Interstate Robbery Gang Busted in Sambalpur: ସମ୍ବଲପୁର୍ ପୁଲିସ୍ ହାତେ ଧରା ପଡଲେ ରାଜ୍ୟ ବାହାର୍ ଡକାୟତ୍

แชร์
ฝัง
  • เผยแพร่เมื่อ 6 ก.ย. 2024
  • ସମ୍ବଲପୁର୍ ପୁଲିସ୍ ହାତେ ଧରା ପଡଲେ ରାଜ୍ୟ ବାହାରର୍ ଡକାୟତ୍ ଗେଙ୍ଗ୍ । ୧୦ ଡକାୟତ୍ ମାନକର୍ ଠାନୁ ଗାଡି, ସୁନା, ଟଙ୍କା ଜବତ୍ କରିଛେ ପୁଲିସ୍ । ୪୮୦ ଗ୍ରାମ ସୁନା, ୫ ଲାଖ୍ ଟଙ୍କା, ୧୪ଟା ମୋବାଇଲ୍,୫ ଟା ବାଇକ୍, ୨ ଟା ବୋଲେରୋ ସାଙ୍ଗେ ଗୁଟେ ଟ୍ରାକ୍ଟର୍ ଜବତ୍ କରିଛେ ପୁଲିସ୍ । ଗଲା କିଛି ଦିନ୍ ଧରିକରି ଡକାୟତି ଗେଙ୍ଗ୍ ସମ୍ବଲପୁର୍ ଜିଲ୍ଲାର୍ ଭିନଭିନ୍ ରାଇସ୍ ମିଲ୍ ନେ ଡକାୟତି କରୁଥିଲେ । ବାରମ୍ବାର୍ ଡକାୟତି ହେଉଥିବାର୍ ଲାଗି ମିଲ୍ ମାଲିକ ଆର୍ କର୍ମଚାରୀ ମାନେ ଡରିଡରି ରହୁଥିଲେ
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #SambalpurNews #InterstateGang #RobberyBust #PoliceArrest #CrimeNews #GoldSeizure #LawEnforcement #OdishaPolice #PublicSafety #CrimePrevention

ความคิดเห็น • 2

  • @debarajbag2841
    @debarajbag2841 หลายเดือนก่อน

    Salute police sir ku 🙏🙏🙏

  • @subashchandradas1638
    @subashchandradas1638 หลายเดือนก่อน

    ଏମାଙ୍କେ ଗୋଲି ମାର ଦେନା ଚାହି।