ଛାତ୍ରଙ୍କ ଇଂଲିଶ୍ ଶୁଣି ଚାତକ ଭଳି ଚାହିଁ ରହିଲେ ମନ୍ତ୍ରୀ |Science Exhibition |Min Krushna Chandra Patra |OR
ฝัง
- เผยแพร่เมื่อ 8 ก.พ. 2025
- ବିଜ୍ଞାନମେଳାରେ ଛାତ୍ରଙ୍କ ଇଂଲିଶ୍ ଶୁଣି ଚାତକ ଭଳି ଚାହିଁ ରହିଲେ ମନ୍ତ୍ରୀ... | Science Exhibition | Min Krushna Chandra Patra | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #ScienceExhibition #Minister #KrushnaPatra #Odisha #news #update #odishareporter
ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗ ନିଜ ମାତୃ ଭାଷା 🙏🙏🇮🇳🇮🇳🇮🇳🇮🇳
ଓଡ଼ିଆ
not necessary
Odia maane nija maatrubhasha ku hate karibaare 1st re rahibe 😂😂
ଏକଦମ୍ ଠିକ୍ କଥା କହିଲେ ଆପଣ 🎉❤
Tame kara garva nija matrubhasa re odia re 100 sahe rakha ,paschim odisha ra pila ke khali pass mark dia
ଆଳୁ ମନ୍ତ୍ରୀ ଇଂରାଜୀ ଭାଷା ଶୁଣି ଆଳୁ ବୁଝିଲେ । ଇଂରାଜୀ ଅସ୍ମିତା ବଖାଣିବେ ।
😂😂😂😂
Kichi kahibani hanidabu dhenknal ra air MLA and cabinet minister of odisa tama jilla ra ta mla you Kula ku nuhe chatara ta😂😂😂😂😂😂
Ak dam right answer 👌👌👍
😂😂😂😂😂
😂 kn kahila re😅
ଜଣେ ଭଲ ଇଂଲିଶ କହିଦେଲେ ଜ୍ଞାନୀ ହେଇଯାଏନି..
ଏ ମନ୍ତ୍ରୀ ମାନେ ଓଡ଼ିଆ ରେ ଭାରତ ଲେଖି ଜାଣନ୍ତି ନାହିଁ ।
Nijaku nije tu bada Gyani Bhabu chu
To petare Khali Naveen
Jia bhi sarkar re asantu tanku respect de kain emiti murkh bhali kahuchhu
😂😂😂
@@rajamishra2312 vai murkha mantri ea
He has done MSc from utkal University in Chemistry
ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗ ନିଜ ମାତୃ ଭାଷା🙏🙏
ଆମ କଲେଜ ରେ ବି ଜଣେ ବିଜ୍ଞାନ ମେଳା ରେ ଇମିତି ଇଂଲିଶ ଝାଡୁଥିଲା ଓଡ଼ିଆ ରେ ବୁଝା କହିବାରୁ ଖେଳ ସେଇଠି ସରିଲା
ଶିକ୍ଷ୍ୟା ଗତ ଯୋଗ୍ୟତା ଏମାନଙ୍କର କମ ସେଥି paii
English kahuthiba loka gyane😂😂😂 ki chintadhara😢 englond ra kukura bhukelebe ta pateru English baharuche😂
Toma ghara gehi dela re bedhei puo @@Ajyotiiii
To gharaadboySunil-x8b
ଭାଇ ଯେତିକି ସେ ଘୋଷି କି ଆସିଛି ସେତିକି ବକୁଛି...
