No Bribe System in Revenue Department: Suresh Pujari || ONA KHABAR ||
ฝัง
- เผยแพร่เมื่อ 26 ก.ย. 2024
- #bjp #bjd #congress #odisha #onakhabar
No Bribe System in Revenue Department: Suresh Pujari
About Channel:
Ona Khabar is Odisha's One advanced Odia News channel. Ona Khabar News Channel Covers The Latest News, Breaking News, Politics, Entertainment News, Business News, and Sports News. Stay tuned for all the News in Odia.
ଚ୍ୟାନେଲ୍ ବିଷୟରେ....
ଓଏନ୍ଏ ଖବର ହେଉଛି ଓଡ଼ିଶାର ଏକ ପ୍ରମୁଖ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଓଏନ୍ଏ ଖବରରେ ସର୍ବଶେଷ ସମ୍ବାଦ, ବ୍ରେକିଂ ନ୍ୟୁଜ୍, ରାଜନୀତି, ମନୋରଞ୍ଜନ, ବ୍ୟବସାୟ ଏବଂ କ୍ରୀଡ଼ା ପ୍ରଭୃତି ଖବର ଓଡ଼ିଆରେ ପ୍ରଶାରଣ କରାଯାଇଥାଏ ।
Odisha News Agency is a digital media house, streaming and broadcasting from Bhubaneswar, Odisha.
For the latest Odisha News:
Visit our Website: onakhabar.com
Twitter: / onakhabar
Facebook: / onakhabara
ମାନବର ରାଜସ୍ବ ମନ୍ତ୍ରୀ ଙ୍କୁ ଅନୁରଧ ଯଥାଶୀଘ୍ର setelmet ବସନ୍ତୁ.
ମାନ୍ୟବର ମନ୍ତ୍ରୀଙ୍କୁ ପୁନଃ ଅନୁରୋଧ , ୫୦ ବର୍ଷ ଧରି ଯେଉଁ ରେଭିନିଉ ଗ୍ରାମ ଗୁଡିକ ଚକବନ୍ଦୀ ହୋଇନାହିଁ , ସେଇ ଗ୍ରାମଗୁଡିକୁ ସେଟଲମେଣ୍ଟ ବ୍ୟବସ୍ଥା କଲେ ବହୁ ଜନସାଧାରଣ ଉପକୃତ ହୁଅନ୍ତେ
ଜୟ ଶ୍ରୀରାମ
ଦ୍ରୁମ ନୀତି। ତାହେସିଲଦର୍ ସୁବକ୍ୟାଲେକ୍ଟାର ଓ ଅଫିସକୁ। ବିନା ହାଗୁଙ୍ଗାକମଦକର
ଏ ସବୁ ପୁରୁଣା ଡାଇଲଗ।
ତହସିଲ ଅଫିସରେ କର୍ମଚାରୀ ଖାଲି। ଜଣେ ଜଣେ ଆର ଆଇ ଓ ଅମିନ ଙ୍କୁ ଅତିରିକ୍ତ ଦାୟିତ୍ବ।ତାର ଆଳ ଦେଖାଇ ସାଧାରଣ ଜନତା ସେ ମାନଙ୍କ ଦ୍ଵାରା ଶୋଷିତ। ସରକାର କିଛି କରନ୍ତୁ।
ମାନ୍ୟବର ମନ୍ତ୍ରୀ ରାଜୋସ୍ବ ଓ ବିପର୍ଯ୍ୟୟ ପରିଚାଳନା ,
ମହୋଦୟ କେନ୍ଦ୍ରସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟକୁ ଜଣାଇଥିଲେ ଯେ , ଚକବନ୍ଦୀ ସମୟରେ ଯେଉଁ ପରିବାରର ବା ଅଂଶିଦାର ମାନଙ୍କର ନାମ ଗୋଟିଏ ପଟାରେ ଥିବ , ତାହାକୁ ସଂପୃକ୍ତ ବ୍ୟକ୍ତିମାନଙ୍କ ନାମରେ ତହସିଲଦାର, ଅଲଗା ଅଲଗା ପଟା ପ୍ରଦାନ କରିବେ , ଯାହା ପୂର୍ବୋକ୍ତ ସରକାର ରେ କାର୍ଯ୍ୟକାରୀ ହୋଇନାହିଁ ।
ଏଣୁ ବିନିତ ଅନୁରୋଧ , ଉକ୍ତ କାର୍ଯ୍ୟଟିକୁ ସମ୍ପାଦନା କଲେ , ବହୁ ଜନସାଧାରଣ ଉପକୃତ ହେବେ
ମ।ନ୍ୟବର ମନ୍ତ୍ରୀ ମହାଶୟ ହାଇଟେକ ସର୍ଭେ ମାଧ୍ୟମରେ ବନ୍ଦୋବସ୍ତ କାର୍ଯ୍ୟ ପ୍ରତି ଜିଲ୍ଲାର କରାଗଲେ ଭଲ ହେଇ ପାରନ୍ତା
Go ahead sir.What you have described about the situation. Thank you.
