ଓଡ଼ିଶାକୁ ମିଳିଲା କଣ ? || Union budget 2024 || socialtalk || odisha public || odisha letast news

แชร์
ฝัง
  • เผยแพร่เมื่อ 16 ต.ค. 2024
  • 🙏ଜୟ_ଜଗନ୍ନାଥ🙏
    Hey guys.
    Welcome back to our channel Social TalkOfficial . If you liked the video then please like it and share it with your friends. If you wanna see more of me then do subscribe to my channel!
    Affiliate links-
    camera - amzn.to/44jjrZN
    Tripode - amzn.to/3NMHXv1
    Ring light - amzn.to/46IxjhH
    WELCOME TO NEW VIDEO...........................
    SEE MY OLD VIDEO.....................
    I hope you like this video....
    ----------------------------------------------------------
    ଆମେ ଆସା କରୁଛୁ ଏହି ଭିଡ଼ିଓ ଟି ଆପଣ ମାନଙ୍କୁ ଭଲ ଲାଗିଥିବ
    ଭିଡ଼ିଓ ଟି କେମିତି ଲାଗିଛି comment box ରେ ନିଶ୍ଚୟ comment କରନ୍ତୁ ଧନ୍ୟବାଦ
    ----------------------------------------------------------
    Socialtalkofficial, socialtalk,bjd,bjp,odisha public , bjd , bjp , odisha letast news
    Share, Support, Subscribe!!!
    ...........................👍👍👍.............................
    Facebook: / socialtalks9. .
    instagram link : / socialtalk111
    Channel I'd Social talk official
    / @socialtalkofficial01
    .....................🙏🙏🙏🙏🙏.........................
    YOUR ANY QUESTIONS PLEASE
    COMMENT BELOW.......................................
    AND PLEASE SUPPORT THIS CHANNEL....
    PLEASE SUBSCRIBE ...................................
    PLEASE LIKE.................................................
    PLEASE COMMENT.......................................
    ANY QUESTION COMMENT..........................
    THANKS 4 WATCHING 💞💞......................
    DISCLAIMER -
    Copyright disclaimer under section 107 of the copyright act 1976, allowance is made for "fair use" for purposes such as criticism, comments, news reporting, teaching, scholarship and research. Fair use is a use permitted by copyright statute that might otherwise be infringing. Non-profit educational or personal use tips the balance in favor for fair use.
    #socialtalkofficial
    #odisha

ความคิดเห็น • 1.1K

  • @satyajitmishra9281
    @satyajitmishra9281 2 หลายเดือนก่อน +18

    ନାଲି ଗାମୁଛା ତତେ ଲାଜ ଲାଗୁନି ଛି.ଅଗ୍ନିବୀର କରିକି Army କୁ ବୁଡେଇଲ ତା ପରେ କହୁଛୁ Army କୁ ଅଧିକ ପ୍ରାଧାନ୍ୟ ମିଳୁଛି. ମୁଁ ନିଜେ ଜଣେ ଅଗ୍ନିବୀର 😡😡😡 କିନ୍ତୁ 2020-2021 ମସିହା ରେ ମୋର joining କୁ cancel କଲା ମୋଦି ସରକାର ସେତେବେଳେ ସୋଇପଡ଼ିଥିଲୁ କି
    #Andhabhakta 👍😅😅

  • @jubeldalabehera7630
    @jubeldalabehera7630 2 หลายเดือนก่อน +46

    ଶଳା ଖାଲି ବିହାର ଆଉ ଆନ୍ଧ୍ର ପାଇଁ ହେଇଛି ଓଡ଼ିଶା ରେ 20 mp ଜିତି କଣ ଲାଭ ହେଲା BJP talk 😢😮😮

    • @rastrawadihinduofficial9466
      @rastrawadihinduofficial9466 2 หลายเดือนก่อน +1

      ତମ BJD ଥିଲା ୨୫ ବର୍ଷ କଣ କଲା ରେ BJD jubeldalabehera😮

    • @vasundharaofficial
      @vasundharaofficial 2 หลายเดือนก่อน

      Bjd 25 years mp kona ta korile ki ?

    • @satyajitmallick6165
      @satyajitmallick6165 2 หลายเดือนก่อน +3

      ​@@rastrawadihinduofficial9466kn karichi tu janinu jaa sei gariba lokanku pachare se kahibe au tame bjp ei 5 barsha ba

  • @malaysahoo1723
    @malaysahoo1723 2 หลายเดือนก่อน +87

    ନାଲି ଗାମୁଛା ପ୍ରକାଶ କୁ ଏବେ କିଛି ଦେଖା ଯାଉ ନି।
    ଓଡ଼ିଶା କୁ ବିହାର କୁ 26000କୋଟି
    ଆନ୍ଧ୍ରା କୁ 15000କୋଟି
    ଆଉ ଓଡ଼ିଶା double engine ସରକାର
    20 ସାଂସଦ କିନ୍ତୁ ଆଳୁ
    ଏବେ ଦେଖା ଯାଉଛି କି ନାହିଁ।
    କି ପରିବର୍ତ୍ତନ ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ।
    ନା ବିନାଶ ଖାଲି 👟 🐕

    • @vasundharaofficial
      @vasundharaofficial 2 หลายเดือนก่อน

      25 years re bjd mp kona ta korile ki ?

    • @malaysahoo1723
      @malaysahoo1723 2 หลายเดือนก่อน

      @@vasundharaofficial ବର୍ତ୍ତମାନ double engine ସରକାର ପା।
      ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ /ବିନାଶ

    • @mr.talcher9755
      @mr.talcher9755 2 หลายเดือนก่อน

      Tame ete andha bhakt je jani paruna ki bjd kebala odisha re thila se bala Modi kn pai bjd state re besi deyi thanta bigata Barsha re 😂😂 se semiti jadi dianta ta alaga party ra state bhi bhala develop heyi thanta 😮😮😮 chii chii Tama katha suni lajya laguchi 😂😂😂 ​@@vasundharaofficial

    • @rastrawadihinduofficial9466
      @rastrawadihinduofficial9466 2 หลายเดือนก่อน

      @@mr.talcher9755 भगवान राम 🛕के सभा में सब के सब भक्त थे इसलिए सब की बात सुनी जाती थी।लेकिन मायबी रावण की सभा में सब के सब चमचे 🥄 थे इसलिए आदेश दिया जाता था।🤣😂😅
      #चामचे 🥄😅😂🤣

    • @mr.talcher9755
      @mr.talcher9755 2 หลายเดือนก่อน

      @@rastrawadihinduofficial9466 hm pata he kn chatu kar he kon Nehi .. ye mujhko mat sikha kisika acha bol Dene se uska chatu kar nehi ban jate he ..
      Or Sala Humare centre me ta Raban ka bhatija betha he 😂😂😂
      Isliye Railway vacancy keliye itne Twitter PE protest hua lekin berojgar ke debta ko kucha Nehi dikha chale ayye chamcha batane Wale kon chamcha he khud ko puch 😂😂😂
      Agar dum he Talcher MLA ko Sayam raban ka bhatija ake bhi hila nehi sakta ..
      Jo har waqt logo sath deta he ta unka support karna kya Guna he 😂😂😂
      Odisha me highest margin me BJD ke MLA Talcher se jita he
      23000 + vote se ..
      BJP = jumla baji
      Kanta lagega padh kar 🥺🥺🥺

  • @Krishna14kk
    @Krishna14kk 2 หลายเดือนก่อน +158

    ଓଡ଼ିଶାକୁ ବଜେଟ୍ ରେ କିଛି ନାହିଁ 👍🏻
    ବିହାର, ଆନ୍ଧ୍ର ଯାହା ପାଇଲା କଣ ଅଛି ତା ତୁଳନାରେ ?
    ବେଳେ ବେଳେ ବେଶି ଭାଷଣ ହେଇ ଯାଉଛି ତୁମର 😂

    • @desigaming3890
      @desigaming3890 2 หลายเดือนก่อน +1

      କାଳିଆ ପଇସା ଖାଅ

    • @debraj6744
      @debraj6744 2 หลายเดือนก่อน +10

      Eita social talk nuha chutyal talk😂

    • @hemantanayakz4809
      @hemantanayakz4809 2 หลายเดือนก่อน +1

      Bala naa

    • @Krishna14kk
      @Krishna14kk 2 หลายเดือนก่อน

      @@priyankaparida47 odisha 1st time BJP government hela ? Kichhi special budget milila ki ?

