ରବି ଶତପଥି ଙ୍କ ଘରେ କୋଣାର୍କ ବିଶ୍ୱ ଦରବାର କଳାକାର ବାପି ପଣ୍ଡା ବୁଦ୍ଧି ଆନା ଙ୍କ ସହ କିଛି // rabi satapathy

แชร์
ฝัง
  • เผยแพร่เมื่อ 4 ก.พ. 2025

ความคิดเห็น • 242

  • @bhagirathimalik3367
    @bhagirathimalik3367 ปีที่แล้ว +3

    ଜୟ ଜଗନ୍ନାଥ ଠାକୁରେ ରବି ନନାଙ୍କୁ ଆରୋଗ୍ୟ କରିଦିଅନ୍ତୁ,,

  • @subhaspadhiary7101
    @subhaspadhiary7101 ปีที่แล้ว +16

    ନାନାଙ୍କ ଭଳି ଯାତ୍ରା ହାସ୍ୟ ଅଭିନେତା ବିରଳ । ପ୍ରଭୁ ଜଗନ୍ନାଥ ନନାଙ୍କୁ ଶୀଘ୍ର ଆରୋଗ୍ୟ କରେଇଦିଅନ୍ତୁ ଏତିକି ପ୍ରାଥନା 🙏

  • @srikantaharichandan1464
    @srikantaharichandan1464 ปีที่แล้ว +3

    ଏଇ ଅବସ୍ଥାରେ ବି ଓଠ ରେ ଅମଳିନ ହସ। ସେ ମୋ ସବୁଠୁ ପ୍ରିୟ ହାସ୍ୟ ଅଭିନେତା। ସେ ସୁସ୍ଥ ରୁହନ୍ତୁ

  • @sarojkantapatra4021
    @sarojkantapatra4021 ปีที่แล้ว +1

    Rabi Nana samastanku Khushi deu thiba lokati ajidukhara atala garvare ...bhag ban apananku jaldi vala Kari diantu Jay jagannath..

  • @ମାନବପ୍ରେମୀହିମାଂଶୁ

    ନନାଙ୍କୁ ମୁଁ ଜନତା ଗଣନାଟ୍ୟ ରୁ ଜାଣିଚି
    ସେ ଜଣେ ସୁନ୍ଦର ମଣିଷ।
    ତାଙ୍କ ଅଭିନୟ ଅଲଗା
    ଆସୁ ଆରୋଗ୍ୟ କାମନା କରୁଚି🙏

  • @dr.pradeepkumarnayak1268
    @dr.pradeepkumarnayak1268 ปีที่แล้ว +3

    ପ୍ରଭୁ ଜଗନ୍ନାଥ ରବି ନନାଙ୍କୁ ଆରୋଗ୍ୟ କରିଦିଅନ୍ତୁ, ଏହି ପ୍ରାର୍ଥନା l ଜୟ ଜଗନ୍ନାଥ 🙏🏻

  • @rakeshbarik1289
    @rakeshbarik1289 ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ

  • @jitendraswain8078
    @jitendraswain8078 ปีที่แล้ว +1

    Jay jagannath mahapravu jaldi rabi nana ku valla karidiantu pravu

  • @lalitsha8889
    @lalitsha8889 ปีที่แล้ว +10

    ପ୍ରଭୁ ଜଗ୍ରନ୍ନାଥ ରବି ନନା ଙ୍କୁ ଆରୋଗ୍ୟ କରିଦିଅ 🙏🙏

  • @susantakumarnayak4474
    @susantakumarnayak4474 ปีที่แล้ว +7

    ବହୁତ ଦୁଃଖ ଲାଗୁଛି ରବି ନନା ଙ୍କୁ ଈଶ୍ୱର କାହିଁ ଏତେବଡ଼ ଦୁଃଖ ଦେଲେ ଯାତ୍ରା ଦୁନିଆର ମୁକୁଟ ବିହୀନ ହାସ୍ୟ ସମ୍ରାଟ ଙ୍କୁ ଈଶ୍ୱର ତୁରନ୍ତ ଆରୋଗ୍ୟ ଲାଭ କରାନ୍ତୁ 🙏🙏🙏ଜୟ ଜଗନ୍ନାଥ

