ଅର୍ଗସରେ ପର୍ଦ୍ଦାଫାସ୍ ପରେ ଚେତିଲା ଶିକ୍ଷା ବିଭାଗ || Fake Teacher Issue || Bargarh

แชร์
ฝัง
  • เผยแพร่เมื่อ 18 ต.ค. 2024
  • ଅର୍ଗସରେ ପର୍ଦ୍ଦାଫାସ୍ ପରେ ଚେତିଲା ଶିକ୍ଷା ବିଭାଗ । ନକଲି ଶିକ୍ଷକଙ୍କୁ ଧରିବା ପାଇଁ ବରଗଡ଼ରେ ଚାଲିଛି ଯାଞ୍ଚ ପ୍ରକ୍ରିୟା ।ପୋଲ୍ ଖୋଲିବା ପରେ ଗାଏବ ହେବାରେ ଲାଗିଛନ୍ତି ନକଲି ଶିକ୍ଷକ । ବରଗଡ଼ ଜିଲ୍ଲାରେ ଶତାଧିକ ନକଲି ଶିକ୍ଷକ ଥିବା ସନ୍ଦେହ ।
    #argusnews #FakeTeacher #bargarh #EducationDepartment #allegations #ArgusImpact #fakecertificates #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 217

  • @amiyakumarpurohito4747
    @amiyakumarpurohito4747 2 หลายเดือนก่อน +67

    ଓଡ଼ିଶାଇ ସବୁ ଜିଲ୍ଲାରେ ଜାଞ୍ଚ କରାଯାଉ ଅଭିଯୁକ୍ତ ଶିକ୍ଷକଙ୍କ ଦରମା ଫେରସ୍ତ ଓ ଅଜୀବନ କାରାଦଣ୍ଡ ଦିଆଯାଇ

  • @roll09
    @roll09 2 หลายเดือนก่อน +36

    Only ବରଗଡ଼ ନୁହଁ ସବୁ ଜିଲ୍ଲା ରେ ହଉଛି

  • @sewanayak945
    @sewanayak945 2 หลายเดือนก่อน +58

    ଓଡିଶାରେ ଘାଣ୍ଟିଲାରେ ଅର୍ଗସ tq ଦୁର୍ଗାଶିଷ 🙏

  • @gurukulinstituteofcoaching5897
    @gurukulinstituteofcoaching5897 2 หลายเดือนก่อน +25

    କେବଳ ଶିକ୍ଷା ବିଭାଗରେ ନୁହେଁ ଆଇଏଏସ୍ ସ୍ତର ପର୍ଯ୍ୟନ୍ତ ତଦନ୍ତ କରାଯାଉ।

  • @socialjustice3686
    @socialjustice3686 2 หลายเดือนก่อน +26

    କେବଳ Primary Teachers ମାନଙ୍କର ଯାଞ୍ଚ ହୁଏ।
    କିନ୍ତୁ High Schools ରେ କେବେବି ଯାଞ୍ଚ୍ ହୁଏ ନାହିଁ।
    High Schools ରେ Private B.ed କରି ଚାକିରି କରିଥାନ୍ତି।
    ଯେଉଁଠି ଅଧିକ Fake CERTIFICATE ଥାଏ କିନ୍ତୁ ଠିକ୍ ଭାବରେ Verification ହୁଏ ନାହିଁ।।

    • @jobmarandi
      @jobmarandi 2 หลายเดือนก่อน +1

      Yes...

