ଆସ ବୁଲିଯିବା/Hanuman temple/Jay Bajarangbali/Jay Sri Ram/ହନୁମାନ ମନ୍ଦିର/ଶ୍ରୀ ବଜରଙ୍ଗଵାଲୀ ମନ୍ଦିର/ଗଜପତି ।

แชร์
ฝัง
  • เผยแพร่เมื่อ 10 ต.ค. 2024
  • ଆସ ବୁଲିଯିବା
    ଶ୍ରୀ ବଜରଙ୍ଗୀ ମନ୍ଦିର,
    ସଉରା ପାହାଡ଼,କେଶରୀ ନଗର,
    ଆକୁଲି, ଚାନ୍ଦିପୁଟ, ଗଜପତି ଜିଲ୍ଲା ।
    Hidden picnic spot/hidden temple near Ganjam.
    କେମିତି ଯିବେ ?
    ଦୁଇ ଚକିଆ କିମ୍ବା ଚାରି ଚକିଆ ବାହାର କରି ପ୍ରଥମେ (୧) ତପ୍ତପାଣି ଉଷ୍ଣ ପ୍ରଶଵଣ ଦେଇ ଲୁହାଗୁଡି ଆସିବେ। ଏଠାରୁ ବାମପଟେ ଚାନ୍ଦିପୁଟ୍ ୧୪ କିମି। ଚାନ୍ଦିପୁଟ୍ ରୁ ୩:୫ କିମି (୨)ଶ୍ରୀ ବଜରଙ୍ଗୀ ମନ୍ଦିର। ଯଦି ଆଗକୁ ଆଉ କିଛି କିମି ଯିବେ; ତା'ହେଲେ (୩)ଜିରାଙ୍ଗ ବୁଦ୍ଧ ମନ୍ଦିର ଏବଂ (୪) ଖସଡ଼ା ଜଳପ୍ରପାତ ଦେଖି ପାରିଵେ। ଏଠାରେ କହି ରଖେ କି ବ୍ରହ୍ମପୁର ଠାରୁ ଖସଡ଼ା ଜଳପ୍ରପାତର ଦୂରତା ମୋଟରେ ୮୦/୮୫ କିମି ଅଟେ।

ความคิดเห็น • 3

  • @anitachoudhury0
    @anitachoudhury0 10 หลายเดือนก่อน

    Jaya Hanuman, beautiful place.

  • @anitachoudhury0
    @anitachoudhury0 ปีที่แล้ว

    Jay Sri Ram

  • @gramesh9
    @gramesh9 ปีที่แล้ว

    🌹🙏🌹🙏🌹🙏🏻🌹🙏🌹🙏🌹