ନବୀନ ବାବୁ ହାରିଲେ କାହିଁକି ? || ଭୁଲ୍ କାହାର ? || ନବୀନ ଯୁଗ ର ଅନ୍ତ 🙏 || Bhubaneswar Munda

แชร์
ฝัง

ความคิดเห็น • 1.2K

  • @Jyostiona
    @Jyostiona 3 หลายเดือนก่อน +29

    ମୋ ହୃଦୟ ରୁ ମହାଶୟ ନବୀନଙ୍କୁ ପ୍ରଣାମ 🙏🙏🙏🙏🙏 ସେ ମୋ ପାଇଁ real hero

  • @anitamurmu2392
    @anitamurmu2392 3 หลายเดือนก่อน +15

    Amo odisha ro real hero ନବୀନ୍ sir❤❤❤

  • @boringblogs5852
    @boringblogs5852 4 หลายเดือนก่อน +206

    ମୁ ରାଜନୀତି ପସନ୍ଦ କରେନି କିନ୍ତୁ ନବୀନ Sir real hero ❤️❤️❤️ଯଦି ଓଡିଶା ଵଦିଳି ଯି ନବୀନ ବାବୁଙ୍କ ପାଇଁ 🙏

    • @sknayeem-dx4tf
      @sknayeem-dx4tf 3 หลายเดือนก่อน +1

      Dear Modiji & BJP MLA's, aap rajneeti se upar aake bjd-bjp alliance k through aur ek bar Naveen babu ku kamse kam ek saal k liye CM kar k "longest terms of cm in India" ka record karwaiye.. Aap k is karya k liye aap ku ithihas me yad rakha jyega...
      Odisha basi aapke is mahan karya k liye runni rahenge, aaj v har odia k dil me Naveen babu hi rahte hain.
      Plz share it....

    • @JANMEJAY-s2o
      @JANMEJAY-s2o 3 หลายเดือนก่อน

      😎

    • @rakeshparidaparidrakeha8877
      @rakeshparidaparidrakeha8877 3 หลายเดือนก่อน

      Right

  • @deepakmuduli7893
    @deepakmuduli7893 4 หลายเดือนก่อน +246

    ମୋର ଏତିକି ଅନୁରୋଧ ନବୀନ ବାବୁ ପାଇଁ ଗୋଟେ ସିନେମା ହେଉ ଯାହା କି ଆଗାମୀ ଦିନ ର ପିଢ଼ି ଜାଣି ପାରିବେ କି ନବୀନ ବାବୁ କନ ଥିଲେ ଓଡ଼ିଶା ପାଇଁ the real hero Naveen sir of odisha Dil se Naman sir ji 🙏🙏🙏🙏
    📌 Pin the comment Tusar Bhai please ❤

    • @MousumiDas-wk6hk
      @MousumiDas-wk6hk 4 หลายเดือนก่อน +5

      Moive with tanka na history re bi rahibo jugo jugo ku jay jagannath jay BJD

    • @amatokaa
      @amatokaa 4 หลายเดือนก่อน +2

      Right 😢

    • @deepakmuduli7893
      @deepakmuduli7893 4 หลายเดือนก่อน +1

      @@MousumiDas-wk6hk right 👍

    • @ChandanA409
      @ChandanA409 4 หลายเดือนก่อน +4

      Kichi nainn Bhai 2029 re nei asiba tanku ❤

    • @sknayeem-dx4tf
      @sknayeem-dx4tf 3 หลายเดือนก่อน +1

      Dear Modiji & BJP MLA's, aap rajneeti se upar aake bjd-bjp alliance k through aur ek bar Naveen babu ku kamse kam ek saal k liye CM kar k "longest terms of cm in India" ka record karwaiye.. Aap k is karya k liye aap ku ithihas me yad rakha jyega...
      Odisha basi aapke is mahan karya k liye runni rahenge, aaj v har odia k dil me Naveen babu hi rahte hain.
      Plz share it....

  • @Krushna38129
    @Krushna38129 3 หลายเดือนก่อน +21

    Love u ନବୀନ sir..... Miss u ହାରିକି ବି ଲୋକ ର ହୃଦୟ ରେ ଅଛି

  • @SapanSahu-cs2pl
    @SapanSahu-cs2pl 2 หลายเดือนก่อน +2

    ନବୀନ ବାବୁ ଏକ ମାତ୍ର ଜଣେ ନିଶ୍ଚଳ. ନିର୍ମଳ ମଣିଷ ❤❤❤

  • @biwajitviswajeet
    @biwajitviswajeet 3 หลายเดือนก่อน +11

    ନବୀନ ଙ୍କ biopic ନେଇ ଏକ ଫିଲ୍ମ ହେଉ❤❤❤❤❤❤

  • @ShomyRanjanBehera
    @ShomyRanjanBehera 2 หลายเดือนก่อน +2

    ଭାଇ ତୁମକୁ ହୃଦୟ ରୁ ସଲାମ ନବୀନ ବାବୁଙ୍କ ଯୋଜନାକୁ ଓଡିଶାବାସୀଙ୍କୁ ମନେ ପକେଇ ଦେଇଥିବାରୁ ଧନ୍ୟବାଦ୍ ଭାଇ nabin babu no 1 c m

  • @Prangya507
    @Prangya507 3 หลายเดือนก่อน +5

    A big clap and lots of respect for Tushar bhai ... He always portrays real and natural fact

  • @niharranjanmohanta
    @niharranjanmohanta 3 หลายเดือนก่อน +3

    Amo Nabeen Babu Ta Ama Samastanka Pain Real Hero Bhai...❤❤❤

  • @santoshkumarmukhi1056
    @santoshkumarmukhi1056 3 หลายเดือนก่อน +8

    ଏବେ ଆମେ ଓଡିଶା ବାସି ନବୀନ ବାବୁ ଙ୍କ ପାଇଁ ଈଶ୍ୱର ଙ୍କ ପାଖରେ ପ୍ରାଥନା କରିବା ଦରକାର ସେ ସୁସ୍ଥ ଦୀର୍ଘାୟୁ ରୁହନ୍ତୁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟ ଜଗନ୍ନାଥ 🧡🇮🇳💚🙏

  • @dineshpuhan5625
    @dineshpuhan5625 4 หลายเดือนก่อน +33

    ଶ୍ରୀ ନବୀନ ପଟ୍ଟନାୟକ ସାର୍ ଆମ ମାନଙ୍କ ମନରେ ଆମ ଜୀବନର ଶେଷ ନିଶ୍ୱାସ ଯାଏ ରହିବ ,ସେ ହାରିଯାଇଛି କିନ୍ତୁ ଆମ ମନରୁ ନୁହଁ ସେ ଅପରାଜୟ କେହି ବି ତାଙ୍କ ଜାଗା ନେଇପାରିବେନି ତାଙ୍କୁ ମହାପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ ଯେମିତି ଭବିଷ୍ୟତ ରେ ସେ ପୁନି ଥରେ ଆମ ରାଜ୍ୟ ର ଦାୟିତ୍ୱ ନେଇ ଓଡିଶା କୁ ଆଗକୁ ବଢ଼େଇବେ Good health Sir 🙏

    • @basantajena5502
      @basantajena5502 3 หลายเดือนก่อน +1

      B.j.d.dala.harijaaichi.sata.kintu.Nabinsir.hari.nanhati.odisara.loka.mane.tanku.hrudayare.rakhichanti.jay.NABIN.ODISA.

