୨୦ ବର୍ଷ ହେଲା ମଟନ୍ ରାନ୍ଧୁଛି ଦିନେବି ରଙ୍ଗ ମିଶେଇନି : କିଶୋର ଭାଇନା। Bhubaneswar Kishore mutton hotel

แชร์
ฝัง
  • เผยแพร่เมื่อ 14 ก.ย. 2022
  • #PratidinTv #PratidinNews #OdishaNews #LatestNews #LatestUpdate
    Like Our Facebook Page: / pratidinodisha
    Subscribe To Our TH-cam Channel: / @pratidintvodisha
    Subscribe To Our Hashtag Channel: / @hashtag6187

ความคิดเห็น • 678

  • @jayhind6187
    @jayhind6187 ปีที่แล้ว +3

    ଅତ୍ୟନ୍ତ ଦୁଭାର୍ଗ୍ୟଜନକ ଘଟଣା । ଚଢ଼ଉ କରି ସଂଗେ ସଂଗେ ଭାଙ୍ଗିବା । ରାଜଧାନୀ ନେତା ଅଫିସର ଅମଲାମାନଙ୍କ ବାପା ସମ୍ପତ୍ତି ନୁହେଁ । ନିଜ ଇଚ୍ଛାରେ ଭାଙ୍ଗିବେ ନିଜ ଇଛାରେ ଗଢିବେ । ସମୟ ଦେବା ଦରକାର ତାଗିଦ କରିବା ଦରକାର ଥିଲା । ସେ ଜାଗାକୁ କେଉଁ ନେତା ଅଫିସର ଲିଜ୍‌ କେବେଠାରୁ ନେଇ ସାରିଲାଣି । ଆରେ ଭାଇ କହିଲେ କଣ ହେବ ।

  • @somanathmahapatra413
    @somanathmahapatra413 ปีที่แล้ว +77

    ଭାଇନା ତମ ହୋଟେଲ ର ବେବ୍ୟହାର କେମିତି ଭଲ ସେ ଜଣା ଆଉ ମଟନ ଠୁ ଫାଲତୁ କିଛି ନାହିଁ

  • @sudhansusahu2939
    @sudhansusahu2939 ปีที่แล้ว +9

    ସନ୍ଧ୍ୟାରେ ସିଲ୍
    ରାତିରେ ଡ଼ିଲ୍
    ପୁଣି ସକାଳୁ ମଟନ ମିଲ୍
    #BMC_ତୁମେ_ବି_ନା

  • @nickreynold
    @nickreynold ปีที่แล้ว +16

    ସେଇଥିପାଇଁ ଯୋଉ ଜାଗାକୁ ଲୋକ ବେଶୀ ପ୍ରଶଂସା କରନ୍ତି,ମୁଁ ସେଠିକି ଯାଏଁ ନାହିଁ.କାରଣ ବହୁ ସମୟରେ ସେ ଜାଗା କେବଳ
    ନାଁ ପ୍ରବଳ,ଜିନିଷ ଦୁର୍ବଳ.ବହୁଥର ଏମିତି ମୋର ଅଭିଜ୍ଞତା ଅଛି-ଛୋଟ ବ୍ୟବସାୟ ଥିଲା ବେଳେ ଲୋକ ଗୁଣମାନ ଠିକ ରଖନ୍ତି. ବ୍ୟବସାୟ ହଠାତ ବଢିଗଲେ କିମ୍ବା ବେଶୀ ବେପାର ହେଲେ ଲୋଭ ପଶେ,ଅପମିଶ୍ରଣ ଆରମ୍ଭ ହୁଏ,ଗୁଣମାନ କମିଯାଏ କାରଣ ଲାଭର ଲୋଭ ଘାରେ. ମୁଁ ଆଜିଯାଏଁ ଏମିତି ବହୁ ଜାଗାକୁ ଯାଇଛି,ଦୀର୍ଘ ୨୭ ବର୍ଷ ହେଲା ଯାଉଛି,ଗୁଣମାନ ଆଉ ନାହିଁ କାରଣ ବ୍ୟବସାୟ ବଢ଼ିଗଲାଣି. ଏବେ ରାଜଧାନୀର ଆଉ ଗୋଟେ ହୋଟେଲକୁ ଯାଇଥିଲି, ପ୍ରଥମଥର. ଓଡ଼ିଆ ଥାଳି ଆଉ ମଟନ ପାଇଁ ପ୍ରସିଦ୍ଧ.ମୋ ସାନ ଭାଇ ବିଦେଶରେ ରହୁଛି,ସେ ଆସିଲେ ୧-୨ ଥର ସେଠିକି ଯାଇଥିଲା. ଏଥର ଆମେ ୨ ଜଣ ଗଲୁ. ମୋର ସ୍ପେସିଆଲ ଥାଳି ୩୫୦ରେ କେବଳ ସାଧା ଘାଣ୍ଟ ହିଁ ଠିକ ଥିଲା ବାକି ସବୁ ବେକାର. ସାନ ଭାଇ ମଟନ ଖାଇକି କହିଲା-ବେକାର,ଜମାରୁ ଟେଷ୍ଟ ନାହିଁ. ଏଇ ହୋଟେଲକୁ ରାଜ୍ୟ ଭିତର ଆଉ ବାହାରୁ ବିଭିନ୍ନ ଫୂଡ଼ ଚାନେଲ ଆସିକି ବହୁ ପ୍ରଶଂସା କରିଛନ୍ତି ଖାସ କରି ମଟନ ପାଇଁ. ଖାସ କରି ଯେବେ ମାଳମାଳ ଫୂଡ଼ ଚାନେଲ ଖୋଲିଗଲା,ଯିଏ ନାହିଁ ସିଏ ଯାଇକି ଭିଡ଼ିଓ ବନେଇକି ପକେଇଲା. ଜଣେ ମେଣ୍ଢା ଭଳିଆ ଯୋଉଠିକି ଗଲା,ସମସ୍ତେ ସେଠିକି ପଶିଲେ. ବହୁତ କମ ଲୋକ ଛୋଟ ଛୋଟ ଅନାମଧେୟ ଜାଗାକୁ ଯାଇକି ଭିଡ଼ିଓ ବନେଇ ଲୋକଙ୍କୁ ଜଣାଉଛନ୍ତି. ଏମିତି କିଛି ଲୋକଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜଣେ ତେଣୁ ମୁଁ ତାଙ୍କ କଥାରେ ବିଶ୍ୱାସ କରେ,ସେ ଜାଗାକୁ ବି ଯାଇଛି,ଭଲ ମନ୍ଦ ଅଭିଜ୍ଞତା ଅଛି.ଏପରିକି ବିଦେଶରେ ମୁଁ ଯାଇଛି ଆଉ ସେ ହୋଟେଲରେ ଖାଇଛି ମୋ ସାନ ଭାଇ ଘର ପାଖରେ, ଓଡ଼ିଆ ରୋଷେଇୟା,ଦୁଇ ଭାଇ,ଜଗତସିଂପୁରରୁ. ଭଲ ରୋଷେଇ କରନ୍ତି,ବିରିୟାନୀ ଏତେ ଭଲ ଯେ ଥରେ ସେଠି ଭେଟେରାନ ସିରିଜ ହେଉଥିଲା,ବିରିୟାନୀ ଖାଇବାକୁ ରଣତୁନଂଗା ଏବଂ ଜୟସୂରିଆ ଆସିଥିଲେ. ଏମିତି କିଛି ବଡ ହୋଟେଲ ନୁହେଁ ପୁରା ସାଧାରଣ କିନ୍ତୁ ସଫାସୁତୁରା.

