ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କିପରି ପାଇବେ ଭକ୍ତ ? Suryanarayan RathSharma | Shree Mandira | Jay Jagannath

แชร์
ฝัง
  • เผยแพร่เมื่อ 22 ส.ค. 2024

ความคิดเห็น • 1K

  • @kanakalataswain9106
    @kanakalataswain9106 2 ปีที่แล้ว +78

    ପ୍ରଭୁ ତୁମ ପାଦ ତଳେ ମୋର କୋଟି କୋଟି ପ୍ରଣାମ 🌹🌺🌹👏

  • @mamatamohapatra6699
    @mamatamohapatra6699 2 ปีที่แล้ว +230

    ଭାବରେ, ଭକ୍ତିରେ, ପ୍ରେମରେ, ଆଖି ଲୁହରେ ଭାବ ବିହ୍ଵଳ ରେ ମଜ୍ଜି ଗଲେ ପ୍ରଭୁ ଟାଣି ନେଇ ଯାନ୍ତି ତାଙ୍କ ପାଖକୁ ହେ ପ୍ରଭୁ ଚକାଡୋଳା ସବୁ ତୁମ ରି ଲୀଳା 😭😭😭🙏🙏🙏🙏🙏🙏🙏

    • @Bandeutkaljanani
      @Bandeutkaljanani 2 ปีที่แล้ว +2

      th-cam.com/users/shortsZFYAUlWsj1o?feature=share 🙏💐♥️🔥

    • @debasisswain637
      @debasisswain637 ปีที่แล้ว +2

      Hm

    • @samarendrarout4341
      @samarendrarout4341 ปีที่แล้ว +1

      🙏🙏

    • @SRMishra_Official
      @SRMishra_Official ปีที่แล้ว +1

      ଜୟ ଜଗନ୍ନାଥ ସ୍ୱାମୀ🙏

    • @RKAnitajourney
      @RKAnitajourney ปีที่แล้ว

      ଜୟ ଶ୍ରୀ ଜଗନ୍ନାଥ 😢😢😢❤❤❤🙏🙏🙏🙇

  • @byasdevmohanty7281
    @byasdevmohanty7281 2 ปีที่แล้ว +19

    ପ୍ରେମ ହିଁ ତାଙ୍କର ମନ୍ତ୍ର , ସକଳ ପ୍ରାଣୀ ଙ୍କ ଦେହରେ, ସର୍ବସ୍ଥାନ ରେ ପିଣ୍ଡ ତଥା ବ୍ରହ୍ମାଣ୍ଡ ରେ ଅତ୍ର ତତ୍ର ସର୍ବତ୍ର ବ୍ୟାପ୍ତ ସେହି ଜଗତରନାଥ ଶ୍ରୀ ଜଗନ୍ନାଥ ସ୍ବାମୀ ଙ୍କୁ ଦର୍ଶନ କରି ପାରିଲେ ପ୍ରେମଭକ୍ତି ବୃଦ୍ଧି ପାଇବ । ପ୍ରସନ୍ନ ହେବେ ଭାବବିନୋଦିଆ ମୋ କାଳିଆ ଠାକୁର 🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🌹

  • @jyotschnaranisutar5700
    @jyotschnaranisutar5700 2 ปีที่แล้ว +13

    ହେ ପରମ ପ୍ରେମ ମୟ ଚକାନୟନ,ତୁମକୁ ୟେ ଦାସୀ ର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ।

  • @jagdishojha7623
    @jagdishojha7623 ปีที่แล้ว +9

    ପଣ୍ଡିତ ମହାଶୟ ଙ୍କ ପଛପଟେ ଯେଉଁ ଜଗନ୍ନାଥ ମହାପ୍ରଭୁ ଙ୍କ କୁନି ମୂର୍ତ୍ତି ଟେ ରହିଛି ଏମିତି ଜଣା ପଡ଼ୁଚି ଯେମିତି ପ୍ରଭୁ ଲହୁଣୀ ଚୋରି କରି ନେଇ ସେଠି ଲୁଚି ଖାଉଛନ୍ତି କଣେଇ କଣେଇ ଅନାଇଛନ୍ତି କାଳେ କିଏ ଦେଖି ଦେଲା କି... ଛୋଟ ପିଲାଟିଏ ପରି।

