Shocking Allegations of Assault On Army Officer at Bharatpur Police Station Spark Outrage

แชร์
ฝัง
  • เผยแพร่เมื่อ 11 พ.ย. 2024

ความคิดเห็น • 341

  • @prananathpati9976
    @prananathpati9976 หลายเดือนก่อน +179

    ମିଲିଟାରୀ ଦଳ ଆସି ଥାନାରେ ପଶି ପୋଲିସ ବାଲାଙ୍କୁ ଭଲ କରି ବାଡାନ୍ତୁ। ଆମେ ସମର୍ଥନ କରିବୁ।

    • @rajupatnaik7776
      @rajupatnaik7776 หลายเดือนก่อน

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

  • @SrrrttDas
    @SrrrttDas หลายเดือนก่อน +85

    ସବୁ Army officer ଆସି ସେମାନଙ୍କୁ ବାଡ଼େଇ ଲମ୍ବା କରିଦିଅ

  • @happyworld2135
    @happyworld2135 หลายเดือนก่อน +29

    ପୋଲିସ୍ ପରମ ହାରାମି , ଜଣେ ସାଧାରଣ ଲୋକ ଯେ କୌଣସି ଥାନାକୁ ଅଭିଯୋଗ ନେଇକି ଯାଅ ଭଲଭାବରେ ଜାଣିପାରିବ,ଏହା ମୁଁ ନିଜେ ଅନୁଭବ କରିଛି

  • @rabindrarathor1013
    @rabindrarathor1013 หลายเดือนก่อน +110

    ପୋଲିସ DCP କୁ ପ୍ରଥମେ ସୁସ୍ପେଣ୍ଡ କରନ୍ତୁ । ପୋଲିସ ବାଲେ ଦୁର୍ବ୍ୟବହାର କରୁଛନ୍ତି ।

    • @Flexify007
      @Flexify007 หลายเดือนก่อน +4

      Ta muhna ru Jana paduchi ,kemitika loka heithiba se...

    • @Sached299
      @Sached299 หลายเดือนก่อน

      ​@@Flexify007tu kiye be

    • @Flexify007
      @Flexify007 หลายเดือนก่อน

      @@Sached299jagruta nagarika..

    • @Flexify007
      @Flexify007 หลายเดือนก่อน +2

      @@Sached299 jagruta nagarika

  • @ArunDas-hc5zz
    @ArunDas-hc5zz หลายเดือนก่อน +93

    CBI ତଦନ୍ତ ଆବଶ୍ୟକ। ଆଇଆଇସି କୁ ଚାକିରି ରୁ ବହିସ୍କାର କରାଯାଉ

    • @SubratPadhi-q5i
      @SubratPadhi-q5i หลายเดือนก่อน

      Wahh

    • @BaishnabaMajhi-ok3tu
      @BaishnabaMajhi-ok3tu หลายเดือนก่อน

      Bahiskar kale chalibani 30/40 Barsha jal haba dar aain nahin jadi aain tiyari karantu

  • @ratankumarbehera5542
    @ratankumarbehera5542 หลายเดือนก่อน +97

    ଯାହା ହେଉ, ଆଧୁନିକ ଆଦର୍ଶ ଥାନା, କିନ୍ତୁ cc tv ନାହିଁ, ସତରେ ଆଧୁନିକ ଆଉ ଆଦର୍ଶ ମାନେ କିଛି ବୁଝା ପଡୁନି

    • @ani_jig
      @ani_jig หลายเดือนก่อน +1

      They knew the impact of cctv..

  • @laxmidharbarik5867
    @laxmidharbarik5867 หลายเดือนก่อน +32

    ଭାଇ ୫ଟା ପୋଲିସ ବଳ ଗୋଟିଏ indian solder comando

  • @pramodakumarpatra9196
    @pramodakumarpatra9196 หลายเดือนก่อน +10

    ଗୋଟିଏ army officer ଙ୍କୁ ନ୍ୟାୟ ମିଳୁନି ଆରେ ତାଙ୍କ ସ୍ତ୍ରୀ ଙ୍କୁ ଖରାପ ବ୍ୟବହାର ହୋଇଚି ସେ ରାଗରେ କିଛି କହିଦେଇଥିବେ ଯଦି କଣ ଅସୁବିଧା ଆମ ପରି ସାଧାରଣ ନାଗରିକର ସ୍ତ୍ରୀ କୁ ଯଦି କିଏ ଖରାପ ବ୍ୟବହାର କରେ ଆମକୁ କୋ ନ୍ୟାୟ ମିଳିବ ଭାବନ୍ତୁ ଜୟ ଜଗନ୍ନାଥ 🙏🙏