    • @gayatridalabehera9709
      @gayatridalabehera9709 ปีที่แล้ว +1

      Ekdum thik kahile. Aji kali loka hele sarba gila..jouthu jaha paile gilile. Ta quality kan,environment kemiti kichi dekhu nahanti. Tara ba bhul kan. Loka ta sabu dekhiki sethi jauchanti. Sie kahinki ete dhyana deba

    • @nickreynold
      @nickreynold ปีที่แล้ว

      @@gayatridalabehera9709 Bahut dhanyabad.Nije thik rahiba katha aga. Jiye mada dokan kholuchi,se kan kahuchi ba dakuchi lokanku asiki mo dokanru mada kina pia. Se kholiki basila,loka nisha payin sethiki gale. tara bhul kan, loka nagale bepara ape ape close heijiba

  • @jagdishjena9058
    @jagdishjena9058 ปีที่แล้ว +12

    He should make this hotel neat and clean and put some tiles and decorate it beautifully

  • @dipunadash1495
    @dipunadash1495 ปีที่แล้ว +49

    ସିଏ ସରକାରୀ ଜାଗାରେ ବସି ମାଗଣାରେ ଫାଇଦା ଉଠାଇ ଏତେ ଏତେ ମଟନ ବିକ୍ରିକରି ମାସକୁ କୋଟିଏ ଟଙ୍କାରୁ ଅଧିକ ବେପାର କରୁଛି l କେତେଟଙ୍କା ସେଲ୍ ଟ୍ୟାକ୍ସ ଆଉ ଇନକମ୍ ଟ୍ୟାକ୍ସ ଦେଉଛି ତା ଉପରେ ହାଇଲାଇଟ୍ସ କରନ୍ତୁ ଆଜ୍ଞା l ସେଇ ଗୋଟିଏ କଥା ଉପରେ କାହିଁକି ସମସ୍ତେ ଦେଖେଇ ଚାଲିଛ ? ଯୋଉକଥା ଦେଖିବା ପାଇଁ ଦର୍ଶକ ଆଶାୟୀ ସେକଥାକୁ ଦେଖାନ୍ତୁନା ଆଜ୍ଞା ! ଆଉ ଗୋଟେ ବି କଥାହେଲା ତୁମେ ପରା ସବୁ ମିଡିଆଵାଲା ଯାକ ସେଇଠି ଖାଅ l ଆଜିଯାଏଁ ତୁମ ନ୍ୟୁଜ କୁଆଡ଼େ ଯାଇଥିଲା ? ଓହୋ.... ତୁମେମାନେ ସମସ୍ତେ ସେଠି ମିଡିଆଵାଲା ବୋଲି ମାଗଣା ଖାଉଥିଲ ବୋଲି ପରା ?
    th-cam.com/video/UJKtnfWUQAM/w-d-xo.html
    See & SUBSCRIBE this Channel

    • @rajkishoresethy1713
      @rajkishoresethy1713 ปีที่แล้ว +2

      ଟ୍ୟାକ୍ସ କୋଉ ମାନେ ଦିଅନ୍ତି ଟିକେ ଆମକୁ ବୁଝେଇବେ କି?

    • @dipunadash1495
      @dipunadash1495 ปีที่แล้ว

      @@rajkishoresethy1713 ପୁରୁଷ ଲୋକମାନଙ୍କ କ୍ଷେତ୍ରରେ ବର୍ଷକୁ ପାଞ୍ଚଲକ୍ଷରୁ ଅଧିକ ଏବଂ ମହିଳାଙ୍କର ସାତଲକ୍ଷ ଟଙ୍କାରୁ ଅଧିକ ଆୟ ଥିଲେ ସେ ଟ୍ୟାକ୍ସ ଦେବାକୁ ଇନକମ ଟ୍ୟାକ୍ସ ରିର୍ଟନ୍ ଫାଇଲ ଦାଖଲ କରିବାକୁ ବାଧ୍ୟ l ବାକି ସମସ୍ତ ବ୍ୟବସାୟୀ ତ ବିକ୍ରିକର ଦେବାକୁ ବାଧ୍ୟ l

    • @rajkishoresethy1713
      @rajkishoresethy1713 ปีที่แล้ว

      ତା ମାନେ ଜଣକର ଲାଭ ହଉ କି ନ ହଉ ସେ ଇନକମ ଟ୍ୟାକ୍ସ ଦେବା କୁ ବାଧ୍ୟ ,,,,

    • @dipunadash1495
      @dipunadash1495 ปีที่แล้ว +2

      @@rajkishoresethy1713 ହଁ... ସେ ପରା ଦିନକୁ 200 କେଜି ମଟନ ବିକୁଛି l ଆଉ କେତେ ବିକିଲେ ଲାଭ ହଉଚି ବୋଲି ଜାଣିବେ ଆପଣ ?