  • @saktiswarupasingh7455
    @saktiswarupasingh7455 3 หลายเดือนก่อน +6

    Ekdum ryt Broooooo.......💯

  • @DNPTechnical18
    @DNPTechnical18 4 หลายเดือนก่อน +41

    ଆଜିର ଭିଡିଓ ବହୁତ ବଢିଆ ଥିଲା।
    Dhruv Rathee ଭଳିଆ ଲାଗିଲା।

  • @Odiajhiarupali
    @Odiajhiarupali 3 หลายเดือนก่อน +12

    ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଆ ମାନେ ବହୁତ୍ ଝୁରି ହେବେ ନବୀନ ପଟ୍ଟନାୟକ ସାର୍ ଙ୍କୁ 😢

  • @ShrabaneePattnaik-kitchen
    @ShrabaneePattnaik-kitchen 3 หลายเดือนก่อน +1

    One of the best episode 🎉👏👏👏👏

  • @creative5846
    @creative5846 4 หลายเดือนก่อน +187

    Literally brother i dont know about others but i cried a lot for his loss😭😭Don't know what odisha's future will be without him😭😭... I've never supported any political party but this time it seems and feels like a huge personal loss😭😭...He'll be our forever loved CM💜💜💜💜we love you from the core of our hearts our dearest Naveen Sir💜💜💜

  • @Jaijagganathh
    @Jaijagganathh 3 หลายเดือนก่อน +123

    ମୁଁ ନବୀନ ବାବୁ ହାରିବା ର ମୁଖ୍ୟ ଦୋଷ ଦେବି ତାଙ୍କ ଦଳୀୟ ନେତା ଓ କର୍ମୀ ଓ ଗାଆଁ ଗାଁ ରେ ବୁଲୁଥିବା କୁଜି ନେତା ମାନଙ୍କୁ ,,,ସେମାନେ ଧୀରେ ଧୀରେ ଲୋକଙ୍କ ଉପରେ ନିଜର ମନ ମାନି କରିବାକୁ ଲାଗିଲେ . Naveen Babu ଙ୍କର ସ୍ୱଚ୍ଛ ଶାସନ କୁ ସେମାନେ ମାଟିରେ ମିଶେଇ ବାରେ ଲାଗିଲେ ,,,ଲୋକ ମାନେ ନବୀନ ବାବୁ ଙ୍କୁ କେବେ ହରେଇବାକୁ ଚାହୁଁନଥିଲେ କିନ୍ତୁ ନିଜ ଅଞ୍ଚଳ ରେ ପରିବର୍ତନ ଆଣି ଭଲ ଲୋକ ଟିକୂ ଜିତେଇବା ଚକ୍କର ରେ ଆମେ ଆଜି ଏତେ ଭଲ ମୁଖ୍ୟମନ୍ତ୍ରୀ ଙ୍କୁ ହରେଇଲେ . ବିଜେଡି କର୍ମୀ ମାନଙ୍କ ର ସେଇ ଗର୍ବ ଅହଙ୍କାର ପାଇଁ ଆଜି ଏମିତି ଦିନ ଦେଖିବାକୁ ମିଳିଲା👍

    • @Poetrycreation-qp1ww
      @Poetrycreation-qp1ww 3 หลายเดือนก่อน +2

      Right but..aam Sarpanch sir bahut bhal

    • @Jaijagganathh
      @Jaijagganathh 3 หลายเดือนก่อน +5

      @@Poetrycreation-qp1ww ସମସ୍ତେ ଖରାପ ନୁହନ୍ତି ଦିଦି ,kichi ଭଲ ଲୋକ ଅଛନ୍ତି ସେ ଦଳ ରେ ଯିଏ କି ନିଜ ଅଞ୍ଚଳ ର ରୂପ ରେଖ ବଦଳାଇଛନ୍ତି ଏବଂ ଲୋକଙ୍କ ର ମନ ଜିତିଛନ୍ତି ....କିନ୍ତୁ କିଛି ଲୋକ ନିଜ ଗର୍ବ ଅହଙ୍କାର ରେ ଅନ୍ଧ ହୋଇ ଲୋକଙ୍କୁ ମଣିଷ ଭଳିଆ ବ୍ୟବହାର କରିନାହାନ୍ତି ,ଯାହା ଫଳରେ ଆଜି ଏମିତି ହେଇଛି

    • @trusarhati4932
      @trusarhati4932 3 หลายเดือนก่อน +3

      ​@@Jaijagganathh nahi Bhai sabu kharab

    • @BapikumarPradhan-wc6lx
      @BapikumarPradhan-wc6lx 3 หลายเดือนก่อน +2

      right

    • @SasmitaMaharana-us5dz
      @SasmitaMaharana-us5dz 3 หลายเดือนก่อน +2

      Pura thik katha

  • @rajneeshkumar1303
    @rajneeshkumar1303 3 หลายเดือนก่อน +5

    ଓଡିଶାବାସୀ ଜଣକ ଉପରେ ରାଗି କି ନବୀନ ସାର ଙ୍କୁ ହରେଇଦେଲେ 😔.. ନବୀନ ପଟନାୟକ ଭଳି କେହି ହେଇପାରିବେ ନାହିଁ, ବହୁତ CM ଆସିବେ ଆଉ ଯିବେ ହେଲେ ନବୀନ ପଟନାୟକ ଙ୍କ ଭଳି କିଏ ହେଇପାରିବନି l ମମତା, ଯୋଗୀ, ଅଖିଳେଶ, ଜେଜ୍ରିୱାଲ, ନୀତିଶ କୁମାର,ଯେତେ ନେତା ଅଛନ୍ତି କେହି ବି ନବୀନ ପଟନାୟକ ଭଳି ହେଇପାରିବେନି l😭

  • @ChinmayeeDas-n2l
    @ChinmayeeDas-n2l 3 หลายเดือนก่อน +6

    ଓଡ଼ିଶାବାସୀ ପଣ୍ଡିଆନ ଙ୍କ ଉପରେ ରାଗି ବିଜେପି ରେ ଭୋଟ ଦେଇଦେଲେ ନବୀନ ବାବୁ ହାରିବା ପରେ ସେଇମାନେ ଜାଣିଛନ୍ତି କେତେ କଷ୍ଟ ହେଉଛି ଆଉ କେତେ ଅସୁବିଧା ସବୁ ହଉଛି

  • @nirmalbn9395
    @nirmalbn9395 4 หลายเดือนก่อน +46

    ଭାଇ କିନ୍ତୁ ଅନ୍ଧ ଭକ୍ତ କୁ ବୁଜେଇହବନି jay bjd 💚 Jay nabin patnayak ❤❤❤ u r the best cm in the world sir 🙏

    • @Villager_mind
      @Villager_mind 4 หลายเดือนก่อน +2

      He deserves a good fairwell not defeat,and I think before this election he quit poltics. he is a great leader but now his age and health condition not perfect for this

    • @niranjan12362
      @niranjan12362 4 หลายเดือนก่อน +2

      ଭାଇ ରେ ଅନ୍ଧ ଭକ୍ତ ଏବେ ବୁଝିବେ ତାଙ୍କ ପରିବାର ବି ନବୀନ ସୁବିଧା ପାଉଥିଲେ ଏବେ ତ ମୋଦି ଆସିକି ଘରେ ଘରେ ବୁଲିକି ସୁବିଧା ଦେବନି ନା.... ଖାଲି ରହିଲା ଅପାକ୍ଷିଆ