  • @Manoj.1989
    @Manoj.1989 หลายเดือนก่อน +39

    ପୋଲିସ୍ ନା ଗୁଣ୍ଡା ଏମାନେ

  • @TunaDas-tt7xj
    @TunaDas-tt7xj หลายเดือนก่อน +31

    ଓଡ଼ିଶାର ରାଜଧାନି ଭରତପୁର ଥାନାରେ ଏଭଳି କାଣ୍ଡ ହେଉଛି ଲୋକଙ୍କ ଅସୁବିଧା କିଏ ଜାଣେ। ସାର୍ ସ୍ପୋଷ୍ଠ ଜଣା ପଡ଼ୁଛି
    ଆର୍ମୀ ସ୍ତ୍ରିଙ୍କୁ ଟଚର୍ କରିଛନ୍ତି । ଯିଏ ବିପଦରେ ପଡି ଥାନାରେ ଅଭିଯୋଗ ଦେବା ପାଇଁ ଆସନ୍ତି ସେମାନଙ୍କ ନାରେ ପୋଲିସର ଅଭିଜୋଗ । ଲୋକଙ୍କ ମନରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛନ୍ତି । ମହନ ସରକାର ଏ ପୋଲିସ୍ ଅଫିସର ମାନଙ୍କ ଦୃଢ ପଦକ୍ଷପ ନିଆଯାଉ

    • @rajeshs4559
      @rajeshs4559 หลายเดือนก่อน +3

      Mohan babu nku jie durbyabahar karuthibar video election purbaru media re dekha jauthila , sethi ta kichhi action nahi au ethi kana heba

  • @brainlicker5647
    @brainlicker5647 หลายเดือนก่อน +20

    ସେନା ଅଧିକାରୀ ତମକୁ ଖରାପ ବ୍ୟବହାର କଲେ, ତମେ ତାକଂ ଉପରେ ଆଇନଗତ action ନେବା କଥା । ହଲେ ତମେ ସେନା ଅଧିକାରୀକଂ ବାଂଧବୀକୁ ମାଡ ମାରିବା ବା ଖରାପ ବ୍ୟବହାର କରିବା ଅପରାଧ ନୁହେକି । ଓ ତମେ police ତମେ ସବୁ କରିପାର । ଏଇ ଓଡିଶା police ବର୍ତମାନର ମୁଖ୍ୟ ମନ୍ତ୍ରୀ ତଥା ଗୃହ ମନ୍ତ୍ରୀ କୁଂ ଖରାପ ବ୍ୟବହାର ଦେଖାଇଥିଲା ।

  • @jajatikesharibhadra54
    @jajatikesharibhadra54 หลายเดือนก่อน +25

    କେବଳ ମାଡ଼ ହିଁ ୟାଙ୍କୁ ଠିକ ବାଟକୁ ଆଣିପାରିବ 👍

  • @prasantpradhan3925
    @prasantpradhan3925 หลายเดือนก่อน +9

    🙃ଛି ଛି ଭରତପୁର ପୋଲିସ last କୁ ଗୋଟେ ମହିଳା କୁ ଲଙ୍ଗଳା କରି ମାରୁଛ... 2024-2025 ରେ କଉ ମହିଳା ଯିବ ଭରତପୁର ଥାନା କୁ ନ୍ୟାୟ ଵା FIR କରିବା ପାଇଁ.🙃

  • @pravanjanparija992
    @pravanjanparija992 หลายเดือนก่อน +12

    CBI INVESTIGATION KARU .