    • @SoumyaRMohanty2003
      @SoumyaRMohanty2003 ปีที่แล้ว

      @@dipunadash1495 hipocrasy

  • @tariniprasad1289
    @tariniprasad1289 ปีที่แล้ว +16

    କିଶୋର ଭାଇନା ମଟନ ଫେମସ୍ ବୋଲି ଲୋକେ କଥା ହେଉଥିଲେ
    କିନ୍ତୁ ମଟନ ଏତେ ବି ଟେଷ୍ଟ ନାହିଁ ତାଙ୍କର
    ଆଉ ପରିଷ୍କାର ପରିଚ୍ଛନ୍ନ ପ୍ରତି ବି ଧ୍ୟାନ ଦେବା ଆବଶ୍ୟକ

    • @devbabu6693
      @devbabu6693 ปีที่แล้ว

      Bhai odia boli kahucha nijaku kharap laguni
      Sethi bi alaga state ru loka asiki khauchanti bengoli,muslim or kerali bi
      Sabubele odia tumaku g maridele

    • @tariniprasad1289
      @tariniprasad1289 ปีที่แล้ว +1

      @@devbabu6693 ଆଜି ନ୍ୟୁଜ୍ ଦେଖ
      କିଶୋର ଭାଇନା ହୋଟେଲ ଭାଙ୍ଗିଲା BMC

    • @satyajitmohanty6588
      @satyajitmohanty6588 ปีที่แล้ว

      100 tanka re tu ac re basiki khaibu bodhe

  • @jio.6793
    @jio.6793 ปีที่แล้ว +40

    ମାଗିଆ ଗାଈ ଗୋରୁ ଭଳି ଗିଳି ଦେଉଛନ୍ତି ,,, ଆଗପଛ କିଛି ଦେଖିବାକୁ ନାହିଁ,,,ଆମେ ଭାରତୀୟ କେଉଁଠି ଟିକେ ଶସ୍ତା ରେ ମିଳୁଛି ଜାଣିଦେଲେ ଜାଗା ଛାଡିବାକୁ ନାରାଜ୍ ସଜାଗ ରୁହ ଭାଇମାନେ ଏ ଭଳି ପରିବେଶ ଏବଂ ଏଭଳି ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ 😁😁😁😁ନ ହେଲେ ଡାକ୍ତରଖାନା ଯିବାକୁ ସଜାଗ ରହିବାକୁ ପଡିବ😁

    • @chandandash9259
      @chandandash9259 ปีที่แล้ว +2

      ଏହିଭଳି କିଛି ମୁଁ ଲେଖିଥିଲି ୟାର history channel review ରେ। ଗୋଟେ ଶୋଧା ତଳେ ପକେଇଲେନି ଅନ୍ଧ ଭକ୍ତ

    • @SoumyaRMohanty2003
      @SoumyaRMohanty2003 ปีที่แล้ว

      @@chandandash9259 andhabhakt >>>>

    • @satyajitmohanty6588
      @satyajitmohanty6588 ปีที่แล้ว

      Thik thik sasta re milithila boli bhal laguthila samastanku 🤣😂🤣😂

  • @prahaladsahu5406
    @prahaladsahu5406 ปีที่แล้ว +9

    ରୋଷାଇ ଓ ଖାଦ୍ୟ ଜିନିଷ ପରଷିବା ସମୟରେ ମଁହ ରେ ମାକ୍ସ କିମ୍ବା କପଡା ବାନ୍ଧିବା ନିହାତି ଜରୁରୀ ସେଥିପାଇଁ BMC ଏବଂ ସରକାର ଧ୍ୟାନ ଦେବା ଆବଶ୍ୟକ .

  • @prakashforyou
    @prakashforyou ปีที่แล้ว +48

    କିଛି ନହେଲେ ବି , ଆପଣଙ୍କୁ mask,apron, ଆଦି ର ବ୍ୟବହାର ନିଜେ ଓ ନିଜ କର୍ମଚାରୀଙ୍କ ଦ୍ଵାରା ହେବା ଅତ୍ୟନ୍ତ ଜରୁରୀ,,, ଆଉ ବାଢ଼ିବା ସମୟରେ ସଫଲ, ପାନ ଆଦିର ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷେଧ ହେବା ମଧ୍ୟ ଜରୁରୀ।

    • @rkghosh4145
      @rkghosh4145 ปีที่แล้ว +4

      Seita para special masala

  • @rahulagrawal6851
    @rahulagrawal6851 ปีที่แล้ว +121

    BMC ବାଲାଙ୍କୁ ରାତିରେ ଡାକିକି ଭଲ mutton feast ଗୋଟେ ଦେଇ ଦେଇଚି ବୋଧେ 😝

    • @faltuengineertoka1987
      @faltuengineertoka1987 ปีที่แล้ว +2

      Au full size b 😁😁😃😁😜😁😜😁😜😁

    • @dashingdebasish3312
      @dashingdebasish3312 ปีที่แล้ว +1

      😄😄😄

    • @SoumyaRMohanty2003
      @SoumyaRMohanty2003 ปีที่แล้ว +1

      ୟାର ମାସିକ କେତେ ଟଙ୍କା ରୋଜଗାର ହେଉଥିବ ? Any prediction. .

    • @faltuengineertoka1987
      @faltuengineertoka1987 ปีที่แล้ว +1

      @@SoumyaRMohanty2003 monthly 40-45lakh guarantee 🙏🙏🙏 overall income au invest 20-25 lakh guarantee 🙏🙏

    • @SoumyaRMohanty2003
      @SoumyaRMohanty2003 ปีที่แล้ว +1

      @@faltuengineertoka1987 may be,auu sethire kahuchi gote ଘର ୫୦୦୦୦ ଦେଇ ଭଡ଼ା ନେଇପରିବନି ,#JokeOfTheYear
      #ରେଡ୍_ଟେ_ହେଉ

  • @dosomegoodwork5286
    @dosomegoodwork5286 ปีที่แล้ว +2

    ଗୁଜବ ପ୍ରଚାର ଚାଲିଛି ।colour ମିଶେନି ମଟନ ଦେଖିଲେ ଆମେ ଖାଇଛୁ ଜାଣିଛୁ । ସମସ୍ତେ ଜାଣିଛନ୍ତି ।
    BMC କୁ ମୋଟା ପଇସା ଦରକାର ।
    Tax collector ପଇସା demand କରିଛି ଆଉ କିଛି ନୁହେଁ ।

  • @subhankarmishra4765
    @subhankarmishra4765 ปีที่แล้ว +10

    ବାସି ଟମାଟ ସକ୍ସ 😂😂😂😂 ୱାଓ... ଲେଜେଣ୍ଡରି ମିଡ଼ିଆ ଭାଇ ତମେ😂😂

  • @sajanhota72
    @sajanhota72 ปีที่แล้ว +2

    2 quintal mutton...1 kg re 24 pis...4 pis ra plate 130 na 150.....130 half Hele 1 kg re 6 plate..130×6=780..
    200 kg re...780×200=156000...gote Dina ra bikri...hotel line 30..40% ta rahiba katha....sethire puni katha chuli..gas nahi..hotel room rent nahi..ecomdetion nahi..chala hotel na...staff kharchacha..haou haou sabu Kati ki 20% margin dhariba..156000 ra 20%=31200..haou chada..10%..
    15600...Dina ku....Hele masaku...15600×30=468000........aou jadi 20% nele 31200×30=936000....achha aou kichi na Hele bhi Dara dam dekhi ki..5% ta balu thib...kete heba mate jna nahi nije nije hisab karineba...baki rahila...hasi majak re kahideli...bekar time thila lekhideli...ame ta gariba loka....dehaku nebeni

    • @SoumyaRMohanty2003
      @SoumyaRMohanty2003 ปีที่แล้ว

      Seita lokanku dekhajauni . BMC should check his bank balance and the tax he give to govt.