  • @babulakanhar062
    @babulakanhar062 2 หลายเดือนก่อน +52

    ସବୁ ଜିଲ୍ଲାରେ ତଦନ୍ତ କରାଯାଉ ସାର୍

  • @Ranjitkumar66516
    @Ranjitkumar66516 2 หลายเดือนก่อน +17

    ସବୁ ଜିଲ୍ଲା ରେ ହେବା ଦରକାର... ସେ ମାନଙ୍କୁ 10 ବର୍ଷ jail ହେବା ଦରକାର

  • @SusantaKumarpattayat
    @SusantaKumarpattayat 2 หลายเดือนก่อน +23

    Fake handicapped certificate ତଦନ୍ତ କରାଯାଉ

    • @yoddha457
      @yoddha457 2 หลายเดือนก่อน

      R8

  • @amreshsahoo4113
    @amreshsahoo4113 2 หลายเดือนก่อน +24

    NAVEEN PATNAIK,PANDIAN Samayare Ahi Sabu Heuthila 👎👎👎

    • @MrKhan-ci1oz
      @MrKhan-ci1oz 2 หลายเดือนก่อน

      Tame kan bhabuchha Mohan Majhi samayare easabu heba ni??

  • @NarendrakumarBoddha
    @NarendrakumarBoddha 2 หลายเดือนก่อน +8

    ଯଦି ଯାଞ୍ଚ କରୁଛନ୍ତି ତାହେଲେ ଓଡିଶା ର ସମସ୍ତ ଜିଲ୍ଲା ରେ ଯାଞ୍ଚ କରାଯାଉ ଓ ସମସ୍ତ ବିଭାଗ ରେ ଯାଞ୍ଚ କରାଯାଉ ନହେଲେ ଯାଞ୍ଚ ବନ୍ଦ କରାଯାଉ

  • @gunanidhinaik3699
    @gunanidhinaik3699 2 หลายเดือนก่อน +4

    ନକଲି ଶିକ୍ଷକ ମାମଲାରେ ଅନ୍ୟ ଚେନାଲ ସବୁ କାହିଁକି ଖବର ପ୍ରସାରଣ କରୁ ନାହାନ୍ତି.?

  • @narendrakarali3469
    @narendrakarali3469 2 หลายเดือนก่อน +27

    ସବୁ BJD ନେତା ମନ୍ତ୍ରୀ ମନେ ଚା କରି ଦେଇଥିଲେ। ଏହା କଣ ନବୀନ ପଟ୍ଟନାୟକ ସରକାର ର ଭଲ ଗୁଣ କି?

    • @dchansdah3151
      @dchansdah3151 2 หลายเดือนก่อน +4

      ଏଇଟା ନବୀନ ସରକାର ର ବହୁତ୍ ଭଲ ଗୁଣ ତେଣୁ ତୋ ବୋକା ଲୋକ ମାନେ ତାକୁ ଭୁଲି ପାରିନାହାନ୍ତି। ଚୋର ନବୀନ

  • @skvlogs028
    @skvlogs028 2 หลายเดือนก่อน +9

    Very good Argus news.

  • @crazyyyy-cp5ih
    @crazyyyy-cp5ih 2 หลายเดือนก่อน +9

    ସବୁ ବିଭାଗ ରେ ବି verification କରନ୍ତୁ, ଜାଣି ପାରିବେ କ'ଣ କ'ଣ ବଡ଼ ମାଛ ବାହାରିବେ।

  • @pramodadora2245
    @pramodadora2245 2 หลายเดือนก่อน +2

    ସରକାରୀ ନିଯୁକ୍ତି ପ୍ରକ୍ରିୟା କୁ ଧନ୍ୟବାଦ

  • @dukhapadhan1077
    @dukhapadhan1077 2 หลายเดือนก่อน +2

    Very good Argus news team

  • @pramodadora2245
    @pramodadora2245 2 หลายเดือนก่อน +3

    ଯାଞ୍ଚ ପ୍ରକିୟା ନାମକୁ ମାତ୍ର, ଡୁପ୍ଳିକେଟ୍ ଧରା ପଡିଲେ ନାହିଁ ‌।

  • @umeshkumar-dy8lr
    @umeshkumar-dy8lr 2 หลายเดือนก่อน

    ସବୁ ଜିଲ୍ଲା ରେ checking କରାଯାଉ। ଚୋଟୋ ପିଲାଙ୍କ ଭାଗ୍ୟ ସହିତ ଖେଲିଚନ୍ତି କଠୋର କାର୍ଯ୍ୟାନୁଷଠାନ ନିଆଯାଉ

