ପାରାଦ୍ୱୀପ ବିଶ୍ୱକର୍ମା ପୂଜା ନା ଦୁବାଇରେ ବୁଲୁଛୁ l Full Paradeep Biswakarma puja pendal & food stall 2024
ฝัง
- เผยแพร่เมื่อ 20 ก.ย. 2024
- ପାରାଦ୍ୱୀପ ବିଶ୍ୱକର୍ମା ପୂଜା ନା ଦୁବାଇରେ ବୁଲୁଛୁ l Full Paradeep Biswakarma puja pendal & food stall 2024
#gouranganayakodiavlogs
#paradeep
#biswakarmapuja
#Paradeepodisha
#biswakarmapuja2024
#bigbiswakarmapujainodisha
#OdishalargeBiswakarmapuja
#Odishafamousbiswakarmapuja
#ruralodisha
#indianfood
#odishafood
#foodstall
#odishafestivelvlogs
#odiatravelvlogs
#odishaculture
ଜୟ ଶ୍ରୀ ଜଗନ୍ନାଥ....... ଜୟ ଶ୍ରୀ ବାବା ବିଶ୍ଵକର୍ମା...... ପାରାଦୀପ ର ସୁନ୍ଦର ପୂଜା ବ୍ଲଗ୍ ରେ ଆଣିଥିବାରୁ ବହୁତ୍ ବହତ୍ ଧନ୍ୟବାଦ..... ବହୁତ ସୁନ୍ଦର ବ୍ଲଗ୍ ରେ ପାରାଦୀପ ବନ୍ଦରର ବିଶ୍ଵକର୍ମା ପୂଜା କଭର କରିଛନ୍ତି..... ଜୟ ଶ୍ରୀ ଜଗନ୍ନାଥ ଜୟ ବାବା ବିଶ୍ଵକର୍ମା ଙ୍କ ଆଶ୍ରିବାଦ ରୁ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ
ଓଡ଼ିଶାର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାରାଦ୍ୱୀପ. ଜୟ ବାବା ବିଶ୍ୱକର୍ମା 🙏
ଆଜିର ବ୍ଲୋଗ ଟି ଚମତ୍କାର ଥିଲା, ଘରେ ବସି ପାରାଦ୍ୱୀପର ବିଶ୍ୱକର୍ମା ପୂଜା ସାଙ୍ଗକୁ ସୁନ୍ଦର ସୁନ୍ଦର ତୋରଣ ମାନ ଦେଖିବାକୁ ମିଳିଲା |ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
ଜୟ ବାବା ବିଶ୍ଵକର୍ମା 🙏 no1 puja Paradeep vishwakarma puja
Pradeep biswakarma puja odisha rea no 1 jay biswakarma
Beautiful Paradeep port biswakarma Puja decoration kabua Bhai sahita Mela Bula Maja masti enjoy your life God bless you
ଆର୍ଥିକ ସମସ୍ୟା ହେତୁ କୁଆଡେ ଯାଇ ହେଉ ନାହିଁ। ଆପଣଙ୍କ ଭିଡିଓ ମାଧ୍ୟମ ରେ ସବୁ ଦେଖୁଚୁ। ଧନ୍ୟବାଦ୍ ଭାଇ। ଜୟ ଜଗନ୍ନାଥ। ପ୍ରଣାମ
ଆପଣ ଏ ପରି ସୁନ୍ଦର ସୁନ୍ଦର video ଆମ ପାଖରେ ଉପସ୍ଥାପନ କରୁଥିବାରୁ ବହୁତ୍ ବହୁତ୍ ଆପଣକୁ ଧନ୍ୟବାଦ୍ 🎉🎉❤
Jai Jagannath. Paradeep is Famous for Lord Biswakarma Puja. Very nice.