    • @vijayamb2867
      @vijayamb2867 4 หลายเดือนก่อน

      ନବୀନ ପଟ୍ଟନାୟକ କି ବିଜେଡି ନେତା ମାନେ ଖରାପ ନୁହଁନ୍ତି । ସବୁ ଗାଁ ରେ ଯୋଉ କୁଜି ନେତା ମାନେ ଅଛନ୍ତି ସେମାନଙ୍କ ପାଇଁ ବିଜେଡି ଓଡ଼ିଶା ରେ ହରିଗଲା।

    • @BiswajitPradhan-sl4gm
      @BiswajitPradhan-sl4gm 3 หลายเดือนก่อน

      Abousetly right 👍::love you Naveen sir

  • @debasishcsmpl
    @debasishcsmpl 2 หลายเดือนก่อน

    Beautiful Presentation 👍

  • @Odiagirl7
    @Odiagirl7 3 หลายเดือนก่อน +9

    I am writing this comment with my tearful eyes. From my birth to now ...I have seen MR NAVEEN PATTNAIK's Odisha .....I am preparing a long journey to serve this nation and MR NAVEEN SIR is my inspiration.... whenever i felt am getting out of my aim ....at each time I have convinced my mind that if you will be successful, you will be able see your inspiration at your own eyes and you can get chance to talk to him , Since last three days am heavily stressed how my inspiration will face this situation, may God give him much much of strength. I am not personally connected to BJD /BJP but i am personally connected to Mr Naveen Sir 🙏🙏🙏

  • @glamgirlchannel
    @glamgirlchannel 4 หลายเดือนก่อน +17

    ଯେତେ ଚେଷ୍ଟା କଲେ ମଧ୍ୟ ନିଜ କୋହକୁ ଅଟକେଇ ପାରୁନି
    ଯେମିତି ଲାଗୁଛି ବିଶ୍ୱାସକୁ କେହି ଛଡେଇ ନେଇଛି 😢😭💔❤️🙏

  • @ChinmayeeDas-n2l
    @ChinmayeeDas-n2l 3 หลายเดือนก่อน +13

    ନବୀନ ପଟ୍ଟନାୟକ ଙ୍କ ଭଳି ଆଉ କୋଉ ବି ନେତା ଏମିତି ନିଷ୍ଠାପର ଭାବରେ କାମ କରିବେ ନାହିଁ

  • @mithunabhoi8732
    @mithunabhoi8732 3 หลายเดือนก่อน

    ନବୀନ ପଟ୍ଟନାୟକ🙏🙏❤❤

  • @WorldofManash
    @WorldofManash 4 หลายเดือนก่อน +52

    ନବୀନ ବାବୁ ବହୁତ ଭଲ କାମ କରିଛନ୍ତି । କିନ୍ତୁ ଶିକ୍ଷକମାନଙ୍କ ପ୍ରତି ବହୁତ୍ ଅନ୍ୟାୟ କରିଛନ୍ତି ।
    - Contractual system abolish କରି ନାହାନ୍ତି ।
    - ୨୦୧୭ରୁ Junior teacher recruitment ବାହାର କରି ନ ଥିଲେ ।
    - Block grant teacher ଙ୍କୁ ସମ୍ପୂର୍ଣ୍ଣ ଅଣ ଦେଖା କରିଛନ୍ତି ।
    - ବହୁତ୍ ସାରା primary school କୁ ବନ୍ଦ କରି ଦେଇ ଥିଲେ ।

    • @jollybhatta7097
      @jollybhatta7097 4 หลายเดือนก่อน

      👍

    • @ChandanA409
      @ChandanA409 4 หลายเดือนก่อน +4

      Bhai .... contractual system ru permanent kareichantii aau katha rahila junior teacher recruitment kemitii bahar karibe jetablee ki school ra pila. Nhin nahantii..

    • @WorldofManash
      @WorldofManash 3 หลายเดือนก่อน +1

      ​@@ChandanA409
      High school teacher ମାନଙ୍କ ପାଇଁ Contractual system ଉଠେଇଛନ୍ତି ।
      Primary school teacher ମାନଙ୍କ contractual system ଉଠେଇ ନାହାନ୍ତି ।
      କେବଳ contractual system ର ନାଁ ବଦଳେଇକି Schematic କରି ଦେଇ ଛନ୍ତି

    • @sambitsingh8012
      @sambitsingh8012 3 หลายเดือนก่อน +1

      Kiye bhi bhala nuhanti NEET exm scam centre chup.

    • @puchku6046
      @puchku6046 3 หลายเดือนก่อน

      ​@@ChandanA409ସରକାରୀ ବିଦ୍ୟାଳୟ କୁ କାହିଁକି ପିଲା ଯାଉନାହାନ୍ତି ??କାହିଁକି ବେସରକାରୀ ମୁହାଁ ହୋଉଛନ୍ତି?

  • @ramamanibiswal9082
    @ramamanibiswal9082 2 หลายเดือนก่อน

    Thank you for your beautiful and right analysis for Nabin sir. Really heart touching.

  • @saloninayak39
    @saloninayak39 4 หลายเดือนก่อน +14

    No matter lose or win, We can not forget the hard work of our honourable CM Sri Naveen Patnaik sir...Huge respect for the irreplaceable and unbeatable legendary leader...

  • @ShivanshuloveMBvlogs
    @ShivanshuloveMBvlogs 3 หลายเดือนก่อน +2

    Thik kahichh bhai 😢

  • @SanghamitraNaik-xk7gs
    @SanghamitraNaik-xk7gs 3 หลายเดือนก่อน +5

    ମୁଁ ସତରେ ବହୁତ ଦୁଃଖିତ ଭାଇ 😭 ନବୀନ sir ଙ୍କ ପାଇଁ

  • @Dragonwarrior23
    @Dragonwarrior23 3 หลายเดือนก่อน

    Brother, you explained it with fact and logic.

  • @mrlipun408
    @mrlipun408 4 หลายเดือนก่อน +33

    Bhai Mun Mo Life Re Kebe Bi Ete Sad Feel Karinathili But Aji Naveen Sir Nku Haribar Dekhi Ki Bahut Sad Lagichi Bhai 😭😭😭😭😭

  • @gourangasahu-sy1jk
    @gourangasahu-sy1jk 3 หลายเดือนก่อน

    Super news bhai

  • @savetreesavelife4356
    @savetreesavelife4356 4 หลายเดือนก่อน +83

    ରାଜା ଙ୍କର ପରାମର୍ଶ ଦାତା ଯଦି ରାଜାଙ୍କୁ ଭୁଲ ପରାମର୍ଶ ଦିଅନ୍ତି ତେବେ ରାଜାଙ୍କର ପତ୍ତନ ହୋଇଥାଏ ଏହା ପିତା ମହ ଭୀଷ୍ମ କହିଥିଲେ, ସେ ଯେତେ ଭଲ ରାଜା ହେଈଥାଉ ନା କାହିଁକି ।

    • @relaxinglife1067
      @relaxinglife1067 4 หลายเดือนก่อน +2

      Up re same katha re achi ki??

    • @niksharma-ol8ii
      @niksharma-ol8ii 3 หลายเดือนก่อน +1

      ​@@relaxinglife1067 Han. Jadi Raja nku information dauthiba loka bhul information die .. kn haba au ?

