12 re Apply karithili ..DBT check karisarilini ..17 re ta paili ..ki aji bi gote tanka asilani ...Amo agare puke from pokeiki poisa paisarileni kintu mora e jaye asilani ...Apona kn pain hairan karuchanty ama mananku jadi dabara thila corona time re bank re jemiti poisa deithile semiti deleni ..E DBT system kn pain rakhila ...
Ekyc joumankara pending achi. Semankara asibaki nahi Kuhantu. Customer care ku call karile kahu chanti puni ekyc karidea csc centre jaiki CSC center re kahu chanti ekyc pain kichi option nahi Ta ame kmiti clear hebu
କାହା ACCOUNT କୁ ଟଙ୍କା ଟେ ଯାଇନି👍👍କର୍
Mora
Mora
Mor bi asini
ଆମର ଆଶିନି ଆଉ ଆସିକି କି ନାହି ଆମକୁ ଆଶା ଲାଗୁନି
@@bhabanighivela215 ହଁ ପା ଯଦି ପଇସା ଦବାର ନାହଁ ତାହେଲେ ଲୋକ ଙ୍କୁ କଣ ପାଇଁ ହଇରାଣ କରୁଛନ୍ତି
ଧନି ଲୋକ ମାନଙ୍କୁ ମିଳୁଛି ଗରୀବ ମାନଙ୍କୁ ନାହିଁ
Universal truth
Absolutely
Right
Right
Right 😢
ପଇସା ପାଇବା ପର୍ଯ୍ୟନ୍ତ ଆମେ ବିଶ୍ବାସ କରିବୁ ନାହିଁ,
Samastanku miliba kahi kahi Khali michha
Thik kahile na milila pajanta biswas habani
ଧନିଲୋକ ବି ପାଉଛନ୍ତି ସୁଭଦ୍ରା ଟଙ୍କା କିଛି କହିବାର ନାହିଁ କିନ୍ତୁ ଗୋଟିଏ ବି ଗରିବ ଲୋକ ଯେମିତି ବଞ୍ଚିତ ନ ହେଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆମର 10 sept. ରେ ଆବେଦନ କରିଥିଲୁ କିନ୍ତୁ ଏପର୍ଯ୍ୟନ୍ତ 1 ଟଙ୍କା ବି ଆସିନାହିଁ। Account, Adhar, DBT ସବୁ ଠିକ ଅଛି।
Same same
Sata
Mu pratam kistire abedankarithili kintu milini
Mora bi
ବେକାର ଗପ ରୁ କିଛି ଲାଭ ନାହିଁ, ନାଟକ ଚାଲିଛି
ଆପଣ ଖାଲି ସହରର ଏବଂ ଟାଉନର ଲୋକଙ୍କୁହିଁ ଦେଉଛନ୍ତି ଛଟ ଗାଁ ଲୋକ ଟଟାଲ ପାଉନାହାନ୍ତି!
