Dharmendra Pradhan Speech In Bhubaneswar : ଓଡିଶାବାସୀଙ୍କ ପାଇଁ କହିଲେ ବଡ଼ କଥା | CM Mohan Majhi

แชร์
ฝัง

ความคิดเห็น • 359

  • @jackramsingh2778
    @jackramsingh2778 วันที่ผ่านมา +52

    ଓଡିଶା ର ଯୁବକ ଯୁବତୀମାନେ କେଵେ ଠାରୁ ଓଡିଶା ମାଟିରୁ ବାହାରକୁ ନ ଯାଇ ଓଡିଶା ରେ incom କରିବେ ପ୍ରଧାନ babu ଜବାବ ଦିଅ

    • @banamalisahoo9664
      @banamalisahoo9664 วันที่ผ่านมา +3

      odisha lokamane dadan jibe nahi kahi vote nele belajya party ku lazya lagu nahi jaha kahe taha kare nahi

    • @sankharmajhi45
      @sankharmajhi45 วันที่ผ่านมา +2

      25 borso hela nabin sarkar ku jobab magilonahi kon pain lajo tike lagu

  • @abhayakumarparida2561
    @abhayakumarparida2561 วันที่ผ่านมา +71

    ନିର୍ବାଚନ ସରି ଯାଇଛି।ଆଉ ଭାଷଣ କୁ ପାଥେୟ ନ କରି ଅନ୍ୟାୟ ଭ୍ରଷ୍ଟାଚାର ବିରୁଦ୍ଧ ରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ଓଡ଼ିଶାର ଜନସାଧାରଣ ତାହା ହିଁ ଆଶା କରନ୍ତି।ବନ୍ଦେ ଉତ୍କଳ ଜନନୀ।

  • @santoshpadhykumar9418
    @santoshpadhykumar9418 วันที่ผ่านมา +27

    ଓଡ଼ିଶାର ଲୋକ ମାନେ ବାହାର ରାଜ୍ୟକୁ କେବେ ଜିବେନି ଦାଦନ ଖଟିବାକୁ ଭାଷଣରେ କହିଲେ ଭଲ ହୁଅନ୍ତା 😮😮

  • @AkshyaKaran
    @AkshyaKaran 2 วันที่ผ่านมา +61

    ବନ୍ଧୁ ଆପଣ କହି ଥିଲେ ଓଡ଼ିଶା ସରକାର ବିଜେପି ଗଠନ କଲେ ବୃଦ୍ଧ, ବୃଦ୍ଧା ଭତା 3000/ କେବେ କରି ବେ,

    • @kunu1213
      @kunu1213 วันที่ผ่านมา +7

      Bhata pain capacity nahin tankara 😢

    • @AshokPanda-qt4qn
      @AshokPanda-qt4qn วันที่ผ่านมา +1

      Amara Asa Nishyaadijee Sunibe Ame Ahi Arthika Sahajaya ra Apekhyare 100.pare Asa puran hoepare

    • @kunu1213
      @kunu1213 วันที่ผ่านมา +3

      @@AshokPanda-qt4qn 2029 election's thiba au 1 months aagru 3000 kariba election's pain