ଇଂଲିଶ କହିବା ଗୋଟେ ବଡ଼ ବାହାଦୁରୀ କାମ ନୁହଁ l ଓଡ଼ିଆ ଭାଷାକୁ ସମ୍ମାନ ଦେବା ହିଁ ପ୍ରକୃତ ଜ୍ଞାନ
Oho bele keche job baharle English re kana paai bahare odia janu theba lokar au tala ku giba au English janu theba loka bhal job paai settle heba
@@mantujaypuria1684 ହା ହା 😂 ହସ ମାଡ଼ୁଛି ତମର କଥା ଶୁଣିକିନା ଗୋ... ବିନା ଓଡ଼ିଆରେ ତୁ ଓଡ଼ିଶାରେ ଜବ୍ କରି ପାରିବୁ ନାହିଁ। 😂 କେବଳ ଓଡ଼ିଆ ଜାଣିକି ବି ଲୋକ ଛୋଟିଆ ମୋଟିଆ ଜବ୍ କରି ପାରିବ କିନ୍ତୁ ଓଡ଼ିଆ ନ ଜାଣିଲେ ଓଡ଼ିଶାରେ ଜବ୍ କରିବା ତ ଦୂରର କଥା, ରହି ବି ପାରିବୁନି 😂
ଯେତେ ଇଂଲିଶ କହିଲେ କଣ ହବ ଏମିତି ଦେଶ ଅଛି ଯୋଉଠି 95%ଲୋକ ଇଂଲିଶ କହିବା କି ବୁଝି ପାରନ୍ତିନି ସେ ଦେଶ ଜିଡିପି ରେ ବିଶ୍ୱରେ 2ନମ୍ବର ଚାଇନା 😮
aau ama murkha loka chinese products ban kari taku barbad kari debe bhabibe kou bala ku ete chodi huanti kejani ama loka
Hele jie no 1 America sie para English 😂😂😂😂
ଭାରତ ଆମର କେତେ ରେ ଅଛି 😂@@bhagyabatikar5957
🎉❤
@@bhagyabatikar5957 ଆବେ ଶଳା ବୋକା ଚୋଦା ଆମେରିକା ର ମାତୃଭାଷା ଇଂଲିଶ ଆଉ ତୋ ମାତୃଭାଷା କୁ ତୁ କହ 😄
କାଲ ଆଗରେ ମୂଳା ଚୋବେଇବା ଆଉ ବିଜେପି ନେତାଙ୍କ ଆଗରେ English କହିବା😂😂😂😂😂😂
😂😂
ଓଡ଼ିଆ ତ ଭଲରେ ଲେଖ୍ , ମୂର୍ଖ 😂
@@ଓଡ଼ିଆ_ଟୋକା-ଞ2ଦ ତୁ କିଏ ବେ 😃😃😄
ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କଇଁଛ ଭଳିଆ ଅନେଇଛି
ଆଳୁ ମନ୍ତ୍ରୀ ଇଂଲିଶ ଶୁଣି ଘବରେଇଗଲେ
ବୁଝି ପାରିଲେନି ଘରକୁ ଯାଇକି Dictionary re meaning ଖୋଜିବେ 😂
W@@amazingcraftsmanword mone thile to dictionary re search koribo
କିଛି ବୁଝୁନି... ଖାଲି ହଁ ମାରୁଛି.. ପଛରେ mam ମାନେ ହସୁଛନ୍ତି 😄😄😄😄
Kalla agare😂 mula chobeila vali lagila😊
ଏକଦମ୍ ସତ କଥା ଭାଇ ।@@mr.Lalitnarayan1989
Mantri bhabuthibe ketebele a pila ra english sariba😂
😂😂😂😂
@@mr.Lalitnarayan1989 ଓଡ଼ିଆ ଲିପିରେ ଲେଖି ଆସୁନି, 😂
ସିଏ ଆଳୁ ବୁଝିଥିବ
ମନ୍ତ୍ରୀ କିଛି ବୁଝିପରିନାହାନ୍ତି , କେବଳ ଅଭିନୟ କରିଲେ ।
ବୁଝିପରିଲେନି ଯଦି ଓଡ଼ିଆ ରେ କହିଲନି ଅସୁବିଧା କଣ ଓଡ଼ିଆ କହିବାରେ।
Everyone is from different choices so , we cannot comment on anyone.