Right
Thiki kahicha ama ganare kahakubi tanka milini
Kichi Sahara loko nai kichi nai , kahaku b se deini 😡😡😡😡
ଧନୀ ଲୋକ କୁ ମିଳୁଛି କିନ୍ତୁ ଗରୀବ କୁ ନୁହ😢😢😢
ଲୋକ ମାନଙ୍କୁ ଭିକ ଦେଲା ଭଳି ଲାଗୁଛି ଲୋକ ମାନଙ୍କୁ ହଇରାଣ କରନ୍ତୁ ନାହିଁ ବହୁତ୍ ଦୁଃଖ ଲାଗୁଛି
ବିନା ରାସନ କାର୍ଡ ବାଲା କଣ ଭୋଟ୍ ଦେଇ ନ ଥିଲେ କେବଳ ରାସନ କାର୍ଡ ବାଲା ସବୁ ପାଇବେ ବାଃ ବଢ଼ିଆ ଆଉ
@@Anita-ud4bm Ration card Nathile Bi paibe, Please wait 🫷
@@bijaybhuyan6132 apana janichati ki kie paibata Rasan Card thaiki
BJP mariba bht khela kheluchi
ସତରେ ବିନା ରାସନ କାର୍ଡ ମାନଙ୍କୁ କଣ ମିଳିବ
@@odiabhaktipurana yes
ମିଛ କଥା,ଆମେ,ତ କାହିଁ,ପାଇନୁ,,ଆମେ ତ ଗରିବ ର,ଶେଷ ରେଖା ରେ,ଅଛୁ
ପଇସା ପାଇଲେ ସିନା ଇତିହାସ ଲେଖିବ ଯଦି ନ ପାଇଲେ ସାହିତ୍ୟ ରଚନା ଲେଖିବା ଆରମ୍ଭ କରିବି 😂😂
😂😂😂😂
ଆରମ୍ଭ କର ମୁଁ ତମ ସହିତ ଅଛି।
😂😅😅😅
😅😅😅😅
se mono bhula gopo kohuchi
ଯଦି ସମସ୍ତ ଙ୍କୁ ଦେବାର ଥିଲା ସମସ୍ତ ଯୋଗ୍ୟ ଙ୍କୁ ବାଛି ଏକା ଥର କେ କୋଟିଏ ମହିଳା ଙ୍କୁ ଦେଇଥିଲେ ଭଲ ହୋଇ ଥାନ୍ତା। ପ୍ରଥମ ପର୍ଯ୍ୟାୟ ରେ ବହୁ ଧନୀ ଶ୍ରେଣୀ ର ବ୍ୟକ୍ତି ପାଇଛନ୍ତି। ଗରୀବ ମାନଙ୍କ ପାଇଁ verification ଲାଗୁଛି ଧନ୍ୟ ରେ ତମ ବୁଦ୍ଧି। ତମ ଦ୍ଵାରା ଶାସନ ହେବ ନାହିଁ ତମକୁ ଭୋଟ ଦେବା ଟା ଭୁଲ୍ ହେଲା।
1 ଟଙ୍କା ଆସିନାହିଁ ଯଦି ଟଙ୍କା ନ ଆସିଲା BJP ସରକାର କଥା ବୁଝାହେବ
12 re apply karithili but aasilani. Ki aaji bi 1 tanka aasini. sabu document thik achhi kintu tanka aasini
Same 😢
Same
Same
Same 😢
Same
ଆଜି ସକାଳେ ଗୋଟେ ମନ୍ତବ୍ୟ ଥିଲା ଆଉ ଏବେ ଗୋଟେ ଅଲଗା ମନ୍ତବ୍ୟ ତୁମେ କଣ କହୁଛ ନିଜେ ଜାଣି ନାହଁ.. ମୂର୍ଖ ମିଡିଆ ବାଲା Headline କରିଦେଲେ ୧ ଟଙ୍କା ଆସିଗଲା ବୋଲି...😂 ବିଜେପି ସରକାର କୁ ଅନୁରୋଧ ଦୟା କରି ୟେ ସୁଭଦ୍ରା ଯୋଜନା କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅ କାରଣ ତୁମ ପାଗଳାମି ଆଉ ଦେଖି ହେଉନାହିଁ ସେ ସୁଭଦ୍ରା ଟଙ୍କା ବଜେଟ କୁ ଉନ୍ନତ ସ୍ବାସ୍ଥ୍ୟ ସେବା ରେ ଲଗାଅ ଓଡିଶା ଆଗକୁ ବଢିବ..👈👈👍👍👍
