Odisha Parba 2024: ଓଡ଼ିଶାର ଉନ୍ନତିରେ ମୋଦିଙ୍କ ଛାପ ରହିଛି: ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ

แชร์
ฝัง
  • เผยแพร่เมื่อ 24 พ.ย. 2024

ความคิดเห็น • 4

  • @sabitapadhi6433
    @sabitapadhi6433 12 ชั่วโมงที่ผ่านมา

    Jagannth. blessyou

  • @goutamkandamaka
    @goutamkandamaka 13 ชั่วโมงที่ผ่านมา

    ଓଡିଆ ଅସ୍ତିତ୍ବ ଅସ୍ମିତା, ଓଡ଼ିଶାର ବିନାଶକ ମୋଦୀ ଆଉ ଭାଜପା ହେବ।

  • @marvelhindiofficial8943
    @marvelhindiofficial8943 13 ชั่วโมงที่ผ่านมา

    Odisha ra parba odisha ra garba

  • @Ranisumi5249
    @Ranisumi5249 13 ชั่วโมงที่ผ่านมา

    ଓଡ଼ିଶା ସରକାର ମୋହନ ସାର୍, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୌତମ ରାୟ ଙ୍କୁ ଏତିକି ଅନୁରୋଧ ପୂର୍ବ ସରକାର ରେ ଆରମ୍ଭ ହେଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ 5t ପ୍ରକଳ୍ପ ର ସବୁ କାମ ଏବେଠୁ ଯାଞ୍ଚ୍ କରନ୍ତୁ କାରଣ ପ୍ରକୁତରେ ବିନା ଟେଣ୍ଡର ଆଉ ଜାଲିଆତି କାଗଜ ପତ୍ର ଦେଇକି କାମ ହେଇଚି ଯାହା ଅନୀୟମ କାରି, ମନ୍ଦିର, ଧର୍ମସ୍ଥଳ, ପଞ୍ଚ୍ୟାୟତ ମଣ୍ଡପ, ବାତ୍ୟାସ୍ଥଳୀ ଏମିତି ବହୁତ କିଛି,ଜଉ ଜାଗାରେ ହେବା କଥା ନୁହେଁ ସେଇ ଜାଗାରେ ହେଇଛି, ଯେମିତି କାମ ହେଇଚି ସେ କାମ ଗ୍ରହଣ ଯଗ୍ୟ ନୁହେଁ କାରଣ ପୁରୁଣା ରଡ୍, ଚିପ୍ସ, ଭଙ୍ଗା ଇଟା ଦେଇକି ହେଇଚି, ତେଣୁ ଅନୁରୋଧ କରୁକି ତୁରନ୍ତ ଏହା ପ୍ରତି ଆକ୍ସନ ନିଅନ୍ତୁ, collector Je ଆଉ bdo ଙ୍କୁ ଦାୟିତ୍ଵ ଦିଅନ୍ତୁ କି ପ୍ରକୁତରେ ଯଦି କାମ ଠିକ୍ ହେଇଥିବ ଏବଂ କାଗଜ ପତ୍ର ସବୁ ଠିକ୍ ଠାକ୍ ଥିବ ତାହାଲେ ଯାଇଁ ବିଲ୍ କରନ୍ତୁ.
    ହେଲେ ପ୍ରକୁତରେ ଏହା କିଛି ଭି ଠିକ୍ ନାହିଁ, ଏବେ ସମୟ ଆସିଛି ଯେଉଁ ମାନେ ଜାଲିଆତି କରିଛନ୍ତି ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ, ନହେଲେ ଡେରିହେଇଗଲେ ଆଉ କିଛି ନଥିବ, କାରଣ ଯେମିତି କାମ ହେଇଛି ଅତି ବେଶୀ ରେ 5-10 ବର୍ଷ ଯିବ, ଆଉ ସେତେବେଳେ ନିଜ ସରକାର ନାଁ ଖରାପ ହବ. ବେଶୀ କରି ଭଦର୍କ, ଯାଜପୁର.
    .......ଜୟ ଜଗନ୍ନାଥ...