Eita prema sradha sneha... Manisha hau ki pasu hau... Ki pakhi tie b hau... Jaha sahita samay bitijai thae bahut dina paryant... Taku vuliba bahut kasata.... Se jaha b hau manisha ki pasu ki pakhi
Pura tik khata , kukura sabu nei jah rasta re buli ki loka anku kamodi deuchanti seita Deka jauni ki chi chi laja tike tau hei loka anku 🙏 daniya re daniya Froste Bala Mane
Thik je bhai. Kintu junglee sua aau posha sua 2 ta jaka alga. Jou sua Chhota belu posa maniki rahithiba. Semane kebeni bahara duniya ku jai banchi paribe nahi 😢
Jaha house.. Forest department kama bahut bhala karichi.. Big achievement.. Aau ta kichhi kama nahi.. Semane nija pilanka pari rakhuthile.... Neiki bahut khusi lagithiba
Only not bird yanka pani family members pura ..sua banchhi ki rohu ..Jhia re tate jadi panjurire rakha haba sabu dia haba take rahiba...hn emoction achhi bohut bhala katha aji ka duniare pashu premi kam tame achh bohut bhala katha hele udi dia jau panjurire rakha na ...se udi paruchhi ta dekhntu kahin na posa se ethu nei se hairan na hou tara bhi emotion paripara sah thiba ...kasta dayaka dursya ubhaya pakhyaru 😢
Jamiti kanduchanti, laguchi jemiti sua tiku bohut bholore rokhi thile. Gotee udanta jibo, jaharo life span 150yr , taku gotee choto pinjara re barsha barsha rakhi ba bhala ki??? Nijo ku tike rokhiki dekho kemiti lagibo. But jodi sua gudiko bhala re thibe, mane nije usi jai, pheri asuthibe, tebe semanonku neba bholo helani
ଶୁଆ ନେବାକୁ ଦଳବଳ ସହ ଆସିଲେ କିନ୍ତୁ ଜଙ୍ଗଲବାସୀ ମାଙ୍କଡ, ହାତୀ ଆଦି ଗାଁ ଗହଳରେ ବୁଲୁଛନ୍ତି ତାଙ୍କୁ ନେଇ ଜଙ୍ଗଲରେ ତୁରନ୍ତ ଛାଡୁନାହିଁ କାହିଁକି?
କଣ ପାଇଁ ଜଙ୍ଗଲ ନଷ୍ଟ କରୁଛନ୍ତି ଆପଣ, ଜଙ୍ଗଲ ରେ ନିଆଁ ଲଗାଉଛନ୍ତି,କଣ ପାଇଁ , ବନ୍ୟ ଜନ୍ତୁ ମାନକର ଖାଦ୍ୟ, ଓ ବାସଗୃହ ପୁଡ଼ି ଗଲେ ସେ ଯିବେ କୁଆଡେ
ଜଙ୍ଗଲ ଥିଲେ ତ ଯିବେ... ମଣିଷ ମାନେ ସବୁ ମାଡ଼ି ବସିଲେ ତାଙ୍କ ପାଇଁ ଜାଗା କାହିଁ?
@@dillipkumarsabar7106 ଧନ୍ୟବାଦ୍ ଭାଇ
Andha sale au anyajinisare dhyana nahi kiea suaa pusichhi j taku dhayana dauchha
Forest department asunatu ,,, puspa scene haijiba pheri benu kehi😂😂😂
ଏତେ ଯଦି ଆଇନ ଦେଖଉଛ ସେମିତି ହେଲେ ଦୋକାନ ରେ ବିକ୍ରି କରୁଛନ୍ତି କାହିଁକି। ସେଇଟା କଣ ଆଖିକୁ ଦେଖାଯାଉନାହିଁ।
Dokan re indian wild animals/birds mile nahi…
@@SouravIITBBSPaisa dele semane debe. ...
Right 👍
Good question
ଦୋକାନ ରେ Exoitic ପ୍ରାଣୀ ବିକ୍ରି ହୁଏ ତେଣୁ ଅଧିକ ତର୍ଜମା କରନ୍ତୁ କିମ୍ବା ସଚେତନ ପାଇଁ ଏବିଷୟରେ ଅଧୟନ କରନ୍ତୁ 👍
ଘରେ ସାପ ପଶିଲେ ନେବାକୁ ଆସୁନ
ଶୁଆ ନେବାକୁ ପଳେଇ ଆସିଲେ।
😂😂😂😂
Right 👍
😂😂😂😂
Just translate this to hindi and thank me later
QQ QQ 1😢😊😊 se😮@padmabatisahu2711😢🎉😂 CT
😢
ଗଛ କାଟିବା ଦିଶୁ ନାହିଁ। ଖାଲି ଅଯଥା କାମରେ ନିୟମ...