    • @user-eo6es2sb2r
      @user-eo6es2sb2r วันที่ผ่านมา

      ​Oo 1:06

    • @AshokPanda-qt4qn
      @AshokPanda-qt4qn วันที่ผ่านมา

      @@kunu1213 Apana thik kahuchhanti

  • @jyotsnamishra2445
    @jyotsnamishra2445 วันที่ผ่านมา +11

    ଶିକ୍ଷା ମନ୍ତ୍ରୀ ମହୋଦୟ ଆପଣଙ୍କ ଭାଷଣ ବହୁତ ହି ଭଲ ସେତେବେଳେ ହେଇପାରିବ ଯେତେବେଳେ ବହୁତ ବହୁତ ପରିଶ୍ରମ କରି ଯଉ ପିଲାମାନେ neet exam ଦେଇ କୃତ କାର୍ଯ୍ୟ ହବାର ସ୍ବପ୍ନ ଦେଖିଛନ୍ତି ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ସହଯୋଗ କରନ୍ତୁ. Re neet କରାନ୍ତୁ ନାହିଁ. ବହୁତ ପିଲା ଜୀବନ ହରିବାକୁ ପଛେଇବେ ନାହିଁ. ତେଣୁ ବହୁତ ବହୁତ ଅନୁରୋଧ ପିଲାଙ୍କ ଜୀବନ ସହିତ ଖେଳନ୍ତୁ ନାହିଁ କି ରାଜନୀତି କରାନ୍ତୁ ନାହିଁ.

  • @sanghamitranayak1381
    @sanghamitranayak1381 วันที่ผ่านมา +12

    Never compare with lord Balabhadra, Jaganath &Subhadra your CM&DCM

  • @user-ud7vs3en2f
    @user-ud7vs3en2f วันที่ผ่านมา +7

    ପୁରୀ ବ୍ରାହ୍ମଣ ପଣ୍ଡା ମାନଙ୍କୁ 500 କୋଟି ?? ରାଜ୍ୟର ଗ୍ରାମାଞ୍ଚଳ ଅନ୍ୟ ସବୁ ମନ୍ଦିର ମସଜିଦ ଚର୍ଚ୍ଚ ଇତ୍ୟାଦିକୁ କଣ ଅଛି ହୋ ??

  • @niranjanpanda8574
    @niranjanpanda8574 2 วันที่ผ่านมา +13

    ଦୁର୍ନୀତି ଚାପି ଗଲାକି?

  • @jitossa9987
    @jitossa9987 2 วันที่ผ่านมา +20

    Bjp neta Dharmendra Babu 300 unit kebe freekariba bijuli

    • @judhistiraodora2260
      @judhistiraodora2260 วันที่ผ่านมา

      Surya ghar apply karantu.

    • @subasinilenka578
      @subasinilenka578 วันที่ผ่านมา +2

      Bhai au asa rakhani .BJP Bala khali bada bada katha kahi janichanti

    • @subasinilenka578
      @subasinilenka578 วันที่ผ่านมา +1

      Au 5barsha re emananku hatei deba

    • @subasinilenka578
      @subasinilenka578 วันที่ผ่านมา

      Au 5barsha re emananku hatei deba

    • @harish5842
      @harish5842 วันที่ผ่านมา

      Solar panel laga

  • @Deva5577-i3c
    @Deva5577-i3c 2 วันที่ผ่านมา +48

    ଧର୍ମେନ୍ଦ୍ର ଗୋଟେ ଛାତ୍ରହତ୍ୟା କାରୀ

    • @Odishatechnical677
      @Odishatechnical677 วันที่ผ่านมา +1

      Tume kn sakhi thila ki

    • @Deva5577-i3c
      @Deva5577-i3c วันที่ผ่านมา +4

      @@Odishatechnical677 ତମେ ଗୁଡା ପରା ମୂର୍ଖ ଗୁଡ଼ା ଆଉ କଣ କହିବ ? ଏତିକି ଜଣା ନାହିଁ ଯେ Neet ପାଇଁ ଦେଶରେ ପ୍ରାୟ 12/13 ଜଣ ପିଲା frustrated ହୋଇ ଆତ୍ମହତ୍ୟା କରିଦେଲେ । ଗତ କାଲି ବି କୋଟା ରେ ଆଉ ଜଣେ ଛାତ୍ର suicide କରିଛି।ମୋଦି ସରକାର ତାଙ୍କ family କୁ କ୍ଷତିପୂରଣ ଦେଲାଣି ନା ସେମାନଙ୍କ ଘରଲୋକଙ୍କୁ ସାନ୍ତ୍ବନା ଦେଲାଣି ? ଧର୍ମେନ୍ଦ୍ର ଆଗ କହିଲା ନିଟ୍ର ରେ କିଛି ଘାଂଘ୍ ଲି ହୋଇନି ପରେ କହିଲା ଅନିୟମିତା ହୋଇଛି।ତେଣୁ ଇଏ ଛାତ୍ର ହତ୍ୟାକାରୀ ନୁହେଁ ଆଉ କଣ ?
      ଜ୍ଞାନ ରଖି comments ଲେଖିଛି ଖାଲି ରେ ନୁହେଁ