    • @vrajstudio7204
      @vrajstudio7204 2 หลายเดือนก่อน +2

      ଓଡିଶା ବଜେଟ ଗତ ସରକାର ରୁ ଚଳିତ ବା ମୋହନ ସକାର ରୁ 10 ଗୁଣା ଅଧିକା ମିଳିଛି ଧାନ 3100 ଭତ୍ତା 3500 ଆହୁରି ବହୁତ ଅଛି ନୂଆ ସକାର ବିକାଶ ଓଡିଶା ବହୁତ ହେବ 100%

  • @arunakumarkata6903
    @arunakumarkata6903 2 หลายเดือนก่อน +21

    ଭତ୍ତା କୁଆଡେ ଗଲା ବଡ଼ ବଡ଼ ଭାଷଣ ମାରୁ ଛ

    • @UmmmLldl
      @UmmmLldl 2 หลายเดือนก่อน

      ମିଲ ବା ରେ ବେଟିଆ ଗିହା

  • @prasankumarofficial
    @prasankumarofficial 2 หลายเดือนก่อน +5

    ଭାରତୀୟ ଭାବେ ନୁହେଁ ତୋ ପରି ଅନ୍ଧ ଭକ୍ତ ଭାବେ ହିଁ ବିଚାର କରିହେବ , ଆମ ଦେଶରେ budget କେତେ କାମରେ କୋଉଠି ଲାଗିବ 😂

  • @rohitpadhan2769
    @rohitpadhan2769 2 หลายเดือนก่อน +4

    ଆରେ ଭାଇ ଦରଦାମ ବଢାଯାଇଛି ବୋଧେ ଜଣା ପଡୁନି ସରକାରଙ୍କୁ 😮😮

  • @sambitkumar628
    @sambitkumar628 2 หลายเดือนก่อน +4

    ବିଜୁଳି 300 ୟୁନିଟ ଫ୍ରୀ କେବେ ମିଳିବ କହ ଜୁଲାଇ ମାସ ସରିଗଲାଣି

  • @TripleKEmpire-br8tf
    @TripleKEmpire-br8tf 2 หลายเดือนก่อน +142

    ତୁ ଶଳା ଭଉଣୀ ଗିହା BJP ଚାମଚା

    • @asishhota8450
      @asishhota8450 2 หลายเดือนก่อน +7

      To bhauni ku mu gehithili bahut maja lagithila ki giha re to bhauni ku pacharibu se bhuli paru na thiba

    • @TripleKEmpire-br8tf
      @TripleKEmpire-br8tf 2 หลายเดือนก่อน +1

      @@asishhota8450 ବେଶି ଛୋଡ଼ି ହଉଛୁ ତ number ଦେ ତ ରଙ୍ଗ ନ ଛଡେଇ ଦେଇଛି ମୋତେ ଚିହ୍ନିବୁ

    • @ommvisual3747
      @ommvisual3747 2 หลายเดือนก่อน

      Tu maghia bjd pelo chota

    • @AllGemarGay
      @AllGemarGay 2 หลายเดือนก่อน

      ​@@asishhota8450haire sala bhauni word jau use karuchu to bhauni to ghare to pakhare sabu bele achi ta saha bi emit karichu tor bahut experience achi au 😂😂😂😂😂

    • @ommprakash8004
      @ommprakash8004 2 หลายเดือนก่อน +1

      ବା ଭାଇ ବା ତମେ ଭାଷା କହି ତମ ଚରିତ୍ର ଦେଖେଇ ଦେଲ ।

  • @rohitpadhan2769
    @rohitpadhan2769 2 หลายเดือนก่อน +3

    ଦେଶ ପଇସା କୁ କିଏ ଚାଲୁ କରିଦେଉଛି ତୋତେ ଠିକ ଜଣା

  • @odiatokagunu7874
    @odiatokagunu7874 2 หลายเดือนก่อน +87

    ଆରେ ସୋସିଆଲ ଟାଉଟର ତୋ ବେଳା ଟା ଭଲ ରେ ତତେ ବିଜେପି ର ଚାଟିବା କାମ ମିଳି ଯାଇଛି ସେଇଟା ପୁଣି ବିଜେପି ସରକାର କୁ ଆସିବା ଆଗରୁ

  • @Viral_fast-w3n
    @Viral_fast-w3n 2 หลายเดือนก่อน +2

    ଭାଇ ତମେ ଯଦି ଟିକେ ଶିକ୍ଷିତ ହେଇଥାନ୍ତ, ତାହାଲେ ଭଲ ହେଇଥାନ୍ତା,ତାହାଲେ ଦେଶର ପ୍ରକୃତ ଅବସ୍ଥା ତମେ ଜାଣିପାରିଥାନ୍ତ।

  • @mr.saggie9419
    @mr.saggie9419 2 หลายเดือนก่อน +6

    ଯଦି ସବୁ ବେକାରୀକୁ ଚାକିରୀ ଦିଆହବ, ତତେ କାଇଁ ଦେଲେନି ବିଜେପି 😂 ଓହୋ ତୁ ଚାକିରୀ କଲେ ଏଠି ବାକଚୋଦୀ କିଏ କରିବ ?? 😂

  • @sachindanandamahapatra6758
    @sachindanandamahapatra6758 2 หลายเดือนก่อน +44

    ମୁଁ ବିଜେପି କୁ ଭୋଟ ଦେଇଛି but ମୋଦି ବଜେଟ ରେ ମତେ କିଛି ପଇସା ନାଇ ମିଳିଲା ସେଥିପାଇଁ 2029 ରେ ଆଉ ଦେବିନି

    • @budhiramsoren4649
      @budhiramsoren4649 2 หลายเดือนก่อน

      Good😅

    • @anilsen2703
      @anilsen2703 2 หลายเดือนก่อน

      Kau party tamaku budget re tamaku kichi daba. Mate kuha mu b taku vote debi.

    • @tapankumarbehura740
      @tapankumarbehura740 2 หลายเดือนก่อน +1

      Tuma vote darkaar nahin

    • @madhurihembram8234
      @madhurihembram8234 2 หลายเดือนก่อน

      Tu kn karibu seita tu janichhu amaku kichi kohana

    • @rakeshdhal1739
      @rakeshdhal1739 2 หลายเดือนก่อน

      Mu be bjp vote debi nahi ​@@tapankumarbehura740

  • @Birabhue-t7s
    @Birabhue-t7s 2 หลายเดือนก่อน +23

    ୟେ ଶଳା ର ଇଜ୍ଜତ ମହତ ନାହିଁ। ଲୋକ comment ରେ ଯାହା ଗାଳି କରୁଛନ୍ତି। ଶଳା ମୂର୍ଖ ଜାଣିପାରୁନି କି ରେ

    • @ommprakash8004
      @ommprakash8004 2 หลายเดือนก่อน +1

      ନିଜ ଦଳ ହାରିଲା ପରେ ଏ ବ୍ୟକ୍ତି ଜଣେ Comment' section ରେ ଆସି ଭୂକି ହେଉଛି 😂😂

    • @Indianhistoryfact-c6b
      @Indianhistoryfact-c6b 2 หลายเดือนก่อน

      Bhai to maa bahuni achiki nai ​@@ommprakash8004

    • @Chandan031
      @Chandan031 2 หลายเดือนก่อน

      ତୋର ମଘିଆ ଇଯତ୍ ମହତ ଅଛି ନା comment Karu chu BJP 2ମାସ ହେଲା ଆସିନି ଅଟେ ଭୁକି ହୋଇ ଚ 5ବର୍ଷ କେମିତି ରହିବ
      ତମ ଗାଣ୍ଡୀ ଫଟା ହେବ

    • @SNAKE-ro8nu
      @SNAKE-ro8nu 2 หลายเดือนก่อน

      ​@@ommprakash8004are samaste ta aku gali karuchanti kaha sarakar harichi tahale

    • @ommprakash8004
      @ommprakash8004 2 หลายเดือนก่อน

      @@SNAKE-ro8nu Taku pacharuna se kohiba 😁....

