ପ୍ରମାଣ ଦିଅନ୍ତୁ, ଭୁଲ ମାଗିବି | ଚୋର ଭଳି ପଶି ଖରାପ ଭାଷା କହିଲେ...| Dinanka TV | EXCLUSIVE |
ฝัง
- เผยแพร่เมื่อ 29 ก.ย. 2024
- ପ୍ରମାଣ ଦିଅନ୍ତୁ, ଭୁଲ ମାଗିବି | ଚୋର ଭଳି ପଶି ଖରାପ ଭାଷା କହିଲେ...| #raghunandandas #exminister #womanjournalist #exclusive #dinankatv #explains #incidentinvolving #politicalvindictiveness #bjdodisha #govtquarter #bhubaneswar #bjpgovt #mohanmajhi #odishapolitics #odishapoliticalupdate #electionnews #election2024 #odianews #breakingnews #latestnews #topnews #DinankaTV #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.
କୁକୁର ଆକ୍ରମଣ କରିନାହିଁ , କାରଣ ଆକ୍ରମଣ visual ଦେଖେଇ ପରୁ ନାହାନ୍ତି ,
କିଛି ପ୍ରମାଣ ଦରକାର ନାହିଁ ସେ ନିଜେ କହିଛି କୁକୁର ଛାଡ଼ିଛି ବୋଲି.
@@sarojkumarpatrasoni3108 ଏଇଟା ବି କହୁଛି କି, କହିଛି ଛାଡ଼ିବାକୁ କିନ୍ତୁ ଛାଡାଯାଇନି
Tame tama bapara pila boli kichhi pramana achhi
Tamaku jadi Kukura godeiba tame doudiki asiba na vdo shutting kariba ?
ଅଗ୍ରସ ନେଜୁଵାଲା ସବୁ ମିଛ କହୁଛି
Thik katha kahicha
Please subscribe
Tu jaiki dekhichuu bodheee
To upare kukura chadhithile thik hoithanta@@Anulifestyle12
ମିଡ଼ିଆ ନୁହେଁ ବେପାର ଚାଲିଛି
ସେ ମହିଳା ସାମ୍ବାଦିକ କୁ ଗିହା ଦରକାର୍ ହେଉଥିଲା,,,,। ବୁଢ଼ା ଟେ ପେଲିବା ବଦଳରେ ଗାଳି ଦେଲେ ।
Raghu sir is a well respected politician. Good person.
ଆରେ କୁକୁର ଆକ୍ରମଣ କରିଥିଲେ ସିନା ସେ ଦେଖାଇଖାନ୍ତେ । ଆକ୍ରମଣ କରି ଥିଲେ ଭଲହୋଇଥାନ୍ତା ।
Sir your right
ଅର୍ଗସ ନ୍ୟୁଜ ଯାହା କହୁଛି ସବୁ ଭିଜୁଆଲ ଦେଖାଇବା ଉଚିତ୍... ବାହାଦୂରୀ ଭଲ ନୁହେଁ
Right karuchhanti 😂😂😂😂😂😂😂😂😂😂😂😂😂😂😂😂😂😂😂
ସେମାନେ ଷଡ଼ୟନ୍ତ୍ର କାରୀ ପତ୍ରକାର ଅଟନ୍ତି। ନୋହିଲେ ସାମ୍ନାରେ କଥାବାର୍ତ୍ତା କରିଥାନ୍ତେ। ଏମିତି ଚାଟୁକାର ମାନଙ୍କପାଇଁ ଦେଶ ବରବାଦ୍ ହେଉଛି।
Right
ଗାଦିରେ ବସିଵାନିଶା
ସରକାରୀ ବଙ୍ଗଳାରେ କୁକୁର ପାଳିବା, ଏବଂ ହିଂସ୍ର କୁକୁର ପାଳିବା ସରକାରୀ ନିୟମ ଭିତରେ ଯୁକ୍ତି ଯୁକ୍ତ କି, କୁକୁର କୂ କାମୁଡିବା ଆଦେଶ ଦେବା ଠିକ ଅଛି କି?