  • @swarajdas8113
    @swarajdas8113 2 ปีที่แล้ว +22

    ଜୟ ଜଗନ୍ନାଥ 🌹🙏🌹🌹🙏🌹🌹❤️❤️❤️😭😭😭😭😭😭😭 ମୋ ଡାକ ଶୁଣ ହେ ପ୍ରଭୁ

  • @amiyakumardas9565
    @amiyakumardas9565 2 ปีที่แล้ว +16

    ଅପୂର୍ବ ବର୍ଣ୍ଣନା
    ଜୟ ଶ୍ରୀ ଜଗନ୍ନାଥ

  • @rasmitamaharathy6734
    @rasmitamaharathy6734 2 ปีที่แล้ว +60

    ସତକଥା ପ୍ରକୃତ ପ୍ରେମରେ ହିଁ ପ୍ରଭୁ କୃପା ମିଳେ. ତାଙ୍କୁ ଅତି ଆପଣାର ଭାବିଲେ ସେ ଆହୁରି ଆମର ନିକଟତର ହୋଇଯାନ୍ତି. ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🌹🌹🌹🌹🙏🙏🙏

  • @susantkumarsahu5168
    @susantkumarsahu5168 2 ปีที่แล้ว +8

    ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ...... ନୀଳାସାୟ ନିବାସାୟଃ ନିତ୍ୟାୟ ପରମ ଅତ୍ମାନ ବଳଭଦ୍ର ସୁଭଦ୍ରାଭ୍ୟା ଜଗନ୍ନାଥାୟତେ ନମଃ..... ଜୟ ଜଗନ୍ନାଥ 🙏🙏🙏

  • @RajendranathBehera
    @RajendranathBehera 2 ปีที่แล้ว +11

    🙏मन्नाथः श्रीजगन्नाथो मद्गुरुः श्रीजगद्गुरुः ।
    मदात्मा सर्वभूतात्मा तस्मै श्रीगुरवे नमः ॥🙏

  • @MithunJagadala-sr8cd
    @MithunJagadala-sr8cd หลายเดือนก่อน

    ଜୟ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହଉ ତୁମ ପାଦ ତଳେ ଆଶ୍ରୟ ନେଲି ପ୍ରଭୁ କୃପା କର ତୁମେ ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @jkstatus0021
    @jkstatus0021 2 ปีที่แล้ว +46

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤️

  • @sangrampradhan1714
    @sangrampradhan1714 2 ปีที่แล้ว +21

    ଜୟ ଜଗନ୍ନାଥ 🙏
    ୧) ଶ୍ରୀ ମନ୍ଦିରରେ ଥିବା ଚାରୋଟି ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟରୁ ଦୁଇଟି ଅରୁଣ ଓ ଗରୁଡ଼ ସ୍ତମ୍ଭ । ଆଉ ଦୁଇଟି କଣ ?
    ୨) ମହତ୍ତ୍ୱପୂର୍ଣ୍ଣ ଚାରୋଟି ପ୍ରସ୍ତର ମଧ୍ୟରୁ ଯମ ଶିଳା ଓ ପିତୃ ଶିଳା ଦୁଇଟି । ଆଉ ଦୁଇଟି କଣ ?
    ଧନ୍ୟବାଦ 🙏

  • @subhankarabehera7031
    @subhankarabehera7031 ปีที่แล้ว +9

    Radhe Radhe Krishna ❤️❤️❤️❤️❤️

  • @saiSai-fd7xk
    @saiSai-fd7xk 2 ปีที่แล้ว +2

    Jay jagannath swami nayan path gami vabatu me 🙏🌹🙏🌹🌹🙏🌹

  • @arunkumarchakrabarty23
    @arunkumarchakrabarty23 2 ปีที่แล้ว +4

    Jai Jagannath Swami 🙏🙏🙏🙏🌷🌷🌷🌷🌸🌸🌸🌸🌼🌼🌼🌼💮💮💮💮💐💐💐💐🥀🥀🥀🥀🌻🌻🌻🌻🌹🌹🌹🌹❤️❤️💗💗🪔🪔🪔🪔

  • @kishorekumarsahoo337
    @kishorekumarsahoo337 2 ปีที่แล้ว +3

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻🙏🏻🌹🌹🌹🌹🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @prabasinipanda6182
    @prabasinipanda6182 2 ปีที่แล้ว +12

