Dhenkanal Joranda Mahima Gadi I ମାଟିରେ ମିଶିଲା ମହିମାଗାଦି, ଦେଖନ୍ତୁ କିପରି ରହିଛି ଯୋରନ୍ଦା ମଠ ପରିସର

แชร์
ฝัง
  • เผยแพร่เมื่อ 24 ต.ค. 2024

ความคิดเห็น • 17

  • @bhumisutanaik5346
    @bhumisutanaik5346 ปีที่แล้ว +2

    କିଏ ସନ୍ୟାସୀ ଆଉ କିଏ ନୁହଁ ଏହା ମହା ପ୍ରଭୁ ଜାଣିବେ I ଭାଗବାନଙ୍କ ଘର ସୁରକ୍ଷିତ ନୁହଁ ତେବେ ସାଧାରଣ ଜନତା କେତେ ସୁରକ୍ଷିତ? ହୃଦୟ ବିଦାରକ କାର୍ଯ୍ୟ କରାଯାଇଛି I ବିନାଶ କାଳେ ବିପରୀତ ବୁଦ୍ଧି I ଦେଶରୁ କଳା ଧନ ଲୁଣ୍ଠନ କାରି ଏବଂ କଳା ବ୍ୟାପାରିମାନଙ୍କୁ ଧରିବା ପାଇଁ ପ୍ରଶାସନ କାହିଁକି ପଦକ୍ଷେପ ନେଉନାହାନ୍ତି ।ମନ୍ଦିର ଭାଙ୍ଗିବା ପାଇଁ ଏତେ ବଡ଼ ନିଷ୍ପତ୍ତି କେମିତି ନିଆଗଲା I ସର୍ବ ପ୍ରଥମେ ତଦାରଖ କରିବା ର ଥିଲା କି ଥଇଥାନ କଉଠି କି କରାଯାଇଛି,ପ୍ରଶାସନ ସମ୍ପୂର୍ଣ୍ଣ ଭୁଲ ନିଷ୍ପତ୍ତି ନେଇଛନ୍ତି ।ରହିବା ର ବ୍ୟବସ୍ଥା ନ କରି ଘର ଭାଙ୍ଗୁଛନ୍ତି ।ସାଧାରଣ ଜନତା ଆଉ କାହା ଉପରେ ଭରସା କରିବେ। ମନ୍ଦିର ଭଙ୍ଗା ପ୍ରଶାସନ ଉପରେ I ତୁମେ ହିଁ ବୁଝିବ ପ୍ରଭୁ, ତୁମ ମହିମା ତୁମଙ୍କୁ ଅଗୋଚର ଆମେ ତ ଛାର ମନୁଷ୍ଯ I ତୁମ ସୃଷ୍ଟି ତୁମେ ସମ୍ଭାଳ I ହେ ଅଲେଖ ମହିମା ତ୍ରାହି କର ପ୍ରଭୁ 🙏🙏🙏🙏🙏🙏🙏I

  • @jitupradhan6888
    @jitupradhan6888 ปีที่แล้ว

    ନିଶ୍ଚୟ ବହୁତ ଆଘାତ ହୋଇଛି

  • @pratimagouds8796
    @pratimagouds8796 ปีที่แล้ว

    Plz help government

  • @bhumisutanaik5346
    @bhumisutanaik5346 ปีที่แล้ว +1

    ଥଇଥାନ ର ବ୍ୟବସ୍ଥା କାଇଁ,ସମସ୍ତଙ୍କ ଆତ୍ମା କାନ୍ଦୁଛି ପ୍ରଶାସନ କେବେ ଖୁସି ରେ ରହି ପାରିବ ନାହିଁ I ଥରେ ମାନବିକତା ଦୃଷ୍ଟିକୋଣରୁ ରୁ ଚିନ୍ତା କରା ଯାଇ ଦେଖାଯାଉ କେତେ ଦୁଃଖ ର କଥା I

  • @Deepakdas-zx2ru
    @Deepakdas-zx2ru ปีที่แล้ว +3

    Jay mahima alekha🙏🙏🙏🙏

  • @prasadkumarnath8787
    @prasadkumarnath8787 ปีที่แล้ว

    Nam he jiwan challenge to Govt Hari nam bina koi APANA nahin

  • @krushnachandramajhi1278
    @krushnachandramajhi1278 ปีที่แล้ว

    Please help comment

  • @rajeshputhal3423
    @rajeshputhal3423 ปีที่แล้ว +2

    ବକଳ ନିଷିଦ୍ଧ । ବେଆଇନ ଏହା କୁ ନିଷିଦ୍ଧ ହେବା ନିଶ୍ଚିତ

  • @subhendusamal2179
    @subhendusamal2179 ปีที่แล้ว

    it implies last stage bjd sarakar

  • @batapattanaik3401
    @batapattanaik3401 ปีที่แล้ว

    The action on Mahima gaddi,"*by Dist.Admn. not Welcome d by , people ,and every concerned .

  • @saimonpradhan1135
    @saimonpradhan1135 ปีที่แล้ว

    Dropdi para a dukha abhmra kebe bujhib he suny thakura

  • @sayantanidevi459
    @sayantanidevi459 ปีที่แล้ว +2

    Ghor kalikala.kaliyug dhonsa ka agamana.

  • @sukantamalik4139
    @sukantamalik4139 ปีที่แล้ว

    Very bad footstep of highcourt

  • @itzhappinessoftheworld21314
    @itzhappinessoftheworld21314 ปีที่แล้ว +1

    Ghor kali kala

  • @ganeshsethi1040
    @ganeshsethi1040 ปีที่แล้ว +2

    Kaupani dhari baba thik baba nuhanti court judgement perfect