    • @relaxinglife1067
      @relaxinglife1067 3 หลายเดือนก่อน +1

      @@niksharma-ol8ii same applicable for bjp in up

    • @saisuja3858
      @saisuja3858 3 หลายเดือนก่อน +2

      ରାଜା ଡ୍ରିଙ୍କ କରିକି ଶୋଇଲେ କଣ ହେବ

    • @relaxinglife1067
      @relaxinglife1067 3 หลายเดือนก่อน

      Navin nivas re kama karuthila bodhe ....

  • @elinadibyajyotipradhan5971
    @elinadibyajyotipradhan5971 4 หลายเดือนก่อน +17

    Diil se kahuchi bhai bahut dukha,kanda au kasta laguchi😭😭😭. Really U are great sir ,Au dill se kahuchi He Nabin Babu ame tuma fan🙏🙏🙏

  • @asutoshpalai62
    @asutoshpalai62 3 หลายเดือนก่อน +3

    💯 correct

  • @devilskk1955
    @devilskk1955 3 หลายเดือนก่อน +8

    ନବୀନ ବାବୁ ଆମ ଓଡିଶା ପାଇଁ କଣ ନ କରିଛି ସବୁ କରିଛି ❤💚

    • @Kalingatraveller636
      @Kalingatraveller636 3 หลายเดือนก่อน

      5 ta example de nabin ra odisha pain bikas ra ??? Khali hockey & magana schemes ku chadi ..👈👈👈👈

    • @Cricket_lover_96683
      @Cricket_lover_96683 2 หลายเดือนก่อน

      ​@@Kalingatraveller6361-pila mana nka patha padha 2- odisha basi nka pain bsky card 3-exam pain Paisa no diposit 4-rasan 5-jete Banya batya asile loka mana nku relief jogeiba 6- batya gacha re padi thiba asiki loka mana nka subidha Kariba

  • @Asmit_Anubhaba14
    @Asmit_Anubhaba14 4 หลายเดือนก่อน +7

    Naveen sir always be in our heart❤ Nobody can take his place really we miss the legend 🙏🙏🙏

  • @AkankshyaSahu-dl4ob
    @AkankshyaSahu-dl4ob 4 หลายเดือนก่อน +70

    Naveen Sir, ଆପଣଙ୍କ ଓଡ଼ିଶାବାସୀ ଆଜି ଖୁସି ନାହାଁନ୍ତି 😢

    • @gajaboy3498
      @gajaboy3498 3 หลายเดือนก่อน

      Khusi achnti tanku rest dei au pndua hatru rakya

    • @AkankshyaSahu-dl4ob
      @AkankshyaSahu-dl4ob 3 หลายเดือนก่อน

      @@gajaboy3498 Haan kush toh honge hi, tum jaise andh bhakt 🤡 akhir Naveen Babu ko haarane k liye itna kuchh Kiya, pata nhi kon kon si netas aagaye aur sirf aur sirf gandgi, jhuth, false allegations,negativity faila k chale gaye logon k Dil main.
      And Pandua Jo bol Raha hai tu mare Bhai he is V.K. Pandian and he was an IAS officer Jo shayad tu kabhi soch v nahi sakta and his contribution towards development of odisha is also remarkable. Aaj Jo tum yeh sab soch rahe ho aur bol rehe ho isme tumhari koi galati nahi, vo log aake Jo bol k chale gaye tum log andh ki tarah wahi man ne lag gaye so come to the reality man!!

    • @akdehuryakdehury8489
      @akdehuryakdehury8489 3 หลายเดือนก่อน

      ​@@AkankshyaSahu-dl4ob hindi ତତେ ଗାଣ୍ଡିମାରୁଛି ବୋଧେ

  • @djfamily4401
    @djfamily4401 4 หลายเดือนก่อน +22

    Fast View Love From Angul ❤

  • @susantakumarbadatiya9667
    @susantakumarbadatiya9667 3 หลายเดือนก่อน

    Dil se salute mast

  • @dknodiaboy6477
    @dknodiaboy6477 3 หลายเดือนก่อน +4

    ନବିନ sir ହାରିଲେ ଲାଗୁଛି କିଛି ଗୋଟେ ହଜିଯାଇଛି

  • @manojsahu-sr4br
    @manojsahu-sr4br 3 หลายเดือนก่อน +2

    Excellent presentation 👏 👌 👍

  • @Aditya-vd8vp
    @Aditya-vd8vp 3 หลายเดือนก่อน +3

    New ODISHA back bone - naveen patnayak
    And now some international label development - pandiyan
    But some people are don't know about pandiyan 🥺. But i always respect this person ❤

  • @tamnna4992
    @tamnna4992 2 หลายเดือนก่อน

    Excellent truth 👍 keep it up. Nice analysis

  • @rutuparnajena5045
    @rutuparnajena5045 4 หลายเดือนก่อน +3

    Thank you so much mo bhai💖miss you so much navin sir😭😭😭😭😭😭😭😭😭😭😭😭

  • @mukeshpanda23
    @mukeshpanda23 3 หลายเดือนก่อน +1

    Bhai Best video I ever seen in your playlist….. no word to say 😢 .

  • @Lippy773
    @Lippy773 3 หลายเดือนก่อน +9

    ମୋ ବୟସ ଠାରୁ ବି ଅଧିକା ନବୀନ ପଟ୍ଟନାୟକ ଆମ ଓଡ଼ିଶାକୁ ଶାସନ କରିଛନ୍ତି ଆଜି ବହୁତ ଦୁଃଖ ଲାଗୁଛି କି ତାଙ୍କର କର୍ମୀମାନଙ୍କର ଖରାପ ପ୍ରଭାବ ଯୋଗୁଁ ଆମେ ଗୋଟେ ମହାନ୍ ନେତାକୁଁ ହରାଇ ବସିଲେ ଯେଉଁମାନେ କହିଛନ୍ତି ନବୀନ ପଟ୍ଟନାୟକ କରିଛନ୍ତି କଣ ସେମାନଙ୍କୁ ମୋର ଗୋଟିଏ ପ୍ରଶ୍ନ ଯେ ନବୀନ ପଟ୍ଟନାୟକ କରିନାହାନ୍ତି କଣ ଶେଷରେ ଏତିକି କହିବି ❤"ହେ ନବୀନବାବୁ ଆମେ ତମ ଫ୍ୟାନ"❤️

    • @mysterioussonu
      @mysterioussonu 3 หลายเดือนก่อน

      😂😂😂

    • @mysterioussonu
      @mysterioussonu 3 หลายเดือนก่อน

      Cry more cry more 😂😂😂

  • @pravakarparida8733
    @pravakarparida8733 3 หลายเดือนก่อน

    The real hero ନବିନ

  • @jaynaik1872
    @jaynaik1872 4 หลายเดือนก่อน +5

    All time fev .... Naveen sir 🥺❤️

  • @sunilkumarmajhi6706
    @sunilkumarmajhi6706 3 หลายเดือนก่อน

    Naveen Patnaik Jindabad. Jindabad jindabad Naveen Patnaik Jindabad🙏🙌

  • @asishkumarmaharana7229
    @asishkumarmaharana7229 3 หลายเดือนก่อน +11

    କମେଣ୍ଟ ରେ ବହୁତ ଲୋକ ଦୁଃଖ ଭରା କମେଣ୍ଟ ଦେଇଛନ୍ତି, ହେଲେ ଯଦି ଏତେ ଦୁଃଖ ଲାଗୁଚି ତୁମକୁ ତାହାଲେ ବିଜେପି ଏତେ ଭୋଟ ପାଇଲା କେମିତି?
    ଆଉ ଗୋଟେ କଥା ଯେହେତୁ ନବୀନ ବାବୁ 25 ବର୍ଷ ଥିଲେ ସେମିତି ଯଦି ଆଉ କୋ ଲୋକ ଙ୍କୁ ଦିଆ ଯାଏ ସେତେବେଳେ ବି ସବୁ ଲୋକ ଙ୍କୁ ଏମିତି feel ହବ.

