Kapilaprasad Badipala Mahamancha | Gayak Bijay Kumar Ojha & Gayak Sisira Padhi | Rudrakshya Tv
ฝัง
- เผยแพร่เมื่อ 25 เม.ย. 2023
- Kapilaprasad Badipala Mahamancha | Gayak Bijay Kumar Ojha & Gayak Sisira Padhi | Rudrakshya Television
#odia_badipala
#live_video
#gayak_bijay_kumar_ojha
#gayak_sisira_padhi
#rudrakshya_television
ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣ କରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମଶହ ଯୋଗା ଯୋଗ କରନ୍ତୁ
Rudrakshya Television, Mob. 7008527328
Like,............. Share......... Comment.......... Subscribe
ପ୍ରିୟ ଦର୍ଶକ ବନ୍ଧୁ
ଓଡ଼ିଶାର କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ଆମେ ଆମର ଚେଷ୍ଟା ଜାରିରଖିବୁ | ସେଥିପାଇଁ ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମର ଏକାନ୍ତ ଆବଶ୍ୟକ |ରୁଦ୍ରକ୍ଷ୍ୟ ଟେଲିଭିଜନ କୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ ନମସ୍କାର | ଏହିପରି ଓଡ଼ିଶାର କଳା ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଦେଖିବାପାଇଁ ଆମ ଚ୍ୟାନେଲ କୁ ସବସକ୍ରାଇବି କରନ୍ତୁ ଏବଂ ତୁରନ୍ତ ଦେଖିବାପାଇଁ ପାଖରେ ଥିବା ବେଲ କୁ ମଧ୍ୟ ଦବାନ୍ତୁ |
ଧନ୍ୟବାଦ |
Disclaimer-
Copyright Disclaimer under Section 107 of the copyright act 1976,
allowance is made for fair use for purposes such as criticism,
comment, news reporting, scholarship and research,
Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
Thank You For Watching🙏🙏🙏🙏🙏
ବହୁତ୍ ସୁନ୍ଦର ଲାଗିଲା ଓଡିଶି ଗୀତ ର ପରିବେଷଣ
ଆପଣଙ୍କୁ ଗାୟକମାନେ ଅନୁସରଣ କରିବା ଉଚିତ, ମଦୁଆ ନୃସିଂହ ହୋତା ପାଲା ସମାଜ ପାଇଁ କଳଙ୍କ.
ଧନ୍ୟବାଦ. ଆଜ୍ଞା
ଅତି ସୁନ୍ଦର ପରିବେଷଣ 🙏
The biggest part in this pala. Worlds shree pabitra parida sir 🙏🙏 your performance your voice is really heart ❤touching ❤ Jay jagannath 🙏🙏
Ati chamatkar Pala paribeshana, all bayak are also supporting ojha sir in best possible manner
Bahut sundar pala sir,thank you
ଅତି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି ମହାଶୟ ଙ୍କୁ ମୋର କୋଟି କୋଟି ପ୍ରଣାମ
Bijay Sir jane marmika gayaka.bisaya bastura marm ku bujhi bujhanti sabubele
Bahut sundar alochana. Voice uchakotira. 🙏
ଓଝା ମହାଶୟ ତଥା ସାଥୀଙ୍କ ଦ୍ବାରା ପରିବେଷିତ ପାଲା ବହୁତ ସାରସ୍ବତ ଏବଂ ହୃଦୟସ୍ପର୍ଶୀ ।
Ati sundara pala paribesana. Gayaka mahasayanku mora koti koti pranam.
ଅତି ସୁନ୍ଦର ପାଲା ପରିବେଷଣ କରିଥିଲେ ଗାୟକ ଉଜ୍ଜ୍ବଳ ବିଜୟ କୁମାର ଓଝା ମହୋଦୟ
P
ଅତି ଚମତ୍କାର ପାଲା ଗାୟକସାରେ ଏବଂ ଭଜନ ପାଳିଆ ଅନ୍ୟ ବାଦ
ସୁନ୍ଦର୍ ନୀତି ଶିକ୍ଷା
Best pala gayaka of Dhenkanal district
ଅତି ଚମତ୍କାର ପାଲା ! ଗାୟକ ମହାଶୟ ଙ୍କୁ ଅଶେଷ ଧନ୍ୟବାଦ !
Pagal p
ala dal
Uttam pala❤
Excellent pala❤Jay Satyanarayana
Dhanyabad ojha Bhai a lokanku paribartan karibaku srimad bhabatgita o bhabat avayaskaribaku padiba
excellent performance by bijaya babu, very very smart in singing and explanation also a knowledgeable gayaka.