    • @DHARANIDHARMUNDA-wy6mo
      @DHARANIDHARMUNDA-wy6mo วันที่ผ่านมา

      ଆଗରୁ ସବୁ ପିଲା ଡାକ୍ତର ହୋଇ ପାରୁଥିଲେ । ଓଡ଼ିଶାର କୋଟି କୋଟି ଛାତ୍ର ଡାକ୍ତର ହୋଇ ବାହାରିଛନ୍ତି ​@@Deva5577-i3c

  • @Tapasranjanmohanty-gq8ds
    @Tapasranjanmohanty-gq8ds วันที่ผ่านมา +5

    ନିଟ କଥା କୁହନ୍ତୁ ଆଜ୍ଞା ଏଗୁଡ଼ା କିଏ ସୁଣୁଚି

  • @surendrakumarparida7765
    @surendrakumarparida7765 2 วันที่ผ่านมา +10

    ବଡ ବଡ କଥା କହିବା କିନ୍ତୁ ତାକୁ କାର୍ଯ୍ୟରେ ପରିଣତ କଲେ ଭଲ,

  • @maushumisoy904
    @maushumisoy904 2 วันที่ผ่านมา +32

    NEET UG ପ୍ରଶ୍ନ ପତ୍ର ଲିକ୍ କରି କେତେ ହେଲା ?

  • @setpeacelifestyle23
    @setpeacelifestyle23 วันที่ผ่านมา +4

    ଓଡ଼ିଶା ରେ କେବେ software company office space ହେବ। ଅନେକ ଗରୀବ ପିଲା Employment ପାଇବ। ବାହାରକୁ ଯିବନାହି କୁହନ୍ତୁ।

  • @pranayakumardas6080
    @pranayakumardas6080 วันที่ผ่านมา +9

    Neet ପଇସା ଖାଇଲ 😃

  • @rupakunukirtighadei-ep1rm
    @rupakunukirtighadei-ep1rm 2 วันที่ผ่านมา +11

    3000 pension kebe laguheba

  • @rajeshkumarsahoo8700
    @rajeshkumarsahoo8700 วันที่ผ่านมา +2

    ୩୦୦୦ ଭତ୍ତା କର ଜଲ୍ଦି
    ସଂକଳ୍ପ ପତ୍ର ରେ ଲେଖିଛ
    ଆଉ ଡେରି କରନି କାମ ନକଲେ 2029 କୁ ସବୁ ଫୁଟାଣି ଛଡେଇଦେବୁ

  • @milandpalace1385
    @milandpalace1385 2 วันที่ผ่านมา +8

    where is odia Asmita/

  • @airjudobiswajitmahari3093
    @airjudobiswajitmahari3093 วันที่ผ่านมา +12

    300 unit electric free kebethu haba seita kuhantu

  • @ManoranjanRay-b5w
    @ManoranjanRay-b5w วันที่ผ่านมา +3

    ଯାଲୋ ଯା ସରିଗଲା,ରାଜ୍ୟ ସଭାପତି ଙ୍କ ନାମ ଟିକୁ ଉପସ୍ଥାପନ କଲେନାହିଁ

    • @user-bv7en9wc4s
      @user-bv7en9wc4s วันที่ผ่านมา

      ଦରମା ତ ଗାଣ୍ଡିରେ ଦମଅଛି ମିଡିଆ ୟୁଟଭ ର ନମ୍ବର ଦେତସାଗରେକଥାଅଛି

  • @saradapatro6820
    @saradapatro6820 วันที่ผ่านมา +3

    24Lakha Students ku Jaba do ⚖️ 😭😭😭

  • @RanjanPrusty-lp7hg
    @RanjanPrusty-lp7hg 2 วันที่ผ่านมา +8

    Dhire kuhantu NEET question leak heijiba. Jay EVM

  • @arjunbehera2391
    @arjunbehera2391 วันที่ผ่านมา +1

    Mg... ତିନିଟା ମନ୍ତ୍ରୀ ତୋତେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେଖାଦେଉଛି.... ଲାଜ ରଖେ....

