ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିକି ମୋ ଅଭିଯୋଗ ଶୁଣେଇବି || Dekh Khabar Rakh Nazar

แชร์
ฝัง
  • เผยแพร่เมื่อ 24 ต.ค. 2024

ความคิดเห็น • 12

  • @taruncreation9130
    @taruncreation9130 3 หลายเดือนก่อน

    ବହୁତ୍ ସୁନ୍ଦର୍ ନନା❤❤❤

  • @GuruCharann-bt3dh
    @GuruCharann-bt3dh 3 หลายเดือนก่อน +2

    Right

  • @AlokMishra-w3e
    @AlokMishra-w3e 3 หลายเดือนก่อน +1

    ଯିଏ ଖାଇବା ପାଇଁ ପାଉନାହିଁ ତାକୁ ଦିଆଯାଉନାହିଁ 😂😂😂😂😂

  • @AlokMishra-w3e
    @AlokMishra-w3e 3 หลายเดือนก่อน +1

    💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯

  • @AlokMishra-w3e
    @AlokMishra-w3e 3 หลายเดือนก่อน +1

    କହିଦେବା ଆଉ ତାକୁ କାମରେ ଲଗେଇବା ଫରକ୍। ଆକାଶ ପାତାଳ

  • @AlokMishra-w3e
    @AlokMishra-w3e 3 หลายเดือนก่อน +1

    ପ୍ରକୃତ କଥା ଏହାକୁ ପ୍ରଥମେ ସରକାର ଦୃଷ୍ଟି ଦେଇ କାର୍ଯ୍ୟକାରୀ କରିବା ଆବଶ୍ୟକ କାରଣ ବୃଦ୍ଧା ବୃଦ୍ଧି ବିକଳାଙ୍ଗ ଅକର୍ମନ୍ୟ ଏବଂ ବିଧବା ଏମାନେ ଖାଇବା ଚାଲିବା ପାଇଁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏମାନେ ମାସ ଶେଷରେ ଭତା ଟଙ୍କା କୁ ଏନେଇ ରହୁଛନ୍ତି ସରକାର ଏହାର ସମାଧାନ କରିବା ଆବଶ୍ୟକ କାରଣ ଏହି ୧୦୦୦ ଟଙ୍କାରେ କଣ କରିପାରିବେ ପ୍ରଥମେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ପ୍ରଥମେ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଇଲେ ଏମାନେ ଉପକୃତ ହେଇପାରନ୍ତେ

  • @AlokMishra-w3e
    @AlokMishra-w3e 3 หลายเดือนก่อน +1

    👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @AlokMishra-w3e
    @AlokMishra-w3e 3 หลายเดือนก่อน +1

    BJP ଭାରତୀୟ ଜନତା ପାର୍ଟି କି ଭାରତୀୟ ଯାତ୍ରା ପାର୍ଟି ଏହା ଆଗକୁ ଜଣା ପଡ଼ିବ😂😂😂😂😂😂😂😂😂😂😂😂😂😂😂😂

  • @AlokMishra-w3e
    @AlokMishra-w3e 3 หลายเดือนก่อน +1

    Right 😭😭😭😭😭😭😭😭😭😭😭😭😭😭

  • @betexshyamsundar990
    @betexshyamsundar990 3 หลายเดือนก่อน +2

    Right