ମାଣବସା ଗୁରୁବାର ପ୍ରତି ପାଳିର ସହଜ ସରଳ ପୂଜାବିଧି💐Manabasa Gurubara bidhi💐Margasira Gurubar Laxmi puja

แชร์
ฝัง
  • เผยแพร่เมื่อ 30 พ.ย. 2024

ความคิดเห็น • 66

  • @MUSICZONE3.00
    @MUSICZONE3.00 10 วันที่ผ่านมา +10

    ମ୍ୟାମ୍ ପ୍ରଣାମ ଆପଣଙ୍କ ଭିଡିଓରୁ ବହୁତ କିଛି ଶିଖିପାରୁଛୁ ଧନ୍ୟବାଦଏତେ ଶିକ୍ଷଣୀୟ ବାର୍ତ୍ତା ଦେଇଥିବାରୁ ମ୍ୟାମ୍ ମାର୍ଗଶୀର ମାସରେ ଆମିଷ ଖାଇବା ନିଷେଧ କି ଆଉ ବର୍ଷସାରା ଶ୍ରୀମଦ ଭାଗବତ ମହାପୁରାଣ ପାଠ କଲେ ଆମିଷ ଖାଇ ପାଠ କଲେ ଦୋଷ ଲାଗିବ କି ଆଉ ଶାସ୍ତ୍ରୀୟ ମତ କ'ଣ ରହିଛି ଦୟାକରି ଜଣେଇବେ ପ୍ରଭୁଶ୍ରୀମନ୍ନାରାୟଣ ଆପଣଙ୍କୁ ସୁସ୍ଥ ରଖନୁ

    • @SwagatikaPani
      @SwagatikaPani  9 วันที่ผ่านมา +1

      ଧନ୍ୟବାଦ..ଅତି ସୁନ୍ଦର କଥା ପଚାରିଛନ୍ତି.. ଏ ସମ୍ପର୍କରେ ଭିଡ଼ିଓଟିଏ ମୁଁ ଶୀଘ୍ର Upload କରିବି...

  • @ramachandrasahoo1608
    @ramachandrasahoo1608 9 วันที่ผ่านมา +1

    ନମସ୍ତେ ମା ଆପଣ ଉପ ସ୍ଥାପନ ରୁ ବହୁତ କିଛି ଶିଖିବା କୁ ମିଲୁଛି ଅଶେଷ ଅଶେଷ ଧନ୍ୟବାଦ ମା ନମସ୍ତେ

    • @SwagatikaPani
      @SwagatikaPani  9 วันที่ผ่านมา

      ସୁସ୍ୱାଗତଂ

  • @subratabehera7506
    @subratabehera7506 9 วันที่ผ่านมา +2

    Mam namaskar. ଆମର ଡ଼ାହାଣ ପଟେ ନା ଠାକୁରଙ୍କ ଡ଼ାହାଣ ପଟେ।please madam ଜାଣିପାରୁନି ।

    • @SwagatikaPani
      @SwagatikaPani  8 วันที่ผ่านมา

      ଠାକୁରଙ୍କ ଡାହାଣ ପଟେ ଓ ଆମର ବାମ ପଟେ

  • @kristyhoney6121
    @kristyhoney6121 6 วันที่ผ่านมา +1

    Mam jai jagannath sudasa brata re jemiti 10 punji chaula puja karanti manabasa re kara jae ki

    • @SwagatikaPani
      @SwagatikaPani  6 วันที่ผ่านมา

      ନାଁ କେବଳ ସୁଦଶା ବ୍ରତରେ କରାଯାଏ... ମାଣ ପୂଜାରେ କେବଳ ନୂଆ ବିରି, ନୂଆ ମୁଗ ଆଉ ନୂଆ ଅରୁଆ ଚାଉଳରେ ପ୍ରସ୍ତୁତ ବ୍ୟଞ୍ଜନ ଭୋଗ କରାଯାଏ...

