ଟୁକେଲ ମାନକୁଁ ନେଇକରି କାଣା କହୁଛନ୍ ସୁବର୍ଣ୍ଣପୁର ଜିଲ୍ଲାପାଲ

แชร์
ฝัง
  • เผยแพร่เมื่อ 10 ก.ย. 2024
  • ଆମର ବାଗିର ଟୁକେଲ ଜନେ ସମ୍ଭଲଉଛନ୍ ସୁବର୍ଣ୍ଣପୁର ଜିଲ୍ଲାକେ । ଜିଲ୍ଲାର ମୁଖିଆ ହିସାବେ ସବୁଆଡୁ ଜିଲ୍ଲାକେ ଆଗକେ ନେଇକରି ଯାଉଛନ୍ । ସେଟା ସୁବର୍ଣ୍ଣପୁର ଜିଲ୍ଲାର କଲା ସଂସ୍କୃତିର କଥା ହେଉ, ବୁନାକାର ମାନକଁର୍ କଥା ହେଉ , ଚାଷ ଆର୍ ଚାଷୀର ପ୍ରସଙ୍ଗ ହେଉ କି ଯେହେତୁ ନିଜେ ଜନେ ଟୁକେଲ , ଟୁକେଲ ମାନକୁଁ ନେଇକରି ହେଉ କାଣା କହୁଛନ୍ ସୁବର୍ଣ୍ଣପୁର ଜିଲ୍ଳାପାଲ ଅବୋଲି ସୁନୀଲ ନରୱେଣେ କାଣା କହୁଛନ୍ ।
    For more such updates, please Like, Comment and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    Instagram- / paharaa24x7
    Twitter- / paharaa24x7
    Whatsapp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Subarnapur #DM #UPSC #Paharaa #Odisha

ความคิดเห็น • 69