  • @JagabandhuMalik-ck5fj
    @JagabandhuMalik-ck5fj 2 หลายเดือนก่อน +5

    ତତେ ମୁଁ ଯାହା କହୁଚି ଶୁଣ,ସୋଲାର ସିଷ୍ଟମ ରେ ଖଟିଖିଆ ଦିନ ମଜୁରୀଆ ଗରିବ ଲୋକଟି ଅଭାବ ଯୋଗୁଁ କରେଣ୍ଟ ବିଲ୍ ଦେଇ ପାରୁନାହିଁ, ସେ ଏତେ ଟଙ୍କା କୋଉଠୁ ଆଣିବ ସୋଲାର ପ୍ୟାନେଲ ଲଗାଇବ। ପରେ କେଵେ ଆର୍ଥିକ ସହାୟତା ପ୍ରଦାନ କରାଯିବା।ଏହି ଯୋଜନା କେବଳ ଧନୀ ଲୋକ ଫାଇଦା ଉଠାଇଵ। କାହିଁକି ନା ମୋଦୀ ଜାଣେ ଗରିଵ ଗରିବ ହେଇକି ନରହିଲେ ପରିବାର ପ୍ରତିପୋଷଣ କରିଵାଲାଗି ଗୋଲାମି କିଏ କରିବ।

  • @SubashSethi22
    @SubashSethi22 2 หลายเดือนก่อน +4

    ଭାଈ ତମେ ଏତେ ଭାଷଣ ଦେଉଚ କେବେ ଥରେ ଭାବିଚ କି ଗରିବ ଲୋକଙ୍କ ଦୁଃଖ କେବେ ଦୂର ହେବ ଯେତେ ବେଳେ ବିଜେଡି ସରକାର ଥିଲା ଭଲ ଥିଲା କିନ୍ତୁ ବିଜେପି ସରକାର ଲୋକମାନଙ୍କ ଠୁ ଖୁସି ଛଡ଼େଇ ନେଇଛି ଆଳୁ 50 ଟମାଟ 80 ଅନ୍ୟ ପରିବା ରେ ହାତ ମାରି ହେଉନି ପ୍ରେଟୋଲ କେବେ କମିବ 300 ୟୁନିଟ ଓଡ଼ିଶା ବାସୀଙ୍କୁ କେବେ ମିଳିବ ତାର ଉତ୍ତର ଦିଅ ବିଜେପି ସରକାର

    • @CristianoRonaldo-wg4gt
      @CristianoRonaldo-wg4gt 2 หลายเดือนก่อน

      ଭାଇ ଏ ବିଷୟରେ ତା ପାଟି ଖୋଲିବନି ଚୋର mg ଗାମୁଛା boy

  • @santalientertainment903
    @santalientertainment903 2 หลายเดือนก่อน +83

    ଭବିଷ୍ଯତ ରେ ଓଡିଶା କୁ ଆଳୁ ମିଳିବ। (୦୦୦୦୦୦୦୦୦)

    • @Nayagarhtokavlog
      @Nayagarhtokavlog 2 หลายเดือนก่อน

      Tama bhali loka nka pain odisha aji pachare. Khali para ninda para charcha

    • @santalientertainment903
      @santalientertainment903 2 หลายเดือนก่อน +4

      ସରକାର ଭରସା ରେ ରହିଲେ ଭବିଷ୍ଯତ ଅନ୍ଧାର। ନିଜ ଶକ୍ତି ରେ ନିଜେ ଚଳନ୍ତୁ। ଜୟ ଜଗନ୍ନାଥ, ଜୟ ଓଡ଼ିଶା, ଜୟ ଭାରତ ।

    • @Birabhue-t7s
      @Birabhue-t7s 2 หลายเดือนก่อน +1

      @@santalientertainment903 ଆଳୁ କିଲୋ ୪୫ ହେଇଚି ଭଲ ହବ

    • @ashwinisahu6584
      @ashwinisahu6584 2 หลายเดือนก่อน +1

      NIJE BHARE RAHANTU SARKAR KANA BA DEI PARIBE 🎉

    • @Criter123
      @Criter123 2 หลายเดือนก่อน

      Ara Bhai tama bjp ra andha 😢bhakta.
      Tama lokanka bhabisyata Katha dakhuna.khali bjp ku sabu Katha ra takiki dharucha

  • @mithunapradhan2321
    @mithunapradhan2321 2 หลายเดือนก่อน +112

    Modi 10 ବର୍ଷରେ କଣ କରିଛନ୍ତି ତୁ କଣ କହିବୁ ଜନତା କହୁଛନ୍ତି ଶୁଣ 😮
    1 ,ଦର ବୃଦ୍ଧି ହୋଇଛି 😂
    2, ଗ୍ୟାସ୍ ସିଲିଣ୍ଡର୍ 400 ରୁ 1200😂
    3, education ରେ ସବୁଠୁ ଅଧିକ gst😂
    4, ଚୁଡ଼ା ମୁଢ଼ିରେ gst😂
    5, electrol bond 😂
    6, ଗୋ ମାଂସ କମ୍ପାନୀ ରୁ ଚାନ୍ଦା ଆଦାୟ କରିଛି 😂
    7,ପେଟ୍ରୋଲ diesel ⛽ 110 ପାର 😂
    8,ସବୁ କମ୍ପାନୀ କୁ ଆଦାନୀ କୁ ବିକୁଛି😂
    9,2 cor ଚାକିରି ମିଳିନି 😂
    10 ,15 laks ଟଙ୍କା ମିଳିନି 😂
    11,ହିନ୍ଦୁ ମୁସଲିମ ପରିବାର ବାଦ କହି ଲୋକଙ୍କୁ ମଧ୍ୟରେ ମାଡ଼ ଗୋଳ କରନ୍ତି 😂
    12,kishan କୁ ବିରୋଧ କରି ବାଟରେ କଣ୍ଟା ବାଡ ରଖିଛ 😂
    13,kishan ଆୟ 2022 ସୁଦ୍ଧା 2 ଗୁଣ ହବ କାହିଁ ହେଉନି 😂
    14,8500 cor ଟଙ୍କା ର ପ୍ଲାଇନ୍ ରେ ଉଡୁଛି ,3 lak ଟଙ୍କା ର ବ୍ଲେଜର 😂ଆଉ 2 lak ra pen 🖊️ ଧରୁଛି 😅
    15, ସ୍ୱଚ୍ଛ ଭାରତ ଅଭିଯାନ ରେ ସବୁ ଅଳିଆ ନେତା କୁ ନିଜ waising messine ରେ ସଫା କରୁଛି 😂
    16, ସବୁ godi media ku ନିଜ ଦଳ ରେ ସାମିଲ କରୁଛ 😂
    17, ଲୋକୁଙ୍କ ED,CBI KAHI ଡରୁଛ😂ଆଉ ନିଜ ଦଳ ରେ ସାମିଲ କରୁଚ 😂
    18 ,ଦୁନିଆ ର ସବୁ ତୁ ଭ୍ରଷ୍ଟଚର୍ କୁ ନିଜ ଦଳ ରେ ରଖିଚ 😂 ହେମନ୍ତ ବିଶ୍ୟ ଶର୍ମା ,ଅଜିତ ପାୱାର,ନବୀନ ଜିନ୍ଦଲ , ଶିବ ରଜ ସିଂ ଚୱନ୍, ଏପରି ନେତା ମାନେ କୁ ନେଇ ନିଜ ଦଳ ରେ ରଖିଚ 😂
    ଆଉ ତୋର ଯଦି ସାହାସ ଅଛି JAY SHREE RAM ଙ୍କ ସହିତ JAY JAGANNATH କହ 🙏