  • @sasmitapanda8985
    @sasmitapanda8985 2 หลายเดือนก่อน +3

    Thank you Argus news

  • @narayanmurmu5550
    @narayanmurmu5550 2 หลายเดือนก่อน +3

    ସବୁ ଜିଲ୍ଲା ରେ ମାଳ ମାଳ ଶିକ୍ଷକ ଅଛନ୍ତି।

  • @Kshyama99
    @Kshyama99 2 หลายเดือนก่อน +1

    ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ଅନେକ ଅଛନ୍ତି

  • @dineshmallik4041
    @dineshmallik4041 2 หลายเดือนก่อน +1

    Thank you Argus. We all Love you 💖

  • @adyatejash1998
    @adyatejash1998 2 หลายเดือนก่อน +1

    All odisha ରେ cirtificate ଯାଞ୍ଚ କରାଯାଉ।ଖାଲି ବରଗଡ଼ ,ବଲାଙ୍ଗୀର ନୁହେଁ ଓଡ଼ିଶା ସାରା ଅଛନ୍ତି duplicate teachers.

  • @dalumahakud2723
    @dalumahakud2723 2 หลายเดือนก่อน +5

    ନବୀନ ସମୟରେ ଏମିତି ହେଇଛି ପଇସା ପାଇଁ ପାଣ୍ଡୁ କରିଛି

  • @krishnabiswal2090
    @krishnabiswal2090 2 หลายเดือนก่อน +8

    I salute argus Chanel

  • @jyotiranjan6269
    @jyotiranjan6269 2 หลายเดือนก่อน +5

    ମୋହନ ମାଝୀ, ଶିକ୍ଷା ମନ୍ତ୍ରୀ ଙ୍କୁ ଅବଗତ କରାଯାଉ

    • @sasmitapanda8985
      @sasmitapanda8985 2 หลายเดือนก่อน

      @@jyotiranjan6269 power ku asila pare mohan majhi huantu ki

    • @sasmitapanda8985
      @sasmitapanda8985 2 หลายเดือนก่อน

      @@jyotiranjan6269 ମୋହନ ମାଝୀ ରଙ୍ଗ ଲଗେଇବା ଛଡା କଣ କଲେଣି, ସବୁ ସମାନ ପାୱାର କୁ ନଆସିବା ଯାଏଁ କହୁଥିଲେ, power କୁ ଆସିଲା ପରେ କାମ କିଛି ନାହିଁ.

  • @farming48
    @farming48 2 หลายเดือนก่อน

    ସବୁ ଜିଲ୍ଲାର ଶିକ୍ଷା ବିଭାଗକୁ ତଦାରଖ କରାଯାଉ, ସରକାର ଏହି ବିଭାଗକୁ ଯଥା ଶିଘ୍ର ଆଲୋଚନା କରି ତଦାରଖ ଆରମ୍ଭ କରାନ୍ତୁ।

  • @deepikaratha2879
    @deepikaratha2879 2 หลายเดือนก่อน +5

    Sabu dist re kara jau.. Bahut milibe... Bahut vacancy khali hei jiba..

  • @NrusinghaCharanRatha
    @NrusinghaCharanRatha 2 หลายเดือนก่อน

    ନିଯୁକ୍ତି ପତ୍ର ଦେବା ପୂର୍ବରୁ ପ୍ରାର୍ଥୀ ଦାଖଲ କରିଥିବା ଆବଶ୍ୟକୀୟ ଦଲିଲ ଅସଲି କି ନକଲି ବୋଲି ଯାଞ୍ଚ କରିବା ବ୍ଯବସ୍ଥାର ପ୍ରଚଳନ କରାଯିବା ଉଚିତ ।

  • @csofficial5450
    @csofficial5450 2 หลายเดือนก่อน

    Good news and thank you Argus tv

  • @aniruddhabehera432
    @aniruddhabehera432 2 หลายเดือนก่อน +1

    Balasore ଜିଲ୍ଲା ବି ଯାଞ୍ଚ ହେଉ, 👍👍

  • @s_sarojakumar7270
    @s_sarojakumar7270 2 หลายเดือนก่อน +3

    Duplicate certificates କୁ xerox copy ମିଳାଇ ଯାଞ୍ଚ ହୁଏ ଶିକ୍ଷାବିଭାର ରେ ... ତେଣୁ ବୋପା ପୁଅ ରାତି ଅନିଦ୍ରା ...

