Dharmendra Pradhan News | ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ବଡ ଦାୟିତ୍ୱ

แชร์
ฝัง
  • เผยแพร่เมื่อ 31 ธ.ค. 2024

ความคิดเห็น •

  • @sripatisandha924
    @sripatisandha924 8 หลายเดือนก่อน +3

    Swargiya rastriya neta Pramod Mahajan r bhumika nebe. Odisha r garba o gourav Ama priya neta Dharmendra Pradhan. Ji. Jai sri ram

  • @jitendrapani4824
    @jitendrapani4824 2 ปีที่แล้ว +4

    ସାର୍ ପଦ୍ମ ପୁରୁ ବିଜେପି ସିୟର ଜିତିବ ସାର୍ ପୁରା ବିଜେଡି ବିଧାୟକ କୁ ଚିପୁଡି ଅ ଜୟ ଜଗନ୍ନାଥ 🙏🏽🙌

  • @bijayashankartripathy8748
    @bijayashankartripathy8748 ปีที่แล้ว +1

    ଓଡ଼ିଶାରେ ବିଜେ ପି ବୁଡ଼ିବା ଥୟ

  • @khageshwarrout4566
    @khageshwarrout4566 2 ปีที่แล้ว

    Dharmendra bhai b j p adhyakha mobaraka jai hind

  • @anshumanmallick6715
    @anshumanmallick6715 2 ปีที่แล้ว +1

    Good news for Odisha

  • @pramodkumarbehera3176
    @pramodkumarbehera3176 2 ปีที่แล้ว +2

    Congratulations sir

  • @hemantmalik1941
    @hemantmalik1941 10 หลายเดือนก่อน +1

    ❤❤❤❤❤❤❤❤❤BJP ❤❤❤👌👌👌👌❤❤BJP

  • @hatiathakura5897
    @hatiathakura5897 2 ปีที่แล้ว +2

    Your greet darmendra babu❤❤❤

  • @subashasahoo7804
    @subashasahoo7804 2 ปีที่แล้ว

    Jay Jagannath 🙏🙏🙏

  • @bikashchandrabehera4165
    @bikashchandrabehera4165 ปีที่แล้ว

    Right

  • @prakashharichandan4528
    @prakashharichandan4528 2 ปีที่แล้ว +2

    Jay jagannath.

  • @dhyanchandmarndi8356
    @dhyanchandmarndi8356 2 ปีที่แล้ว +1

    ବେଲପାଚିଲେ କୁଆର,,କିଯାଏ ।

  • @Researchpintu
    @Researchpintu 2 ปีที่แล้ว +1

    Jay 🇮🇳❗🇮🇳 Jagannath

  • @gopigouda8887
    @gopigouda8887 2 ปีที่แล้ว +2

    Thank you Dharmendra ji

  • @beranchimunda392
    @beranchimunda392 2 ปีที่แล้ว

    Congratulations bjp

  • @pradeepkumarbhuyan9681
    @pradeepkumarbhuyan9681 2 ปีที่แล้ว

    Bjp zindabat

  • @rajanikantapanda8625
    @rajanikantapanda8625 2 ปีที่แล้ว +2

    Crisis maker.

  • @OmPrakash-ho1uc
    @OmPrakash-ho1uc 2 ปีที่แล้ว

    Bohut valakhata

  • @dambarudharbarik4096
    @dambarudharbarik4096 2 ปีที่แล้ว

    100 percent bjp vul kariba

  • @suvendukumarsuvendukumar6445
    @suvendukumarsuvendukumar6445 2 ปีที่แล้ว

    Mr D.pradhan ji Mera ab ko koti koti pranam or Jay Jagannath Best of luck the good news

  • @dasharathadas6169
    @dasharathadas6169 2 ปีที่แล้ว

    Jay jagnnath

  • @rajanjena8958
    @rajanjena8958 ปีที่แล้ว

    ଓଡିଶା ରେ ଛିଡା ହେଇ ଜିତି ପାରୁନାହାନ୍ତି କି Naveenji ଙ୍କୁ ଚେକ୍ ମେଟ୍ ଦେଇପାରୁ ନାହାନ୍ତି କାହିଁକି।