    • @biruamamalaxmi541
      @biruamamalaxmi541 2 หลายเดือนก่อน +13

      Magana khia ଓଡ଼ିଶା କଙ୍କଡା

    • @canirodkumar5081
      @canirodkumar5081 2 หลายเดือนก่อน +6

      Eita nihati papu bottle bala. Emiti analysis kale primary teacher be hei paribani. Khali daha michha. Khakhat michha

    • @ashishkumarmaharana143
      @ashishkumarmaharana143 2 หลายเดือนก่อน +9

      Gas 1200 kia kahila😂😂😂

    • @anilsen2703
      @anilsen2703 2 หลายเดือนก่อน +7

      Janata kahi thile Modi phuni thare Pm hei na thanta. Ghusuri media a sabu karichi. Papu khan bhakta kahuchi. Kebe janta kahuni....

    • @babuljena7181
      @babuljena7181 2 หลายเดือนก่อน

      Tume 25 Brasha hela kan choduthila BJD re sobu chora sale

  • @Santosh.kumar.shorts
    @Santosh.kumar.shorts 2 หลายเดือนก่อน +5

    ତୁ ଶଳା ଆଗ ଷଷ୍ଠ ଶ୍ରେଣୀ Pass କର ତା ପରେ Budget ଉପରେ ଜ୍ଞାନ ଦେବୁ ଆମେ ଶୁଣିବୁ....

  • @MrTechBites
    @MrTechBites 2 หลายเดือนก่อน +12

    ଯେଉଁ ଯୁବପିଢିଙ୍କ ଚାକିରି ହେବାର ଅଛି ସରକାର ଏ ପର୍ଯ୍ୟନ୍ତ କରୁନାହିଁ କଣ ପାଇଁ🤔

  • @ManaskuArukh
    @ManaskuArukh 2 หลายเดือนก่อน +18

    ବହୁତ ବଡ଼ିଆ ଅତିସୁନ୍ଦର( budget)... ଭଲ. ଆଉ ଓଡ଼ିଶାରେ ଅଭାବ ରହିବନି...

  • @sarojbarua4060
    @sarojbarua4060 2 หลายเดือนก่อน +4

    ବିଜୁଳୀ 300ଶହ ୟୁନିଟ୍ କୁଆଡେ ଗଲା କେବେ ଆମେ ବିଜୁଳୀ ଗାଡ଼ି କିନବୁ ଆଉ ଚାଲେଇବୁ ମୁ ସେଇ ଆଶାରେ ଅଛି ଧର୍ମେନ୍ଦ୍ର ବାବୁ କହି ଥିଲେ

  • @ArnonMandal
    @ArnonMandal 2 หลายเดือนก่อน +27

    magya odisha phai kichi nai Khali modi modi eucho soda andhobot deshbhat eijaha gamucha bhai

    • @rastrawadihinduofficial9466
      @rastrawadihinduofficial9466 2 หลายเดือนก่อน

      Tu magya kali BJD BJD hehutha😂

    • @ArnonMandal
      @ArnonMandal 2 หลายเดือนก่อน

      @@rastrawadihinduofficial9466 bhai mu bjd bjd euni kali gamucha gamucha rutha sobu video kali bjp ra au tu magya andhabat deshbat eija madarchot

  • @pradyumnaswain8775
    @pradyumnaswain8775 2 หลายเดือนก่อน +11

    ତୋ ବୋଉ ବିଆ ହରେ ମଘୀଆ ଓଡିଶା କୁ କେତେ ମିଳିଛି ସେଇଟା କହ?

    • @deepakbehera3225
      @deepakbehera3225 2 หลายเดือนก่อน

      Kain kire langala hauchhu too bou ra seita nahi kire ....

  • @Pritiraj349
    @Pritiraj349 2 หลายเดือนก่อน +56

    ଓଡିଶା କୁ ବାଳ ମିଳିବ ମୋଦି କଣ କରିଛି ଓଡିଶା ପାଇଁ ଆରେ ବେହିଆ ତୁ ବି ଦେଖିବୁ ଆଗକୁ କଣ ହଉଚି 😡😡😡😡

    • @sandeeppadhee6032
      @sandeeppadhee6032 2 หลายเดือนก่อน +5

      ଠିକ କହିଲ ଭାଇ ଏଇଟା ଗୋଟେ ଚାଟୁ କାର ଟେ ମାଘିଆ

    • @tapankumarbehura740
      @tapankumarbehura740 2 หลายเดือนก่อน +1

      Tume kana janichh aasila comment karibaku chup chap ruha dekha tuma bapa kana karuchhnti

    • @hearttoparesh8618
      @hearttoparesh8618 2 หลายเดือนก่อน

      Bala thiba je khaiba sunu pampudi😂 sabo 000000

    • @Realmovieyt-i8s
      @Realmovieyt-i8s 2 หลายเดือนก่อน +1

      ​@@tapankumarbehura740 to bou ku kariba aga rha😂

    • @beshraofficialbs7504
      @beshraofficialbs7504 2 หลายเดือนก่อน

      Gandi aanguli purei soita😅😅 AAU kn kori paribu

  • @samirkumardash-3630
    @samirkumardash-3630 2 หลายเดือนก่อน +1

    Gamu chha bhai😮l😮

  • @SureshKumar-ch5ew
    @SureshKumar-ch5ew 2 หลายเดือนก่อน +3

    ଆରେ ଭାଇ ଦର ଦାମ ବୃଦ୍ଧି ବୋଧେ ଜଣା ପଡୁନି ସରକାରଙ୍କୁ 😡😡 କଣ ଓଡ଼ିଶାର ଲୋକ BJP କୁ ଏଥିପାଇଁ VOTE ଦେଇଥିଲେ
    ଯଦି ଭାଇ କିଛି Social ପାଇଁ କରୁଛ କୌଣସି Party କୁ Support କରନି