Right
Correct
Thik
Exactly
ଜଙ୍ଗଲ କାଟି ସଫା ହେଇ ଗଲାଣି କିଛି କରି ପାରୁନାହାନ୍ତି। ଏଇ ଫାଲତୁ କାମ କରୁଛନ୍ତି
ଏତେ ଆଇନ ଯଦି ଦେଖେଇ ହଉଛ.... ପ୍ରତି ଘରେ ଘରେ ବୁଲି Collect କରନ୍ତୁ, ଏମିତି ଜଣକୁ କନ୍ଦାନ୍ତୁନି 🙏
Right
Absolutely right ✅️
ପ୍ରତି ଘରେ ଘରେ ଶୁଆ ଅଛି
100% right brother
ପ୍ରତେକ ଘରେ ପ୍ରତେକ ଗ୍ରାମ ରେ ଏବେବି ଯିବ ଜନ୍ତୁ ଅଛି ମାଙ୍କଡ଼ ଶୁଆ ଅଛନ୍ତି
ସରକାର ନନ୍ଦନ କାନନ ରେ କାହିଁକି ପଶୁ ପକ୍ଷୀ ଙ୍କୁ କାହିଁକି ବନ୍ଦୀ କରି ରଖୁଛି ?
Ticket kariki dekhile semananku poisa miluchhi na sethi pain
Right Bhai aei sabu bhulu karuchanti aei ବନ ବିଭାଗ କର୍ମଚାରୀ ମାନେ
nandan kanan re ta banchei ki rakhi paruna
Thik
ସତ କଥା ଭାଇ
Rule is rule for every one... ନରେନ୍ଦ୍ର ମୋଦି ମୟୁର ରଖିଛି ତାକୁ ଟିକେ କିଏ ଧରରେ... 😂😂😂🤣
Tu jaiki dekhichhu
😂😂😂😂😂
କିନ୍ତୁ ପିଞ୍ଜରାରେ ନୁହେଁ। 😂 ମୟୂର ସେଇଠି ତା ବଗିଚ଼ାରେ ଆନନ୍ଦରେ ଉଡ଼ି ବୁଲନ୍ତି। ପଶ୍ଚିମ ଉତ୍ତର ଭାରତରେ, ରାଜସ୍ଥାନ , ଦିଲ୍ଲୀ ହରିଆଣା ଅଂଚ଼ଳ ରେ ମୟୂର ବେଶି ଦେଖା ଯାଆନ୍ତି, ଜନ ବସତିକୁ ବି ଉଡ଼ି ଆସନ୍ତି କିନ୍ତୁ ଏମାନଙ୍କୁ ସେଠାକାର ସାଧାରଣ ଲୋକ ବନ୍ଦୀ କରି ପିଞ୍ଜରାରେ ରଖନ୍ତିନି। କିନ୍ତୁ ଓଡ଼ିଶାରେ ତୋ ଭଳିଆ ଲୋକେ ମାରିକି ଖାଇ ଯାଆନ୍ତେ 😆
ଶୁଆ ସହ reel କରିଦେଲା ବୋଲି ସେ ଭଉଣୀ ଙ୍କୁ ଏତେ କଷ୍ଟ ଦେଉଛ 😢😢😢 ଖୋଲା ଖୋଲି ବଳାତ୍କାର ଚାଲିଛି ସେଇଟା ସେ ମାଗୀଆ higher department ଙ୍କୁ ଦେଖା ଗଲାନି 😢😢😢 ସେ ପୁଣି ତାଙ୍କରି forest ରେ ଛି ଛି
Sethi pain Reel Kariba katha nuha. Nija khusi Nika aayata re rakha
@@amarbalangir4515 reel ରେ ସେ ଶୁଆ ର କିଛି ଅନିଷ୍ଟ ହେଉ ଥିଲା କି, ତାହାଲେ market ରେ ବହୁତ ଶୁଆ ବ୍ୟବସାୟୀ ଅଛନ୍ତି ତାଙ୍କର ତ ଏ ଚୋର ଦଳ କିଛି କରି ପାରୁ ନାହାଁନ୍ତି ଘରେ କଣ ଗୋଟେ ଦିଇଟା ପାଳିଲା ତାର ଭୁଲ୍ ହେଇଗଲା ଛି, ତମେ ଆହୁରି କହୁଛ
Ei forest department tike laja nai
ଆଜି ବହୁତ ଦୁଖ ଲାଗିଲା
ଛୋଟ ଛୁଆଟିକୁ ଦେଖୀ
ଟିକେ ଲାଜ ଲାଗିବା କଥା market re ଦୋକାନ ମାନଙ୍କୁ open ବିକ୍ରି ହଉଛି.
Se puni pet house kahi bird manku bikuchhnti seithu hin band abhijana start hou..milile ta loka kini be aau rakhibe na
@@suprava6342Bird Rakhiba Aparadh nuhen..Bideshi Pakhi au Kukuda,Bataka bhali kichhi Gruha-palita Pakhi ku rakhi pariba..But Desi Banya Pakhi ku rakhiba Mana achhi..
