Love Bhai very very Thank you .Eamiti place mu kebebi dekhino thili .lova Bhai jaha aamoku video madhyo mare dekheile.aamoku bahut kichhi sikshya milila.Bhagawan lova Bhainku sabubele Bholare rakhantu. Jay Maa Tarini Bharasha.Jay shree Jagnnath .Jay shree Ram.
Laba bhai apana jane geographi and history lecture thu kam nuhanti lecture mane ta bas khali book padhei thanti kimba projector re tk dekhei dianti apana ta practically dekhau chhanti student pain apana marga darsaka atanti love you laba bhai 🙏🙏
The cinematic part is so so so awesome that i have felt like i am watching a Telgu movie... Feeling proud of you my brother and it's really so heart touching that i am watching a odia boy doing all these. Really great great great ❤️❤️❤️
Nice video and your friendship with children are best part of the video. Drone view of volcano are rare things from other youtuber. Thank you from odisha Keep it up God bless you ❤❤
ଏହି ଭିଡିଓ ତିଆରି କରିବା ପାଇଁ ମୁଁ ବହୁତ କଠିନ ପରିଶ୍ରମ କରୁଛି | ଦୟାକରି ଏହି ଭିଡିଓ Share, କରନ୍ତୁ 🙏 Jay Jagannath
Thanks for this vdo brother 🎉
Bhai 60 fps Video Chhada ❤❤❤❤
😮😮😮😮😮🎉🎉🎉🎉❤❤❤
Love you ଭାଇ ❤❤❤
Jay Jagannath 🙏🙏
ଲବ ହାଁସଦା ଆଦିବାସୀ ପିଲା ଆମ ଓଡ଼ିଶା ର ଗର୍ବ ଓ ଗୌରବ ମାଡ଼ିଚାଲ ଲବଭାଇ ❤❤❤❤❤
😅😅
Right
Right bhai
Au tu Odisha pain kalanka 😂😂😂😂
ଭାଇ ଟିକେ ଭାଷା ଭଲ ସେ କୁହ ଆଦିବାସୀ କଣ ହେଲା ସେ କଣ ଓଡିଶା ର ନୁହେଁ
ଆଦିବାସୀ କହିବା କଣ ଦରକାର
ବାପରେ ବାପ 🫢 ଆଜି ମାନିଗଲି ଲବ ଭାଇଙ୍କୁ ❤ ଭାଇ ତମକୁ salute 🙏
❤
3:51
Hello ❤❤❤
❤
Tomo.na
ଲବ ଭାଇ ତୁମ ପାଇଁ ସବୁ ଭଲ ଜାଗା ଦେଖିବାକୁ ମିଳୁଛି ଧନ୍ୟବାଦ୍ ଲବ ଭାଇ ଙ୍କ ପାଇଁ ଗୋଟିଏ ଲାଇକ କରିଦିଅ ଭାଇ ❤❤❤❤
ନିଜ ଜୀବନକୁ ବାଜି ଲଗାଇ,ଏତେ ସବୁ ଯାଗା ଦେଖାଉଛନ୍ତି, ଧନ୍ୟବାଦ ଲବ ଭାଇ,
ବହିରେ ପଢିଥିବା ଜିନିଷକୁ ଆଜି ମୁଁ ଆଖିରେ ଦେଖି ପାରୁଛି କେବଳ ଲବ ଭାଇଙ୍କ ପାଇଁ ହିଁ ସମ୍ଭବ ହେଇ ପାରୁଛି। ଆଜି ମୋ ଜୀବନ ଧନ୍ୟ ହେଇଗଲା। ବହୁତ ବହୁତ ଧନ୍ୟବାଦ ଲବ ଭାଇ ଏମିତି ନୂଆ ନୂଆ ଜଗା ଦେଖାଉ ଥାଅ ଆମ୍ଭମାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦର ସର୍ବଦା ରହିଥାଉ❤❤❤