  • @Prabhakar-fo7cm
    @Prabhakar-fo7cm 2 หลายเดือนก่อน

    ଭାଇ ଓଡ଼ିଶାର ବିକାଶ ପାଇଁ ସରକାର ଯେଉଁ Fund ଦେଉଥିଲେ ସେ କଥା କହିଲେନି କଣ ପାଇଁ ଆପଣ ଜଣେ TH-camr ଆପଣ ନିଜର କଥାକୁ ଅନ୍ୟ ଆଗରେ ପ୍ରକାର କରି ଅନ୍ୟ ମାନଙ୍କୁ influence କରିପାରନ୍ତି ।କିନ୍ତୁ ବାସ୍ତବିକ କଥା ଯେ as a odia ଭାବରେ କଣ ପାଇଁ କେନ୍ଦ୍ର ସରକାରଙ୍କ ଏହି ଅବହେଳା ମନଭାବ ସେ କଥା କହୁନାହାନ୍ତି । ସରକାର ପରିବର୍ତ୍ତନ ହେଇଛି ଭଲ ହେଇଛି କିନ୍ତୁ ଏହାର ଅର୍ଥ ନୁହେଁ କି ଆମ ଓଡିଶା
    କୁ କେନ୍ଦ୍ର ସରକାର ଅବହେଳା କରିବେ । ଆପଣ କୌଣସି ଏକ ରାଜନୈତିକ ଦଳର ସପକ୍ଷରେ ନ କହି ଯେଉଁ ସରକାର ବି ଥାନ୍ତୁ ନା କାହିଁକି ତାଙ୍କୁ ସମାଲୋଚନା କରି ବିକାଶର କଥା କୁହନ୍ତୁ । କଣ ହେଇନି ବିଗତ 24ବର୍ଷ ଭିତରେ କଣ କରାଯାଇ ପାରିବ ସେ କଥା କୁହନ୍ତୁ । କେବଳ ଗୋଟିଏ ସରକାର ଙ୍କୁ ସମର୍ଥ କଲେ ହେବ ନାହିଁ କି ବିରୋଧ କଲେ ହେବ ନାହିଁ ଆମେ ସରକାର ଗଠନ କରିଛୁ ଏଥିପାଇଁ କି ଆମର ବିକାଶ ହେଉ । ଲୋକଙ୍କ ଅସୁବିଧା ଦୂର କରାଯାଇ ।ଆଜି ଯାଇ ଆପଣ କୌଣସି ଲୋକଙ୍କ ସମସ୍ୟା ବିଷୟରେ କହି ନାହାନ୍ତି କେବଳ ଗୋଟିଏ ରାଜନୈତିକ ଦଳକୁ ସମର୍ଥ କରୁଛନ୍ତି ଏବଂ ଅନ୍ୟ ରାଜନୈତିକ ଦଳକୁ ବିରୋଧ କରୁଛନ୍ତି । ଆମେ ଗର୍ବିତ କି ଆମେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ପାଇଛୁ ତାଙ୍କ ପରି ନେତୃତ୍ୱ ନେବା ଲୋକ ନାହାନ୍ତି କିନ୍ତୁ ଆପଣ କେବଳ BJP ର ସମର୍ଥନ କରି ଆମର ସ୍ୱାର୍ଥକୁ ଅବହେଳା ପ୍ରଦର୍ଶନ କରିଛନ୍ତି । ଯେଉଁ ସରକାର ବି ହେଉ କିନ୍ତୁ ବିକାଶ ହେଉ ଏହା ଆମକୁ ଦରକାର । ଦୟାକରି ସରକାରଙ୍କୁ ଲୋକମାନକର ସମସ୍ୟା ଦେଖାନ୍ତୁ SOCIAL MEDIA ମାଧ୍ୟମରେ ଯାହା ଫଳରେ ଲୋକ ସଚେତନ ହେବା ସହ ନିଜର ହକ ପାଇଁ ଦାବି କରି ପାରିବେ ।

  • @4PM384
    @4PM384 2 หลายเดือนก่อน +11

    ଯଦି bjp ଜିତିଛି କେବଳ ଓଡ଼ିଶା ପାଇ । କେନ୍ଦ୍ରରେ ଓଡ଼ିଶା ପ୍ରତି ନଜର ନାହିଁ ।ଓଡ଼ିଶା ରେ ୨୦ ଟି ଲୋକ ସଭା seat ପାଇଲା କିନ୍ତୁ bjp ବିହାର ଆଉ ଆନ୍ଦ୍ରକୁ ଦେଖିଲା । ଏଠି ଓଡ଼ିଶା ବାସୀ ଆଗରୁ ଯେମିତି ଥିଲେ ଏବେବି ସେମିତି ଅଛନ୍ତି ।

  • @pabitrarout5835
    @pabitrarout5835 2 หลายเดือนก่อน +2

    ତୁମେ ଜାଣିବା ଦରକାର ଏହା ହଉଛି. ମୋଦି ଟଳ ମଳ ବଜେଟ 15, 16ସାଂସଦ ଯଥାକ୍ରମେ ବିହାର ଆନ୍ଧ୍ର କଣ ନ ପାଇଲେ 20ସଂସଦ ରେ ଓଡିଶା ପାଇଛି କଣ,

  • @JagabandhuMalik-ck5fj
    @JagabandhuMalik-ck5fj 2 หลายเดือนก่อน +3

    ଓଡିଶାକୁ ବାଳ ମିଲିଚି ଖାଉ ଥା ଵସି ସୁନୁପାମ୍ପୁଡି।୨୦ ସାଂସଦ ର ହିଞ୍ଜଡା ପଣ ପାଇଁଁ ମୋଦୀ ଦେଇଚି ଚୋଦୀ।ଵେଶି ଵୁଝାନା ତୁ ନିଜକୁ ବହୁତ ବଡ ରାଜନୀତିଜ୍ଞ ଭାବିଲୁଣି।

    • @dipakking2121
      @dipakking2121 2 หลายเดือนก่อน

      ସେ ମାଘିଆ ସାଂସଦ ମାନଙ୍କୁ ମୋଦି ଗାଣ୍ଡିରେ ପେଲିବ ଯେବେ ସେ ମାଘିଏ ଜାଣିବେ..

  • @pradeeppradhan8814
    @pradeeppradhan8814 2 หลายเดือนก่อน +1

    ମୂର୍ଖଟା କିଛି ଜାଣିନି 😅ଖାଲି ଗପୁଚି 😂😂😂

  • @Odiaaoldsong
    @Odiaaoldsong 2 หลายเดือนก่อน +8

    ଦେଶ ର ଯୁବକ ମାନେ ଯଦି କାମ ନ ପାଇବେ ଶେଷକୁ ତୋ ବୋଉ ବିଆ ଭଉଣୀ ବିଆ ରେ ଗେହିଁବେ😂😂😂😂

  • @Bahadhulbariha
    @Bahadhulbariha 2 หลายเดือนก่อน

    ଚୋର ପୁସି ମାନେ ରେ ତୁମେ ବିଜେପି ଵାଲେ ବିଜେପି ସରକାର ହାରାମି ମାନେ

  • @deepakdhal7530
    @deepakdhal7530 2 หลายเดือนก่อน +13

    ତୋର ବାପା ମୋଦି ଓଡିଶା କୁ ଦେଲନି କଣ ପାଇଁ

  • @kalpanaparida5621
    @kalpanaparida5621 2 หลายเดือนก่อน +1

    ଅନ୍ଧ ଭକ୍ତ ତତେ କିଛି ଦେଖା ଯାଉନି ରେ 😂

  • @basantsahoo44
    @basantsahoo44 2 หลายเดือนก่อน +3

    ପାଗଳ କୁକୁର ଏଇଟା ବଜେଟ ହୋଇଛି ଲାଗୁହେଲେ ଭୁକିବୁ ଶୋଭାପାଇବ,ମିଛ କହିବାରେ ମୋଦି ବିଶ୍ୱରେ ଏକ ନମ୍ବର

  • @lifeofodia195
    @lifeofodia195 2 หลายเดือนก่อน +10

    🙋ଆରେ ମା ଗିଆ ଏଥର ଯିବ କୁଆଡ଼େ ରୁହ 🙋By by Bihar andra jiba

  • @ame_odisha_loka
    @ame_odisha_loka 2 หลายเดือนก่อน +6

    ଦେଶବାସୀ ଙ୍କ tax ପଇସା ରେ ଦେଶ ର ବିକାଶ ହଉ ବୋଲି ସଭିଏଁ ଚାହାଁନ୍ତି ହେଲେ ଆମ ଓଡିଶା ବାସୀ ଙ୍କ ପାଇଁ କେନ୍ଦ୍ର ବଜେଟ ରୁ କିଛି ମିଳିଲାନି ଏଇ କଥା ଟା ଭାରି ବାଧୁଛି