  • @sldipakproduction3028
    @sldipakproduction3028 ปีที่แล้ว

    ହେ ପ୍ରଭୁ 🙏🙏ତୁମକୁ ମୋ ତରଫରୁ ଏତିକି ଗୁହାରି 🙏 ଓଡ଼ିଆ ଯାତ୍ରାଜଗତର କମେଡି କିଙ୍ଗ ରବି ସଥପଥି ସାର ଙ୍କୁ ସୁସ୍ଥ କରି ଫୁଣି ଯାତ୍ରା ଜଗତକୁ ଫେରେଇଆଣନ୍ତୁ 🙏🙏

  • @abhayakumarlenka9153
    @abhayakumarlenka9153 ปีที่แล้ว +1

    bahuta dukha lagila rabi satpathi bhainku dekhiki ae abastare sesa muhurtare manisa banchibapain bahuta echha karithaye . Kalia thakura bichara karibe hasauthiba lokatiku puni bhala heiki haseibaku sujogdebe mora atiki prathana🙏

  • @tanmaypatra2309
    @tanmaypatra2309 ปีที่แล้ว +1

    ବହୁତ ଦୁଃଖ ଲାଗୁଛି ରାତ୍ରି ରାତ୍ରି ଧରି ମଞ୍ଚରେ ସମସ୍ତ ଙ୍କୁ ହସାଉଥିବା ଲୋକଟି ଆଜି ରୋଗ ଜଳାଶୟ ଆଗରେ ହାର୍ ମାନି ଜୀବନ ସହିତ ସଙ୍ଗ୍ରାମ କରୁଛନ୍ତି | ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଏତିକି ନନା ଶିଘ୍ର ଆରୋଗ୍ୟ ହୋଇ ଯାଆନ୍ତୁ |

  • @krishnaprasadrath
    @krishnaprasadrath ปีที่แล้ว +1

    Bahut uchchakotira hasyaavineta Ravi Satpathy.Tanku bhagwan shighra valakaridiantu 🙏 Jai Srikrishna 🙏

  • @kumudachandrasahoo8313
    @kumudachandrasahoo8313 4 หลายเดือนก่อน

    ରବି ନନା ଆପଣଙ୍କ ଅଭିନୟ ବହୁତ ଆଦରଣୀୟ l ଆପଣଙ୍କ ଅଭିନୟ ମୋତେ ବହୁତ ଭଲ ଲାଗେ l କିନ୍ତୁ ବର୍ତମାନ ଆପଣଙ୍କ ଅବସ୍ଥା ଦେଖି ବହୁତ ଦୁଃଖ
    ଲାଗୁଚି l ଜଗନ୍ନାଥଙ୍କୁ ପ୍ରାର୍ଥନା ଆପଣଙ୍କୁ
    ଶୀଘ୍ର ଆରୋଗ୍ୟ କରନ୍ତୁ l

  • @babunayak5819
    @babunayak5819 ปีที่แล้ว +1

    ବହୁତ ଦୁଃଖ ଲାଗୁଚି, ହେ ଭଗବାନ,

  • @dulamurmu3146
    @dulamurmu3146 ปีที่แล้ว +1

    Marang buru rabi bapa ku bhalo koribo ❤❤❤❤❤❤ johar johar

  • @prasannasakti93
    @prasannasakti93 ปีที่แล้ว +1

    🙏mahaprabhu tume rabinananka deha vala karidiantu 🙏

  • @satyabanjena8080
    @satyabanjena8080 ปีที่แล้ว +1

    ସମସ୍ତ ଯାତ୍ରା କଳାକାର ମାନଙ୍କୁ request ଆମିଷ ମଦ ଗଂଜେଇ ଠାରୁ ଦୁରେଇ ରୁହନ୍ତୁ ସୁସ୍ଥ ରୁହନ୍ତୁ

  • @meenaksheepanda1631
    @meenaksheepanda1631 ปีที่แล้ว +5

    ନାନଙ୍କୁ ଦେଖି ବଡ଼ ଦୁଃଖ ଲାଗିଲା। ଜଗନ୍ନାଥ ତାଙ୍କୁ ସୁସ୍ଥ କରିଦିଅନ୍ତୁ

  • @biswjitsahu2763
    @biswjitsahu2763 ปีที่แล้ว +2

    Rabi nana bhala heijantu mu eswar pakhare prathana kuruchi

  • @PrasantaSethi-u8i
    @PrasantaSethi-u8i ปีที่แล้ว

    Joy jagannath🙏🙏rabinananku sighra arogya Kari diantu

  • @alwayswithyou1960
    @alwayswithyou1960 ปีที่แล้ว

    ହେ ପ୍ରଭୁ ଜଗନ୍ନାଥ.... ସାହା ଭରଷା

  • @deepakjena5865
    @deepakjena5865 ปีที่แล้ว

    ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାଥନା ରବି ଭାଇଙ୍କ ଦେହ ଶୀଘ୍ର ଭଲ କରିଦିଅନ୍ତୁ 🙏🙏🙏🙏

