ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆଖିରେ ଲୁହ ଆଉ ଛାତିରେ କୋହ ସମ୍ଭାଳି ହଉନି ଏ ଗୀତ ଟି ଶୁଣିଲା ପରେ।। ମାଆ ପାଇଁ ଯେତେ ଯାହା ଲେଖିଲେ ବି କମ୍।।ଏତେ ସୁନ୍ଦର୍ ସେଇ ଲୋକ ହିଁ ଲେଖି ପାରିବ ଯିଏ ତା ମା ର ମନ କୁ ବୁଝିଛି।।ବହୁତ୍ ସୁନ୍ଦର ଲେଖିଛ ପୁଷ୍ପକ୍ ଭାଇଗୀତ ର ସ୍ୱର ,ଅଭିନୟ ,direction ସବୁକିଛି ବହୁତ୍ ସୁନ୍ଦର ହେଇଚି💕
ଲୁହ ଆସିଗଲା, ଭିଡିଓ ସରିବା ଠାରୁ ଏ ପର୍ଯ୍ୟନ୍ତ ସେ ଲୁହସବୁ ମୋ ଆଖି ଓ ସାଥିରେ ଅଛନ୍ତି। ଏ ଗୀତ, ସଙ୍ଗୀତ ଓ ଭିଡିଓ ଆଗ ପଛର ସମସ୍ତ କଳାକାରଙ୍କୁ ଧନ୍ୟବାଦ। ନିଚ୍ଛକ ଓଡ଼ିଆ କାହାଣୀ ସାଙ୍ଗକୁ ମନକୁ ବୋଉ ପାଖକୁ ଟାଣି ନେଇ ଭାବ ବିହ୍ୱଳ କରିଦେବାକୁ କ୍ଷମତା ରଖୁଥିବା ଏ ଭିଡିଓ ପ୍ରତ୍ୟେକଟି ଓଡ଼ିଆ ମନକୁ ପ୍ରଭାବିତ କରିବ, ଏହା ନିଃସନ୍ଦେହ। ଏ ଯାତ୍ରା ଜାରି ରହୁ। ପୁନଶ୍ଚ ଏ ଗୀତ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ସମସ୍ତଙ୍କୁ ଅଭିନନ୍ଦନ।
❤ thank you 🙏🏻
ସବୁ ଠାରୁ ସୁନ୍ଦର ଭିଡିଓ ଆଉ ଆମ ବାଲିଆପାଳ ଭାଇ କୁ ଦେଖିକି ବୋହୁତ ଭଲ ଲାଗିଲା ❤❤❤
Video ବଢ଼ିଆ ହେଇଛି... ଲୁହ ଆସିଗଲା 😢😢😢
ଅତି ସୁନ୍ଦର ଜୟ ଜଗନ୍ନାଥ ❤❤❤❤
ସତରେ ବହୁତ୍ ସୁନ୍ଦର୍ ହେଇଛି ଭିଡ଼ିଓ ଟି 😊❤❤❤
Good Job Pralay And Manmay .🎉🎉🎉🎉
Bahut sundar gita tia ❤❤❤❤ love you maa
Puspak Bhai lekha au sagar Bhai sangita kete sundar❤
What a Concept 😢❤.. You nailed it Guyzzz 😢❤
Bahut sundar heichi video au concept wise pure emotional and engaging.Really Mother is the Greatest invention of GodKudos to the team❤🎉
Manmay ଯୋଉ ବି video song କରନ୍ତି ପୁରା super hit ହୁଏ ଆଉ ଏଇ song ta ବି ପୁରା super hit ହବ 😍😍👌👌🙏🙏🙏
ବାହାନଗା ଟ୍ରେନ୍ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସବୁ ଲୋକଙ୍କ ଆତ୍ମା ଙ୍କୁ ପ୍ରଭୁ ଶାନ୍ତି ଦିଅନ୍ତୁ
Se Dina 😢 bhabila Bela ku aji bi bele bele Dara laguchhi jiba pai 😔 train 🚆 re ghara ku
❤❤❤sagar pradhan music ..emotion
Bahut bhala 🎉🎉😢😢😢😊
