THE GREAT ODISHA POLITICAL CIRCUS EP 701 FEB 26 2023|ଗୋଷ୍ଠୀରେ ମିଶି ଗୋଷ୍ଠୀକନ୍ଦଳ କରୁଛ ଘରେ
ฝัง
- เผยแพร่เมื่อ 26 ก.พ. 2023
- OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#THE GREAT ODISHA POLITICAL CIRCUS#OdishaTV #OTV
Jay Jagannath Jay odisha 🎉🎉🎉🎉❤
ଆଜିର ପଲିଟିକାଲ ସାର୍କସ ର କଳାକାର ମାନେ ବହୁତ ସୁନ୍ଦର ଓ ଆକର୍ଷଣୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁସାରେ ଜନ ସଚେତନ ବାର୍ତ୍ତା ଦେଇ ଥିବାରୁ ଉପସ୍ଥାପିକା ଙ୍କ ବିଚକ୍ଷଣ ତା ଦ୍ବାରା ଦର୍ଶକ ମାନଙ୍କୁ ମନମୁଗ୍ଧ
କରୁ ଥିବା ରୁ ତାଙ୍କୁ ଓ କଳାକାର ମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ସହ ଶୁଭେଛା ଓ ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର ତଥା ରାଜ୍ୟସ୍ତରୀୟ ଜନ ଜାତି ପ୍ରତିଭା ସମ୍ମାନୀତ।9777182040 ।
Good
Excellent
Excellent.perf0mance
Thanks.script.wr
Iter
ମାଗଣା ଖିଆ ନୁହଁ ମାଗି ଖିଆ କହିଲେ ଭଲ ଶୂଭିବ।
Very nice 🙏😂
The great Odisha political circus is great
Thank O Tv
Fantastic presentation
Ati sundar apanaku10000000000 10000000000 Namkar JANAUCHHI Jay hindi
😊 very 😮😢 nice 😅
😊
ଗୋପାଳ ରହସ୍ୟ ଅଧା ନ ହେଇ ଆଉ କେଉଁ କେଉଁ ରହସ୍ୟ ଆସି ପହଂଚି ଯିବ ଦେଖିବାକୁ ବାକି ରହିଲା।
Bala KRUSHNA your team super
ବିଜୁ ଯୁବ ବାହିନୀ କଲେ ପ୍ରଚୁର ରୋଜଗାର ହେବ ବୋଧେ।
ପ୍ରବଚନ ବହୁତ ବଢିଆ ହେଲା 💐
Janta vote adhikar sadupajogi sachatanta jagrata heba prasang upasthapanakale loke upkrut Hebe
Best of luck Jai Odisha
Best of luck 😊
Good advice to all people of odisha
Uuu❤u❤😊😊😊❤uqqq❤❤à1 LLPp
😊
No
P😊
ALL RITE.
ଦେଶରେ ଯାଉଛି ଉପାଡ଼ି ହୋଇ କଂଗ୍ରେସ ଦଳ।
ବ୍ଯଙ୍ଗ:-ଦୋଷ ମୋ ଧରିବ ନାହିଁ
ଉମାକାନ୍ତ ଦାସ
✍️✍️✍️✍️✍️✍️✍️✍️
ଭରା ଦରବାରେ ଗାଉଛି କବିତା
ଦୋଷ ମୋ ଧରିବ ନାହିଁ,
ବ୍ଯଙ୍ଗ କବିତା ମୋ କଟାକ୍ଷ ହୋଇଛି
ମାଆ, ଭଉଣୀଙ୍କ ପାଇଁ।
ଆରେ ଭାଇ ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ।।
ସିନ୍ଦୂର ଲାଗୁଛି ବେଦୀପରେ ବସି
ନାରୀ ଲାଇସେନ୍ସ ପାଇଁ,
ଜିଏସଟି ଭରୁଛି ଶଙ୍ଖା ଏ ଦେଶରେ
ଶୂନ୍ୟ ହାତ ଦିଶୁ ଥାଇ ।
ଆରେ ଭାଇ ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ।।
ସୁପିରିମକୋର୍ଟ ଖୋଲିଛି କବାଟ
ପରକୀୟା ପ୍ରୀତି ପାଇଁ,
ପତି ଆଗେ ପତ୍ନୀ ପର ପୁରୁଷଙ୍କୁ
ନିର୍ଭୟରେ ନେବ ଶୋଇ।
ଆରେ ଭାଇ , ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ।।
ପତି ଯଦି କରେ ବିରୋଧ ପତ୍ନୀର
ଜେଏଲ ଭୋଗିବ ଯାଇ,
ଡାଉରି କେଶ ଗୁନ୍ଥି ହୋଇ ଯିବ
ମୁକୁଳି ପାରିବ ନାହିଁ ।
ଆରେ ଭାଇ ,ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ ।।
ଲଭ୍ ଇନ୍ ଲିଭ୍ ବ୍ଯବସ୍ଥା ହୋଇଛି
ଯୁବକ ଯୁବତୀ ପାଇଁ,
ଦେହ ସୁଖ ପାଇଁ ରହିବେ ଦିଜଣ
ଗୋଟେ ଘର ଭଡା ନେଇ ।
ଆରେ ଭାଇ,ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ।।
ମେଣ୍ଟିଗଲେ ଭୋକ ପାଉଥାନ୍ତି ଦୁଃଖ
ଜଣେ ଯେ ଅନ୍ଯର ପାଇଁ,
ଆଜୀବନ ସାଥୀ ହୋଇ ପାରନ୍ତି ନି
ମରନ୍ତି ଜହର ଖାଇ ।
ଆରେ ଭାଇ, ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ।।
ହିନ୍ଦୁତ୍ବର ଯିଏ ଗାଥା ଗାଉ ଅଛି
ବସିଛି କ୍ଷମତା ନେଇ,
ଶଙ୍ଖା ସିନ୍ଦୂରରେ ଜିଏସଟି ଲଗାଏ
ନାରୀଏ ପିନ୍ଧିବେ କାହିଁ ?