Odisaha ର no 1 ବ୍ଲଗର ଲବ ଭାଇ❤❤❤ ତୁମର ଭିଡିଓ ଭାଇ ଦେଖିବାକୁ ବହୁତ୍ ଭଲଲାଗେ ଜୟ ଜଗନ୍ନାଥ
Tu odishara kete number
ତୋର କଣ ପାଇଁ ଗାଣ୍ଡିଫାଟୁଛି ଶଳା କୁକୁର
ତୁଇ କିଏ ବେ ଜେ ତୋର ଗାଣ୍ଡୀ ଫାତୁଛି
Odisha ra nuha bhai india ra
କେଉଁମାନେ ଲବ ଭାଇଙ୍କ video ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି like କର 🙂🎊💓💓💓❤
ଭାଈ life କେବଳ ଆପଣ enjoy କରୁଛନ୍ତି ❤❤❤❤❤ salute
ଲବ୍ ଭାଇ ତମ ପାଇଁ ଓଡ଼ିଶା ଗର୍ବ ଅନୁଭବ କରେ ଜୟ ଜଗନ୍ନାଥ।
ଜୟ ଶ୍ରୀ ରାମ।
ଭଗବାନ ତୁମର ମଙ୍ଗଳ କରନ୍ତୁ
ଯାହାହେଉ ଜଣେ ଓଡ଼ିଆ ଭାଇ ଆମର ଆମକୁ ପୃଥିବୀ ଦେଖାଉଛି,,,ବହୁତ୍ ବହୁତ୍ ଧନ୍ୟବାଦ୍,, ଜୟ ଜଗନ୍ନାଥ
ଛୁଆଙ୍କ ସହିତ ମଜା କରିବା ର ବହୁତ୍ ଭଲ ଲାଗିଲା 👍
ଲବ ଭାଇ ଯେତିକି ଦେଶ ବୁଲିଲାଣି ଶଳା କୋଉ ଦେଶ ର ପ୍ରଧାନ ମନ୍ତ୍ରୀ ହେଲେ ସେତିକି ବୁଲି ନଥିବ❤❤❤❤❤❤
You're Right bro❤❤❤❤❤❤😄😄😄😄😄
Definitely right bro😮😮
Sata Katha
ସତ କଥା ଭାଇ
Ri8 bhai❤
ଆମେ ତ ସେ ଜାଗା କୁ ଯାଇ ପାରିବୁ ନାହିଁ କିନ୍ତୁ ଲବ ଭାଇ video ମାଧ୍ୟମରେ ଦେଖାଇ ପାରୁଥିବାରୁ ଧନ୍ୟବାଦ ❤
Hii❤❤
@Ritesh-s5n hello brother
ଭାଇ ତୁମର ମୂଲ୍ୟବାନ ସମୟ ଆମ ସମସ୍ତଙ୍କ ପାଇଁ ମହାନ ଅଟେ ତୁମର ପାଇଁ ଆମେ ଘରେ ଥାଇ କି ଦେଖି ପାରୁଛୁ
Salute ଭାଇ
ଭଗବାନ ଶ୍ରୀକୃଷ୍ଣ ତୁମର ସବୁ ଇଛା କୁ ପୁରଣ କରନ୍ତୁ🙏
ଲବ, ଛୋଟ ଭାଇଟା ମୋର.. ବହୁତ ଭଲ କାମ କରୁଛୁ.. ପ୍ରଭୁ ଜଗନ୍ନାଥ ତୋତେ ସବୁବେଳେ ସାହା ହୁଅନ୍ତୁ. ଆଉ ତୁ ଆମ ଓଡ଼ିଆ ଟୋକା ଏମିତି ଆଗକୁ ଆଗକୁ ବଢ଼ୁଥା.. ହଁ, ଆଗକୁ ଯେମିତି କୌଣସି ଜିନିଷ ଚୋରି ନହୁଏ, ସେଥିପ୍ରତି ଧ୍ୟାନ ଦେବୁ. ❤
❤❤
ଲବ ଭାଇ emostional ସିନ ଲାଗିଲା ❤❤❤❤ ପିଲା ଙ୍କ ସହିତ।।। ମାଲକାନଗିରି ରୁ
ଲବଭାଇ ଯୋଗୁଁ ବହୁତ ସୁନ୍ଦର ଜାଗା ଭିଡିଓ ମାଧ୍ୟମରେ ଦେଖି ବାକୁ ମିଳୁଛି। ସେଥିପାଇଁ ମୁଁ ତାକୁ ବହୁତ ବହୁତ ଧନ୍ୟବାଦ ଦେଉଛି।ତା ଚଲାପଥ କୁସୁମିତ ହେଉ।ସେ ଆହୁରି ଆଗକୁ ଆଗକୁ ଵଢିଚାଲୁ। ଜୟ ଜଗନ୍ନାଥ।
ସତରେ ପୃଥିବୀ ଏତେ ସୁନ୍ଦର ନ ଦେଖିଲେ ଆକଳନ କରିହେବନି ଅବିଶ୍ବସନୀୟ ! ❤❤❤
Love Bhai very very Thank you .Eamiti place mu kebebi dekhino thili .lova Bhai jaha aamoku video madhyo mare dekheile.aamoku bahut kichhi sikshya milila.Bhagawan lova Bhainku sabubele Bholare rakhantu. Jay Maa Tarini Bharasha.Jay shree Jagnnath .Jay shree Ram.