  • @kaushalbhoi3180
    @kaushalbhoi3180 2 ปีที่แล้ว +1

    ଓଡ଼ିଶା ର ଭାବି ମୁଖ୍ୟ ମନ୍ତୀ

  • @jayrampradhan7004
    @jayrampradhan7004 2 ปีที่แล้ว

    Vari god

  • @akshayakumar8712
    @akshayakumar8712 2 ปีที่แล้ว

    JAY JAGANNATH 🙏🙏🙏

  • @shankarmohanty7652
    @shankarmohanty7652 11 หลายเดือนก่อน

    Mora Modi ji nku anurodha both capturerinng karibaku no heu

  • @keshabchandramallick3828
    @keshabchandramallick3828 2 ปีที่แล้ว +1

    All the best Dharmendra,

  • @guducommunication2634
    @guducommunication2634 2 ปีที่แล้ว +1

    Odishare ooo

  • @BR-sb4ze
    @BR-sb4ze 2 ปีที่แล้ว

    ସେ ଏମଏଲେ ରେ ଛିଡା ହେଲେ ବି ଜିତିବନି

  • @abhikhora5254
    @abhikhora5254 2 ปีที่แล้ว +1

    Petrol disel 100 par

  • @prafullachandrasethy6222
    @prafullachandrasethy6222 2 ปีที่แล้ว

    Odisha rajniti re kintu kahar nahi duduba. Only Nabini jee. Our priya mukhyamantri.

  • @rajanjena8958
    @rajanjena8958 ปีที่แล้ว

    ଏଠି ଓଡ଼ିଶା କଣ ତାଙ୍କ ସେଭଳି ଯୋଗ୍ୟତା କମ୍ ପଡ଼ିଯାଇଛି କି।

  • @vijaypradhan5121
    @vijaypradhan5121 2 ปีที่แล้ว

    Fantastic news

  • @jashabantbehera9217
    @jashabantbehera9217 2 ปีที่แล้ว

    Bhagaban karantu Apana Aahuri Uparaku Jantu

  • @banamalimallick4834
    @banamalimallick4834 2 ปีที่แล้ว

    BJP great los

  • @jyotiranjansamal2634
    @jyotiranjansamal2634 2 ปีที่แล้ว

    Dharmendra ji is a capable leader

  • @dwitikrushnamishra361
    @dwitikrushnamishra361 2 ปีที่แล้ว

    Welcome

  • @abhipsaswain8355
    @abhipsaswain8355 2 ปีที่แล้ว

    Thanksdharmendraji.youaretherealheroforissa.Gosblessyou.