@@AmitExploring ତ, ଓଡ଼ିଆ କହିଲେ, ଲେଖିଲେ ଅସୁବିଧା କ'ଣ ??? ନିଜର ଚ଼ଏସ୍ ପାଇଁ ଅନ୍ୟକୁ ଅନକମ୍ଫରଟେବଲ୍ ଫିଲ୍ କରେଇବା ଉଚ଼ିତ୍ ନୁହେଁ। ଗୋଟେ ସାଧାରଣ ଜ୍ଞାନ ବୋଲି ଜିନିଷଟେ ଅଛି ଯାହାକି ଏ ପିଲା ପାଖରେ ଘୋର ଅଭାବ। କେଉଁଠି କ'ଣ କହିବା ଜଣା ନାହିଁ 😂
ଏ ଚେନାଲଟା ବି , ଇଂରେଜ ମାନସିକତା ନେଇ ଏବେବି ଚାଲିଛି ।
ଜଣେ ଇଂରାଜି କହିଲା ବୋଲି କ'ଣ ସେ ର୍ସବଗ୍ୟ ହୋଇଗଲା ନା କ'ଣ?
ମତେ ବି ଇଂରାଜୀ ଆସେ, ତା ମାନେ କ'ଣ ମୁଁ ସବୁ ବିଷୟରେ ଗ୍ୟାନୀ.
ଏଭଳି ଚେନାଲ ଓ ସାମ୍ବାଦିକଙ୍କୁ ବହିଷ୍କାର କରିବା କଥା ।
Literally beautifully described 🤩
ଏମିତି ଭାଷଣ ନବୀନ ପଟ୍ଟନାୟକ ବାବୁ ଙ୍କ ଆଗରେ କହିଲେ ଭଲ ହେଇଥାନ୍ତା
ବହୁତ ଦୁଃଖ ଲାଗୁଛି ଯେ ଲୋକମାନେ ଏଠାରେ students କୁ କହୁଛନ୍ତି ଯେ ସେ ମାତୃଭାଷାକୁ ଅପମାନ ଦେଉଛନ୍ତି ।
କିନ୍ତୁ ସେମାନେ ବୁଝି ପାରୁ ନାହାନ୍ତି ଯେ ଆମର ଶିକ୍ଷା ବ୍ୟବସ୍ଥା ହିଁ ଏମାନଙ୍କୁ ଏମିତି English ପଢୁଆ ବ୍ୟକ୍ତି ଭାବରେ ନିର୍ମାଣ କରୁଛନ୍ତି ।
ସେମାନେ ନିଜେ ଆଦେଶ ଦେଇଥିବେ ଯେ ମନ୍ତ୍ରୀ ଆଗରେ English କହିବା ପାଇଁ
ଆଉ ସମସ୍ତ ପରୀକ୍ଷା ଯାକ ତ English ରେ ହେଉଛି,ସମସ୍ତ Seminar ଯାକ ତ English ରେ ଦେବାକୁ ପଡୁଛି ।
ତ ଏଥିରେ ଛାତ୍ର ଜଣକ କଣ କରିବ ??