  • @hemsagarsahu7537
    @hemsagarsahu7537 2 หลายเดือนก่อน

    ଯେଉଁ ଆଜ୍ଞା ମାନେ ଜାଞ୍ଚା କରୁଛନଠିକହିସାବରେ କରୁନ ଆରୁ ଜଦି ପଛରେ ଧରା ପଢିଲେଯେନ ଆଜ୍ଞା ମାନେ ଜାଞ୍ଚା କରୁଛନ ସେମାନଙ୍କ ଚାକିରୀ ଯିବାରକଥା ଏଇ ନିୟମ ଟା ଲଗାଯାଉ

  • @bijaybarik5957
    @bijaybarik5957 2 หลายเดือนก่อน

    Argasha news thq sabu jilare nakali teacher ku dharajau❤

  • @kunalcreations5568
    @kunalcreations5568 2 หลายเดือนก่อน +6

    Sabu dist re kara jau...

  • @pramodbhue4666
    @pramodbhue4666 2 หลายเดือนก่อน

    Thank argus....

  • @Business-inodia
    @Business-inodia 2 หลายเดือนก่อน +4

    Duplicate teacher doing education dut since 15 years. How it is possible in Odisha? Is this 5T education system by BJD GOVT.What is the Future of Odisha! Who is responsible for this?

  • @Abhishek-k6k
    @Abhishek-k6k 2 หลายเดือนก่อน +3

    ଯଦି କେହି ବ୍ୟକ୍ତି fake certificate teachers ମାନଙ୍କୁ ଜାଣିଛନ୍ତି ବା ସନ୍ଧେହ କରୁଛନ୍ତି ତାହେଲେ ସିଧସଳଖ comment ରେ
    District Name
    Teachers Name
    Block Name
    School Name
    ଲେଖି ଜଣାଇବାକୁ ଅନୁରୋଧ।
    ଧନ୍ୟବାଦ୍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sanjayadebta8681
    @sanjayadebta8681 2 หลายเดือนก่อน +2

    Argus ର ଏତେ ପ୍ରସାରଣ ପରେ ବି ସରକାରଙ୍କ ମନ୍ତବ୍ୟ କାହିଁକି ଆସୁନି

  • @gunanidhinaik3699
    @gunanidhinaik3699 2 หลายเดือนก่อน

    ନିର୍ବଚନ ଏକ୍ଜିଟ୍ ପୋଲରେ ବି.ଜେ.ଡିକୁ ୧୩୦ ଟି ସିଟ୍ ଦେଉଥିବା ଚେନାଲ ସବୁ କୁଅାଡେ ଲୁଚିଲେ ଭଲି ଲାଗୁଛି।

  • @rabindrarathor1013
    @rabindrarathor1013 2 หลายเดือนก่อน +1

    thanks Argus news❤❤❤

  • @KrishnaNetam1234
    @KrishnaNetam1234 2 หลายเดือนก่อน

    ସବୁ ଜିଲ୍ଲା ରେ ଚେକ୍ କରାଯାଉ

  • @saratbaghar6314
    @saratbaghar6314 2 หลายเดือนก่อน

    ଖାଳି ବରଗଡ଼ ଜିଲ୍ଲା ନାହିଁ
    All district ରେ ହେଇଛି

  • @abhilipsanayak7070
    @abhilipsanayak7070 2 หลายเดือนก่อน

    Thank u argus news❤❤

  • @anonymus611
    @anonymus611 2 หลายเดือนก่อน +1

    Are Argus ,tike equal work equal pay pain b govt ku qstn kara

  • @loknathpani3406
    @loknathpani3406 2 หลายเดือนก่อน

    ଯେଉଁ ପ୍ରକ୍ରିୟା ରେ certificate ଯାଞ୍ଚ ହେଉଛି ସେହି ପ୍ରକ୍ରିୟା କେବଳ ଦେଖନୀୟା କିନ୍ତୁ ଉଦ୍ଦେଶ୍ୟ ସଫଳ ହେବ ନାହିଁ ।