  • @binayakpatra9001
    @binayakpatra9001 ปีที่แล้ว +48

    ଗାଲୁଆ ଟା...... ଆଜି କାଲି ଟେଷ୍ଟ ଲାଗିଲେ.... ଲୋକ ଘୁଅ ବି ଖାଇଦେବେ..... ତମେ ତୋ କିଛି ଜାଣିନ....ଟା ବୋଲି କଣ ଲୋକଙ୍କୁ ଘୁଅ ବି ଦେଇଦେବ..... ପାଟିରୁ ତୋ ଛେପ ପକେଇଦେଉଛୋ face to face.... ଆଉ କଣ କାହାଣୀ କହୁଛୋ

    • @y-mer6744
      @y-mer6744 ปีที่แล้ว +3

      Tume khaicha bodhe

    • @binayakpatra9001
      @binayakpatra9001 ปีที่แล้ว +3

      @@y-mer6744 କିଶୋର ଦୋକାନରେ ଚାଟୁଥିଲୋ ବୋଧେ ତମେ

  • @chinueating
    @chinueating ปีที่แล้ว +106

    ସଫଳ ଜାକି ଛି ଶଳା ଛେପ ପଡୁଥିବ ମଟନ ରେ
    ତତେ ସବୁଜଣା ଲାଇସେନ୍ସ କରୁନୁ ଗାଲୁଆ ଟା ଶଳା

    • @7xoff777
      @7xoff777 ปีที่แล้ว +4

      To Banda pakauthiba

    • @jagyandattakar3658
      @jagyandattakar3658 ปีที่แล้ว

      Ragana....bhai..

    • @principalff1788
      @principalff1788 ปีที่แล้ว +1

      Bhai re tu sure tanka gaon loka nahale pakha akha loka sala Tora Kain jalu6i 😂

    • @binodtech7556
      @binodtech7556 ปีที่แล้ว +1

      Ta baniyan re padichi chehpa .. dekha white baniyan re 🤣

    • @Madarshachap_maa_chudai_center
      @Madarshachap_maa_chudai_center ปีที่แล้ว

      ତୋ ବୋପା ଦିଅକରେ କିଏ ଖାଇଥିଲା ନା mutton.... ମାଘୀଆ ତୋର ତ ଔକାତ ନାହିଁ mutton ଖାଇବାରେ ତୁ ସଳା କଣ ଗପିବୁ....

  • @pratimadas001
    @pratimadas001 ปีที่แล้ว +6

    କିଶୋର ହୋଟେଲର ନାମରେ ଯେଉଁ ଅଭିଯୋଗ ଆସିଛି ଏହା ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କୁ ବଦଲାମ୍ କରିବା ପାଇଁ ଏହି ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ଜଣେ ସଚୋଟ୍ , ପରିଶ୍ରମୀ ଓ ଦୟାଳୁ ଲୋକ। ତାଙ୍କ ନାମରେ ଯେଉଁ ଲୋକମାନେ ମିଥ୍ୟା ଅଭିଯୋଗ ଆଣିଛନ୍ତି ସେମାନଙ୍କୁ ଭଗବାନ କେବେ କ୍ଷମା ଦେବେ ନାହିଁ।

    • @logensahu9001
      @logensahu9001 ปีที่แล้ว +3

      ଆଛା ଭାଇନା କହିଲ ମଟନ ଉପରେ କେମିତି ଗୁଟକା ଖାଉଛି ଯଦି କିଛି ପଡିଗଲା ତା ଉପରେ ତ 😂

    • @SoumyaRMohanty2003
      @SoumyaRMohanty2003 ปีที่แล้ว +2

      Open ur mind .

    • @AnilKumar-1761
      @AnilKumar-1761 ปีที่แล้ว

      Pratima tu gote nonsense

    • @pratimadas001
      @pratimadas001 ปีที่แล้ว

      @@logensahu9001 hn tame thik katha kahile next time tabku gutuka khaibaku mana Kariba au

    • @pratimadas001
      @pratimadas001 ปีที่แล้ว

      @@SoumyaRMohanty2003 yah

  • @laxmidharapanda6086
    @laxmidharapanda6086 ปีที่แล้ว +35

    ଆଗକୁ ପୂଜା ଆସୁଛି, ତେଣୁ ସେମାନଙ୍କୁ ବଟି ଦରକାର ବିଶେଷକରି ସୁଲୋଚନର ଭଲ ଦାମୀ ଶାଢ଼ୀ ଦରକାର ! ଟିକେ ବ୍ୟବସ୍ତା କରିଦିଅ........

    • @Bibekkumar622
      @Bibekkumar622 ปีที่แล้ว +1

      😂

    • @pikukumar5210
      @pikukumar5210 ปีที่แล้ว

      Hohiray magia toha bhali kan sia bhikari

    • @laxmidharapanda6086
      @laxmidharapanda6086 ปีที่แล้ว

      @@pikukumar5210 ଖାଲି ଭିକାରୀ ନୁହେଁ ଚୋର ଟାଉଟର ହତ୍ୟାକାରୀ ଦଳର ଅଂଶୀଦାର ! ସ୍ୱାର୍ଥପାଇଁ ଆଜି ୟା ଗୋଡ଼ ତ କାଲି ଆଉ କାହା ଗୋଡ଼ ଧରିବାଵାଲା ! ଆଉ କଣ ଶୁଣିବୁ ଯଦି କହରେ ଚାମଚା ?

