Nitai Gunamani Amar Nitai Gunamani Amar (Samarbaga Kirtan Mandali) At R Katapali Gandhi Chowk

แชร์
ฝัง
  • เผยแพร่เมื่อ 17 ต.ค. 2024

ความคิดเห็น • 5

  • @adarshapradhan7903
    @adarshapradhan7903 4 หลายเดือนก่อน +4

    ଆଂଜ୍ଞା ମାନକୁ ଦେଖଲେ ତଡି କୀର୍ତନ ଦେଖଲା ଲେଖେ ଲାଗସୀ ସେ ଗୌର ହରି ନଂକର ଲାଗି ଭକ୍ତି ଟା ଆଂଜ୍ଞା ନଂକର ର ମୁହୂ ଥି ସଫା ସଫା ଦିସୁଛେ ସତ କହେମି ବେଳେ ଝାରସୁଗୁଡା ସୁନ୍ଦରଗଡ଼ ଲାଇନ ର କୀର୍ତନ ପୁରା ବାରି ହେସି ଖାସ କରି ହେ ସାଇଡ ର ନଗର କୀର୍ତନ ଦେଖବାର କେ ମଜା ଲାଗସୀ..... ରାଧେ ରାଧେ 🙏🏻🙏🏻🙏🏻🙏🏻

    • @Sushilkirtan
      @Sushilkirtan  4 หลายเดือนก่อน

      ଆଂଜ୍ଞା ଆପଣଙ୍କର ସମ୍ବଲପୁର ରେ ବି ଅଛନ ଧନକଉଡ଼ା ଆଉ ବରଗଡ଼ ରେ ବାଗବାଡି ଇ ଆଂଜ୍ଞା ମାନଂକର କୀର୍ତ୍ତନ ବହୁତ ଭଲ ଲାଗସୀ ରାଧେ ରାଧେ 🙏🙏🙏

    • @adarshapradhan7903
      @adarshapradhan7903 4 หลายเดือนก่อน +2

      ​@@Sushilkirtan ହେଟା ତ ଆଏ ହୋ ମହାରାଜ 🙏🏻🙏🏻🙏🏻🙏🏻

  • @Jaygurudevkirtan
    @Jaygurudevkirtan 4 หลายเดือนก่อน +2

    ରାଧେ ରାଧେ 🙏

    • @Sushilkirtan
      @Sushilkirtan  4 หลายเดือนก่อน

      ରାଧେ ରାଧେ 🙏🙏🙏