ଗୁଞ୍ଜା ନଦେଲେ କାମ ହେବନି । ଆଜି ସାର ଛୁଟିରେ ଅଛନ୍ତି, କାଲି ମୋର ମାପ ଅଛି,ପରଦିନ ମନ୍ତ୍ରୀ ଆସୁଛନ୍ତି, ତା ପର ଦିନ ବାଲିଘାଟ, ପଥର ଖଣି ଯାଇଛନ୍ତି କହି କହି ଦୌଦେଇବେ। ଯେତିକି ପେଟ୍ରୋଲ ଖର୍ଚ୍ଚ ହେବ, ଆଉ ସମୟ ଯିବ; ହାତ ଗୁଞ୍ଜା ଦେବାକୁ ବାଧ୍ୟ। ମୁଁ ନେଟ ରେ ପଟା ର upload କରିବାକୁ ବର୍ଷେ ହେଲା ଦରଖାସ୍ତ ଦେଇଛି କିଛି ହେଉନି।
ଭାଗ ପତ୍ର ବର୍ଷ ବର୍ଷ ଧରି ହାଇଟେକ୍ ରେ ପଡ଼ିରହିଛି ତୁରନ୍ତ ଫୈଶିଲା ହେବାକୁ ଅନୁରୋଧ ଆପଣ ଙ୍କୁ
Very good thought
Very good news.can you do this . The people of odisha will bless you again and again.......
Settlement ନିହାତି ଦରକାର ଆଜ୍ଞା.. Ganjam ଜିଲ୍ଲାରେ...
Kick out the corruption from all official including thasil and registry office !
Any employee involved in taking bribe should be dismissed from job.
ପ୍ରଥମେ ଆପଣ ନିଜ ଜମିର ପଟ୍ଟା ବିନା ହାତ ଗୁଞାରେ କରି ଉଦାହରଣ ଟିଏ ଦେଖାନ୍ତୁ।
The most corruption department is Revenue dept. In odisha.
❤Rama❤hatagunga chhadidjya lanchakatha vulijaya nachet danda chakirijub tks lordzrmji
Rajaswakhana, thana, daktarakhana ethi hatagunja nadele kama hueni. Tathapi dekhiba kn heuchhi....
Sir setelment necessary
Jay jagannath swamii Bande utkala jananii
Commissioner court Ku najar diantu
Satare durniti dur heba na durniti puni chaliba
Impossible Sir.
Sir lancha na dele kama kebe helani ? This is our democracy.
Will the
How can the Honourable Revenue
Minister stop bribe in all
The RI offices in the state.?
ବର୍ତମାନ ବାଲି ମାଫିଆଙ୍କ କଚେ ପୁଅ ବାର। ସାଧାରଣ ଜନତା ହଇରାଣ। ସରକାର କିଛି କରନ୍ତୁ।
Very good
Samaste kuhanti kintu kama olata hue dekhajau
kahidele habani action nihati darkar.strong action should be taken against PC culture.
Please pay attention to all tehasil in every district office and all tehasil dar should not involved in corruption. Strictly action should be taken against revenue department.
Sabuthu durnitigrasta thila Rajwash bibhag ra sabu karmachari jane jane hard core aparadhi
Jharsuguda Municipality colony, Rey Municipality karmachaari retired kemiti rahuchhanti
Ac and vc must be stopped in tje office
Besi durniti heba.Bada bada katha kahi lava nahi.
Difference between preach and practice. Let's wait and see 😮
No one and no rule can stop PC and bribes in govt offices in odisha .As govt servants have got jobs on their merits and knowledge but not on the mercy of govt . thatswhy they are not afraid of govt .
Tahasilofficere.sabutharu.besilancha.hauchhi.s.boking.pai.2000.lancha.neuchhanti
Kebal Rajaswa bibhagnuhansare bibhagru lancha Rismatdeba nebaku drudha bhabare BAND KARAJAU.
Panchayat sarpancho maagile Kan karaajiba?
Impossible
New ministry all will say
Bina hata gunjare general public nka pain Kamahabanahi, mora bahut experience achi. Sesa pancha barsare mora bahut hatagunja debaku heichi, kintu semanankara agents through re paisa nianti
Salary ra katha tk kahun
Nua nua sarkar ku asicha enu kahucha brive deba chalibani kintu thik chaliba. Samya kahiba
😂😂😂 kam kale hela
Sambu Bandha hebe tebe tame kahaku nei shasan kariba chintakara
Sir chilika tahasildara ofici pura lanch karabarae budiki achi gouchara ekara ekara jami pata diya jaichi dayakari tandanta karantu
Apana thik Karantu jeu sarakari officer corruption re involve tar investigation kia kariba transfer is not a punishment
Bjd kn karichi taha lok kahibe
Sabutshahasoldar, ଖଣି ମାଫିଆ
Lancha. Tike. Kum. Hele. Bhala.
Lancha. Dei. Kama. Heuni.
Mo gaan bali (sand) mu without paisa deiki kemiti use kariparibi mo ghara tiari pain taku kohala karajau...
Lokanka asaa bi bjp thu bahuta achhi. Katprile bahut change heba
Please take exemplary action against corrupt Officials in Tahasils, SubRegistration Offices, Subcollector office, RI Offices
Can you assure delivery of service like legar hair certificate ,mutations etc in specified time. ???.