କେତେ ସୁନ୍ଦର ଭାବରେ ମନ୍ତ୍ରୀ ମହାଶୟ ସବୁ ଇଂରାଜୀ ବୁଝି ପାରିଲେ
ଗଧ ମନ୍ତ୍ରୀ ବାଳ ବୁଝିବ କାଲ ଆଗରେ ମୂଳା ଚୋବେଇଲା କଥା
ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ । ଦୁର୍ଗତି ର ଭାଷା ଇଂରାଜୀ । ସେଇମାନେ ନିଜ ଭାଷା କୁ ହାସ୍ୟ ମନେ କରନ୍ତି ଯେଉଁ ମାନେ ଇଂରେଜୀ କୁ ଉଚ୍ଚ ମନେ କରନ୍ତି ।ଆମେ ଯେଉଁ ଥାଳିରେ ଖାଇବେ ସେଇ ଥାଳିକୁ ସେଇ ଥାଳିର ଗୁଣ ଗାଇବୁ ।
ଭାଇ ଜଣକ ଭଲ ପାଠ ପଢ଼ଥିବାବେଳେ ନିଜ ମାତୃ ଭାଷାକୁ ଭୁଲି ଯାଉଛନ୍ତି। ଏଇଠି ଇଂଲିଶ୍ ମିଡିଅମ୍ ପିଲା ମାଡ଼ ଖାଇଯାଉଛନ୍ତି।
ଓଡିଆ ରେ କହିଲେ ଭଲ ହେଇଥାନ୍ତା କାରଣ ଡ଼୍ରାଇଭର ଆଜ୍ଞା କିଛି ବୁଝି parunathibeee
ଆଳୁ ମନ୍ତ୍ରୀ ବାଳୁ ବୁଝିଥିବ 😂 ଏତେ ଇଂଲିଶ ତ ଗୁରୁଜୀ ମୂର୍ଖମନ୍ତ୍ରୀ ବୁଝି ପାରିବେନି 😁 ପୁଣି ମାମ୍ ହସୁଛନ୍ତି ପଛରେ 😅
କିରେ ପେଲେଇ ପୁଅ ଇଂରାଜୀରେ ଲେଖୁନୂ 😂
Kire pelei pua tu english re lekhunu@@SoumyaMallik-h8w
ତତେ ତ ଓଡ଼ିଆରେ ବନାନ ବି ଲେଖି ଆସୁନି... ଛି ଛି ରେ... ଲଜ୍ଜା
@@SoumyaMallik-h8w କିରେ ଭ ଗୀହା ପୁରା ଓଡ଼ିଆ ରେ ଲେଖିଛି 🫡
@@ଓଡ଼ିଆ_ଟୋକା-ଞ2ଦ ଓଡ଼ିଆ ଅସ୍ମିତା କୁ ନେଇକି ତୋ ମା ଭଉଣୀ ବିଆ ରେ ପୁରା
ଆଳୁ ମନ୍ତ୍ରୀ ଙ୍କର ଇଂଲିଶ ରେ ଏତେ ଜ୍ଞାନ ନାହିଁ, ତେଣୁ ସେ କିଛି ବୁଝପାରିଲେ ନାହିଁ
ଆରେ ସେ ମନ୍ତ୍ରୀ ଟା ବୁଝି ପାରିଲାତ ନାଁ ନବୀନ ବାବୁ ଭାବି ଛାତ୍ର ଟା କହିଗଲା
କାଲା ଆଗରେ ମୂଳା କାମୁଡ଼ିବା ଉକ୍ତି ଟି ଆଜି ଯାଇକି ସମ୍ପୂର୍ଣ ମାନ୍ୟତା ପାଇଲା .. 👌🏻👌🏻👌🏻
😂 ଓଡ଼ିଆ ଲେଖି ଆସୁନି, ବାକ୍ଯ ଗଠନ କରି ଆସୁନି ... ଛି ଛି ଲଜ୍ଜା ତତେ
@@ଓଡ଼ିଆ_ଟୋକା-ଞ2ଦ ତୋ ଗାଣ୍ଡି କାହିଁକି ଫାଟିଲା କିଏରେ ଶଳା ତୁଇ ଅନ୍ଧ ଭକ୍ତ ବୋଧେ
Language is the medium of sharing the fillings.
😂 କିନ୍ତୁ ଓଡ଼ିଆ କେବଳ ମାତ୍ର ଭାଷା ନୁହେଁ, ଜାତି ମଧ୍ଯ, ମନେ ରଖ ...