    Jai Jagannatha Swami 🙏🏼 🌼 🌺 🌼🙏🏼

  • @agneyasahoo8697
    @agneyasahoo8697 ปีที่แล้ว +2

    ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା

  • @Cre732
    @Cre732 ปีที่แล้ว +5

    ହେ ପ୍ରଭୁ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏

  • @thebudgetless
    @thebudgetless 2 ปีที่แล้ว +22

    କ୍ଷମା କରିବେ ସବୁ ଠିକ୍ ହେଲା ଏହି ନୀତି ନିୟମ କଥାଟି ଭୁଲ କାରଣ ଆତ୍ମ ସହିତ ପରମାତ୍ମା ର ମିଳନ ପାଇଁ କୌଣସି ନୀତି ନିୟମ ଦରକାର ହୋଇନଥାଏ

    • @OO7--BOND
      @OO7--BOND 6 หลายเดือนก่อน

      Apna ebe kan atma stage ku jaichanti ki? Jete bele jane atma stage ku jiba se nije experience kariba kintu ame ebe sae stage ku jaenahanti sethi pae amaku niti niyam mani vidhi bhati karibaku padiba ame ta bhata salabega ki balram das ta nuhe na. Amti ta samste toilet jaiki sehi dress pindiki thakuranka touch kariki asijibe au kahibe ame atma boli😅

    • @thebudgetless
      @thebudgetless 6 หลายเดือนก่อน +1

      @@OO7--BOND mu bujhichhi tumaku bujhaila bhali kshyamata mor nahi 😔

    • @OO7--BOND
      @OO7--BOND 6 หลายเดือนก่อน

      @@thebudgetless bhai mu tumaku kichi insult karuni plz kharap way re niani mu bas etiki kahuchi je se mahaprabu au ameta sabu papi tanku darsana karibaku tike ta amaku bi effort dabaku padiba bhakti ra sahita. Mu dekhichi loka non veg khaiki bi palauchanti baki lokanka icha se jadi se activity ku thik bahuchanti ame sethire kan karipariba pandit jaha kahile mu seta just kahili. Jai jagannath

  • @manassialmasti3007
    @manassialmasti3007 2 ปีที่แล้ว +5

    Jay jagannath swami
    Love you surya narayan ratha sarma
    Your speech very sweet
    Dhanyabad

  • @rosalinmahapatra9549
    @rosalinmahapatra9549 2 ปีที่แล้ว +6

    Brahma ru subhuchi suna Jay Jagannath...🙏🙏🙏
    Se nadare hajijaye....🙏🙏🙏
    Se nadare hajijaye....triloka sabada....🙏🙏🙏
    Brahma ru subhuchi suna Jay Jagannath...🙏🙏🙏
    Pabana ra pratidwani... Sagar garjana...🙏🙏🙏
    Meghara dudunbhi aba pruthi ra kampana...🙏🙏🙏
    Parambramha jain suna......🙏🙏🙏
    Parambramha jain suna....subhe ta ninda...🙏🙏🙏
    Brahma ru subhuchi suna Jay Jagannath...🙏🙏🙏
    Brahma ru subhuchi suna Jay Jagannath...🙏🙏🙏
    Omm kara sabada tharu srusti ra utpati...🙏🙏🙏
    Tahari garbhare puni saburi samapti...🙏🙏🙏
    Se nada nikate sabu....🙏🙏🙏
    Se nada nikate sabu....nistabdha niraba...🙏🙏🙏
    Brahma ru subhuchi suna Jay Jagannath...🙏🙏🙏
    Brahma ru subhuchi suna Jay Jagannath...🙏🙏🙏
    Se nadare hajijaye....🙏🙏🙏
    Se nadare hajijaye....triloka sabada....🙏🙏🙏
    Brahma ru subhuchi suna Jay Jagannath...🙏🙏🙏
    😰😰😰😰😰😰😰