  • @sarojbeura1695
    @sarojbeura1695 หลายเดือนก่อน +13

    ପ୍ରଥମେ କୁହ ଥାନା ରେ କଣ ପାଇଁ ସିସିଟିଭି ନଥିଲା କଣ ଏଇଟା ଆଦର୍ଶ ଥାନା ଯଦି ଭୁବନେଶ୍ୱର ରେ ଏଇ ଅବସ୍ଥା ତାହାଲେ ଭାବନ୍ତୁ ଗାଁ ଗହଳି ରେ ଏ ପୋଲିସ ଵାଲା କେମିତି ଉତ୍ପାତ କରୁଥିବେ

    • @rajupatnaik7776
      @rajupatnaik7776 หลายเดือนก่อน

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

  • @laxmidharbarik5867
    @laxmidharbarik5867 หลายเดือนก่อน +8

    Police power କାମ କରିବନି ଏ ହେଉଛି solder

  • @prasantkudas3438
    @prasantkudas3438 หลายเดือนก่อน +10

    ଓଡ଼ିଶା ପୋଲିସ ଚୋର, ମଦୁଆ, ମାଡୁଆ,ଗାଲୁଆ

  • @kedarpradhan6292
    @kedarpradhan6292 หลายเดือนก่อน +7

    All army ku request karuchi police ku sabad karantu

  • @Hmts143
    @Hmts143 หลายเดือนก่อน +4

    We are with you sir.. Jay Indian Army ❤

  • @Yediwqtydete
    @Yediwqtydete หลายเดือนก่อน +9

    Mg Odisha police sabu chorr....bahut misbehave karanti general people ku ....

  • @saiadarshapress5909
    @saiadarshapress5909 หลายเดือนก่อน +3

    ଭାରତ ପୁର ପୋଲିସ ର ଏହି ପରି ଅନେକ ଘଟଣା ରହିଛି

  • @User-yhjjgzz
    @User-yhjjgzz หลายเดือนก่อน +11

    Odisha Police behaviour always very bad

  • @FunnyVideo-rs6om
    @FunnyVideo-rs6om หลายเดือนก่อน +3

    ମାଗିହା ପୋଲିସ ଖାଲି କଣ ମୋହନମାଝି ର ପେଳ ଖାଇବୁ ଆମ ପେଳ ଗାନ୍ଧଉଛି

  • @prakashsamal8479
    @prakashsamal8479 หลายเดือนก่อน +6

    ୟେ ହଉଛନ୍ତି ମା...ଆ odisha police ସ୍ୱଧିନ ପରେବି brtish ଶାସନ ବା ବା ମା.. ଆ ଙ୍କୁ ଖାଲି ଗୋଳି କରିକି ମାରିବା କଥା

  • @anantamahapatro354
    @anantamahapatro354 หลายเดือนก่อน +1

    ଠିକ୍ କଥା କହିଛନ୍ତି ❤

  • @munukharsel2259
    @munukharsel2259 หลายเดือนก่อน +3

    Army sir jindabad

  • @jibanketanpradhan2978
    @jibanketanpradhan2978 หลายเดือนก่อน +7

    Seta police station na Besylaya CCTV nahi
    Jai jawan jai kisan

  • @PradiptaDas-sy4jn
    @PradiptaDas-sy4jn หลายเดือนก่อน +4

    ଓଡାଶା ପୋଲିଶି କେତେଜଣ ମାଦୃଚୋଦ ପାଲଟିଗଲେଣି ଶଳାକୁ ଲଗଳାକରିକି ଖାଲିକାଚ

  • @SrikantaEntertainment1992
    @SrikantaEntertainment1992 หลายเดือนก่อน +3

    CBI investigation

  • @2024-w3f
    @2024-w3f หลายเดือนก่อน +4

    Ei ghatana jadi DGP nka family saha hei thanta ...tahale kn se chup rahithante.....

  • @susantamoharana6834
    @susantamoharana6834 หลายเดือนก่อน +13

    CCTV camera ku kholi deithibe yemane

  • @harishkumarkhandal4797
    @harishkumarkhandal4797 หลายเดือนก่อน +10

    Sena loko pasibe tama G. Maribe ruha MG.

  • @ranjitjyotiranjanbiswal9579
    @ranjitjyotiranjanbiswal9579 หลายเดือนก่อน +2

    CCTV camera thanare kuade gala so Supreme court and High court must take suo motto action.

  • @beupdate7733
    @beupdate7733 หลายเดือนก่อน +3

    Sabu police nuhanti
    60 % achhanti mg....

  • @pradeepkumarpradhan6555
    @pradeepkumarpradhan6555 หลายเดือนก่อน +1

    A offcer jane durnitigrsta karmachari.