ହଁ ଟିକ୍ ଅସୁବିଧା ଖଉଟି ରହିଲା କୁହନ୍ତୁ😂😂😂😂
@@parshuramugurshandi642na bhai tome bodhe Kom janicha mo hisabore emiti kouthi bhi lekha nahi
Sambadika ra sabu vul.without permission re kaha ghare pasiba thik nuhe
Right
ଯାହା କରିଛନ୍ତି ଭଲ କରିଛନ୍ତି sir
ସେହି ଜାଗା ରେ ଭୁଶୁଡି ଗିଆ ତୋ ଭଉଣୀ ଥିଲେ
କଣ ହେଲା ଭଲ କରିଛନ୍ତି.... ଭାବିକି କହୁଛ ତ...
ଦୁଇଟି ଟିଭି ଚାନେଲ ପାଇଁ ବାକି ଚାନେଲ ବଦନାମ ହେଉଛି l ରୋଡ ବନ୍ଦ କରି ନାମୀ ଦାମୀ ସାମ୍ବାଦିକ ଭାଇ ବଦନାମ ହେଉଛ l ଜୟ ଜଗନ୍ନାଥ 🙏🙏🙏
Thik katha kahicha
Please subscribe 🙏🙏🙏
Sata katha
@@sagarkumarswain9077 thanks
Argas heuchhi BJP ra padachata Chanel.nirapeksha nuhe.Jajy Jagannath bande utkal janani.
Kou channel nirapeksha
Argus bjp ra support
Odisha ku khai delo Sola Mane kahaku Kan kohibi.😂
@@manasimohanty942 nandighos kahara support
Argus is given wrong message to the Society. If Argus have any prove then show to public.
Sir ଠିକ୍ କରିଛନ୍ତି ଆମେ suport କରିଛୁ ପ୍ରଥମେ argus ଭୁଲ news ଦେଇଥାଏ
Argus bala ra dum achhi video dekhau
Na dekhei beni sambadika mane nijara sahasa kete jana nka Ghare pasibakhabar TRP pai pasu chhanti puni argas ra phutani besi
Argus tv ମିଛ କହିବାର କାରଣ କଣ୍ ,ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛି ନା କଣ୍ ,Tv ରେ ସତ ଜିନିଷ ଦେଖାନ୍ତୁ ,ଆକ୍ରମଣ ର visual କାହିଁ
Correct but,argus news channel sabu bele micho kuhe, taro target bjd,ami right
Call record kn michha.
Right@@manasimohanty942
@@tapankumarbhoi1498 argus sabelebjd uopore hi bar kore, neet paper lik ku nai news karu nahsnti???video re,konsi actionra ,spot nahi?
Bina permission re sala pasila kahiki be
ତୁ ହାରାମି କାଲି କହିଲୁ କୁକୁର ଛାଡିଲି ବୋଲି ଆଜି କହୁଛ
Kichhi gunda sambadikata namare upara muhan hoi sarichhanti.
E sarakar asiba pare gunda badmas mane bahuta Khushi.
Han aagaru ta jama gunda gardi heu na thila nuhe
Sambadika Mane kan bhabuchanti, jahaghare nahi taha ghare jainki jabardasti pasibena kan, Argus news Dharmendra Pradhan ra sie ta NEET scam re budi ki achi Kain ta news ta dekhouni, prathame Odisha basinka seba kara khali paraspara bhitare ladhei kale rajyara unnati kipari haba
Jay Nabin sir Jay BJD 💯💚💯💯💚💚💚💚
ରଘୁ ବାବୁ, କୁକୁର କାଇଁ ଛାଡ଼ିଲେ, ଭଡା ରେ ଘୋଡ଼ା ଆଣି ଛାଡ଼ିବା, କଥା, ଘୋଡ଼ା ଛାଡିଥିଲେ, ଅର୍ଷସ କୁ ଘୋଡ଼ା ଗେହି ଥାଆନ୍ତା
Kukura chhadi Naha nti...se mane Michha kahu chha nti......😡
Bhai kukura b gei pariba
😂
@@sushilchakisushil557 ହଁ ହଁ ଗେହି ଥିବ
Bala na 😅😮😅😂😂
Bjp ra hina rajniti, CM apana hina kamru nibruta karaantu.