  • @SarojKumar-ds4sb
    @SarojKumar-ds4sb ปีที่แล้ว +3

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ , ତୁମ ଶ୍ରୀ ଚରଣରେ କୋଟି କୋଟି ପ୍ରଣାମ ପ୍ରଭୁ 🙏❤️🙏❤️🙏❤️

  • @joysteed
    @joysteed 2 ปีที่แล้ว +3

    🙏🙏❤️❤️Jai Sri Sri Jagannath Swami Nayana Path Gami Bhabo Tume ❤️❤️🙏🙏

  • @sabitaswain5513
    @sabitaswain5513 2 ปีที่แล้ว +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🕉️🙏🙏🙏🕉️

  • @bhagabnsahu9750
    @bhagabnsahu9750 3 หลายเดือนก่อน +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @nrusinghbarik7083
    @nrusinghbarik7083 2 ปีที่แล้ว +17

    Jay jay Jagannath 🙏🙏🙏 Prabhu apanaku koti koti pranam 🙏🙏🙏❤️❤️❤️

  • @kunirana4682
    @kunirana4682 2 ปีที่แล้ว +1

    Prabhu tamo pada take koti parnama karuchi he madhaba udhara kara 🌼🌼🌼🙏🙏🙏 jay jagannth🌼

  • @prasantabehura9071
    @prasantabehura9071 4 หลายเดือนก่อน +1

    🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏

  • @prateek_official7
    @prateek_official7 2 ปีที่แล้ว +9

    Woh sabke hain, koi rasta nahin hai uss tak paunchne ki kyun ki woh saath hi hota hai, humesha, tumhare honesty mai, difficult situations mai tumhare decisions k roop mai, tumhara strength ban k woh humesha hota hai .. he's a feeling .. sustainable, undefeated and endless hope hai woh .❤️ Jay shree Jagannath 🙏

  • @natabardasdas9876
    @natabardasdas9876 2 ปีที่แล้ว +3

    ହେ ପ୍ରଭୁ ଜଗନ୍ନାଥ ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର

  • @pradeshkumarsahoo1877
    @pradeshkumarsahoo1877 ปีที่แล้ว +2

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏

  • @pratapchandraamanta3290
    @pratapchandraamanta3290 2 ปีที่แล้ว +19

    କ୍ଷମା କରିବେ ଆପଣ ବହୁତ୍ ଶିକ୍ଷଣୟ ବାଣୀ ଶୁଣାଇଛନ୍ତି କିନ୍ତୁ କାହିଁକି ସାରଥୀ ବାବା କୁ ଭଗବାନ କହିଥିଲେ ମୁଁ ବୁଝିପାରିଲି ନାହିଁ।🙏jai jagannath

    • @shashibhusanrout6877
      @shashibhusanrout6877 2 ปีที่แล้ว +6

      Nara maya kebala narayanku jana. Lakh lakh lokanka akhi bi ta dhoka khaigala, ea bi jane manisha. So semiti bhabiba uchi nuhe.

    • @krushnachandrarath1200
      @krushnachandrarath1200 2 ปีที่แล้ว +1

      କାରଣ ସାରଥି ବାବା ଦେଇଥିଲେ ସେଥିପାଇଁ ଭଗବାନ

    • @jagasahoo1766
      @jagasahoo1766 6 หลายเดือนก่อน

      ଟଙ୍କା ପାଈଁ

    • @trilochannayak2315
      @trilochannayak2315 6 หลายเดือนก่อน

      Samaya ra Kala chakra re samaste padanti

    • @trilochannayak2315
      @trilochannayak2315 6 หลายเดือนก่อน

      Emiti Prabhu Nila Maya nije pi padi dukha ra vagi dari hoi thile

  • @minakhisarangi9418
    @minakhisarangi9418 2 ปีที่แล้ว +16

    🙏🏻🙏🏻👌👌👌100%above right clean with heart ,mind & body then feel him🙏🏻🙏🏻🙏🏻❤

  • @gobindamohapatra4955
    @gobindamohapatra4955 2 ปีที่แล้ว +3

    🙏🌹⚫❗⚫ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ⚫❗⚫🌹🙏

  • @enakshisahu8985
    @enakshisahu8985 2 ปีที่แล้ว +2

    Jai Jagannath Swami Nayana Patha Gami Vava Tume 🙏🙏🙏🙏🙏🙏🙏🙏🙏🙏🙏🙏🙏🙏Madhaba koti koti pranam Prabhu 🙏🙏🙏🙏🙏🙏🙏🙏

