chhatia driver 🧑🏻‍🦼training school chhatia ,🧑🏻‍🦼 H,M,V working ,🧑🏻‍🦼🧑🏻‍🦼🧑🏻‍🦼🧑🏻‍🦼🧑🏻‍🦼🧑🏻‍🦼

แชร์
ฝัง
  • เผยแพร่เมื่อ 23 ธ.ค. 2024

ความคิดเห็น • 14

  • @MTBabulivolgs
    @MTBabulivolgs 19 วันที่ผ่านมา

    Hii bro

  • @MrRajaRomeyBoyRaja
    @MrRajaRomeyBoyRaja 6 วันที่ผ่านมา +1

    ବହୁତ ଚଷ୍ଟା କରିଲିଣି ଯାଇ ପାରୁନି 🙏piz କୌଣସି ନମ୍ବର ଗୋଟେ ଦିଅ ଯେମିତି କଥା ହେଇକି ଯାଇ ହବ ମୋର ଲାଇଟ ଲାଇସେନ୍ସ ଅଛି ମୁବି ବଡ଼ ଗାଡି ଚଲଉଛି ହେଲେ ସେଠିକି ଯାଇକି ଆଉ କିଛି ଟ୍ରେନିଙ୍ଗ ନେଇକି ହେବି ଲାଇସେନ୍ସ କରିବାକୁ ଚାହୁଁଚି

    • @djnaik5484
      @djnaik5484  5 วันที่ผ่านมา

      ଛତିଆ booking number 07077426571

  • @MrRajaRomeyBoyRaja
    @MrRajaRomeyBoyRaja 6 วันที่ผ่านมา +2

    ଭାଇ ଗୋଟେ ନମ୍ବର ଦିଅ ଯେମିତି କଥା ହେଇକି ଯାଇ ହବ 🙏piz ଭାଇ

    • @djnaik5484
      @djnaik5484  6 วันที่ผ่านมา +1

      ଛତିଆ ଟ୍ରେନୀଙ୍ଗି ନମ୍ବର 07077426571 call କର 9 ଟା pm re call କରିବ

    • @SuryakantaDash-mc1cg
      @SuryakantaDash-mc1cg 5 วันที่ผ่านมา

      @@MrRajaRomeyBoyRaja ଭାଈ ଆପଣ ବି HMV ଲାଇସେନ୍ସ ପାଈଁ ଟ୍ରେନିଙ୍ଗ୍ ନେବାକୁ ଚାହୁଁଛନ୍ତି କି ତାହାଲେ ମତେ ମେସେଜ୍ କରନ୍ତୁ ଆମେ ମିଶିକି ଯିବା ଟ୍ରେନିଙ୍ଗ୍ ନେବା ପାଇଁ ।

    • @djnaik5484
      @djnaik5484  5 วันที่ผ่านมา

      07077426571 chhatia booking number

  • @SuryakantaDash-mc1cg
    @SuryakantaDash-mc1cg 5 วันที่ผ่านมา +1

    ଭାଈ ଛତିଆ ଯାଇକି LMV ଲାଇସେନ୍ସ ଆଉ ଆଧାର କାର୍ଡ ଜେରକ୍ସ ଦେଲା ପରେ ସେମାନେ ସାଙ୍ଗେ ସାଙ୍ଗେ ଆଡ଼ମିଶନ୍ କରିକି ଟ୍ରେନିଙ୍ଗ୍ ଦେବେ ନା ଆମେ ଜେରକ୍ସ ଦେଇକି ଘରକୁ ଆସିକି ତାଙ୍କ Call ଆସିବାକୁ ଅପେକ୍ଷା କରିବାକୁ ପଡ଼ିବ । 😢

    • @djnaik5484
      @djnaik5484  5 วันที่ผ่านมา +2

      Booking କଲାପରେ 2 month apekyakaribaku ପଡିବ

    • @SuryakantaDash-mc1cg
      @SuryakantaDash-mc1cg 5 วันที่ผ่านมา

      ​@@djnaik5484 Thank You Bhai 😊

  • @SuryakantaDash-mc1cg
    @SuryakantaDash-mc1cg 6 วันที่ผ่านมา

    Hello Brother Training Pain Kemiti Admission Nebaku Paduchi Ki ?

    • @djnaik5484
      @djnaik5484  5 วันที่ผ่านมา +1

      ଯଦି ତମପାଖରେ night licence ଅଛି ତାହାଲେ ଯାଇକି ଛତିଆରେ Aadhar card xeroxo licence xerox ନେଇକି ଯିବେ ସକାଳ 9ଟାରେ ଯାଇକି admission booking କରିବ Jay Jagannath

    • @SuryakantaDash-mc1cg
      @SuryakantaDash-mc1cg 5 วันที่ผ่านมา

      @djnaik5484 ଭାଈ ଛତିଆ ଯାଇକି LMV ଲାଇସେନ୍ସ ଆଉ ଆଧାର କାର୍ଡ ଜେରକ୍ସ ଦେଲା ପରେ ସେମାନେ ସାଙ୍ଗେ ସାଙ୍ଗେ ଆଡ଼ମିଶନ କରିକି ଟ୍ରେନିଙ୍ଗ୍ ଦେବେ ନା ଆମେ ଜେରକ୍ସ ଦେଇକି ଘରକୁ ଆସିକି ତାଙ୍କ Call ଆସିବାକୁ ଅପେକ୍ଷା କରିବାକୁ ପଡ଼ିବ।