  • @PhulamatiPradhan-r9m
    @PhulamatiPradhan-r9m 9 วันที่ผ่านมา +2

    Ma'am pitha jou bhogo lagithae seita sabu khaiba nihati darkar ki Ma'am please reply me

    • @SwagatikaPani
      @SwagatikaPani  8 วันที่ผ่านมา

      ହଁ ସେଇ ଭୋଗ ଅନ୍ୟ କାହାକୁ ଦିଆଯାଏ ନାହିଁ... ଘରର ସଦସ୍ୟ ଖାଇବେ ସବୁ ସେଇଦିନ କିମ୍ବା ଅଧିକ ହେଲେ ତା' ପରଦିନ ବି ଖାଇପାରିବେ... କିଛି ପିଠା ଚଣ୍ଡ ଭୋଗ ଦେବେ ଖାଇବା ପୂର୍ବରୁ ଆଉ ଚଣ୍ଡ ଭୋଗ ସେମିତି ରହିଥିବ ସେଇଠି, ପରେ ଫିଙ୍ଗାଯିବ, ତାକୁ ଖିଆଯିବ ନାହିଁ...

  • @RutuparnaDash-oc5np
    @RutuparnaDash-oc5np 9 วันที่ผ่านมา +2

    Mam mo sasu gan re mana basauchanti .mu bahare rahuchi mu ethi dhana benti kiniki puja karuchi.kichi asubidha ki ?

    • @SwagatikaPani
      @SwagatikaPani  8 วันที่ผ่านมา

      ଗାଁରେ ଶାଶୁ ଯଦି ମାଣ ବସାଉଛନ୍ତି, ଆପଣ ଆଉ ଗୋଟିଏ ବସାଇବା ଉଚିତ ନୁହେଁ.. ଶାଶୁଙ୍କ ପରେ ଯଦି ଦୁଇ କିମ୍ବା ଅଧିକ ଭାଇ ଥିବେ ଆଉ ଅଲଗା ଅଲଗା ପୂଜା ପାଇଁ ନିଷ୍ପତ୍ତି ନେବେ, ତେବେ ଆପଣ ମାଣ ବସାଇପାରିବେ... ଧାନ ମାଣ ଆଉ ମେଣ୍ଟି ଏକା ସାଙ୍ଗେ ପୂଜା କରାଯାଏ... ତେଣୁ ବରଂ ଫଟୋ ବା ମୂର୍ତ୍ତିଙ୍କୁ ପୂଜା କରନ୍ତୁ.. ଯଦି ଏବର୍ଷ କରୁଛନ୍ତି, କିଛି କଥା ନାହିଁ, ଆରବର୍ଷ କେବଳ ଚିତା ପକାଇ ମା' ଙ୍କ ମୂର୍ତ୍ତି ବା ଫଟୋ ପୂଜା କରିପାରିବେ... ଆଉ ଧାନ ମାଣ ଓ ଧାନମେଣ୍ଟି ଶାଶୁଙ୍କ ପରେ ପୂଜା କରିପାରିବେ ନିଜେ...

    • @RutuparnaDash-oc5np
      @RutuparnaDash-oc5np 8 วันที่ผ่านมา +1

      @SwagatikaPani dhanyabad madam.

  • @deepaknayak3632
    @deepaknayak3632 9 วันที่ผ่านมา +2

    Mam manabasa jahar nathiba se kn kebe b baseiparibani ki

    • @SwagatikaPani
      @SwagatikaPani  8 วันที่ผ่านมา +1

      ଯଦି ଘରେ ନାହିଁ, କାହିଁକି ନାହିଁ, ସେ କଥା ବୁଝିନିଅନ୍ତୁ... ଯଦି କେହି ସେହି ଦିନ ମୃତ୍ୟୁବରଣ କରିଥିବେ, ତେବେ ମାର୍ଗଶୀର ଗୁରୁବାର ଚାରିପାଳିରୁ କୌଣସି ପାଳିରେ ବି କେହି ଯଦି ଘରେ ଜନ୍ମ ହୁଅନ୍ତି, ତେବେ ମାଣବସା ପୁଣି ଆରମ୍ଭ କରିପାରିବେ.. ଯଦି ଅନ୍ୟ କୌଣସି କାରଣ ଥାଏ, ତେବେ କରିପାରିବେ... କାରଣଟା କହିଲେ କହିବି...

