How Much Time Deepali Needs To Write A Letter To CBI ? | Nirbhay Gumara Katha
ฝัง
- เผยแพร่เมื่อ 10 ก.พ. 2025
- How Much Time Deepali Needs To Write A Letter To CBI ? | Nirbhay Gumara Katha #NirbhayGumaraKatha #OdishaPolitics #NavinDas
Odisha's Best Political TH-cam Channel.
Odisha's Fastest Growing Political TH-cam Channel.
Odisha's Fast Ever Only Political TH-cam Channel.
Odisha's Most Popular Political TH-cam Channel.
For Latest Odisha Political News Follow us:
TH-cam: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621
କ୍ଷମତା ଓ ଅର୍ଥଲୋଭୀ ଦୀପାଳି ଦାସ ଭୟରେ CBI କୁ ଚିଠି ଲେଖିବାକୁ ଡରୁଛନ୍ତି କାରଣ ସିଏ ଠିକ୍ ଜାଣିଛନ୍ତି ତାଙ୍କ ବାପା
ମନ୍ତ୍ରୀ ନବ ଦାସଙ୍କୁ କିଏ ମାରିଛନ୍ତି ।
କିଏ ମାରିଥିବେ
NabaDash.jadi.mari.na.thantye.Dipali.mla.hai.nathantyepaikhana.ru.tukuda.kagaj.milinathantaí
Sir namaskar.class 8th or 9th bahut Dina agaru gote biday thila ajatasatru.
Pure dramabaji. It is doubtful if at all any such letter will come.
ଭାଇ ନିଜେ ଦିପଳି ନିଜେ ତାର ବୁଆ କେ ମାରିଛେ ।ଯଦି ନାଇଁ ମାରି ତେବେ ଇଏ ନବ ଦାସ୍ ର ଛୁଆଁ ନୁହେଁ ଆର କାହାର ହେଇଥିବା ।ଅନ ବାପୁଆ ଛୁଆଁ ଆଇ nonsens ଇଦିଏଟ ଲେଡ଼ିଜ
Right
ବଡ ଘର ବଡ ଗୁମର କଥା।
ନବ ଦାସ ହତ୍ୟାକାଣ୍ଡ -
ଅଜଣା, ଅକୁହା, ଅସହ୍ୟ ବ୍ୟଥା।।
Jay Jagannath sir namaskar absolutely right 🙏🙏
ବନ୍ଧୁ ଯାୟା ସୁତା ସୁତ ଭଉଣୀ ଭାଇ,
ଏ ଘଟ ଛୁଟିଲା ପରେ କେ କାର ନାହିଁ।।
ମୃତକଙ୍କ ସମ୍ପତ୍ତିରେ ସଭିଙ୍କ ଲୟ,
ନବଙ୍କ ପାଇଁ କିପରି ଲେଖିବେ କୁହ?
ସାର୍ ନମସ୍କାର,ଜୟ ଜଗନ୍ନାଥ।
ନବ ଦାସଙ୍କ ମୃତ୍ୟୁପରେ କାର୍ଯ୍ୟ କରିଥିବା ସମସ୍ତ ଡାକ୍ତର, ପୋଲିସ, ରେଡିଓଗ୍ରାଫର,ଫୋରେନ୍ସିକଯାଞ୍ଚ, ମେଡ଼ିକାଲ ରିପୋର୍ଟ ତିଆରି କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଭିଜିଲାନ୍ସ ରେଡ୍ କଲା ଭଳି ସମସ୍ତଙ୍କୁ ଏକ ସମୟରେ ପୃଥକ ପୃଥକ୍ ସ୍ଥାନରେ ଜେରା କରାଗଲେ ସତ୍ୟ ନିଶ୍ଚୟ ଉନ୍ନୋଚିତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
VERY GOOD NEWS
Right sir
ହତ୍ୟା ବିଷୟରେ ଦିପାଲିକୁ ସବୁ ଜଣା ଅଛି, ଆଉ ଡିପାଲି କେବେବି CBI କୁ ଚିଠି ଲେଖିବନି
ଜୟ ଶ୍ରୀ ଜଗନ୍ନାଥ 🙏🌹।
ସାଦର ପ୍ରଣାମ, 🙏, " ବ୍ରହ୍ମଲୋକରେ ବ୍ରହ୍ମ୍ଛାଙ୍କ ଗୋଟିଏ ମୁହୂର୍ତ୍ତ ମର୍ତ୍ୟଲୋକରେ ଚାରି ଯୁଗ ଅର୍ଥାତ ଗୋଟେ କଳ୍ପ ବିତିଯାଏ.. ଦିପାଲୀ ବୋଧେ ବ୍ରହ୍ମ- ଲୋକରେ ଅଛନ୍ତି.. ଏଣୁ ତାଙ୍କର ' ଖୁବଶୀଘ୍ର ' ର ବୋଧେ ସମୟ ଆସିନାହିଁ.. ଜୟ ଶ୍ରୀରାମ 🙏🙏
JAI JAI SHREE JAGANNATH.
❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤
ନବ ଦାସର ମ୍ରୁତ୍ୟୁ ରହସ୍ଯ ସୁବାସ ବୋଷ ପରି ରହିଯିବ କାରଣ ଦୀପାଳୀ ହେଉଛି ବାଷ୍ଟାଡ ଝିିଅତାହାରପର୍ସନାଲ ମଟରରେ ନବ ହ୍ତକ୍ଷେପ କରୁଥିଲେବାଷ୍ଟାଡ ତାର
Deepali Is Also A Part Of
" BIJU JOKERS DALA " JATRA PARTY.
ସାର ନମସ୍କାର. ଏ ଛୋଟ ଲୋକଙ୍କ କଥାରେ ଆଊ ସମୟ ନଷ୍ଟ କରିବା ଉଚିତ୍ତ ନୁହେଁ. ମୁ ଯାହା ସନ୍ଦେହ କରୁଛି ନବ ବାବୁଙ୍କ ହତ୍ୟା ରେ ଦୀପାଳି ଙ୍କ ହାତ ନିଶ୍ଚୟ ଅଛି.
ସେ ଚିଠି ଲେଖୁଥିଲେ ତାଂକୁ ନବୀନନିବାସରୁ ଆଦେଶ ଗଲା ମୁଖ୍ଯମନ୍ତ୍ରୀଂକ ସଭାରେ ଚୌକି ଗଣିବାକୁ ।😂
ଓଡ଼ିଆରେ ଗୋଟିଏ କଥା ଅଛି "ଗୃହ ଶତ୍ରୁ ବିଭୀଷଣ "
ଆଜ୍ଞା ନମସ୍କାର ,
ଯାହାହେଲେ ବି ଦଳ ତାଙ୍କୁ ବିଧାୟକ ଟିକେଟ ଦେଇକି ସଫଳ ହେଇଥିଲା, ଏବେ ସିନା ହାରିଗଲେ ... ସବୁ ଟିକେ ଚିନ୍ତା କରିକି କରିବେ ନା .. " ଏଣୁ ମାରିଲେ ବ୍ରହ୍ମ ହତ୍ୟା ତେଣୁ ମାରିଲେ ଗୋ ହତ୍ୟା " ଖାଲି ଦ୍ଵନ୍ଦ ହିଁ ଦ୍ଵନ୍ଦ
Good
Hatya case, 2barsa helani , court kacheri re kana chali hi ?
Nija pua hatyakari bisayare CBI Highcourt ku tadanta karibaku demand karuna ?
ନମସ୍କାର ସାର୍,
ଚଷୁକୁଟ। କଥା ସାର୍
ଯାହା ବାପା ଙ୍କୁ ହତ୍ୟା କରାଗଲା ସେ ତ ନୀରବ ରହିଲେ। ଏବେ ପୁଣି କାହିଁକି ଆଲୋଚନା। କିଛି ହେବାର ନାହିଁ।
Jay shree jagarnath
Very good✅👍. Congratulations
Nab dash. Family
Not'omplain
ମାଡୁଆ ନ ଥାଇ ଗୁହାରିଆ
ବିଜେପି ରାବୁଛି ପହରିଆ
ଲୋଭ ରେ ମସଗୁଲ
ପୁଅ ଝିଅ ଭାର୍ଯ୍ୟା
ହସୁଛନ୍ତି ଦାଗୀ ଠାଉରିଆ
😄😄😄
Only 1/2 yrs
ଦୀପାଳି ଆଉ ତା ପରିବାର ଖାଲି ମିଛ ନାଟକ କରୁଛନ୍ତି ସେମାନେ କେବେବି ଚାହୁନାହାନ୍ତି ପ୍ରକୃତ ଦୋଷୀ ଧରା ପଡୁ😓😓