Ea maghe sabu chora
Pet store re INDIAN WILD ANIMALS/BIRDS sell huayr nahi
ଆପଣ ସେତେବେଳେ ଯାଇଥିଲେ କୁଆଡେ information ଦେଲେନି red pain
ଏଗୁଡାକ ଅନ୍ଯାୟ ହେଉଛି ଓଡିଶାରେ ଜାଗା ଜାଗା ରେ ଖୋଲା ଖୋଲି କ୍ରାଇମ ହେଉଛି । ସେଗୋଡାକୁ ହାତ ଦେବେନି କାଳେ ସ୍ତ୍ରୀ ରାଣ୍ଡ ହେଇଯିବେ । ଏହା ଆମ ସଂସ୍କୃତି ପରମ୍ପରା ଆଦିକାଳରୁ ଅଛି । ଆଇନ ନାମରେ ଆମ ପରମ୍ପରା କୁ ଗୋଇଠା ମାରୁଛନ୍ତି ।
Madam ମୁକ୍ତ ବିହଙ୍ଗ ର ପକ୍ଷୀ ତ ଘରେ ଘରେ ଅଛି ଏମିତି ଜଣଙ୍କ ଘରେ କଣ ପାଇଁ ପଶିଲେ
ଠିକ୍ କଥା।
ନନ୍ଦନ କାନନ ରେ ଯୋଉ ଏତେ ସବୁ ପଶୁ ପକ୍ଷୀ ମାନଙ୍କୁ ପିଞ୍ଜରା ରେ ରଖିଛନ୍ତି ସେଠୀ କିଛି କହୁନ 😢
ଏଇ ସଲେ ମାଗିଆ ବନ ବିଭାଗ ଚୋରା କାଠ ଚାଲାଣ କୁ ଛାଡି ଦେଉଛନ୍ତି କା ଘରେ ପଶି ଶୁଆ ଧରୁଛନ୍ତି
ଯଦି ଏତେ ଆଇନ ଦେଖୁଛନ୍ତି ତ ରାସ୍ତା ଘାଟରେ ଛେଳି କୁକୁଡ଼ା କଟାଯାଉଛି ସେ ଗୁଡାକବି ବନ୍ଦ କରାଯାଉ ତାଙ୍କରବି ବଞ୍ଚିବାର ଅଧିକାର ଅଛି ଯିଏ ସେହ୍ନ ରେ ରଖିଛି ନିଜ ଛୁଆଭଳିଆ ପାଳିଛି ତାଙ୍କଠାରୁ ଜୋର କରି ନେଇଆସୁଛନ୍ତି ତ ଜୀବହତ୍ୟା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବାଉଚିତ ଗୋ ମାଂସ ଚାଲାଣ ତାକୁବି ପ୍ରଶାସନ ଅତିଶୀଘ୍ର ପଦକ୍ଷେପ ନିଅନ୍ତୁ ଜାଣିଶୁଣି ତାଙ୍କୁ କାହିଁକି ଛାଡିଦିଆଯାଉଛି ଯଦି ଠିକ ନ୍ୟାୟ ବିଚାର କରୁଛନ୍ତି ତାହାହେଲେ ମୋ କଥାଗୁଡ଼ାକ ନିହାତି ବିଚାର କରିବେ
Right,Bhai👍👍👍💯💯💯🙏
ବନ୍ଯପ୍ରାଣୀ ଅଲଗା... ବଣରେ ରହିବା ଦରକାର।
ସ୍ନେହ ଠାରୁ ଦୁନିଆରେ କିଛି ନାହିଁ ଯଦି ଜଣେ ଯତ୍ନରେ ପାଳୁଛି ତାକୁ ଏପରି କରିବା ଉଚିତ୍ ନୁହେଁ ସେ ଝିଅ ତ ତାକୁ ହଇରାନ କରୁନି ଶୁଆବି ବହୁତ୍ ଖୁସିରେ ସେ ଘରେ ଥିଲା ତାକୁ ଏପରି କରିବ ଠିକ୍ ନୁହେଁ ମୁକ୍ତ ବିହଙ୍ଗ ହେଇ ପାରନ୍ତି ସେମାନେ ହେଲେ ବି ଘରେ ସିଏ ବହୁତ୍ ଭଲ ପାଇବା ପାଇଥିଲା ଦୟାକରି ସେ ଝିଅ କୁ ତା ଶୁଆ ଦିଆ ଯାଉ
ମାନ୍ୟବର ସରକାର ଙ୍କୁ ଅନୁରୋଧ କରୁଛୁ ଆପଣ ସେ ଶୁଆ କୁ ସେ ଝିଅ କୁ ଦେଇ ଦିଅନ୍ତି ଯେତେବେଳେ ଖୋରା ହୁଏ ଅନେକ ପକ୍ଷୀ ମାନେ କଷ୍ଟ ରେ ମୋରିଯାଉଛନ୍ତି ସେତେବେଳେ କୋଉଠି ଥିଲେ ଏ ପୋଲିସ ଟିମ୍
ଶୁଆ ଯେପରି ପକ୍ଷୀ କୁକୁଡ଼ା ବି ପକ୍ଷୀ
ଯଦି ଶୁଆ ଉପରେ ଏତେ ଆଇନ୍ କୁକୁଡ଼ା ଉପରେ ବି କୋରା ଯାଉ ଏପୋରି କିଛି ଆଇନ ଦୟାକରି ସେ ଝିଅ ର ଭଲ ପାଇବା ତାକୁ ଦିଆ ଯାଉ ତା ଶୁଆ ତାକୁ ଫେରେଇ ଦିଆ ଯାଉ 🙏🏻🙏🏻🙏🏻🙏🏻
Thik vouni,💯💯💯👍
ଫେରେଇ ଦିଅ।
Right
ଧନ୍ୟ ତମ ବନ ବିଭାଗ କୁ ।।ନିଜେ ତମ ଛୁଆ ଖେଳିବାକୁ ରଖିଥିବ ଆଉ ପର ଘରୁ ନେଇଆସୁଚ ।। ଯିଏ ଛେଳି ଗାଈ କୁକୁର ରଖୁଛନ୍ତି ସେମାନଙ୍କୁ ନଉନ
