansumanmusic 7 หลายเดือนก่อน

      ଅନେକ ଧନ୍ୟବାଦ୍

  • @dmmusic8838
    @dmmusic8838 7 หลายเดือนก่อน +1

    DM Music ତରଫରୁ ଆନ୍ତରିକ ଶୁଭେଚ୍ଛା । ଗୀତ ସଙ୍ଗୀତ କଣ୍ଠ ଏକ ଧାରାରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

  • @saisantoshkumar926
    @saisantoshkumar926 7 หลายเดือนก่อน +1

    Congratualtions Om TV for such a lovely bhajan on lord Shiva. Awesome music n voice by my brother bhajan maestro Sanjay Dash.. Best wishes to the whole team ❤️❤️🌹🌹💐💐💐💐

  • @Ansumanmusic
    @Ansumanmusic 7 หลายเดือนก่อน +1

    ଏଇ ଭଜନଟିକୁ ରଚନା କରିବାର ସୌଭାଗ୍ୟ ପ୍ରାପ୍ତି ହେଇଥିବାରୁ ମୁଁ ପ୍ରଭୁଙ୍କ ନିକଟରେ ଭକ୍ତିପୂର୍ଣ୍ଣ ସାଧୁବାଦ ଜଣାଉଛି। ଗୀତଟିର ନିର୍ଦ୍ଦେଶନା ଓ ପରିବେଷଣ ଶ୍ରୀ ସଞ୍ଜୟ ଦାଶ୍ ଖୁବ୍ ସୁନ୍ଦର ଭାବରେ ତୁଲେଇଛନ୍ତି। ସର୍ବଶେଷରେ Omm Tv channel କୁ ଏଇ ଗୀତ ଟିକୁ ସ୍ଥାନ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ୍।