Mote Maridei Ja Priya || SUR SANGAM MUSIC ||New Odia Sad Song | | Manas Hati&Prangya |4K Full Video

แชร์
ฝัง
  • เผยแพร่เมื่อ 17 ต.ค. 2024

ความคิดเห็น • 487

  • @umakantabehera7692
    @umakantabehera7692 ปีที่แล้ว +35

    କାହାଣୀଟୀ ସତରେ ମନଛୁଆଁ ହେଇଛି ।
    ଯଦି ଏଇଟା ଝିଅମାନେ ଦେଖନ୍ତି ଏଥିରୁ ଶିଖିବା ଦରକାର । ସୁନ୍ଦର ......ସମସ୍ତଙ୍କୁ ଧନ୍ୟବାଦ୍

  • @dayasahoo1548
    @dayasahoo1548 ปีที่แล้ว +13

    ଆଉ ଗୋଟେ କଥା ସବୁ ପୁଅମାନେ ସମାନେ ନୁହଁନ୍ତି କିନ୍ତୁ ଜଣେ ଜଣେ ପୁଅ ହୃଦୟରୁ ଭଲପାଆନ୍ତି, ଯିଏ ଯାହାକୁ ବେଶୀ ଭଲପାଏ ସିଏ ତା ଦେହକୁ ନୁହେଁ ତା ହୃଦୟକୁ ବେସୀ ଭଲପାଏ,❤❤❤❤❤

  • @odiamotivationalvideosA1
    @odiamotivationalvideosA1 ปีที่แล้ว +14

    ବାସ୍ତବିକତାର ଏକ ପ୍ରମୁଖ ଉଦାହରଣ, ବହୁତ ସୁନ୍ଦର ହେଇଛି କାହାଣୀ ଟି 💖💓💕✨️Love you R

  • @dayasahoo1548
    @dayasahoo1548 ปีที่แล้ว +38

    ସବୁ ଝିଅ ମାନ ଙ୍କୁ କହି ରଖୁଚି ଗୋଟେ ପୁଅ କୁ ଭଲ ପାଇବା ଆଗରୁ ତମ ବାପା ଙ୍କୁ ପଚାରିକି ଭଲପାଅ। ହୁଏ ତ ଗୋଟେ ପୁଅ ର ଜୀବନ ବଞ୍ଚି ଯିବ,

  • @ShankarSahu9
    @ShankarSahu9 ปีที่แล้ว +6

    ପ୍ରଥମ ଏ ଗୀତାର ମ୍ୟୁଜୀକ୍ ବହୁତ୍ ଭଲ ହେଇଛି । ଏହା ପରେ ଷ୍ଟୋରୀ ଭଲ ସାଙ୍ଗକୁ ଅଭିନୟ ଜବରଦସ୍ତ ।। ଏହାର ପାର୍ଟ - ୨ ବାହାର କର । ଯେମିତି ଏହି ଗୀତ ପରି ଅଲ୍ ଟୋଟାଲ୍ ଭଲ ହେବ ।

  • @Maheswar1968
    @Maheswar1968 ปีที่แล้ว +17

    ସବୁ ଝିଅ କୁହନ୍ତିକି ମୋ ବହାଘର ସିନା ଅଲଗା କୋଉଠି ହେଇଯିବ
    ହେଲେ ମୋ ଦେହ ଅଲଗା କୋଉଠି ରହିବ ହେଲେ ମୋ ମନ ସବୁବେଳେ ତମ ପାଖରେ ରହିବ.
    ଏମିତି କହୁଥିବା ଝିଅ ଙ୍କୁ ମୋର କୋଟିଏ ସଲାମ 🙏

    • @snbiswal4599
      @snbiswal4599 ปีที่แล้ว +1

      Bhai thik kahila

    • @ashisranjansahoo6766
      @ashisranjansahoo6766 8 หลายเดือนก่อน

      Sabu kabala avinaya Bhai, Dhani au paisha dakhila sabu palati padiba, kou jhia ku jadi bharasha karila,bisha khaiba nahala bakara doudidaba, akuteya rahiba hi bhala, mu dakhiche, kamite ranga badalanti sanga sanga 😡😡😡😡💔💔💔🙏🙏🙏