  • @musicloverliku21
    @musicloverliku21 2 หลายเดือนก่อน +9

    ଆପଣ ଜ୍ଞାନର ଆଲୋକ ରେ ମହାନଦୀ ରେ ପାଣି ନ ରହିଲେ ଓଡ଼ିଶାର ଜଳସ୍ତର ହାସ ହେଲେ ମଧ୍ଯ ଚାଷ ଭଲ ହେବ

  • @chakradharasahu6873
    @chakradharasahu6873 2 หลายเดือนก่อน +3

    ଅତି ସୁନ୍ଦର। ଜୟ ଜଗନ୍ନାଥ ❤

  • @mithunapradhan2321
    @mithunapradhan2321 2 หลายเดือนก่อน +53

    Modi ର ଚୌକି ଟଳମଳ ଏହି ଟଳମଳ କୁ ରଖିବା ପାଇଁ ଏହି ବଜେଟ କରିଛି😢

    • @ashishkumarmaharana143
      @ashishkumarmaharana143 2 หลายเดือนก่อน

      @@mithunapradhan2321 Tu Nije PM Heija 😂😂😂

    • @ashishkumarmaharana143
      @ashishkumarmaharana143 2 หลายเดือนก่อน

      @@mithunapradhan2321 mo Aro comment re reply dauno maa giha

  • @satyajitparida3180
    @satyajitparida3180 2 หลายเดือนก่อน +29

    ଆଛା ବିଜେପି ବାଲା ତୋ ବୋଉ ପାଖକୁ ଆସିଥିଲେ ନା ତୋ ବୋଉ ବିଜେପି ବାଲା ପାଖକୁ ଯାଇଥିଲା ଯୋଉଥୀ ପାଇଁ ତୁ BJP ବିଯ ରେ ତିଆରି ହେଲୁ

    • @AllGemarGay
      @AllGemarGay 2 หลายเดือนก่อน

      Thik emit darkar dodana aku mu ta sodichi samaste sodile ea thik haba 😂😂😂😂

    • @AllGemarGay
      @AllGemarGay 2 หลายเดือนก่อน

      Emit sodile ta munda kama karibani odisha re bjd jaha karichi kahiba sala odisha ku ea sala kn bhabichi ki 😂😂😂

    • @ommprakash8004
      @ommprakash8004 2 หลายเดือนก่อน +4

      ଯାହା ହେଉ ଭାଇ ତମେ ଭାଷା କହି ତମ ଚରିତ୍ର ଟି ସମାଜ କୁ ଜଣାଇ ଦେଲ ।

    • @AllGemarGay
      @AllGemarGay 2 หลายเดือนก่อน

      @@ommprakash8004 au kan taku sujag deithante sia odisha lokanku bhakua baneithanta

    • @hemantanayakz4809
      @hemantanayakz4809 2 หลายเดือนก่อน

      Nai re pathana tu bau ku pelithile tenu Hindu shasan kele tu gandi phatuchi BJP Hindu shasan Congress magia pathana au Kristian nei ki chale

  • @now_jitu
    @now_jitu 2 หลายเดือนก่อน +4

    300 unity election time ଭଲ ରେ ଭୁଜେଇ ଲେନି free କିମିତି miliba .... ଜଣେ 1 lc investment କରିଲେ free ମିଳିବ 300 ୟୁନିଟ....1 lc Banka ରେ ରଖିଲେ 700 ରୁ 800 ମିଳିବ interest

  • @sandeeppadhee6032
    @sandeeppadhee6032 2 หลายเดือนก่อน +6

    ଆରେ ମାଘିଆ ତତେ ଦେଖିଲେ ମୋ ହାଡ଼ ଜଳୁଛି

    • @CristianoRonaldo-wg4gt
      @CristianoRonaldo-wg4gt 2 หลายเดือนก่อน +1

      ଭାଇ ମୋର ବି ଜଳୁଛି ❤

    • @sandeeppadhee6032
      @sandeeppadhee6032 2 หลายเดือนก่อน

      @@CristianoRonaldo-wg4gt 😂😂

    • @SatyabrataDas56785
      @SatyabrataDas56785 2 หลายเดือนก่อน

      ସତରେ ଏ ଶଳା ଟାକୁ ଦେଖିଲେ ରାଗ ଲାଗୁଛି

    • @vasundharaofficial
      @vasundharaofficial 2 หลายเดือนก่อน

      ​@@CristianoRonaldo-wg4gt bhai bjd harila so tume depression re achanthi ki ? Bhai 25 years bjd only bjd kujjinetamane & nettamane kotti kotti durnithi kori odisha ku gorib korichanti, bjp 10 years purboru odisha re Sarakara korithile odisha ku kichi na kichi nuva heithanta

    • @vasundharaofficial
      @vasundharaofficial 2 หลายเดือนก่อน

      ​@@SatyabrataDas56785 bhai tamil bjd, english cm, odisha ku gorib korithiba bjd pai video dekhonthu Mona khusi rahibo

  • @JitendraDeep-t9s
    @JitendraDeep-t9s 2 หลายเดือนก่อน +2

    ଓଡ଼ିଶା କୁ ମିଳିଲା ବାଳ😢 ଆଉ ଶୁନୁ ପମ୍ପୁଡ଼ି 😊😂😂😂😂

    • @IIMASPIRANT_24
      @IIMASPIRANT_24 2 หลายเดือนก่อน +1

      🤣🤣🤣🤣🤣

  • @b.s.k.kumar-ok2bp
    @b.s.k.kumar-ok2bp 2 หลายเดือนก่อน +1

    ଆପଣ ଜେଲ ଯାଇଛନ୍ତି ବୋଲି କହୁଥିଲେ

  • @filusahoo3660
    @filusahoo3660 2 หลายเดือนก่อน +3

    ଓଡ଼ିଶା କୁ ରାସନ୍ free ମିଳିଲା 😂😂😂😂

  • @TigerDon420
    @TigerDon420 2 หลายเดือนก่อน

    Very well said Prakash babu....Ekdam thik katha...tax ra proper and genuine utilisation haba darkar....

  • @padlamgouda-ky6hu
    @padlamgouda-ky6hu 2 หลายเดือนก่อน +3

    ଚୋର ମୋଦୀ ଓଡ଼ିଶା 20 mp ନେଲା ହେଲେ କିଛି କଲା ନାଇ next pm Rahul Gandhi jindabad

  • @TigerDon420
    @TigerDon420 2 หลายเดือนก่อน

    Bahut badhia budget.....The best budget.....This year budget is definitely for first year only....Next year onwards all other State will get lots of money.... Don't worry.....Odisha will get it's share .... Already declared by central govt.....

  • @subratroutsubratrout5598
    @subratroutsubratrout5598 2 หลายเดือนก่อน +24

    Gamuchha boy ku pela

  • @basantanaik9158
    @basantanaik9158 2 หลายเดือนก่อน +1

    ମିଳିଲେ ଭଲ ନ ମିଳିଲେ ଗାଁ ଉନ୍ନତି ନ ହେଲେ bjp କୁ ଉଚିତ ଜବାବ ଦେବେ ଲୋକେ kjr

  • @NABINGOUD-jm9ch
    @NABINGOUD-jm9ch 2 หลายเดือนก่อน +3

    🕉 jay Shree radhe krishna ji🙏

  • @badalkumar3996
    @badalkumar3996 2 หลายเดือนก่อน +1

    Jai bjd🐚💚💚

  • @ishakmajhi7786
    @ishakmajhi7786 2 หลายเดือนก่อน +20

    ତୁ ମାଗ୍ୟା social media ର ଏକ number ଠୋକ

  • @mr.saggie9419
    @mr.saggie9419 2 หลายเดือนก่อน +1

    ଏ ନାଲି ଗାମୁଛା ବାୟା ହେଇଗଲାଣି 😅 ଭାକ୍ ସଳା

  • @Harekrishna....947
    @Harekrishna....947 2 หลายเดือนก่อน +3

    thanks

  • @pramodkumarbiswal8306
    @pramodkumarbiswal8306 2 หลายเดือนก่อน +1

    ଓଡ଼ିଆ ଅସ୍ମିତା କୁ ଆଘାତ

  • @sudhirajena7710
    @sudhirajena7710 2 หลายเดือนก่อน +10

    ବିଜେପି ଓଡ଼ିଶାକୁ ବଜେଟରେ ଆଳୁ ଦେଲା ମାଡ଼ି ଚାଲ ତମ ଓଡ଼ିଶା କଥା ଆଗେ ଚିନ୍ତକର ଓଡ଼ିଶା କେମିତି ଅଗକୁ ଜିବ ok ପରେ ଗାଇବୁ