ଭାଇ ତମେ ଇଂରାଜୀ କହୁଛ ହେଲେ କୃଷ୍ଣ ଚନ୍ଦ୍ର ଵାଡ ମନ୍ତ୍ରୀ ପେଳଟା ଵୁଝିଵ ଵୋକାଚୋଦା ଯୋଗାଣ ମନ୍ତ୍ରୀଵାଡଵାଳ ଜଣାନାହିଏକୁ ଵୋକାଚୋଦାପରି ତଳକୁ ମୁହଁକରି କି ଜଣାଛି
Hemi Tia ta heiparibanu Katha Khali bada
😂😂😂😂
Good englisha brother suni ki khusi lagla
😂 ହସ ମାଡ଼ୁଛି
ଏଇ ଇଂରାଜୀ ଆମ ମାତୃଭାଷାର ପ୍ରଧାନ ଶତ୍ରୁ। ଏହାକୁ ଯିଏ କୁହେ ସେ ଜ୍ଞାନୀ ନୁହେଁ ମୂର୍ଖ। ଆମେ ସନାତନ ଧର୍ମୀ,ଆମକୁ କେବଳ ଦୁଇଟି ଭାଷା- ସଂସ୍କୃତ ଓ ଆମ ମାତୃଭାଷା ଓଡ଼ିଆ ଶିଖିବା ଉଚିତ।
Banda bhasa sikhunu magiha bou bia re to bhasa ku pura
@@SudhansuBaral-h2pଠିକ୍ କଥା କହିଲେ ଆପଣ ଯାହାକି ରାଷ୍ଟ୍ରଭାଷା ହିନ୍ଦୀ ମଧ୍ୟ ଶିଖିବା ଉଚିତ୍🙏😊👍
ଇଂଲିଶ କହୁଛ ଭଲ କିନ୍ତୁ ଏତେ ହଲିକି କହିବା କଣ ଦରକାର ତୁମେ ଘରେ ବି ଏମିତି ହଲିକି କଥା ହୁଅ
ମନ୍ତ୍ରୀ ନିଶ୍ଚିତ ଭାବରେ ଦଶମ ଉପରକୁ ଯାଇ ନ ଥିବେ।
ଓଡ଼ିଆ ଭାଷା ରେ କହିବା ଶିଖ, ଯାହା ତୁମେ ଇଂରାଜୀ ରେ କହିଲ ସେଗୁଡିକ ଏମିତି ଗୋଟେ ଉଦ୍ଭାବନ ନ କି ଆବିଷ୍କାର କଲାଭଳି କହିବା ଅଭିନୟ କଲ। ସେତକ ଯଦି ଓଡ଼ିଆ ରେ ସୁନ୍ଦର ଭାବେ ଚାରିପଦରେ କହିପାରନ୍ତ ତେବେ କିଛିଟା ମୂଲ୍ୟ ରହନ୍ତା। ସେଠାରେ ମାନ୍ୟବର ନିରୀକ୍ଷକ ତୁରନ୍ତ ସେତକ ଓଡ଼ିଆ ଭାଷାରେ କହିବାକୁ ନିର୍ଦ୍ଧେଶ ଦେବା ଉଚିତ ଥିଲା।
Minister Bala bujhiba
ମନ୍ତ୍ରୀ: ଏ ବାଳ କ'ଣ ସବୁ କହି ଚାଲିଛି ମୁଁ କିଛି ବୁଝି ପାରୁନି ପଚାରବି କ'ଣ 😂😜😆
ଏତେ ଗପନାରେ ପୁଅ... ସାମ୍ନା ଵାଲା ପାଟିରେ ଆଳୁ ପୁରେଇ ଦବ 😎...
Samna bala patire banda purei dela
@@BadboySunil-x8bau tu jaiki seta khailu
@@Yyyyyyyyyttttttttyyyyyyt Nahi re Seita to vaunni Chhadei nela mo tharu....
Proud of my college OUTR...Keep it up,Rakshit
Well done ❤
He is lifting the name, but what r u doing my bro...? 😂😂😂😂
ଓଡ଼ିଆ ଆସୁନି 😂
It's Right 👍
Talent ❤
Minister should translate the student's speech in odia language which will be easier to understand what student said . No body can't explain or translate it except export minister of odisha .
I think the student may spoke about why potato, onion and garlic rates are so high .