ଆରେ ଭାଇ,ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ।।
ପର ପୁରୁଷରେ ହୋଇବେ ଆସକ୍ତ
ସରକାର ଦେଲେ କହି,
ହିନ୍ଦୁ ନାରୀଙ୍କର ସଂସ୍କାର, ସଭ୍ଯତା
ଭାରତେ ରହିବ ନାହିଁ ।
ଆରେ ଭାଇ,ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ ।।
ଅର୍ଦ୍ଧନଗ୍ନ ବେଶେ ବୁଲନ୍ତି ବଜାରେ
ମାଆ କାଳୀ ରୂପ ହୋଇ,
ମଦ ବୋତଲ ଓ ହାତରେ ସିଗାରେଟ୍
ଧୂଆଁ ଉଡେ ଭାଇଁ ଭାଇଁ ।
ଆରେ ଭାଇ,ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ।।
ବାଳ,ଯୁବା,ବୃଦ୍ଧ ବାଉଳା ହୁଅନ୍ତି
ତାଙ୍କରି ପଛରେ ଧାଇଁ,
ଧନ,ଜନ ସବୁ କରି ବିତରଣ
ବୁଲନ୍ତି ପାଗଳ ହୋଇ।
ଆରେ ଭାଇ,ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ।।
ଯାହା ଦେଖୁ ଅଛି ନୟନ ମୋହର
ହିନ୍ଦୁତ୍ଵ ରହିବ ନାହିଁ,
ସିନ୍ଦୂର ଟୋପାଏ ଶଙ୍ଖା ଦୁଇପଟ
ମିଛ ସାକ୍ଷୀ ହେବ ରହି ।
ଆରେ ଭାଇ,ଦୋଷ ମୋ ଧରିବ ନାହିଁ
ସତ କହେ ରାଣ ଦେଇ ।।
*************************
ଲାଲବାଗ,ଖାନନଗର,ମଙ୍ଗଳ ପୁର
ଯାଜପୁର,୯୮୭୩୨୩୬୪୪୧
ବହୁତ ସୁନ୍ଦର ପଲ୍ଟିକାଲ ସର୍କଶ
ବହୁତ ସୁନ୍ଦର !
Super 👌
Illllollililiilìììiilìiiìiiiìioiiìiiiiiììiìiiiiìiiìiiiiiiiììiìiiiiiìiìiiiiiiiiiiiiiiiiiììiiiiiiiìiiiiiiiiiiiìiiiiiìiiiiìiiiiiiiiiiiiiiiiiiiiiiiiiiiiiiiiiiiiiiiiiiioiiliiiiiiiiiiiiiiiiiioiiiiiiloiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiioiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiìiiiiiiiiiiiiiiiiiiiiiiiiiìiiiiiiiiiiiiiiiiiiiiiiiiiiiiiiiioiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiìiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiìiìiiiiiiiìiiiiìiiiìiììiiiìiiiiiiììiììììiìiiìiiìiiiiiiiiiiiiìììiìiiiiiiiiiiiiìiiiiiiìiiiiiiìiiiiiiiiiiiiiiiiiiiiìiiiiliiiiiiìiiiiìiiiiiìiiiiiiiiiiiiiiiiìiiioiiiiiiiiiiiiiiiiiiìiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiìiiiìiuiiiioiiiiiiiiiiiiiiiiiiiiiiiiìiiiiiiiiiiiiiiiiìiiiiiiìiiiiiìiiiiiiiìiiiiiiiiiiiiiiiiiiiiiiììììììiìiiiiiììiiiiiiiiiiiiiiiiiìiììiiiiiìiìiìiiiiiiiiìiiiiiìiiiiiliiiiiiiiiììiìiiiiiiiiìiìiiiiiiìiìiiiiiiiiiiìiìiiìiiiìiiìiiìiìiììììiìiiììiìiiiioìiiìiiìiiiiiiiiiiìiiiiiiiìiiiiiiìiiiiiiiiiiiiìììiiiiiiìiiiiiiiiiiiiìiiìiiiiiiiuiiiìiiiiiiiiiiiiiiiiiiìiiiìiiiiiiiiìiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiìiiiiiiiiiiiiiiiiiìiiiiiiiiiiiiiiiiiiiìiiiiiiìiiiiiiìiiiiiiiiiiiiiiiiliiiiiiiiiiìiiiiiiiiiiiìiiiiiiìiiiiiiìiìiiiiiiiììiìiiiiiìiiiiioiììììiïm
Se maikina ja hauchi
Very good
Ddugky achhi
Nice artist.
Nice