    • @byasadevgiri3430
      @byasadevgiri3430 3 หลายเดือนก่อน

      A katha sata ghatanare adharita juhar (30 june 2024)just 11 day ago

  • @PkbOdiaTips
    @PkbOdiaTips ปีที่แล้ว +12

    ବହୁତ ବଢିଆ ଗୀତ ହେଇଛି...ଆଉ story ଟା ବି ବହୁତ ବଢିଆ... ଗୀତର lyrics ଟା ପୂରା ମନଛୁଆଁ 🙏🏻♥️🙏🏻

  • @mangala733
    @mangala733 ปีที่แล้ว +1

    ବହୁତ ସୁନ୍ଦର ଆଟିଙ୍ଗ ବହୁତଭଲ ଲାଗିଲା ଭିଡିଓ.. କଷ୍ଟ ଦାୟ ଷ୍ଟୋରୀ.. 😔😔କିନ୍ତୁ ସବୁ ଝିଅ ସମାନ ନଥାନ୍ତି କିବା ସବୁ ପୁଅ ସମlନ ନଥାନ୍ତି.. କିଛି ଖରାପ ଅଛନ୍ତି ଯିଏ କି ବୁଝିପାରନ୍ତିନି ଯେତେବେଳେ ବୁଝନ୍ତି ସେତେବଳକୁ ସବୁ ଶେଷ ହେଇଯାଇଥାଏ

  • @prasantkumarpratihari4365
    @prasantkumarpratihari4365 ปีที่แล้ว +2

    ସବୁ ପ୍ରେମ କେବେବି ମିଳେ ନାହିଁ । ଯାହାକୁ ମିଳେ ସିଏ ତା ମାନେ ବୁଝିପାରେ ନାହିଁ ଯେତେବଳେ ସିଏ ବୁଝାଇଥାଏ ସେତେବଳେ ଆଊ କିଛି ନଥାଏ । ଆଜି କାଲି ଝିଅ ମାନଙ୍କର ଚାକିରିଆ ପୁଅ ଦରକାର ଆଊ ବେଶୀ ଟଙ୍କା । କିନ୍ତୁ ଗୀତ ଆଊ ଭିଡିଓ ସୁପର ହିଟ୍ ହେଇଚି।

  • @cssaptarangentertainmentfi8648
    @cssaptarangentertainmentfi8648 ปีที่แล้ว +8

    Bahut din pare bhola story gate dekhibaku milila 👍👍really hart touching story ❤❤real story bholi laguchi tq ur team

  • @sbstatuscreation4042
    @sbstatuscreation4042 ปีที่แล้ว +33

    ପ୍ରଥମରୁ ପ୍ରେମ କୁ ବୁଝି ପାରିବେନି ସବୁ ସରିଗଲା ପରେ ପ୍ରେମ କୁ ଖୋଜିବେ | କଣ ନା ଆମକୁ ପୁଅ ପିଲା ମାନେ ଧୋକା ଦେଉଛନ୍ତି 😃

  • @Jp18.07
    @Jp18.07 ปีที่แล้ว +12

    ଗୋଟେ ଝିଅ କୁ ବାରମ୍ବାର ଦେଖା କରୁଛି ହେଲେ ସେ ଅଧିକ ଫୁଲେଇ ହେଉଛି। ଅଣ ଦେଖା କରୁଛି। ଅପେକ୍ଷା କରେ ଲୋ ଧନ ତୋର ବି ଏମିତି ଦିନ ଆସିବ ତୁ ବି ମୋତେ ବାୟାଣି ଭଳି ଖୋଜିବୁ ଆଉ ମୁଁ ତୋ ପାଖରେ ନଥିବି। ଅପେକ୍ଷା କରେ