  • @user-tk1gl1nq4k
    @user-tk1gl1nq4k 2 ปีที่แล้ว +1

    ସୁନ୍ଦର ତଥ୍ୟ। ଭକ୍ତ ଏବଂ ଭଗବାନଙ୍କ ନିବିଡ଼ ପ୍ରେମ କୁ ଅତିସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି।

  • @sudarshanbehera9654
    @sudarshanbehera9654 2 ปีที่แล้ว +5

    Jay jagannath Mahaprabhu🌺🌺🌺 🙏🙏🙏❤❤❤

  • @lisadas2669
    @lisadas2669 2 ปีที่แล้ว +5

    Jay sree jagannath mo mahaprabhu

  • @sarojransingh710
    @sarojransingh710 2 ปีที่แล้ว

    *ଦୟଣା ତୁଳସୀ ବାସୁଥାଉ*
    *ଆଖିକୁ ଶ୍ରୀମୁଖ ଦିଶୁଥାଉ*
    *ଗରୁଡ଼ ପଛରେ ଠିଆ ହେଉ ହେଉ*
    *ଆପେଆପେ ହାତ ଉଠିଯାଉ*
    *ଏଇ ଭାଗ୍ୟ ଦିଅ ମହାବାହୁ*
    *ଜୀବନ ସାର୍ଥକ ହେଉ ମହାବାହୁ*
    *ଜୀବନ ସାର୍ଥକ ହେଉ*।
    *ଶୁଭ ସକାଳର ଶୁଭ କାମନା* 💐
    *ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ*।
    🙏🏻 *ଜୟ ଶ୍ରୀଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁମେ* 🙏🏻
    *ସୁପ୍ରଭାତ*
    ⭕❕⭕
    ❤️🌼🌼❤️
    *ଘୋଷଯାତ୍ରାର ଅନେକ ଶୁଭେଚ୍ଛା ଓ ଶୁଭକାମନା 💐🙏🏻*

  • @user-hz9ox5rf1k
    @user-hz9ox5rf1k 3 หลายเดือนก่อน

    ଭକ୍ତ ହିଁ ଭଗବାନ୍ । ଭକ୍ତ ମାନଙ୍କ ଭିତରେ ପ୍ରଭୁ ଙ୍କୁ ଦେଖିଲେ । ପ୍ରଭୁ ନିଶ୍ଚିନ୍ତ ମିଳିବେ । ଯୁଗେ ଯୁଗେ ପ୍ରଭୁ ଙ୍କ ଭକ୍ତ ର ଜୟ ହଉ 🙏🙏🙏🚩🚩
    ⭕‼️⭕ ଜୟ ଜଗନ୍ନାଥ ହରିବୋଲ 🌷🌷

  • @sunilnath3572
    @sunilnath3572 2 ปีที่แล้ว +6

    ❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️

  • @romimallick3685
    @romimallick3685 2 ปีที่แล้ว +18

    ବ୍ରହ୍ମଦାରୁ ସ୍ମରାମି 🌳😥❤🙏

  • @uniqueworld8901
    @uniqueworld8901 2 ปีที่แล้ว +2

    ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏⭕❗⭕🙏ଜୟ ଜଗନ୍ନାଥ 🙏⭕❗⭕🙏

  • @narayanaparikshya7638
    @narayanaparikshya7638 ปีที่แล้ว +1

    Jay Jagannath maha prabhu tume bharsha prabhu tume bharsha prabhu tume bharsha 🙏🙏