Manmay and pralu bhi pain gate like karo ❤❤❤❤❤❤❤❤❤❤❤❤ amiti gate song sanoj bhai bi anithile tanka song bahut bhala laguthila karana maa bisayare jete kahilebi kam heba❤❤❤❤❤❤❤❤❤
bhai pura heart touching video bhai pura akhhi ru luha bahara karidela😢
Perfectly perfect ❤
Must video❤❤❤
Thank you so much 🎉
ମାଆ ମାନଙ୍କ ଭଲ ପାଇବା ପାଇଁ ଗୋଟେ ଲାଇକ୍ ହଉ👍❤️❤️
Kandi pokaeli re bhai 🥺
Awesome
❤❤❤
❤❤❤❤❤❤❤❤❤
ଅତି ସୁନ୍ଦର 👌🏻❤❤❤❤
ଆଖିରେ ଲୁହ ଆସିଗଲା
🙏🙏❤️❤️
❤
🙏🙏🙏
❤❤❤❤❤❤❤❤❤❤❤❤❤
ଆଖିରେ ଲୁହ ଆଉ ଛାତିରେ କୋହ ସମ୍ଭାଳି ହଉନି ଏ ଗୀତ ଟି ଶୁଣିଲା ପରେ।। ମାଆ ପାଇଁ ଯେତେ ଯାହା ଲେଖିଲେ ବି କମ୍।।
ଏତେ ସୁନ୍ଦର୍ ସେଇ ଲୋକ ହିଁ ଲେଖି ପାରିବ ଯିଏ ତା ମା ର ମନ କୁ ବୁଝିଛି।।
ବହୁତ୍ ସୁନ୍ଦର ଲେଖିଛ ପୁଷ୍ପକ୍ ଭାଇ
ଗୀତ ର ସ୍ୱର ,ଅଭିନୟ ,direction ସବୁକିଛି ବହୁତ୍ ସୁନ୍ଦର ହେଇଚି💕
ଲୁହ ଆସିଗଲା, ଭିଡିଓ ସରିବା ଠାରୁ ଏ ପର୍ଯ୍ୟନ୍ତ ସେ ଲୁହସବୁ ମୋ ଆଖି ଓ ସାଥିରେ ଅଛନ୍ତି। ଏ ଗୀତ, ସଙ୍ଗୀତ ଓ ଭିଡିଓ ଆଗ ପଛର ସମସ୍ତ କଳାକାରଙ୍କୁ ଧନ୍ୟବାଦ। ନିଚ୍ଛକ ଓଡ଼ିଆ କାହାଣୀ ସାଙ୍ଗକୁ ମନକୁ ବୋଉ ପାଖକୁ ଟାଣି ନେଇ ଭାବ ବିହ୍ୱଳ କରିଦେବାକୁ କ୍ଷମତା ରଖୁଥିବା ଏ ଭିଡିଓ ପ୍ରତ୍ୟେକଟି ଓଡ଼ିଆ ମନକୁ ପ୍ରଭାବିତ କରିବ, ଏହା ନିଃସନ୍ଦେହ। ଏ ଯାତ୍ରା ଜାରି ରହୁ। ପୁନଶ୍ଚ ଏ ଗୀତ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ସମସ୍ତଙ୍କୁ ଅଭିନନ୍ଦନ।
❤ thank you 🙏🏻
ସବୁ ଠାରୁ ସୁନ୍ଦର ଭିଡିଓ ଆଉ ଆମ ବାଲିଆପାଳ ଭାଇ କୁ ଦେଖିକି ବୋହୁତ ଭଲ ଲାଗିଲା ❤❤❤
Video ବଢ଼ିଆ ହେଇଛି... ଲୁହ ଆସିଗଲା 😢😢😢
ଅତି ସୁନ୍ଦର
ଜୟ ଜଗନ୍ନାଥ
❤❤❤❤
ସତରେ ବହୁତ୍ ସୁନ୍ଦର୍ ହେଇଛି ଭିଡ଼ିଓ ଟି 😊❤❤❤
Good Job Pralay And Manmay .🎉🎉🎉🎉
Bahut sundar gita tia ❤❤❤❤ love you maa
Puspak Bhai lekha au sagar Bhai sangita kete sundar❤
What a Concept 😢❤.. You nailed it Guyzzz 😢❤
Bahut sundar heichi video au concept wise pure emotional and engaging.
Really Mother is the Greatest invention of God
Kudos to the team
❤🎉