  • @gokulmeher3861
    @gokulmeher3861 2 วันที่ผ่านมา +12

    Neet ghotala kete cr paila padhan Babu au odissa 2029
    re bida heba

  • @CAREWORLDNGONEWS
    @CAREWORLDNGONEWS วันที่ผ่านมา

    "THE BEST SPEACH -UNIQUE LEADER" WE SALUTE TO Hon'ble Minister Sri DHARMENDRA PRADHAN &All Ministers..

  • @Das14391
    @Das14391 วันที่ผ่านมา +2

    କୁହାଲିଆ ସରକାରଙ୍କ ଏମିତି କଥା

  • @kanhudas3308
    @kanhudas3308 วันที่ผ่านมา

    ଓ ବିଜେପି ସରକାର ଆମ ଓଡିଶା ପାଇଁ କହିଲେ କଛି ନାହଁ କାମ କରିକି ଦେଖାଓ ନହଲେ ଉପୁଡି ଜୀବ ଏ ବିଜେପି ସରକାର 🙏🙏

  • @biswajitbarik8508
    @biswajitbarik8508 วันที่ผ่านมา +1

    Excellent 👍🎉

  • @themothermarine7152
    @themothermarine7152 วันที่ผ่านมา

    ଟିକିଏ ଅତୀତ ଦୁର୍ନୀତି ନିବାରଣ ଉପରେ କିଛି କହି ଲୋକଙ୍କୁ ଦେଇଥିବା କଥା ଉପରେ ଗୁରୁତ୍ବ ଆରୋପ କରନ୍ତୁ।
    ବନ୍ଦେ ଉତ୍କଳ ଜନନୀ ବନ୍ଦେ

  • @gajendramajhi3718
    @gajendramajhi3718 วันที่ผ่านมา

    ମହାସୟ ଇଲେକ୍ସନ ପୁର୍ବରୁ ଯେଉଁ ଭାଷଣ ଦେଉଥିଲେ ତାକୁ କାର୍ଯ୍ୟକାରୀ କରନ୍ତୁ

  • @rajeshkumarsahoo2846
    @rajeshkumarsahoo2846 วันที่ผ่านมา

    ମୁଁ ଆପଣଙ୍କୁ ଅନୁରୋଧ କରୁଛି ସର୍ ତାଳଚେର ରୁ କଟକ ମେଡିକାଲ କୁ ଯିବା ପାଇଁ ସମୟ ୨ ଘଣ୍ଟା ରୁ କମ୍ ହଉ ଜୟ ଶ୍ରୀ ରାମ

  • @srinibasjena1101
    @srinibasjena1101 2 วันที่ผ่านมา +1

    good debate

  • @setpeacelifestyle23
    @setpeacelifestyle23 วันที่ผ่านมา +2

    Odisha re bada bada atalika office complex banantu... Employment karantu... Software company established karantu... MLA mananka hatare acchi.... Karantu.... Jagannath desha ra unati karantu... Odia bhasha ku rastriya bhasha re parinata karantu