  • @sadhudas2758
    @sadhudas2758 2 ปีที่แล้ว +1

    Dharmendra has no khata, khatiyan in odisha

    • @nirakarsahoo7004
      @nirakarsahoo7004 2 ปีที่แล้ว

      ବନ୍ଧୁ , ଓଡ଼ିଶାର ଖାତା , ଖତିୟାନ ଦିଲ୍ଲୀ ରେ ଚଳେ ନାହିଁଁ । ଆଉ ଓଡ଼ିଶାର ଖତିୟାନ ଧାରୀ ସମୟ ଓ ସୁବିଧା ଦେଖି ମଝିରେ ମଝିରେ ଦିଲ୍ଲୀ ଖତିୟାନ ଧାରୀ ଙ୍କ ପାଦ ଦର୍ଶନ କରି ଆସନ୍ତି ଓଡ଼ିଶାର ଲୋକଙ୍କୁ ବୋକା ବନେଇ । ଏହାର ଭୂରି ଭୂରି ପ୍ରମାଣ ଅଛି , ଯେପରିକି ଓଡ଼ିଶାର ଖତିୟାନ ଧାରୀ ଙ୍କ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଆସନଟି ଟେକିଦେଲେ , ବନ୍ଧୁ ଏଥିରୁ କ'ଣ ଆପଣ କିଛି ବୁଝି ପାରିଲେ ନାହିଁ ? ବନ୍ଧୁ , ଆପଣ ମାନେ ତ ଆଜିକାଲି ମାଗଣା ଯୋଜନା ରେ ସାମିଲ ହେବାକୁ ବ୍ୟସ୍ତ , ଆପଣ କାହୁଁ ବୁଝିବେ ରାଜ୍ୟର ଗତି ଆଜି କୁଆଡ଼େ । ନବୀନ ବାବୁଙ୍କ ଦୀର୍ଘ ବାଇଶି ବର୍ଷର ଶାସନ କାଳ ପରେ ମଧ୍ୟ ଓଡ଼ିଆ ପୁଅ ଆଜି ସୂଦୂର ସୁରାଟ ମୂମ୍ବାଇ ବାଙ୍ଗାଲୋର ଚେନ୍ନାଇ ହାଇଦ୍ରାବାଦ ଆଦି ସହର ମାନଙ୍କରେ ଦାଦନ ଶ୍ରମିକ, ବନ୍ଧୁ ଏ ବାଇଶି ବର୍ଷର ଶାସନ କାଳ କ'ଣ ଯଥେଷ୍ଟ ନୁହେଁ ଗୋଟିଏ ରାଜ୍ୟର ଭାଗ୍ୟ ବଦଳେଇବା ପାଇଁ !!!! ବନ୍ଧୁ, ଆପଣ ସୁସ୍ଥ ମସ୍ତିଷ୍କ ରେ ଚିନ୍ତା କରନ୍ତୁ , ଏ ଅପାରଗ ସରକାରକୁ କ'ଣ ବଦଳାଇବା ଉଚିତ୍ ନୁହେଁ କି ? ଗଣତନ୍ତ୍ର ରେ ତ ଜନସାଧାରଣଙ୍କ ର ଗୁରୁ ଦାୟିତ୍ବ ରହିଛି , ଆପଣ ମାନେ କୋୖଣସି ଭାବରେ ପ୍ରଲୋଭିତ ନହୋଇ ରାଜ୍ୟକୁ ଏ ଦୁର୍ଦ୍ଦଶା ରୁ ରକ୍ଷା କରନ୍ତୁ , ଏହା ଆପଣମାନଙ୍କ ଦାୟିତ୍ଵ । ବନ୍ଧୁ , ରାଜ୍ୟର ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଶିକ୍ଷକ ସମସ୍ୟା ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ଇତ୍ୟାଦି ବିଷୟରେ ନକହିବା ଭଲ। ଇତିଶ୍ରୀ ବେବିନା ମାଧବୀଲତା ମମିତା ମେହେର କୁନ୍ଦୁଲି ପିଡିତା ପରି ପିହୁ ସୋମ୍ୟରଞ୍ଜନ ଓ ମାହାଙ୍ଗା ର ତିନି ତିନୋଟି ହତ୍ୟାକାଣ୍ଡ ନିଖୋଜ ଇତ୍ୟାଦି ଇତ୍ୟାଦି ଗୋଟିଏ ଗୋଟିଏ ନମୂନା ମାତ୍ର । ଏସବୁ କାଳେ ଗୋଟିଏ ଗୋଟିଏ ଛୋଟିଆ ଘଟଣା , ଏହା ହେଉଛି ସରକାରୀ ଦଳର କିଛି ନେତା ମନ୍ତ୍ରୀଙ୍କ ବକ୍ତବ୍ୟ। ବନ୍ଧୁ, ବାଇଶି ବର୍ଷର ଶାସନ କାଳ ପରେ ମଧ୍ୟ ମହାନଦୀ ଉପରେ ଆଉ ଗୋଟିଏ ବନ୍ଧ ବାନ୍ଧି ପାରିଲେ ନାହିଁ , ଅଥଚ ଦୁଇ ହଜାର ଚଉଦ ମସିହା ନିର୍ବାଚନ ପୂର୍ବରୁ ମହାନଦୀ କୁ ନେଇ ଭାରି ତୁମ୍ଭିତୋଫାନ କରିଥିଲେ ବିଜେଡି ଦଳ ତଥା ସରକାରର ମୁଖିଆ , କିନ୍ତୁ ଛତିଶଗଡ଼ର ସରକାର ଏହି ସମୟ ମଧ୍ୟରେ ଛୋଟ ବଡ଼ ଅଶୀ ଟି ବନ୍ଧ ବାନ୍ଧି ସେ ରାଜ୍ୟର ପ୍ରଗତି ରେ ସହାୟକ ହୋଇଛନ୍ତି , କଳକାରଖାନା ଠାରୁ ଆରମ୍ଭ କରି କୃଷି କାର୍ଯ୍ୟରେ ସୁବିନିଯୋଗ କରିଛନ୍ତି। ବନ୍ଧୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଆପଣଙ୍କର ଏ ଅସୂୟା ଭାବ କାହିଁକି ? ଆପଣ କ'ଣ ଏଥିପାଇଁ ଜଣେ ଓଡ଼ିଆ ହିସାବରେ ଗର୍ବ ଅନୁଭବ କରିବେ ନାହିଁ କି ? ଓଡ଼ିଶାରେ ଖାତା ଖତିୟାନ ନଥାଇ ମଧ୍ୟ କେନ୍ଦ୍ର ରେ ବିଜେପି ଦଳର ଏକ ଦୃଢ ସରକାର ରହିଛି, ନିକଟ ଭବିଷ୍ୟତରେ ମଧ୍ୟ ଏହାର କୋୖଣସି ବିକଳ୍ପ ମଧ୍ୟ ନାହିଁ । ହଁ ବନ୍ଧୁ, ଆଜି ଦେଶର ସର୍ବୋଚ୍ଚ ଆସନରେ ଜଣେ ଓଡ଼ିଆ ମହିଳା ବିଜେପି ଦଳର ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି । ଏହା କ'ଣ ଆପଣମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ନୁହେଁ ? ବନ୍ଧୁ , ବିଚାର ଆପଣଙ୍କର !!!!