  • @aniruddhabehera432
    @aniruddhabehera432 ปีที่แล้ว +2

    ସ୍ବାମୀ ଭୂମିକା ରେ ଅତି ସୁନ୍ଦର ଅଭିନୟ 🔥🔥🔥🔥। ଚମତ୍କାର

  • @sabitajena3599
    @sabitajena3599 ปีที่แล้ว +2

    OMG....odiya ete agaku galani.......hattsoff director

  • @smartattitudeboyc2260
    @smartattitudeboyc2260 ปีที่แล้ว +4

    ତମ ଭିଡ଼ିଓ ଭଲଥିଲା କିନ୍ତୁ ମୋତେ ରୁଦ୍ରାୟ ମାଳା କୁ ତୁମେତୁମ ଗୋଡ଼ରେ ମାଡିଦେଲ ଭଲହେଲାନି ଭାଇ ଭୁଲ କହିଥିଲେ ମାପକରିଦେବ🙏🙏

  • @sujitkumarjena3458
    @sujitkumarjena3458 ปีที่แล้ว +3

    Jabardast video

  • @sunandamajhi894
    @sunandamajhi894 ปีที่แล้ว +1

    ଭାଇ ଯାହା କରୁଛ କର କିନ୍ତୁ ରୁଦ୍ରାକ୍ଷ ରେ ଗୋଡ ଲଗାଅନି।ପ୍ରଭୁ ମହାଦେବଙ୍କ ର ଅବମାନନା ହେଉଛି।

  • @mdsdancegroupbhadrak2870
    @mdsdancegroupbhadrak2870 ปีที่แล้ว +7

    Manash Bhai Bahut sundar Abhinaya 🔥pura unique story Bgm pura khatranak

  • @tapankumarnaik1956
    @tapankumarnaik1956 ปีที่แล้ว +6

    Bahut dino pore gote bholo sad song dekhibaku milila ❤️👍

  • @ASMusicProduction
    @ASMusicProduction ปีที่แล้ว +3

    ପ୍ରକୁତରେ ଝିଅ ମାନେ ନିଜକୁ ନିଜେ କଣ ଭାବନ୍ତି ଗୋଟେ ପୁଅକୁ ଆଉ ସବୁ ସପ୍ନ ଦେଖେଇ ଅଧା ବାଟେ ଛାଡି ଚାଲିଯାନ୍ତି କଣ ଆଉ କାହାକୁ ବାହା ହେଇ ଖୁସିରେ କେବେ ବି ରହିପାରିବନି

  • @ranjuatasahoo2974
    @ranjuatasahoo2974 ปีที่แล้ว +5

    ସତରେ ବହୁତ sundra❤❤❤❤

  • @jagadishkhandual1063
    @jagadishkhandual1063 ปีที่แล้ว +3

    ପୁରା ଯାତ୍ରା scene

  • @manaskumarpradhan8715
    @manaskumarpradhan8715 ปีที่แล้ว +2

    ai sabu jibana ama ai midil class lokamanka kahanere hoithay sata kahilina nahi kuha apanamane😢😢😢😢😢😢😢😢😮😮😮😮😮😮

  • @makundachandrameher2885
    @makundachandrameher2885 ปีที่แล้ว +4

    Sabu ek number haiche, story, acting & song.

  • @anirudhabhal5423
    @anirudhabhal5423 ปีที่แล้ว +2

    Sundara lagila video ti....
    Satare nirdeshaka nku MO tarafaru dhanyabad... 💙💙💙💗💗💗❤❤❤

  • @bhagabansadangi1996
    @bhagabansadangi1996 ปีที่แล้ว +2

    Ei hero ta tike Sunil kumar valia dekha jauchi

  • @chandankumarsahu5566
    @chandankumarsahu5566 ปีที่แล้ว +3

    Villan character ta pura jatra kalaker kahna bhainka acting pori laguchi❤️

  • @asminkhilar2115
    @asminkhilar2115 ปีที่แล้ว +2

    Jia hart love karichi se janichi bhala paiba kn nice video

  • @HappyHappy-sq6pv
    @HappyHappy-sq6pv ปีที่แล้ว +2

    Supar video 😢😢😢

  • @SuryaBidika
    @SuryaBidika ปีที่แล้ว +2

    Pua mananku Dhaka Deba jhia mananka pain common hei jaichi pua mane kichi kuhanti nahi sethi pain pua mananku sabu bele kasta mile

