'Nimakhandi' Village sweet hub Of Ganjam, each and every family makes sweets for living
ฝัง
- เผยแพร่เมื่อ 8 ก.พ. 2025
- #sweet #ganjam #local18
'Nimakhandi' Village sweet hub Of Ganjam, each and every family makes sweets & sell them for living.
ମିଠାର ହବ୍ ଗାଁ ନିମଖଣ୍ଡି । ଏଠି ବର୍ଷ ବର୍ଷ ଧରି ପ୍ରସ୍ତୁତି କରାଯାଉଛି ମିଠା । ଏହାକୁ ମିଠାର ଗନ୍ଥାଘର ବୋଲି କୁହାଯାଏ । ଏହି ଗ୍ରାମର ପ୍ରାୟ ସବୁ ପରିବାର ମିଠା ପ୍ରସ୍ତୁତି ଆଉ ବିକ୍ରି କରି ଚଳନ୍ତି । ଏଠାରୁ ମିଠା ଆଖପାଖ ଜିଲ୍ଲା ପଠାଯାଏ । ବିଭିନ୍ନ ଭେରାଇଟିର ମିଠା ସହିତ ଘରୋଇ ଉପାୟରେ ତିଆରି ହେଉଥିବା ଏହି ମିଠାର ସ୍ବାଦ କିଛି ନିଆରା । #News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...
Very nice video
Very nice
👌🏻👌🏻👏🏻👏🏻
V
ARE BHAI NIMAKGANDI KAHIDELE SINI THIK JAGATA NIMAKHANDIRA KOUTHI ABAM MALIKARANAMA KANA ABAM MU BEPARA JARIBA KU JAU CHHI CELL NUMBER DIANTU MOTE VODIEO LIKI LAGILANI