ଭାଇ vdo ଟି ବହୁତ ସୁନ୍ଦର ହୋଇଛି ❤️👍,, ଯାହାହେଉ ଭାଇ ତୁମ ପାଇଁ ଆଜି ଜ୍ୱଳନ୍ତା ଜ୍ୱାଳା ମୁଖି ଦେଖିବାକୁ ପାଇଲୁ 🤗😌,, Thank you so much bro 😊😍,,
Ok
Bhai piz contact number send me piz please piz
କି ସୈାନ୍ଦର୍ଯ୍ୟ ଜାଗା ଦେଖିବାକୁ ମିଲୁଛି ଆପଣଙ୍କ ବିଡିଓ ରୁ ଧନ୍ୟବାଦ ଲବ ଭାଇ ❤❤❤❤
ଲବ ଭାଇ ଭଗବାନ ତୁମକୁ ଭଲରେ ରଖିଥାନ୍ତୁ ତୁମ ପାଇଁ ସବୁ କିଛି ଦେଖି ପାରୁଛୁ ଯାହା ଭାବି ମଧ୍ୟ ନଥିଲୁ
Video ଦେଖିବା ସହିତ ଇତିହାସ ଉପରେ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି
ଧନ୍ୟବାଦ ଲବ ଭାଇ❤❤❤❤
ଲବ ଭାଇ ତୁମେ ପୃଥିବୀର ଯେତେ ଜାଗା ବୁଲିଲାନି ବୋଧେ ଆଉ ବୁଲିବାକୁ କାମ ବାକି ଥିବା ସବୁ ବୁଲିସରିଲେ ଲାଗୁଛି ଅନ୍ୟ ଗ୍ରହ ବୁଲି ଯିବାକୁ ମନା ବଳାଇବା । ବହୁତ୍ ଭଲ । ଧନ୍ୟବାଦ୍ । ଜୟ ଜଗନ୍ନାଥ ।
ବହୁତ୍ ଭଲ ଲାଗେ ତୁମ ଭିଡିଓ ଦେଖିଲେ ଏବଂ ବହୁତ୍ କିଛି ଶିଖିବାକୁ ବି ମିଳେ ସେଥି ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ love ଭାଇ love you ❤
Amazing place, really interesting.......... thanx ଏମିତି ଗୋଟେ ଜାଗାର vloging vedio share କରିଥିବାରୁ
ବହୁତ ସୁନ୍ଦର ଭିଡ଼ିଓ ବହୁତ ପରିଶ୍ରମ କରି ଆମ ମାନଙ୍କୁ ଦେଖାଉ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା l
Lab bhai pari TH-camr odishare nahanti ❤❤❤❤❤
ଭିଡିଓ ତୋ ଖୁବ୍ ଭଲ୍ ଲାଗ୍ଲା❤ ଆପଣ୍ ଜେନ୍ କଠିନ ପରିଶ୍ରମ କରିଛନ୍ ଭିଡିଓ ଲାଗି ଆରୁ ଆମର୍ ଓଡିଶାର ଓଡ଼ିଆ ଲୋକ୍ ଦେଖ୍ବା ଲାଗି ଆପଣ୍ କେ ବହୁତ୍ ବହୁତ୍ ଧନ୍ଯବାଦ💐 ଜଏ ଜଗନ୍ନାଥ 🙏ଜଏ ଆଦିବାସୀ❤। କଳାହାଣ୍ଡି ଜିଲ୍ଲା ନୁ।
କମେଣ୍ଟ୍ ଟା ବହୁତ୍ ଭଲ୍ ଲାଗ୍ଳା ଭାଇ
Tume gond caste k ho
Mui be gond
Mui bi
Caste doesn't matters. Our president also lower caste, but she also sworn highest position of our country.