ଶୁଆ ବେପାର ହେଉଛି ମାର୍କେଟର ତାକୁ ଧରୁନ ସଳl ର ଫରେଷ୍ଟ ଦିପର୍ତ୍ମେଟର କାମ ଦଦା ନାହିଁ ଜୟ ଜଗନ୍ନାଥ 😢😢😢😢
ଏତେ ଯଦି ଚଢ଼େଇ ପ୍ରେମ ତେବେ କୁକୁଡ଼ା ମାରି ଖାଉଛ କାହିଁକି ବେ ମାଗିହା ଫରେଷ୍ଟ ବାଲା।
Jou forest wala suaa ku size kariki aanile,semane kukuda katiki khauthibara video, ki photo rakhicha ki,jadi rakhicha tike viral kara semananku suspend karajiba,
ଯଦି ଏତେ ଚ଼ଢେଇ ପ୍ରେମ ତାହେଲେ ଏ ଘର ଲୋକେ ପିଞ୍ଜରାରେ ବନ୍ଦୀ କରି କାହିଁକି ରଖିଥିଲେ?? କହ ବେ ମେଣ୍ଢାଗିହାଁ ତୁ
😭😭😭😭😭😭😭ବହୁତ ଦୁଃଖ ଲାଗୁଛି sir, ପିଲା ତାକୁ କାହିଁକି କଂଦେଉଛ.❤❤❤
ଆଛା ଏହି ଶୁଆ ର ଯଦି କିଛି ଅଘଟଣ ହୁଏ ସେଥିପାଇଁ କିଏ ଦାୟୀ ରହିବେ । ଆପଣ ନା ଆପଣଙ୍କୁ ଯିଏ ପଠେଇଛି ।
ଫୋରେଷ୍ଟର କୁ ଲାଜ ଲାଗିବା କଥା
ବାଳ ଫରେଷ୍ଟ୍ ଆଇନ୍ ।
ସେ ତ ଖାଇବାକୁ ପିଇବାକୁ ଦେଇକି ପୋସୁଛନ୍ତି,, କଣ ଭୁଲ୍ କରୁଛନ୍ତି ଘରେ ତ ଗାଈ ଛେଳି ବି ପୋସୁଛନ୍ତି,, ସ୍ନେହ ରେ ରଖୁଛନ୍ତି,, ଭୁଲ୍ କଣ ହେଲା
ଚୋର ବନ ବିଭାଗ ତସ୍କର 😢
ନନ୍ଦନକାନନରେ ବନ୍ଦୀ କରି କଣ ପାଇଁ ରଖାଯାଇଛି ସରକାରୀ ଙ୍କର କଣ ଏହି ନିୟମ
ନିଷ୍ଟ୍ରୁର ହୃଦୟ
Han bhai sei sua sari jau pinjara bhitare band achha nti seita thik katha ki tamaku jadi rakha jae pinjara bhitrae bahut khusi re rahiba nai
ଯଦି ଶୁଆ ଫରେଷ୍ଟ ପାଖରେ ମରିଯିବେ ତେବେ ଫରେଷ୍ଟ ମାନକୁ ସସ୍ପେଣ୍ଟ କରାଯାଉ ଏହା ମୋର ନିବେଦନ ।
Right
Right
Hn hn tik khata kaile
ଶଳା ଆଗେ ଆମ ହାତୀ ଗୁଡ଼ାଙ୍କୁ ସୁରକ୍ଷା ଦିଅ
ଗାଁ ଲୋକ ଉଠି ଏଇ ଫରେଷ୍ଟ ବାଲା ଙ୍କୁ ମାଡ ଦଉନ କାହିଁକି। ଶୁଆ କୋଉ କାଳରୁ ଲୋକ ରଖୁଛନ୍ତି ଆମେ ପିଲା ବେଳରୁ ଦେଖୁଛୁ। ଏଇଟା କି ବାଳ ନିୟମ! କୁକୁର ବିଲେଇ ମୂଷା ଚୁଚୁନ୍ଦ୍ରା ଅସରପା ମାନଙ୍କୁ ଘରୁ ନେଇ ଯାଉନ।
Thik😂
😂😂😂😂😂😂🙏ye bhai
🙏👍👍👍💯💯💯thik,bro
😅😂😅😂😅😂
ଗଟେ ଘରୁ ଶୁଆ ନେଇଗଲେ ସମାଧାନ ହେଇଯିବ... ଏମିତି ଅନେକ ଘରେ ଶୁଆ ଅଛି... ଘର ଘର ବୁଲି ଶୁଆ ଖୋଜ ଆଉ ଜଙ୍ଗଲରେ ଛାଡ କାମ ଧନ୍ଦା କିଛି ନାହିଁ.. ଗଟେ ପରିବାର କୁ କନ୍ଦାଇ ଶୁଆ ନେଇ ଯାଉଛନ୍ତି... ଜଉମାନେ ବିକ୍ରି କରୁଛନ୍ତି ସେମାନଙ୍କ ପାଖରୁ ଆଗ ନେଇ ଆସ ଆଉ ଜଙ୍ଗଲରେ ଛାଡ.. ନିରୀହ ଝିଅଟାକୁ କଣ ପାଇଁ କଂଦଉଛ
ଶୁଆ ପାଇଁ ଏମିତି ଘରେ ସମସ୍ତେ କାନ୍ଦିବା ମୁଁ ଦେଖିନି 😢😢😢😢
AMA Ghare chhua bhali thile 3 Sua mo maa taku hatare khuau thile