ଦୀପାଳି ତା ବାପ ଭଳି ଅର୍ଥ ଲୋଭୀ କ୍ଷମତା ଲୋଭୀ ନର ପିଶାଚ। ସିବିଆଇ ଚିଠି ଲେଖିବା ଅର୍ଥ ବିଜେଡି ସମୟ ରେ ବିଜେଡି ଦୟାରୁ ମିଳିଥିବା ଅନୈତିକ ଖଣି ଦୁର୍ନୀତି ଅନେକ ଅନୈତିକ ଅସବଂଧାନିକ ଜାଲ ରେ ଫଶିବା। ନବ, ଦୀପାଳି, ତା ପରିବାର ର ସଦସ୍ଯ କମ୍ କଳାକାର ନୁହନ୍ତି। ତେଣୁ ସିବିଆଇ କୁ ଚିଠି ଲେଖିବା ଆଶା କ୍ଷୀଣ।
କ୍ୟା କରେ କ୍ୟା ନା କରେ ୟେ କୈଶୀ ମୁସ୍କିଲ ହାଏ..... ଦିପାଲି
ଆଜ୍ଞା 🙏
ମୋତେ ଯାହା ଜଣା ପଡ଼ୁଛି ସର୍କାର୍ ଯେଉଁ ଚିଠି ଲେଖିବା କଥା କହିଲେ ସେ ହିଁ ଜାଣିଛନ୍ତି ଦିପାଲୀଙ୍କ ଦୂର୍ବଳତା ଯୋଗୁଁ ଚିଠି ଲେଖା ଯାଇପାରିବ ନାହିଁ ଓ ହତ୍ୟାକାରୀ (ସର୍କାର୍ଙ୍କ ଖାସ୍ ସେବକ ) ସହଜେ ସୁରକ୍ଷିତ ରହିବ ।
ଦୀପାଳିଙ୍କୁ ଆମେ ସାଲୁଟ ମାରୁଛୁ,
ଭାରି ପାରିବାର ସିଏ,
ସିବିଆଇ କୁ ଖଣ୍ଡେ ଚିଠି ଲେଖିବାକୁ
ସିଏ ଦିମାସ ସମୟ ନିଏ,,
ଯେଉଁ ଓଡ଼ିଆ ଦର୍ଶକ୍-ଦର୍ଶିକା ମାନେ ଇଂରାଜୀରେ ମତାମତ୍ ଦେଉଛନ୍ତି ସେମାନଙ୍କୁ ମୋର୍ ଅନୁରୋଧ୍ ଯେ ସେମାନେ ଦୟାକରି ଓଡ଼ିଆରେ ମତାମତ୍ ଦିଅନ୍ତୁ । ଆପଣ ମାନଙ୍କର ମଙ୍ଗଳ ହେଉ ।
❤ଅପରାଧୀ ଗିରଫ ହେଇ ଜେଲ ଦଣ୍ଡ ଭୋଗିବେ ଜୟ ଜଗନ୍ନାଥ
ବଡ଼ ଘରେ ବଡ଼ ଗୁମର କଥା ଲୋ ମିତ କାନ ଡେରିଥା। ଜୟ ଜଗନ୍ନାଥ ସ୍ବାମୀ 🙏
କହୁ କହୁ କହିଦେଲି ଚିଠି ଦେବି ବୋଲି, ଆମ ପ୍ରେମ ଏତେ ନିବିଡ଼ କୋଉଠୁ ଆରମ୍ଭ କରି କେଉଁଠି ଛାଡ଼ିବି ବୋଲି
କ୍ଷମତା ପାଇଁ ଡରରେ ଏ ସବୁ କାମ
ବାପା ଯୁଆଡେ ଯାଆନ୍ତୁ, ଆମେ ଭଲରେ ରହୁ
ସାର ପ୍ରଣାମ 🙏🌹
Dipali nija lovers ra pratisaad nela
ଚିଠିଟିଏ ଲେଖିବା ପାଇଁ କେଉଁ ହାତୀ ଘୋଡା ଦରକାର ଯେ ଦୁଇ ବର୍ଷ ବିତି ଗଲା ପରେ ମଧ୍ଯ ଲେଖା ହୋଇ ପାରୁ ନାହିଁ,ଏଥିରୁ ସ୍ପଷ୍ଟ ଜଣାପଡେ ଯେ ମୃତ ବାପା କୁ ଏ ଝିଅର କେତେ ଭକ୍ତି ଓ ଭଲ ପାଇବା ଥିଲା ।
ଚିଠି ଲେଖିବାକୁ ସମୟ ନେବା ପଛର ଉଦ୍ୟେଶ ରହିଛି,
ଅପରାଧୀ ମାନଙ୍କୁ ସେ ଅଫର ଦେଇଛନ୍ତି l
ଯଦି ଏ ସମୟ ଭିତରେ ମୁଲଚାଲ ତୁଟିଗଲା ତା ହେଲେ ଦୀପାଳି ସିବିଆଇ ତଦନ୍ତ ଦାବିରୁ ଖୁସିରେ ଓହରିଯିବେ !!