ଲବ ଭାଇ🙏👌 ମୁଁ ଆପଣଙ୍କ ସହ ଯୋଡି ହେଇଥିବାରୁ ନିଜକୁ ଧନ୍ୟ ମନେ କରୁଛି । ଦୁନିଆର ସବୁ ନୂଆ ନୂଆ ଜାଗା ବିଷୟରେ ଜାଣିପାରୁଛି ଦେଖିବି ପାରୁଛି ଧନ୍ୟ ବାଦ ଲୋବ ଭାଇ🙏🙏 ଜୟ ଜଗନ୍ନାଥ
ଯାହାହେଉ ଜୀବନ୍ତ ଆଗ୍ନେୟଗିରି ଦେଖିବାର ସୁଯୋଗ ମିଳିଲା। ଧନ୍ୟବାଦ।
ଓ ଭାଈ ମୋ ଦିଲ୍ଲ ଜିତି ନେଲୁ ୟାର 🥰🥰🥰❤️❤️ଦୂରେ ଥିଲେ ଥାଉ ପଛେ ନିଶ୍ଚୟ କହିବିକି ମୁଁ ସେ ଜାଗା ଦେଖିଛି ସତରେ ଭଲ ଲାଗିଛି ❤️❤️❤️
ଅତି ସୁନ୍ଦର ଆଉ ଶିକ୍ଷଣୀୟ ଭିଡିଓ ଟି l ଜୟ ଜଗନ୍ନାଥ ❤
ବହୁତ ଭଲ ଲାଗୁଚି ଆପ୍ରିକାର ଲାଭା ଭିଡିଓ ଦେଖାଇ ଥିବାରୁ ଧନ୍ଯବାଦ
ଆମ ଓଡିଶା ରେ ପାଣି କେତେ କଣ ନଷ୍ଟ କରୁଛନ୍ତି ପାଣି ର ମୂଲ୍ୟ କଣ ଟିକେ ବୁଝ କେତେ କଷ୍ଟ ଲୋକ ସେମାନେ କେତେ ଦୁଃଖ କଷ୍ଟ 😢
Ama odisha re kehi bujhibeni Bhai j water ra value kete😢😔
ଲବ ହାଁସଦା...ଭାଇ ଏ ସବୁ ସୁନ୍ଦର ଓ ଭଲ ଭଲ ଜାଗା ଆମେମାନେ ତୁମ ଯୋଗୁଁ ହିଁ ଦେଖୁପାରୁଛୁ...ତାହା ପୁଣି ସମ୍ପୂର୍ଣ୍ଣ ଓଡ଼ିଆରେ
ଧନ୍ୟ ରେ ଭାଇ ଭଗବାନ ଭଲରେ ରଖନ୍ତୁ
A real odia who understands odia people travel mindset a good video with cinematography keep it up,Jay jaganath
❤❤❤❤❤❤
ବହୁତ adventurous journey. ସିନେମାଟିକ ଶଟ ସବୁ ବହୁତ ସୁନ୍ଦର ଲାଗୁଛି । ନିଆରା ଅନୁଭୂତି । ଦେଖିଲା ପରେ ଲାଗୁଚି ଆମକୁ ବି ଜଲଦି ଏହି ଜାଗା କୁ ଯିବାର ଅଛି । Hope for best. Good wishes.
