BJD's Call For 6-Hour Bhubaneswar Bandh Withdrawn: Debi Mishra Conducts Pressmeet | Know The Details
ฝัง
- เผยแพร่เมื่อ 22 ก.ย. 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews #BhubaneswarBandh #BJD #DebiMishra
ଏ ସବୁ ନେତା ପଦରୁ ହଟିଲେ ଗୋଡ଼ ଚଳୁଛି, ନହେଲେ ପଦରେ ଥିଲା ସମୟ ରେ ସଲେ ଖାଇ ପିକି ନାହି ରେ ତେଲ ପକେଇକି ଶୋଇବି ।
ଭୁବନେଶ୍ବର BJD ରେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ବନ୍ଦ ବିଫଳ ହେବା ଜାଣିବା ପରେ ବନ୍ଦ କୁ ପ୍ରତ୍ୟାହାର କଲା BJD।
ଗୋଟେ ତଦନ୍ତ ପରିସର ଭୁକ୍ତ କେସ କୁ ନେଇ କମିଶନରେଟ୍ ର କୋରୋନା କାଳ ସେବା କୁ ଭୁଲି ଘୋ ଘା କରି କିଛି ନିର୍ଦ୍ଧିଷ୍ଟ ଲୋକ ଙ୍କ ନିହିତ ସ୍ୱାର୍ଥ ପାଇଁ ଭୁବନେଶ୍ୱର ବନ୍ଦ କରି ଜନତା କୁ ଆର୍ଥିକ ହଇରାଣ କରିଲେ ଲୋକେ ବୃଦ୍ଧ ନବୀନ ବାବୁ ଙ୍କ ସମ୍ମାନ କୁ ଭୁଲି ଆପଣ ଙ୍କ ପଛ ନାଲି କରି ଦେବେ !!
BJD should have clear vision, Withdrawing Bandh is not your perpetual decision , We were ready Who are you Mr defeted to loss our time and energy
ଲଜ୍ଜା ଲାଗୁନି। ସେ ପରା ତୁମରି ବିହନ। ଏତେ ଶିଘ୍ର ବଦଳିବ କିପରି।
Tame kete case apari thadanta karicha
BJD ଦଳର ଏସବୁ ନାଟକ BJD ସରକାର ଥିଲା ବେଳେ ଏମିତି କେତେ କେତେ ନୀରିହ ଝିଅ କୁ ଅତ୍ୟାଚାର ରେଫ ହେଇଛି ସେତେ ବେଳେ କୋଉଠି ଥିଲ bjd ଗୋଟେ ନାଟକ ଦଳ
BJD ଫାଟି ଗଲା
Video gudakdekhi darigale