  • @chitrarekha5206
    @chitrarekha5206 2 วันที่ผ่านมา +4

    Odisha ra CM Kie

    • @Skybluewindcool
      @Skybluewindcool 2 วันที่ผ่านมา +1

      Nabin pattnaik ra bapa Mohan charan majhi

    • @Deva5577-i3c
      @Deva5577-i3c 2 วันที่ผ่านมา +3

      ​@@Skybluewindcoolମହୁମାଛି ଯେତେ ଜନ୍ମ ପାଇଲେ ବି ବିଜୁ ପଟ୍ଟନାୟକ ହୋଇପାରିବ ନାହିଁ👍👍👍

    • @sabitasahoo5208
      @sabitasahoo5208 วันที่ผ่านมา

      ​@@Deva5577-i3cRight

    • @chitrarekha5206
      @chitrarekha5206 วันที่ผ่านมา

      Ete bada kathha kuhantu nahni

  • @satyaranbida4592
    @satyaranbida4592 วันที่ผ่านมา

    .ସମୟ.ଆସିଛିଆଜି.ଏଵେ.ମନ୍ତ୍ରୀମଣ୍ଡଲଙ୍କୁ.କହୁଛି.ପାଞ୍ଚଵଷର୍ଷରେ.ସୁନାର.ଓଡିଶାଟିଏ.କରନ୍ତୁ.ଏହା.ମୋପାଖରେ.ଅନୁରୋଧ

  • @santilatapanda1386
    @santilatapanda1386 วันที่ผ่านมา +5

    Electric free re kebe paibu

  • @PramodBhai-hf4ke
    @PramodBhai-hf4ke วันที่ผ่านมา

    Thank

  • @allodiatech1913
    @allodiatech1913 วันที่ผ่านมา +2

    ସାର୍...
    ମୋର ଜୁଲାଇ ମାସର ବିଜୁଳି ବିଲ୍ ଟା ଆପଣ ଦେଇଦେଇ ଥାନ୍ତୁ , ମୁଁ ସୁରଟ ରୁ ଫେରିଲେ ଦେଇଦେବି |

  • @Pramodmaharana-sc7kz
    @Pramodmaharana-sc7kz วันที่ผ่านมา

    ଜଗନ୍ନାଥ ଙ୍କୁ ନେଇ ଭ୍ରଷ୍ଟାଚାର କରନ୍ତୁନି ପ୍ଲିଜ୍

  • @deepakkumargachhayat2218
    @deepakkumargachhayat2218 วันที่ผ่านมา

    Present sir

  • @GourangRout-fk7xv
    @GourangRout-fk7xv วันที่ผ่านมา

    Please take up Utkal University and Revensha University as Central University.

  • @bidukisan7226
    @bidukisan7226 วันที่ผ่านมา +1

    Jai jagernath❤

  • @SKumar-mu1gw
    @SKumar-mu1gw วันที่ผ่านมา +1

    Good sar😂😂😂

  • @user-el2oo1ll7u
    @user-el2oo1ll7u วันที่ผ่านมา

    Jay shree Ram ji varatiya janta pati jindabad Modi ji dharmedra Pradhan all time BJP re Bandhu mora koti koti. Namskar jay varatiy janta pati jindabad jindabad Modi Padma full BJP jindabad jindabad 🎉🙏🙏🙏🙏🙏💐🌹❤️🌷🙏🙏🙏🙏🙏🙏🙏🙏🙏

  • @TheEducationHub-dz9gn
    @TheEducationHub-dz9gn วันที่ผ่านมา

    Not only speech, only work

  • @OP-Mithun
    @OP-Mithun วันที่ผ่านมา

    ❤🎉🎉❤ Jay Jagannath Jay bade bhai jwar jwar bhai Johar🎉🎉 Jay Shri Ram Jay Shri Ram Jay Shri Ram❤❤❤

  • @kishorpradhan2019
    @kishorpradhan2019 วันที่ผ่านมา

  • @Natabar16
    @Natabar16 วันที่ผ่านมา

    ଭାଷଣ ରେ 5 ବର୍ଷ ଚାଲିଯିବ କାମ ଲୋକ ଚାହାଁନ୍ତି

  • @user-cu6sd1ty5j
    @user-cu6sd1ty5j วันที่ผ่านมา +3

    ଆଜିର ମଞ୍ଚରେ ପ୍ରକୁତ ପଦ୍ମ ଫୁଟିଛି ଧର୍ମେନ୍ଦ୍ର ଭାଇଙ୍କ ମୁଖରୁ, ଜୟ ଶ୍ରୀରାମ ଧର୍ମେନ୍ଦ୍ର ଭାଇ 🙏🙏🌹🌹🙏🙏

    • @akshayanayak6755
      @akshayanayak6755 วันที่ผ่านมา +1

      Laguchi ye mahasay...anpurusha 5 kilo bola bhikmanga.,.odisha r jeu pila mane...neet,,ugs net au neet pg pilank r paristiti kan jana achi..bhikmanga...