ପୁଅ କହୁଚି ବିଜ୍ଞାନଖେଳ
ବୁଢ଼ା ବୁଝୁଛି ମଉସାପେଳ
ଅଂଧଭକ୍ତ ସବୁ କାନ୍ଦୁଚି
ସତରେ ସେ ଆଳୁ ବୁଝିଛି ସେ କଣ ନବୀନ ପଟ୍ଟନାୟକ ହେଇଛନ୍ତି
Ego hurt heigala sir nka ra.. sethipain last ku pade pacharidele what's your name??😂
😂😂
Are bhai eta kau type ra news... Pagala media !!
Multiple language jana bhala kintu nija bhasa ku bi prayog kara officially
ମନ୍ତ୍ରୀ ଭାବୁଛି ଇଏ କଣ ମତେ ଇଂଲିଶ ରେ ସୋଧିଲାନି😂
ସେ ଏମିତି ଅନେଇ ରହିଥିବେ କିଛି ବୁଝି ପାରିବେନି
English କେବଳ ଗୋଟିଏ ଭାଷା.....English ରେ ଦୁଇ ଚାରି ପଦ କହିଦେଲା ଯେ ତାକୁ ବହୁତ ବଡ଼ ଜ୍ଞାନୀ ଭାବିବା ଟା ଗୋଟିଏ ଭୁଲ ଧାରଣା.......
Eglish ଏତେ ଆବଶ୍ୟକ ନୁହେଁ ମାତୃଭାଷା ଠିକ ଦେଖେଇ ହୁଅନି ଏତେ
ଆଳୁ ମନ୍ତ୍ରୀ ଆଳୁ ସମସ୍ୟା ଛାଡ଼ି ଏ ବିଜ୍ଞାନ ମେଳା କୁ କାହିଁକି ପଳେଇ ଆସିଲେ ? କ'ଣ UP, Punjab ରୁ ଟ୍ରେନ ଟ୍ରେନ ଆଳୁ ଆସି ବିଛାଡି ହେଇ ପଡୁଥିଲା। କିଲୋ କ'ଣ ୪୫/- ରୁ ଖସୁନି ?
It's basically basic
ଶିକ୍ଷା ମନ୍ତ୍ରୀ ଙ୍କୁ ଓଡ଼ିଆରେ ନକହି ଇଂଲିଶ ରେ କହିଲେ ସେ କଣ ବୁଝିବ? ତମେ ଯାହା ଦେଖାଉ ଅଛ ତାହା ଆଗକୁ ବଢ଼େଇ ପାରିବ ନାହିଁ। ସାବଧାନ😢😢😢😢😢😢
ଓଡିଶା ର ଆଳୁ ମନ୍ତ୍ରୀ
Finally Bihar 😮
ଯାହା ଜଣା ଗଲା ମନ୍ତ୍ରି ବୁଝିପାରିଲା ନାହିଁ
Over acting by students
100.100 re gehila
ଏହି କଥା କୁ ଓଡ଼ିଆ ରେ କଣ କହି ହେବନି😂
Jaati chaalijiba😅😅
Se Assam ra CM, 😂ta name re GUDAE case thila 😂ebe BJP ku gala Boli , TA CASE SABU ubheigala😂
MO BANDA MANTRI KI THIA RE GEHILA
ଓଡ଼ିଆ ଭାଷା ମମତା ନାଇଁ ଇଂଲିଶ କହୁଛି
Minister be like: କଣ କହୁଚି ପିଲାଟା କିଛି ବୁଝି ପାରୁନି...But you are a good question..😂
ଓଡିଶା ରେ ଓଡ଼ିଆ ଲୋକ ଓଡିଆ କାଇଁ କୁହନ୍ତି ନାହିଁ ???
ଆରେ ମନ୍ତ୍ରୀ ଘରକୁ ଯାଇ ମେଡମ କୁ ପଚାରିବୁ, ପିଲାଟି କ'ଣ କହିଲା।
Work of former govt
ଓଡ଼ିଆରେ କୁହ ଓଡ଼ିଆରେ ବୁଝାଇ କୁହ। ଇଂଲିଶ୍ ଠୁଁ ଓଡ଼ିଆ କୁ ଅଧିକ ଅଭ୍ୟାସ କରି କୁହ। କାହିଁକି ନା ଆମ ପରିଚୟ କେବଳ ଓଡ଼ିଆ ।
ଆଳୁ ମନ୍ତ୍ରୀ ପେ_ ଟା ବୁଝିଲେ😊
ଆଳୁ ପାତ୍ରେ କିଛି ବୁଝି ପାରୁନାହାନ୍ତି।
ୟେ ଆଳୁ ମନ୍ତ୍ରୀ କଣ ବୁଝିଲା ପଚରା ଯାଉ.