Eita prema sradha sneha... Manisha hau ki pasu hau... Ki pakhi tie b hau... Jaha sahita samay bitijai thae bahut dina paryant... Taku vuliba bahut kasata.... Se jaha b hau manisha ki pasu ki pakhi
@@allaboutworld.....3983tama sua kii eita.......?
🙏🙏sir ଶୁଆ ନିଅ, କୁକୁର ନିଅ କେତେ ଜଣ ଙ୍କର ଶୁଆ ନେଲେଣି ଆପଣ 😭😭😭😭😭ଛି ଛି ଗୋଟେ ଛୁଆ କୁ କନ୍ଦଉଛନ୍ତି.
Thik,kahile,
Jadi neuchhanti,tebe,bohut loka nka ghare sua,kainchha,samaste achhanti,tenu samasta nka gharu niajau,
ମ ମତରେ ଆପଣ ଶୁଆ ମାନଙ୍କୁ ଉଡ଼େ ଦିଅ କାହାକୁ ଦବାଦରକାର ନାହିଁ,, 🙏🙏
👍👍💯💯💯thik,
ଆରେ ଘୋଡା ଗୀହା ମୂର୍ଖ ଦଳ , ନିରୀହ ଉପରେ ପ୍ରହାର ,ତମ ମାନଙ୍କୁ ଏମିତି ରୋଗ ହବ ଡାକ୍ତର ବି ଚିହ୍ନି ପାରିବନି , ଗୋଟେ ଅଜ୍ଞାନ ଛୋଟ ଛୁଆ ଟେ କାନ୍ଦୁଚି ତାକୁ ତା ଶୁଆ ଦେଇ ଦିଅରେ 😢
ଘରେ ଜଉ କୁକୁର ଭୋକୁଚି ଖୋଲି ଦିଅ କାମୁଡ଼ି ମାରି ଦଉ
ଶଳା ବଡ଼ ମାଡୁଆ ଏ ମାନେ
Thik thik
💯
😂😂😂😂😂👌👌👌
ଆପଣ କଣ ଜାଣିନାହାନ୍ତି ବନ୍ୟ ପ୍ରାଣୀ ଘରେ ରଖନ୍ତି ନାହିଁ ବୋଲି
ଯିଏ ସରକାରୀ ଚାକିରୀ କରୁଛି ସେ ବେଇମାନି ହେଇଯାଉଛି ।
ସବୁ କୁକୁର manku ନେଇଯାଅ
Pura tik khata , kukura sabu nei jah rasta re buli ki loka anku kamodi deuchanti seita Deka jauni ki chi chi laja tike tau hei loka anku 🙏 daniya re daniya Froste Bala Mane
ଏତେଜିବହତ୍ଆହେଉଛିଆଇନିଆଖିଫୁଟିଜାଇଛିଜିବହତିଆରୂକିପାରିବଦମ୍ଅଛିଗାଈକୁ କୁଡାଛେଳି,ମାନେକିନୀର୍ଜୀବ,ସେମନକ,ଜୀବନ,ନାହିଏଆଇନ,ହୋଙଛିଅନ୍ଧଧ
ଜୀଉ ମନେ କୁକୁର ରଖିଛନ୍ତି ତାଙ୍କୁ ନିଅନ୍ତୁ
କୁକୁର ବନ୍ଯ ପ୍ରାଣୀ ନୁହ
Chup maagiha..law & rules janinu..balo lecture de nahi eithi 🤬
ଠିକ ହେଇଛି ସେଗୋଟେ ମୁକ୍ତ ଆକାଶର ପକ୍ଷୀ,ତାକୁ ବନ୍ଦୀ କରି ରଖିବାର ଅଧିକାର ନାହିଁ👍
ବାଘ ଯେଉଁ ହରିଣକୁ ମରୁଛି ସେଇଟା ବି ବନ୍ଦ କର
We Are Loves All Animals😻😻
ଯିଏ ଗଛ କାଟୁଛି ସେଗୁଡ଼ାକ ଏ ବନ କର୍ମଚାରୀମାନଙ୍କୁ ଦେଖାଯାଉନାହିଁ ଯିଏ ଶ୍ରଦ୍ଧାରେ ପକ୍ଷୀ ରଖିଛି ତାକୁ ଏକି ଦଣ୍ଡ
Jay kalki❤❤❤ jay kalki❤❤❤ sir public ku hairan karucha kahiki❤❤❤
Jay Jagannath 🙏🙏
ଏ ବନ ବିଭାଗ ବାଲା ଶୁଆ ଵିକୁଥିବା ବାଲାଙର ଵାଳ ଉପାଡି ପାରୁନାହାନ୍ତି ଏଠି ଶଳା ଫୁଟାଣି ମାରୁଛନ୍ତି, ପିଟ ଶଳାଙୁ.