    • @deepaknayak3632
      @deepaknayak3632 8 วันที่ผ่านมา

      @SwagatikaPani mam ମୋ ଜେଜେ ଙ୍କ ଭଉଣୀ ମରିଯାଇଥିଲେ ସେ ବ ପୁଣି ବାହାହବା ପୂର୍ବରୁ ତ ସେଥିପାଇଁ ଜେଜେ ମନା କରିଥିଲେ, ପୁଣି ଖଡ଼ି ପାଞ୍ଜି କରିକି କଲେ ହବ କି ନାଇଁ

    • @SwagatikaPani
      @SwagatikaPani  8 วันที่ผ่านมา +1

      ନାଁ ବିବାହ ପୂର୍ବରୁ ଯେହେତୁ, ସିଏ ଆପଣଙ୍କ ଗୋତ୍ରର... ତେଣୁ କରିହେବ ନାହିଁ ଯେ ପର୍ଯ୍ୟନ୍ତ ଅନ୍ୟ କେହି ମାର୍ଗଶୀର ଗୁରୁବାର ପାଳିରେ ଜନ୍ମ ହୋଇନାହାଁନ୍ତି...ଏହା ବିଧି...

    • @deepaknayak3632
      @deepaknayak3632 8 วันที่ผ่านมา +2

      @@SwagatikaPani tq mam 🙏🙏🙏🙏ଆପଣ ମୋ coment ର reply ଦେଇଛନ୍ତି ❤😍🤗

  • @AlakaPatnaik
    @AlakaPatnaik 9 วันที่ผ่านมา +1

    Bahut bhala lagila Madam.kichi loka kuhanti kalasanka pakhe pitha bhoga lage,arna bhoga lageni ahara karana kan janaibe.

    • @SwagatikaPani
      @SwagatikaPani  9 วันที่ผ่านมา

      ଧନ୍ୟବାଦ💐ଯେଉଁ ଦିନ ମାନଙ୍କରେ ଅନ୍ୟ ଦେବଦେବୀଙ୍କୁ ଅନ୍ନ ଭୋଗ ଲଗାଉଛନ୍ତି, ସେହି ଦିନ କଳସରେ ମଧ୍ୟ ଅନ୍ନ ଭୋଗ ଦେବା ଉଚିତ... କାରଣ ଭୋଗ ସମସ୍ତଙ୍କ ପାଖେ ସମାନ ଭାବେ ଲାଗିବା ଉଚିତ.. ଅନ୍ୟ ଦିନଗୁଡିକରେ ଶୁଖିଲା ଭୋଗ ପିଠା, ଫଳ, ଉଖୁଡା,କୋରା ଆଦି ଦେଇପାରିବେ କିଛି ଅସୁବିଧା ନାହିଁ.. କଳସ ମଧ୍ୟରେ ସର୍ବ ଦେବାଦେବୀଙ୍କୁ ଆବାହନ କରି ବସାଯାଇଥାଏ... ତେଣୁ ଯିଏ ଏ କଥା କହୁଛନ୍ତି, ତାହାର କୌଣସି ପ୍ରାସଙ୍ଗିକତା ନାହିଁ...

    • @AlakaPatnaik
      @AlakaPatnaik 9 วันที่ผ่านมา

      Thik katha kahile madam auu gote Katha pacharibi ,AME kalasareh pancha devata nku ahwana karuche +ghare bigraha heuu ki photo heuu sethireh bhi pancha devata nku puja karuche tahale bhoga kou bhabe lagaiba uchit heba.kahibe.

    • @SwagatikaPani
      @SwagatikaPani  9 วันที่ผ่านมา

      @AlakaPatnaik kalasa paien pancha debata nka paien gotie thali au ghara pancha debata nka paien panchoti chota chota thali re deiparibe.au gotie sarba deba debi nka uddesya re... Ehipari 7 ti au jadi 9 ti debaku chahunchanti, gotie balgopal nkara au gotie maa lakhmi nkara...