  • @jagannathbhajan-l6f
    @jagannathbhajan-l6f 2 หลายเดือนก่อน +2

    ନଳୀ ନାହିଁ ୩୦୦ ୟୁନିଟ ଦବାକୁ
    ନୁଆ ରୋଲ ଆରମ୍ଭ କରି ଦେଲା

  • @Birabhue-t7s
    @Birabhue-t7s 2 หลายเดือนก่อน +17

    ଓଡ଼ିଶା କୁ ବଜେଟ ରେ 🍌 ମିଳିଛି।

    • @ommprakash8004
      @ommprakash8004 2 หลายเดือนก่อน

      ଆଉ ତୁ ସେଇ କଦଳୀ ଟି ଖାଇଲୁ 🍌😂😂

    • @Birabhue-t7s
      @Birabhue-t7s 2 หลายเดือนก่อน

      @@ommprakash8004 ଆଉ ତୁ ଶଳା ଟା ଖିଇବୁନି

    • @ommprakash8004
      @ommprakash8004 2 หลายเดือนก่อน

      @@Birabhue-t7s ନାଇରେ ଭାଇ ମୁଁ କଦଳୀ ଖାଏନି କଦଳୀ🍌 ଖାଇବା ବଲା ପରା ତୁ😋.....।

    • @trinathjena-u2v
      @trinathjena-u2v 2 หลายเดือนก่อน

      @@ommprakash8004 are bhai mnu tote simple way re bujhauchhi dekhe ,
      indexation benifit ku nill karidia gala, tara meaning heuchhi indexation tax ra benifit kahile suppose , tuma bapa 10yr purvara gote jami kinithile tara rate 25lac thila tume kn kala kichhi barsa pare tume taku bikibaku ichha kala jouta ebe kara rate hela suppose 70lac .mote gote katha kuha 25lac re kinila taku tume 70lac re bikila labha 45lac hela na nai, agaru hisaba karajauthila j 10yr purvara 25lac ebe paesa ra kete valuation heuchhi tapare jaha abasista 10ki 15 lac upare tax laguthila, but according to new govt se kahiba katha j tume 25lac re kinithila now a days tume profit kala 45lac mane tume 45 lac upare tax deba jouta ki 30% tax deba govt ku mane 45lac upare tume 1,350,000deba tahale kuha govt bhala kala
      2. stock invest upare LTCG re 12.5% tax jouta ki agaru 10% thila, STCG upare 20% bhai kuadu lagichhi govt ra budget bhala boli, e Prakash kichhi janini se michhaku gahali karuchhi khali. kn dele odisha ku modi 20seat neeki kichhi nai ANDHRA AU BIHAR TULANA RE Ama desha ra loka desha premi nuha sarkar premi atanti so e sabu asubidha

    • @Birabhue-t7s
      @Birabhue-t7s 2 หลายเดือนก่อน

      @@ommprakash8004 ତା ହେଲେ ମୋହନ ର ଗୁଲ ଟା ଧର

  • @prakashchandradas3480
    @prakashchandradas3480 2 หลายเดือนก่อน +2

    Bhai bhasana pura ghosi dai chhu good bhai to parika tautar thile odisha agaku jiba re gamuchha bhai jinda bad

  • @kabitarout8617
    @kabitarout8617 2 หลายเดือนก่อน +3

    Thanks very very thank you

  • @s2statusking1381
    @s2statusking1381 2 หลายเดือนก่อน +2

    Tax ଉପରେ knowlge ତୋର କଣ

  • @nikleshNHAIwork
    @nikleshNHAIwork 2 หลายเดือนก่อน +6

    ଜୟ ଶ୍ରୀ ରାମ ଜୟ ବିଜେପି❤

  • @Opretorlifestyle
    @Opretorlifestyle 2 หลายเดือนก่อน +1

    କିରେ ଶଶୁର ପୁଅ ଗାମୁଛା ବଦଳ କରି ଦେଲୁ ନା ଏଇଟା ମୋର ଗୋଟେ ବୋଲି ଶଳା (ସୋସିଆଲ ଠୋକ)😂

  • @mithunapradhan2321
    @mithunapradhan2321 2 หลายเดือนก่อน +3

    କିଏ କିଏ bjp କୁ vote ବାଡାଇଚ ଛାତିରେ ହାତ ରଖି କହିଲ ତୁମେ ମାନେ ଠିକ୍ କରିଛ😅

  • @MunaRout-tb9nw
    @MunaRout-tb9nw 2 หลายเดือนก่อน +1

    ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ ବିଜେପି ଚଟା

  • @Harekrishna....947
    @Harekrishna....947 2 หลายเดือนก่อน +3

    Good

  • @niranjanmaharana533
    @niranjanmaharana533 2 หลายเดือนก่อน +1

    ଭାଇ କାହା ସପୋଟ କରନ୍ତୁ ନି ନିଜ କାମ କରନ୍ତୁ ଭଲ କରୁଛନ୍ତି

    • @subhankardash3484
      @subhankardash3484 2 หลายเดือนก่อน

      Sie social talk nuhe sie hauchi bjp talk

  • @SibabrataSibu
    @SibabrataSibu 2 หลายเดือนก่อน +2

    Jay Rahul❤

  • @RamchandraMandal-x9w
    @RamchandraMandal-x9w 2 หลายเดือนก่อน

    ଜୟ ବିଜେପି 🙏🙏🙏ଭୁଲିବା ବାଲା ଭୁକିବେ, ଆପଣ ମାଳି ଚାଲନ୍ତୁ , ଜୟ ଶ୍ରୀରାମ 🙏🙏🙏

    • @Birabhue-t7s
      @Birabhue-t7s 2 หลายเดือนก่อน

      @@RamchandraMandal-x9w ଆବେ ସ୍କୁଲ ଯାଇ ଭଲ କରି ଓଡ଼ିଆ ଲେଖିବା ଶିଖ ତାପରେ କମେଣ୍ଟ ଦେବୁ

  • @nrupensamal3633
    @nrupensamal3633 2 หลายเดือนก่อน +4

    Amane odisha ku no1 karibe

    • @madhurihembram8234
      @madhurihembram8234 2 หลายเดือนก่อน

      😂😂😂😂😂😂😂😂😂

  • @budhiramsethi5319
    @budhiramsethi5319 2 หลายเดือนก่อน +1

    ତୁ ଗୋଟେ ବୁକା ଚୁଦା 😅ତ ଭିଡ଼ିଓ ର କମେଣ୍ଟସ ପଢି ଛୁ ନା ଲୋକେ କଣ କହୁଛନ୍ତି 😅ସତ କଣ ସବୁ ଜାଣିଛନ୍ତି ତୁ କଣ କହୁଛୁ 😂ରଗିବନି ମ ଭାଇ ତୁମ ଭିଡ଼ିଓ ଭଲ ଲାଗୁଥିଲା କିନ୍ତୁ ଏବେ ନୁହେଁ 😏