@@Kalingatraveller636 right 👍
Right
ଦୟାକରି ଏ ନାଟକ ବାଜି ବନ୍ଦକରି ଓଡିଶା ଛାତ୍ର ମାନଙ୍କ ପାଇଁ ଚିନ୍ତା କରନ୍ତୁ। BJD ସରକାର ଙ୍କ ଭଳି ଭେଲିକ ରେ ନ ମାତି ଛାତ୍ର ଓ ଯୁବକ ମାନଙ୍କ ପାଇଁ ଚିନ୍ତା କରନ୍ତୁ। ନ ହେଲେ BJD ସରକାର ଭଳୀ ତମ BJP ସରକାର କୁ ନେଇ ବଙ୍ଗୋପ ସାଗର ଗର୍ଭରେ ଫୋପାଡି ଦେବେ।
ଗୋଟେ ଘରେ 2 ରୁ 3 ଜଣ ପାଉ ଛନ୍ତି ଆଉ କିଏ ଗରିବ ଗୋଟେ ସବୁ ଠିକି ଥାଇବି ପାଉ ନାହାନ୍ତି 👍🏻
ମୁଁ bjp ପାଇଁ ଦିନ ରାତି ବହୁତ୍ କିଛି କରିଛି କିନ୍ତୁ ମୋ ପରିବାର ରେ କାହାକୁ ସୁଭଦ୍ରା ଟଙ୍କା ମିଳିନାହିଁ କି କାଳିଆ ଯୋଜନା ମିଳିନାହିଁ।ଆଉ କେବେ ବି ନେତା ପଛରେ ଗୋଦେଇବି ନାହିଁ ଭାଇ 👏
😂😂😂😂😢😢😢😢
Bhala karicha bhai😅 tahele tame kuji neta au😂 don't mind plz bro😮
@@SanjayDalai-n3t 👏👏👏😪
11/09 ରେ ମୁ ଆପ୍ଲାଇ କରି ଥିଲା କିନ୍ତୁ ଆଜିଯାଏଁ କିଛିବି ମିଳିଲାନି
Mu b 12 9 re apply kli but kichhi b asilani
Kichi mili bani Bhai ye sabu loka mananku bhumra karuchanti
Ration card ra DBT karantu bank saha link thiba darkar
@@bijaybhuyan6132Ration card DBT kauthi hua bhai kahib nua Katha te sunili acount ra dbt hua boli janithili
@@bijaybhuyan6132 sabu ok achhi
ନାନୀ କଥା କିନ୍ତୁ ବଢିଆ ଲାଗୁଛି, ଖାଲି କାମ ଗୁଡ଼ା ଏପଟେ ସେପଟେ ହେଇ ଯାଉଛି।
ବାଳ ରହିବ ମଗିଆ ସବୁ ଆମର ଠିକ ଅଛି ତଥାପି ଆସୁନି
କିଛି ଯୋଗ୍ୟ ଅଯୋଗ୍ୟ ଯାଞ୍ଚ୍ କରାଯାଉନାହିଁ ,, ଅବିବାହିତ ଝିଅ ଙ୍କୁ ମିଳିଛି,, ସରକାରୀ ଚାକିରୀ କରିଥିବା ମହିଳା ଙ୍କୁ ମିଳିଛି, ଘରେ 🚗 ଥାଇ ବି ସୁଭଦ୍ରା ଟଙ୍କା ପାଇଛନ୍ତି କିନ୍ତୁ ଆମେ ଭକୁଆ 😢
ଖାତା ଜା଼ହାର ଠିକ୍ ନାହିଁ,ତା ପାଇଁ କିଛି ବ୍ୟବସ୍ଥା କରନ୍ତୁ, ମ୍ୟାଡମ୍
ସବୁ ମିଛ କଥାରେ 100%ପାର ହେଇଛନ୍ତି.... ସବୁ ପ୍ରହସନ
ଦେଖୁଚି ମା ସୁଭଦ୍ରା କେବେ ଆମ ଘରକୁ ଆସୁଛନ୍ତି🥲
