ବଡ଼ ଘୋଷଣା, ମିଳିବନି ସୁଭଦ୍ରା ଟଙ୍କା|Subhadra Yojana News |Subhadra Yojana Status Check| Pravati Parida

แชร์
ฝัง
  • เผยแพร่เมื่อ 28 ม.ค. 2025

ความคิดเห็น • 289

  • @Mohanchandra-b2s
    @Mohanchandra-b2s หลายเดือนก่อน +46

    ହ‌ଇରାଣ କରି ବାର ଏକ ମାଧ୍ୟମ ସୁଭଦ୍ରା

  • @technicalsanjaya4569
    @technicalsanjaya4569 หลายเดือนก่อน +37

    ବିଜେପି ହଟାଓ ଓଡିଶା ବଞ୍ଚାଓ. ନବୀନ ପଟନାୟକ best

    • @sasmitabehera3738
      @sasmitabehera3738 หลายเดือนก่อน +1

      Aai jain under process complete hei paruni sabu complete hele agalu jauni bank ku😂

  • @raghunathguiya2586
    @raghunathguiya2586 หลายเดือนก่อน +24

    କଣା ସରକାର ଦୁର୍ବଳ କୁ ମାରି ଶବଳ ପୋଷୁଛି ଓ ନିଜ ଜାତି ଭାଇ ସମ୍ପର୍କୀୟ ବନ୍ଧୁ କୁଟୁମ୍ବ ର ହିତ ପାଇଁ ଏହା ଏକ ଯୋଜନା ଅଟେ 100%🇮🇳🇮🇳🇮🇳🙏🙏❤️❤️

  • @NareshkumarNayak-l4e
    @NareshkumarNayak-l4e หลายเดือนก่อน +82

    ଅନ୍ୟ ମହିଳାଙ୍କୁ ଟଙ୍କା ନ ଦବାର ବାହାନା ଯଦି ତିନୋଟି phase ରେ ୮୦ ଲକ୍ଷ୍ୟରୁ ଅଧିକ ଲୋକଙ୍କୁ ଟଙ୍କା ଦେଲେ ତେବେ ୨୪ତାରିଖ ସୁଦ୍ଧା ଯେତିକି ମହିଳା feld verifcation ekyc କିମ୍ୱା biomatric କରିଥାନ୍ତେ ସେତିକି ଲୋକଙ୍କୁ ଟଙ୍କା ଦେଇଥାନ୍ତେ ଯେଉଁ ମାନେ ରହିଯାଇ ଥାନ୍ତେ ସେମାନଙ୍କୁ ପରବର୍ତ୍ତୀ phase ଦେଇଥାନ୍ତେ କିନ୍ତୁ ସେମିତି ନକରି ସ୍ତଗିତ ରଖିଦେଲେ ତେଣୁ ଇଏ ସୁଭଦ୍ରା ଟଙ୍କା ନ ଦବାର ପ୍ଲାନ୍

    • @PrabhatnayakNayak-h7s
      @PrabhatnayakNayak-h7s หลายเดือนก่อน +5

      ମୁ ମିସସ ପ୍ରଭାତୀ ମାଡାମ ଙ୍କୁ ଅନୁଋଧୁ କରୁଛି ସରକାର ଆସିବାର ୬ ମାସ ହେଲାଣି ଖାଲି ଯେବେବି ଦେଖିବ ଖାଲି ଶୁଭଦ୍ର ମିସସ ଙ୍କୁ କଣ ଆଉ କିଛି ଦେଶରେ ଭଲ ମନ୍ଦ ମୁଣ୍ଡରେ ପଶୁନାହିଁ

    • @skumar7960
      @skumar7960 หลายเดือนก่อน

      ଭୋଟ ପୂର୍ବରୁ କହିଲେ ଓଡିଶାର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ, କିନ୍ତୁ ଏବେ ଠକିବାକୁ ବାହାନା ଖୋଜୁ ଛନ୍ତି, ଏଥିରୁ ଜଣାପଡିଲା ନୋଟ ଦେଖେଇ ଭୋଟ ନେଇ ଛନ୍ତି ସରକାର୍

    • @Cuteshortsvideos0
      @Cuteshortsvideos0 หลายเดือนก่อน

      👍👍👍

    • @sandhyaranisahoo1315
      @sandhyaranisahoo1315 หลายเดือนก่อน +1

      Right amane naa dabara gute planning karuchhanti chi

  • @raghunathguiya2586
    @raghunathguiya2586 หลายเดือนก่อน +18

    ଶୁଭଦ୍ରା ନାଁ ରେ new ବିଜେପି ସରକାର ଓଡ଼ିଶାର ଲୋକ ଙ୍କୁ ଭୁଆଁ ବୁଲାଉଛନ୍ତି 100%😭😭😭😭😭😭🙏🙏❤️❤️