Chaina jia nija matrubhasa ku pradhanya deae aji biswara sabuthirea top rea ase
ମନ୍ତ୍ରୀ କଣ ବୁଝୁଛନ୍ତି ସେ ଜାଣିଥିବେ
Bapa odiya khare ta ku banda jana je taku English bujhiba
ଏଠାରେ କେଉଁ ଦକ୍ଷତା ଦେଖାଉଚ
was he showing his speaking skill of english or utilising of gadget he could have spoken in odia
Naa, Odia kahile taaku loka gadha kahidebe. Bapa Maa tike dekhiki khushi Hebe pua bideshi bhasha kahuchhi 😂😂
Alu mantri nka munda upare jauchi bhai tike odia re kaha ee Sir Nabin nuha
Please question him????
ଆଳୁ କିଲୋ କେତେ😮😮😮😮
ଆଳୁ ମନ୍ତ୍ରୀ ଆଜି English ର ଆଳୁ ବୁଝିଲେ 😅
କାହିଁକି ଆମେ ଇଂରାଜୀ ପଢ଼ୁଛୁ ଆମେ ନିଜେ ଜାଣିନାହିଁ
ଜୋତାରେ ବାଡେଇ ଦେଲାରେ
ଆରେ ଭାଈ ତାଙ୍କୁ ଓଡ଼ିଆ ରେ କୁହ | ସେ ଆଉ ତାଙ୍କ ଦଳ ଓଡ଼ିଆ ଅସ୍ମିତା ର ବଡ଼ ପ୍ରବଚକ ସେ ଇଂଲିଶ କିଛି ବୁଝି ପାରିବେନି
ମନ୍ତ୍ରୀ ବିଜ୍ଞାନ ମେଳା ବୁଲିଲେ କିଛି ହେବନି |
ପ୍ରଥମେ ଆଳୁ ଦର କମ୍ କରନ୍ତୁ |
ଆଉ ଟ୍ରେନ ରେ କେବେ ଆଳୁ ଆସିବ 😂😂😂
Nabin haithile chuaa k dar laguthita English kahebar k 🤣🤣
Ethi kana darkar thila english jhadibara
ଏ ଭାଇ କାଲା ଆଗରେ ମୂଳା ଚୋବାଇଲା
ଆଳୁ ମନ୍ତ୍ରୀ... 😄.. କଣ ବୁଝି ପାରିବେ.. 😄
Mantry English janini.
When i speak english in front of my friends
Friends: ପଳେଇ ଆସିଲା english ଝାଡ଼ିବାକୁ 😂😂
କଣ କରିବା ଇଂଲଣ୍ଡ ରେ ଯିଏ ଲାଟିନ ସଫା କରୁଛି ସେ ଭି English କୁହେ, ତାହା ବୁଲି କଣ ତାକୁ ଭି ଇଯୁକେଟ କୁହାଯିବ?
Haa bhai seita semananka simplicity. Au aita jejebapa kahile Sundar lagiba. Semane educated hele bhi latin safa karuchanti. Tome ko bujhiba. Tome english janina boli kahuna ete gyana kahinki pelucha. 😂😂 .
