@@ASHISHMATHAN tu kie kire, nabin pattanaik now mla, so 2 ta pso only darkar, govt kn pai bekar re paisa kharcha Kariba , unnecessary security daba kn darkar
@@tapangamer2013Important nathile Kaam ku change Kari alga kaam Kariba . Bjd ta loka tanka ku scheme na re gandi marichi , corruption Kari cali thila ete barsa . BJP decision change karichi , corruption karini.
Naveen Patnaik ta kahara asubidha karinahanti ta Mo hisab re kichi asubidha nahi jadi odisha loka Naveen Patnaik nku bhala pauthibe ta kichi asubidha nahi 1999 re ta Naveen Patnaik without security re buluthile.
@omsahoo4370 4 month re bjd govt thu adhik rape murder, durnati heuchi, bhrastachar badhi chalichi, nari jati maa Mane surkhit nahanti, dana batya re asurkhit 500 koti lut karila bjp prasasanik byabasta nahi subhadra jojona naa re maa Mane maruchanti daily totally corporation cheet fraurd pratisruti naa re pratarana karichi jati dharma naa re ladhei karichi bjp ame innocent odissa basi nast bhrast hele
Cyclone time re Dhenkanal re honeymoon , student strick re Delhi re honeymoon and eve faltu kama....hanisainku v kasta, ratna bandara gayab....jaga ku Dara tike ...sabu dekhichhi se.. Kebe chhadibani se..
ବିଜେପି ଦେଖୁଚି ଜେ ନବୀନ ପଟ୍ଟନାୟକଙ୍କ ପାଇଁ ସୁରକ୍ଷା ରହିଲେ ନବୀନ ପଟ୍ଟନାୟକ ବିଭିନ୍ନ ଜାଗା କୁ ଯାଉଛନ୍ତି ଆଉ ତାଙ୍କର ନିଜର ଲୋକପ୍ରିୟତା ସାଧାରଣ ଲୋକଙ୍କ ନଜରକୁ ଆସୁଛି
😂.naveen ku nija neta dekhinahnti se kuade jauchi hasibe loko 😂.
Thik katha agyan
ଭାରତୀୟ ଜନତାପାର୍ଟିର ସରକାର କୁ ଭୟ ଘାରିଲାଣି ନବୀନ ବାବୁଙ୍କ ଲୋକ ପ୍ରିୟତା ଦେଖି
Right 👍
@@sukantadalapati3845 Yes bro
ନବୀନ ବାବୁଙ୍କ ଲୋକ ପ୍ରିୟତା ଦେଖିକି ବିଜେପି ଵାଲା ଡରି ଗଲେଣି
Jsdi.lok.priyata.thila.katabanji.re.kete.
ବିଜେପି ସରକାର ଭୟଭୀତ ହେଲାଣି
😂😂😂 comedy thau
@@omsahoo4370bedha bjp😊
Yes bjp bhangijiba
@@biswajitdash6432😂😂.
2004-2014 dekhichi BJP, BJP kebe bhangi bani
ପଂଚାୟତ ନିର୍ବାଚନରେ ବିଜେପି ସଫା ହେଇଯିବ
Jemiti thila semiti surakya dia nahale kichi bhala habani
Anya ex mukhyamantri jemiti subidha dia hei thila , semiti pai ba 😂😂😂
ନବୀନ sir ଙ୍କର କିଛି ଦରକାର ନାହିଁ. ଚିହ୍ନା ବ୍ରାହ୍ମଣର ପଇତା ଦରକାର ନାହିଁ. ଆମ ନବୀନ sir ଏକଦମ feet. କେତେ ପ୍ରକାର ମୁଣ୍ଡରେ ପଶୁଛି....... ଦେଖ
ବିଜେପି ସରକାର ର ମୁଣ୍ଡ କାମ କରୁନି ସେ ଆଉ କଣ ବା କରିପାରେ। ଆମ ନବୀନ ବାବୁ ଙ୍କ କ୍ରେଜ୍ କମାଇବା ପାଇଁ ଚେଷ୍ଟା କରୁଛି ବିଜେପି , କିନ୍ତୁ ନବୀନ ବାବୁ ଙ୍କ କ୍ରେଜ୍ ଆହୁରି ଲୋକଙ୍କର ବଢୁଛି । ଆପଣ ଚିନ୍ତା କରନ୍ତୁ ନାହିଁ ନବୀନ ସାର , ଆମ ଓଡିଶା ବାସି ଆପଣ ଙ୍କ ସାଥିରେ ଅଛୁ।❤ଲଭ୍ ୟୁ ନବୀନ ସାର ❤️🙏❤️
ବିଜେପି ବାଲାଙ୍କ ରାଗ. ନବୀନ ଙ୍କୁ ସୁରକ୍ଷା ରୁ ବଞ୍ଚିତ କଲେ ସେମାନେ ଖୁସି ହେବେ. ରାଜନୀତି କଣ ଜାଣିନାହାନ୍ତି. ବିକଳରେ ଆଖୁ କିଆରି ରେ ପଶିଛନ୍ତି. ସବୁ ଅଲାଯୁକ ଗୋଟିଏ ଜାଗାରେ ଅଛନ୍ତି.