  • @rjsgvlogs78
    @rjsgvlogs78 หลายเดือนก่อน +57

    ନୂଆ ସରକାର ଯେତେ କାମ ନାହିଁ ସେତେ ଅସୁବିଧା ହଇରାଣ ହେଉଛନ୍ତି ଲୋକେ

    • @MariaDuburuka
      @MariaDuburuka หลายเดือนก่อน +3

      ହ medam ଙ୍କର ration card ନାହିଁ ବଧେ ସେଇଥି ପାଇଁ ଆମକୁ ଦେଉନାହାନ୍ତି

  • @KaliaSahoo-rw5fb
    @KaliaSahoo-rw5fb หลายเดือนก่อน +30

    ପ୍ରଭାତୀ ପରିଡ଼ା ନିଜେ ସୁଭଦ୍ରା ଟଙ୍କା ପାଇନାହାନ୍ତି

    • @MariaDuburuka
      @MariaDuburuka หลายเดือนก่อน

      😂😂😂😂😂😅

    • @YumyeeGirls24
      @YumyeeGirls24 หลายเดือนก่อน +1

      😂😂😂😂😂😂thik kahilo aeta ago janch kara jau turant😅

  • @kedarkumarrout1198
    @kedarkumarrout1198 หลายเดือนก่อน +34

    ଆଉ ଯେତିକି ମହିଳା ସୁଭଦ୍ରା ଟଙ୍କା ପାଇନାହାନ୍ତି ଅପକ୍ଷା କରନ୍ତୁ
    ଆଳୁ 100, ଖାଇବା ତେଲ 200, ଡାଲି 220 ହେଲା ପରେ ସେଥିରୁ ଯୋଉ ରାଜକୋଷ ମିଳିବ ତାପରେ ସୁଭଦ୍ରା ଟଙ୍କା ମିଳିବ 😄😄

  • @raghunathguiya2586
    @raghunathguiya2586 หลายเดือนก่อน +9

    ଏହି ସୁଭଦ୍ରା ଯୋଜନା ବନ୍ଦ କରନ୍ତୁ 🙏🙏🙏🙏🙏

  • @debashishvlogs7244
    @debashishvlogs7244 หลายเดือนก่อน +29

    ଏ ସବୁ ନୂଆ ଅଭିନୟ ବାହାରିଲା ନ ଦେବ ଯଦି ନ ଦିଅ ଏତେ ଅଭିନୟ କାହଁକି

  • @padubhatraofficial5893
    @padubhatraofficial5893 หลายเดือนก่อน +5

    ରିଜେକ୍ଟ ବାଲାମାନେ ମନ ଦୁଃଖରେ ଅଛନ୍ତି, ସରକାର ବାକି ମହିଳାମାନଙ୍କୁ ଜମି ପମି ଦେଖା ବାହାନା କଲେଣି ,ଏଇଟା ବାକି ମହିଳାମାନଙ୍କର ଅଭିଶାପ ନିଶ୍ଚୟ ପଡ଼ିବ, ରିଜେକ୍ଟ ଲିଷ୍ଟରେ ଥିବା ମହିଳାମାନେ ଅଶାନ୍ତି , ଅଛନ୍ତି।।

  • @raghunathguiya2586
    @raghunathguiya2586 หลายเดือนก่อน +2

    ମିଛୁଆ ma'am 🙏🙏🙏🙏🙏🙏🙏🙏🙏

  • @JayantiKandi-p7w
    @JayantiKandi-p7w หลายเดือนก่อน +22

    ଆମ ଗାଁରେ ଯଉ ମାନଙ୍କର ଟ୍ରାକ୍ଟର ଅଛି ସେଇମାନେ ସୁଭଦ୍ର ଟଙ୍କା ପାଇଛନ୍ତି ଜଉମାନେ ଲକ୍ଷେ ଟଙ୍କା ପାଉଛି ଦରମା ଯଉଁମାନକଂର ଦଶ ବାର ଏକର ଜମି ଅଛି ସେଇ ମାନେ ସୁଭଦ୍ରା ଟଙ୍କା ପାଇଛନ୍ତି ଆମର କିଛି ନଥାଇକି ଆମେ ପାଇନୁ

    • @bhabanibhue4885
      @bhabanibhue4885 หลายเดือนก่อน +2

      ସତ୍ କଥା ଆମର ଗାଁ ଏମିତି ହୋଇଛି

    • @sudhakaravdoentertainments7971
      @sudhakaravdoentertainments7971 หลายเดือนก่อน +2