  • @Z50creation
    @Z50creation ปีที่แล้ว +2

    Dekhiki bahut kasta lagu chhi bhai ai ta bhagya ra bidamana thakuranku dakiba chhada au kichi nahi jibanare kichi nahi bhai jay jagannath 🙏🙏🙏🙏

  • @RajendraKumar-tf9kg
    @RajendraKumar-tf9kg ปีที่แล้ว +2

    ବହୁତ ଦୁଖ ଲାଗୁଛି ହେ jaganath mahaprabhu ଶୀଘ୍ର ଆରୋଗ୍ୟ କରିଦିଅନ୍ତୁ ଏ ଭଳି କଳାକାରଙ୍କୁ ଶୀଘ୍ର ଭଲ କରିଦିଅନ୍ତୁ ହସ ଖୁସି କଳା କାର ଙ୍କୁ ମୁଁ ପ୍ରଣାମ କରୁଅଛି
    🙏🙏🙏

  • @JagamohanJena-l3p
    @JagamohanJena-l3p ปีที่แล้ว

    ହେ ମହାବାହୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ....

  • @DharmendraSatpathy
    @DharmendraSatpathy ปีที่แล้ว

    ଜୟ ଜଗନ୍ନାଥ, କ୍ରୀଷ୍ଣା ଭାଇ , ବାପି ନନା

  • @suryakantidora9225
    @suryakantidora9225 ปีที่แล้ว +2

    Rabi nana aau bapi sir ku dekhithili gauri ganantya re..bhari bhala manisa

  • @BrajendraKumarDalai
    @BrajendraKumarDalai ปีที่แล้ว

    ହେ ଜଗନ୍ନାଥ ରବି ନନାଙ୍କୁ ଶୀଘ୍ର ଭଲ କରି ଦିଅନ୍ତୁ। ସମସ୍ତଙ୍କୁ ହେଇ ପାରୁଥିବା ଲୋକଟିର ଦୁଃଖ ଦେଖି ହେଉ ନାହିଁ। ଜୟ ଜଗନ୍ନାଥ 🙏

  • @ranganatak9462
    @ranganatak9462 ปีที่แล้ว +1

    ଜଗନ୍ନାଥ ଙ୍କ କି ବିଚିତ୍ର ଲୀଳା
    ଧନ୍ୟ ପ୍ରଭୁତୁମେ , ଧନ୍ୟ ତୁମଲୀଳା

  • @SibaReddy-t8f
    @SibaReddy-t8f ปีที่แล้ว

    ହେ ପ୍ରଭୁ ନୁସିହ ଠାକୁର ଭଲ କରିଦିଅ

  • @rajeshpany8651
    @rajeshpany8651 ปีที่แล้ว +1

    ରବିନନା ଙ୍କ ଭଳି ପ୍ରତିଭା ମୋତେ ଲାଗୁନି ଆଉ ଓଡିଶା ରେ କେହି ବାହାରିବେନି.

  • @sibaprashad8272
    @sibaprashad8272 ปีที่แล้ว +3

    ଦିନେ ପେଣ୍ଡାଲ ରେ ହସଉ ଥିବା ଲୋକଟି ରୋଗ ଶଯ୍ୟାରେ ବୋହୁତ ଦୁଃଖ ଲାଗୁଛି ଜୟ ଜଗନ୍ନାଥ

  • @basudevmaharana6283
    @basudevmaharana6283 ปีที่แล้ว

    Jaganath mahaprabhu apanku jaldi arogya karidianu

  • @satyajitmohapatra4811
    @satyajitmohapatra4811 4 หลายเดือนก่อน

    ଭଗବାନ ତାଙ୍କର ଭଲ କରିଦିଅନ୍ତୁ

  • @sunildalai6796
    @sunildalai6796 ปีที่แล้ว +1

    ଜୟ ଜଗନ୍ନାଥ

  • @dakhilabagha8308
    @dakhilabagha8308 ปีที่แล้ว +1

    ଜୟ ଜଗନ୍ନାଥ.