ବଡ ବଡ଼ିଆ ଘରୁ କୁକୁର,ସୁଆ,ଇଟିଆଦି ସେଠାକୁ ଯାଅନି ଖାଲି ଗରିବ ଲୋକଙ୍କୁ ------କରିବାକୁ ଦଳନେଇ ଆସିଯାଉଚ
ଭଲ ନିଷ୍ପତି ❤ salute sir
Baala na
Very said tha news
ମୁଁ ଦେଖିଛି ଦୋକାନ ରେ ଛୋଟ ପଞ୍ଜୁରୀ ରେ କେତେ ପ୍ରକାର ଚଢେଇ ରଖିଛନ୍ତି। ତାକୁ ବି ମୁକ୍ତ କରଯାଉ। ଖାଲି ଚଢେଇ ନୁହେଁ କଇଁଛ ଇତ୍ୟାଦି
ଆରେ ଫରେଷ୍ଟର ବାଲା ଟିକେ ଜଗତସିଂହପୁର ର ନୁଆପୋଲ ଛକ ରେ ନଜର ପକାଅ ସେଠି ସୁଆ ରାସ୍ତା କଡରେ ବିକ୍ରି ହଉଛନ୍ତି
ନାଇ ରେ ମାଆ କାନ୍ଦନା ମୁକ୍ତ ଆକାଶର ବିହଂଗସେ ଏ ମହାକାଶ ତାର ଘର ତାକୁ
ବାନ୍ଧି ରଖିଲେ ସେ କେତେ କଷ୍ଟ ହେଉଥିବ
ନିଜକୁ ସେଠାରେ ରଖିଥରେ ଭାବ।
Thik je bhai. Kintu junglee sua aau posha sua 2 ta jaka alga.
Jou sua Chhota belu posa maniki rahithiba. Semane kebeni bahara duniya ku jai banchi paribe nahi 😢
Jaha house.. Forest department kama bahut bhala karichi.. Big achievement.. Aau ta kichhi kama nahi.. Semane nija pilanka pari rakhuthile.... Neiki bahut khusi lagithiba
Kukura Nebana kuha address debi 😀😀😀😀😀😀😀😀😀😀😀😀
Ete jadi kundei hauchi tahale Jadu malam laga..
@@satyaranjanpadhi5142 asunu neiki lagei dabu chodi pua
@@satyaranjanpadhi5142 tora kahin ma cmt padhi kundhei hela magia chodi pua
Amo area re hati khola buluchi... Forester bala to kain k jane asu nahanti,
Sahara re shua poshiba aparadho, au Gaa re shua poshiba aparadho nuhe
Aama ghare gudae para achhanti dhariki neijantu😅
ବହୁତ ବହୁତ🙏 ବଢିଆ ପଦକ୍ଷେପ। ଯେଉଁମାନେ ବିକ୍ରୀ କରୁଛନ୍ତି ସେମାନଙ୍କୁ ଆଜିବନ କାରାଦଣ୍ଡ ଦିଆଯାଉ।
Bahut bhul hela ae family Saha se jhia ta kete kandu6i ae forest department manankar Munda kama dauni😢
ସବୁଠି ଆଈନ ଚାଲେନା ସାରେ ତୁମ ଘରେ ରଖୁନକୀ ଶୁଆ
ସବୁ ଘରେ ଏମିତି ନେଇଯାଉନ
ଆଛା, ପୁରା ଦେଶରେ କେତେ ଘରେ ପକ୍ଷୀ ଅଛନ୍ତି search kari sabu ପକ୍ଷୀକୁ ନିଅ, ପିଲାମାନେ ଙ୍କ ଖୁସିରେ କୁ ଦ୍ୱାହି ଦେଉଛନ୍ତି କାହିଁକି 😭😭😭😭😭🙏🙏🙏
Bahut Dukha Lagila Dekhiki 😢
Gacha Katiba bhi band Kara ....nua plantation kara
Chadhei nku nei jaucha
Tapare garam re maribe semane
Very good tama ku pinjara re rakhile.. kemiti lagiba.. kuha..