      Amara sehi abastha

    • @birendrasahu8282
      @birendrasahu8282 หลายเดือนก่อน

      ଭୋଟର ହଉଛ ମୂର୍ଖ.
      ଶିକ୍ଷିତ ନେତା ହେଲେ ଏ ସବୁ ହୋଇନ ଥାନ୍ତା.
      ଚାକିରୀ ପାଇଁ ପାଠ ଦରକାର କିନ୍ତୁ ଯିଏ ରାଜ୍ୟ ଚଲାଇବ ତାର କଣ ପାଠ ଦରକାର ନୁଁହଁ.
      ଓଡ଼ିଆ ଙ୍କର ଭାଇ ଗୋଡ଼ ଟଣା ନୀତି ପାଇଁ ଆମେ ଆଜି ପଛରେ. ଗୁଜିରାଟୀ ଆଗରେ.
      ଜାଗୋ ଓଡିଶା ବାସି ଜାଗୋ.
      ଲୋକ ଙ୍କୁ ଜଗିବା ବଦଳ ରେ ନେତା ଙ୍କୁ ଜଗ.
      ଆମେ ଯଦି 5000ପାଇଲେ ନେତା 5କୋଟି ମରିଲାଣି.
      କାହା କୁ ଜଗିଲେ ଲାଭ କୁହ.

    • @narendramahanta639
      @narendramahanta639 หลายเดือนก่อน

      Amo gan re bi seam bhai 2 mahala ghora au innova4 ta trakter 2 ta pawer tiler 2 ta taku milichi

  • @mahimavastuseva
    @mahimavastuseva หลายเดือนก่อน +1

    ଏହିଥର ବେଶୀ ଡେରି ହୋଇଗଲା ମାସରେ ଥରେ ଆଇନ ବଦଳିବା ଦରକାର. ନହେଲେ ତୋତେ ଭୁଲିଯିବେ. ଭଲ ପାଇବେ ନାହିଁ. ମାସରେ ଥରେ ଜନ ସେବା କେନ୍ଦ୍ରକୁ ଯାଆନ୍ତୁ.. ଜନସେବା କେନ୍ଦ୍ରରୁ ଅଧିକ କମିଶନି ମିଳିବ
    ଧନ୍ୟ ଭଲ ଜହର ପାର୍ଟି ( bjp)

  • @Arpit_ay
    @Arpit_ay หลายเดือนก่อน +11

    ନ ଦବ ତ ନାଇ କହୁନ ବୁଲେଇବଙ୍କେଇ କଥା କାହିଁ କହୁଚ ଲୋକ kn ତମ ଘରେ ପଶିକି ଆଣୁ ଥିଲେ ମୋଦି କହିଛି 50,000ସମସ୍ତଙ୍କୁ ଦବା ଭେଦ ଭାବ କାଇଁ କହୁଚ

  • @RabiBabu-singer
    @RabiBabu-singer หลายเดือนก่อน

    ସରକାର ବିଚାରକରି ଦେବା ଦରକାର❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @OdiaGapo-d1f
    @OdiaGapo-d1f หลายเดือนก่อน +4