ମିଡିଆ ବୋଲି ସେମାନଙ୍କୁ କୁକୁର ଦେଖିଲେ ଡର ଲାଗିବନି କି । ନା ସବୁବେଳେ ସବୁ ଭିଜୁଆଲ ଉଠେଇ ହେଇ ପାରିବ ଏହା ବି ସମ୍ଭବ ନୁହେଁ, ।
ଯଦି ସାମ୍ବାଦିକ ମାନେ ନିଜର ମର୍ଯ୍ୟାଦା ଭୁଲି ଏହିପରି ହୀନ ଆଚରଣ କରିବେ ତାହେଲେ ମୁଁ ଜଣେ ମହିଳା ହିସାବରେ କହୁଛି ଏବେ ଠାରୁ ଯୋଉଠି ବି ଅର୍ଗସ୍ ଓ ଓଟିଭି ସାମ୍ବାଦିକ ମାନଙ୍କୁ ଦେଖିବି ଜୋତାରେ ପିଟିବି। ସାଧାରଣ ନାଗରିକ ହିସାବରେ ଆମର ବି ମଧ୍ୟ ଏହି ଅଧିକାର ରହିଛି କାହିଁକି ନା ଆମର ବିନା ଅନୁମତି ରେ ସେମାନେ ଆମ ମୁହଁରେ ବୁମ୍ ରଖନ୍ତି ଆଉ ବେଳେବେଳେ ଆମର ଫଟୋ କୁ କୁତ୍ସିତ କରି ଟିଭି ରେ ଦେଖାନ୍ତି ଏହିପରି ଦଲାଲ୍ ମିଡ଼ିଆ ର ଗୋଲାମ ମାନେ।
Kouthi bhulile na suniki kahucha
exactly 💯
ତୁ ମାଗିହା ମଣିଷକୁ ମଣିଷ ପରି ଭାବୁନୁ
ତୁ ଯାହା ବନିଛୁ ସବୁ ଲୋକଙ୍କ ପାଇଁ
ଗୋଟେ ଝିଅ କୁ ତୁ ହିଞ୍ଜେଡା ବୋଲି ଡ଼ରିକି କୁକୁର ଛାଡିବାକୁ କହିଲୁ 😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡
Kuti ku kukura godeiba.. no doubt
Haire chodipua bedha Tama gandi kundei hauthila ki sethipasuthila
ତୁ magiha besi jane chhu,,,,
Sethu aurgus malika thu khauchi aethi kukura thu khaibaku tara bahut ichha hauthila😂
Sabu media ବାଲା କୁ ଏମିତି କୁକୁର ଚଢିବା ଦରକାର
ଏହି ସାମ୍ବାଦିକ ମାନଙ୍କୁ ମାଡ଼ ଦରକାର
ନ୍ୟୁଜ ଚନାଲ ମନେଭଦ୍ରମି ସୀମା ତପି ଯାଉଛନ୍ତି ।ସେମାନେ କିଛି ବନ୍ଧୁ ଭାବନ୍ତି ଦୁନିଆ ବୋକା ଦୁନିଆ ଭୁଲ ,ଆମେ ଚାଳକ ଆମେ ଠିକ୍।
ଠିକ୍ କହିଛନ୍ତି
Right
କୁକୁର ମିଛ
Argues media bjp channel padchata
କୁକୁର,ଲଗାଇଚନ୍ତି,ସରକାରୀ,ଘରେ,କୁକୁର,ରଖିଛନ୍ତି,low,mekar,hei,କିପରି,କୁକୁରଛାଡ଼ିଦିଆ,କହିଲା
ସବୁଠାରୁ ଆଶ୍ଚର୍ଯ୍ୟ କଥା, ଗତକାଲି ବରିଷ୍ଠ ସାମ୍ବାଦିକ ମାନେ ଏକପାଖିଆ ବକ୍ତବ୍ୟ ଦେଲେ। ମୂଳ ଭୁଲ ବିଷୟରେ କେହି କହିଲେ ନାହିଁ।
କିଛି କଥା ନାହିଁ,ବାଘର ବ୍ୟବସ୍ଥା କର। ଅର୍ଗସ ବେଶି ତାଳକୁ ତିଳ କରିଛି। କ'ଣ ହେଲା?ଜେଲ ଅଛିତ ଵେଲ ଅଛି।