  • @rojalinbehera9905
    @rojalinbehera9905 8 วันที่ผ่านมา +2

    Mam mnu bahare rahuchi hele sasu ghare mana basauchanti ta mnu kemti bigraha re puja karibi ta upare tike video anantu plz

    • @SwagatikaPani
      @SwagatikaPani  8 วันที่ผ่านมา +1

      ଠିକ ଅଛି.. କେବେ upload କରିବି.. ମାତ୍ର ଯଦି ଶାଶୁ ମାଣ ବସାଉଛନ୍ତି, ଆପଣ ଆଉ ଗୋଟିଏ ମାଣ ବସାଇବା ଉଚିତ ନୁହେଁ... ତେଣୁ ମାଣ ବସାଇବା ବିଧିକୁ ଛାଡି ଗୁରୁବାର ପାଳିର ଆଉ ଯାହା ସବୁ ବିଧି ରହିଛି, ନିଃସନ୍ଦେହରେ କରି ପାରିବେ.. ବିଗ୍ରହ ପୂଜା ବି...

    • @rojalinbehera9905
      @rojalinbehera9905 8 วันที่ผ่านมา +1

      Mana ta mnu baseibi nahi Vada ghare hele Normal puja bigrahare kemti bidhi re karibu jau Mane bahare rahuchanti ta pnai 2nd pali gurubar vitare apanka subudha re video upload karidiantu🙏

    • @SwagatikaPani
      @SwagatikaPani  8 วันที่ผ่านมา +1

      ଠିକ ଅଛି.. 2nd ପାଳି ପୂର୍ବରୁ ନିଶ୍ଚୟ upload କରିବି..

    • @rojalinbehera9905
      @rojalinbehera9905 8 วันที่ผ่านมา

      Thank you mam❤️🙏🙏🙏❤️

  • @chinmayeechandrikamohanta2079
    @chinmayeechandrikamohanta2079 9 วันที่ผ่านมา +2

    ମାଣବସା ଗୁରୁବାର ଦିନ ଲୁଣ ଖାଇବା ଉଚିତ୍ କି ?

    • @SwagatikaPani
      @SwagatikaPani  9 วันที่ผ่านมา

      ଲୁଣରେ କିଛି ବାରଣ ନାହିଁ ତେବେ ଗୁଣ୍ଡ ଲୁଣ ବଦଳରେ ବଗଡ଼ା ଲୁଣ (ଯାହା ପୂର୍ବରୁ ମିଳୁଥିଲା ଗୋଟା ଲୁଣ) ଓ କଳା ଲୁଣ (ବିଟ ଲୁଣ)ର ବ୍ୟବହାର କରିହେବ

  • @simplevlogs79
    @simplevlogs79 9 วันที่ผ่านมา +1

    Mana pedi re sabu kan rakhajae aau pratibarsha nua sabu rakhipadithae ki aau se puruna jinisha sabu kan karahaba dayakari kuhantu❤

    • @SwagatikaPani
      @SwagatikaPani  8 วันที่ผ่านมา +1

      ମାଣ ପେଡିରେ ମା' ଙ୍କ ଧାନ ମାଣ ଓଷାର ସବୁ ଜିନିଷ ରହେ ପୂଜା ସାରିବା ପରେ... ସେ ଜିନିଷ ବର୍ଷସାରା ବାହାରେ ରହେ ନାହିଁ... ପୁରୁଣା ଜିନିଷ ଯାହା ଆବଶ୍ୟକ, ତାକୁ କାଢିବେ ପ୍ରତିବର୍ଷ ଆଉ ଅନାବଶ୍ୟକ ଜିନିଷ ନଦୀରେ ବିସର୍ଜନ ଦେବେ... ପ୍ରତିବର୍ଷ ନୂଆ ମାଣ, ଧାନ ମେଣ୍ଟା ଆଉ ମା'ଙ୍କର ନୂଆ ବସ୍ତ୍ର ଓଢଣୀ ଆଦି ନିହାତି କିଣିବେ... ପୁରୁଣା ଅଳଙ୍କାର ଆଭୂଷଣକୁ ଭଲଭାବେ ଧୋଇ ପୁଣି ଦେଇପାରିବେ.. ଆଉ ଗତ ବର୍ଷର ଧାନକୁ କୁଟି ଖେଚୁଡ଼ି କ୍ଷୀରି କରି ଖାଇବେ ନିଜ ଘର ଲୋକଙ୍କୁ ଦେବେ କେବଳ....