    ଟିକେ '' ଭତା'' କଥା ସରକାରଙ୍କୁ କୁହନ୍ତୁ I ଜେଜେ ବାପା, ଜେଜେ ମା ,, ହନ୍ତସନ୍ତ ହେଲେଣି i

  • @dillipkumarbehera3220
    @dillipkumarbehera3220 หลายเดือนก่อน +13

    ଲୋକଙ୍କ ସରକାର ତେଣୁ ଲୋକ ଖାଲି ବ୍ୟାଙ୍କ ଆଉ ଜନସେବା କେନ୍ଦ୍ର ଗହଳି କରନ୍ତୁ

  • @ajaypradhan1428
    @ajaypradhan1428 หลายเดือนก่อน +9

    Mo bala yojana

  • @ManojBeher-ic3ys
    @ManojBeher-ic3ys หลายเดือนก่อน +1

    Samastanku subhadra joyana dele odisha re BJP Sabu Dina rahiba ❤ Jay kisan

  • @SubodhaChandraMahalik
    @SubodhaChandraMahalik หลายเดือนก่อน

    ଆରମ୍ବରୁ ଆପଣ ଯାଞ କଲେ ନାହିଁ କ'ଣ ପାଇଁ ଏହି ଭୂଲ୍ ଆପଣ କରିଛନ୍ତି ,ଆପଣଙ୍କ ଦଳିୟ ଏବଂ ଆଗ ଧାଡିରେ ଲୋକଙ୍କୁ ସୁଭଦ୍ରା ଟଙ୍କା ଦେଇଛନ୍ତି ପରେ ଯେଉଁମାନେ ରହିଲେ ସେମାନଙ୍କ ପାଇଁ ଯାଞ କରୁଛନ୍ତି, ସୁଭଦ୍ରା ଟଙ୍କା ନ ଦେବାପାଇଁ ଏହା ଏକ ବାହାନା କରୁଛନ୍ତି , ଆପଣଙ୍କ ସରକାର ଟଙ୍କା ନାହିଁ ଲୋନ କଲେ ଟଙ୍କା ଦେବେ ଏହି କଥା ସିଧା କୁହନ୍ତୁ ବୁଲାଇ କଙ୍କାଇ କହୁଛନ୍ତି, ବାର୍ଦ୍ଧକ୍ୟ, ବିକଳାଙ୍ଗ, ଭିନ୍ନକ୍ଷମ ଏବଂ ବିଧବାଙ୍କୁ ନୁଆ ଭତା ଆବେଦନ କରିଛନ୍ତି କିନ୍ତୁ ସେମାନଙ୍କୁ ନୁଆ ଭତା ବି ଦେଉନାହାନ୍ତି ଓଡ଼ିଶା ସରକାର, ନୁଆ ଆବାସ ଯୋଜନାରେ ଘର ବି ଦେଉନାହାନ୍ତି,୩୦୦ ୟୁନିଟ୍ ମାଗଣାରେ ବିଦ୍ୟୁତ୍ ସଂଯୋଗ କରୁନାହାଁନ୍ତି , ଓଡ଼ିଶା ଚାଷୀଙ୍କୁ ମଗଣା ବିଜୁଳି ସହିତ ବୁରିଙ୍ଗି ବ୍ୟବସ୍ଥା ସହିତ ମାଗଣାରେ ବିଦ୍ୟୁତ୍ ସଂଯୋଗ କରି ଜଳସେଚନ ବ୍ୟବସ୍ଥା କରୁନାହାଁନ୍ତି ସରକାର, ଓଡ଼ିଶାର ଯେଉଁମାନେ ଋଷିଆ ବା ପାଚିକା ମାନଙ୍କର ମାସିକ ଦରମା ୧୬୦୦୦ ଟଙ୍କା ଦିଅନ୍ତୁ କଠିନ ପରିଶ୍ରମ କରୁଛନ୍ତି,କାରଣ ସେମାନେ ଗରିବ ଶ୍ରେଣୀର ଲୋକେ,ବିସେସ କରି ସେମାନେ ବିଧବା ଏବଂ ସ୍ବାମୀ ପରିତ୍ୟକ୍ତ ସେମାନଙ୍କୁ ଦରମା ସହିତ ସ୍ତାଇ ନିଯୁକ୍ତି ଦିଅନ୍ତୁ, ଓଡ଼ିଶାର ଯେଉଁମାନେ ବେକାରୀ ଅଛନ୍ତି ସେମାନଙ୍କୁ ନିଯୁକ୍ତି ଦିଅନ୍ତୁ ଏବଂ ଭତା ମଧ୍ୟ ଦିଅନ୍ତୁ ଏବଂ ବିନା ସୁଧରେ ଲୋନ ଦିଅନ୍ତୁ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ,, ଗରିବ ଶ୍ରେଣୀର ଛାତ୍ର ଏବଂ ଛାତ୍ରୀଙ୍କୁ ଏମିତି କି ଯେଉଁ ପିଲା ମାନେ ଘରେ ଖାଇବାକୁ ନ ପାଇ ଅଧାରୁ ପାଠ ଛାଡୁଛନ୍ତି ସେମାନଙ୍କ ପାଇଁ ନୂଆ ଯୋଜନା କରି ଖାଇବାକୁ ଦେଇ ଏବଂ ରହିବାକୁ ଦେଇ ପାଠ ପଢ଼ିବାର ସୁଯୋଗ ଦିଅନ୍ତୁ, ମାଗଣାରେ ସୋଲାର ପ୍ୟାନେଲ ପ୍ରଦାନ କରନ୍ତୁ,

  • @Fishing-Cooking
    @Fishing-Cooking หลายเดือนก่อน +4

    ମିଛ ମିଛ,

  • @nareshbehera9227
    @nareshbehera9227 หลายเดือนก่อน +3

    ସମସ୍ତଙ୍କୁ ଟଙ୍କା ଦେବାର ତମର ଅକାତ ନାହିଁ ସେମିତି ପାଇଁ ଏତେ ନାଟ କରୁଛନ୍ତି ଆମର ଏଯାଏ ଟଙ୍କା ପଡିନି ମୁଁ ସିଡିପିଅ ସାର୍ ଙ୍କ ପାଖକୁ ଯାଇଥିଲି ସିଡିପିଅ ସାର୍ କହିଲେ ସବୁ ଠିକ ଅଛି ହେଲେ ଟଙ୍କା କାହିଁକି ପଡୁନି ତମ ପାଖରେ ଟଙ୍କା ନାହିଁ ବୋଲି ବାହାନା କରୁଛ