  • @debm4154
    @debm4154 หลายเดือนก่อน +6

    100% right. Ei salanku please dismiss karantu . Please please

  • @FishFraming
    @FishFraming หลายเดือนก่อน +1

    ଅପାରଗ ସରକାର

  • @rashmiranjandash9210
    @rashmiranjandash9210 หลายเดือนก่อน +7

    Police bala ku border re chhada jau. Se kemiti ka duty kare janna padiba

  • @sukantakumarmohanty4095
    @sukantakumarmohanty4095 หลายเดือนก่อน +2

    ଅତିରିକ୍ତ ଡିସିପି ଆଗେ କୁହନ୍ତୁ cc tv କାହିଁକି ନାହିଁ ସେ ଥାନା ରେ ?
    ଅତିରିକ୍ତ ଡିସିପି କଣ ନିଜେ ସେତେବେଳେ ଥାନା ରେ ଉପସ୍ଥିତ ଥିଲେ ଯେ ଏତେ ଦୃଢ଼ ର କହୁଛନ୍ତି କିଭଳି ଘଟଣା ହୋଇଥିଲା ବୋଲି ?
    ମିଡ଼ିଆ ଆଗରେ ମନ୍ତବ୍ୟ ଦେବା ପୂର୍ବରୁ ସେ ଘଟଣାର ସତ୍ୟା ସତ୍ୟ ବିଷୟରେ ନିରପେକ୍ଷ ଅନୁସନ୍ଧାନ କରିଥିଲେ କି ?

  • @RameshNayak-e8w
    @RameshNayak-e8w หลายเดือนก่อน +2

    Police ଏବେ ଗୁଣ୍ଡା ହେଇଗଲେଣି

  • @swadhinkumarsena6658
    @swadhinkumarsena6658 หลายเดือนก่อน +1

    ଜାମୁକୋଳି ଗପ ଲେଖୀବନି ତ ODISHA crime branch.

  • @jitendas6522
    @jitendas6522 หลายเดือนก่อน +12

    ଦେଖାଯାଉ ଭାରତ ସରକାରଙ୍କ ସେନା କର୍ମଚାରୀ ସତ କହୁଛନ୍ତି, ନା ଓଡ଼ିଆ ସରକାରଙ୍କ ସୁରକ୍ଷା କର୍ମଚାରୀ ପୋଲିସ ସତ କହୁଛି ?
    ସରକାର ଙ୍କ ବିଭାଗ ଭିତରେ ସତୀଆ ପଣର ସାବ୍ୟସ୍ତ କରିବାର ଲଢେଇ !!!

    • @bhubanajena2782
      @bhubanajena2782 หลายเดือนก่อน

      ଓଡିଆ , ଭାରତ ଭିତରେ କିଛି ଫରକ ନାହିଁ | ଏଠାରେ ସତକୁ ସାବ୍ୟସ୍ତ ନୁହେଁ , ଅପରାଧି , ଗୁଣ୍ଡା ବିଭାଗ ନିଜର ଦୋଷ ଲୁଚାଇବାରେ ତତ୍ପର |

  • @Dj-gr8ci
    @Dj-gr8ci หลายเดือนก่อน +5

    Army Bhai mane jama chada ni a police Bala bahut khelu chanti police Bala bahut julum karuchanti
    Sabu army Bhai mane ak huo

  • @anilvlogexpress937
    @anilvlogexpress937 หลายเดือนก่อน +3

    Odisha police nka pain 1 word

  • @KhirodakumarNaik
    @KhirodakumarNaik หลายเดือนก่อน +9

    ଏ DGP ଜଣେ ରେଣ୍ଡୁଆ ହୋଇଥିବ ।road ରୋମିଓ ଏହାର ଛାତ୍ର ଛାୟା ତଳେ ଥିବେ। ଏ ସେନା ଅଧିକାରୀ କୁ ସୁରକ୍ଷା ନ ଦେଇ ପ୍ରତି ବଦଳରେ ତାଙ୍କର ବାନ୍ଧବୀ କୁ ଖରାପ ବ୍ୟବହାର କରୁଛନ୍ତି।ଅଲାଜୁକ।ଓଡ଼ିଶାର ବଦନାମ କରୁଛନ୍ତି।ୟାକୁ ପାକିସ୍ତାନ ସୀମା କୁ ଦେଇ ଦିଅ।ଯେ ପରି ସେ ସୀମା ସୁରକ୍ଷା କରୁ।କେତେ କ।ଢ଼ୁଆ officer ଟା।ମୋହନ ସରକାର DGP କୁ suspend କରାଯାଉ

    • @sukantakumarmohanty4095
      @sukantakumarmohanty4095 หลายเดือนก่อน

      ୟେ ୨ ଅଫିସର୍ ଙ୍କୁ କାରଗିଲ ବୋଡ଼ର୍ କୁ ପଠେଇ ଦିଆଯାଉ । ତେବେ ସେମାନଙ୍କ ଜ୍ଞାନ ଆସିବ ।

    • @rajupatnaik7776
      @rajupatnaik7776 หลายเดือนก่อน

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

  • @parthsarathi8600
    @parthsarathi8600 หลายเดือนก่อน +1

    Just imagine how they treat with common people.