Thik katha agyan
ବିଜେପି ଵାଲା ଙ୍କ ଅନ୍ତିମ ସମହୟ ଆସିଲା ବୋଲି ଜଣା
Navin pattanaik cm nahi , security kn pai dia jiba
@@swagat_0001CM katha Chad....Naveen Patnaik kiye janichu ta??!!?!?!? Mohan Munda bhabilu kire???!!!
@@ASHISHMATHAN tu kie kire, nabin pattanaik now mla, so 2 ta pso only darkar, govt kn pai bekar re paisa kharcha Kariba , unnecessary security daba kn darkar
@@ASHISHMATHAN mohan jaha bi hau se odisha ra cm ebe , nabin pattanaik ra deemak nathila Sethi pai vk pandian odisha ru sabu lutila
Balta na...BJP....RA ..KICHI...HABANI....
BJD..MUKT..HEBA... ODISHA 😂
ନବୀନ ତ ଓଡିଶା ର ପ୍ରିୟ ନେତା ତେଣୁକରି ତାଙ୍କ ର କଣ ସୁରକ୍ଷା ଦରକାର
Au lokonka cm pain zplus security kn pai
ବିଜେପି ବାଲାଙ୍କ ପଛ ଫାଟିଲାଣି ,ସେମାନେ ଜାଣି ସାରିଲେଣି ନବୀନଙ୍କର ଲୋକସମ୍ପର୍କ ଆହୁରି ଅଧିକ ବଢିଲାଣି ,ଆମେ ଗୋଟେ ଡ୍ରାମା ଚଲେଇ ବୁ ,ଏମିତି ଜଦି ବିଜେପି ଏକ ଛତ୍ର ବାଦୀ ଶାସନ କରିବ ବିଜେଡି ରାଜ ରାସ୍ତା କୁ ଓହ୍ଲେଇ ବ,ବିଜେପି ଡରିଯାଉଛି ନବୀନ ପଟ୍ଟନାୟକ କୁ
ଲୋକେ ତାତିଲଣୀ ଆଗମୀ ଦିନରେ ଭୟଙ୍କର ପରିସ୍ଥିତି ହେବ
ବିଜେପି ବାଲାଙ୍କ ମରଣ କଲେ ବିପରୀତ ବୁଦ୍ଧି
ଜୟ ହୋ ନବୀନ ବାବୁ ❤❤❤❤
ଜୟ ବିଜେଡି & ଜୟ ନବୀନ ବାବୁ
BJP bala ku ସୁରକ୍ଷା ଅନ୍ୟ ମାନକୁ ଢିଲା
Jumlabjp ok 😂😂😂😂😂
Jay nabin 🎉🎉🎉🎉🎉🎉🎉
ଗୋଟେ ମାଘରେ ଶୀତ ସରେନି ଏମିତି କେତେ ମାଘ ଆସିବ କେତେ ଶୀତ ଆସିବ ମୋହନ ବାବୁ ।
Jay Naveen
Nbin ସହିତ ଓଡିଶା ଭାସୀ ଅଛନ୍ତି
Naveen pattanaik sir eka kafi ❤bjd odisha
Jay Nabin sir
Mohan maajhi ra time2029asib
Jumlabjp ok 😂😂😂😂
Without security re buliba , kichi problem nahi
Jay Nabin sir
Modi sir apananku Naveen sir sabu kamare support karibara mulya ta bhala dele
ତାଙ୍କୁ ତ ଜଗନ୍ନାଥ ସୁରକ୍ଷା ଦେଇଛନ୍ତି । ସେ ଓଡିଆ ହୃଦୟ ସମ୍ରାଟ😂
Nabin sir nku z+ security diajau
Naveen babu 4.5 cor man ochu only naveen babu odisha re hiro maji Tu konkorilebi only naveen babu hero
Nabin babu one men armi ❤❤❤kichi dear nahi 👍👍👍
ପ୍ରଥମେ ଓଡିଶା କଥା କୁହନ୍ତୁ । ପୁର୍ବତନ ମୂଖ୍ୟମନ୍ତ୍ରୀମାନଙ୍କୁ କେଉଁପ୍ରକାରର ସୁରକ୍ଷା ଦିଆହୋଇଛି । ଅନ୍ଯ ରାଜ୍ଯଗୁଡିକର ଉଦାହରଣ ପରେ ଆଲୋଚନା କରିବା ଦରକାର ।
ତୁମେ ଲୋକଙ୍କ ସେବା କରିବାକୁ ଆସିଛ ନା ଏହି କାମ ସବୁ କରିବାକୁ ଆସିଛ.