  • @Tunatarai
    @Tunatarai ปีที่แล้ว +16

    ସମୟ ଏମିତି ଖେଳ କାହିଁକି ଖେଳେ ଭଲ ପାଇବା କଣ ଅପରାଧ

    • @odiastatusvideo5393
      @odiastatusvideo5393 ปีที่แล้ว +2

      ଭାଇ ସତରେ ସମୟ ଏମିତି ଖେଳ ଖେଳେ ଥାଏ

    • @Hembrambijay
      @Hembrambijay ปีที่แล้ว +3

      Vai moro 15 yr relationship thila but mu rohigoli hele se chaligola😢

    • @sanjaynaik3611
      @sanjaynaik3611 ปีที่แล้ว

      1234567890xd

    • @JOGESWAR128
      @JOGESWAR128 ปีที่แล้ว +3

      ପଇସା ପଛରେ ସବୁ ବାୟା ଲୋ ଭାଇ ।।
      ପ୍ରେମ କରିବାହିଁ ଅପରାଧ ।
      ପ୍ରତାରଣା ହେଉ ଅବା ତ୍ୟାଗ ଯନ୍ତ୍ରଣା ସହିବା ଅନିବାର୍ଯ୍ୟ ।।

    • @JOGESWAR128
      @JOGESWAR128 ปีที่แล้ว +3

      @@odiastatusvideo5393 ସମୟ ଖେଳେନି, ଆମେ ସମୟକୁ ଖେଳିବାକୁ ବାଧ୍ୟ କରିଥାଉ । କିଛି ପାର୍ଥିବ ସୁଖ କୁ ପାଇବା ଆଶାରେ ଆବେଗ ଓ ହୃଦୟ କୁ ପାଶୋରି ଯାଉ ।

  • @sudarshansmt3695
    @sudarshansmt3695 ปีที่แล้ว +3

    Bahut bhadhia. Ok

  • @idilipsahu
    @idilipsahu ปีที่แล้ว +1

    ୯୦ ଦଶକ ର ଧୋକା ଆଉ କଣ୍ଢେଇ କ୍ୟାସେଟ୍ ର ଗୀତ ପରି ଲାଗୁଛି, ବହୁତ୍ ଦିନ ପରେ କିଛି ଭଲ ଗୀତ ଆସିଲା।

  • @Sikun756
    @Sikun756 ปีที่แล้ว +2

    Brahmana nkara nka hrudaya nanhi 😭

  • @starpointsentertenments
    @starpointsentertenments ปีที่แล้ว +2

    Bahut bhala script heichhi
    Bhala lagila share karideuchhi

  • @kanhabehera1819
    @kanhabehera1819 ปีที่แล้ว +2

    Nagetive rool super

  • @mehermobile6774
    @mehermobile6774 ปีที่แล้ว +3

    KHATARNAK SONG

  • @papynaik9990
    @papynaik9990 ปีที่แล้ว +2

    Satare heart touching 😭

  • @JOGESWAR128
    @JOGESWAR128 ปีที่แล้ว +2

    ନିତାନ୍ତି !!