  • @sonubiku5927
    @sonubiku5927 2 ปีที่แล้ว +2

    ଆଉ ଓଡିଶା ବିଜେପି କୁ ଯୌ ଧ୍ଵଂସ କରିଦେଲେ ତାର ପୁଣି କଣ

  • @manasirout7748
    @manasirout7748 2 ปีที่แล้ว

    Odisa aparajita mam

  • @amagiha1046
    @amagiha1046 2 ปีที่แล้ว +2

    Alakhyana ta bjp ra bala udeidebo

  • @pradeepbarik1108
    @pradeepbarik1108 2 ปีที่แล้ว +1

    Odisha pai zero

  • @pranaballavaprusty6696
    @pranaballavaprusty6696 2 ปีที่แล้ว

    Odisa b j p balanku rajaniti jannananhi b j p bala saja hai hai b j d bala bhala kama phutauchhanti

  • @pradipkumarnaik2906
    @pradipkumarnaik2906 2 ปีที่แล้ว +1

    ବଡ଼ ପଦ ପାଇଲେ କ'ଣ ‌ହଜବ‌‌ଦଙ୍ଗା ହେବ

  • @pramoddash7396
    @pramoddash7396 2 ปีที่แล้ว

    If ward...Then....Thank You

  • @sarojrout9173
    @sarojrout9173 2 ปีที่แล้ว +2

    BJP down ho jaega

  • @pkpanda1371
    @pkpanda1371 2 ปีที่แล้ว +4

    କି ବଡ଼ ଦାୟିତ୍ଵ ନେବେ ଧର୍ମେନ୍ଦ୍ର ପ୍ରଧାନ?? TV channel ଗୁଡ଼ିକ ଭଲ ପ୍ରଚାର କରୁଛନ୍ି। ଧର୍ମେନ୍ଦ୍ର ଯଦି crisis manager ତା ହେଲେ ଓଡ଼ିଶା ରେ ସେ ନିର୍ବାଚନ ଜିତି କି ଆସନ୍ତୁ । ଧର୍ମେନ୍ଦ୍ର କଣ ରାଷ୍ଟ୍ର ନିତି ଜ୍ଞ ?? ନା ବିଜୁ ପଟ୍ଟନାୟକ??

  • @anilkumarrout6849
    @anilkumarrout6849 2 ปีที่แล้ว +1

    Odisha re word member re stand kale pakka hariba choro dharama

  • @sureshoram7473
    @sureshoram7473 2 ปีที่แล้ว

    Kongress Aur BJD Gayo Samundar ki Pani pe

  • @subhransusekhar840
    @subhransusekhar840 2 ปีที่แล้ว +2

    Bjp is doing mistake...by making dharmendra as minister

  • @pranaballavaprusty6696
    @pranaballavaprusty6696 2 ปีที่แล้ว

    B j p balankar godatanatani dekhiki voter mane anyadalaku aunigalani

  • @VisionofPublicmatter
    @VisionofPublicmatter 2 ปีที่แล้ว +1

    लुटेरे को फिर कोई लूटने की एक बहुत बड़ा मौका दिया जायेगा और क्या

  • @ashokkumardash1524
    @ashokkumardash1524 2 ปีที่แล้ว +2

    ଓଡିଶା ରେ ଧର୍ମେନ୍ଦ୍ର ଗୋଟିଏ ଚୁର ନେତା

  • @rajkishorswain834
    @rajkishorswain834 ปีที่แล้ว

    Rabiebabu..bars...jada
    Chasada.