Thik katha kahicha
Please subscribe
Right
Argus News.besi bahadur dekhauchhi.bekar chenel..kbea b Argus k believe kara nahi
Se lady sambadika picture dekhauni
ସେ ସାମ୍ବାଦିକା ମାଳି ସାହି ରେ ରହୁଛି ପରା
Chileiba sound ta full experienced laguthila
Argus wala michha kahuchi.... Bhala heichi argus wala nku
ଡିହ ଗାଲୁଆ
ବାଇଟ ଦଉଥିଲ ହଁ ମୁକୁକୁରଛାଡିଛି କଣ କରିବା କଥା କରନ୍ତୁ ଆଜିକଣ କହୁଛି ମୁଛାଡିନାହିଁ
ମିଛ କହିବାରେ ଏ BJD ଜନ୍ତୁ ମାହିର୍
Nila barna srugala
ମାନନୀୟ ମନ୍ତ୍ରୀ ମହାଶୟ ଆପଣ ମିଛ କୁ ଏମିତି ଭାବରେ ବଖାଣୁଛନ୍ତି ତାହା ଲାଗୁଛି କି ସତ୍ୟ ପାଠ କରୁଛନ୍ତି। ଟିକେ ଆପଣ ନିଜ ପାର୍ଟୀ ଏବଂ ବିଦ୍ୟୁନ୍
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ କଥା ଚିନ୍ତା କରନ୍ତୁ ।ନବୀନ ସର ଙ୍କ ବର୍ଷ ବର୍ଷ ର ପ୍ରତିଷ୍ଠା କୁ ଆପଣଙ୍କ ଭଲି କିଛି ମନ୍ତ୍ରୀ ପୁରା ବୁଡେଇ ଦେଲେ।
ଲୋକ ମାନେ ଆଜି ବି ନବୀନ ବାବୁଙ୍କୁ ଝୁରୁଛନ୍ତି କିନ୍ତୁ କିଛି କୁ କର୍ମୀ କିଛି ମନ୍ତ୍ରୀ ମାନଙ୍କ ପାଇଁ ସବୁ ତଳିତଳାନ୍ତ ହେଇଗଲା। ଆଜି ନବୀନ ସର ଭାବୁଥିବେ କି ମୁଁ କେତେ ବଡ଼ ଭୁଲ କରିଲି ଏମିତି ଏ ଅବିବେକୀ ଲୋକ ମାନକୁ ମନ୍ତ୍ରୀ ପଦ ଦେଲି।
You are right Das babu. Don't worry
Reporter nku bichuati darkar
Au tomaku Ghoda bnd.
@@udaymurmu7390tumaku baunsa aau jada tela abhadra murkha
Behave ur self
Aita sabu reporters nka pain reply nunha Reporters mananku chaturtha stambha kuhu jae Tara mana rakha
ଯାହା କହିଛନ୍ତି ଭଲ କହିଛନ୍ତି
Sir case karantu chhadani
ଏ ଲୋକ ମିଛ କହୁଛି
ରଘୁବାବୁ ଭଲ କରିଛନିକୁକୁର କାହଁକି ରଖଛନିନିଜର ସୁବିଧା ପାଇଁ
ତତେ ପ୍ରବଳ ମାଡ ଦରକାର।
ଓ ଟିଭି ଏବଂ ଅର୍ଗୁସ ଟିଭି କୁ ବର୍ଜନ କର।
OTV,aurgas news ବନ୍ଦ୍ ହେବ କଣ ନନ୍ଦିଘୋଷ ଚାଲିବ
Raghunath babu nkar kichhi bhul nathiba spast janapaduchi.