0
8p0l
@@kalshabehera2:14:38
Kantha deithiba Saraswati nku pranam
Wow Excellent 👌👌
gayaka chinmaya balabhadra panda nka jogya sisya
ଜୟ ଜଗନ୍ନାଥ
ଭାଇନବରଦୀଅମୋପୁଅରପାଲାହବ❤❤❤❤
Bijaya babu nku dhanyabad
ଭାଇକିଶୋରତମର❤❤❤❤❤❤❤
Ati sundar
ଜଗନ୍ନାଥ ଆଶୀର୍ବାଦ କରନ୍ତୁ. ଏମିତି ସଫଳତା ମିଳୁ. 🙏🙏🙏🙏🙏🙏🙏
👍🙏🙏ati sundar❤️❤️
🙏🙏🌹ପ୍ରଣାମ. ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ଙ୍କର ଜୟ
Good
Ati sundar pala paribesana
ଭାଇଆମରno1ଗାୟକ❤❤❤❤❤❤❤❤❤❤❤
Bahut sundar paribesan sir
Nice pala. It is a uptodate pala. Youth must be attracted by this pala. No doubt Padhi sir is wise and having more knowledge about Puran.
🎉justn
Ati sundar 🙏🙏🙏
ବହୁତ ସୁନ୍ଦର ପାଲା
Dinarjandhal-sundhal
Sir namaskar .
Hrudayasparsi pala paribesana karichhanti
2:5:35 ସୁନ୍ଦର ଭଜନ
Excellent sir
Excellent
Jay jaganath
Please send next part
ଜୟ ଜଗନ୍ନାଥ q
No1pala
Very nice
Nice pala ❤
Very nice 💯
Bayak manash tora kalyna hew
Apana nka Sangita, Sahitya alochana, ବୁଝେଇବା ଶୈଳୀ ଖୁବ୍ ଉନ୍ନତ, ଭଗବାନ୍ ଆଶୀର୍ବାଦ କରନ୍ତୁ ଓଡ଼ିଶା ରେ ଆପଣ ଶ୍ରବ ଶ୍ରେଷ୍ଠ ଗାୟକ ହିସାବ ରେ ମାନ୍ୟତା ପାଆନ୍ତୁ, ଏହାହିଁ କାମନା,
Bijaya Sir. plese new pala video
Very nice pala. ଅତି ଉଚ୍ଚ କୋଟୀର ପାଲା। ବିଜୟ ସାର୍ ର୍ଆପଣକଂଦେହରୱ ଅଧିକ ଝାଳ ବାହାରେ ବୋଧ ହୁଏ।
Sarira tatua re no one pala gayak
Jay Jagnnath
nice
We are Proud
Very good too much
ମହାଶୟ ମା ସରସ୍ବତୀ ଆପଣ ଙ୍କ କଣ୍ଠରେ ବସିଥାନ୍ତୁ ଆପଣ ଏ ପରି ଗାଉଥାନ୍ତୁ
ମତ୍ତ ବ୍ୟକ୍ତ କରିଥିବା ସମସ୍ତ ମହାନୁଭବ ମାନଙ୍କୁ ଆଭୂମ ପ୍ରଣାମ
Please sir mobile number diantu
Sahityalochanaatisundara
👍👍👍👌👌👌
🙏🙏🌹🌹👌👌
Ati utama
Sir mo man mukdha hoigala
2:56:50
Congratulations govt
Gayaka mahasaya stagefiting gayaka tatha jukti,juka,nayasangata with scintific reason also, tatua bidaraka ,jugopi juga palagaichhanti,se Gayaka sambrat upadhi paine eligible.
Mu Nikhila utkala pala parisada ku anurodha karuchhi uchakotira pala madhya gaichhanti samikhya kari
Upadhi dela gayaka mahasaya ahuri bhala pala gaibe samajika sikhya mandya debe.
ସାରେ ଆପଣ ପାଲା କରୁଛନ୍ତି କିନ୍ତୁ କଳି ଯୁଗରେ ରୂପ ରଙ୍ଗ ର ମାଧ୍ୟମ କାହିଁକି ହେଉଛି , କଳି ଅବତାର ପର ଠୁ ସମସ୍ତେ କଳା କାରଣ ସତ୍ୟ, ତ୍ରେତୟା, ଦ୍ଵାପର, କଳି , ଏମାନେ ଯାହାଠୁ ଜନ୍ମଗ୍ରହଣ କଲେ ଅତୀତକୁ ନଭାବି ଶ୍ରେଷ୍ଠ ବୋଲାଇଲେ , ତେଣୁ କଳିରେ ସମସ୍ତ ରୂପ କଳା ଆଉ ନୀଚମନ , ଭାବି ଦେଖନ୍ତୁ ସୃଷ୍ଟି ସମୟରୁ । ଧନ୍ୟବାଦ ।
Best pala than padhi and hota
👍👍👍👍👍👌👌👌👌👌❤️❤️🙏🙏
Please sir gayaka mohadaya bijaybabunka phone no diyantu
Bhut Sunday pala
7735319257
Ojha sir contact number diantu
ବିଜୟ ସାର, ଶତ ଶତ ନମନ,, ଅତି ଉଚ୍ଚ କୋଟିର ପରିବେଷଣ, ମା ସରସ୍ବତୀ ସହାୟ ହୁଅନ୍ତୁ,,, ନାଦ ନିନାଦ,, ଠାଣି ବାଣୀ,,,, ଚମତ୍କାର,,,,,
Manash tora kalyna hew
ତାଙ୍କ ନାମ ନିମାଇଁ କାହିଁକି ହୋଇଥିଲା କହିବେକି?
No
ଅତି ସୁନ୍ଦର ପରିବେଷଣ 🙏🙏