ଭୋଟ ନେଲାବେଳେ ରେସନ card କହି ନ ଥିଲ, ସମସ୍ତ ମହିଳାଙ୍କୁ ମିଳିବ ବୋଲି କହିଥିଲ କିନ୍ତୁ ଏବେ ତୁମେ ରାସନ card ଦେଖି ଟଙ୍କା ପଥାଉଛ, ଇତିହାସର ଲେଖାହେବ ଦେବୀ ସୁଭଦ୍ରା ଙ୍କୁ BJP vote ମଗିବାରେ ବ୍ୟବହାର କଲା। ଭୋଟ ସମୟରେ ସମସ୍ତେ ମହିଳା ବର୍ଗ ଗୋଟିଏ କଥା ଭାବି vote କଲେ,,shame on BJP
ସରକାର ଜନତା ଙ୍କସହିତ ଖେଳୁଛି
ଯାହାର ରାସନ୍ କାର୍ଡ ନାହିଁ ବା ରାସନ୍ କାର୍ଡ ରେ ନାମ ନାହିଁ ତାକୁ ତ ସୁଭଦ୍ରା ଯୋଜନା ରୁ କାଟି ଦେଉଛନ୍ତି
ମିଛ କଥା ଆମେ ପାଇନୁ🤔
ଜାହର ନସନ କାଡ ନାହିଁ କ'ଣ ହେବ
ନାହିଁ ଆମ ଗରିବ ମାନଙ୍କୁ କାହଁକି ଦେବ
ମହନ sir ସ୍ତ୍ରୀ କୁ ଦିଅ
କାହା ଆକାଉଣ୍ଟ କୁ କିଛି ପଇସା ଛାଡ଼ି ନାହାନ୍ତି ବେକାର ଟା ରେ ଲୋକ କୁ ହଇରାଣ କରାଯାଉଛି
ଭାଇ ସରକାରଙ୍କୁ ଟିକିଏ ଅନୁରୋଧ କରି କୁହ ଯେଉ ମାନଙ୍କର ମିଳିନି ସେଇ ମାନଙ୍କୁ ତାର କଣ ଭୁଲ ପାଇଁ ମିଳିନି ଜାଣନ୍ତୁ
Thik kahile vai
ବେକାର ବେକାର ସବୁ ବେକାର
ଯଦି ଶଳେ ସୁଭଦ୍ରା ଦବନି 2029 ରେ କଥା ହେବା
Bhai believe karani
September 11 ତାରିଖ ରେ online କରିଥିଲୁ ମୋତେ ସୁଭଦ୍ରା ଟଙ୍କା ମିଳିନାହିଁ ସମସ୍ତ ଙ୍କୁ ସାଙ୍ଗେ ଦିଅନ୍ତୁ
ଆମେ ଆଉ ବ୍ୟସ୍ତ ହଉନୁ ଏଇ କଥା ଶୁଣି ଶୁଣି ମାସେ ହେଇଗଲା ଆଉ କଣ ବ୍ୟସ୍ତ ହବୁ
👍👍👍
ଭୂତ ଖିଆ ଯୋଜନା 😂
ଖାଲି ପ୍ରହସନ 😡😡😡
Thank you 👍 madam
ଦର ବୃଦ୍ଧି କମ୍ କର ।
ପ୍ରତ୍ୟକ ଆକାଉଣ୍ଟ କୁ ପଇସା ପଠା ଜଉ ଯୋଉ ମାନେ ଅପ୍ପଲାଏ କରିଛନ୍ତି
12 re Apply karithili ..DBT check karisarilini ..17 re ta paili ..ki aji bi gote tanka asilani ...Amo agare puke from pokeiki poisa paisarileni kintu mora e jaye asilani ...Apona kn pain hairan karuchanty ama mananku jadi dabara thila corona time re bank re jemiti poisa deithile semiti deleni ..E DBT system kn pain rakhila ...
Gote pala chaleichanty ..Tame mane jadi gariba mananka katha bujhiba pain chahucha na emiti gariba lukanku poisa lubha dekhei nathanta lukanka ghare ghare asiki dei thanta ....