  • @monsterking9905
    @monsterking9905 หลายเดือนก่อน +1

    Are bhai suspend Kan karuchha,siddha terminate kara.pila unemployed heiki achhanti chakiri pau nahanti.

  • @p.dcreations....subscribe2085
    @p.dcreations....subscribe2085 หลายเดือนก่อน +3

    Odisha police I hate you love you indian army 🪖

  • @satyanaik7321
    @satyanaik7321 หลายเดือนก่อน +2

    ପୋଲିସ ବାବୁ ମାନେ ସାଧାରଣ ଓ ଗରିବ ଲୋକ ମାନକୁ ଭଲ ବ୍ୟବହାର କେବେବି କରିନାହାନ୍ତି ସେଇ ବ୍ୟବହାର ଆର୍ମି ମେଜର ଙ୍କୁ ଦେଖାଇ ଦେଇଛନ୍ତି ଆର୍ମି ମେଜର ଚାରି ପାଞ୍ଚ ଥାପଡ ମାରିଲେ ନା ନାହିଁ ତୁମେ ପୋଲିସ ଅଭିଯୋଗ କାରି ମୁଁହ ରୁ କଥା ଶୁଣିବ ଓ ତାକୁ ନେଇ ସେ ସ୍ଥାନ କୁ ଯିବ ରିପୋର୍ଟ ଲେଖିବ ତା ପରେ ସେ ଲିଖିତ ଅଭଯୋଗ ଦେବ ନା ତୁମେ ଆଗ ଲିଖିତ ଅଭିଯୋଗ ଦିଅ ତା ପରେ ଆମେ ଦେଖିବା ତୁମେ ସବୁ ଛଡି ପକାଇବ ଚୋର ଗଲା ପରେ ପୋଲିସ 😂😂😂😂

  • @ManojKumar-li3ud
    @ManojKumar-li3ud หลายเดือนก่อน +1

    Nua mukhya mantri kichi kahu nahanti

  • @AshokSahoo-k8d
    @AshokSahoo-k8d หลายเดือนก่อน +2

    Crime increase for police.

  • @nirodakumarsatapathy8168
    @nirodakumarsatapathy8168 หลายเดือนก่อน

    I AGREE WITH YOU SIR JI. JAY JAGANNATH

  • @PrasannaChampatiray
    @PrasannaChampatiray หลายเดือนก่อน +4

    What type of behave Police wants,
    They are our servants,
    Should treat them as servants of public

  • @brajabandhudash1457
    @brajabandhudash1457 หลายเดือนก่อน +1

    Why is Mohan government silent ? Reform police department If action is not taken, bjp government will be failure Only subhadra money will give for vote

  • @BikashSahu14
    @BikashSahu14 หลายเดือนก่อน +2

    The main question running in my head till now is why there is no CCTV camera in police station where it should be available 24/7. The police said they were intoxicated but I don't think so by the way she is speaking. If police will not protect us then who will. Think think think repeatedly because goons and criminals have political links who may do anything without any fear. So the question is who will protect us in these situations. So to make things good, choose your leader wisely, give votes to those under whose leadership we will be secured. Not to those who will use their powers for corruption. Its really sad😢 to see this type of things happening in India like the Kolkata Doctor Case, now this and many such incidents where police is very very inactive.

  • @KumarDev-ri7sx
    @KumarDev-ri7sx หลายเดือนก่อน

    ଏମାଘିଆମିଛକହୁଚି

  • @rahulpadhy6115
    @rahulpadhy6115 หลายเดือนก่อน

    ପୁରା ଭ୍ରଷ୍ଟ ପୋଲିସ ଦଳ କୁ ପ୍ରଥମେ ନିଲମ୍ବନ କରି, ନୂଆ ନିଯୁକ୍ତି କରିବା ଆବଶ୍ୟକ

  • @debashismohanty2534
    @debashismohanty2534 หลายเดือนก่อน +2

    odisha police actually protocol re jadi asibe medically 99% unfit

  • @girishpanda6856
    @girishpanda6856 หลายเดือนก่อน

    Version of both sides should be taken into account while reporting the incident.

