chhuti darakhast | Odia leave application | application to headmaster |

แชร์
ฝัง
  • เผยแพร่เมื่อ 17 ต.ค. 2024
  • chhuti darakhast | Odia leave application | application to headmaster |
    Hi viewers/ students Welcome to my youtube channel "Handwriting 100"
    ଛାତ୍ରଛାତ୍ରୀ/ଦର୍ଶକ ବନ୍ଧୁ ଆପଣମାନଙ୍କୁ ମୋ ୟୁଟୁବ୍ ଚାନେଲ "ଗୁଡହ୍ୟାଣ୍ଡରାଇଟିଙ୍ଗ ୱାଲଡ" ରେ ସ୍ଵାଗତ ଏବଂ ଅନେକ ଶୁଭକାମନା ।
    ଏହି ଚାନେଲ ଟି ମୁଖ୍ୟତଃ ସୁନ୍ଦର ହସ୍ତାକ୍ଷର ଲିଖନ ଶିକ୍ଷା, ରଚନା, ପତ୍ରଲିଖନ, ପ୍ରବନ୍ଧ, ବ୍ୟାକରଣ, ପିଲାମାନଙ୍କର ଚିତ୍ରାଙ୍କନ ଶିକ୍ଷା, ବହୁଭାଷା ଶିକ୍ଷା ଏବଂ ବିବିଧ ଶିକ୍ଷା ଉପରେ ଆଧାରିତ ।
    ଛାତ୍ର, ଛାତ୍ରୀ ତଥା ଦର୍ଶକ ବନ୍ଧୁ ଆପଣମାନେ ଭିଡିଓ ଦେଖନ୍ତୁ ଏବଂ ଦୟାକରି ଛାତ୍ର, ଛାତ୍ରୀ ମାନଙ୍କୁ ଭିଡିଓ ଗୁଡ଼ିକ ସେୟାର କରନ୍ତୁ ।
    ମୁଁ ଏହି ଭିଡିଓ ରେ ପ୍ରଧାନଶିକ୍ଷକଙ୍କ ପାଖକୁ ଛୁଟି ଦରଖାସ୍ତ କେମିତି ଲେଖାଯାଏ ସହଜ, ସରଳ ଭାଷା ଏବଂ ସୁନ୍ଦର ହସ୍ତାକ୍ଷର ରେ ଲେଖିଅଛି । ଆଶାକରେ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।
    ଆଗକୁ ଏହି ଭଳି ଶିକ୍ଷଣୀୟ ଭିଡିଓ ଦେଖିବା ପାଇଁ ଦୟାକରି ମୋ ଚାନେଲ ଟିକୁ🙏🙏🙏ଲାଇକ,❤️ ସେୟାର, ସବ୍ସକ୍ରାଇବ, କମେଣ୍ଟ୍ କରିବାକୁ ଭୂଳନ୍ତୁ ନାହିଁ
    ଇମେଲ
    handwritingteacher1@gmail.com
    ଛାତ୍ର, ଛାତ୍ରୀ, ଦର୍ଶକ ବନ୍ଧୁ ଆପଣମାନଙ୍କୁ ଧନ୍ୟବାଦ
    by
    Handwriting 100
    **********************************
    #handwriting100
    #summerseason
    #grismmarutu
    #remainingperiodsodia
    #applicationtobdo
    #darakhast
    #chhutidarakhast
    #odiadarakhast

ความคิดเห็น • 332