  • @sushantpatra7405
    @sushantpatra7405 2 ปีที่แล้ว +1

    Odisare matikamuduchhi dhrmendra

  • @miss__sanju__vloger
    @miss__sanju__vloger ปีที่แล้ว

    Murkha mantri

  • @abinashnayak365
    @abinashnayak365 2 ปีที่แล้ว

    Sea gote time odisha ru ticket neaiki jitila pore deio odisha ru jitila pori laghuni

  • @sanjayahcu20
    @sanjayahcu20 2 ปีที่แล้ว +2

    ଓଃ ସବୁ ତ ଉପାଡି ହେଇ ଯିବ... ଏବେ ଏତେ ବର୍ଷ ପରେ ବି ଓଡ଼ିଶାରେ କେମିତି ପଛୁଆ ପଡ଼ିଛ... ଖାଲି ଟାରେ...

    • @nirakarsahoo7004
      @nirakarsahoo7004 2 ปีที่แล้ว

      ବନ୍ଧୁ , ସମୟ କୁ ଅପେକ୍ଷା କରନ୍ତୁ, ନଇ ନଦେଖି ଲଙ୍ଗଳା କାହିଁକି ହେଉଛନ୍ତି ? ବନ୍ଧୁ , ଯଦି ଧର୍ମେନ୍ଦ୍ର ପ୍ରଧାନ ବିଜେପି ଦଳର ସର୍ବଭାରତୀୟ ସଭାପତି ହୁଅନ୍ତି , ତେବେ ଆପଣ ମାନେ କ'ଣ ଜଣେ ଓଡ଼ିଆ ହିସାବରେ ଗର୍ବ କରିବେ ନାହିଁ ? ( ଅବଶ୍ୟ ମୁଁ ଜାଣିନି ଆପଣ ଓଡ଼ିଆ କି ନୁହେଁ ) , ଧର୍ମେନ୍ଦ୍ର ପ୍ରଧାନ ଙ୍କର କ'ଣ ଯୋଗ୍ୟତା ରେ କିଛି ଅଭାବ ଅଛି ? କେନ୍ଦ୍ର ସରକାର ଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦୀର୍ଘ ବର୍ଷ ଧରି ନିଜର ଦକ୍ଷତା ପ୍ରତିପାଦନ କରିଆସୁଛନ୍ତି,‌ ଏହାକୁ କ'ଣ ଆପଣ ଅସ୍ୱୀକାର କରିପାରିବେ ? ବନ୍ଧୁ , ଆଉ ଦିନଥିଲା ଓଡ଼ିଶାରେ ଏହି ଦଳକୁ ଏକ ସାଇନବୋର୍ଡ ପାର୍ଟି ବୋଲି କେତେକ ପରିହାସ କରୁଥିଲେ , କିନ୍ତୁ ଆଜି ବିଜେପି ଦଳ ରାଜ୍ୟର ମୁଖ୍ୟ ବିରୋଧି ଦଳ । ଆଉ ଦିନ ଥିଲା ଆଜିର କେନ୍ଦ୍ର ସରକାରରେ ଥିବା ବିଜେପି ଦଳର ସଂସଦ ରେ ଆସନ ସଂଖ୍ୟା ଥିଲା ଦୁଇ, କିନ୍ତୁ ଆଜି ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଗଢି ପାରିଛି ଏବଂ ମଜଭୁତ ସ୍ଥିତିରେ ମଧ୍ୟ , ଏହାର ବିକଳ୍ପ ମଧ୍ୟ ନାହିଁ ଅନ୍ତତଃ ନିକଟ ଭବିଷ୍ୟତରେ। ବନ୍ଧୁ, ରାଜ୍ୟରେ ବିଜେଡି ମଜଭୁତ ସ୍ଥିତିରେ ଥିବାବେଳେ ବିଜେପି ର ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ ଙ୍କୁ କାହିଁକି ଛାଡ଼ିଦେଲେ ତାର ଉତ୍ତର ଯଦି ଆପଣଙ୍କ ପାଖରେ ଥିବ , ତେବେ ଆପଣ ଜାଣିପାରିବେ " ସବୁ ତ ଉପାଡ଼ି ହେଇଯିବ " କି ନାହିଁ !!! ବନ୍ଧୁ, ଜନସାଧାରଣ ସଚେତନ ହେଲେ ହିଁ ଏ ରାଜ୍ୟରୁ ଅରାଜକତା ହଟିବ, ରାଜ୍ୟରେ ଯେତେଦିନ ପର୍ଯ୍ୟନ୍ତ ଏ ମାଗଣା ଖିଆ ବ୍ୟବସ୍ଥା ବନ୍ଦ ନ ହୋଇଛି , ଅବଶ୍ୟ ବନ୍ଧୁ , ଅନ୍ୟ କୌଣସି ଦଳର ଚେର ଲାଗିବା କଷ୍ଟ ହୋଇପାରେ , କିନ୍ତୁ ଅସମ୍ଭବ ନୁହେଁ, ସେ ଦିନ ଆଉ ବେଶୀ ଡେରି ନାହିଁ । ବନ୍ଧୁ, ଆମେ ଗର୍ବ କରିବା କଥା ଆଜି ମୋଦି ସରକାର ଙ୍କ ଅମଳ ରେ କେନ୍ଦ୍ର ରେ ଓଡ଼ିଆ ମାନେ ବହୁ ଉଚ୍ଚ ସ୍ଥାନରେ ଅବସ୍ଥିତ , କିନ୍ତୁ ନବୀନ ବାବୁଙ୍କ ଏ ଦୀର୍ଘ ବାଇଶି ବର୍ଷର ଶାସନ କାଳ ପରେ ମଧ୍ୟ ଓଡ଼ିଆ ପୁଅ ଆଜି ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ । ଏହା କ'ଣ ଓଡ଼ିଆ ଙ୍କ ପରିଚୟ ? ବନ୍ଧୁ, ଆପନ୍ ମାନେ ଖୁସି ତ ?