    • @simplevlogs79
      @simplevlogs79 8 วันที่ผ่านมา +1

      @SwagatikaPani 🙏❤️bahut dhanyawad

  • @PriyadarshiniSwain-c9m
    @PriyadarshiniSwain-c9m 9 วันที่ผ่านมา +1

    Jay Jagannath mahapravu nk Jay 🙏 mam margsira guru bara re maa laxmi nku jeu khatuli re basai puja karuthiba nd kalasa basaithiba sei dina Sandhya purbaru uthaiba na ta para dina sakalu uthaiba kn kariba uchit reply deantu mam ,🙏

    • @SwagatikaPani
      @SwagatikaPani  8 วันที่ผ่านมา +1

      ଗୁରୁବାର ଦିନ ଉଠେଇବା ଉଚିତ ନୁହେଁ ଯାହା ଏବେ କିଛି ଲୋକ କରୁଛନ୍ତି...ତା' ପରଦିନ ସୂର୍ଯ୍ୟ ଉଦୟ ପରେ ମା'ଙ୍କୁ ଶୁଖିଲି ଭୋଗ କିଛି ଲଗାଇ ଉଠାଇବା ଉଚିତ...

    • @PriyadarshiniSwain-c9m
      @PriyadarshiniSwain-c9m 8 วันที่ผ่านมา

      @@SwagatikaPani thank u mam ,🙏

  • @basantinayak9225
    @basantinayak9225 9 วันที่ผ่านมา +1

    Jaya maa Laxmi Jaya🙏🙏🙏

  • @praptipradhan8798
    @praptipradhan8798 10 วันที่ผ่านมา +1

    Mam,ଘରେ ମା ଲକ୍ଷ୍ମୀ ଙ୍କର ପିତଳ ମୂର୍ତ୍ତି ରଖିଲେ କିଛି ଅସୁବିଧା ହେଇଥାଏ??

    • @SwagatikaPani
      @SwagatikaPani  9 วันที่ผ่านมา

      ନାଁ ଏହା ଅତ୍ୟନ୍ତ ଶୁଭପ୍ରଦ ଆଉ ରଖିବା ଉଚିତ

    • @praptipradhan8798
      @praptipradhan8798 9 วันที่ผ่านมา +1

      ଧନ୍ୟବାଦ🙏🏻

  • @mandakinipradhan5054
    @mandakinipradhan5054 10 วันที่ผ่านมา +2

    3 Pali mana basiba thik ki

    • @SwagatikaPani
      @SwagatikaPani  9 วันที่ผ่านมา

      ପ୍ରକୃତରେ ଚାରି ପାଳି ନଚେତ ଦୁଇ ପାଳି କରିବା କଥା... ମାତ୍ର ଅଷ୍ଟମୀ ପର ଗୁରୁବାରଠାରୁ କଲେ ଏବର୍ଷ ତିନି ପାଳି ହେଉଛି.. ଆଉ ମାଣ ବସିବା ପରେ କୌଣସି ପାଳି ଅପୂଜା ରହିବେନି ଉଠିବା ପର୍ଯ୍ୟନ୍ତ କି ମାର୍ଗଶୀର ମାସ ଗୁରୁବାର ଚାରି ପାଳି ନ ସରିବା ପର୍ଯ୍ୟନ୍ତ ଧାନ ମାଣ ଉଠାଇବା ଉଚିତ ନୁହେଁ.. ତେଣୁ ଚାହିଁଲେ ଶୁକ୍ଳ ପକ୍ଷ ପ୍ରଥମ ପାଳିରେ ବସାଇ ଦୁଇ ପାଳି କରିପାରିବେ... ଏହା ସର୍ବୋତ୍ତମ...