  • @jhilidas8760
    @jhilidas8760 หลายเดือนก่อน

    ଖାଲି ଲୋକମାନଙ୍କୁ ହଇରାଣ କରୁଛନ୍ତି ସାରକାର, ଦେବାର ନାଇଁ ବନ୍ଦ କର, ସବୁମିଛି, ଖାଲି ଦଉଡାଉଛନ୍ତି ବ୍ୟାଙ୍କ, ଜନସେବାକେନ୍ଦ୍ର, ପୋଚାୟତା, ଏଠିକି hetiki ଯାଇଯାଇ ଗାଡିଭଡା ଦେଇ ଦେଇ ଥକିଗଲେଣି, 5000ଟଙ୍କା ପାଇବେବୋଲି ଏତେ ପରିଶ୍ରମ, ଆଉ ହେବନି 🙏🙏🙏

  • @sumitramarandi5085
    @sumitramarandi5085 หลายเดือนก่อน +3

    ମୋର ସବୁ ସରିଛି ସବୁ ଠିକ୍ ବି ଅଛି ହେଲେ ବି ପଇସା ଦେଇନାହାନ୍ତି ଆଊ ବାରମ୍ବାର ଫୋନ୍ କରୁଛନ୍ତି ଆଊ ଏବେ କହୁଛନ୍ତି ସ୍ତଗିତ ରଖିଛନ୍ତି ପଇସା ଦେବେନି ଆଊ ଥରେ ମୋତେ ଫୋନ୍ କରନ୍ତୁ ଭଲ କି ସୋଦିବି

  • @biswanathsitha5142
    @biswanathsitha5142 หลายเดือนก่อน +2

    ବଂଗାଳୀ ମାନଙ୍କୁ ସୁଭଦ୍ରା ଟଙ୍କା ଦିଆ ନ ଯାଉ ।

  • @Tripoti3
    @Tripoti3 หลายเดือนก่อน

    ଏ ପର୍ଯ୍ୟନ୍ତ ଅଧା ରୁ ଅଧା ନାରୀ ମାନଙ୍କୁ ମିଳିନାହିଁ

  • @deepakbehera1522
    @deepakbehera1522 หลายเดือนก่อน

    Tama subhadra tama pakhare rakha 🙏🏻🙏🏻🙏🏻

  • @bijaymohanty756
    @bijaymohanty756 หลายเดือนก่อน +1

    ଆଛା ମାଡ୍ୟମ ଆପଣ ଆଗରୁ ଏହି ନିୟମ କାହିଁକି ଲାଗୁକରିନଥିଲେ। ଆପଣଙ୍କ ସରକାର କେତେଵେଳେ କଣ କହୁଛନ୍ତି ତାହା ଦୟାକରି ଅନୁଧ୍ୟାନ କରନ୍ତୁ । ସୁନାମ ନେବାକୁ ତରତର ହୋଇ ଏଭଳି ନିଷ୍ପତ୍ତି ନିଅନ୍ତୁ ନାହିଁ ।

  • @subodhchandrasoren6782
    @subodhchandrasoren6782 หลายเดือนก่อน

    ଯୋଗ୍ୟ ମନ୍ତ୍ରୀ ନୁହଁ ଆପଣ

  • @keshabdas9131
    @keshabdas9131 หลายเดือนก่อน +1

    ମତେ ମିଳିନି ସୁଭଦ୍ରା ଟଙ୍କା

  • @manojkudada4486
    @manojkudada4486 หลายเดือนก่อน

    ❤❤❤❤❤ଆଲ 5 ଏକର ଯୋମି ଥିବା ଲୋକକୁ ନୋ ମିଳିବା ଦରକାର ଜୟୁଗୁରୁ

  • @swagatikasatpathy3292
    @swagatikasatpathy3292 หลายเดือนก่อน +2

    Jara under process achi miliba ki nai

  • @simanchalsobora
    @simanchalsobora หลายเดือนก่อน

    ଏତେ ହଇରାଣ କରୁଛ କାଇଁକି.. ଦେବାକୁ ଇଚ୍ଛା ଅଛି ଦିଅ ନ ହେଲେ ନାଇଁ କହିଦିଅ

  • @saumitriprasadpanda1594
    @saumitriprasadpanda1594 หลายเดือนก่อน +8

    Block kana paein jibu.kana paein optout option anithila

  • @suryakanta9827
    @suryakanta9827 หลายเดือนก่อน

    ଆଗରୁ ଏ ସବୁ ନିୟମ ନଥିଲା ଏବେ ନୂଆ ନୂଆ ଡ୍ରାମା କଣ ପାଇଁ

  • @Sidheswar80
    @Sidheswar80 หลายเดือนก่อน +1

    Gote kisti dei thali muni sukhi galani ebe bhoka bikalare tatia kamudile kana heba 😮