Samaya Ku apekhya karantu Loka Zarur Jabab debe Thik samaya re... Aji BJP power ku asichi sei pain power re bauli chauli hauchi...
You are correct
Jumlabjp ok 😂😂😂😂😂
ଗେଣ୍ଡାଦଳ ସରକାର କେତେ ସୁରକ୍ଷା ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନଙ୍କୁ ବେଶି ବାଧିଯାଉଛି କର୍ମକୁ ନେଇ ଫଳ ମିଳିବ
@tapangamer2013 ଆଉ ଗେଣ୍ଡାଦଳ ବିଷୟରେ ଟିକେ କୁହନ୍ତୁ
@@tapangamer2013Important nathile Kaam ku change Kari alga kaam Kariba .
Bjd ta loka tanka ku scheme na re gandi marichi , corruption Kari cali thila ete barsa .
BJP decision change karichi , corruption karini.
Bhagavan achhanti
Tumaku sahaya hebe
Nahi habani jemiti deajauthila semiti deajau
ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ବାସୀ ସୁରକ୍ଷା ଦେବେ, ସେଥିପାଇଁ କୌଣସି ଭୟଭୀତ ହେବାର ନାହିଁ, ଜୟ ଜଗନ୍ନାଥ
Bjp bala choranknu Khali mada darkar
ଛୋଡ଼ି ପକାଇବୁ ନା ଠିକ କଥା କହିଲେ ଫାଟୁଛି.
ନବୀନ ଯଦି ଓଡ଼ିଶାର 1 ନମ୍ବର ମୁଖ୍ୟ ମନ୍ତ୍ରୀ ତାଙ୍କର ଏତେ ସୁରକ୍ଷା ର ଆବଶ୍ୟକ କଣ
Modi kahinki surkhya neuchhi...
ନବୀନ ସରକାର ସମୟରେ Ex CM ମାନଙ୍କୁ କି ପ୍ରକାରର ସୁରକ୍ଷା ଦେଉଥିଲେ
Right katha pacharile 🙏
Ex kia kia thile and se agaru kn paithile😅
Tora janma heinathila
କେତେଟା EX ର ନାମ ଜାଣିଚୁ କହିଲୁ ଦେଖି
ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟପାଳ ହୋଇ ରାଜ୍ୟ ବାହାର କୁ ଚାଲି ଗଲେ ଆଉ ରାଜ୍ୟ ବାହାରେ ମଲେ
ନବୀନ ଙ୍କୁ ମୋହନ ବାବୁ ଙ୍କ ଠୁ ଅଧିକ ଲୋକ ଭଲ ପାନ୍ତି ...