  • @saradaprasad3696
    @saradaprasad3696 ปีที่แล้ว +1

    ମା ଶାରଳା ଭରସା ଫୁକୁନି

  • @basusonu5842
    @basusonu5842 ปีที่แล้ว

    He jagannath tumaku kati pranam nana ku bhala kari dia

  • @MarutiEntertainment5241
    @MarutiEntertainment5241 ปีที่แล้ว +1

    Krishna bhai namskar,mu jatra dekha arambha karithili Rabi nanaku dekhiki , Bhagwan jadi aemit karibe jatra dekhibaku icha hauni

  • @sunildalai6796
    @sunildalai6796 ปีที่แล้ว +2

    ଵହୁତ ଦୁଃଖ ଲାଗୁଚି ନନା ଙ୍କର ଏ ପରି ଅବସ୍ଥା ଦେଖି. ଭଗବାନ ତାଙ୍କୁ ଶୀଘ୍ର ଆରୋଗ୍ୟ କରିଦିଅନ୍ତୁ.

  • @gajendraprasad9635
    @gajendraprasad9635 ปีที่แล้ว +1

    ଭାଇ ସେଦିନ ର ଭିଡ଼ିଓ ଦେଖିଥିଲି ଆଉ ଏବେ ର ଭିଡ଼ିଓ ଦେଖୁଛି ବହୁତ ଦୁଃଖ ଲାଗୁଚି.. 😂

  • @MeriJungOneManArmy1
    @MeriJungOneManArmy1 4 หลายเดือนก่อน

    ଭଗବାନ ତୁମ ଆତ୍ମାକୁ ସ୍ଵର୍ଗରେ ସ୍ଥାନ ଦିଅନ୍ତୁ 🙏

  • @prasantakumarnepak7144
    @prasantakumarnepak7144 ปีที่แล้ว

    ଅତି ଶିଘ୍ର ଭଗବାନ ଭଲ କରନ୍ତୁ 🙏🙏🙏

  • @simanchalmohanty5849
    @simanchalmohanty5849 ปีที่แล้ว

    Jay jagannath bless you🙏🙏🙏🙏🙏🙏🙏🙏🙏🙏🙏 gurujii

  • @madanmohanparida3873
    @madanmohanparida3873 ปีที่แล้ว

    ସେ ମୋରଜଣେ ଅତିପ୍ରିଅ କଳାକାର। ପ୍ରଭୂ ଜଗନ୍ନାଥ ତାଙ୍କୁ ଅତିଶୀଘ୍ର ଆରୋଗ୍ଯ କରିଦିଅନ୍ତୁ

  • @ManojKumar-n6l8d
    @ManojKumar-n6l8d ปีที่แล้ว +1

    Jay jagannath maha provu

  • @ajaybhola9282
    @ajaybhola9282 ปีที่แล้ว

    Jay jagannatha rabi Nana ku bhala Kari Dia thakur

  • @jatraloversibun
    @jatraloversibun ปีที่แล้ว +1

    Jay Jagannath 🙏🙏🙏
    Bhai bahutu sad video rabinanka video bahutu dukha lagila video 😢😢😢😢😢🙏🙏 bhai

  • @sushantabehera9907
    @sushantabehera9907 ปีที่แล้ว +2

    ଜୟ ଜଗନ୍ନାଥ, ହେ ଭଗବାନ ରବିନନାଙ୍କୁ ଭଲ କରିଦିଅ

  • @subelalkurmi6497
    @subelalkurmi6497 ปีที่แล้ว

    Nana nku arogya karantu jagannath

  • @SibaReddy-t8f
    @SibaReddy-t8f ปีที่แล้ว

    ମୋ'ର ଫେବରାଇଡି କମେଡି ରବିଶତପଥୀ

  • @pravatkumarpanda9168
    @pravatkumarpanda9168 ปีที่แล้ว

    Bhala lagila dukha time re jatra team akhathi sahajog karuchanti jay Jagannath mahaprabhu jaldi tanku cure karantu great natural comedian