  • @nilambarsabar8318
    @nilambarsabar8318 10 วันที่ผ่านมา +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🌹 କଳସ ପାଖରେ ଅନ୍ନ ଭୋଗ ଦିଆଯାଇପାରିବ କି ଦୟାକରି କୁହନ୍ତୁ 🙏🙏🙏

    • @SwagatikaPani
      @SwagatikaPani  10 วันที่ผ่านมา

      ହଁ ଅନ୍ନ ଭୋଗ ଦେଇପାରିବେ... ତେବେ ସାଦା ଅନ୍ନ ନୁହେଁ, ଖେଚୁଡ଼ି କିମ୍ବା କାନିକା ଦିଅନ୍ତୁ...

    • @SwagatikaPani
      @SwagatikaPani  9 วันที่ผ่านมา

      ଯେଉଁ ଦିନ ମାନଙ୍କରେ ଅନ୍ୟ ଦେବଦେବୀଙ୍କୁ ଅନ୍ନ ଭୋଗ ଲଗାଉଛନ୍ତି, ସେହି ଦିନ କଳସରେ ମଧ୍ୟ ଅନ୍ନ ଭୋଗ ଦେବା ଉଚିତ... କାରଣ ଭୋଗ ସମସ୍ତଙ୍କ ପାଖେ ସମାନ ଭାବେ ଲାଗିବା ଉଚିତ...କଳସ ମଧ୍ୟରେ ସର୍ବ ଦେବାଦେବୀଙ୍କୁ ଆବାହନ କରି ବସାଯାଇଥାଏ...ଅନ୍ୟ ଦିନଗୁଡିକରେ ଶୁଖିଲା ଭୋଗ ପିଠା, ଫଳ, ଉଖୁଡା,କୋରା ଆଦି ଦେଇପାରିବେ କିଛି ଅସୁବିଧା ନାହିଁ...

    • @nilambarsabar8318
      @nilambarsabar8318 9 วันที่ผ่านมา +1

      ଧନ୍ୟବାଦ ‌ମା🙏🙏🌹

  • @DibyaJyotiSahu-x3t
    @DibyaJyotiSahu-x3t 9 วันที่ผ่านมา +1

    Madam pranam prathama Pali jhuti debi ki nai

    • @SwagatikaPani
      @SwagatikaPani  8 วันที่ผ่านมา

      ପ୍ରଥମ ପାଳି ଅଲାଗି ପାଳିରେ ନୂଆ ଅରୁଆ ଚାଉଳର ଝୋଟି ଦିଆଯାଏ ନାହିଁ... ଦ୍ଵିତୀୟ ପାଳିରୁ ଦେବେ...

  • @rilipuspamalik5313
    @rilipuspamalik5313 10 วันที่ผ่านมา +1

    Maa ame rati 3tare baseiparivaki

    • @SwagatikaPani
      @SwagatikaPani  10 วันที่ผ่านมา +1

      ନାଁ ରାତ୍ର ୩.୦୦ ରୁ କାହିଁକି ? ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ୪. ୩୦ ରୁ 6.00 ମଧ୍ୟରେ ପୂଜା କରି ମାଣ ବସାନ୍ତୁ... ଏହା ଅତି ଉତ୍ତମ ସମୟ...

  • @binapanimajhi1316
    @binapanimajhi1316 10 วันที่ผ่านมา +1

    Madam Surya Puja aga karibu,na Tulasi gachha Puja karibu,aga mana baseibu.