🌳 Kati Safa kari deleni dekhajauni
Freedom is the birth right for every one
Sobu ghore ghore cheak koro
ଜୋଉ ମାଆ ଘିଆ ମାନେ ଏମିତି କରୁଛନ୍ତି ଚପଲ ରେ ପିଟ ସଳା ମାଆ ଘିଆ ପୋଲିସ୍ ବାଲା
ଝିଅ ଟି କାନ୍ଦୁଛି।
ଭଲ ହୋଇଛି।😅😅😅। Bird's 🐦 🐦 🐦 🐦 are freedome fighter.
Tu.to.maattu.fira.piun
Tmkc
So Sad news 😢
Good sir
ଭାଇ ଗୋଟେ ଝିଅ କୁଦୁଃଖ ଦେଇକି କଣ ଲାଭ ପାଇଲ ସବୁ କୁକୁର କୁ ନେଇ ରଖୁନ ତମ dipartmentre ଜଙ୍ଗଲ ବଂଚାଇବାପାଇଁ ଗାଣ୍ଡୀ ଫଟୁଚି ପୋଷି ଥିବା ଶୁଆ କୁ ଗାଣ୍ଡିରେ ପୁରାଉଚି ଛି ତମେ
ବନ୍ୟପ୍ରାଣୀ ନିୟମ 1972 ଅନୁଯାୟୀ ଯେଉଁ ଜୀବ ଜନ୍ତୁ ଅନ୍ତର୍ଭୁକ୍ତ ସେମାନଙ୍କୁ ବନ୍ଦୀ କରି ରଖିବା ବା ପାଳନ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ....... Red necked parrot ମଧ୍ୟ ଏ ଆଇନ ଭିତରେ ଗଣା ଯାଏ.... 👍👍👍👍
Jau.mana.marktrA.bikre.karuhati.kie.apotadaha
@@kalandiswain-kp6kc ମାର୍କେଟ ରେ Exoitic ପ୍ରାଣୀ ବିକ୍ରି ହୁଏ... ମାନେ ଯେଉଁ ପ୍ରାଣୀ ଭାରତର ନୁହେଁ ଯେମିତି କି ମକାୱ, ଫିଞ୍ଚ, ଷ୍ଟାର କଇଁଛ, ବଜିରୀ,ଗିନି ପିଗ, ହଳଦିଆ ଅଜଗର, ଧଳା ଅଜଗର, କୋକଟେଲ ଇତ୍ୟାଦି
Ahuri reels kara
Plz, କାନ୍ଦନି, ହୁଏତ, ପର ଜନ୍ମରେ ଵି ତୁମକୁ ସେହି ପକ୍ଷୀମନେ ପୁଅଝିଅ ହୋଇ ଆସିବେ 😭😭😭😭😭❤️❤️❤️ମୋ ଶୁଆ ଥିଲା ସେ ଦେହତ୍ୟାଗ କଲା ପରେ ତାଙ୍କୁ ମନୁଷ୍ୟ bhali ସତ୍କାର କଲୁ ମୋ ୟୁଟ୍ୟୁବ ରେ ଅଛି, ମୋତେ ଵି ପଶୁ ପକ୍ଷୀ ବହୁତ ଭଲ ଲାଗେ ❤️❤️😭😭😭😭😭
ଶୁଆ,ନେଈଚ,ତାକ,,ଝିଅର,,ଜାହା,ହବ,,ତମେଦାଈ,,,,ନବିନି,,ଗରିବ,ଲୋକ,କୁ,ଦେଖିଲାନି,,ଓଡିଶା,ବାଶୀ,ବାଫ,ଦେଲେ,,
ଈଏ ମାଗଣା ଖୀଆ ଫରେଷ୍ଟର 😂😅😂
Only not bird yanka pani family members pura ..sua banchhi ki rohu ..Jhia re tate jadi panjurire rakha haba sabu dia haba take rahiba...hn emoction achhi bohut bhala katha aji ka duniare pashu premi kam tame achh bohut bhala katha hele udi dia jau panjurire rakha na ...se udi paruchhi ta dekhntu kahin na posa se ethu nei se hairan na hou tara bhi emotion paripara sah thiba ...kasta dayaka dursya ubhaya pakhyaru 😢
ତୁ କେମିତି କା ହୃଦୟ ପାଇଛୁ
Good step by forest department, No animal or birds should be put under solitary confinement.