  • @adivasimulnivasi464
    @adivasimulnivasi464 วันที่ผ่านมา

    Adivasi ଅଞ୍ଚଳ ରେ କେବେ ପେଶା act ଲାଗୁ କରିବେ

  • @skshitish
    @skshitish วันที่ผ่านมา

    Neet ୩୦୦ କୋଟି ଆମ ଓଡ଼ିଆ ଅସ୍ମିତା ଖାଇଦେଲା
    କେମିତି କଣ ଖାଇଲ
    କେତେ ଟଙ୍କା ଭୋଟ ପାଇ ବାଣ୍ଟି ଥିଲ କହ ରେ କୁହା ମୁଣ୍ଡା କପିଳା
    ଏବେ ଓଡ଼ିଆ ଅସ୍ମିତା ଗୁଜୁରାତି ସେ ବିଷୟରେ କିଛି କୁହ

  • @prabinkumarnayak5324
    @prabinkumarnayak5324 วันที่ผ่านมา

    Odisha people should practice to listen lachadhar vasan in every alternate day

  • @manaranjanmuna
    @manaranjanmuna วันที่ผ่านมา

    ଜୟ ଶ୍ରୀ ରାମ 🙏🙏

  • @HrudanandaBehera-hn5gy
    @HrudanandaBehera-hn5gy วันที่ผ่านมา

    Dharmendar sir namaste namaste

  • @DonDon-px9wx
    @DonDon-px9wx วันที่ผ่านมา +2

    Chit fund kebe feri paibu

  • @Pandu_Premi
    @Pandu_Premi วันที่ผ่านมา

    ହାଇ

  • @user-yd9nt4lq5e
    @user-yd9nt4lq5e 2 วันที่ผ่านมา

    Jay jagannath ❤️❤️❤️ jay maa samlei ❤️❤️❤️

  • @Jayshreeramjayhanuman-tc4jc
    @Jayshreeramjayhanuman-tc4jc 17 ชั่วโมงที่ผ่านมา

    ଜୟ ଜଗନ୍ନାଥ ସ୍ବାମୀ

  • @sumantakumar77
    @sumantakumar77 วันที่ผ่านมา

    Jay Jagannath

  • @user-zu8en8cc7s
    @user-zu8en8cc7s วันที่ผ่านมา

    ❤❤❤❤❤

  • @sudarsanmaharana230
    @sudarsanmaharana230 วันที่ผ่านมา +5

    ଶିକ୍ଷା ରେ ଦୁର୍ନୀତି ପୁରାଇ ଭାଷଣ ମାରୁଥିବା ଅଭଦ୍ର।

    • @RameshChandraSwain-cf8ty
      @RameshChandraSwain-cf8ty วันที่ผ่านมา +1

      ଓଡିଶା ପୂର୍ବରୁ ଦୁର୍ନୀତି ମୁକ୍ତ ଥିଲା କି?