CBI କୁ ଲେଖି ପାରିବେନି ଦୀପାଳି ଦାସ l ସେ ବି ମିଛ ଅଭିନୟ କରୁଛନ୍ତି l ଆପଣ କହିବେ , ସେ ଶୁଣିଲେ ତ l
🙏.... Namaskar ♥️
ସେତେବେଳେ ଡରୁ ଥିଲେ ଏବେବି ଡରୁଛନ୍ତି,
ଭାବୁଛି ବିଜେପି ସରକାର ଦୀପାଳି କୁ ମନା କରିଥିବେ ଚିଠି ଲେଖିବା ପାଇଁ କାରଣ ନବ ଦାସ ଙ୍କ ହତ୍ୟାକାରୀ କୁ ଦଣ୍ଡ ମିଳୁ କାଳେ ଚାହୁଁନଥିବେ.
ନହେଲେ ସାତ ଆଠ ମାସ ହେଲାଣି ସରକାର ବିଜେଡି ର ଦୁର୍ନୀତି ବିରୋଧ ରେ କିଛି ଆକ୍ସନ ନାହିଁ.
ଆପଣ ଭାବୁଛନ୍ତି ସେ ଲଖିକି ଦେବେ ବୋଲି😂😂😂😂😂😂😂😂
ସାମ୍ବାଦିକ ଆଜ୍ଞା, ବିଜେପି ପ୍ରଚାର ବେଳେ କହିଥିଲା ଇଏ ସବୁ ଘଟଣା ରେ ଆମେ ନିଜ ଆଡୁ ତଦନ୍ତ କରେଇବୁ, ଏବେ ତଦନ୍ତ ହଉ , ଦୀପାଳି ଙ୍କୁ କାଇଁ ଅପେକ୍ଷା ???
bhai aagya kan jhia hei naba das kara tanka kartabya nuha ki lekhiki choto chithi ta daba ? kan etiki bhi karibani bapa lagi
@Karma-jb4je ସରକାର ତାଙ୍କର ଥିଲା ବେଳେ ଇଏ ଲେଖି ନଥିଲେ, ଏବେ କଣ ଲେଖିବେ.. ସବୁ କ୍ଷମତା ଲୋଭ ଭାଇ
ଯିଏ ନିଜେ ଘଟଣା ରେ involop ସେ କଣ case file କରିବେ
ମୋତେ ଲାଗୁଛି ଦିପଳି ଚୌକି ପାଇଁ ଆଉରଙ୍ଗଜେବ ପରି ନିଜ ବାପାକୁ ନିଜେ ହତ୍ୟା କରିନି ତ! ସବୁ ପ୍ରମାଣ ନଷ୍ଟ ହେଇ ସାରିବା ପରେ ସିବିଆଇ କଥା କହୁଥିଲେ
ଦିପାଳୀ ଦିଦି ଏବେ ସବୁ ସରକାରୀ ସଭା ରେ ବୁଲି ବୁଲି ଚେୟାର ଗଣିବା କାମ ପାଇଛନ୍ତି, ସେଇଥି ପାଇଁ ଚିଠି ଲେଖିବାରେ ବିଳମ୍ବ ହେଉଛି।
ଅପେକ୍ଷା କରନ୍ତୁ ସଭା ସେମିତି ନଥିବା ସମୟରେ ସେ ଚିଠି ଲେଖିବେ।
Das Family Members Dramatically Silent Why. Start CBI Inquiry From Family Members.😂😂😂😂😂
Jam Kooli Adhikari Should Be Head Of Sewerage Dept.