Dhanyabad bhaei ja hau apana nka paei mu durara thaei bi paradeep Puja dakhi parili❤
ମୁଁ ପାରାଦ୍ୱୀପ ବିଶ୍ଵକର୍ମା ପୂଜା ସବୁଦିନ ଦେଖିବାକୁ ଯାଉଛି 👍
ବହୁତ ଭଲ ଲାଗୁଛି
ଆମେ ମାନେ ବିଦେଶରେ ଥାଇ ମଧ୍ୟ ଓଡ଼ିଶାରେ ହେଉଥିବା ପୂଜା କୁ ଆପଙ୍କ୍ ଭିଡିଓ ମାଧ୍ୟମରେ ଉପଭୋଗ କରିପାରୁଛୁ ଆପଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍🙏 ଜୟ ଜଗନ୍ନାଥ 🙏
Apananka. Vdo. Very. Nice. Sir. Umerkotru. Mu. Dekhuchi.
Ghare tv nhi ki news deina ki
ଜୟ ଜଗନ୍ନାଥ ସାର୍ ଶୁଭ ସନ୍ଧ୍ୟା ସାର୍ ଆମ ଅନୁଗୋଳ ଜିଲ୍ଲାରେ ବିଶ୍ବକର୍ମା ପୂଜା ଧୁମଧାମରେ ପାଳନ ହେଉଛି ଚଳିତ ବର୍ଷ 19 ଟି ମେଢ ହୋଇଛି ଆପଣ କେବେ ଆସନ୍ତୁ ସାର୍ ❤❤❤🙏🙏🙏🙏🙏
ଜୟ ଜଗନ୍ନାଥ 🙏 🙏
ଜୟ ପ୍ରଭୁ ବିଶ୍ଵକର୍ମା 🙏🙏
Super se upar bargarh nu bhai
Jay jagannath sir🙏🏻 bahuta badhia laguchi sir apananka video
ଜୟ ଜଗନ୍ନାଥ🙏 ଭିଡିଓ ବହୁତ ଭଲ ଲାଗିଲା 'ଧନ ଲିଟିଲ ଆସିଥିଲେ ଭଲ ହୋଇଥାନ୍ତା' କାବୁଆ ଭାଇ 🙏
Jay Baba biswakarma🙏🙏
Bahut vala blog bhai ❤❤❤❤❤ Kolkata
Jay Shree Biswakarma Debaya Namaha🙏🙏🙏🙏🙏🙏🙏🙏
Jay jagannath sir apana kebe kabua bhaiku khaiba katha pacharibeni se kebe mana karantini bahare thai odisha re puja parbani dekhibaku miluchi apananka madhyamare ati sundar
ସାର୍ ଆମେ ଶୁକ୍ରବାର ଯାଇଥିଲୁ
Thankyou sir
Jai Shree viswakarma. I like this blog very much
Thanks a lot
Aaji ra vlogs Bahut Sundar lagila ❤
Sir apanka video no1❤❤❤❤❤❤❤❤
ଜୟ ଜଗନ୍ନାଥ ଭାଇ 🙏🏻🙏🏻🥰
ଜୟ ପ୍ରଭୁ ବ୍ରହ୍ମରାଶି
Jay Jagannath Sir❤❤❤❤
Jay shree Jagannath bhai
Jay Shree Debasilpi Biswakarma
Jay jaganntha sir 🙏🙏🙏
Jay baba biswakarma 🙏🙏🙏🙏🙏🙏🙏🙏🙏🙏🙏
Jay Baba Biswokarma❤❤❤
Jay Jagannath bhaina
ଜୟ ଜଗନ୍ନାଥ ସାର 🙏🙏🙏🙏❤❤❤❤
Am enjoy from Hyderabad
Good episode ❤❤❤
Jay baba bishowkarma
ଭାଇ ଜୟ ଜଗନ୍ନାଥ
ଭାଇ ଆମ ଗାଆଁ କୁ ଆସ ମୁଁ ଆପଣଙ୍କ ଘରକୁ ଜାଇ ଥିଲି
Jay jagannth dada
ଜୟ ଜଗନ୍ନାଥ
Jay Baba Biswaksrma 🙏
Jay Jagannath Bhai 🙏 cuttack Banki
ଜୟ ଜଗନ୍ନାଥ ସାର୍
Very good video
Jay jagannath
ଜୟ ଜଗନ୍ନାଥ ♥️
Excellent
Jay jagannath 🙏
Jai Jagannath
Jai jagannath ❤❤❤
ଜୟ ଜଗନ୍ନାଥ ସାର୍ ଶୁଭ ସନ୍ଧ୍ୟା ❤❤
nice guru
Jay Jagannath ❤❤❤
🙏 Jay 🙏 jagannath 🙏🙏🙏♥️♥️♥️👍👍👍
Very nice
Jai shree jagannath mahaprabhu❤❤
Jay jagnath🙏🙏❤❤
❤
Fantastic vlog bhai
Jay Jagannath sir . I am your new subscriber.
