Very appropriate and correct analysis. Explanation should be called for from the erring Officials who are / were in charge of the Baliyatra at Cuttack. The Collector and District Magistrate Cuttack should be immediately transferred to another unimportant post.
Cuttack collector should be suspended immediately and he should be dismissed from his service and kick out from Odisha if he is envolved in this matter.
Many many congratulations Hon'ble 🎊 👏 💐 🥳 🙌 ✨️ sir ❤️ 🙏 💙 iii Beautiful presentation 💖 iii many many thanks to Hon'ble M.L.A. Firdos Madam for your beautiful suggestion iii You are an icon of future Odisha ❤️ ✨️ 💖 iii Almighty God may keep you ever green and healthy with whole lovely family members and friends ❤️ 💖 iii
President of balijatra committee can not take any action against such mismanagement without permission of chief minister as the case belongs to an indivisual means the the chief minister himself practically
ଦତ୍ତାତ୍ରେୟ ସମ୍ପୂର୍ଣ୍ଣ ଦାୟୀ ବାଲିଯାତ୍ରା ର ଅଘଟଣ ପାଇଁ। ତା ପାଇଁ କଠୋର ପଦକ୍ଷେପ ନିଆ ଯିବା ଦରକାର।
Outstanding analysis. Many many thanks🌹.
ବିଜେଡି ହା ରି ଯିବାରୁ ମୋହନ ସରକାର କୁ ବଦ ନାମ କରୁଛି
Rightly observed.
ମୁଖ୍ୟମନ୍ତ୍ରୀ ଯଦି a ବିଷୟରେ କିଛି ପଦକ୍କ୍ଷେବ ନ ନେବେ ବିଜେପିର ମାନସମ୍ମାନ କିଛି ରହିବା ନାହିଁ
କିନ୍ତୁ ନାକରେ କୁନ୍ଥେଇ କୁନ୍ଥେଇ ଭାଷଣ ମାରୁଥିବା ରାଜ କୋଷ ଲୁଟେରା ନବିନ କେବେ ଧରା ହେବ ଚାରି କୋଟି ଲୋକ ଅପେକ୍ଷା କରି ବସିଛନ୍ତି।
କାହାକୁ କହିବା ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ,ପାଣ୍ଡିଆନ୍ ବନ୍ଧା ହୋଇ ଜେଲ୍ ନ ଯିବା ଯାଏଁ ଓଡିଶାରେ ଏମିତି ବିଭ୍ରାଟ ଓ ଅଘଟଣ ଘଟୁଥିବ ଆଉ ଓଡ଼ିଆମାନେ ନୀରବ ଦ୍ରଷ୍ଟା ସାଜିଥିବେ କେବଳ ପାଟି କରୁଥିବେ କେହି କିଛି କରିବେ ନାହିଁ କି କରି ପାରିବେ ନାହିଁ।
The said Collector must be dismissed at once.
ନୂଆ ସରକାର ସବୁ ପାଇଁ ଦାୟୀ କଣ ପାଇଁ ତାକୁ ବାଲେଶ୍ୱର ରୁ କଟକକୁ ଆଣିଲେ ସେ ତ ଷଢଙ୍ଗୀ ବାବୁଙ୍କୁ ଅପମାନିତ କରିଥିଲେ,
CM ଙ୍କ protocol କୁଆଡେ ଯାଇଥିଲେ,
ଏହା ପାଇଁ CS, DG କଣ କରୁଥିଲେ, CTC Collector ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନିହାତି ଆବଶ୍ୟକ
Very appropriate and correct analysis. Explanation should be called for from the erring Officials who are / were in charge of the Baliyatra at Cuttack. The Collector and District Magistrate Cuttack should be immediately transferred to another unimportant post.
Cuttack collector should be suspended immediately and he should be dismissed from his service and kick out from Odisha if he is envolved in this matter.
ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାଁହାନ୍ତି କାହିଁକି? 7:09
ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଯେଉଁ ଜିଲ୍ଲାପାଳ ଖାତିର କରୁନି ସିଏ ଜନସାଧାରଣ ଙ୍କୁ କିପରି ବ୍ୟବହାର କରୁଥିବ. ଯେତେ ଶୀଘ୍ର ଏଟାକୁ କଟକରୁ ବିଦା କର.