  • @umeshchandramohanty7390
    @umeshchandramohanty7390 ปีที่แล้ว +12

    ପ୍ରକୃତରେ ରଙ୍ଗ ଓ ଚିନି ବହୁଳ ମାତ୍ରା ମୂଁ ଖାଇଛି, ଦୟାକରି ରଙ୍ଗ କି ଚିନି ମିଶାନ୍ତୁ ନାହଁ ବେପାର ଭଲ ଚାଲିବ

  • @batrangivlogs
    @batrangivlogs ปีที่แล้ว +4

    Bhaina tume kari chal ❤️
    Jay Jagannath 🙏🏻
    Bhai Mane Ready ta 🥰

  • @urbilkumar4540
    @urbilkumar4540 ปีที่แล้ว +1

    Way of conversation: Op 👍☝️👌

  • @prakashforyou
    @prakashforyou ปีที่แล้ว +3

    ଆପଣଙ୍କ ଖାଦ୍ୟର ତୁଳନା କରି ହେବ ନାହିଁ, ସାରା ଭାରତରେ ଏହା ଚର୍ଚ୍ଚିତ,, କିନ୍ତୁ ହୋଟେଲ କୁ ପରିଷ୍କାର ପରିଚ୍ଛନ୍ନ କରିବା ଆପଣଙ୍କ ନିତିଦିନିଆ ଦାୟୀତ୍ବ ହେବା ନିହାତି ଜରୁରୀ।।। ନହେଲେ ଆଜିର ଆଧୁନିକ ଯୁଗରେ ଏଭଳି ବିଜନେସ କୁ ଟାର୍ଗେଟ କରିବା ପାଇଁ ଏହି ସୋସିଆଲ ମିଡିଆ ରେ ଟ୍ରେଣ୍ଡ ଚଳାଇବା ସହଜ ହୋଇ ଗଲାଣି ।।

  • @dsmbharat9668
    @dsmbharat9668 ปีที่แล้ว +55

    ମଟନ ଉପରେ ପେଳ ପାଟି ଗୁଟଖା ଖାଇବା ଲୋକ ଧନ୍ୟ 🤣😂😆😜

    • @subhampanda3589
      @subhampanda3589 ปีที่แล้ว +1

      Epic 🤣😂🤣😂🤣😂🤣🤣🤣🤣🤣🤣🤣🤣🤣🤣🤣

  • @ashutoshbehura9635
    @ashutoshbehura9635 ปีที่แล้ว

    Thanks to pratidina TV for this news

  • @deepakmishra1311
    @deepakmishra1311 ปีที่แล้ว

    Kishore Babu next CM candidate for AAP..

  • @ashrumochanbarik7238
    @ashrumochanbarik7238 ปีที่แล้ว

    Nice reporting 👍

  • @ommprasadmahala1699
    @ommprasadmahala1699 ปีที่แล้ว

    Kishor babunka paii like heijau ❤️❤️❤️❤️😀

  • @mahendrabehera8980
    @mahendrabehera8980 ปีที่แล้ว +81

    Environmental conditions may be bad but quality of food is very tasty.I think BMC or any media has demanded any money for which action is taken.

    • @abhisekhdas5093
      @abhisekhdas5093 ปีที่แล้ว +9

      Bhai tame kebe khaicha tanka pakhare

    • @zsk5937
      @zsk5937 ปีที่แล้ว +5

      Tastelesss.....

    • @shubhamshekharsahoo5626
      @shubhamshekharsahoo5626 ปีที่แล้ว +5

      Laguchi , Bhai mutton khai nahanti.......... ( Kishore Bhai ) pakhare kimba mutton khai nahanti.

    • @suryakantsahu4154
      @suryakantsahu4154 ปีที่แล้ว +7

      Nua bbsr jaicha bodhe ....bahut jinsa basi ta pakahre

    • @mahendrabehera8980
      @mahendrabehera8980 ปีที่แล้ว

      Na mu khaini tanka pakhare jaha mu TH-cam re sunichhi and mo sanga manank tharu

  • @hardworkneverdies5679
    @hardworkneverdies5679 ปีที่แล้ว +106

    Humble person...Food quality is very good but yes environment could be more better

    • @AbhijitAVI
      @AbhijitAVI ปีที่แล้ว +20

      Khaicha Ebe Kebe jaiki na... Puruna test nahin ki quality bi nahin... Au Humble behavior khali TV re... Mu nije sethi khaichi bahut thara... Agaru badhia behave karuthila... Ebe Bhala chali ba pare Se khatir na kala bhali behave kare...

    • @lipsitanag6592
      @lipsitanag6592 ปีที่แล้ว +4

      @@AbhijitAVI thk thk

    • @odiacommentarmy142
      @odiacommentarmy142 ปีที่แล้ว +5

      Food quality is buddhi chelli, luna kinuni au jhala jindabaad. Narula ice cream khai loka mutton pochauchnti au

    • @girijamishra2318
      @girijamishra2318 ปีที่แล้ว +8

      Neither he is an humble person nor poor. He is one of richest person in odisha

    • @ashutoshmahakud161
      @ashutoshmahakud161 ปีที่แล้ว +6

      Third class food quality

  • @razababuofficial3108
    @razababuofficial3108 ปีที่แล้ว

    Kishore bhai tame kebe bi har mana nahin ..god bless u..🙏🙏🙏🙏

  • @artistmantupadhi2367
    @artistmantupadhi2367 ปีที่แล้ว

    We support kishor bhaina ❤️

  • @bibhutibhusanjena4499
    @bibhutibhusanjena4499 ปีที่แล้ว

    Humble person..

  • @dwarikanath1958
    @dwarikanath1958 ปีที่แล้ว +1

    Please create video in good quality preparation foods , that is food preparation without color, cleanness maintaining hotels so that outsider as well as local peoples get a healthy food in this adulatory odisha.

  • @mayurbhanjsnakesaver327
    @mayurbhanjsnakesaver327 ปีที่แล้ว

    Pratidin Tv News ku mor Bahut bahut Dhanyawad Hala Gota Katha B M C Bala nku kahi daba Cuttack Hospital Side re thiba Sabu Hotel Ku Thara Buli Ki Asntu Tapare Kishar Bahi Katha Bujhibe

  • @dilshanbudding9788
    @dilshanbudding9788 ปีที่แล้ว

    Cool man

  • @simirsen3317
    @simirsen3317 ปีที่แล้ว

    Berhampur ପିଢା hotel kebe seal ହେବ ସେଇଟି ଭି hiyigine maintaine ହେଉନି and ବହୁତ ଗନ୍ଧିଆ ପରିବେଶ ଏବଂ ମାଂସ କୁ ଟିକି ଟିକି ଖଣ୍ଡ କରିକି ପୁରା ଅଳ୍ପ ଦେଉଛି and ଲୋକଙ୍କଠାରୁ ଠକାମୀ କରି ବେସି ପଇସା ନେଉଛି,ମୋର ସବୁ ଭାଇ ଭଉଣୀ ମାନଙ୍କୁ request ki ଏପ୍ରକାର ଚର ଟାଉଟର ହୋଟେଲ କୁ ଭି ଭାଙ୍ଗି ଦିଅ

  • @subhransusekhar840
    @subhransusekhar840 ปีที่แล้ว

    Bhala hoichi....