  • @Newgarments
    @Newgarments หลายเดือนก่อน

    Ame subhadra paichu.
    Jay mohan: jay modi_yogi

  • @simrands2626
    @simrands2626 หลายเดือนก่อน +1

    Bina otp kana karibu

  • @DipunaNayak-v2y
    @DipunaNayak-v2y หลายเดือนก่อน +4

    September months re applye karichhi hele Mora sabu right hele underprosece kan pai?

  • @manikandeyang5942
    @manikandeyang5942 หลายเดือนก่อน

    Au jahaku subhadra milini sei posa ku mohan majhi au Narendra mosiku dia jau

  • @deepaksing5289
    @deepaksing5289 หลายเดือนก่อน +3

    Sei jinsa taa starting ru karibar thila taa pare jaai money transfer kari thanta abe adha mahila ku paisa dei sarila pare abe a sabu kamo kan payn

  • @JitendraDalei-n6u
    @JitendraDalei-n6u หลายเดือนก่อน +1

    ନୂଆ ଫର୍ମ ପକେଇବା ବନ୍ଦ ହେଇଯାଇଛି ଯେଉଁ ମାନେ ଫର୍ମ ପକେଇ ନାହାନ୍ତି ସେମାନେ କେବେ ପକେଇବେ

  • @freedomfrompainandhospital9254
    @freedomfrompainandhospital9254 หลายเดือนก่อน

    ୟେ କିଏ 😂😂😂ମୋତିଭ୍ରଷ୍ଟ ବିଜେପି 😂😂😂😂ଏଗୁଡିକ ଛାଡ଼ ହେ... ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅ...
    କଣ କରିଛ 6ମାସରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ 🤔🤔🤔🤔🤔

  • @NiranjanMohanty-w5g
    @NiranjanMohanty-w5g หลายเดือนก่อน

    ଆଲୋଚନା କାହା ସହିତ କରିବେ ମୂର୍ଖ ମନ୍ତ୍ରୀ ତ ବାହାରେ ବୁଲି ଫଟୋ ଉଠାଉଛନ୍ତି ମୂର୍ଖମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଟ ବନ୍ଦ କାହା ସହ ଆଲୋଚନା କି ହୋ ଉପମୂର୍ଖମନ୍ତ୍ରୀ

  • @binodnaik8626
    @binodnaik8626 หลายเดือนก่อน

    Nua sarkar re dhani aahuri dhani heba gariba gariba rahiba

  • @prasantabarik1821
    @prasantabarik1821 หลายเดือนก่อน

  • @JayantiKandi-p7w
    @JayantiKandi-p7w หลายเดือนก่อน

    ମର ପାଞ୍ଚ ଏକର ଜମିକୁ ନେଇ ରିଜେକ୍ଟ କରାଯାଇଛି 😭😭😭ମର କିନ୍ତୁ ନାହିଁ 🙏🙏🙏😭😭😭😭😭😭😭😭ମୁ ଦିନ ମଜୁରିଆ

  • @satchidanandaacharya7119
    @satchidanandaacharya7119 หลายเดือนก่อน

    ସୁଭଦ୍ରା ରେ ଯୋଗ୍ୟ ହିତାଧିକାରୀ ପାଉନାହାନ୍ତି ଟଙ୍କା,, ଆପଣ ଠିକ୍ କରି ଟଙ୍କା ଦିଅନ୍ତୁ,, ନପାଇଲେ ନିହାତି ମନ ରେ କଷ୍ଟ ହେବା,,

  • @BhagirathiMarndi-z4d
    @BhagirathiMarndi-z4d หลายเดือนก่อน

    ଚାଲାକିଆ କଥା, ଯଦି ନ ଦେଇପାରିଵ ଆଗରୁ ଢିଣ୍ଡୁରା ପିଟୁଥିଲ କାହି଼କି?