  • @krishnaprasadrath
    @krishnaprasadrath วันที่ผ่านมา

    🙏 Jai ♥️🇮🇳🔥 Hind 🙏

  • @jeetanayak6628
    @jeetanayak6628 วันที่ผ่านมา +1

    200 BIJULI FREE kebethu??

  • @bijayamallick6797
    @bijayamallick6797 วันที่ผ่านมา +3

    ସୁନ୍ଦର ଅଭିଭାଷଣ ଯାହା ନୂଆ ସରକାରଙ୍କୁ ନୂତନ ଦିଗଦର୍ଶନ ଦେବ

  • @sabitridash4005
    @sabitridash4005 วันที่ผ่านมา

    Jay shree Ram bhai

  • @tapankumarswain4437
    @tapankumarswain4437 วันที่ผ่านมา

    Good

  • @sarojpradhan830
    @sarojpradhan830 วันที่ผ่านมา

    Jay Sri Rama Jay jay ❤❤❤❤❤

  • @user-bx6jv1ft4n
    @user-bx6jv1ft4n วันที่ผ่านมา +1

    Aajodhya Ram mandir ra news bisaya re kuha Dharmendra Pradhan babu

  • @user-lq5py2hs2w
    @user-lq5py2hs2w วันที่ผ่านมา

    Aapan bhal speech dianti

  • @ashokdas9477
    @ashokdas9477 วันที่ผ่านมา

    well come on tha stage surjya banshi suraj all the best

  • @niranjansrichandan5368
    @niranjansrichandan5368 วันที่ผ่านมา

    Jay Shree Ram 🙏

  • @amiyakumarpurohito4747
    @amiyakumarpurohito4747 วันที่ผ่านมา

    ବୋଧହୁଏ ଧମ୍ରେନ୍ଦ୍ର ବାବୁ ଭୁଲିଗଲେ ଯିଏ ଏକାକୀ BJP ଲଢିବା ପାଇଁ
    ଅଡ଼ି ବସିଥିଲେ।

  • @sarojpradhan830
    @sarojpradhan830 วันที่ผ่านมา

    ❤❤❤❤❤❤❤❤❤❤❤

  • @SkNayak-j1x
    @SkNayak-j1x วันที่ผ่านมา

    Western Odisha Sambalpur ka Vikas hona jaruri hai

  • @i.psamantara5121
    @i.psamantara5121 วันที่ผ่านมา

    Take drastic measures to curb viral of questions with answers from class 1 to class 9 under BSE

  • @geetanjalimahanta5837
    @geetanjalimahanta5837 วันที่ผ่านมา

    ନିହାତି ଭଲ ଖବର

  • @sibasankaracharya5604
    @sibasankaracharya5604 วันที่ผ่านมา

    Cricket ନୁହଁ ପ୍ରତିଟି ଲୋକ ଜୀବନରେ ଜିତିବା ଦରକାର,,,,,

  • @yourkartik
    @yourkartik วันที่ผ่านมา

    Same aawaz jab NEET ki bari aati hai to chup ho jati hai😅

  • @titupradhan4909
    @titupradhan4909 วันที่ผ่านมา +1

    Sabu thikhelaje pariba au grocery ku pura gandi mariki rakhi diecha😅😅😅😮

  • @subashsethi8883
    @subashsethi8883 20 ชั่วโมงที่ผ่านมา

    କଥା ରେ ନୁହଁ କାର୍ଯ୍ୟ ରେଦେଖାଅ

  • @RabindraKumarPanda-pk5xu
    @RabindraKumarPanda-pk5xu วันที่ผ่านมา

    Highly self-appraisal a speech.

  • @saisiddhiengineering5602
    @saisiddhiengineering5602 วันที่ผ่านมา

    Teacher is calling name and students are standing to mark their presence …. Shame

  • @user-to2uj3fz1y
    @user-to2uj3fz1y วันที่ผ่านมา

    Jay shriram

  • @pabitraswain1273
    @pabitraswain1273 วันที่ผ่านมา

    Jay Bjp Jay Odisha Jay Dharmendra Jay Mohan sarkar ❤❤❤❤❤❤

  • @SunakarNayak-cj8qv
    @SunakarNayak-cj8qv วันที่ผ่านมา

    କଳାକାର ମାନଙ୍କ ପାଇଁ ଭତ୍ତା ବୃଦ୍ଧି ପାଇଁ ଅନୁରୋଧ କରୁଛି,,, ଆପଣ ରାଜନଗର ନିର୍ବାଚନ ମଣ୍ଡଳୀ କୁ ଆସି ଦେଖି ଯିବାକୁ ଅନୁରୋଧ।