  • @chandralekhamohanty8090
    @chandralekhamohanty8090 2 ปีที่แล้ว +3

    Jai jagannath swami Nayan patha gami bhaba tume....💐💐❤️❤️

  • @debashritadash2739
    @debashritadash2739 2 ปีที่แล้ว +4

    Jay Jagannath Prabhu 🙏🙏🙏🙏

  • @girishrambehera505
    @girishrambehera505 2 ปีที่แล้ว

    ହେ ମହାପ୍ରଭୁ ,, କୋଟି କୋଟି ପ୍ରଣାମ,, ଭାବଗ୍ରାହୀ ସତେ ଯେମିତି ମୋ ଠାକୁର,, କାଳିଆ ସାଆନ୍ତ

  • @rajlaxminayak235
    @rajlaxminayak235 2 ปีที่แล้ว +2

    Jai Jai prabhu shree Jagannath swami nayan pathagami bhabatu mey🙏🙏🙏Hari Haribolo Haribol Haribol💐🌺🌼🌸🙏🙏🙏

  • @shradhanjalijena9306
    @shradhanjalijena9306 2 ปีที่แล้ว +3

    Jai Shree Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @mr.perfect4867
    @mr.perfect4867 ปีที่แล้ว +4

    ଜଗତ ରେ ନାଥ ଜଗନ୍ନାଥଙ୍କ ପାଖରେ କୋଟି ପ୍ରଣାମ 🙏

  • @laxminarayansethy2332
    @laxminarayansethy2332 ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଆଜିର ଦର୍ଶନ ⭕‼️⭕🥰💓💕💞🙏🏻🔱🕉️💖🌺🙏🏽

  • @susandhyamohanty1780
    @susandhyamohanty1780 ปีที่แล้ว +1

    ଜଗନ୍ନାଥ ମହାପ୍ରଭୁ ଙ୍କୁ କେମିତି ପାଇବାକୁ ହେଵ ଶୁଣି ମନଵହୁତ ଆନନ୍ଦ ଲାଗିଲା। ଜୟ ଜଗନ୍ନାଥ ମହାପ୍ରଭୁ 🙏🏼🙏🏼🌹🌹🚩🚩

  • @narmadadebata9278
    @narmadadebata9278 2 ปีที่แล้ว +3

    Jay Jagannath Mahaprabhu 🙏🌹🙏

  • @asitrout7659
    @asitrout7659 2 ปีที่แล้ว +3

    🙏🙏ପ୍ରଣାମ😭😭ଜୟ ଜଗନ୍ନାଥ ସ୍ୱାମୀ

  • @sanjayanayak9284
    @sanjayanayak9284 ปีที่แล้ว +2

    ସେତ ଭକତ ଭାବରେ ବନ୍ଧାରେ ସେକଳା ଠାକୁର ଜୟ ଜଗନ୍ନାଥ 🙏🙏🙏

  • @badalpattnayak6969
    @badalpattnayak6969 ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ତୂମ ପାଦ ତଳେ କୋଟି କୋଟି 🙏🙏🙏⭕‼️⭕🪔🪔🪔🌷🌷🌷🙏🙏🙏

  • @Anurageditor9292
    @Anurageditor9292 2 ปีที่แล้ว +4

    Jay Jagannath Mahaprabhu 🙏❤️🙏

  • @priyankapuri3736
    @priyankapuri3736 2 ปีที่แล้ว +9

    I'm proud of you maha prabhu.🙏🙏🙏🙏🌹🌹🌹🌹💞💞💞💞💞🌹🌹🌹🙏🙏🙏 Mo Kalia suna🙏🙏🙏

  • @sujatasabat5605
    @sujatasabat5605 9 หลายเดือนก่อน +2

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🏻❤🙏🏻❤🙏🏻

  • @dilipkumarkabi7935
    @dilipkumarkabi7935 ปีที่แล้ว

    ଜୟ ଜଗନ୍ନାଥ ମହାପ୍ରଭୁ ଚରଣେ ଶରଣ🙏🕉 💐🕉💐🕉💐🕉💐🕉💐🕉💐🕉💐🕉💐🙏🕉🙏🕉🙏🙏🙏🙏

  • @sahoo32pistol
    @sahoo32pistol 2 ปีที่แล้ว +3

    ବିଧି ଫିଧି କିଛି ନାଇଁ ଜଗନ୍ନାଥ ପୃଥିବୀ ରେ ସମସ୍ତଙ୍କ ହୃଦୟରେ ରହିଛନ୍ତି ଲୁଗା ପଟା କଥା ନିଷ୍ଠାର ସହିତ ପୂଜାପାଠ କରିବାକୁ ସମସ୍ତଙ୍କୁ ଅନୁରୋଧ 🙏