    • @sushantpatra7405
      @sushantpatra7405 2 ปีที่แล้ว

      Jaha lekhile sabu bujha paduchhi birodhi dalra karamati kahni eate rajyku dhrmendra ayatku aniparile odisare kahink sabubele pachhua rahuchhi odisa re tanka plan kichhi kamkarunahi janapaduchhi navena o modi salise odisare BjP gdavhanga abstre rahuchhi

    • @sanjayahcu20
      @sanjayahcu20 2 ปีที่แล้ว

      @@nirakarsahoo7004ଭାଇ ମୁଁ ତୁମ ସହ ସମ୍ପୂର୍ଣ ରାଜି. ମୋର ବି ଇଚ୍ଛା ଆମ ଓଡିଶା ରେ ପରିବର୍ତନ ହୋଉ... କିନ୍ତୁ ବିଜେପି କ୍ରମାଗତ ପରିବର୍ତନ କରିବାକୁ ଚେଷ୍ଟା କରୁନି.... ଅର୍ଗାନାଇଜାସନ ମ୍ୟାନେଜେମେଣ୍ଟ ଠିକ ରେ ହୋଉନି... ଖାଲି ଭୋଟ ସମୟରେ ମୋଦିଜୀ ନାଁ ନେଇ ଜିତିବା ଉଚିତ ନୁହଁ... ଆଉ ଗୋଟେ କଥା ତୃଣମୂଳ ସ୍ତରରେ ବିଜେପି କାର୍ଯ୍ୟକର୍ତା କୋଉ ଭଳି ସମସ୍ୟା ରେ ସମ୍ମୁଖୀନ ହୋଉଛନ୍ତି ମୁଁ ଭଲ ଭାବରେ ଜାଣିଛି.. ସାମ୍ପ୍ରତିକ ରାଜ୍ୟ ସରକାର ପଂଚାୟତ ଲେବେଲ ରୁ ତାର ଅତ୍ୟାଚାର କରୁଛି କେହି ଯଦି ବିଜେଡି ବିରୁଦ୍ଧରେ କୁହେ... ପୋଲିସ ପ୍ରଶାସନ କୁ ପଛରେ ପକେଇଦିଅନ୍ତି ହଇରାଣ କରିବାପାଇଁ.. ମିଥ୍ୟା କେସ ରେ ଫସାନ୍ତି.. ସେଥିପାଇଁ ଲୋକ ଆଗକୁ ଆସୁ ନାହାନ୍ତି... ଆଉ ରହିଲା ପ୍ରାଥୀ କଥା ପଇସା ଵାଲା କୁ ଟିକେଟ ଦଉଛନ୍ତି....