  • @socialtalksbapu7322
    @socialtalksbapu7322 ปีที่แล้ว +1

    ହୃଦୟ ବିଦାରକ ଏ ଭିଡ଼ିଓ

  • @ishwarbindhani1437
    @ishwarbindhani1437 ปีที่แล้ว +9

    ଅତି ସୁନ୍ଦର ଭାବରେ ଉପ୍ଥାପନା ହୋଇଛି

  • @raajsstatusstudio3067
    @raajsstatusstudio3067 ปีที่แล้ว +8

    Bhai Villian role ta Mast heichi ma .... Like this too much than other casting ... Good luck bro for further projects ... Keep growing

  • @rajeshpradhan9192
    @rajeshpradhan9192 ปีที่แล้ว +61

    ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରୁନାହିଁ , ଯେଉଁ ଝିଅ ମାନେ ଘର ଠିକ୍ କରି ଥିବା ପୁଅକୁ ବିବାହ କରୁଛନ୍ତି, କିଛିଦିନ ଗଲା ପରେ ଜାହାକୁ ହୃଦୟ ଦେଇ ଭଲପାଉଥିବା ମଣିଷଟିକୁ କାହିଁକି ଖୋଜନ୍ତି ସେ ମରିଚି ନାଁ ବଞ୍ଚିଛି

    • @bijayalaxmipanda9820
      @bijayalaxmipanda9820 ปีที่แล้ว +1

      Jana nahin

    • @Kumarjitu009
      @Kumarjitu009 ปีที่แล้ว +5

      ନିଜର ଭୁଲ୍ ସେତେବେଳେ ବୁଝିପାରନ୍ତି ହେଲେ ସେତବେଳକୁ କିଛି ଆଉ ନଥାଏ

    • @sridhargouda9109
      @sridhargouda9109 ปีที่แล้ว +1

      Right sir

    • @Mr_c2_02
      @Mr_c2_02 ปีที่แล้ว +1

      Hm bhai thik kahila

    • @aloneanu457
      @aloneanu457 ปีที่แล้ว +2

      ମୁଁ ବି ଗୋଟେ ପୁଅ କୁ ବହୁତ୍ ଭଲ ପାଉଛି ହେଲେ ସେ ମୋତେ ବହୁତ କଷ୍ଟ ଦେଉଛି ମରିଯିବା କୁ ଇଚ୍ଛା ହେଉଛି 😭😭😭😭😭😭

  • @papunipatra1954
    @papunipatra1954 ปีที่แล้ว +1

    Mote negative caracter bhai nkara acting auu dialog bahut vala lagila auu asa karuchi amiti sabu album re chance milu thauu all the best

  • @manasbiswal1370
    @manasbiswal1370 ปีที่แล้ว +2

    Super Bhai made chla

  • @pritamkumar9251
    @pritamkumar9251 ปีที่แล้ว +4

    Bahut badhia mo siso 🥰

  • @Dascomedy5
    @Dascomedy5 ปีที่แล้ว +1

    Super se uper hai my self uttam from balesore toka...

  • @bishnuprasadsundara1641
    @bishnuprasadsundara1641 ปีที่แล้ว +2

    Woww ବହୁତ ସୁନ୍ଦର

  • @1985pdash
    @1985pdash ปีที่แล้ว +2

    O mere priya re.. Kana eta.. Odia song na, Urdu song..

  • @srproduction8107
    @srproduction8107 ปีที่แล้ว +3

    Bhala lagilaa Manas bhai

  • @ajitsuna2783
    @ajitsuna2783 ปีที่แล้ว +2

    Hmmm current maruthiba😅😅

  • @sandhyaranisial2111
    @sandhyaranisial2111 ปีที่แล้ว +2

    Bahut sundar heichi song ti....👍

  • @suryakantaroutmanas3904
    @suryakantaroutmanas3904 ปีที่แล้ว +5

    So Beautiful Story And So Very Sad😔 And My Nem Is Manas Thank You So Much 😍😍😍🙏🙏

  • @santoshkumarmahakhud8523
    @santoshkumarmahakhud8523 ปีที่แล้ว +1

    ଭାଡ୍ ମେ ଗଈ ପ୍ୟାର୍

  • @pariexpressofficial6707
    @pariexpressofficial6707 ปีที่แล้ว +2

    Vedio bahut badhia heichhi

  • @snehadas9107
    @snehadas9107 ปีที่แล้ว +5

    Bohut badhia heichi👌❤

  • @manashranjan5278
    @manashranjan5278 ปีที่แล้ว +5

    Last seen can't control my tears...... really heart touching......