  • @mrpinkusahu6638
    @mrpinkusahu6638 2 หลายเดือนก่อน

    Thanks u❤

  • @sasanksekharaswain9208
    @sasanksekharaswain9208 2 หลายเดือนก่อน

    ସବୁ ଜିଲ୍ଲା ରେ ମାଳ ମାଳ ଶିକ୍ଷକ ,

  • @arabindapadhan5276
    @arabindapadhan5276 2 หลายเดือนก่อน

    Investigate every dept.every recruitment...and ...see the result ....

  • @Bantu-g6o
    @Bantu-g6o 2 หลายเดือนก่อน

    CBI jach haau

  • @omlifestyle9575
    @omlifestyle9575 2 หลายเดือนก่อน

    ଢେଙ୍କାନାଳ ଜିଲ୍ଲା ରେ କେବେ ଚେକ୍ ନକଲି ଶିକ୍ଷ କ

  • @simanpradhan2330
    @simanpradhan2330 2 หลายเดือนก่อน

    Jts Salary system tike change pain tike lagantu Durgasish, bhai.it's hand folding request to you. Thanks again.

  • @Srikanta-81
    @Srikanta-81 2 หลายเดือนก่อน

    ମୁଁ ଯେଉଁ ନିର୍ଯ୍ୟାତନା ପାଇଛି, ଯେଉଁ ନକଲି ଶିକ୍ଷକ ମାନଙ୍କ ପାଇଁ ମୋ ଜୀବନର ମୂଲ୍ୟବାନ ସମୟ ନଷ୍ଟ ହୋଇଛି, ତାର ପର୍ଦାଫାଶ ମୁଁ ନିଶ୍ଚିତ କରିବି l କେବଳ ସମୟକୁ ଅପେକ୍ଷା କରିଛି, ଆଉ କିଛି ଶିକ୍ଷକ /ଶିକ୍ଷୟତ୍ରୀ ଙ୍କ ତଥ୍ୟ ସୂଚନା ଅଧିକାର ଆଇନ ରେ ମଗାଯାଇଛି l ସମସ୍ତ ତଥ୍ୟ ଆସିବା ପରେ, ପୂରୀ ଜିଲ୍ଲା ରେ ନିଯୁକ୍ତି ପାଇଥିବା ନକଲି ଶିକ୍ଷକ /ଶିକ୍ଷୟତ୍ରୀ ଙ୍କ ଅବସ୍ଥା କଣ ହେବ, ସେମାନେ ଏବେଠୁ ଚିନ୍ତା କରନ୍ତୁ

  • @dipakpadhan5026
    @dipakpadhan5026 2 หลายเดือนก่อน

    CI au DI office certificate ଯାଞ୍ଚ୍ କାହିଁ ହେଇ ପାରୁନି,ସବୁ districts re hebar katha au balangir ସବୁ ଠାରୁ ବେଶି ଜାଳି certificate bala teacher

  • @vlogvatnagar6752
    @vlogvatnagar6752 2 หลายเดือนก่อน

    ଯେଉଁ ମାନେ certificate verification କରୁଛନ୍ତି ସେମାନଙ୍କର certificate କେବେ verify ହେବ??? ବଡ jali ସେଇଠି ଅଛନ୍ତି

  • @allrounderchannel2683
    @allrounderchannel2683 2 หลายเดือนก่อน

    Like Vigilance a new organization will be established to examine scrutinizly from root level.