    • @nirakarsahoo7004
      @nirakarsahoo7004 2 ปีที่แล้ว

      @@sanjayahcu20 ବନ୍ଧୁ, ଆପଣଙ୍କର ଉଦବେଗ କୁ ମୁଁ ଠିକ୍ ବୁଝିପାରୁଛି , ଶ୍ରୀରାମ ଙ୍କ ସେତୁ ବନ୍ଧରେ ସାମାନ୍ୟ ଗୁଣ୍ଡୁଚି ମୂଷା ଟିଏ ର ଯୋଗଦାନ ମଧ୍ୟ ଆଜି ଆମପାଇଁ ପ୍ରେରଣା ଦାୟକ। ବନ୍ଧୁ, ଆମେ ଜନସାଧାରଣ ଯଦି ସଚେତନ ହେବା ତେବେ ଏ ରାଜ୍ୟରୁ ଏ ଅପାରଗ ସରକାର କୁ ହଟାଇ ପାରିବା , ଅବଶ୍ୟ ପରିବାର ର ଯେଉଁ ପୁଅ ପାଖରୁ ଆମେ ଅଧିକ ଆଶା ରଖିଥାନ୍ତି ଯଦି ଆଶାନୁରୂପ ଫଳ ନ ପାଆନ୍ତି, ତେବେ ମନକୁ ଖଟକା ଲାଗିବା ସ୍ୱାଭାବିକ , କିନ୍ତୁ ଆମେ ନିଜକୁ ପଚାରିବା ଉଚିତ୍ , ଆମେ କ'ଣ ସେ ପୁଅକୁ ଉଚିତ୍ ମାର୍ଗଦର୍ଶନ ଦେଇଛନ୍ତି ? ବନ୍ଧୁ , ଆମେ ଆମର କର୍ତ୍ତବ୍ୟ କରିବା ଓ ସମୟ କୁ ଅପେକ୍ଷା କରିବା , ନିଶ୍ଚୟ ଏ ଅମାଅନ୍ଧକାର ରାଜ୍ୟରୁ ହଟିବ , ସେ ଦିନ ଆଉ ବେଶୀ ଡେରି ନାହିଁ । ବନ୍ଧୁ , ଆପଣଙ୍କୁ ଅନେକ ଧନ୍ୟବାଦ୍ ଆପଣଙ୍କର ଉଦବିଘ୍ନ ପାଇଁ। ଜୟ ଜଗନ୍ନାଥ।

  • @gobindasahu825
    @gobindasahu825 2 ปีที่แล้ว

    Aap

  • @satyabratatripathy3682
    @satyabratatripathy3682 2 ปีที่แล้ว

    Bjp ra munda kaama karuni,

  • @sujitkumarpanda7843
    @sujitkumarpanda7843 2 ปีที่แล้ว

    BJP budilaa taahele

  • @Akpanda618
    @Akpanda618 2 ปีที่แล้ว

    Odisha ra bhabisyat CM

  • @deepakranjan8443
    @deepakranjan8443 2 ปีที่แล้ว

    Bala na

  • @TrinathdasTND
    @TrinathdasTND 2 ปีที่แล้ว

    India re bakari dur kar vote pahi poltics kruchanthi 🙏🙏

  • @somnathkar6029
    @somnathkar6029 2 ปีที่แล้ว

    Ihhhiuíhi888

  • @subhransusekhar840
    @subhransusekhar840 2 ปีที่แล้ว

    Michua dharmendra

  • @ganeshtripathy2030
    @ganeshtripathy2030 2 ปีที่แล้ว +1

    ban.bihetare.lok.hogea.dn.asrm.chakirehale

  • @bikashchandrabehera4165
    @bikashchandrabehera4165 ปีที่แล้ว

    Right