Thanks
ଜୟ ଜଗନ୍ନାଥ ଗୌରାଙ୍ଗ ଭାଇ
Puja au ketedin haba
Kabu bhai market re khela karuchi mukhya akarsana ra Kendra bindu kabua bhabi
Jay Jagannath Bhai aaji paradeep gasta kabua bhai aapanka saathi re kabua bhai nomber debe kabua bhai nka sahita katha barta heba
ଜୟ ଜଗନ୍ନାଥ ଗୌରାଙ୍ଗ ସାରେ 🙏❤
Redi🎉🎉🎉
Bhai road ra right sidere ki gachha sabu lagichi
Bhai aaji achha na galani kendrpada ?
🙏🙏🙏
❤❤❤❤❤❤
Vlog eadit kea kare😊
Kete din rahiba?
😮😮😮
Bhai good evening so beautiful video happy day Jay Jagannath swami ❤❤❤❤
Sir ଆମ ଘର ଜଗତସିଂହପୁର କିନ୍ତୁ ଅର୍ଥ 💸ର ଅଭାବ ଯୋଗୁ ମୁ ପାରାଦ୍ୱୀପ ଯାଇ ପାରି ଲିନି କିନ୍ତୁ ଅପଣଂକ ଭିଡ଼ିଓ ଜରିଆରେ ମୁ ଦେଖି ପାରିଲି 😊
ଜୟ ଶ୍ରୀ ବଳଦେବଜୀଉ ଭାଇ 🙏🏾🙏🏾
ଜୟ ଜଗନ୍ନାଥ ଭାଇ
Kabua bhai kintu khaiba expert chance paile se jama chadibe ni
Jay jagannath bhai
ଶୁଭ ସନ୍ଧ୍ୟା sir ଜୟ ଜଗନ୍ନାଥ 🙏🙏
Jay jagannath sir
Jay jagannath Bhai ❤
ଜୟ ଜଗନ୍ନାଥ sir 🙏
ଭାଇ ପାରାଦୀପ ର କଉ ଜାଗାରେ ଏହି ପୁଜା କଣ ପୋଟ୍ ପାଖରେକି
Bus stand pakha re
Will wait for you
Beautiful sir ❤
Au kete din rahiba nd last kebe
1 day
Sir ଆପଣ କୋଉ mobile re video ବାନାଉଛନ୍ତି, ଆଉ ମଡେଲ କଣ
Samsung
@@Gouranganayakodiavlogs samsung ra kou model
Thanks Nayak Babu 😮😮😮😮😮
Kabu bhai ra khia ta manibaku padila,,,,,jemiti 6masa khaini 😂😂😂
Sir Namaskar ,mu Bikash
Mo first like❤ dada
ଆଜି କାବୁ ଆ ର କଚେ ପ ବାର ଖାଇ ଯିବା
Sir kou mobie re vlog karuchhanti? Aau mic?
Sir🙏 ବଦ୍ରି,କାକଟପୁର
Jay Jagannath
Bhai aji asi6 paradip
Kali ra
Bhai subha
Kabua bhai kebala jaichi khaiba pain
8:18❤❤