ଅନାସ୍ଥା ପ୍ରସ୍ତାବ ଭଣ୍ଡୁର ହେବାରୁ ଓ ନିଜ ଜାଲରେ ନିଜେ ଓ ଭାଇ ଫସି ଯିବାରୁ ଦୀପାଲିଙ୍କ ପ୍ରେସମିଟ ରେ ନିଜ କଥାରେ ନିଜେ ଛନ୍ଦି ହେଇ ଗଲେ। ଚାରିଆଡୁ ଚାପ ପଡିବାରୁ ଦୀପାଲି ବାଧ୍ୟ ହୋଇ କହିଥିଲେ ସରକାରଙ୍କୁ ଚିଠି ଲେଖି CBI ତଦନ୍ତ ଅନୁରୋଧ କରିବେ। କିନ୍ତୁ ଏହା ହୃଦୟର କଥା ନ ଥିଲା।
Dipali is interested for power not for justice to her father
Rupai ra itihas au prema bisyare apam kichhi jani nahanti sir
Little chance to appeal for C. B.I
ଦୀପାଳି ଦାସ ଗୋଟିଏ ପାଗଳୀ ସାର ପାଗଳୀ ର କଥା କାହିଁକି ସରକାର ଶୁଣିବେ ଶୁଣିଲେ ଖରାପ ହେବ ସାର
ଏମାନେ କିଛି କରିବେ ନାହିଁ, ଏଥିରେ ବଡ଼ ଅଭି ନେତା Deepali କାରଣ ମୋର ମନେପଡୁଛି ସେ କହିଥିଲେ ଏହା bidhira bidhan!
Tama pua hatyakari ku fasi debaku CBI tadanta pain tame kebe lekhiva ?
ସାପ ମରିବନି କି ବାଡି ଭାଗିଂବନି
ନବ ଦାଶ ହତ୍ୟା ରେ ବିଜେଡି ସରକାର ଅବହେଳା ପରେ ଏବେ ମୋହନ ସରକାର ସ୍ଥାଣୁ. କେବଳ ଏହିପରି ଓଡ଼ିଶାରେ ହିଁ ଘଟୁଛି.
ନୂତନ ସରକାର କାହାକୁ ଡରି କିଛି କରୁନାହାନ୍ତି.
ବର୍ତ୍ତମାନ ଦିପାଳୀ ଜଣେ ପୂର୍ବତନ ଏମେଲେ,ଏହାଛଡା ଦିପାଲିଙ୍କର ଅନ୍ୟ ଠିକଣା କିଛି ନାହିଁ ,ତେଣୁ ବିଜେପି କାହିଁକି କୁଣ୍ଡେଇକି ଘା କରିବ ଭାବନ୍ତୁ ,,ଯଦି ଦିପାଲି ଦାସ ଏବେ ଏମପି ଏମେଲେ ଥାନ୍ତେ ,ତାହାହେଲେ ସରକାର କିଛି ପଦକ୍ଷେପ ନେଇ ପାରନ୍ତେ ,ଅଯଥାରେ ବିଜେପି କାହିଁକି ଘଟଣାକୁ ହାତକୁ ନେବ ?? ଯାହାର ଜନଜୀବନ କ୍ଷତି ହେଇଛି ,ସେ ଯଦି ବିଜେଡି ପ୍ରେମରେ ଶାନ୍ତି ,ଅନ୍ୟର କାହିଁକି ମୁଣ୍ଡ ବ୍ୟଥା ହେବ ???
Nirbhay should clarify whether present Govt can recommend for re investigation by CBI?
ସର୍ବାଧିକ ରାଜନେତା / ରାଜନେତ୍ରୀ ଜଣେ ଜଣେ ଅଭିଜ୍ଞ କଳାକାର ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ଦିନ ଦ୍ବିପହରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଷଡଯନ୍ତ୍ର କରି ମାରିଦେବା ଓ ତାଙ୍କ ପରିବାର ନାଟକ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଯେତେ ଚେଷ୍ଟା କଲେ ବି ସତ୍ୟ ନିଶୟ ପଦାକୁ ଆସିବ। ଶ୍ରୀ ଜଗନ୍ନାଥ ସବୁ ଦେଖାଇ ଦେବେ ଏ ଭରସା ମୋର ଅଛି।
Aini purbaru taa batare ଯାଉଥିଲା ଏବେ ବି ତା ବାଟରେ ଯାଉଛି ,ତେଣୁ CBI ku chithi ଲେଖିବା କୌଣସି ଆବଶ୍ୟକ ନାହିଁ ,