    • @SwagatikaPani
      @SwagatikaPani  10 วันที่ผ่านมา +1

      ଆଗେ ସୂର୍ଯ୍ୟ ପୂଜା, ତୁଳସୀ ପୂଜା ତା' ପରେ ମାଣ ବସେଇବେ..ତା' ପରେ ଘର ଠାକୁରଙ୍କୁ ସ୍ନାନ କରାଇ ଏକା ସାଙ୍ଗରେ ମା' ଲକ୍ଷ୍ମୀଙ୍କ ସହିତ ଭୋଗ ଦେବେ..

    • @binapanimajhi1316
      @binapanimajhi1316 10 วันที่ผ่านมา +1

      Thank you mam

  • @satyabhamabehera6195
    @satyabhamabehera6195 9 วันที่ผ่านมา +1

    Ditiya palire mana basaiparibaki

    • @SwagatikaPani
      @SwagatikaPani  9 วันที่ผ่านมา

      ବସିପାରିବ ମାତ୍ର ଯଦି ପ୍ରଥମଥର ପାଇଁ ନୂଆ ମାଣ ବସାଉଛନ୍ତି, ତେବେ ଶୁକ୍ଳ ପକ୍ଷର ପ୍ରଥମ ପାଳି ସର୍ବୋତ୍ତମ

  • @rilipuspamalik5313
    @rilipuspamalik5313 10 วันที่ผ่านมา +1

    Plz kuhantu

  • @Lifebadlegi-n4d
    @Lifebadlegi-n4d 9 วันที่ผ่านมา

    mam mun bhulre arura boli usuna chaula re pitha kari bhoga dei deichi kn karibi?

    • @SwagatikaPani
      @SwagatikaPani  9 วันที่ผ่านมา

      Maa nku khyama prarthana kari niantu.. Au sehi pitha na dei sandhya puja re arua chaula re pitha diantu..

  • @kunmoongan
    @kunmoongan 9 วันที่ผ่านมา +1

    ଦିଦି ମାଆ ଙ୍କ ମୂର୍ତ୍ତି ଖୋଟୁଳି ରେ ଗଟେ ପାଳି ରେ ସ୍ନାନ ଵିଧି ପରେ ସନ୍ଧ୍ୟା ରେ ମାଆ ଙ୍କୁ ଉଠେୟିବି ନା ସେ ଖୋଟୁଳି ରେ ବସିଥିବେ

    • @kunmoongan
      @kunmoongan 9 วันที่ผ่านมา +1

      ମାଆ ଖୋଉଟୁଳି ରେ ବସିବେ ସନ୍ଧ୍ୟା ରେ ଖାଲି ଘଟ ବିସରଜନ ଦେବି କି

    • @kunmoongan
      @kunmoongan 9 วันที่ผ่านมา +1

      ସନ୍ଧ୍ୟା ରେ ଝାଡୁ କରି ମାଆ ଙ୍କୁ ପୂଜା କରିବି ନା ତାପରେ ମାଆ ଙ୍କୁ ପୂଜା କରିସାରି ଝାଡୁ ଦେବି

    • @SwagatikaPani
      @SwagatikaPani  9 วันที่ผ่านมา +1

      ବସା ପାଳିରେ ମା' ବସିବେ ଆଉ ଉଠା ପାଳିରେ ଉଠିବେ.. ଏହା ପ୍ରକୃତ ବିଧି...

    • @SwagatikaPani
      @SwagatikaPani  9 วันที่ผ่านมา +1

      ପୂଜା ପରେ ଝାଡୁ କରାଯାଏ ନାହିଁ... ପୂର୍ବରୁ କରିବା ଉଚିତ

    • @SwagatikaPani
      @SwagatikaPani  9 วันที่ผ่านมา +1

      ଚାହିଁଲେ ଚାରି ପାଳି ବସାଇ ପାରିବେ ଯଦି ଆମିଷ ଘରେ ପଶିବ ନାହିଁ ଆଉ ସମସ୍ତେ ପୂଜାବିଧିକୁ ମାନିବେ ନଚେତ କଳସ ବିସର୍ଜନ କରିବା ଠିକ ହେବ.. ମା' ସେମିତି ଥିବେ