  • @user-pu9qo1sg6p
    @user-pu9qo1sg6p วันที่ผ่านมา +5

    ବର୍ତ୍ତମାନ ଓଡ଼ିଶାବାସୀଙ୍କ ପାଇଁ ବଡ କଥା ହେଉଛି 'ନିଟ୍" ପରୀକ୍ଷାରେ ଯେପରି ଐତିହାସିକ ଘୋଟାଲା କରି ମାଲ ସଂଗ୍ରହ କଲ ଓ କୋଟି କୋଟି ଟଙ୍କାକୁ ନିର୍ବାଚନୀ ଖର୍ଚ୍ଚରେ ଲଗେଇ ଚୌକିରେ ବସିଲ ଏବଂ ତାର ପ୍ରତିବଦଳରେ ଓଡ଼ିଶାରେ ଡ଼ାକ୍ତରୀ ପାଠ ପଢିବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧାର କରଦେଲ,ତା ଉପରେ କିଛି ଦିଗ୍ ଦର୍ଶନ ଦିଅ।ଯାହାଫଳରେ ଓଡ଼ିଶାବାସୀ ତୁମର ଅସଲ ସ୍ୱରୂପର ପରିଚୟ ପାଇପାରିବେ।

  • @subashdash3137
    @subashdash3137 วันที่ผ่านมา +1

    Dedicated and Dynamic,Honest and Innovative
    Leading personality in the history
    of lNDIA

  • @chandan1985100
    @chandan1985100 วันที่ผ่านมา

    No speech only action required

  • @sunilkumarpatnaik6953
    @sunilkumarpatnaik6953 วันที่ผ่านมา

    Odisha rey New 2nd AIIMS KARAJAU. And NISER. ...IISER rey seat number badha jau.

  • @soyeon_vs_veggies
    @soyeon_vs_veggies วันที่ผ่านมา

    Bala

  • @madhuribariha4535
    @madhuribariha4535 วันที่ผ่านมา

    A❤a❤❤❤❤❤❤❤❤❤❤

  • @dwarikanathsutar9583
    @dwarikanathsutar9583 วันที่ผ่านมา

    We need work for un employed educated persons n poor workers n provide medical help to old n poor workers n provide facilities to workers in industries to work for eight hours as per government rule

  • @tikiliPuhana
    @tikiliPuhana วันที่ผ่านมา +3

    Jay dharmendar paradhan❤

  • @NilakanthaKalu
    @NilakanthaKalu วันที่ผ่านมา +1

    😮😮😅😅❤❤

  • @subhashswain903
    @subhashswain903 วันที่ผ่านมา

    Current bill 300 until chad karntu. Gariba loka khusi heabe

  • @rameshbhoi6758
    @rameshbhoi6758 วันที่ผ่านมา

    Odisha me industry kitne saal baad hoga

  • @BipinPattanaik
    @BipinPattanaik วันที่ผ่านมา

    Jay Jagannath🙏 Jay Nila Madhab🙏Omm🕉️ Jay BJP🙏 Jay Modi ji 🙏 Jay Yogi ji🙏 Naveen Pattanaik and Pandu BJD goverment was ruling Odisha with Birocracy.

  • @MaheshwariMedia
    @MaheshwariMedia วันที่ผ่านมา

    ୩୦୦ ୟୁନିଟ ବିଜୁଳି ମାଗଣା କେଭେଦେବ ରେ ଧର୍ମେନ୍ଦ୍ର ଗାଡ଼ି ଫାଟୁଚେ ତର ଗିଜେ ଗିହାମୁ ତର ମାକେ ଶବେ ଗିହାମୁ ତତେ ବି ଗିହାମୁ

  • @DonDon-px9wx
    @DonDon-px9wx วันที่ผ่านมา +1

    Company kebe pratista kariba

  • @binayarout3563
    @binayarout3563 วันที่ผ่านมา

    Election sarla n bhasana nae dae kam Karun....
    14000+ school closed hoethila open karun....
    New hospital open heu...
    Corruption band heu....
    Teacher manku regular post milu...