ସରକାର ବଦଳାଇବା ଦରକାର ଆମକୁ ପୁଣି ନବୀନ ପଟ୍ଟନାୟକ ଦରକାର
ଆଉ 10ପଇସା
Kanak news ବିଜେପି news ପ୍ରଭାତି ମାଡାମ ଆପଣ ନିଜେ ଖବର ଶୁଣନ୍ତୁ ଆପଣ କଣ କହୁଛନ୍ତି ଆପଣ ଜାଣି ପାରିବେ ଆମେ କିଛି ବିଝିପାରୁନି କେତେ ବେଳେ କହୁଛ 7 ତାରିଖ ପଞ୍ଜିକରଣ କଲେ 9 ତାରିଖରେ ପାଇବେ ଏବେ କହୁଛ 33 ଲକ୍ଷ ମା ମାନଙ୍କୁ ଦେବେ ଆପଣ ଟଙ୍କା ଦେବା ଦରକାର ନାହିଁ ହୋଲଡିଂ କରିଦିଅ 2029 ରେ election ଆଗରୁ ଦେଇଦେବେ 2 ଥର ପାହିଁ ଓଡିଶା ରେ ବିଜେପି ସରକାର କରିବେ
ଡହରା କଥା ଆମେ ଫସିଗଲୁ
ଧନି ଲୋକ ମାନଙ୍କୁ ମିଳୁଛି ଗରୀବ ମାନଙ୍କୁ ନାହଁ
ହଉ ଦେଖିବା କେତେ ପଇସା ଆସିକି ପହଁଚିବା
Ame 11sep ru apply karichhu
ରାସନ କାର୍ଡ ଙ୍କୁ ଦେଉଛନ୍ତି ସିଧା ସଳଖ କରୁନାହାନ୍ତି
Ekyc joumankara pending achi. Semankara asibaki nahi
Kuhantu.
Customer care ku call karile kahu chanti puni ekyc karidea csc centre jaiki
CSC center re kahu chanti ekyc pain kichi option nahi
Ta ame kmiti clear hebu
ଆମ ମାଆ ଙ୍କୁ ମିଲିନି ପଇସା , ଗଟେ ମାସ ପୂର୍ବରୁ ଆପ୍ଲେ କଲେ କିନ୍ତୁ ପଇସା ମିଳିନି ,ସବୁ ଠିକ ଅଛି କିନ୍ତୁ ପଇସା ମିଳିନି
ବିନା ରାସନ କାର୍ଡ ବାଲାଙ୍କୁ କଣ ମିଳିବନି???😮
ନ ଓଟିପି ନ ଫିଗର ମଝିରେଚାଲିଥିଲା ସେ ମହିଳାକୁ ପହିସା ଯିବକିନାହିଁ ଲୋକଙ୍କୁ ସଚେତନ କରିଦିଅ
ଲାଇନ ନ ଲଗେଇଲେ kyc ହେବ କେମିତି , କହିଛନ୍ତି ଆରାମ ରେ ଘରେ ବସନ୍ତୁ, ଆରାମ ରେ ବସିଲେ କିଛି ହବନି
KYC agaru kahinki kari nathile ki
Bahaghar bele baigan roile kemiti heba 😂😂😂
ହଁ ବଡ ଇତିହାସ ଲେଖିବ ଆମେବି ଜାଣିଚୁ, କାହା ଭାଗ୍ୟେ ଖିରି ପୁରି ତ କାହା ଭାଗ୍ୟେ ଶୁଖା ମୁର୍ହି
ପେଣ୍ଡିଙ୍ଗିରେ ଅଛନ୍ତି ତାଙ୍କ ପାଇଁ ତୁରନ୍ତ ବୁଝାଜାଉ
Tks
Ration card nathile jamaa aasibani ok
କେବେ ମିଳିବ ଦୁଇ ଥର ହେଲାଣି ପଇସା ଆସିନି କେବେ ଆସିବ ପଇସା
Kn pain lokanku hairan karucha
ଆମର ଟଙ୍କା ଟେ ବି ଆସିନି ପାଷ୍ଟ ର ଲାଷ୍ଟ ର ଆମେ ଗରିବ ଲକ ମାନଙ୍କ ପାଇଁ କଣ ସି ସୁବିଧା ନାହିଁ
ପଇସା ନେଇଆସୁ ଖାଲି ଦେଖବୁ କାଣେ ହେବାଯେ ତୋର ମନ୍ତ୍ରୀ ପଦ ଖାଇନେମୁ
ସତ କଥା
ଖାଲି କଥା ପ୍ରବଳ,, ପଇସା ଆସିବାଟା ଦୁର୍ବଳ ଆମର sep 11 ରେ ଆପ୍ଲାଇ ହେଇଛି ଏ ଯାଇ ଆସିନାହିଁ
9 re apply karithili asini
6 re apply karithili hele asilani Bina OTP re pending thila au abe under process re achi hele sabu thik thai bi asilani
Moro bi asinahi
Ame 11ru aply kariki ajijaye helani
Are bhai au kan kebe milibo je amoro to kichi asuniiiii
Radheradhe
Ration Ekyc pare new ration card kebe miliba tike kahibe ki mam plz...