ଧନ୍ଯବାଦ ଲଭ ଭାଇ ଭିଡିଓ ସୋସିଆଲ ମିଡିଆରେ ଏହି ସମୟରେ ❤🎉😮
Lobo is reall hiro in santal community , thank❤❤❤🙏you
What a informative video with great cinematography👌
ବହୁତ ସୁନ୍ଦର ଦୃଶ୍ୟ and ଦେଖିବା ଯୁଗ୍ୟ 👌👌👌🎈🎈🎈🌹thanks
ବହୁତ୍ ସୁନ୍ଦର୍ କଠିନ ପରିଶ୍ରମ ର ଭିଡିଓ, ଜୟ ଜଗନ୍ନାଥ।
Odisha must be proud of u,
Real hero of odiasha 👏
Jay jagannath ଆପଣ ଙ୍କୁ ଖୁସିରେ ରଖନ୍ତୁ bahi ଜୀବନ କୁ ବାଜି ଲଗେଇ ଏଇ ଜାଗାକୁ ଯାଇ ଆମ କୁ ଦେଖଉଛ love u bro
Laba bhai apana jane geographi and history lecture thu kam nuhanti lecture mane ta bas khali book padhei thanti kimba projector re tk dekhei dianti apana ta practically dekhau chhanti student pain apana marga darsaka atanti love you laba bhai 🙏🙏
Great
ଆଜିର ଭିଡିଓ ବହୁତ exlent ଜୟ ଶ୍ରୀ ରାମ❤❤❤❤❤
Thanks you laba bro😍😍😍😍
ଲବ ଭାଇ ବହୁତ ଭଲ ଦୃଶ୍ୟ ଦେଖାଇଲେ ଆମେ ତୁମ ସହିତ ଅଛି. ତୁମେ ଆହୁରି ଏମିତି ଭଲ ଭିଡ଼ିଓ ନେଇ କରି ଆସ, ଧନ୍ୟବାଦ
ମାନି ଗଲି❤❤❤❤❤ଭାଇ ଜୟ ଜଗନ୍ନାଥ 🙏
ଲବ ଭାଇ ବଡ଼ିଆ
ବହୁତ ବହୁତ ଧନ୍ୟବାଦ ଲବ ଭାଇ ବହୁତ କିଛି ଦେଖିବା ପାଇଁ ମିଳିଲା 🙏🙏🙏
ସତରେ ଭାଇ ତୁମ ପାଇଁ ଵୋଲି ଆଜି ଏମିତି ଦୃଶ୍ୟ ଦେଖିବାକୁ ପାଉଛି ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤..........👌👌👌👌👍
ତମେ super hero ଭାଇ ❤ you
ଜୟ ଶ୍ରୀ ରାମ 🙏 ଲବ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🇮🇳
Brave man... fantastic job... Johar jharkhand 🌹🌹🌹
Laba Bhai
Apana ete Risk neiki ama paen etw vla Vlogs karuchanti, ete dangerous jaga jaichanti.
Thakura apanku surakhita rakhantu
Thank you❤❤❤❤❤❤ Bhai
Jai jagannath🙏
ପିଲା ମାନେ ବହୁତ୍ ସୁନ୍ଦର ଗୀତ ଗାଇଲେ ❤
You are real HERO for Odisha and my Santali cast 🙏🙏🙏🙏
Lord Jagannath 's blessings always with you. Go ahead. Your faulty english is very sweet ❤❤❤
ସତରେ ଭାଇ ତମେ ଖାଲି ମଣିଷ ନୁହଁ ଭଗବାନ ବି ଜଉଟା ମୁଁ କେବେ ସ୍ବପ୍ନରେ ବି ଭାବି ନଥିଲି ତମେ ମୋତେ ଆଜି ଦେଖେଇଦେଲ ସତରେ ଭାଇ ଭଗବାନ ତମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ
Good cinematography.... we all proud of u as Indian and as well as odia .
Very nice bhai bahut bhal lagila video dekhi ki 👌👌👌
ସତରେ ଭାଇ ଆପଣ ଜଣେ real life ରେ ଜୀବନ ବିତାଉ ଥିବା ମଣିଷ ⭐🙏
Love you from a small TH-camr of Gajapati ❤❤❤
Cinematic short was outstanding..and it's very interesting to see💥💗
ଭାଇ ଭିଡ଼ିଓ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ🙏🏻
ଭାଇ ଖୁଵ ବଢିଆ, ଭରି ଭଲ ଲାଗିଲା,
Carry on 👍👍
The cinematic part is so so so awesome that i have felt like i am watching a Telgu movie... Feeling proud of you my brother and it's really so heart touching that i am watching a odia boy doing all these. Really great great great ❤️❤️❤️
Bhahuta bhal thila video mo bhai😊😊❤❤❤love you so much❤❤❤❤
Super hero bhai
ଲବ ଭାଇ ଆପଣ ଥରେ ମଙ୍ଗଳ ଗ୍ରହ କୁ ଯାଆନ୍ତୁ
To bopa jai thila ki....?