ମାଡାମ, ଆପଣ ରଘୁନନ୍ଦନ ସାରଙ୍କୁ ସମର୍ଥନ କରିବେତ? ନା ସାମ୍ବାଦିକ ହିସାବରେ ବରିଷ୍ଠ ସାମ୍ବାଦିକମାନେ ଯେମିତି ଆର୍ଗସକୁ ସମର୍ଥନକରି ମତ ରଖିଲେ ସେମିତି ରଖିବେ !!!🤔
ସମସ୍ତ ଚାନେଲ ଏକାଠି ହୋଇ ଏ ଦୁର୍ଦ୍ଦିନ ରେ ନାୟ ନ ମିଳିବା ପର୍ଯ୍ୟନ୍ତ ପ୍ରସାରଣ ବନ୍ଦ ରଖି ଧାରଣା ରେ basantu ନତୁବା ରଘୁ ବାବୁ ଙ୍କ କୁକୁର ଛାଡ଼ିବା 📸 ଭିଡିଓ ସବୁ ଚେନେଲ ଅହରହ ୨୪hours ପ୍ରସାରଣ କରନ୍ତୁ 🎉🎉🎉ସରକାର ଙ୍କୁ ଚେତା ଆସିବ ରଘୁ ବାବୁ arrest ହେବେ ❤❤😢😢
Arest argus reporter
Argus au otv ku gudei mado darkar.eamane gote media heba jugyo nahin
ଏ ମାଘିଆ ମାନଙ୍କ ପାଇଁ ଆମ ପ୍ରୀୟ ନବିନ ବାବୁ ହାରିଲେ ଏସଳାଙ୍କ ଗର୍ବ ଭାଙ୍ଗିନି
Thik katha kahicha
Please subscribe
A kan eii tumara odia Asmita......😡😡
NEET Scam re Malika fasichhi se news Argus dekhauni .Janata nku boka baneiba pain Nataka baji karuchhi. Argus gote bad news channel.
ଆରେ ଅନ୍ଧ ଭକ୍ତ ମାନେ ଆଉ କଣ କଣ ଘଟିଲେ ତୁମ ବୁଦ୍ଧିର ତାଲା ଫିଟିବ 😡😡
ତମ ପେଟ ଫୁଲା ଭାଙ୍ଗି ଲା ନା ନାଇଁ
ଶାନ୍ତି ରେ ରହି ବାକୁ ଇଚ୍ଛା ହେଉ ନାହିଁ ନା
ବେହିଆ ମୁହଁରେ ଭଦ୍ର ଭାଷା, ଖୋଳ କଲେ ଜନତାଙ୍କ ପଇସା 😂 କଥାରେ ରହୁନି ତାଳମେଳ, ମାଡି ଆସିଲାଣି ତୁମ କାଳ 😂 ଭାଇ ସମ୍ଭାଳ ଏଥର 🔥
Durgasis nijaku cm bhabuchhi
Jay Nabin sir Jay BJD 💚💚💚💚💪🐚🐚💪🐚🐚💪🐚🐚
Vaii 🙏 apana nka ra Kichhi vul Nahine.... apana apana nka jagare thick Achhaa nti...... Argus Chanel chore Chanel..... Michhua Chanel....
Right
RIGHT THIK KAHICHANTI ORNER MANA KALA PARE BHI JADI KAUNASI REPORTER JABRADASTI PASIBA THIK NUHEN. EMANK KRJIYA KALAP AATI KADARJIYA EMANANKA UPARE COUNTER CASE HABA DARAKARA
ଦିନା ଭାଇ ଚାନେଲ କୁ ବାଇଟ ନ ଦେଇ ଭଲ ଚାନେଲ କୁ ଦିଅନ୍ତୁ
ଓଡିଶା ସାରା ଜାଣିବେ ଏମାନଙ୍କୁ ବାଇଟ ଦେଲେ 4.5cors ଜନତା ରୁ 10 ହଜାର ଲୋକ ଙ୍କ ପାଖରେ ବି ପହଂଚିବନି ଆପଣ ଙ୍କ ବାର୍ତା
Argus sambadika ku khali chhecha darakar, sarkari quarter jemiti tar bedroom.
