Super Hit Chauda Akshyari By Gayeeka Sasmita Patra | Odia Pala | Bhakti Prathana

แชร์
ฝัง
  • เผยแพร่เมื่อ 26 พ.ค. 2024
  • Super Hit Chauda Akshyari By Gayeeka Sasmita Patra | Odia Pala | Bhakti Prathana
    #odia_pala
    #chauda_akshyari
    #gayeeka_sasmita_patra
    #bhakti_prathana ପ୍ରିୟ ଦର୍ଶକ ବନ୍ଧୁ |
    ସମସ୍ତଙ୍କୁ ନମସ୍କାର | ଆପଣ ମାନେ ଦେଖୁଛନ୍ତି ଭକ୍ତି ପ୍ରାର୍ଥନା TH-cam Channel | ଏହା ଏକ ସଂସ୍କୃତି ଭିତ୍ତିକ ଚେନେଲ | ଏହି ଚେନେଲ୍ ମାଧ୍ୟମରେ ଆମେ ଓଡ଼ିଶାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବ ସମ୍ମୁଖରେ ପହଞ୍ଚାଇବା ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିବୁ | ବିଶେଷକରି ଓଡିଶାର ବିଦଗ୍ଧ କଳା ପାଲା ର ପ୍ରଚାର ପ୍ରସାର ପାଇଁ ଆମର ଚେଷ୍ଟା ସଦା ସର୍ବଦା ଜାରି ରହିବ | ଓଡିଶାର ପାଲା ଏକ ବିଦଗ୍ଧ କଳା | ପାଲା ପରିବେଷଣ କରୁଥିବା ଗାୟକ କିମ୍ୱା ଗାୟିକା ମାନେ ଜଣେ ଜଣେ ଗଣ ଶିକ୍ଷକ ଅଟନ୍ତି | ପାଲା ଏମିତି ଏକ ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ଯାହାକୁକି ସମସ୍ତ ପରିବାର ବର୍ଗ ଏକତ୍ର ବସି ଉପଭୋଗ କରିପାରିବେ ଏବଂ କିଛି ସାମାଜିକ ଶିକ୍ଷା ମଧ୍ୟ ଲାଭ କରି ପାରିବେ | ଆଧୁନିକ ସମାଜରେ ଏହି ପାଲା କଳା କିଭଳି ଭାବରେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିବ ସେଥିପାଇଁ ଆମର ଚେଷ୍ଟା ଜାରି ରହିବ ସେଥିପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା, ଭଲପାଇବା ଆମର ନିତାନ୍ତ ଆବଶ୍ୟକ | ଆପଣଙ୍କ ଭଲ ପାଇବା ରହିଲେ ଆମେ ଆଗକୁ ଆହୁରି ଅନେକ ନୁଆ ନୁଆ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚେବାର ପ୍ରୟାସ ଜାରି ରଖିବୁ | ଯଦି ଆପଣ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ କରି ନିଅନ୍ତୁ | ଯଦି ଆପଣଙ୍କର ଅଞ୍ଚଳରେ ହେଉ ଥିବା ସାଂସ୍କୃତିକ କାର୍ଯକ୍ରମ କୁ ଆମ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଆମ ସହ ଯୋଗ ଯୋଗ କରନ୍ତୁ |
    BHAKTI PRATHANA, BHUBANESWAR
    Mob. 7008527328
    ବି. ଦ୍ର.- ଏଥିରେ ପ୍ରସାରଣ କରାଯାଉଥିବା ସମସ୍ତ ତଥ୍ୟ ଗାୟକ କିମ୍ୱା ଗାୟିକା ଙ୍କର ନିଜସ୍ୱ ଅଟେ | ଏଥିରେ ଯଦି କିଛି ତ୍ରୁଟି ପରି ଲକ୍ଷିତ ହୁଏ ସେଥିପାଇଁ ଭକ୍ତି ପ୍ରାର୍ଥନା କର୍ତୁ ପକ୍ଷ ଦାଇ ରହିବେ ନାହିଁ |
    ସମସ୍ତଙ୍କୁ ଧନ୍ୟବାଦ୍ 🙏🙏🙏
    ଜୟ ଜଗନ୍ନାଥ 🙏🙏🙏
    Please Watch Like, Share & Subscribe
    Thank You For Watching 🙏🙏🙏

ความคิดเห็น • 13

  • @msbcreate3509
    @msbcreate3509 2 หลายเดือนก่อน +11

    Very Very nice

  • @sasmitapatra6215
    @sasmitapatra6215 2 หลายเดือนก่อน +3

    Very nice

  • @Dolagobinda-pk8wh
    @Dolagobinda-pk8wh หลายเดือนก่อน +2

    Sundara paribeshana

  • @ajaysamal1195
    @ajaysamal1195 หลายเดือนก่อน +2

    Jay jagannath🙏🙏🙏🙏🙏🙏

  • @rashmiranjanpatra9209
    @rashmiranjanpatra9209 2 หลายเดือนก่อน +2

    Sunder paribesan

  • @kshetramohanswain7709
    @kshetramohanswain7709 หลายเดือนก่อน +1

    ଖୁବ୍ ସୁନ୍ଦର ଜଯ ଜଗନ୍ନାଥ

  • @YyukhgVvb
    @YyukhgVvb หลายเดือนก่อน +2

    Nice❤❤❤❤

  • @nityanandadas295
    @nityanandadas295 หลายเดือนก่อน +1

    Jay jagannath Mohaprabhu🙏🙏🙏

  • @laxmidharrath4378
    @laxmidharrath4378 2 หลายเดือนก่อน +6

    Jay jagannath

  • @minakshipatra3917
    @minakshipatra3917 หลายเดือนก่อน +1

    Verry verry shu she

  • @PratikPatra-kj6cd
    @PratikPatra-kj6cd หลายเดือนก่อน +3

    Very Very nice ❤❤❤❤🎉🎉🎉🎉🎉🎉🎉

  • @PratikPatra-kj6cd
    @PratikPatra-kj6cd หลายเดือนก่อน +2

    Sundara paribeshana

  • @bibatschhipodh3591
    @bibatschhipodh3591 17 วันที่ผ่านมา +1

    Very nice