ସେ ଖାଉ ସାହେବ୍ କଲେକ୍ଟର କୁ ଚାକିରି ରୁ ଡିସ୍ମିସ୍ କରାଯାଉ ।
ମୁଖ୍ୟମନ୍ତ୍ରୀଙ୍କ ଅପମାନ
ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ବହୁତ ବଢ଼ିଗଲା
This event proofs that Mohan government is a weak government
Shame ! How can anyone dares to insult a Chief Minister ? Culprit must be punished .
ସେ କଲେକ୍ଟର କୁ ଓଡିଶା ରୁ ତୁରନ୍ତ ବିଦା କରାଯାଉ.
Collector cutback should be held responsible n be taken into task .
Many many congratulations Hon'ble 🎊 👏 💐 🥳 🙌 ✨️ sir ❤️ 🙏 💙 iii Beautiful presentation 💖 iii many many thanks to Hon'ble M.L.A. Firdos Madam for your beautiful suggestion iii You are an icon of future Odisha ❤️ ✨️ 💖 iii Almighty God may keep you ever green and healthy with whole lovely family members and friends ❤️ 💖 iii
Very true fact. It may be trick of Pandian.Why CM, Mohan sir is inaction to this Cuttack Collector yet?
Bjp ଦଳର ଦୁରଦୃଷ୍ଟିର ଅଭାବ, cm ଙ୍କ personal ସେକ୍ରେଟାରୀ ଙ୍କ କାମ କଣ ଚିଫ ସେକ୍ରେଟାରୀ କଣ କରୁଛନ୍ତି ସେମାନେ କଣ cm ଙ୍କ ବିଶ୍ୱାସ କୁ ଆସି ପାରୁ ନାହାନ୍ତି bjp ଦଳର କର୍ମୀ କାହିଁକି ମଜା ଦେଖୁଛନ୍ତି କି ଏ ଖବର ଦିଲ୍ଲୀ home min ଙ୍କ ପାଖରେ ପହଁଚୁଛି ନା ନାହିଁ ମୋହନଙ୍କୁ ସିଟ ରେ ବସାଇ ରଙ୍ଗ ଦେଖୁଛନ୍ତିକି? ବିଜେଡିର ଚାଲକୁ ବୁଝିପାରୁନାହାନ୍ତି କାହିଁକି ରାଜନୀତିକରିବାକୁ ଆସିଛନ୍ତି? କଟକରେ bjd mayar ଓ bjd support collector ତେଣୁ ଏସବୁ ଘଟିବ ଏଟା bjp ବାଲାଙ୍କୁ ବୁଝାପଡୁନି mayar/collector ଙ୍କ କିଛି ଷ୍ଟେଟମେଣ୍ଟ ଅସିଲାକି ନାହିଁ ନା ମାନେ ଚକ୍ରାନ୍ତ କାହାର ବୁଝାପଡୁନି କଟକର ବିଜେପିଵାଲା ଚୁପ କାହିଁକି? ବିଜପିର ଅସ୍ମିତା ବିପଦରେ କି
Jogi ka sashan kab lagu hoga
Immidiate action the District magistrate cuttack
Ahankarpaiapamankale
କଟକ ଜିଲ୍ଲାପାଳଙ୍କୁ କଳାପାଣି ପଠାଇ ମଜ୍ଜା ଚଖାଯାଉ ।
La la lachhak
ଆରେ ମୁଖ୍ୟ ମନ୍ତ୍ରୀ ଆଗରୁ ଆଦେଶ ଦେଇ ଥିଲେ ତାଙ୍କ ପାଇଁ special ଗାଡ଼ି ଆସି ଥାଆନ୍ତା।
ଓଡ଼ିଆ ଓ ଅଣ ଓଡିଆ IAS ଅଫିସର ଙ୍କ ଗ୍ରୁପିଜିମ୨୦୧୪/୧୫। ରୁ ଅହେତୁକ ଭାବେ ହେଲାଣି । ଅସହ୍ୟ ହେଉଥିଲା ଓଡ଼ିଆ ଅଫିସର ଙ୍କ ପାଇଁ । ଏଥିପାଇଁ ସ୍ବାର୍ଥ ପର ନବୀନ ପଟ୍ଟନାୟକ ହିଁ ଦାୟୀ ।
Till why not collector dismissed, is non odia policy success in Cuttack, he is a BJD supporter officer.
Weak cm,should take action against the culprit
For such mismanagement the President of the Bali Yatra committee should be held responsible and government should take strong action against him.