ଆଜି ଜଙ୍ଗଲ ଯଦି ନଷ୍ଟ ହୋଇଥାଏ ତାହାଲେ ଏ ଫରେଷ୍ଟ dipartment ଯୋଗୁଁ
ମାଡ ଦରକାର ଏମାନଙ୍କୁ ଫରେଷ୍ଟ ଙ୍କୁ
ଆରେ ଗୋଟେ ଭଲ ପାଇବାର ଛଡେଇ ନେଉଛନ୍ତି। ଏଇଟା କି ଆଇନ୍ ଦ😮 ଦୁନିଆରେ ବହୁତ୍ ଦୁର୍ନୀତି କରୁଛନ୍ତି ସେମାନଙ୍କୁ ଅଟ୍ କାଅ ଭାଇ
ଜୀବ ହଉ କି ମଣିଷ ଯଦି ତା ସହ ମିଶିଥନ୍ତି କିମ୍ବା ରହିଥାନ୍ତି ଯଦି କିଏ ନେଇଯାଏ କି ସେ ଜୀବ ର କିଛି ହେଇଯାଏ ସେ ଜୀବ କୁ ଯେତିକି କଷ୍ଟ ହୁଏ ରଖିଥିବା ମଣିଷ କୁ ବି ବହୁତ୍ କଷ୍ଟ ହୋଇଥାଏ ମୁଁ ନିଜେ ସେ ସବୁ ଫେସ୍ କରିଛି😭😭😭
ଟା ହେଲେ ପାର୍କ ମାନଙ୍କରେ ପଶୁ ପକ୍ଷୀ ମାନଙ୍କୁ ଆବଦ୍ଧ କରି ରଖୁଛନ୍ତି କାହିଁକି...?
ମଣିଷ ଆଜି ପଶୁ ପକ୍ଷୀ ଠାରୁ ହୀନିମାନ ପଶୁ ପକ୍ଷୀ ପାଇଁ କେତେ ଦୁଃଖ ପ୍ରକାଶ କରି କାନ୍ଦୁଛନ୍ତି କେତେ ଭଲ ପାଇଥାନ୍ତି,?? କିନ୍ତୁ ମଣିଷକୁ ଏତିକି ଭରସା ଭଲ ପାଇବାର ଦେଖିବାକୁ ମିଳେନାହିଁ, କାହିଁକି ସବୁ ମଣିଷ କ'ଣ ଖରାପ ସତରେ କ'ଣ ମଣିଷମାନେ ବହୁତ ଖରାପ୍
Aji janila bro........ Sabuthu khorap manisha....
@@onlinezone5625 thanks for reply 🌹
Se sua choto belu rahe asichi ... Bahare rahele madhaya mori jebe.. pls dai diontu sir😢😢😢
Right 👍
ହୋଇହ ଏତେ ପାତର ଅନ୍ତର ନୀତି କାହିଁକି.... ଯଦି ତମ ଏତେ ରୁଲ୍ ଦେଖାଉଛ ଘରେ ଘରେ ଯାଇ ପାରା ଶୁଆ ବାହାର କରୁନ ଏମିତି ବା ମୁଁ କେତେ ଘରେ ଦେଖିଛି ଲୋକ ରଖି ଛନ୍ତି ଆଉ ହଁ ଏଇ ଜାଲି ଗୁଡା ମାର୍କେଟ ରେ କାହିଁକି ବିକ୍ରୀ କରା ହେଉଛି ତମେ କଣ ଜଣିନ 😮😮😮😮
ଗୋଟିଏ ଦିଅନ୍ତୁ ସାର୍
Tanku ferei dia......❤
ଆଇନ ବିରୁଧ କୁକୁଡ଼ା ଖାଉଚ ଆଇନ୍ ବିରୁଧନୁହେଁ ବଦମାସ୍ ଫରେଷ୍ଟ ର 👋👋👋
Jamiti kanduchanti, laguchi jemiti sua tiku bohut bholore rokhi thile.
Gotee udanta jibo, jaharo life span 150yr , taku gotee choto pinjara re barsha barsha rakhi ba bhala ki???
Nijo ku tike rokhiki dekho kemiti lagibo.
But jodi sua gudiko bhala re thibe, mane nije usi jai, pheri asuthibe, tebe semanonku neba bholo helani
ଏ ମଘିଆ ପୋଲିସ ଯୋଉ କାମ କରିବା କଥା କରୁ ନାହାନ୍ତି ଛୁଆ ଙ୍କ ସାଙ୍ଗରେ ଲାଗିଛନ୍ତି
ମୁଁ ଅନେକ ବନ ଅଧିକାରୀ ଜାଣିଛି, ସେମାନେ ଶୁଆ ପୋଷୁଛନ୍ତି।
ମୋ _______ ପ୍ରଶାସନ ନେଉଳ ପେଚା କାମରେ ଲାଗି ଗଲେଇ !! ଦେକାନରେ ମାଛ ପକ୍ଷୀ ସବୁ ବିକ୍ରି ହଉଛି ନାନୀ ତାକୁ କ'ଣ କରିବ !!
Emiti kete ghara checking karidharucha