  • @ashokkumarpanda8063
    @ashokkumarpanda8063 2 หลายเดือนก่อน +1

    Please Argus news chief executive officer to take action against KRUSHNAPRASAD block puri district..in this area more than 300 fake teacher...

  • @mohanbehera003
    @mohanbehera003 2 หลายเดือนก่อน

    Sabuthu bhala news argus news

  • @bipinchandrapatel8420
    @bipinchandrapatel8420 2 หลายเดือนก่อน

    Investigation is required in Jharsuguda district.

  • @sambitsubhankar7666
    @sambitsubhankar7666 2 หลายเดือนก่อน +4

    CRCC gote nakali certificate re paichi Jagatsinghpur re..kichi chhodi pariba tara Argus bala

  • @dasarathanaik4680
    @dasarathanaik4680 2 หลายเดือนก่อน

    Please inquiry the hole odisha all dept. employes ceryificate.

  • @diptirekharout6122
    @diptirekharout6122 2 หลายเดือนก่อน +6

    ଓଡ଼ିଶାରେ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କେବେ?

    • @nileshkumarbhoi
      @nileshkumarbhoi 2 หลายเดือนก่อน

      ଏହା ଖବକାଗଜମାନଙ୍କରେ ପ୍ରକାଶିତ ହୁଏ

    • @jyotiniranjanacharya4526
      @jyotiniranjanacharya4526 2 หลายเดือนก่อน

      Achanti ta

  • @adbaitasatapathy3909
    @adbaitasatapathy3909 2 หลายเดือนก่อน

    Please have a investigation in ganjam, Berhampur.....u got more than bargarh

  • @prabinapadhan2319
    @prabinapadhan2319 2 หลายเดือนก่อน +2

    Jadi nakali teacher dhara ni padle....media nije pare dharile ....jia jnach karithiba tahar upare action nia jaou

  • @mohanbehera003
    @mohanbehera003 2 หลายเดือนก่อน +2

    High school re sc,st, PWD bahut duplicate achhanti check hau.....

  • @vlogvatnagar6752
    @vlogvatnagar6752 2 หลายเดือนก่อน

    Balasore ରେ କେବେ ହେବ??

  • @adityakumarpradhan9340
    @adityakumarpradhan9340 2 หลายเดือนก่อน

    Also verify all the caste certificate of all teachers

  • @tankadharsabar1656
    @tankadharsabar1656 2 หลายเดือนก่อน +1

    handicapped certificate paithiba chakiri check karantu sabu baharibee

  • @premchandsahoo2066
    @premchandsahoo2066 2 หลายเดือนก่อน

    ଖୋରଧା ଜିଲ୍ଲା ବାଣପୁର ଜିଲ୍ଲା ରେ ଅର୍ଗସ ଘାଣ୍ଟିବ କି

  • @umeshkumar-dy8lr
    @umeshkumar-dy8lr 2 หลายเดือนก่อน

    ଯାଞ୍ଚ କର୍ମଚାରୀ ଅସଲି ତ?

  • @adpatel7239
    @adpatel7239 2 หลายเดือนก่อน

    Sabu department re heba darkar highschool ru primary and all..

  • @sasmitapatra1976
    @sasmitapatra1976 2 หลายเดือนก่อน

    Plz jts salary bisayare alochona karantu 🙏🙏

  • @MusicWorld-sb1eg
    @MusicWorld-sb1eg 2 หลายเดือนก่อน

    COMPUTER TEACHER permanent kara jau..request to .ORGUS new please do a new report on it

  • @SimaraniPradhan-jl7xh
    @SimaraniPradhan-jl7xh 2 หลายเดือนก่อน +1

    ଆରେ secondary school ରେ କେବେ

  • @YBS55
    @YBS55 2 หลายเดือนก่อน

    ❤❤ koraput.malkangiri and rayageda district re achanti check korantu

  • @study2.099
    @study2.099 2 หลายเดือนก่อน

    Tq Durga bhai❤

  • @manamohansahoo4693
    @manamohansahoo4693 2 หลายเดือนก่อน

    Tq durgasis vai, apate govt CT trained pila ghare basichhanti only exam exam dia, entrance, 2 year board exam, otet, puni ahuri exam but no job, CT kehi karanahin

