ମାଛ ବେସର | Machha Besara | Fish curry with mustard gravy | Village style cooking
ฝัง
- เผยแพร่เมื่อ 10 ก.พ. 2025
- ମାଛ ବେସର ଝୋଳ | Machha Besara. Fish curry with mustard gravy. Village style cooking. Rural Odisha cooking. #MachhaBesara #JejeMaaHandisala #fishcurry
87 ବର୍ଷର ବୁଢ଼ୀ ମା ତାଙ୍କ ସମୟରେ କେମିତି କରୁଥିଲେ ଅଳ୍ପ ତେଲ ମସଲାରେ ମାଛ ବେସର ତାହା ଏଇ ଭିଡ଼ିଓରେ ରହିଛି। କିନ୍ତୁ ବୟସାଧିକ ଯୋଗୁ ରୋଷେଇରେ ବ୍ୟବହୃତ କିଛି ମସଲା ଆଧୁନିକତାର ସ୍ପର୍ଶ ପାଇଛି ।
ଜେଜେମା ଙ୍କୁ ବହୁଳ ମାତ୍ରାରେ ସହଯୋଗ କରନ୍ତୁ ଏବଂ ତାଙ୍କୁ ଆଗକୁ ଯିବାରେ ସାହାଯ୍ୟ କରନ୍ତୁ ।