  • @vickyfitt503
    @vickyfitt503 3 หลายเดือนก่อน

    Really Hero Naveen sir ❤❤❤❤

  • @odishakitchendiaries3603
    @odishakitchendiaries3603 4 หลายเดือนก่อน +7

    Bisal hrudayar CM🙏Katha Kam Kama adhik karuthile sethipai bodhe.....ethi Kam Kam katha adhik darkar.after all Naveen Pattnaik jindabad 🙏pray for his good health 🙏

  • @srabanisrabani5734
    @srabanisrabani5734 3 หลายเดือนก่อน +2

    Naveen Pattnaik sir...u are coverd a special sit for every people of odisha..... heart's of for uh and ur works....gonna miss uh sir ...🥺❤️😥😥

  • @smrutirekhakhuntia6602
    @smrutirekhakhuntia6602 3 หลายเดือนก่อน +10

    Naveen sir apana hari ki baji mat karinele, jiti thiba loka ku sabu khojanti kintu hari jai thiba loka pain kandiba jibanre 1st time pain dekhili. Kali jou history ama agami pidhi mane padhibe se history re ame binchiche aau taku dekhiche boli proud ra saha kahibkahibu
    .ଆମ ଓଡ଼ିଶା ପାଇଁ ଆପଣଙ୍କ ଅବଦାନ ଅତୁଳନୀୟ.ଛୋଟ ରୁ ଆଜି ଯାଏଁ କେବଳ ଆପଣଙ୍କୁ ହିଁ ମୁଖ୍ୟମନ୍ତ୍ରୀ ରୂପରେ ଦେଖିଛି। ଓଡ଼ିଶା ଆଉ ଆପଣ ଦୁଇ ଜଣ ଦୁହିଁଙ୍କ ପୁରକ। ଆପଣଙ୍କ ବିନା ଓଡ଼ିଶାର କଳ୍ପନା କରିବା କଷ୍ଟ ଲାଗୁଛି। କେବଳ ଓଡ଼ିଶା କି ଓଡ଼ିଶାବାସୀ ନୁହନ୍ତି ସାରା ଭାରତରେ ଆପଣ ସମସ୍ତଙ୍କ ପ୍ରିୟ ଆଉ ଜଣେ ଭଲ ମୁଖ୍ୟମନ୍ତ୍ରୀ। ଆପଣ ଏମିତି ଜଣେ ଜନନାୟକ, ଯେ କି କେବେ ବି କୋଉ ଦଳ ବିରୁଦ୍ଧରେ କି କୌଣସି ନେତା ମନ୍ତ୍ରୀଙ୍କୁ କି କାହାକୁ ବି ଅଭଦ୍ରାମି କି ଅସଭ୍ଯ କଥା କହି ନାହାନ୍ତି, କାହାରି କୁ ଅପମାନ କି ଆକ୍ଷେପ କରି କିଛି କହି ନାହାଁନ୍ତି। ବାହାରୁ ନେତା ଆସି ଆପଣଙ୍କୁ ଓ ଆପଣଙ୍କ ବିରୁଦ୍ଧରେ ବହୁତ କିଛି କହିଲେ, ସେ ସବୁକୁ ବି ହସି ହସି ଗ୍ରହଣ କଲେ। ଆପଣଙ୍କ ଲୋକମାନେ ଆପଣଙ୍କୁ ନିନ୍ଦା କଲେ, ଅପମାନ ଦେଲେ, ବେଇମୀନି କଲେ, ତାକୁ ବି ହସି ହସି ଗ୍ରହଣ କଲେ ଆଉ ପଦରୁ ଇସ୍ତଫା ଦେଲେ, ନା କିଛି ରାଗ ନା ଅଭିମାନ କଲେ, ଇସ୍ତଫା ଦେବା ସମୟରେ ବି କହିଗଲେ, ଆଜି ବି ଆମ ସହ ଆପଣ ଅଛନ୍ତି, ଆଗକୁ ବି ରହିବେ। ଏମିତି ନିଷ୍ଠାପର କିଏ ହେଇ ପାରିବ।
    ଆପଣ ଓଡ଼ିଆ କହି ପାରୁ ନାହାଁନ୍ତି ବୋଲି ବାହାର ନେତା ରୁ ଓଡ଼ିଶା ବାସୀ ପରିହାସ କରୁଛନ୍ତି, କିନ୍ତୁ ଏଇ ଓଡ଼ିଶା ବାସୀ ଓଡ଼ିଆ ଜାଣିକି ବି, ହିନ୍ଦୀ ଇଂଲିଶ୍ ଚୋବଉଛନ୍ତି, ଲାଜ କରୁଛନ୍ତି ଓଡ଼ିଆ କହିବାକୁ, ତାଙ୍କ ମା ବାପା ବି ହିନ୍ଦୀ ଇଂଲିଶ୍ ରେ କଥା କହିବାକୁ ଶିକ୍ଷା ଦେଉଛନ୍ତି। ବାହାର ରାଜ୍ଯ କି ଦେଶରେ ଓଡ଼ିଆ ଲୋକ ଦେଖା ହେଲେ ବି ହିନ୍ଦୀ ଇଂଲିଶ୍ ରେ ନହେଲେ ସେଠାକାର ଭାଷା ରେ କଥା ହେଉଛନ୍ତି। ଏ ସବୁ ଖରାପ ଲାଗୁନି???
    ମୁଁ ପାର୍ଟି କଣ କିଏ କଣ ଜାଣିନି। କି କାହା ବରୂଦ୍ଧରେ କିଛି କହି ପାରିବିନି ଆଉ ଏଇ କଥା ଆପଣ ଶିଖେଇ ଗଲେ। ମୁଁ ରାଜନୀତି କହଲେ ଦୁଇଟି ଲୋକଙ୍କୁ ଜଣେ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଶ୍ରୀ ନବୀନ ପଟ୍ଟନାୟକ। ପ୍ରଭୁ ଜଗନ୍ନାଥ ଓ ଶ୍ରୀ ନବୀନ ପଟ୍ଟନାୟକ ନାଁ ହିଁ ଯଥେଷ୍ଟ ଓଡ଼ିଆ ବୋଲି ପରିଚୟ ଦେବାକୁ।
    "ବିନାଶ କାଳେ ବିପରୀତ ବୁଦ୍ଧି " ଜୟ ଜଗନ୍ନାଥ 🙏❤

    • @basantajena5502
      @basantajena5502 3 หลายเดือนก่อน

      Prakrutare. Aama.odisare.2.ti.naa.prabhu.Jaganatha.aau.aama.Nabinsir.aau.koubi.neta.odisara.c.m.huaantu.matching.habani.jetehele.Nabinsir.nabin.tanka.jaga.kehibi.neiparibeni.7.janama.pai.Very.good.great.N.O.1.C.M.in.india.only.in.1.Nabinsir.🙏🙏🙏🙏🙏🙏🙏🙏🙏