  • @madhusmitarout8504
    @madhusmitarout8504 หลายเดือนก่อน +1

    Sala kahuchanti arambha heichi ଅପେକ୍ଷା କର kn au Jane ମରିଗଲା ପରେ action nebe sala govt police station seithi camera nai ବା ବା ରେ ସରକାର ଆଉ ଆମ police officer Babu mane sala yanka thu ta bhala sei pila mane chi chi amanku ସଠିକ୍ ଦଣ୍ଡ ଦିଆଯାଉ

  • @amarmona-x8i
    @amarmona-x8i หลายเดือนก่อน +2

    Misbehave kala boli kana 3rd degree diajiba kouthi achi emiti kanun

  • @RKstar5574
    @RKstar5574 หลายเดือนก่อน +2

    Police ra besi uthuchi mg , suspend kara mg kuu

  • @Bijumohanty-z9s
    @Bijumohanty-z9s หลายเดือนก่อน

    Coract CBI tadant hau

  • @sarojsahu9275
    @sarojsahu9275 หลายเดือนก่อน

    Shame ...

  • @BeHappy-fn6qh
    @BeHappy-fn6qh หลายเดือนก่อน +2

    ମୋହନ ତୁ କଣ କରୁଚୁ।
    ହାଣ୍ଡିଆ ପି ଇ ଶୋଇଚୁ

  • @mr.Lalitnarayan1989
    @mr.Lalitnarayan1989 หลายเดือนก่อน +1

    Officer ra emty mane subedar ra kn situation vaba😢

  • @sibapati8437
    @sibapati8437 หลายเดือนก่อน +2

    CM mohon sir apanku danda deba apan police hele kn hela eita mohan sarakar sabdhan police

  • @Vlogventures1990
    @Vlogventures1990 หลายเดือนก่อน +2

    This bharatpur thana incharge is a useless person ..arrest him..
    .i think this should go till CM of odisha and suspend this incharge to insult a army officer unnecessary.

  • @sagarmistry1531
    @sagarmistry1531 หลายเดือนก่อน

    Case ଟା ହାଇ ପ୍ରୋଫାଇ ବୋଲି ମିଡ଼ିଆ କୁ ଆସିଲା... 😟

  • @rashmiranjandash9210
    @rashmiranjandash9210 หลายเดือนก่อน +5

    Janne army jama michha kahibani .se jadi micha kahiba police bala ghare Pakistan pasiba. Dsp ku ciachin re chada jau

  • @arjunnandi7778
    @arjunnandi7778 หลายเดือนก่อน

    ଛିଛି ମୋହନ ସରକାର

  • @sohambag4242
    @sohambag4242 หลายเดือนก่อน

    ମୋର ସେନା ଅଧିକାରୀଙ୍କୁ ଅନୁରୋଧ ସମୟ ଦେଖି ଏ ଶଲା ପୋଲିସ କୁ ମାରିଦିଅ।

  • @mmishra2830
    @mmishra2830 หลายเดือนก่อน

    Police system reforms highly warranted.

  • @susantaswain425
    @susantaswain425 หลายเดือนก่อน

    We want CBI inquire.

  • @manojkgudu7664
    @manojkgudu7664 หลายเดือนก่อน

    sabu channel ebe trp pachare....lage raho munna bhai

  • @RANJANKUMARDALAI-c5c
    @RANJANKUMARDALAI-c5c หลายเดือนก่อน

    Jay Jay Jay

  • @Thevenomx_
    @Thevenomx_ หลายเดือนก่อน

    CBI

  • @meenapal1164
    @meenapal1164 หลายเดือนก่อน

    ବଦମାସ୍ ପୋଲିସ

  • @TAZARATAHAMADKHAN
    @TAZARATAHAMADKHAN หลายเดือนก่อน

    Thik heichi a polishs Bala ku Pura pronam

  • @mathmet5701
    @mathmet5701 หลายเดือนก่อน

    ସେ ପୋଲିସ କୁ ଲଙ୍ଗଳା କରି ମାଡ଼ ଦରକାର

  • @pratapswain3159
    @pratapswain3159 หลายเดือนก่อน

    ରୋଡ଼ରୋମିଓ କୁ ପୋଲିସ କାହିଁକି ଧରୁନି ସେମାନେ କାହାର ଜାତି ଭାଇ

  • @nageswarnews7508
    @nageswarnews7508 หลายเดือนก่อน +1

    Cbi inquiry...