  • @youthforactionodisha3214
    @youthforactionodisha3214 ปีที่แล้ว +1

    ମୁଁ ୬ ବର୍ଷ ରୁ ଅଧିକା ହେବ ଜଣକୁ ଭଲ ପିଉଥିଲି
    ଯେତେବେଳେ ବାହାର କଥା ଉଠିଲା ସେତେବେଳେ ସିଏ କହିଲା କି ମୁଁ ମୋ ବାପା ଭାଇଙ୍କର ବିରୁଦ୍ଧ ରେ ଯାଇ ପାରିବି ନାହିଁ
    ଜଦି ମୁଁ ତୁମକୁ ଭଲପାଉଛି ବୋଲି ଘରେ କହିଦେଉଛି ଘର ଲୋକଙ୍କ ଆଗରେ ମୁଁ ଛୋଟ ହେଇଯିବି। ଏଇ ମାସ ୧୪ ତାରିଖ ରେ ତାର ରିସେସନ ଥିଲା।ମୋତେ ସିଏ କହିଥିଲା ମୁଁ ଯାଇଥିଲି। ତାଛଡା ତାଙ୍କ ଘର ଲୋକ ମୋତେ କେହି ଚିହ୍ନି ନଥିଲେ। ସିଏ ଷ୍ଟେଜ୍ ଉପରେ ଥିଲା ମୁଁ ତା ମୁହଁ କୁ ଅନେଇ ଦେଲି ଯେମିତି ସେଏ ମୁହଁ ତଳକୁ କରିଦେଲା। ତାପରେ ତାର ଜଣେ ଭାଉଜଙ୍କୁ କ ଣ କହିଲା କେଜାଣି ତା ପରେ ତା ଭାଇ ମାନେ ଆସି ମୋତେ ଧରି ନେଇଗଲେ କହିଲେ କି ଆଜି ଆକୁ ମାରି ଟ୍ରେନ୍ ଲାଇନ୍ ରେ ପକେଦେବା। ଟ୍ରେନ୍ ଲାଇନ ପାଖ କୁ ମୋତେ ଆଣିଲେ ତାପରେ କ ଣ ଭାବିଲେ କେଜାଣି ତାଙ୍କ ଘରକୁ ନେଇ ଆସିଲେ। ତାପରେ ମୋତେ କହିଲେ ସତ କହିବୁ ନା ମରିବୁ ମୁଁ କହିଲି ସତ କହିବି ମୋ ଫୋନ୍ ନେଇ ଗଲେ ତାପରେ କିଛି କଲ୍ ରେକଡିଂ ଓ ଫୋଟ ଦେଖିଲେ ତାପରେ ତାଙ୍କର ଜଣେ ଦାଦା କହିଲେ ଆମ ଝିଅ ର ତ ଭୁଲ୍ ଅଛି। ତାଙ୍କୁ ଛାଡ଼ି ଦିଅ ମୋ ବେଳା ଭଲ ଥିଲା ବୋଲି ମୁଁ ବଞ୍ଚିଗଲି ନହେଲେ। ସିଏ ବାସର ରାତି ମନଉ ଥାନ୍ତା ମୋତେ ତା ଭାଇ ମାନେ ମାରିକି ଟ୍ରେନ୍ ଲାଇନ୍ ଫିଙ୍ଗି ଦେଇଥାନ୍ତେ। ନାରୀ କେବଳ ମାଆଙ୍କ ରୁପରେ ଠିକ୍ ଆଉ ସବୁ ଥିରେ ଧୋକା 💔💔💔 11:48

  • @simanchalamohanty6801
    @simanchalamohanty6801 6 หลายเดือนก่อน +1

    Very nice creations & accurate picturisation...xceeelent never believed !!