@@Jay_Shri-Ram091 ଭାଇ ବିଲକୁଲ ସତ କହିଛ। ଆମେ ସନାତନ ଧର୍ମୀ କେବଳ ଆମ ମାତୃଭାଷା ଓଡ଼ିଆ ଆଉ ଧର୍ମିୟ ଭାଷା ସଂସ୍କୃତ ଶିଖିବା ଉଚିତ। ଏ ଇଂରାଜୀ କେବଳ ଖ୍ରିଷ୍ଟିଆନ୍ ମାନଙ୍କ ଭାଷା।
@@suryanatadash855 ହଁ ଯୋଉମାନଙ୍କର ଦିନେ ଗୋଲାମ ଥିଲ ଗୋଲାମୀରୁ ମୁକ୍ତ ହେଲା ପରେ ବି ତାଙ୍କ ଭାଷା ପଢି ଜ୍ଞାନ ଦେଖେଇବ, ନୁହେଁ କି?
@@SudhansuBaral-h2p America re bhi English padhuchanti bhai, kahi America ta India re rule karuni. Au 2nd kotha, jetiki laws and orders, health sector, finance sector, agriculture sector, engineering auri architecture ra sabu books ta copy paste heichi foreign ru. Au e books ra gote bhala odia author kahila !!
Odia author ta dura ra katha gote bhala Hindi author bhi nahi. Bina English re kama karipariba na aage. Nija phone ta settings ra odia kuha ! Chada kichi deeply na jani ajatha gyana deba thik nuha 🤣👍🏼
@@suryanatadash855 Are biswa ra matra 14 country re english chaluchi. Baki other country re semananka mother tongue chalu chi. European country re jemiti ki France re french, Germany re german, China re chinese, Denmark re denish, Greece re greek etc. Language re semana nka medical,agriculture, government policies sabu chalu chi. Keval sei desha re english achhi jou mane ki kebe england ra gulam thile. Egypt freedom paila pare desha ru first english ku uthei dela. Kintu ame indian mane nija mana ku hi gulam kari rakhi chhanti. Jeunthi pain english ku aji jae sikhuchhanti. Kete jan videshi ama odia shikhu chhanti? Ame hi alajya tanka bhasa ku aji jae jabudi dhari chu. Kete dukh ra bisay je supreme court re only english chalu chi. English ama kou rajya ra bhasa? Jadi jane ashikshita loka nyay paibaku jiba tebe se sidha salakh judge ku kichhi bi kahi paribini,okila ku kahiba au se judge ku nija ichha anusare bujheiba. Kete lajjya ra katha na ama desha re nyay paibaku hele foreign language sikhibaku padiba. Ea thu bada dukha ra bisay au kan hei pare.
Au rahila america katha,tume history jai padha je britain ra hi kichhi loka jai america re rahi nijara gote swatantra desh gadhi uthi le.
ଇଂଙ୍ଗଲିଶ୍ ମିଡିୟମର ହାଇବ୍ରିଡ ଛୁଆ 😂
Hee Bhai tike odiare kaha
ଆଳୁ ମନ୍ତ୍ରୀ ବୋକା ଚୋଦା ଭଳିଆ ଅନେଇଛି
କଣ ପାଇଁ ଏତେ ଇଂଲିଶ କହୁଚୁ ସିଏ କିଛି ଭୂଜିପାରୁନି 😂😂😂ଯାହା କୁ ଏତେ ଇଂରାଜୀ କହୁଚୁ ତାକୁ ପଚାରେ କଣ ଭୂଜିଲା 😂😂😂
ଓଡ଼ିଆ ଅସ୍ମିତା କୁଆଡେ ଗଲା????🤭🤔🤔🤔
He is not explaining
he just showing how well he have roted at last night for this scene
Alu mantri English language jona nothibo
Nabin is best
The accent of the minister proves the thumbnail Totally wrong
କାଲା ଆଗରେ ମୂଳା ଚୋବା ।
ଆଳୁ ମନ୍ତ୍ରୀ ଆଗରେ ମୂଳା ଚୋବିଆ
Katha aeta nuhea ki jane english jani nahi sea eta ama matrubhasa nuhea jadi jane nija matru bhasa jani nahini dhik taa jibana
ସେ ଭାବୁଥିବ କଣ କହୁଚି ବାଳ ମୁଁ ତ English ବି ଲେଖିପାରିବିନି ଏ English କହିଲାନି ପୁଣି