Dipali kn lekhiba vabuchi 😂😂
ନିର୍ଭୟର ମାନବିକ ମୂଲ୍ୟବୋଧ କୁ ଅସମ୍ମାନ ପଶୁତୁଲ୍ୟ ଭାବ ସଙ୍ଗେ ସମାନ। ଆଜିର ପ୍ରସଙ୍ଗରେ ମୋର ମତ ପ୍ରଭୁ ଶ୍ରୀରାମ ଙ୍କର ରାଜ୍ୟ ଅଭିଷେକ ସମୟର ଚାରିତ୍ରିକ ମୂଲ୍ୟବୋଧ ଓ ଇହିହାସ ର କ୍ରୁର ଶାସକ ଆଉରଙ୍ଗଜେବଙ୍କର କ୍ଷମତା ଲିପ୍ସୁର ଚାରିତ୍ରିକ ମୂଲ୍ୟବୋଧ ମଧ୍ୟରେ ସ୍ଵର୍ଗତ ନବ ଦାସ ଙ୍କର ପରିବାର ବଂଶଧର ମାନଙ୍କୁ ଅନୁସନ୍ଧାନ କରନ୍ତୁ।
Saru kholu kholu mahadev baharibe tenu ଦୀପାଳୀ daruchhi 😅😅😅😅
Dipali. Has. Waited. Simbal. Of. Pandian
ସଚେତନ ଓଡ଼ିଆ ଭୋଟରଙ୍କ ଉଦବିଗ୍ନ ବିଜେପି ସରକାର କେବେ ପ୍ରଶମିତ କରିବେ! ଡବଲ୍ ଇଞ୍ଜିନ ସରକାରଙ୍କୁ କେତେ ସମୟ ଲାଗିବ ! କ୍ଷମତାସୀନ କରାଇବା ଭୂଲ୍ ହୋଇ ନାହିଁ ବୋଲି ଆଶା ରଖିବା ନିଶ୍ଚୟ ।
ପାଣ୍ଡୁ ବିନା ଅନୁମତି ରେ କେମିତି ଲେଖିବା,,,😂😂😂
Paribara ra hata nahi ta
ମୋର ପ୍ରଶ୍ନ ଆପଣଙ୍କୁ ଆପଣ ଦୀପାଳି ଦାସଙ୍କୁ ପ୍ରଶ୍ନ ନପଚାରି ଆଜିର ସରକାରଙ୍କୁ କାହିଁକି ପ୍ରଶ୍ନ କରୁନାହାନ୍ତି? କାରଣ ନବ ଦାସ ଖାଲି ଦୀପାଳିର ବାପା ନଥିଲେ, ସେ ଓଡିଶାର ଜଣେ ବରିଷ୍ଠ ମନ୍ତ୍ରୀ ଥିଲେ l
ସବୁ ଜାଣି ଦିପାଳୀ ଅଜଣା ଅଭିନୟ କରୁଥିଲେ, କାଳେ ସିବିଆଇ ତଦନ୍ତ ଦାବି କରି ଫସିଯିବେ ନାହିଁ ତ ? ନବ ଦାସ ଙ୍କ ସମସ୍ତ ହତ୍ୟା ରହସ୍ୟ ଦିପାଳୀଙ୍କୁ ଭଲଭାବରେ ଜଣାଅଛି ବୋଲି ମୁଁ ସୋସିଆଲ୍ ମିଡିଆରେ ଭାଇରାଲ କରିଥିଲି କିନ୍ତୁ ???????
ବାପା ହତ୍ୟାକାରୀ କୁ ଧରିବା ପାଇଁ ଝିଅ ଡରୁଛି ଏହାହିଁ କଳିଯୁଗ କ୍ଷମତା ଧନ ଆଗରେ ବାପା ମଲେ ପଛେ ମରୁ
ଖଚିଡ଼ି ଟୋକଳି ଧନ କ୍ଷମତା ପାଇଁ ନିଜେ ବୋପା କୁ ମରେଇଛି
ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ,ଦୀପାଳି ସବୁ ଜାଣିଛି କିନ୍ତୁ ନାଟକ କରୁଛି କାରଣ ଏପଟେ ଝିଅ ହିସାବରେ ବାପା ପ୍ରତି କର୍ତ୍ତବ୍ୟ ଆଉ ଗୋଟେ ପଟେ କଳା ସାମ୍ରାଜ୍ୟର ମୋହ। ସେ କାହାକୁ ଛାଡିବନି କେବଳ ନାଟକ ଆଉ ନାଟକ ହିଁ କରିବ ଆମେ ସବୁ ମୂର୍ଖଙ୍କ ପରି ନାଟକ ଦେଖିବା ସାର ହେବ।
ଆଲୋସଖୀ ଆପଣା ମହତ ଆପେ ରଖି
ନବ ଦାସ ଯଦି ମରିପାରିଲେ ଏମାନେ କାହିଁକି ନାହିଁ
ଅଦାଲତ କିଛି କରି ପାରିବ ନାହିଁ କାରଣ ଆମ ଆଇନ କାନୁନ ଅନ୍ଧ ପ୍ରମାଣ ମିଳିବ ନାହିଁ ଟଙ୍କା ଥିଲେ ଅଦାଲତ କୁ ବି କିଣାଯାଇପାରିବ ମୁ ଏହାର ଭୁକ୍ତ ଭୋଗୀ
Sir better we should now talk on the issues in odisha and solutions rather than bjd politics.