ଏହା ଭଲ ହେଇଛି ଯଦି ଆଗାମୀ ନିର୍ବାଚନରେ ଵିଜେପି ହାରିଵ ତାକୁ ବି ସେଇ ସମାନ ମିଳିବ
ବିଜେପି ନବୀନ ବାବୁଙ୍କ ଲୋକ ପ୍ରିୟତା ଦେଖି ଡରି ଗଲାଗି
🌹ଜୟ ନବୀନ 🌹
ଜଣେ ବିଧାୟକ କୁ ଯେତିକି ସୁରକ୍ଷା ଦରକାର ସେତିକି ଦେବା ଦରକାର
ଡାକୁ ଦଳ ପାଠ ପଢ଼ି ନଥିବେ ବିରୋଧୀ ଦଳର ନେତା ଙ୍କୁ ସରକାରୀ ଦଳର କେବୀନେଟ ପାହ୍ୟା ସୁରକ୍ଷା ଦିଆ ଯାଏ /ରାଜ୍ୟର ପ୍ରକୃତ ସମସ୍ୟା ଠାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା /ଆଉ ଏହି ଘଟଣା ରେ ସାରା ରାଜ୍ୟର ଲୋକ ମାତିବେ କଥା ବାର୍ତ୍ତା ଆଉ ପାଟି ତୁଣ୍ଡ ରେ ଆଉ bjp ର ଶାସନ ବିଷୟରେ ଭୁଲି ଯିବେ ଏହା ହେଉଚି ଯୋଜନା/କିଛି ଦିନ ହଂଗାମା ହେବା ପରେ ପୁଣି ସୁରକ୍ଷା ଦିୟା ଯିବ /2019 ନିର୍ବାଚନ ଜିତିବା ପାଇଁ ପୁଲବମା ରେ CRPF ଗାଡି ଉପରକୁ ଅର୍କ୍ରମନ୍ ହୋଇ ଥିଲା /ସୁରକ୍ଷା ଢିଲା ହେଲା କେମିତି ଆଉ RDX ଆସିଲା କୁଆଡୁ ଆଜି ପର୍ଯ୍ୟନ୍ତ ଜଣା ପଡିଲା ନାହିଁ
ନବୀନ ସୁରକ୍ଷା ନାଁ ରେ ବହୁ ଅର୍ଥ ବର୍ବାଦ କରିଛନ୍ତି ଓ ତାଙ୍କ ଅଫିସର ମାନେ ମଧ୍ୟ. ଲୋକଙ୍କ ନେତା, ଲୋକଙ୍କ ସାଙ୍ଗରେ ବୁଲନ୍ତୁ, ସୁରକ୍ଷା ପାଇଁ କାନ୍ଦିବା ଦରକାର କଣ
BJP ପୂର୍ବ bsky କାର୍ଡ ନଭେମ୍ବର 1ରୁ ବନ୍ଦ କରୁଥିଲା ମାତ୍ର ଲାଖ ଲାଖ ଲୋକ ନୁଆ ଆୟୁଷ୍ମାନ ଭାରତରୁ ବଞ୍ଚିତ ହେବା ଜାଣି ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି❤❤❤
ଗିରିଧାରୀ ଗମାଙ୍ଗ ଙ୍କୁ କୋଉ ପ୍ରକାର ସୁରକ୍ଷା ଦିଆଯାଇଥିଲା ?
😂😂kn pain ate dara nabin ku😂😂
Navin patnayak is great leader out of comparison
East or west Naveen Babu is all time Great 🙏🙏🙏🙏
Welcome
Naveen sir odisha ra only one hero..
❤
Jay Naveen pattnayak babu Jay Bjd 🙏🙏🙏👍👍👍♥️♥️♥️
Right naveen sir nka security kam hei jaichi
Pagal sarkar reber stamp handia sarkar
ପ୍ରିୟ ନେତାଙ୍କର ସିକୁରିଟି କଣ ଦରକାର। ନବୀନ ବାବୁଙ୍କର ସିକୁରିଟି ଦରକାର ନାହିଁ।
ନବିନl କୁ ଯଦି ଡର ଲାଗୁଛି ସେ ତା ପଇସାରେ ୨୦ ଲୋକ ରଖୁ ଜଗl ଜଗି କରିବାକୁ
Samaya ku apaekya kara
ବିଜେଡିକୁ ପସନ୍ଦ ନ କଲେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଲୋକମାନେ ବହୁତ୍ ପସନ୍ଦ କରନ୍ତି...