  • @pruthirajjena349
    @pruthirajjena349 2 หลายเดือนก่อน

    Sabu Jilla re haba darakar janch

  • @krishnabiswal2090
    @krishnabiswal2090 2 หลายเดือนก่อน +1

    2021 ru 2023 jou posting tadanta karajou

  • @rinkupadhan9175
    @rinkupadhan9175 2 หลายเดือนก่อน

    School manku Grant in aid miliba ki?

  • @chinmayapadhan7538
    @chinmayapadhan7538 2 หลายเดือนก่อน

    Sabu district re verification heba katha

  • @bapunsingh9652
    @bapunsingh9652 2 หลายเดือนก่อน

    Kebe to primary teacher nka regular salary bisaya re govt nku janao

  • @Sanjaykumar-fv3ud
    @Sanjaykumar-fv3ud 2 หลายเดือนก่อน

    Jajpur is ahead of all reference to Duplicate cast certificate.

  • @jkpanda6322
    @jkpanda6322 2 หลายเดือนก่อน

    Sambalpur dist ,madhya verification karaajaau

  • @basantajena3220
    @basantajena3220 2 หลายเดือนก่อน

    Sabu district re check hou atleast 10 year ku thare

  • @Ramesh-zd9yn
    @Ramesh-zd9yn 2 หลายเดือนก่อน +1

    Action nia jau

  • @princebhai899
    @princebhai899 2 หลายเดือนก่อน

    All odisha ra High school teacher samstankara Certificate verification hebar katha

  • @surenofficial9946
    @surenofficial9946 2 หลายเดือนก่อน +1

    Padampur re bi janch heba darkar

  • @raajvlogs6628
    @raajvlogs6628 2 หลายเดือนก่อน

    Sabu district check kara jau

  • @allrounderchannel2683
    @allrounderchannel2683 หลายเดือนก่อน

    Argus news wale Jharsuguda, sambalpur added bhi asun aur nakali teacher bahar karun.

  • @pritisridas4252
    @pritisridas4252 2 หลายเดือนก่อน

    3years hela vocational teacher post baharini
    Vocational education ku kanhiki priority miluni
    Request to. ORGUS news please do a new report on it
    Vocational teacher Post bahara karajau

  • @kpodisha5478
    @kpodisha5478 2 หลายเดือนก่อน

    Balangir districts kebe and other districts kebe

  • @adpatel7239
    @adpatel7239 2 หลายเดือนก่อน

    Sabu jilla re emti janch heba darkar ..au tanka ferasta kara jau o 10 yr jail hau..

  • @pruthvirajparida3485
    @pruthvirajparida3485 2 หลายเดือนก่อน

    Argus news 2022 ra cht recruitment ra jaliati tike ujagara Karantu

  • @SunaDs-Reaction
    @SunaDs-Reaction 2 หลายเดือนก่อน

    Certificate thile bi semane aajogya ..semane

  • @jobmarandi
    @jobmarandi 2 หลายเดือนก่อน

    Mayurbhanj re to 90% B.Ed Bala kuadu kuadu kina certificate aniki teacher heichhanti...

  • @PradeepPradeep-ys8xi
    @PradeepPradeep-ys8xi 2 หลายเดือนก่อน

    Kalahandi b check karajau

  • @sushilkumarmahapatra3962
    @sushilkumarmahapatra3962 2 หลายเดือนก่อน

    Balasore,bhadrak bhut achanti.....

  • @taranisenmohanta1306
    @taranisenmohanta1306 2 หลายเดือนก่อน +1

    Argus news bhai opsc pgt scam 2021 sigro tar chanbhin hau

  • @jadabapatra6306
    @jadabapatra6306 2 หลายเดือนก่อน +1

    Action nele auu 1500 teacher vacancy baharba