Dipali ku kanasi kayanustan p jp Mo Neu setebele kahu thile CBI karajaunahnhi
Naba das mrutyu pain Dipali nije antarbhukta achhi.Aamiti nischaya lagucchhi.
All the family members of late Naba das knows the truth but due to power and money hankering they become silent.
ଦିପାଲୀ ଦାସ କୁ ଜଣେ ଭଲ ପରାମର୍ଶ ଦେଇ ସାରିଛି, ଆଉ ତାର ସେ ଘର ଫାଙ୍କା ନାହିଁ, ଦୟାକରି ନବୀନ ବାବୁ ଆପଣ ଚୁପ ହୋଇ ବସି ପଡନ୍ତୁ ।
Deepali will never apply for CBI enquiry for Naba Das murder.
She knows the truth.So she is not willing to give in writing.Only in pressure of media and public she is creating drama only.Shameless.
Dipali madamnkara Fountain pen ra Kali sarijaichi kimba puruna pen heithibaru Nib ta bhangi jaichi ,Abashya au se jugara pen Miliba ki miliba nahin Dipali madam janithibe ,
Prathame Naveen Patnaiknku BJD hatantu Odishara mangalla heba.srdhapurn naman.
Kana heigala.....
ଅଜ୍ଞା ବିଜେଡି କଣ ନାଟକ କରୁଥିଲା, ତାଙ୍କ ଠାରୁ ବହୁ ଉଚ୍ଚ ମାନ ଯୁକ୍ତ ନାଟକ କରୁଛି BJP ,
ବରଂ BJP ର ଏହୀ ଉଚ୍ଚ ମାନର ନାଟକ ପ୍ରଦର୍ଶନ ପାଈଁ କିଛି ପୁରସ୍କାର ର ବ୍ୟବସ୍ଥା ଏବେ କରାଯାଇ ପାରନ୍ତା, ତେବେ ବହୁ ଭଲ ହୁଅନ୍ତା, ନା କଣ କହୁଛନ୍ତି
ଜୟ ଶ୍ରୀ ଜଗନ୍ନାଥ 🙏
ଥରେ ଯିଏ ଯାଏ ଚାଲି
ଆସେନାହିଁ ଫେରି,
ଜନ୍ମଦାତା ପିତା ପଛେ
ଯାଆନ୍ତୁ ଟି ମରି
ରାଜନାତି ନାବେ ବସି
ଶସନ କାତ ଧରି
କରୁଥାଅ ପଲିଟିକ୍ସ
ମନପ୍ରାଣ ଭରି.......
ପ୍ରଥମ ଦିନରୁ ପିତୃହନ୍ତା ବିରୁଦ୍ଧ ରେ ପଦକ୍ଷେପ ନେଇ ନିଜକୁ ସଚ୍ଚା ଦିଲ୍ ର ଓଡିଆ ଝିଅ ବୋଲି ସାବ୍ୟସ୍ତ ନ କରି ଶସ୍ତା ରାଜନୀତି କରି କି ଲାଭ ମିଳୁଚି?
Sir,pranam ehi bisaya re dine ruben banarji sir eka episode karithile tikie dekhi niantu sie kn kahuthile apana gote katha kahuchhanti au apana au gote katha kahuchhanti taha hele kouta thik
Deepali & family cannot give force as the killers are roaming outside. Naba Das murder case will definitely get solved but it will take some more time. 😊
ପିତୃହତ୍ୟା ଭାତୃହନ୍ତାରେ ଦୀପାଲି ଆଉରଙ୍ଗଜେବଙ୍କୁ ବନିଗଲେ।ବାପା ହତ୍ୟାକାରୀକୁ ଘୋଡାଇବାକୁ ବା ଏମାନଙ୍କ ଦ୍ବାରା ବାପାଙ୍କୁ ତରାଇ ନିଜେ ବିଧାୟିକା ହେବେ,ରାଜନୈତିକ ଫାଇଦା ନେବେ,ବ୍ୟବସାୟତକ ହାତେଇବାକୁ ସେ ଓ ତାଙ୍କର ସହଯୋଗୀମାନେ କଂଗ୍ରେସରୁ ତାଙ୍କୁ ବିଜେଡିକୁ ଆଣି ହତ୍ୟା କରିଛନ୍ତି।
ଯଦି ଏହା ମିଥ୍ୟା,ତେବେ ଦୀପାଲି ପୁନର୍ଅଭିଯୋଗ କରୁନାହାନ୍ତି କାହିଁକି।
କାଳେ ତାମିଲ ବାବୁ ଓ ତାଙ୍କ ସହଯୋଗୀମାନେ ଖପ୍ପାହେବେ ଓ ବନ୍ଧା ହେବେ ବୋଲି କି?