ସୁରକ୍ଷା କମେଇଲେ କିମ୍ବା ବଢ଼େଇଲେ କୌଣସି ଫରକ ପଡ଼ିବନି... କାରଣ ନବୀନ ପଟ୍ଟନାୟକ ଜଣେ ସତୃହିନ ବ୍ୟକ୍ତି... ତାଙ୍କର ବ୍ୟକ୍ତିଗତ ବିରୋଧୀ କିଏ ନାହିଁ।
Right
ବିଜେପି ଦଳର ଆୟୁଷ ଆଉ ନାହିଁ
Mohan ku lajo nahi se nijaku nabin saha compare karuchi
ତାଙ୍କ ସୁରକ୍ଷା କମେଇ ଦେଲେ ବି ତାଙ୍କର ଲୋକ ପ୍ରିୟ କିଛି କମି ବନି
Nabin patnayak is a great cm in odisha
ଏହାପରେ ମେଣ୍ଟାଲ ହସ୍ପିଟାଲ ଯିବ
Giridhar Gomango nku keun catagory security miluchhi, tara uttar Kalinga tv deu
ମତି ଭ୍ରଷ୍ଟ ହେଲାଣି......
King always king
Surekha kain darkar no.1 nabin sarkar pary
Without security naveen is the great
Jay Jagannath Jay BJD Jay Naveen sir missing your all yojna kichhi hebani sir nka BJP party ra only one fear bhaya lagilani Jay BJD
Naveen Patnaik ta kahara asubidha karinahanti ta Mo hisab re kichi asubidha nahi jadi odisha loka Naveen Patnaik nku bhala pauthibe ta kichi asubidha nahi 1999 re ta Naveen Patnaik without security re buluthile.
Nabin Sir great great polical leader and no1 no1 no1 cm IN India sir nku kichi darkar nahi
No1 CM corruption, rape , murder, Booth capture, etc thila nabin pattnayak .
Ground jau 😂😂😂
@omsahoo4370 4 month re bjd govt thu adhik rape murder, durnati heuchi, bhrastachar badhi chalichi, nari jati maa Mane surkhit nahanti, dana batya re asurkhit 500 koti lut karila bjp prasasanik byabasta nahi subhadra jojona naa re maa Mane maruchanti daily totally corporation cheet fraurd pratisruti naa re pratarana karichi jati dharma naa re ladhei karichi bjp ame innocent odissa basi nast bhrast hele
ଅନପଢ଼ ଗବବା
Odisha loka Naveen nka time re aamba taakuaa ru chaula khaauthile mohan majhi nka time re aamba taakuaa khaaileni
Afraid of bjp
Jemiti thila semiti surakya dia jau
Jay Nabin. ❤❤❤❤❤❤❤
Rule bjp pain alga ,au ama Naveen sir nka pain alga kan pain ???
Jay Nabin Jay odisha
Hina rajaniti.....murkha hate aama Odisha😢😢😢😢😢
Jay Naveen Patnaik ❤❤
Bjd🙏🙏❤️
Jay Nabin pattnaik jindabad
Bala news dekhucha
BJD
Nabin Babu jindabad
Navina Hatao ODISHA Banchao...😅
ସୁରକ୍ଷା ପାଇଁ ଏମିତି ବ୍ୟାକୁଳ କାହିଁକି।
Student nk future ta secure kariparilani...RI ra scam re kichhi v kalani bhabile kasta laguchhi....ye sabu faltu jinsa re time pass..
Navine alyas navine
2029nabinesar
No one C m Naveen
Odisha purbatan mukhyantri mananku nabin babu keun surakhya jogaithile
ବାଃ ବାଃ ଅତି ସୁନ୍ଦର ପଦକ୍ଷେପ ଜୟ ବିଜେପି ସରକାର ❤️❤️❤️❤️
Cyclone time re Dhenkanal re honeymoon , student strick re Delhi re honeymoon and eve faltu kama....hanisainku v kasta, ratna bandara gayab....jaga ku Dara tike ...sabu dekhichhi se..
Kebe chhadibani se..
Giridhar ku nabin kou category ra surakhya dauthiley kuhantu.
Kebala Ex CM nuhen, Opposition Leader of Odisha State. Surakhya komaee dia gola means BJP ra Hina Manasikata Darshauchhi.
Hina rajniti au kichi nuha
Agaku b j d sarakara asiba b j p plan karuchi mari bat pai
Samay,thila, Modi ji, sha ji,ku,kehi, Gujarat re, pacharu, nathile,jeu, LOCK, LOCK lochanku, Modi ji,ku,aani,thile,tanku, jell re,12, Barash,hela, Rakhi, chaanti,se, Naveen ji ku, kamiti,chhadibe,
Jumlabjp pm 😂😂😂