  • @pintusabat9693
    @pintusabat9693 ปีที่แล้ว +1

    ଦୋକାନ ଭିତର କିଛି ସଫା ସୁତୁରା ନାହିଁ। ପରିଷ୍କାର ପରିଚ୍ଛନ୍ନ ବି ନାହିଁ।। ଲୋକ ମାନେ ନିଜ ସୁରକ୍ଷା ନିଜେ ଚିନ୍ତା କରି ଏପରି ଜାଗାରୁ ମଟନ ଖାଇବା ଉଚିତ୍ ନୁହଁ।

  • @Rahul-vl5zn
    @Rahul-vl5zn ปีที่แล้ว

    Love you ❤❤❤❤ bro

  • @dibya63
    @dibya63 ปีที่แล้ว +5

    Humble person kishore bhai

  • @binayanayak9420
    @binayanayak9420 ปีที่แล้ว

    Kishor Bhai jindabad 🤣🤣

  • @SHANTI_ODIYA
    @SHANTI_ODIYA ปีที่แล้ว +10

    2kg Chaina salt use karuchhanti

    • @principalff1788
      @principalff1788 ปีที่แล้ว

      Tame asi deki jaithila na kn 😒

    • @SHANTI_ODIYA
      @SHANTI_ODIYA ปีที่แล้ว

      @@principalff1788 yes jaiki dekha janiba

  • @kumarsatyajit91
    @kumarsatyajit91 ปีที่แล้ว +3

    Babu nka gold chain dekhii Jana paduchii rata rati niyama badali jaithiba...😊😊

  • @basudevpaital6775
    @basudevpaital6775 ปีที่แล้ว

    Vai ama ra 1 no loka Jagatsinghpur toka 👍👍👍👍

  • @suvashchandraswain391
    @suvashchandraswain391 ปีที่แล้ว +3

    Hygeine 1st , reputation is lossed , please take care , customer are happy,tasty food. Food industry checking is required always

  • @WorldIsMother
    @WorldIsMother ปีที่แล้ว +3

    KIshore bhaina move your facility to a nice dhabba . leave that place and maintain hygiene .

  • @himanshupatel2194
    @himanshupatel2194 ปีที่แล้ว +1

    Mg kishor

  • @ranjan542
    @ranjan542 ปีที่แล้ว +1

    Tomato socks nunhe re ba tomato sauce..

  • @prahaladkadraka5914
    @prahaladkadraka5914 ปีที่แล้ว

    Super video

  • @padmalochanmata5184
    @padmalochanmata5184 ปีที่แล้ว

    Good

  • @villageloverlalu4983
    @villageloverlalu4983 ปีที่แล้ว

    Perfect answer re bhai

  • @tarsemsingh2253
    @tarsemsingh2253 ปีที่แล้ว

    Very good stop

  • @sumantakumarpanda2560
    @sumantakumarpanda2560 ปีที่แล้ว +53

    Nonsense such unhygienic surrounding and rotten food is served . Thanks to BMC.Arrest him

  • @savethanature
    @savethanature ปีที่แล้ว +9

    ମାଗଣା ଖାଇବା ନପିଇବାରୁ ଏ ସବୁ ଡ୍ରାମା ବୋଧେ 🤔🤔🤔🤔🤔🤔

  • @sairamstudio361
    @sairamstudio361 ปีที่แล้ว

    Thanks bmc

  • @rsagarkumar5503
    @rsagarkumar5503 ปีที่แล้ว +1

    I think they have not maintained hygienic environment....as the vedio shows....well done ....

  • @CHITRASENASAHOO
    @CHITRASENASAHOO ปีที่แล้ว +5

    ୧୦୦% ମିଛୁଆ ବେପାରି

  • @KhantiAnguliaa
    @KhantiAnguliaa ปีที่แล้ว +1

    But ତମ ଈଗୋ ମିଶୁଛି ତମ ମଟନ ରେ ଏଟା ସତ 😷😷

  • @Sakunimama9
    @Sakunimama9 ปีที่แล้ว +3

    ଆଉ କାଖ ଝୋଳ ମିଶୁଛି। ସେତିକି ତୁମ ଗ୍ରାହକ ଙ୍କୁ ମିଳି ଗଲେ ବି ସେମାନେ ପାଦୁକ ପରି ଚାଖି ଦେବେ 😳🤣🤣

  • @sankarpardhan2920
    @sankarpardhan2920 ปีที่แล้ว

    Bhai ok ok

  • @kumaromanu3137
    @kumaromanu3137 ปีที่แล้ว

    Hii

  • @girijamishra2318
    @girijamishra2318 ปีที่แล้ว

    Bhai kete thakibu.

  • @asiskumar7490
    @asiskumar7490 ปีที่แล้ว

    💯 💯 re khela heichhi vitare

  • @pranabpanda1016
    @pranabpanda1016 ปีที่แล้ว +1

    Tomato Socks 🧦 nuhe re bhai..sauce....kebe bujhiba

  • @mr_das47
    @mr_das47 ปีที่แล้ว +4

    Many friends of mine are staying in Germany and America. Whenever they visit Bhubaneswar, they use to go this place for Mutton curry.
    Though I am vegetarian, I support this Kishore. I would suggest to Govt. take some tax and allow him to do the business.

    • @rajztzimi0230
      @rajztzimi0230 ปีที่แล้ว +1

      May b ur friends dont bother about cleaniness...