  • @abhijitmishra8188
    @abhijitmishra8188 3 หลายเดือนก่อน

    9:00 the point you said absolutely right

  • @laxmi_48
    @laxmi_48 4 หลายเดือนก่อน +71

    ଓଡିଶାବାସୀ ଦିନେ ନ ଦିନେ ଅନୁତାପ କରିବେ ନବୀନ ବାବୁ ଙ୍କୁ ହରେଇକି

    • @manojmathan4438
      @manojmathan4438 4 หลายเดือนก่อน +1

      Right 👍

    • @darkfantasy400
      @darkfantasy400 4 หลายเดือนก่อน +1

      Kn pain anutap karibe kn bhul kale Nabin Pattanaik au rajya chaleiba abastare nahanti sekatha kn bujhiba baki achhi odisha loka manankara Odisha ra development kemiti haba , education system kipari sudhuriba sekatha chinta karantu

    • @shridharsahoo4006
      @shridharsahoo4006 4 หลายเดือนก่อน +3

      ନବୀନ ପଟ୍ଟନାୟକ ବିଷୟରେ କିଛି ଜାଣିନୁ ପ୍ରକୃତରେ ନବୀନ ନିଜ ଆସନ ପାଇଁ ଯୌମାନେ ବି ଜେ ଡି ଦଳ ଗଠନ କରି ତାକୁ ରାଜନୀତି କୁ ଆଣିଥିଲେ ସେମାନଙ୍କ ରାଜନୈତିକ ଭବିଷ୍ୟତ ନଷ୍ଟ କରିବାରେ ନବୀନ କୋଉ କସର୍ ବାକି ରଖିନାହି ଆଊ ଏବେ କହୁଚ end of era ନବୀନ ଯୁଗ ଶେଷ ନବୀନ କଣ କୋଉ ମହାପୁରୁଷ ମହାପୁରୁଷ ଙ୍କ କାମ କଂପଛ ପଟୁ ଛୁରୀ ମାରିବା

    • @darkfantasy400
      @darkfantasy400 4 หลายเดือนก่อน +1

      Khani loot tharu arambha kariki corruption , Odisha ra loka dadan khatibaku bahar State ku jauchanti , gote gote gaon re Pani na line nahi kete problem Nabin Pattanaik best cm lekhidele heijaeni as a cm seta tanka responsibility se karibeni ta kie karibe kn ame karibu

    • @smrutirekhabehera7453
      @smrutirekhabehera7453 4 หลายเดือนก่อน +1

      Eve andh bhakt mane asi galeni

  • @thebhabeshkumarofficial8037
    @thebhabeshkumarofficial8037 3 หลายเดือนก่อน +1

    Luv u NAVEEN BABU💚

  • @SPEED_BIKE-R
    @SPEED_BIKE-R 4 หลายเดือนก่อน +30

    5:54 🗣️ ଖାଲି ଦେଖି ବାର ବାକି ରହିଲା ମୋଦି କଣ କରୁଛନ୍ତି ? 🙂
    🇮🇳 JAY HIND 🇮🇳

    • @gajaboy3498
      @gajaboy3498 3 หลายเดือนก่อน +1

      Har har modi

  • @saanvisona5988
    @saanvisona5988 3 หลายเดือนก่อน

    Yes....he is Always in our heart....

  • @ranjannaik4786
    @ranjannaik4786 4 หลายเดือนก่อน +6

    Sir nka upre gote movie kale kamite huanta❤

  • @SapanSahu-cs2pl
    @SapanSahu-cs2pl 2 หลายเดือนก่อน

    ନବୀନ ବାବୁ 🙏🙏🙏❤️❤️

  • @sritamvlogs1730
    @sritamvlogs1730 3 หลายเดือนก่อน +4

    ଭାଇ ତମେ ଭାରି ଚୁତିଆ, ଏ ଭିଡିଓଟି ଇଲେକ୍ସନ ଆଗରୁ କରିବାରଥିଲା... But... I love naveen sir🙏🏻

  • @ashispradhan1511
    @ashispradhan1511 3 หลายเดือนก่อน

    Naveen sir is gerd love you Naveen sir

  • @Tanmaya_online
    @Tanmaya_online 4 หลายเดือนก่อน +4

    ଭାଇ ଆପଣ ଯାହା କହିଲେ ନିରାଟ ସତ
    ନବୀନ ସାର ଆମ ହୃଦୟ ରେ ଅଛନ୍ତି
    କିନ୍ତୁ ଓଡିଶା ରେ ନବୀନ ସରକାର ର ରାଜୁତି ଚାଲିଥିଲା
    ବୈଜୟନ୍ତ ପଣ୍ଡା, ପ୍ରଦୀପ ପାଣିଗ୍ରାହୀ ଭଳି ବଡ ବଡ ନେତା ଙ୍କୁ ପଦବୀ ରୁ ବିତାଡିତ କରିଦେଲେ
    ଗଞ୍ଜାମ ର ନେତା ରମେଶ ଜେନା
    ତାଙ୍କ ନାଁ ରେ 60 case ଅଛି, ସବୁ ମିଛ
    ସେ ସାନଖେମୁଣ୍ଡି ର ଘରେ ଘରେ ପରିଚିତ
    ମୁଁ ଵି ଗଞ୍ଜାମ ର, ମୁଁ ତାଙ୍କ ସଂସ୍ପର୍ଶ ରେ ଆସିନି
    କିନ୍ତୁ ସେ ଏମିତି ଗୋଟେ ନେତା
    ଛୋଟ ଆକ୍ସିଡେଣ୍ଟ ହେଲେ ଵି ଲୋକ ଙ୍କ ଘରେ ପହଞ୍ଚନ୍ତି, ତାଙ୍କୁ ଏଇ ସରକାର ମିଛ case ରେ ଫସେଇ ଦେଲା
    ଗୋଟେ ପଟେ ପ୍ରଦୀପ ପାଣିଗ୍ରାହୀ ଆଉଗୋଟିଏ ପଟେ ବୈଜୟନ୍ତ ପଣ୍ଡା ପଣ୍ଡା ଙ୍କୁ ଦଳରୁ ବିତାଡିତ,ଆଉଗୋଟିଏ ପଟେ କନକ ଟିଭି ପୂର୍ବତନ ସମ୍ପାଦକ ସୌମ୍ୟରଂଜନ ତାଙ୍କୁ ଵି ମିଛ case ରେ ଫସାଗଲା।
    ଏମିତି କାମ ଯୋଗୁଁ ଦଳ ଦଳ ଭିତରେ ବିଭାଜନ ହେଲା
    ପରେ ଆସିଲେ IAS V. k ପାଣ୍ଡିଆନ
    ସେ ପୁରାପୁରି ବିଗାଡି ଦେଲେ
    ବହୁତ ନିୟୁଜ channel argus ଏଡିଟର
    Durgasis ଭାଇ, focus plus ଏଡିଟର
    ଓଟିଭି ଭଳି ଚ୍ୟାନେଲ ରେ ପଶି ଗୁଣ୍ଡଗର୍ଡି
    କରିବା ମଧ୍ୟ ମହଙ୍ଗା ପଡିଥିଲା
    ବିଜେଡି କୁ
    ସମସ୍ତେ ବିପକ୍ଷ ରେ ନିୟୁଜ ପ୍ରସାରଣ କଲେ
    ଲୋକଙ୍କ mindwash ଵି ହେଇଗଲା
    😅😅