  • @bipinbarik8389
    @bipinbarik8389 หลายเดือนก่อน

    Odisha police omg

  • @sudhansusekharpanda2916
    @sudhansusekharpanda2916 หลายเดือนก่อน +3

    Odisha police ra lajya chhadi au sabu achhi

  • @surendrakumarpatra4907
    @surendrakumarpatra4907 หลายเดือนก่อน

    Shame on odisha police

  • @KumarDev-ri7sx
    @KumarDev-ri7sx หลายเดือนก่อน

    ଏ ମାଘିଆପୋଲିସି ଜେଲ୍ ଜିଵାଦରକାର ମାଘିଆ ବ୍ରଦି ପାଧୀଲାପରେ ନିଜକୁଭାବୁଛନ୍ତିକାଳିଆଶବୁଅଛଥାନାରେ

  • @jayantatandi914
    @jayantatandi914 หลายเดือนก่อน +2

    Indian army ku mora request aachi ,ye police wala ku tike bhala ki 3rd degree treatment kara jau

  • @mantoshmohanty3712
    @mantoshmohanty3712 หลายเดือนก่อน

    CC TV gayab karidiajaini ta

  • @ommupadhaya2425
    @ommupadhaya2425 หลายเดือนก่อน

    Bhala behav sir kichi prove aachi aapnkra pakhre na khali nija loka nku banchaucha

  • @prakashnath3630
    @prakashnath3630 22 วันที่ผ่านมา

    .ମାରିବା ଟା ଥୟ କାରଣ ତାଙ୍କ ବସ୍ତ୍ର ହେଉଛି ହଟ

  • @SHORTSCITY99
    @SHORTSCITY99 หลายเดือนก่อน

    Police Mafia ⚔️🗡️⚔️⚔️⚔️⚔️⚔️🗡️🗡️🗡️🗡️⚔️⚔️🔪🔪🔪🔪🔪🔪🔪🔪🔪

  • @gopalmajhi5659
    @gopalmajhi5659 หลายเดือนก่อน

    ଶଳା ମାନେ କେବେ ସୁଧୁରି ବେନି 😡😡😡

  • @naraharidas1689
    @naraharidas1689 หลายเดือนก่อน

    ONLY REASON IS WINE.

  • @SukantiBehera-h1y
    @SukantiBehera-h1y หลายเดือนก่อน +1

    Police na choro

  • @sadashibadasshiva143youtub3
    @sadashibadasshiva143youtub3 หลายเดือนก่อน

    Odisha polic upare vharasha nahi re......a mane police naa rahudi ....mohan sir please action. ..

  • @ranjitpadit263
    @ranjitpadit263 หลายเดือนก่อน

    Polce ନା ଗୁଡା 😡😡

  • @hemantamohanty4171
    @hemantamohanty4171 หลายเดือนก่อน

    ଯେମିତି କରିଥିବେ ସେମିତି ବାମ୍ଫ ନେବେ

  • @Flexify007
    @Flexify007 หลายเดือนก่อน

    Wahh wahh re rajyara heart upare thiba thana re nahni CCTV....eta kolkata jangal rajj ru v tapigala....Haye re ama law and order byabastha....

  • @suryakantajena372
    @suryakantajena372 หลายเดือนก่อน

    ପୋଲିସ ଭାରି ଭଲ ଵିଏଫକରେ

  • @bapass4984
    @bapass4984 หลายเดือนก่อน

    Army major, jane equivalent to IPS rank,,ଆମେ ଭଲ ରେ ରହିବୁ ବୋଲି ସେ ସୀମା ରେ କେତେ କଷ୍ଟ କରୁଛନ୍ତି କିନ୍ତୁ ଏଇ ଲାଞ୍ଚୁଆ ପୋଲିସ ତାଙ୍କ ସହ ଏମିତି treatment, ଗୁଳି କରି ମାରିଦେବା କଥା bharatpur ପୋଲିସ ଙ୍କୁ