  • @hawaiiadda1615
    @hawaiiadda1615 ปีที่แล้ว +1

    ଲାଞ୍ଚ ଦେଲା ପରେ ସବୁ ଠିକି ଚଳିବ ଭାଇ ।

  • @trailokyanandinidas8141
    @trailokyanandinidas8141 ปีที่แล้ว +1

    ବନ୍ଧୁମାନେ, ଲାଗୁଚି ଆପଣ ମାନେ କେବେ ବି ଅନୁଗୁଳ ଜିଲ୍ଲା କୁ ଆସି ନାହାନ୍ତି....ଯଦି ଆପଣ ମାନେ କେବେ ବି ଥରେ ଅନୁଗୁଳ ଆସିବେ ତା ପର ଦିନ ଏ କିଶୋର ଭାଇ ମଟନ କୁ ଭୁଲି କି daily ଅନୁଗୁଳ ଖାଇବା ପାଇଁ ଆସିବେ....total ଓଡ଼ିଶା ରେ ଯଦି ଖାଇବା ଉପରେ ଦେଖା ଯାଏ ତାହେଲେ ଅନୁଗୋଳ ଜିଲ୍ଲା ତଳେ ସବୁ ରହିବେ...... ଯେଉଁଠି କିଛି ଭଲ ନମିଳେ ସେଇଠି କିଶୋର ଭାଇ ମଟନ ଦିଏ but angul dist ରେ ପ୍ରତ୍ୟେକ ଗଳି କନ୍ଦି ରେ ଖାଇବା no.1 ...କେବେ ବି ଥରେ ଖାଇକି ଦେଖନ୍ତୁ....କିଶୋର ଭାଇ କୁ ପୁରା ଭୁଲିଯିବେ

    • @sian1164
      @sian1164 ปีที่แล้ว

      Our Angul is always best 😘

  • @rakeshswain4578
    @rakeshswain4578 ปีที่แล้ว +1

    Tasteless, not hygienic maintain
    Jadi footpath dokan gote mutton mill ete tanka neucha je chada......
    Loka mane bujhiba katha
    Kali dokan dharapadila aji jai khauchanti loka manka pain hin ae manankara besi Bhau......

  • @The_Odia_Trader
    @The_Odia_Trader ปีที่แล้ว +4

    Tomato Sauce... Sucks ki Socks nuhe... Etiki Jana nahi, hele reporter habare bhari mana.

  • @somnathmohanty3557
    @somnathmohanty3557 ปีที่แล้ว

    Vijaya sir buli buli dekhibe Bhubaneswar sabu dokan se chaa dokan hau ki hotel

  • @gopalsahoo5566
    @gopalsahoo5566 ปีที่แล้ว

    Color aasila kouthi

  • @nickreynold
    @nickreynold ปีที่แล้ว

    ସବୁ ବିଷ. ଲୋକତ ମେଣ୍ଢା ଭଳିଆ ଲାଇନ ଲଗେଇଲେ ଆଉ ଘୁଷୁରୀ ଭଳିଆ ଗିଳିଗଲେ.ସେ କାହିଁକି ମନା କରିବା? ଯାହା ଅଛି ଠେଲି ଦେବ. ମୋର ଜଣେ ଜଣାଶୁଣା ପିଲା ଗାଁରୁ ନୂଆ କରିକି ରାଜଧାନୀ ଆସିଥିଲା. ମୋ ସହ ଗୋଟେ ଦୋକାନକୁ ଗଲା,ପ୍ରଥମ ଥର ଚିକେନ ପେଟିସ ଖାଇଲା(ମୁଁ ନିରାମିଷ ଵାଲା) ଆଉ ମୋ ଦେଖା ଦେଖି କୋଲା ଏବଂ ଫାଣ୍ଟା ମିକ୍ସ କରିକି ପିଇଗଲା. ଏମିତି ନିଶା ଧରିଲା ଯେ ଭଉଣୀ ଘଡିରୁ ପଇସା ଚୋରିକରି ସବୁଦିନ ଚିକେନ ପେଟିସ ଆଉ ମିକ୍ସ କୋଲଡ ଡ୍ରିଂକ୍ସ ଗିଳିଗଲା. ଦିନେ ଦେହ ଖରାପ ହେଇକି ଡାକ୍ତରଖାନାରେ ଝାଡା ବାନ୍ତି ହେଇକି ପଡିଲା. ମୁଁ ଦେଖିବାକୁ ଗଲି,ମୋତେ କହିଲା-ସେ ମୋତେ ସଢା ଚିକେନ ପେଟିସ ଦେଇଦେଲା. ମୁଁ କହିଲି-ତୁ ଘୁଷୁରୀ ଭଳିଆ ଗିଳିବାକୁ ଯିବୁ ସବୁଦିନ,ସେ ବି ଦେଖିଲା ପେଣ୍ଡିଆ ଗରାଖ,କାହିଁକି ମନା କରିବି,ଠେଲି ଦେଲା ଯୋଉଟା ଫୋପାଡ଼ିଦେଇଥାନ୍ତା.

  • @osamaobama1574
    @osamaobama1574 ปีที่แล้ว

    Bhala hela

  • @srimantapanigrahi2765
    @srimantapanigrahi2765 ปีที่แล้ว +1

    ପୁରା ଖରାପ ଖାଦ୍ୟ Chaina salt ମିଳୁଛି
    Food inspector money Naichanti

  • @odiadhun482
    @odiadhun482 ปีที่แล้ว +2

    Ranga miseinu ta kan aape aape red hauchi 😂🤣🤣

  • @muralimarbletiles5414
    @muralimarbletiles5414 ปีที่แล้ว

    ବିଏମଷି କୁ ଦେଖା ଜାଉନି ସଡ଼କ ସାଇଟିରେ ଦୋକାନ ଅଛି କେତେଗୁଡ଼ିଏ ସବୁ ଦୋକାନ ରେ କଲର ମିସା ବିଷ ତାକୁ ଚଢ଼ାଉ କରି ପାରିବେ କରିଦେଖା

  • @ZAC641
    @ZAC641 ปีที่แล้ว +2

    What a hygiene place 😂😂😂

  • @AbhijitAVI
    @AbhijitAVI ปีที่แล้ว +1

    Nali Kankada Au Nali Chungudi tike dekheila camera re.. ranga use karuna kahucha...