  • @NaliniMeher-f6t
    @NaliniMeher-f6t หลายเดือนก่อน

    .ଆ.ଆ....ଆ...ମୁରାସନ କାଡ ଏତେ କରିବାକୁ ଚାହୁଛି
    ମୁର। ସବ୍
    ମୁରରାସନ଼-କାଡ ନାହିଁ ମୋର ରାସନ କାଡ.ଗୋଟେ ଦରକାର

  • @satyatripathy-k2t
    @satyatripathy-k2t หลายเดือนก่อน

    ବ୍ଲକ ରେ କାହାକୁ ଜଣାଇବୁ CDPO
    କିଛି
    ଚିଠି ଆସିନାହିଁ ବଳି କହୁଛନ୍ତି

  • @bapinabehera8510
    @bapinabehera8510 หลายเดือนก่อน +2

    Opt out heichi ta kemiti samadhan heba

  • @Gobindasahoo-e7z
    @Gobindasahoo-e7z หลายเดือนก่อน

    Moro OTP re heitilla otp ke biometric korila pore be under process dekhuchi

  • @Newgarments
    @Newgarments หลายเดือนก่อน

    Next p.m ● jogi A. Nath

  • @sakuntalahembram1614
    @sakuntalahembram1614 หลายเดือนก่อน

    Good morning Madam/sir jou mane +3 koru6nti tanko ro jodi 21 years above thibo kn semanku Subhadra yojana money paibeki nai

  • @SaritaMohakud
    @SaritaMohakud หลายเดือนก่อน +2

    ଆପଣଙ୍କ ଏନକାରୀ ସରୁନାହାହିଁ 😵‍💫

  • @ManojKumar-pq7oq
    @ManojKumar-pq7oq หลายเดือนก่อน

    Biometric e kyc heichhi aasini bujhila Jaldi chhada Na hele Nia jaliba

  • @preetirekhaswain9263
    @preetirekhaswain9263 หลายเดือนก่อน

    Subhadra subhadra hei hei tumar 5 years katijiba kichhi kariparibani

  • @amitavjena5696
    @amitavjena5696 หลายเดือนก่อน +1

    Veryfication ଅଫିସର ଯେଉଁ କଲେ ସେ କଣ

  • @ramapanda6817
    @ramapanda6817 หลายเดือนก่อน +1

    Why government change everytime rules and regulations.

  • @RJ.ART.1
    @RJ.ART.1 13 วันที่ผ่านมา

    Thaka sarkar

  • @tbz22Ali
    @tbz22Ali หลายเดือนก่อน

    silent on 300Unit electricity and now this...

  • @rz378
    @rz378 หลายเดือนก่อน

    September 13 tarikh ka apply Kori ki 17 pemet kari parilo ebe kono hehuchi.
    Khali loko golo golo bulawcho.

  • @OmmprakashRoutray-bw1jq
    @OmmprakashRoutray-bw1jq หลายเดือนก่อน

    ସମସ୍ତେ ଓଢିଶାବାସୀ ଯାଣତି ତୁମେକଣକରିବ

  • @bhojarajnaik777
    @bhojarajnaik777 หลายเดือนก่อน

    Ama ghara ku asa 5 akar jami janch pai.

  • @DhirendraKumarmahato-bt6no
    @DhirendraKumarmahato-bt6no 19 วันที่ผ่านมา

    Odisha me to Barbil me mila nhi h🙏🙏

  • @swagatikasatpathy3292
    @swagatikasatpathy3292 หลายเดือนก่อน

    Mo chua ra deha kharap thibaru mu gaon jaeparuni varification paen.kan karibi.kichi solutions achiki ..mu request karuchi government ku ki jea jae naparuchi ta paen kichi byabasta karajau

  • @bandanapujari3337
    @bandanapujari3337 หลายเดือนก่อน

    Mor ta OTP ki biometric kichi bi heini

  • @sonammohanty4937
    @sonammohanty4937 หลายเดือนก่อน

    Mora ta sabu thik achi kintu under process

  • @lilygarden.456
    @lilygarden.456 หลายเดือนก่อน

    Prathama parjya re jo subhadra dele semankara vearyfication heitnathilata ghare ghare buli