ସ୍ବର୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ଯାକାଣ୍ଡର ମୁଖ୍ଯ ଷଡଯନ୍ତ୍ରକାରୀ ନିଜର ଝିଅ ନିଜର କ୍ଷମତା ଲୋଭ ପାଇଁ ହେଇଥାଇ ପାରନ୍ତି !!?ତେଣୁ ନବ ବାବୁଙ୍କ ଝିଅ ଦୀପାଳି ଦାସ ମେଡେମ୍ ସିବିଆଇ ତଦନ୍ତ ପାଇଁ ମିଡିଆ ଆଗରେ କହୁଥିଲା ବେଳେ, ସିବିଆଇ ତଦନ୍ତ ପାଇଁ ଲିଖିତ ଆକାରରେ ଦେବାକୁ ସାହାସର ସହିତ ପଛଘୁଞ୍ଚା ଦେଉଥାଇ ପାରନ୍ତି !!?
ମହାଶୟ, ଦୀପାଳି ଦାଶ କେବେବି ସି ବି ଆଇ ତଦନ୍ତ ପାଇଁ ଲେଖିବେନାହିଁ / କାରଣ ସେ ଜାଣିଛନ୍ତି ନବୀନ ପଟ୍ଟନାୟକ ବା ବିଜେଡ଼ି ଦଳ ହାରିଥିଲେବି ପାଣ୍ଡିଆନଙ୍କ କ୍ଷମତା ଏବେବି ରହିଛି, ତେଣୁ ସାହସ ଜୁଟେଇ ପାରୁନାହାନ୍ତି / ଅଥବା କ୍ଷମତା ପାଇଁ ଚକ୍ରାନ୍ତକାରୀଙ୍କ ସହିତ ଦୀପାଳି ଦାଶ ହାତ ମିଳାଇଛନ୍ତି ! ଏହାମଧ୍ୟ ସତ ଦୀପାଳି ଲେଖିକରି ଦେଲେବି ମୋହନ ସରକାର ସି ବି ଆଇ ତଦନ୍ତପାଇଁ ଆଦେଶ ଦେବେନାହିଁ /
Sir namaskar, it is a matter of regret, don't waste the valuable of your followers.
Depali pribabar marantnu
Apananka katha manile naba das paribar asubidhare padibe kanhiki na hatya ra sadhajantra kari kendra sarakaranka gelha pua
NABIN BABU GOTE KATHA KAHIBEKI JADI DIPALI LEKHIKI DABA AMIT SAHA CBI KU ANUMATI DABAKI ?
Dipali 2 year kana karuthila.pandu sange hanimune karuthila.
ଦିପାଲିଙ୍କୁ କଣ କହିବି ? ଜଣେ ଓଡ଼ିଆ ଝିଅ ନୁହେଁ ଗୋଟେ ଡାହାଣୀ ଜନ୍ମ ହୋଇଥିଲା ନବ ବାବୁଙ୍କ ଠାରୁ। କିନ୍ତୁ ମୋହନ ବାବୁଙ୍କୁ (ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ଯୋଗୁ ) କଣ ବିଶ୍ୱାସ କରାଯାଇପାରେ ? କାରଣ ବିଜେଡିର କୁକର୍ମ ବିରୁଦ୍ଧରେ ମୋହନଙ୍କ କାର୍ଯ୍ୟକଳାପ ଓଡ଼ିଶାର ଲୋକ ଜଳ ଜଳ ଦେଖୁଛନ୍ତି। ଆମେ ଓଡିଶାବାସୀ ତ ଭକୁଆ।
Deepali will.not any letter as it will expose many members of bjd party
Jaaraj..dipali.nije.sadajantra.kari...susanta.sing..pandia.babi..invalp