  • @DeepaDeepa-im3ii
    @DeepaDeepa-im3ii 3 หลายเดือนก่อน

    Love you Naveen sir

  • @_ODISHA_TOKA_738
    @_ODISHA_TOKA_738 4 หลายเดือนก่อน +7

    ଜୟ ବିଜେଡି, ଜୟ ନବୀନ,ଜୟ ପାଣ୍ଡିଆନ ଯିଏ ଯାହା କହିଲେ ବି ମୁ ବିଜେଡି fan ❤❤❤❤❤❤❤❤❤❤🙏🙏

    • @somesh_max
      @somesh_max 4 หลายเดือนก่อน

      Jay pandiyan chi thu

    • @Badmanbhadrak
      @Badmanbhadrak 4 หลายเดือนก่อน

      Bala na

    • @LambodarBarsa
      @LambodarBarsa 3 หลายเดือนก่อน

      ସାବାସ୍.... Pandian କୁକୁର ପାଈଁ ବି ଜୟ ଛି 😅😅😅

  • @ritamohanty7586
    @ritamohanty7586 3 หลายเดือนก่อน

    You are Right

  • @LABfanNitu
    @LABfanNitu 4 หลายเดือนก่อน +8

    Ete loka Miss karuchhanti aau sad feel karuchhanti mate ta laguchhi kichhi ghotala hei jaichhi na hele aama nabin Babu hariba loka nuha

    • @creativeman909
      @creativeman909 4 หลายเดือนก่อน +1

      No Ma'am loka ebe sina support karichhanti hele samaste change pain hin bjp ku vote deichanti.....mora bahut te frnd bjp ku changes pain vote deichanti hele semane ebe regret karichhanti, semane nije kahuchanti😢

    • @gajaboy3498
      @gajaboy3498 3 หลายเดือนก่อน

      Kou miss lko fekni jne 25 klni au jne kru sea abe rest nba Katha kintu tanka loovo tanku grass kla au tarejitibi mote kehi hreiparibeni

  • @yudhisthir123
    @yudhisthir123 3 หลายเดือนก่อน

    Bjd🥦Naveen babu maja sangrami Jay Naveen🌹🌹🌹🌹🌹🌹🌹🌹🌹

  • @prajuktamohanty8956
    @prajuktamohanty8956 4 หลายเดือนก่อน +6

    Sm here😭I still have tears in my eyes and pain in my heart, as if his hand has gone from our heads and this loss feels like a personal loss😭😭😭I still can't accept it.....Our beloved CM,he is a diamond fr us❤.....He will forever remain in our hearts as the great leader nd as a best CM.....😣🙏Lastly a huge salute nd thank to you fr what u gave us...I have no more words to write for him😭😭🙏🙏

  • @JashodaGuddi
    @JashodaGuddi 3 หลายเดือนก่อน

    Thik kahila.. 👍👍

  • @chinmayakumardash6040
    @chinmayakumardash6040 3 หลายเดือนก่อน +3

    Good bye is always pain full.But a man have a retirement age .After retirement age man becomes a toy . Naveen Pattnaik was a great leader till when he mentally. healthy. Naveen Pattnaik is a great leader no doubt but 98% MLAs are dishonest so, that odisha can not give justice any victims .may Naveen have a simple life style but most of the MLAs are luxurious life
    style like 1cores expensive cars & etc .. They put Naveen Pattnaik as a sample/ Catlog and win ..Now Naveen Pattnaik is completely free God may bless him & enjoy the rest of the days of life.

  • @SubhamsahuSubhamsahu-vq7ky
    @SubhamsahuSubhamsahu-vq7ky 2 หลายเดือนก่อน

    ଆଜ୍ଞା ଗୋଟିଏ ମୂଲ୍ୟବାନ ଜିନିଷ ର ମୂଲ୍ୟ ସେତେବେଳେ ବୁଝପଡ଼ିଥାଏ ଯେତେବେଳେ କି ସେହି ଜିନିଷ କୁ ଆମେ ହଜେଇ ଦେଇଥାଉ ।। 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @himanshusahu7441
    @himanshusahu7441 4 หลายเดือนก่อน +11

    Miss you nabin 💚 💚 💚 sir love you sir❤❤❤

  • @khirodprusty5444
    @khirodprusty5444 2 หลายเดือนก่อน

    No -1 Nabeen sir ❤❤❤❤❤❤❤❤❤❤❤❤

  • @arjunbehera2391
    @arjunbehera2391 3 หลายเดือนก่อน +10

    Naveen Sir ଙ୍କୁ ହରେଇବାକୁ ଯାଇ UP ହାରିଗଲେ..... 😂 କର୍ମର ଫଳ ଅବଶ୍ୟ ମିଳିବ....

  • @rakeshpradhan6972
    @rakeshpradhan6972 3 หลายเดือนก่อน

    Jay Nabin 🙏
    Miss You Sir 😊❤

  • @mousumiswain7342
    @mousumiswain7342 4 หลายเดือนก่อน +14

    Perfect kahila Bhai ♥️ no1 CM

  • @Gkworld-k1p
    @Gkworld-k1p 3 หลายเดือนก่อน

    You say the right points bro
    Really i miss you navin sir
    The real hero for odisha

  • @shabdasangrambarik3494
    @shabdasangrambarik3494 4 หลายเดือนก่อน +7

    You are irreplaceable and unbeatable..the greatest leader of all time...😢

  • @itz_queen_sony317
    @itz_queen_sony317 3 หลายเดือนก่อน

    Hands off Naveen sir

  • @sushreeipsitamohapatra318
    @sushreeipsitamohapatra318 4 หลายเดือนก่อน +9

    U r A real Educatednd,Matured nd so gentle Tushar vai🙏🏻🙏🏻;Anya mana nka valia apana Racism kaleni I'm soo happy for this....Ame bahut dukhita Navin Pattnaik Sir nku hareithibaru😭;Gote chora neta ta pai aji Odia loka mane Ete vala diamond ku hareidele😭!Sabubele Navin sir ama heart re rahichanti au rahibe🙏🏻🙏🏻

  • @FunygirlFunygirl
    @FunygirlFunygirl 3 หลายเดือนก่อน

    Right Bhai 💯 true words 😭😭😭😭😭😭😭

  • @abhisekparida472
    @abhisekparida472 4 หลายเดือนก่อน +5

    ଭାଈ ଓଡ଼ିଶା ବାସୀ ସୁନା ଖୋଜୁ ଖୋଜୁ କେତେ ବେଲେଜେ ଗୋଟିଏ ହୀରା ହରେଇ ବସିଲେ ଜାଣି ପାରିଲେ ନାହିଁ। Odisha lost in legendary man sri nabin pattnayak sir 💗 Jay nabin pattnayak Jay jagannath 🙏 Jay shree ram 🚩❤