ଅପାଙ୍କର security ଥିଲା, tresspass କରିଲେ କେମିତି, ସାଧାରଣ ମହିଳା ଜଣେ ପଶିଗଲେ, security କାହିଁକି ଥିଲା, ତୁମେ ମିଛ କହୁଛ
ଅର୍ଗଷ ଚେନାଲି ଵାଲା ମିଛୁଆ
Argus tv,otv,etv , ୭news ,kanak tv କୁଆଡେ ଗଲେ a ସମୟ ରେ ସମସ୍ତେ ମିଳିତ ଭାବରେ Cm ଙ୍କୁ ଦେଖା କରି ସାମ୍ବାଦିକା ଭଉଣୀ କୁ nyaa dele odisha basi naya ପାଇଲା ପରି ଲାଗିବ,ନତୁବା ସମସ୍ତ chenal ଉପରୁ ଆଶା ଓ ବିଶ୍ୱାସ ❤ ତୁଟି ଯିବା ,ଯଦି 🗞️ chanel upare emiti ସାଧାରଣ ଜନତା ଉପରେ କେମିତି?❤Give respect and take Respect ❤🎉🎉🎉😂😂
ରେକର୍ଡ ଅଛି ବୋଲି ଏ ରଘୁଆ କହୁଛି
( ହଁ ମୁଁ କହିଥିଲି କୁକୁର ଛାଡିବେଦୀ ବୋଲି ) ମାତ୍ର ଯଦି ରେକର୍ଡ ନଥାନ୍ତା ତାହେଲେ ରଘୁଆ କହିଥାନ୍ତା ଯେ ( ସେଇଟା ବିଲେଇ ଥିଲା ) ଶଳା ରଘୁଆ ଓଡିଶା ଲୋକ ମାନେ କଣ ଭକୁଆ?
ଓଃ ତୁ ଗୋଟିଏ ଭଗବାନ
ଗାମୁଛା ପିନ୍ଧିଥିବା ହେତୁ ତୋତେ ଆମ ରିପୋର୍ଟର ମାଡାମ ଚିହିଁ ପାରିଲେ ନାହିଁ... ହେଲେ ରଘୁଆ ଗୋଟିଏ କଥା ତୁ ଜାଣିନୁ ବୋଧେ... କୁକୁର ଛାଡ଼ିବା ଠାରୁ
ଛାଡ଼ିବା ପାଇଁ କହିବାଟା ବଡ଼ ଅପରାଧ....
ଭିଜୁଆଲ ନାହିଁ ବୋଲି ସେ ସାମ୍ବାଦିକ ଭଉଣୀ ମିଛ କହୁଛନ୍ତି କେହି ଭାବିବା ଭୁଲ। ବେଳେ ବେଳେ ଏମିତି ପରିସ୍ଥିତ ହୋଇଥାଏ , ପୁରା ଭିଜୁଆଲ ନଥିବା ଯୋଗୁଁ ରିପୋର୍ଟରକୁ ଦୋଷ ଦେଇଥାନ୍ତି ଲୋକେ। ସେହି ଆଳରେ ଯିଏ ପ୍ରକୃତରେ ଦୋଶ କରିଥାନ୍ତି ସେମାନେ ଖସିଯାନ୍ତି। ତେଣୁ ଆହୁରି ତଦନ୍ତ ହେବା ଜରୁରୀ
ସାର୍ ମୁଁ ହେଇଥିଲେ ଛାଡ଼ି ଦେଇ ଥାନ୍ତି.ବାହାର କୁକୁର ଓପୁରୁକୁ କୁକୁର ଛଡ଼ା ଯାଏ ସେ ମାଙ୍କଡ ମାନେ ଜାଣି ନାହାନ୍ତି ବୋଧେ
ନେତା ମନ୍ତ୍ରୀ କେବେ ବି କ୍ୟାମେରା ଆଗରେ ସତ୍ କହି ବେ ନାହିଁ, ପକ୍କା କିଛି କହି ଥିବେ,ଦୁଇ ଜଣଙ୍କୁ ସାଙ୍ଗରେ ବସେଇକି ଏମିତି ଭିଡିଓ କରନ୍ତୁ ତାପରେ ଦେଖିବା
ତୋବିଆ ଟକିଏ ଦେଇଦିଏ ସଲାସୁତରା କରୁଛୁକଣପାଇଁ।ମାଗିହା ଲୁଗିଂ ପିଧି କହୁଛି ଗାମୁଛା ସଳାଚୋର