  • @chandrasendandasena7178
    @chandrasendandasena7178 ปีที่แล้ว +2

    Super 💓💓💓 bro

  • @sbsRomeoofficial9830
    @sbsRomeoofficial9830 ปีที่แล้ว +2

    Mast Bhai super heichi

  • @mahakalgaming3242
    @mahakalgaming3242 ปีที่แล้ว +1

    Bhai atlist rudraksha mala kadhi deithanto taku padre madu6a jotare nana nk mundo madila bele.
    Au Video mast hei6i song bi bahut vl lagu6e

  • @dibya63
    @dibya63 ปีที่แล้ว +1

    ପୂଜାରୀ ନନା ଭାଇ ଙ୍କ role ଟା must

  • @somanathadas7777
    @somanathadas7777 ปีที่แล้ว +2

    Bohut hi bhala heichi 🔥

  • @crushmusical
    @crushmusical ปีที่แล้ว +15

    One of the best lyrics ❤️

  • @kubernayak5737
    @kubernayak5737 ปีที่แล้ว +110

    ଝିଅ ମାନେ ପୁଅ ମାନଙ୍କୁ ବୁଝିବାରେ ବହୁତ ଲେଟ୍ କରୁଛନ୍ତି, ସେଥିପାଇଁ ଏଇ ଅବସ୍ଥା ଭଲ ପାଇଁ ଭୁଲିଯିବା ଝିଅ ମାନେ କେତେ ଯେ କଷ୍ଟ ଦିଅନ୍ତି ସେଇଟା ପୁଅ ମାନେ ନିଜ ଛାତିରେ ଚାପି ସହିଯାନ୍ତି ❤️

    • @tapaskumarswain164
      @tapaskumarswain164 ปีที่แล้ว +8

      Hmm bhai reality re pua mananka saha dhoka huye aau jhia mane pua nka carrier saha bohut bhala se kheli ki chalijanti

    • @momayurbhanj504
      @momayurbhanj504 ปีที่แล้ว +6

      ହଁ ସତକଥା

    • @lalitmahakud3784
      @lalitmahakud3784 ปีที่แล้ว +3

      Ga

    • @prakashpandey9341
      @prakashpandey9341 ปีที่แล้ว +2

      Thank you
      Bhai

    • @jayashankarmajhi6031
      @jayashankarmajhi6031 ปีที่แล้ว +5

      Right bro
      ଝିଅ ମାନେ ଆମ ପୁଅ ମାନଙ୍କୁ ବୁଝି ବାରେ ବହୁତ ଲେଟ୍ କରି ଦଅନ୍ତି jai jagannath 🙏

  • @pritammahallik9312
    @pritammahallik9312 ปีที่แล้ว +2

    Jabar dast achi

  • @pramodkumarpanda3222
    @pramodkumarpanda3222 ปีที่แล้ว +2

    Awesome 👌 from Malkangiri

  • @plan-brestrocafe7100
    @plan-brestrocafe7100 ปีที่แล้ว +2

    Rudramala maducha dekha jau nahi ki bhai

  • @jasobantajasobantasrichand1729
    @jasobantajasobantasrichand1729 ปีที่แล้ว +1

    Bhai vilian rool bahut bhala karuchanti👍

  • @teamkdvlog
    @teamkdvlog 11 หลายเดือนก่อน +1

    Tremendously awesome..... Love from Kolkata ❤❤❤❤❤🎉

  • @mamidash1533
    @mamidash1533 ปีที่แล้ว +11

    Speechless......last scene epic

  • @dushuvlogsofficial4243
    @dushuvlogsofficial4243 ปีที่แล้ว +1

    Bahut bhala lagiala gulua bhai , a jagare Barsha di nku kahiki heroin kala ni tk Mata rakhibe

  • @SanjayGaming23
    @SanjayGaming23 ปีที่แล้ว +4

    Love u bro love from balangir pila 🤔

  • @kedarmahanta9725
    @kedarmahanta9725 ปีที่แล้ว +2

    Mind blowing very beautifull story

  • @Lubuncreatives
    @Lubuncreatives ปีที่แล้ว +1

    Bro 1no act ...ilove vilian.....

