କିଡ୍ନିକୁ ସୁସ୍ଥ ରଖିବା ପାଇଁ ୫ଟି ଉପାୟ | Tips for Health Kidney, in Odia | Dr Manas Ranjan Pradhan
ฝัง
- เผยแพร่เมื่อ 15 ก.ย. 2024
- #KidneyCare #OdiaHealthTips #WorldKidneyDay
କିଡ୍ନି ଆମ ଶରୀରରୁ ବର୍ଯ୍ୟବସ୍ତୁ ସଫା କରିବା ସହିତ ଶରୀରରେ ରକ୍ତ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି କିଡ୍ନି ଏହି କାର୍ଯ୍ୟ କରିବା ବନ୍ଦ କରିଦିଏ ତାହାହେଲେ ସମ୍ପୂର୍ଣ୍ଣ ଶରୀର ବିଗିଡ଼ି ଯାଏ। ତେଣୁ କିଡ୍ନିକୁ ସୁସ୍ଥ ରଖିବା ଜରୁରୀ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଜାଣିବା କିଡ୍ନି ସୁସ୍ଥ ରଖିବାର ୫ଟି ଉପାୟ।
କିଡ୍ନିର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍ନି ଦିବସ ଭାବେ ପାଳନ କରାଯାଉଛି।
ଏହି ଭିଡିଓରେ ରହିଛି,
କିଡ୍ନିକୁ ସୁସ୍ଥ ରଖିବା ପାଇଁ ୫ଟି ଉପାୟ
ବିଶ୍ୱ କିଡ୍ନି ଦିବସ ପରିପ୍ରେକ୍ଷୀରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍ନି - ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ କରାଯାଉଛି।
Kidney is an excretory organ of the body. Kidneys remove waste products from the blood and produce urine. Maintaining kidney health is vital for overall well-being. How to keep your Kidney healthy? Let's know more from Dr Manas Ranjan Pradhan, a Urologist.
In this Video,
Tips for Healthy Kidney
On the eve of World Kidney Day, IFI Foundation in association with OdishaLIVE & Swasthya Plus Network presents a public health awareness campaign 'Sustha Kidney- Sustha Sharira: 'Healthy Kidney for a Healthy Body from March 13-15, 2024. Let's prioritize Kidney Health for a Healthy Life!
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: SwasthyaPlusOdia).
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
ଧନ୍ୟବାଦ ସାର୍ ଜୟ ଜଗନ୍ନାଥ❤
Good information sir
Thanks sir.for your nice advice..
Thanks sir🙏
Absolutely good information sir 🙏🙏
Best tips sir👌
ମାସରେ ଦି ତିନି ଦିନ ଉପବାସ କରନ୍ତୁ... ସୁସ୍ଥ ରହିବେ
True
Manas sir is a good person
Very nice advice sir
Bahut bahut dhanaybad ❤❤❤❤❤❤❤❤❤❤❤
Thank you so much 🙏
DR.MANASH RANJAN PRADHAN SIR VERY GOOD DOCTOR
Very nice opinion
Thank you Doctor
Good tips
Dear doctor ji, your video is very nice but you forgot to say the major cause of kidney disease, that is,alkahol. In maximum kidney cases I found alkahol and fast food is the main thing that causes kidney dieses.
Many thanks to swasthya plus odisha.
❤ love you sir
Thanks🙏🙏🌹🌹
🎉xthank you sir
Very nice🙏
Thanks
Sir namaskar
Ur best sir....
Thank you so much sir ❤❤
Main jinisha mada cigarate gutkha kahileni j
Kemiti kahibe ?? sarkar nku bhaya bi toh achhi na
Is doctor ka shakal hi ek kidney patient jaisa hai.
Thanku sir
Mu jane student 12 hr library AC re basi rahuchhi . Mu exact kete pani piibi. (My age 27 men)
2.5 liters
Thank you sir
Thanks doctor 🎉
Sir namaskar