  • @u_bro_creation2547
    @u_bro_creation2547 ปีที่แล้ว

    20ବର୍ଷ ହେଲା BMC କଣ କଣ କରୁଥିଲା ।

  • @Rose-rl1qq
    @Rose-rl1qq ปีที่แล้ว +10

    Sir pana khaiki katha heicha chepa paduthiba pura unhygienic bahut mu dekhichi seithi basiki khai bhi hebani clean nahi jama

  • @sureshkumarjena5719
    @sureshkumarjena5719 ปีที่แล้ว +1

    Jadi sata ta hele jaldi bandh kara dia jaau good decetion

  • @kamleshrai6177
    @kamleshrai6177 ปีที่แล้ว

    #Overbridge
    #Barpali
    #Jago
    #HallaBol
    पशु भी अपने अधिकार के लिए संघर्ष करते हैं! हाथियों को ही देख लें! जब उनके रास्ते में गांव, शहर, सड़क, फार्म हाउस आदि बनाये जाते हैं, तो वे लड़ते हैं! वे गुस्से में खेत, गांव आदि उजाड़ डालते हैं! उनके पास महात्मा बुद्ध, ईसा मसीह, महात्मा गाँधी नहीं थे, न हैं; इसीलिए उनके पास एकमात्र हिंसक रास्ता है! यहीं पर पशु और इंसान में बुनियादी फर्क नजर आता है!
    लेकिन हम तो इंसान हैं! और हमारे पास अपने अधिकारों की रक्षा के लिए शांतिपूर्ण रास्ता भी है! हम महान प्राणी हैं! लेकिन कई बार हम उन पशुओं से भी निम्न श्रेणी के प्राणी साबित होते रहे हैं; जब हम अपने अधिकारों को लुटते-छिनते हुए चुपचाप देखते रहते हैं!!
    तब लगता है कि ऐसे मानवों से बहुत बेहतर प्राणी वो हाथी, जो अपने अधिकारों के लिए प्राण तक देने को तैयार!!
    शहरों में रहने भर से कोई नागरिक नहीं बन जाता! कार, बाइक में चलने; बिल्डिंगों में रहने, कीमती कपड़े पहनने, बड़ेबड़े भोज करने भर से कोई नागरिक नहीं हो जाता!! नागरिक होने के लिए सबसे पहले जागरूक, विवेकवान, सामाजिक होना जरूरी है! जो अपने अधिकार और कर्तव्य के बारे में अच्छे से समझता है और अपने कर्तव्यों को पूरा करते हुए अपने अधिकारों के लिए संघर्ष करता है; वही सही मायने में "नागरिक" है!! वरना कुत्ते, बिल्ली, सुअर, गाय, बैल, भैंस, बकरी भी खाना खाते हैं; जीवन गुजारते हैं और मर जाते हैं!! हम उन #बेजुबान जानवरों से बेहतर हैं, तो हमें अपने अधिकारों की रक्षा के लिए लड़ना होगा!! लड़ने के कई स्तर और कई तरीके हैं!! कमसेकम #गिलहरी से तो कुछ सीखें हमलोग!!
    बरपाली अंचल सहित पूरे देश-दुनिया के इंसानों जागो!! जागो जागो जागो ... ...
    #Overbridge
    #Barpali
    #Jago
    #HallaBol

  • @Nickey_45-22
    @Nickey_45-22 ปีที่แล้ว

    Ghare baneile b amti color asuchi. Ta ame color masauchu. Are tomato sauce kia use karuchi mutton re

  • @pujaranimallick305
    @pujaranimallick305 ปีที่แล้ว

    Kete badhia personality ☺️

  • @ilovemyindiabmkj8927
    @ilovemyindiabmkj8927 ปีที่แล้ว +1

    Dear kishor don't b afraid,speak about the corrupt officials,must have demanded bribe in lakhs to this businessman.even cats n dogs bureaucracts will come for taxation purposes.this easy earning salary income officials earn easily by bribe ,we private employees n small business r always harassed.

  • @techtips9334
    @techtips9334 ปีที่แล้ว +1

    Sabu thik je, rice dhouni direct handi re. Mutton dokaru kata heiki Asila direct handi re your

  • @Sagar11532
    @Sagar11532 ปีที่แล้ว +6

    Aji media Bala asuchanti boli,janisuni colour miseini sala galua lokata

  • @barunabhijeet4880
    @barunabhijeet4880 ปีที่แล้ว

    Wow kishore bhai amara sati sabitri pura khira re gadhau chanti

  • @soumyamohapatra1280
    @soumyamohapatra1280 ปีที่แล้ว

    କିଶୋର ଭାଇନା ଫାଇନ ଦେଇ ନାହାନ୍ତି ବଟୀ ଦେଇଛନ୍ତି ସେଥିପାଇଁ ତ ସେ ଖୋଲମ୍ ଖୁଲା ବିକୁଛନ୍ତି...

  • @digambarsamal215
    @digambarsamal215 ปีที่แล้ว +2

    But aga valiaa aau motan laguni pani bohutu misuchi

  • @sanjeetbehera5620
    @sanjeetbehera5620 ปีที่แล้ว +5

    He is saying 20 years.. meaning 2022-20=2002. I will tell you 2002 Doordarshan colony area was a jungle... no body even dare to go by that road after 7pm or 8PM. Even i have not heard of him before 5 years. Its food vloggers ho made him famous. I am not blaming..but the thing is serve fresh food not the frozen meat or wasted items...thats all.. whats the big deal. Do good to the customers who have trusted you all these days....

  • @top10lessons
    @top10lessons ปีที่แล้ว

    Hmm Bhai tame tike neatand clean rakha please

  • @rajeshsahoo1006
    @rajeshsahoo1006 ปีที่แล้ว

    Jie agaku badhiba
    Loka goda tanibe

  • @sarangirsatya
    @sarangirsatya ปีที่แล้ว

    Denga munda re thenga.. dont worry bhaina..kiye asu na asu .mu sabu bele tama mutton fan..

  • @uttamjena3727
    @uttamjena3727 ปีที่แล้ว

    Bmc କୁ ପଇସା ମିଳିନାହିଁ ସେଇଥିପାଇଁ

  • @priyadeepparida1015
    @priyadeepparida1015 ปีที่แล้ว +1

    Sandha ku bhagawata padhauchu Kishore bhaina

  • @bijaysamantrayjatra
    @bijaysamantrayjatra ปีที่แล้ว +2

    ସବୁଠାରୁ ବେକାର ମଟନ

  • @mahabirprasadpatra2278
    @mahabirprasadpatra2278 ปีที่แล้ว

    Rajiya Prasidha😀😀😀😀😀😀

  • @balaramrout7445
    @balaramrout7445 ปีที่แล้ว

    ସବୁ ନାଟକ
    କଛି କାମ ନାହିଁ

  • @jyotiprakashmohapatra1950
    @jyotiprakashmohapatra1950 ปีที่แล้ว

    ଆଗରୁ କେହି ଚଢ଼ାଉ କରୁ ନଥିଲେ you tube ରେ viral ହେଲା ପରେ ଆସି ........ ହଉଛନ୍ତି ।