  • @bijyakumarshaoo6887
    @bijyakumarshaoo6887 2 หลายเดือนก่อน +12

    Are magia Odisha ku kann milila bala

  • @charanvlogingtime1120
    @charanvlogingtime1120 2 หลายเดือนก่อน +1

    ଓଡିଶା କୁ ବାଳ ମିଳିଲା

  • @prakashsi7003
    @prakashsi7003 2 หลายเดือนก่อน +3

    ଜୟ ଜଗନ୍ନାଥ 🙏🙏 ଜୟ ଶ୍ରୀ ରାମ ♈🕉️

  • @SangeetaKumari-k1v9t
    @SangeetaKumari-k1v9t 2 หลายเดือนก่อน

    ଭାଇମୋଦିଜିଙ୍କୁକୁହନ୍ତୁଜୁବକ ମାନଙ୍କପା‌ଇ‌ ଚାକିରୀ ଦିଅନ୍ତୁ ପିଲାମାନେ ବେକାର ହୋଇବୁଲୁଛନ୍ତି

  • @nrupensamal3633
    @nrupensamal3633 2 หลายเดือนก่อน +6

    Nitish ,Naidu ku milila

  • @jayjagannathstainlessworky6450
    @jayjagannathstainlessworky6450 2 หลายเดือนก่อน +1

    ଅତି ସୁନ୍ଦର ବାର୍ତ୍ତା ଓଡ଼ିଶା ପାଇଁ ଜୟ ଜଗନ୍ନାଥ ସ୍ବାମୀ 🙏⭕‼️⭕ ଜୟ ଶ୍ରୀ ରାମ 🙏🚩🙏

  • @ratnakardehuri3409
    @ratnakardehuri3409 2 หลายเดือนก่อน +3

    Jai ho

  • @dinabandhumallick2780
    @dinabandhumallick2780 2 หลายเดือนก่อน

    ଓଡିଶାକୁ ବାଣ୍ଡମିଳିଲା... ମୋହନମାଝୀ ଗୋଟେ ମନ୍ତ୍ରୀ ଭଳିଆ ଦେଖାଯାଉଚି..

  • @antaryamiswain6937
    @antaryamiswain6937 2 หลายเดือนก่อน +3

    Good 👍

  • @dsd4230
    @dsd4230 2 หลายเดือนก่อน

    ଭାଇ କିଛି ପ୍ଲାଣ୍ଟ ଖୋଲିବକି ଓଡିଶାରେ? ନା ସବୁ କଞ୍ଚା ମାଲ ଓଡିଶାରୁ ବାହାରକୁ ରପ୍ତାନି ହେଉଥିବ. ମୋଦିଙ୍କୁ କହି ଯଦି ଦଶ ପନ୍ଦରଟା ପ୍ଲାଣ୍ଟ ଓଡିଶାରେ କରନ୍ତେ ତା ହେଲେ ଆମ ରାଜ୍ୟର ଯୁବକ ଯୁବତୀ ରୋଜଗାର ପାଆନ୍ତେ.

  • @nrupensamal3633
    @nrupensamal3633 2 หลายเดือนก่อน +2

    Odisha ku kain

  • @chunarambehera9454
    @chunarambehera9454 2 หลายเดือนก่อน

    ଓଡିଶା କୁ ମିଳିଲା ନଲି ବୋପ ଆଉ ବୁଢ଼ା ବୁଢ଼ୀ କୁ ବି ଢକି ଦେଲେ ଆଉ ଓଡିଶା ହବ 1 ନମ୍ବର ହବ

  • @ballavchhati1706
    @ballavchhati1706 2 หลายเดือนก่อน +2

    Good ନିଷ୍ପତି ସରକାର ନେଇଛନ୍ତି

  • @a.k.mshorts8331
    @a.k.mshorts8331 2 หลายเดือนก่อน

    ଓଡ଼ିଆ ଭାଷା ସାହିତ୍ୟ କିଛିବି କେନ୍ଦ୍ର ସରକାର ବଜେଟ କିଛି ବି କରିନାହାନ୍ତି କିନ୍ତୁ ଏଠି ମୋଦି କହୁଛନ୍ତି ଓଡ଼ିଆ ଅସ୍ମିତା

  • @pruthwirajsahoo6569
    @pruthwirajsahoo6569 2 หลายเดือนก่อน +2

    ଭାଇ ତମେ ହେଉଛ ବିଜେପି ର ଚାମଚା ଜଣ ପଡ଼ି ଯାଉଛି ତମେ ଠିକ୍ ଜାଣିଛ ଓଡ଼ିଶା କୁ କଣ ମିଳିଛି

  • @santhoshparamanik5918
    @santhoshparamanik5918 2 หลายเดือนก่อน

    ଜୟ ଜଗନ୍ନାଥ 🙏🚩🚩🚩🚩

  • @SudhanshuMandal-f1c
    @SudhanshuMandal-f1c 2 หลายเดือนก่อน

    ସବୁ ତ ଦେସ ଦେହ ଓଡ଼ିଶା କୁ ଵାD ମିଳିବ BJP ସରକାର

  • @MrTechBites
    @MrTechBites 2 หลายเดือนก่อน +1

    ଯୁବ ପୀଢ଼ି ମାନଙ୍କ ପାଇଁ କି ବଜେଟ ସରକାର କରିଛନ୍ତି ପୁଣି ଲୋକ ସୁରଟ ଆନ୍ଧ୍ର ଯିବେ ନା କଣ

    • @Birabhue-t7s
      @Birabhue-t7s 2 หลายเดือนก่อน +1

      @@MrTechBites ଗୁଜରାଟ ଯିବ

    • @madhurihembram8234
      @madhurihembram8234 2 หลายเดือนก่อน +1

      Aaathara Bihar jibe

  • @TigerDon420
    @TigerDon420 2 หลายเดือนก่อน

    Prakash babu has told very nicely....Prakash babu has explained very nicely....Kahinki na ama murkha Odia kichi bujhu nahanti.....Tanku bujhei thibaru bahut bahut dhanyabad Prakash babu.....Thanks a lot....Khali gote request e lutera bjd aau tara pela chatanku tike jail re pureiba byabasta kara jaldi......

  • @jagannathswain2745
    @jagannathswain2745 2 หลายเดือนก่อน

    ଆରେ ଛୋଡ଼ି ପୁଅ ଦେଶ ଦେଶ ହଉଛୁ ଓଡିଶା କଥା କହୁନୁ କଣ ଦେଲେ ଓଡିଶା କୁ ଯାହା ଯାହା କହିଲୁ ସେ ସବୁ ଆନ୍ଦ୍ର ଆଉ ବିହାର ପାଇଁ ରେ ମୂର୍ଖ ମାଗିଆ

  • @jagankumarbarik9350
    @jagankumarbarik9350 2 หลายเดือนก่อน

    HIGH MP SUPPORT PM FOR ODISHA BUT LOW BUDGET GET IN COMPARISON OTHER STATES

  • @SomaPadiami-wx6ue
    @SomaPadiami-wx6ue 2 หลายเดือนก่อน

    B jp କୁ vote ବାଡାଇଚ ଛାତିରେ ହାତ ମାରି କହିଲେ ଠିକ୍ କରିଛି

  • @DEEPANKARDEEPAK
    @DEEPANKARDEEPAK 2 หลายเดือนก่อน

    ଦେଶ development ହେଲେ ଆମ ଓଡ଼ିଶାକୁ କ'ଣ ମିଳିବି, ମୋଦି ଠକିଲା ଓଡ଼ିଶା ବାସୀଙ୍କୁ,300 ୟୁନିଟ୍ କହିଲା ଦେଲାନି , 3000 ଉତ୍ତା କହିଥିଲା ଦେଲାନି| ୨୦୨୯ ରେ BJP ମୁଳ ପୋଛ , କେନ୍ଦ୍ରରୁ ଏବଂ ରାଜ୍ୟରୁ

  • @hemantanayakz4809
    @hemantanayakz4809 2 หลายเดือนก่อน

    Video ti bhala lagila bro ❤❤❤