  • @shuvendunayak3947
    @shuvendunayak3947 3 หลายเดือนก่อน

    Love u Naveen Sir 🙏🙏

  • @mrfunny14332
    @mrfunny14332 4 หลายเดือนก่อน +14

    ଯୋଉ ଜନତା ତାଙ୍କୁ 25 ବର୍ଷ ଶାସନ ଗାଦି ରେ ବସେଇ ଦେବତା ଭଳି ପୂଜୁଥିଲେ କିନ୍ତୁ ନବିନ ବାବୁ ହାରିବା ପଛରେ ସେଇ ଜନତା ଙ୍କ ଉପରେ ଦୋଷ ଲଦୁଚ ... ବା ଭାଇ ବା
    ନବୀନ ବାବୁଙ୍କ ଦୋଷ କିଛି ନାହିଁ ନା କହିବାକୁ ଇଛା ହେଲା ନାହିଁ…....
    ପ୍ରଧାମନ୍ତ୍ରୀ ରାମ ମନ୍ଦିର ନାଁ ରେ ଭୋଟ ମାଗୁଥିଲେ ନବୀନ ବାବୁ ବି ଜଗନ୍ନାଥ ମନ୍ଦିର ନାଁ ରେ ଭୋଟ ମାଗୁଥିଲେ......
    ପ୍ରଧାମନ୍ତ୍ରୀ ଙ୍କୁ ଅଯୋଧ୍ୟା ରେ ଭୋଟ ଦେଲେନି ବୋଲି ସେଠି ଲୋକଙ୍କ ଭୁଲ୍ ନାହିଁ ଓଡ଼ିଶା ରେ ନବୀନ ଙ୍କୁ ଦେଲେନି ବୋଲି ଓଡିଆ ଲୋକଙ୍କ ଭୁଲ୍...what a logic
    ତମେ ଭାବୁଛ ତମେ ସବୁ ଜାଣିଛ ଓଡିଆ ଲୋକ ସବୁ ବୋକାଚୋଦା

  • @active212
    @active212 2 หลายเดือนก่อน

    Thank Thank thank

  • @pintusahoo-informative
    @pintusahoo-informative 4 หลายเดือนก่อน +27

    Naveen ସାର୍ ହରିବାର ଆଉ ଗୋଟେ resion ତୁମ ପରିକା କିଛି ଟା influencer ମାନେ ବି ,ପଇସା ନେଇକି reels kala ଠିକ୍ ଥିଲା,ହେଲେ opposite party କୁ ceitisise କଲ,ଗାଳି କଲ,ବହୁତ୍ ଲୋକ କୁ ଲାଗିଲା emañe ତ ସବୁ ପଇସା ନେଇକି ତାଙ୍କ good facter gudaka khali kahuchanti,but lots of love for this man,he is legend,he is imotion of whole odisha

    • @manasnayak6236
      @manasnayak6236 4 หลายเดือนก่อน

      U are right bro

    • @routarabind3976
      @routarabind3976 4 หลายเดือนก่อน

      Right

    • @rashmirosalin2115
      @rashmirosalin2115 3 หลายเดือนก่อน

      Hariba pachhare Paisa khai bjp ku vote daba hin karana

  • @mrangulmedia6174
    @mrangulmedia6174 3 หลายเดือนก่อน

    I miss you navin sir

  • @nandininath8098
    @nandininath8098 4 หลายเดือนก่อน +11

    Jai jagannath 🙏

  • @omsairam2035
    @omsairam2035 3 หลายเดือนก่อน

    Super hero nabini sir❤

  • @OD05vloggerbikashkumar
    @OD05vloggerbikashkumar 4 หลายเดือนก่อน +31

    ଆରେ ଭାଇ ନବୀନ ସାର୍ ଙ୍କୁ କେହି ଖରାପ୍ କହୁନାହାନ୍ତି ନବୀନ୍‌ ସାର୍ ହାରିଲେ କେବଳ ପଣ୍ଡିଆନ୍ ଲାଗି ସିଏ କିଏ ଯେ ଆମ ଓଡ଼ିଶା କୁ ଶାସନ କରିବ କ'ଣ ପାଇଁ ତା ଇଛା ରେ ଓଡ଼ିଶା ଚାଲିବ

  • @UsharaniParida-x2z
    @UsharaniParida-x2z 3 หลายเดือนก่อน

    Mu sabubele Jagannath nka pakhre Prarthana karuchi Nabeen babu nka deha pura sustha rahu au 2029 re puni ama priya muskhya mantri huantu❤

  • @darkfantasy400
    @darkfantasy400 4 หลายเดือนก่อน +7

    Bhai tame jane Odia TH-camr hisabara tamaku disha lokanku eta kahiba katha agaku kn heba development kemiti haba ebe rost video karibaku topic mililani boli political party bisayare gyana delani tame eka educated eka Odisha katha bhabucha na kan Odisha re ete years jae Bjd sasan kala kn kn heichi seta matter kareni bujhila karana seta tanka kartabya semane kn tanka gharu tanka kharcha karuthile ki ama tax paisa ama Odisha re karcha hela kn adhika kale . Jane influencer hisabare tame kn kariba seta tame janicha hele election re loka kahaku vote debe kahaku debeni kie harila kie jitila kn pain sesabu bisayare emiti video baneiki tame kn au thare election kariba na kn ,kau sarkar thila kie asuchi seta matter kareni development haba darkar, We love our state ❤ODISHA❤.

  • @rockstarbalaram9812
    @rockstarbalaram9812 3 หลายเดือนก่อน

    Dil Se Love you❤ Nabin Babu❤

  • @myheart279
    @myheart279 4 หลายเดือนก่อน +4

    ଭାଈ ତୁମେ ଜାଣିନ କି ଦାଦନ ଶ୍ରମିକ ସବୁ ଓଡ଼ିଶା ପଳାଇ ଆସିଲେନି ତାଙ୍କ ଘର ଆଗରେ କମ୍ପାନୀ ହେଇଚି ଆଉ ସେ ମ୍ୟାନେଜର ଅଛନ୍ତି ମୋଦି ବାବୁ ଙ୍କର ବିକାଶ first ଅଛି ପା କଣ କରିବା ଡବଲ ଇଞ୍ଜିନ ସରକାର ନା ସେଥି ପାଇ 5 ବର୍ଷ ପରେ ଓଡ଼ିଆ ହେବ ଜାପାନ ସବୁ ଦେଖିବ ରେ 10 କ୍ଲାସ ରେ 198 ରଖି ଥିବା ପିଲା ଯଦି କହିବେ ଆମେ IAS ହେବୁ ତ ହେଲେ କଣ ହେବ

    • @creative5846
      @creative5846 4 หลายเดือนก่อน

      😂😂😂😂

    • @dipti____4066
      @dipti____4066 4 หลายเดือนก่อน +3

      ଯେଉଁମାନେ କହୁଥିଲେ ନବୀନ ବାବୁ surat ପଠାଉଛନ୍ତି,,,, ସେଇ ଲୋକ ଘରେ ବସି AC ଲଗାଇକି laptop ରେ କାମ କରିବେ ନୂଆ ମୁଖ୍ୟମନ୍ତ୍ରୀ ଆସିଲେ, ଜୟ ଜଗନ୍ନାଥ 🙏😅

    • @myheart279
      @myheart279 4 หลายเดือนก่อน

      @@dipti____4066 hm hm

    • @myheart279
      @myheart279 4 หลายเดือนก่อน

      @@dipti____4066 AC room nuha Ambani aasiki tanka ghare job Kari va

  • @Ekambabandparty
    @Ekambabandparty 3 หลายเดือนก่อน

    Miss you nabin sir 😢😢