ଶାସକ ଦଳ ର କେତୁ ଟା ପେ...... ଚଟା news ଅଛନ୍ତି, falut ରେ ବଦନାମ୍ କରୁଛନ୍ତି
ଦୁଇଟା ନୀଉଜ ଚାନେଲ ବର୍ତ୍ତମାନ ବେପାର କରୁଛନ୍ତି (otv and orgus)
ଅରଗସ୍ ଟିଭି ବାଲା ଓଟିଭି ବାଲା ଙ୍କୁ ଏମିତି ଦୃଢ଼ ଜବାବ ଦିଆଯିବା ଉଚିିତ
ରାଜନୈତିକ ଦଲାଲ
ଏଇ ଭଳି ଗଲୁଆଙ୍କ ପାଇଁ bjd ମାଟି ଚାଟିଲା, କୁକୁର ଛାଡ କହି ସାମ୍ବାଦିକ ଙ୍କୁ ଅସମ୍ମାନ କରି ମନିବେନି l
Argus aue otv ପତ୍ରକାରିତା ନାମରେ କେବଳ ଦଲାଲୀ କରୁଛନ୍ତି
ଡାହା ମିଛ କହୁଛନ୍ତି, ଭଗବାନ ସହିବେନି, ମାଡାମ କେତେ ରାତି କଟେଇଛ ବାବୁଙ୍କ ପାଖରେ
କିଛି ମାଲ ପାଇଗୋଲା ପରେ, ଏ news chanel ଓଲଟା କଥା ପାଇଯିବ।
Se pelei argus news bali bjp chhatra chhayare besi heuchi
ଆରେ କୁକୁର ଛାଡ଼ିବା କଥା କହିଛୁ ନା ନାହିଁ ସାମ୍ବାଦିକ ମାନଙ୍କୁ ସନ୍ମମାନ ଦେଇସିଖ
ଏମିତି କିଛି news channel ପ୍ରଥମେ ସବୁଠି ଭୁଲ କରୁଛନ୍ତି। ତାଙ୍କର ସୀମା ପରିଧି ଭିତରେ ରହିବାକୁ ଚେଷ୍ଟା କରୁନାହାନ୍ତି।
Argus news ବାଲା ଙ୍କ ଆଉ News ନଥିଲା ସେଥି ପାଇଁ ଡ୍ରାମା 😂😅😅
ସବୁ ମିଛ କଥା କହୁଛନ୍ତି କୁକୁର କଣ ପାଈ ମିଡ଼ିଆ ଆଗକୁ ଆଣିଲ କୁହ ତମେ କହିଛ କୁକୁର ଛାଡିବି
ଅଗ୍ରସ ମିଡ଼ିଆ କୁକୁର ଓଡ଼ିଶା ରେ ଚପଲ ହାର ପାଇବେ
Emana nku kanhiki eparjyanta arrest kara jaai nahin
Argus tv ku mu ban kali
ଏହାକୁ ଅଲାଜୁକ ଗଣମାଧ୍ୟମ ଦେଖାଇ ବ ନାହିଁ
ଶଳା ଵୁଢା ହେଲାଣି ଆଉ ଦିନ କେଇଟା ରେ ଗାତକୁ ଯିବ ଵୁଦ୍ଦି ହେଲାନି ।
Sambadika mane. Nirapekhya ebang. Satya. Prakas. Kariba. Ucit. Lokamame. Sabu. Dekhuchhanti
ନିଜେ ସିକୱାର କରି ପୁଣି ଭଦ୍ରାମି ଦେଖାଇବା କି ସୁନ୍ଦର. କି ସୁନ୍ଦର ନେତା. ତୁମଠାରୁ ବହୁତ କିଛି ଶିଖିବା ଦରକାର. ଅଲାଯୁକ.
Tu mga kede alajuka 😂😂😂
ଯେତେବେଳେ ଭୋଟ ମାଗୁଛ ସେତେବେଳେ କୁକୁର ଲଗେଇ କାମୁଡି ଦିଅ ଏ ସଲା ନେତା କୁ
Argus tv pain hin nabin sarakara harichhi