9/ oct/ 2024 12 : 00 Am ହେଉ ଆଉ ମୁଁ ତୋ କଥାର ଉତ୍ତର ଦେବୀ ନାନୀ 🎉🎉🎉
I didn't receive till now.
Mor DBT accounts achhi hele paisa asini
ମ ପାଖକୁ ଆସିନି ଏକ ଟକ୍କା
ପଛାଶହଜାଥ ଆମେଆଜିପାଈଳୂ
ଦିନ ବେଳେ ଲାଲଠିନ ଦେଖାଉଛ
ଏହା ଏକ ପ୍ରହସନ
୭ରେ apply କରିଥିଲି asini
Kebala ration card holder paisa pauchhanti
9 ତାରିଖ ପରେ ହଣାହୁଣୀ ହବ
ମିଛ କହୁଛନ୍ତି ଉପ ମୁଖ୍ୟମନ୍ତ୍ରୀ
Field verification lokanku milibata madam
ଚାକିରୀ କରି ସରକାର ଯଜନା ସଫଳ ପାଇଁ ଆମେ କାମ karuchhu🙏 ଆପଣ ଆମ ପେଟ ମାରି ଦେଉଛୁ କହୁଛନ୍ତି
କିଛି ଲୋକ ଙ୍କ ପାଖକୁ ବାଳ ଆସିଛି କହୁନ
1 ଟଙ୍କା କାହାକୁ ବି ମିଳିନି,, ଏ ଖାଲି ଟାଉଟରୀ କରୁଛି😂😂😂😂
ଫୋନପେରେ ପଇସାଜାଉଛିBjpରଜାଉନି😂
15 re apply karithilu. status check karithilu kyc complete.kyc mode fingerprint.aaproval under process,dbt activ achhi tathapi paisa aasini
Mo maa ra b semti
କାଳିଆ ଟଙ୍କା ତ ବିନା otp ବିନା dbt ରେ ଆସିଯାଉଛି ତାହେଲେ ସୁଭଦ୍ରା ଟଙ୍କା ଦେଲାବେଳକୁ ଏତେ ଯାତ୍ରା କଣ ପାଇଁ କେତେ ହଇରାଣ ହଉଛୁ ଯାହାର ଆସୁନି ମନଦୁଃଖ ହଉଛି
Tqq
11sep re amra apply karuchu
Dbt link na thile haba ki nai
ଟଙ୍କା ତ ଆସିନି, ଖାଲି କୋଟିଏ ଯୋଡି ହୋଇଗଲୁ, କଥା କହିଲେ କଣ ହବ
Kaha Account ku asichi Subhadra tanka 👌👌
Ki ସରକାର ଚାଲିଛି odisha re?
1 ହେଲେ ଆସିନି
ଟିପ ଚିହ୍ନ ନ ଦେଇଥିଲେ ଆସିବ କି?
ତୁମେ ସୁଭଦ୍ରା ଯୋଜନାର ପୁରା ଲାଭ ନିଅ ଆମର କିଛି କହିବାର ନାହିଁ ମାତ୍ର ହକଦାର ଲୋକକୁ ମିଳୁ
ପଇସା ମିଳୁନି ସୁଭଦ୍ରା helf line nku call kale phone laguni