Se collecter ku malakanagiri patha jau
କଟକ ହେଉଚି ଗୋଟେ ଲୋକ ଦେଖଣିଆ ଭାଇଚାରା ର ସହର।
ଏ କଲେକ୍ଟର କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ବଦଳି ନ କରିଥିବାରୁ ତାଙ୍କ ଦୁର୍ବଳତା କୁ ଇଙ୍ଗିତ କରୁ ନାହିଁ କି ?,,,,
Jilapala kana Indra taku sechorku hatta
Se colectoraku badali nihati darkar
Why insualt C M Odisha at Balijatra C T C, what for ! ! ?
Please reply to peoples of Odisha
Immediately ?
It was a Very bed impact to Odia Asmita.Action may be taken agaist the Collector
ଯଦି ପାଣ୍ଡିଆନ ପ୍ରୀତିରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି ବାବୁଙ୍କୁ ପ୍ରଶାସନିକ ଅଧିକାରୀ ଜଣକ ଅପମାନିତ କରିବାକୁ ସାହାସ କଲେ, ତାହେଲେ ମୁଖ୍ଯମନ୍ତ୍ରୀ ମୋହନ ସରକାରଙ୍କର ପୁରୁଷତ୍ଵ ନାହିଁ ନା ଲାଜ ସରମ ବୋଲି କିଛି ନାହିଁ କି ❓ ଯଦି ମୁଖ୍ଯମନ୍ତ୍ରୀ ତଥା ମୋହନ ସରକାରଙ୍କର ସାମାନ୍ଯତମ ଲାଜ ଥାଆନ୍ତା, ତାହେଲେ ଅପମାନ ଦେଇଥିବା ଓ ଅପମାନ ଦେବାକୁ ଷଡଯନ୍ତ୍ରକାରୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ମୋହନ ସରକାର ଗ୍ରହଣ କରିସାରି ଥାଆନ୍ତେ ।ବୋଧହୁଏ ଵିଜେପି ଦଳର ସରକାରଙ୍କୁ ଅପମାନିତ କଲେ ମଧ୍ୟ, ବିଜେପିର ଶୀର୍ଷ ନେତୃତ୍ଵ ତଥା ପ୍ରଧାନମନ୍ତ୍ରୀ ମୋଦିଜୀ ଆଜ୍ଞା ମହୋଦୟଙ୍କ ସଙ୍ଗେ ଗୃହମନ୍ତ୍ରୀ ଅମିତଜୀ ଆଜ୍ଞା ମହୋଦୟଙ୍କୁ ମଧ୍ଯ କିଛି ଲାଜ ଲାଗୁନି ବୋଲି ଏପରି ଅଭାବନୀୟ ଘଟଣାରୁ ଜଣା ଯାଉଛି ।ଏପରି ଲଜ୍ଯା ଜନକ ଘଟଣାରେ ବିଜେପିର ସମ୍ମାନ ସଙ୍ଗଠନ ଉପରେ ଗଭୀର ଆଘାତ ପହଞ୍ଚିବାର ଯଦି ଦଳର ଶୀର୍ଷ ନେତୃତ୍ବ ମାନେ ହୃଦବୋଧ ନକରି ଅଣ ପୁରୁଷିଆ ଭାବରେ ବଞ୍ଚି ରହିବାର ଦୃଢ ଇଛାଶକ୍ତି ରଖୁଛନ୍ତି,ତାହେଲେ ନିର୍ଲଜ ଭାବରେ ବଞ୍ଚି ରହିବା ଠାରୁ ଜିଭ ଉପୁଡେଇ ମରିଯିବା ଶତ ଗୁଣରେ ଭଲ ହେବ ।
President of balijatra committee can not take any action against such mismanagement without permission of chief minister as the case belongs to an indivisual means the the chief minister himself practically
ତୁମେ ମିଡ଼ିଆ ବାଲା ଘରୁ ଦଶ ଥର ପ୍ରସ୍ତୁତ ହୋଇ ଆସ ଯେ ଆଜି କଣ ଭାଷଣ ଜନ ସମାଜ କୁ ଶୁଣାଇବ ।
Mukha mantri nkr sahas pauni
Sabu BJP mukhya netanka dosa. Odisaru delhi paryanta BJP netanka dosa. MG pandu odisaru jiba nachet jharpada jail . Khalanayak dharama.
Bali jatra au katatak ra bhaichara ku badnam au amo CM nku Apamanit Kariba Agami Dina ree ayojakanku khub mulya debaku padibo