  • @ramakantapanda9709
    @ramakantapanda9709 หลายเดือนก่อน

    Kebe milliba subhadra tanka

  • @swagatikasatpathy3292
    @swagatikasatpathy3292 หลายเดือนก่อน

    Mora b milini....name SWagatika Satapathy

  • @aapkibeti5054
    @aapkibeti5054 หลายเดือนก่อน

    Do the same during election

  • @satyatripathy-k2t
    @satyatripathy-k2t หลายเดือนก่อน

    ଏବେ କିଛି କହି ପାରିବୁ ନାହିଁ

  • @RINKYBEHERA-ol2iz
    @RINKYBEHERA-ol2iz หลายเดือนก่อน

    Mu ta Bank 10 thara galini sabu thik achhi hele subhadra tanka asilani😢😢😢

  • @Fishing-Cooking
    @Fishing-Cooking หลายเดือนก่อน

    ବହୁତ ଲୋକର biometric ହେଇକି ପାଉନି, ପୁଣି ପେଟ୍ରୋଲ ଦର ବଢେଇବା ପରେଦେବେ

  • @SiriNaik-h6t
    @SiriNaik-h6t หลายเดือนก่อน

    Ghar ghar en enquiry Karun

  • @jay-Jagannath448
    @jay-Jagannath448 หลายเดือนก่อน

    Ate roll kn je

  • @bishnu.priyakanungo6188
    @bishnu.priyakanungo6188 หลายเดือนก่อน +1

    Au vote milibani

  • @badalact5506
    @badalact5506 หลายเดือนก่อน

    Kebe ration card bisayare kahibeni ...media vi pachri nahanti....

  • @NagabhusanNagu
    @NagabhusanNagu หลายเดือนก่อน

    Radhika Sabar subhadra tonka ashini

  • @bhojarajnaik777
    @bhojarajnaik777 หลายเดือนก่อน

    Block re kahaku janai bi kahile sir

  • @jagabandhudakua9364
    @jagabandhudakua9364 หลายเดือนก่อน

    Out put bisayare tike kuhantu mam

  • @REENUSWAIN
    @REENUSWAIN หลายเดือนก่อน

    Bhai Mora opt out heijaichi plzz help me

  • @NagabhusanNagu
    @NagabhusanNagu หลายเดือนก่อน

    JIBITA sabar subhadra tonka ashini

  • @amitavjena5696
    @amitavjena5696 หลายเดือนก่อน +1

    Biometric ହେଲା good. କିନ୍ତୁ ଭେରିଫିକେସନ ରେ biometric କାଇଁ କଲେନି. ଆଉ 80ଲକ୍ଷ୍ୟ biometric ହେଇଛି କି

  • @sarbeswarmohanta2032
    @sarbeswarmohanta2032 หลายเดือนก่อน

    Block re to application neu nahanti kohuchonti uparu order no aasila parjyañta aaame kichi kori pariba nahi kohu chonti

  • @deepikamohapatra4241
    @deepikamohapatra4241 หลายเดือนก่อน +1

    Jeoun mane form pakeiki odisha bahare achhanti kn karibe

  • @Karannn___621
    @Karannn___621 หลายเดือนก่อน

    Barcelona 5:00 BJP Sarkar bichhuaa Sarkar

  • @LatikaLenka-i5l
    @LatikaLenka-i5l หลายเดือนก่อน

    Please kuhantu rastion card nahi tanka miliba ta

  • @bibudhachandrabehera2538
    @bibudhachandrabehera2538 หลายเดือนก่อน

    Bala debana

  • @Aziza_Khan04
    @Aziza_Khan04 หลายเดือนก่อน +2

    Prathame ru finger print kahiki karile nahi aau opt out option dele hi kana pain aau kana pain dbt kyc ra sabu kahile nahi gotiye account gotiye number aagaru kahile nahi kana pain rasan card na thile paisa miliba nahi boli madhya kana pain agaru kahile nahi ye mane paisa na debar natak karu chanti 5 barsa re 500 thara guideline change heu thiba system ye mankara thik nai

  • @sarmilamohanty2467
    @sarmilamohanty2467 หลายเดือนก่อน

    Ama 58 ward CTC ku inquiry kebe aasiba ?

  • @LatikaLenka-i5l
    @LatikaLenka-i5l หลายเดือนก่อน

    Sir mora complete achhi biometric achhi aau rastion card nahi buli under process dekhauchi mo ekyc karisarichi

  • @ranjansahu4661
    @ranjansahu4661 หลายเดือนก่อน

    Nabin is best

  • @itishreepriyadarshinibhadr8572
    @itishreepriyadarshinibhadr8572 หลายเดือนก่อน

    ବ୍ଲକ ରେ କେହି ଶୁଣୁନାହାନ୍ତି

  • @BinatiPradhan-l4h
    @BinatiPradhan-l4h หลายเดือนก่อน

    Opt out sltion କରନ୍ତୁ

  • @user-mamuni345
    @user-mamuni345 หลายเดือนก่อน

    25re milibani😢

  • @minakshipatra3917
    @minakshipatra3917 หลายเดือนก่อน

    Madam, jeou mahila income tax deyouchhanti seymaney paie beyni, sabu mahila paie ba uchit