ଲୋକ୍‌ଗୀତ୍‌ର ମହାନ୍ ଗାୟକ୍ ଦିଲୀପ ବାଗ୍‌କଁରନୁ ଜାନମା ତାକଁର କଥା

แชร์
ฝัง
  • เผยแพร่เมื่อ 7 ก.พ. 2025
  • ସମ୍ବଲପୁରୀ ଭଜନ ସଙ୍ଗୀତର ବେତାଜ ବାଦଶାହ ହେଉଛନ୍ ଦିଲୀପ ବାଗ । ଲୋକ୍‌ଗୀତର ପରମ୍ପରାକେ ଆଧୁନିକ ଭଜନ ସଙ୍ଗୀତ ସାଙ୍ଗେ ମିଶେଇକରି ନୂଆଁ ଯୁଗର ଲୋକ୍ ମାନେ ଶୁନବାର ବାଗିର ଗୀତ ମାନେ ଗାଇକରି ଘରେ ଘରେ ପୁହୁଞ୍ଚିପାରିଛନ୍ ଦିଲୀପ ବାଗ୍ । ଇତାର ସାଙ୍ଗେ ତାକଁର ବହୁତଟେ ଆଧୁନିକ ଆଲବମ୍ ଗୀତ ଭିଲ୍ ସୁପରହିଟ୍ ହେଇଛେ । ତାର ଭିତରୁ ଗୁଟେ ହିଟ୍ ଗାନା ହେଉଛେ ‘କୁକୁଡା କାଟ୍‌, ମସଲା ବାଟ୍‌’ ଗୀତ୍ । ପହରାର ଆଜିରର ଭିଡିଓନେ ଦିଲୀପ ବାଗକଁର ମୁହୁଁନୁ ଜାନମା ତାକଁର କଥା ।
    About Us!
    ପହରା, ଆମର ସମିଆ ଆର ସମାଜର ଦର୍ପନ।
    ଆମର ତିହାର ବାହାରର ଉସନାଖି,
    ଆମରଘର,ପରିବାର ଆର ସମ୍ପର୍କର ଗହକି।
    ପହରା, ଆମର ଉଷତ ଆନନ୍ଦର କଥାନି।
    ଆମର ଭାଷାଥି, ଆମକୁ କହେବେ ଆମର ନନୀ।
    ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
    ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
    ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
    ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
    ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
    ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
    ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
    Subscriber If you are watching this video on TH-cam, Like our page if you are on Facebook and Stay Connected with Awesome Sambalpuri Videos!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ #ସଂସ୍କୃତି #ସମାଚାର

ความคิดเห็น • 13

  • @desbhakti7188
    @desbhakti7188 4 ปีที่แล้ว

    Bahut sundar sir

  • @baishnabidharua9931
    @baishnabidharua9931 3 ปีที่แล้ว +1

    Very nice priti diii 👌👌👌👌😘😘😘

  • @himanchalasahu8426
    @himanchalasahu8426 3 ปีที่แล้ว

    ଅଭିନନ୍ଦନ

  • @rajasuna8759
    @rajasuna8759 4 ปีที่แล้ว +2

    Good bhai

  • @CricketNewsSambalpuriRe
    @CricketNewsSambalpuriRe 4 ปีที่แล้ว +1

    ସୁପର୍ ❤️❤️❤️❤️Dillip Dada 🙏🙏🙏

  • @sushantakumar5742
    @sushantakumar5742 4 ปีที่แล้ว +1

    *Excellent* ❤️❤️🙏🙏

  • @gargysatapathy3628
    @gargysatapathy3628 4 ปีที่แล้ว +1

    Priti doing great. Keep it up

  • @jagadabag2370
    @jagadabag2370 2 ปีที่แล้ว

    Old is gold

  • @mixallvideos7503
    @mixallvideos7503 4 ปีที่แล้ว +2

    ମତେ ବେଶି ଭଲ୍ ଲାଗ୍ଲା 👌👍

  • @subhambuda900
    @subhambuda900 4 ปีที่แล้ว +2

    Sweeta ❤️❤️❤️❤️❤️❤️❤️

  • @trilochansunani3754
    @trilochansunani3754 4 ปีที่แล้ว

    Nice song kukura kaat

  • @SunilCpal
    @SunilCpal 3 ปีที่แล้ว

    Upastafana thik karun pahar ra madam...bikul introduce kari nae janbar....ate bad kalakar ke age respect deun....

  • @rajkanta7243
    @rajkanta7243 4 ปีที่แล้ว

    Being human