  • @bhagabanpradhan2951
    @bhagabanpradhan2951 ปีที่แล้ว +1

    The great krishna bhai I love you

  • @ajayakumarsahoo5118
    @ajayakumarsahoo5118 ปีที่แล้ว +1

    Jagannath Mahaprabhu Rabinananku Sustha karidiantu

  • @pabitraentertainment1982
    @pabitraentertainment1982 ปีที่แล้ว

    ଜୟ ଜଗନ୍ନାଥ ରବି ନନାଙ୍କୁ ଭଲ କରିଦିଅନ୍ତୁ ମହାପ୍ରଭୁ ତୁମକୁ ଶତକୋଟି ପ୍ରଣାମ।

  • @devdilwale6166
    @devdilwale6166 ปีที่แล้ว +7

    ଦିନେ ଅନ୍ୟ ମାନଙ୍କୁ ହସଉଥିବା ଲୋକ ଟା ଆଜି ରଗ ଶଯ୍ୟା ରେ..... ବହୁତ ଦୁଃଖ ଲାଗୁଛି...

  • @shesadevkhilar7538
    @shesadevkhilar7538 ปีที่แล้ว

    Jay shree jagannath🙏 pravu bhalakaridiantu

  • @nikhilangulia8297
    @nikhilangulia8297 ปีที่แล้ว +4

    ଭଗବାନ ଖୁବ୍ ଶୀଘ୍ର ଭଲ କରିଦିଅନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @susantakumarkar1944
    @susantakumarkar1944 ปีที่แล้ว +2

    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ବ୍ୟକ୍ତି ଗତ ପ୍ରଥାନା ରବି ଶତପଥି ଙ୍କୁ ଭଲ କରି ଦିୟାନ୍ତୁ। ଏମିତି କମେଡି ଯାତ୍ରା ଦେଖିବାକୁ ମିଳିବ ନାହିଁ।

  • @predeepparida8187
    @predeepparida8187 ปีที่แล้ว

    Sat saheb Prabhu daya karo tanku Kabir sahebnka saranare nei jaantu pura bholo heijibe

  • @bhabanimishra6108
    @bhabanimishra6108 4 หลายเดือนก่อน

    He Prabhu tume bhala kari dio.kaha ku kasta dioni

  • @pratimadas5067
    @pratimadas5067 ปีที่แล้ว

    ଭାଗବାନଙ୍କ dayarusigravalakaridiantu

  • @bhabanisankarsahoo7160
    @bhabanisankarsahoo7160 ปีที่แล้ว

    He jagannath rabi bhainaku bhala karidia

  • @shishirkumar7203
    @shishirkumar7203 ปีที่แล้ว

    Jay jagaranath tume eka saha bharasa

  • @prakashnayak3608
    @prakashnayak3608 ปีที่แล้ว

    ଜଗନ୍ନାଥ ଭରସା

  • @rajaballavdas1677
    @rajaballavdas1677 ปีที่แล้ว

    Rabi sir jaldi valaheijantu

  • @bishnumishra4355
    @bishnumishra4355 ปีที่แล้ว

    God bless you Rabi Nana Jay Jagannath🙏🙏🙏

  • @bikastherealmotivator9533
    @bikastherealmotivator9533 ปีที่แล้ว +1

    JAY JAGANNATH

  • @RanjanPatra-yb5mf
    @RanjanPatra-yb5mf ปีที่แล้ว

    ଏମିତି ଦିନ ଦେଖିବାର ଥିଲାନା ଆସିଲ ଆମକୁ ହଂସେଇଲ ତା ପରେ କନ୍ଦେଇଲ 😭😭😭

  • @arendrakumar3291
    @arendrakumar3291 ปีที่แล้ว

    ଜଗନ୍ନାଥ ତାଙ୍କୁ ଶିଘ୍ର ଭଲ କରିଦିଅନ୍ତୁ।

  • @prashantdeo822
    @prashantdeo822 3 หลายเดือนก่อน

    Best comedian, most appreciable,I pray to all mighty to his early recovery.