  • @Movies-For-You-u4z
    @Movies-For-You-u4z ปีที่แล้ว +3

    superb acting hero....

  • @maatvjajpurchannel
    @maatvjajpurchannel ปีที่แล้ว +2

    Really Amazing video

  • @RKBEntertainmentofficial
    @RKBEntertainmentofficial ปีที่แล้ว +3

    Bahut sundar music composition....

  • @billuseth5227
    @billuseth5227 ปีที่แล้ว +4

    Sunder lagila video very nice

  • @Aamaodia-jv6uu
    @Aamaodia-jv6uu ปีที่แล้ว +2

    Bhai ki acting super 👍

  • @dhirenkumar8318
    @dhirenkumar8318 ปีที่แล้ว +1

    Bhala super

  • @SukantiGagrai-yj1xg
    @SukantiGagrai-yj1xg ปีที่แล้ว +2

    Very nice song

  • @mamamaharana8272
    @mamamaharana8272 ปีที่แล้ว +1

    Bht bholo lagila pura film short

  • @SPBshortstatus4746
    @SPBshortstatus4746 ปีที่แล้ว +1

    Amo Soro toka Hero ❤

  • @laxmipriyapanigrahi2891
    @laxmipriyapanigrahi2891 ปีที่แล้ว +1

    Alaga prakar heichi

  • @DasrathKrsani-ey1ou
    @DasrathKrsani-ey1ou ปีที่แล้ว +2

    Supr

  • @educational_channel4444
    @educational_channel4444 ปีที่แล้ว +2

    Wow negetive actor super ❤️❤️❤️❤️

  • @kalingadikshit6721
    @kalingadikshit6721 ปีที่แล้ว +2

    Super acting manas Bhai... 🔥🔥🔥

  • @mrutyunjayaswain1938
    @mrutyunjayaswain1938 ปีที่แล้ว +2

    Ki juga hela a bhali jhia mananka pain kete pua jibana haranti aau kete pua ku premika mane deha sukha aau kichhi dhana pain bi emiti bi kariparanti. Eai jhiamane premaku kalanka karuchhanti

  • @susilacharya5096
    @susilacharya5096 ปีที่แล้ว +4

    Wow super nice team work Great

  • @santoshroul2587
    @santoshroul2587 ปีที่แล้ว +2

    Villian character ta bhala heichi 👍 awesome

  • @satyanayak3589
    @satyanayak3589 ปีที่แล้ว +1

    Outstanding

  • @sibusorenpradhan9108
    @sibusorenpradhan9108 ปีที่แล้ว +3

    Op bro ❤️❤️

  • @bishnupriya143
    @bishnupriya143 ปีที่แล้ว +2

    Wow heart touching song

  • @sasmitasubash6910
    @sasmitasubash6910 ปีที่แล้ว +2

    ବହୁତ ସୁନ୍ଦର 👍👍👍

  • @balarammeher9175
    @balarammeher9175 ปีที่แล้ว +4

    Story❤️❤️❤️ Nice song

  • @satyasibatripathy5993
    @satyasibatripathy5993 ปีที่แล้ว +3

    ଦୁନିଆଁ ମାୟ ର ସହର
    ଏଠି ପ୍ରତି ମୁହୂର୍ତ୍ତ ରେ ଟଙ୍କା ର ଆବଶ୍ୟକ
    କହିବାଟା ସହଜ,,,
    କିନ୍ତୁ କେହୀ ଗରୀବ ହବାକୁ ଚାହାଁନ୍ତିନି !!
    ସମସ୍ତେ ଅଏସ ରେ ରହିବାକୁ ଚାହାଁନ୍ତି

  • @sn_satyajit
    @sn_satyajit ปีที่แล้ว +2

    Super

  • @manasdas2818
    @manasdas2818 ปีที่แล้ว +2

    love you all team ❤👌👌