  • @jagannathdasajagannathdasa9017
    @jagannathdasajagannathdasa9017 2 ปีที่แล้ว +4

    Jai jagannath swami 🙏🌹

  • @laxminarayansethy2332
    @laxminarayansethy2332 ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 💖

  • @pratibhabehera7060
    @pratibhabehera7060 2 ปีที่แล้ว +1

    Jay jay shree Jagannath Swami 🙏🙏🙏

  • @jasobantanaik2812
    @jasobantanaik2812 2 ปีที่แล้ว +4

    Jai jagarnath

  • @layoy5318
    @layoy5318 2 ปีที่แล้ว +5

    Awesome explanation 😊Jai jagannath🙏🙏

  • @happyhappyhappyhappy244
    @happyhappyhappyhappy244 2 หลายเดือนก่อน

    କେବେ ଡୋରି ଲାଗିବ ମହା ପ୍ରଭୁ
    ଜୟ ଜଗନ୍ନାଥ 🙏

  • @pradoshroul
    @pradoshroul 2 ปีที่แล้ว +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏

  • @ramaniranjanswain711
    @ramaniranjanswain711 2 ปีที่แล้ว +34

    Surjya Narayan Rathasharma is Like a Legend .
    Prabhu JAGANNATH bless him 🙏🙏🙏🙏🙏 🙏🙏🙏🙏🙏🙏🙏🙏.

    • @user-ui4ry7hy7t
      @user-ui4ry7hy7t ปีที่แล้ว

      bala na............ Rathha sarma gote harami useless chutiya ate . sala kahuthhila swayan sarathhi baba heuchhi chalanti jagannath . sala sarathhi baba r godo dhari lamba hei paduthhila . legend kemiti hela ? jai jagannathh

  • @pabitraojha4397
    @pabitraojha4397 5 หลายเดือนก่อน

    Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏🙏🙏🙏🙏🙏🙏🙏

  • @user-xb2ct4vb8o
    @user-xb2ct4vb8o 2 ปีที่แล้ว +1

    ମୋ ସ୍ୱାମୀ ମହାପ୍ରଭୁଜଗନ୍ନାଥ

  • @sudipta6397
    @sudipta6397 2 ปีที่แล้ว +3

    Jay jaganatha🙏🏻🙏🏻🙏🏻

  • @svs5526
    @svs5526 2 ปีที่แล้ว +6

    ଗରୁଡ ପଛରୁ ଦେଖ
    ଦିଶୁଚି କଳା ଶ୍ରୀ ମୁଖ
    🙏🙏🙏🙏🙏🙏

  • @kumarashok5358
    @kumarashok5358 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏🙏🌹🌹🌹🌹

  • @biswanathbehera1262
    @biswanathbehera1262 ปีที่แล้ว +2

    JAY JAGANNATH SWAMI NAYANA PATHA GAMI BHABA TUME 🙏🙏🙏🙏

  • @subhrajyotiganguly1059
    @subhrajyotiganguly1059 2 ปีที่แล้ว +4

    JAI JAGANNATH PRABHU

  • @dhaneswarasahu6828
    @dhaneswarasahu6828 2 ปีที่แล้ว +3

    Jay jaganatha

  • @sonalitripathy5085
    @sonalitripathy5085 2 ปีที่แล้ว +2

    Jay jagannath Prabhu saha 🙏❤️🙏❤️🙏🙏❤️🙏❤️❤️🙏 Love u BaBa ..

  • @RkSahoo-es6jk
    @RkSahoo-es6jk 2 หลายเดือนก่อน

    He prabhu jaganatha 🙏 Saha hua prabhu Samastanka upare ❤🙏Tume hin eka prabhu jaganatha Jagatara thakura ❤jagatara kalayan kara prabhu 🙏 Amaku dori lageidia prabhu ame tama pakhaku jibu ❤🙏 Bahuta aakula hoiki dakuchhu prabhu ama daka suna prabhu jaganatha 🙏 He prabhu jaganatha 🙏❤️ Prabhu mo Jagannatha 🙏 Prabhu mo Jagannatha 🙏 Prabhu mo Jagannatha 🙏

  • @pradyumnakumarpanda2827
    @pradyumnakumarpanda2827 2 ปีที่แล้ว +3

    JAY JAGANNATH MOHAPRABHU 🙏🌹❤️

  • @nibeditapradhan2014
    @nibeditapradhan2014 2 ปีที่แล้ว +3

    Jai jagannath ji 🙏🙏🙏🙏🙏🙏

  • @rameshchandramohapatra4169
    @rameshchandramohapatra4169 ปีที่แล้ว +1

    ବହୁତ ବହୁତ ଧନ୍ୟବାଦ ଆଜ୍ଞ! !