  • @aparnamohapatra835
    @aparnamohapatra835 ปีที่แล้ว

    ନନାଙ୍କ ଆରୋଗ୍ୟ ପାଇଁ ସକାଳୁ ୭ଟି ନିମ୍ବ ପତ୍ର ଖାଇଲେ ସବୁ ଜୀବାଣୁ ମରି ଯିବ ସୁସ୍ଥ ହେବେ। ୮୨୪୯୪୫୩୦୪୪ ଯୋଗା ଯୋଗ କଲେ ଭଲ ହେବ।

  • @RamakantapatraTutu-ti3to
    @RamakantapatraTutu-ti3to ปีที่แล้ว

    Jay jaganath bhala kari dia

  • @tukuuswain8096
    @tukuuswain8096 ปีที่แล้ว

    ବଡ଼ ଦୁଃଖର କଥା
    ଜୟଜଗନ୍ନାଥ🙏

  • @brahmanadabehera2396
    @brahmanadabehera2396 ปีที่แล้ว +1

    ଜୟ ଜଗନ୍ନାଥ ରବି ନାନା ଙ୍କୁ ଭଲ କରି ଦିଅନ୍ତୁ

  • @sarojkumarmohanty6139
    @sarojkumarmohanty6139 ปีที่แล้ว

    Jagannath mahaprabhu Rabi Nana nku sighra Arogya karidiontu ,Atiki Krupa karantu ,

  • @manasranjanpati7710
    @manasranjanpati7710 ปีที่แล้ว

    jay jagannath ki jay vhala karidebe thakura...apananku

  • @manojpati4504
    @manojpati4504 ปีที่แล้ว

    Jagannath mahaprabhu always with you 🙏

  • @JapanParida
    @JapanParida ปีที่แล้ว

    Kebala Jagannath tumaku sahaya huaantu.

  • @purusottamsukla1965
    @purusottamsukla1965 ปีที่แล้ว

    God bless Ravi satpati star to pray that

  • @akshyasahu4335
    @akshyasahu4335 ปีที่แล้ว

    ହେ ଜଗନ୍ନାଥ 🙏ରବିନନାଙ୍କ ପାଇଁ ଟିକେ କୃପା କର🙏ଜୟ ଜଗନ୍ନାଥ 🚩🙏

  • @bijaymohanty756
    @bijaymohanty756 ปีที่แล้ว

    Bhai Prabu Jagannath apanku sutha karaidiantu

  • @singhsmrutilinu5760
    @singhsmrutilinu5760 ปีที่แล้ว

    He bhagaban sighra bhala karidiantu 🙏🙏🙏🙏😭😭😭😭

  • @rajendrakamila88
    @rajendrakamila88 ปีที่แล้ว +1

    ଜୟ ଜଗନ୍ନାଥ

  • @dhirajkanungo6590
    @dhirajkanungo6590 ปีที่แล้ว

    Jagannath taku saha varasa

  • @rabindrasamantaray7836
    @rabindrasamantaray7836 ปีที่แล้ว

    Vainanka sarira sustha heu ehahin mor sri jagannatha nka nikatare kamana .

  • @jagannathasethy6399
    @jagannathasethy6399 ปีที่แล้ว

    Jai Jaganntha 🙏 🙏 🙏

  • @rajaballavdas1677
    @rajaballavdas1677 ปีที่แล้ว

    Jay maa sarala

  • @niranjanpatra1945
    @niranjanpatra1945 ปีที่แล้ว +2

    God bless you Rabi nana. Jay jagarnath🙏

  • @paramanandakalu9381
    @paramanandakalu9381 ปีที่แล้ว +1

    Rani appa fist
    Bapi bhai tume eate let ra
    Kichhe kamaku nuha

  • @parthasarathipatra1416
    @parthasarathipatra1416 ปีที่แล้ว

    Jay🙏🙏 jaghnatha🙏🙏 Jay🙏 jaghnatha

  • @rajaballavdas1677
    @rajaballavdas1677 ปีที่แล้ว

    Jay jagannath Jay jagannath Jay jagannath

  • @TapanKabi-wp4dn
    @TapanKabi-wp4dn ปีที่แล้ว +1

    Jay jagannath 🙏🥥

  • @manoranjandas9729
    @manoranjandas9729 ปีที่แล้ว +1

    Jaganath bhala karidiantu

  • @delipbarik7924
    @delipbarik7924 ปีที่แล้ว

    Jay Jagannath

  • @diptikantaPradhan-x3c
    @diptikantaPradhan-x3c 3 หลายเดือนก่อน

    Rabi nana no1 kalakar

  • @kedarpradhan6292
    @kedarpradhan6292 ปีที่แล้ว

    He maa Durga rabi nana ku sighra bhala karidio

  • @prasantaparida691
    @prasantaparida691 ปีที่แล้ว +1

    Jagannath bhala karidiantu🙏