😆
ବହୁତ ବହୁତ ଧନ୍ୟବାଦ ଲବ ଭାଇ ଆପଣଙ୍କର ସୁନ୍ଧର ସୁନ୍ଦର ଭିଡ଼ିଓ ପାଇଁ l
ବହୁତ କିଛି ଦେଖି ବାର ସୁଯଗ ମେଳୁଛି
Nice video and your friendship with children are best part of the video. Drone view of volcano are rare things from other youtuber.
Thank you from odisha
Keep it up
God bless you ❤❤
Thank brother for sharing the informative video
Wow Very nice places.Also very nice presentation
Cinematic shots are really amazing bro. It's like enjoying a film.
ବହୁତ୍ ସୁନ୍ଦର୍ ଅଗ୍ନେୟାଉଡକି ରନ ହେଉଛି .
ବହୁତ୍ ସୁନ୍ଦର୍ ଦିସୁଛି .
Laba bhai tumaku salut sa 21:36 satare laba bhai
What a man ...u are ..So much informative....Nice cinematic graphics...❤.God bless you
ଯା ହେଉ ଆମ LABA BHAI ଅଛନ୍ତି ବୋଲି ଆମେ ଏ ସବୁ ଭିଡ଼ିଓ ଦେଖି ପାରୁଛୁ thank you LABA BHAI ❤❤❤ dilse
Laba bhai great❤
ଲବ ଭାଇଙ୍କ ପାଇଁ ଦୂନିଆଁ ଓଡ଼ିଶା କୁ ଚିନ୍ହିବ
Salute to LABA Bhai
ଓଡ଼ିଆ ନବୁଝିଲେ ବି ଲୋକେ ଓଡ଼ିଆ ପଢିବା ଓ ବୁଝୀବା ପାଇଁ ଆଗ୍ରହ ପ୍ରକାଶ କରିବେ
ତାଙ୍କ Viewer ଙ୍କ ଏତେ ବେଶି Support ରହିବ 100 million subscribers cross ହେବେ
ବହୁତ ସୁନ୍ଦର ଜାଗା ଭାଇ ❤
Beautiful place ❤❤
Thank birt
Thank you for sharing this place
So beautiful
Jay Jagarnath laba bhai Besre Tahenme dada
ବହୁତ ସୁନ୍ଦର ଭିଡିଓ ଭାଇ than you
Sorry ସାଙ୍ଗମାନେ ଆଉ ମୁଁ ଲବ ଭାଇ ଙ୍କ ଭିଡ଼ିଓ ରେ କମେଣ୍ଟ ଦେଇପାରିବିନି ଆଜି last 🙏🙏🙏ଭାଇ ଙ୍କ ଭିଡ଼ିଓ କୁ share କରନ୍ତୁ ବହୁତ ଭଲପାଇବା ଦିଅନ୍ତୁ ❤️❤️❤️💐💐💐
kon hela ki apananku
Kan hoichi tamara he 😢
Kahi ki
Kan pain?
Okk
Wow so beautiful place. Dilli garden garden ho gaya place dekh ke.laba Bhai. I love you ❤❤❤❤
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ 🙏 video ବହୁତ୍ ଭଲ ଲାଗିଲା l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l 🙏 Jay Jagannath 🙏
ଜୟ ଜଗନ୍ନାଥ 🙏⭕❗⭕
Hi
Amazing place really interesting thanx...thanx
Thank you laba bhai video dekhuthili laguthila ki nije mu jaai6i ..bahut sunder video
❤❤❤❤❤love u laba bhai❤❤❤❤
ପ୍ରଥମ କଥା ହେଲା ଜୀବନ ରେ ସବୁବେଳେ ସବୁ କଥା ରେ ସାହସ ରଖିବ ଭାଇ ଦେଖିବ ଭଗବାନ ବି ମଧ୍ୟ ସବୁବେଳେ ତାଙ୍କ ଭକ୍ତ ଉପରେ ଖୁସି ହେବେ❤😊 ବହୁତ ଖୁସି ଲାଗିଲା ଲବ ଭାଇ❤🙏🏻
God bless you laba bhai❤
Apanank kahiba saili bahut badhia❤❤❤❤
ଲବ ଭାଇଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ ଭାଇଙ୍କ ପାଇଁ ଆମେ ସବୁ ନୂଆ ନୂଆ ଜାଗା ଭିଡିଓ ମାଧ୍ୟମରେ ଦେଖି ପାରୁଚୁ। Thank you laba bhai