  • @user-rm4zv1ur5b
    @user-rm4zv1ur5b 5 หลายเดือนก่อน

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ଜୟ ଜୟ🙏🙏🙏🙏🙏🙏🙏🙏

    • @user-rm4zv1ur5b
      @user-rm4zv1ur5b 5 หลายเดือนก่อน

      ଗୋଟିଏ ତ ଜଗତର ନାୟକ ଯିଏ ପୁରା ବିଶ୍ଵକୁ ବାନ୍ଧି କି ରଖିଛି ସେ ଆମ ମହାପ୍ରଭୁ ତାଙ୍କରି କେହି ନାହଁ ରାସ, ରଙ୍ଗ,ରୂପ ସବୁଥିରେ ନମ୍ବର ୧ A++++++++

  • @dileswarkaibarta5444
    @dileswarkaibarta5444 2 ปีที่แล้ว +4

    Jai jagannath

  • @manojkumardas4302
    @manojkumardas4302 2 ปีที่แล้ว +4

    Jai jgnnath

  • @sidhikantajena7539
    @sidhikantajena7539 ปีที่แล้ว +2

    Jay Jagannath Swami 🙏🏻 ♥️

  • @gayatrimahapatra8776
    @gayatrimahapatra8776 2 ปีที่แล้ว +3

    Jay Sri Jagannath 🙏♥

  • @ramakatasahoo8204
    @ramakatasahoo8204 5 หลายเดือนก่อน

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏

  • @rashmiranjanbehera4591
    @rashmiranjanbehera4591 2 ปีที่แล้ว +2

    Jay Jagannath Prabhu💙🌼🌿🌺🙏

  • @Jagannath989
    @Jagannath989 2 ปีที่แล้ว +3

    ମହାପ୍ରଭୁଙ୍କ ଇଚ୍ଛା ଶ୍ରୀ ଜଗନ୍ନାଥ ସ୍ୱାମୀ

  • @rabindranathpradhan4378
    @rabindranathpradhan4378 2 ปีที่แล้ว +2

    Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏🙏

  • @PuriJagannathToka
    @PuriJagannathToka 2 ปีที่แล้ว +2

    Jay shree ramJagannath Jay maa Laxmisita Jay shree hanumansudarshanpatitapaban Ki Jay💮😍🥰🌺💓💓🌷🌼❤🙏🧿💮💮

  • @Swaadhyayan
    @Swaadhyayan 2 ปีที่แล้ว +3

    ଜୟ ଜଗନ୍ନାଥ ସ୍ଵାମୀ 🙏

  • @Aasatyaa
    @Aasatyaa 2 ปีที่แล้ว +24

    We love to hear about mahaprabhu from this legend

    • @Aasatyaa
      @Aasatyaa 2 ปีที่แล้ว +3

      Bring more episodes

  • @sushantpradhan4048
    @sushantpradhan4048 2 ปีที่แล้ว +2

    Jai Shree Jagannath 🙏🙏🙏🙏🙏🙏

  • @nibeditasahoo8065
    @nibeditasahoo8065 2 ปีที่แล้ว +2

    Omm namoha bhogobote basudebaya😭😭😭😭😭😭😭🙏🙏🙏🙏🙏💐💐💐💐💐🌷🌷🌷🌷🌹🌹🌹🌹🌹

  • @bikramrout1213
    @bikramrout1213 2 ปีที่แล้ว +3

    Jay Jagannath prabhu

  • @soumyasahoo4970
    @soumyasahoo4970 2 ปีที่แล้ว +3

    Jay Jagannath prabhu 🙏🙏🙏🙏🙏