ସତ କହିଦେଲା ଆମ୍ବ ଟାକୁଆ ! | Odisha Reporter

แชร์
ฝัง
  • เผยแพร่เมื่อ 7 พ.ย. 2024
  • ହଡବଡେଇ ଗଲେ ସରକାର, ବିଳମ୍ବ ହେଲେ ବି ନିଦରୁ ଉଠିଲେ ବିରୋଧି ଦଳର ନେତା ନବୀନ ପଟ୍ଟନାୟକ। ରାଜ୍ୟର ଗରୀବିର ସଜ୍ଞା ସାମନାକୁ ଆଣିଲା। ସରକାରୀ ଯୋଜନା ସାଙ୍ଗକୁ ଆଦିବାସୀ ଭାଇ ଭଉଣୀଙ୍କ ପାରମ୍ପରକ ଖାଦ୍ୟଶୈଳୀ ବଦଳାଇବାର କଥା ଉଠିଲା। ଏ ସମସ୍ତ କଥା ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି କେବଳ ଆମ୍ବ ଟାକୁଆ ପାଇଁ। ଟାକୁଆ ଭିତରେ ଥିବା କୋଇଲି ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଓ 6 ଜଣ ଅସୁସ୍ଥ ହେବା ପରେ ଏବେ କିଏ ଉତ୍ତରଦାୟୀ ତାକୁ ନେଇ କାଦୁଅ ଫିଙ୍ଗା ଚାଲିଛି। ଦେଖନ୍ତୁ ସରଗରମ ଆଲୋଚନା ମନ୍ଥନ କାର୍ଯ୍ୟକ୍ରମରେ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Manthan #Debate #Odishapolitics #Odishareporter #Odianews

ความคิดเห็น • 28

  • @FAKIRJENA-du2zs
    @FAKIRJENA-du2zs 5 ชั่วโมงที่ผ่านมา +6

    କିନ୍ତୁ ନାକରେ କୁନ୍ଥେଇ କୁନ୍ଥେଇ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଗିରଫ ନ କଲେ ବିଜେପି ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ।

  • @PrafullachDas-n6c
    @PrafullachDas-n6c 5 ชั่วโมงที่ผ่านมา +6

    କେବଳ ଏବେ ନୁହଁ ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ଏହିପରି ନାନାଦି ଅଘଟଣ ଘଟିବ । କାରଣ ମୂକ ନବୀନର ଏହା ଦୀର୍ଘ ୨୪ବର୍ଷର ଅପାରଗତାର ଫଳ |ଏଣୁ ଏଥିରେ ବିଚଳିତ ନ ହୋଇ ଭଣ୍ଡ ତପସ୍ବୀକୁ ଉଚିତ ଦଣ୍ଡ ଦେବା ବିଧେୟ ।ଦଣ୍ଡକୋହଳ ହେଲେ ଭାଷା ଜାଣିନଥିବା ଧୃତରାଷ୍ଟ୍ର ଏହିପରି ଇଂରାଜୀ ଲେଖା ପଢି ଫଡଫଡ ହେବ ଏବଂ ତାଙ୍କ ଚାମଚା , ବୋକଚାବୁହା ଓ ପଦଲେହନକରିଏ ନବ ନାଟକ କରିବେ |ଅଲାଜୁକ ,ବେହ୍ୟା , ଚୋର ଓ ଠକଙ୍କୁ ଯେତେ ନିନ୍ଦାକଲେ କମ୍ ହେବ |

  • @Sankirtan-g3q
    @Sankirtan-g3q 3 ชั่วโมงที่ผ่านมา +3

    ଆମ୍ବ ଟାକୁଆ କଥା ଟି ସମ୍ପୂର୍ଣ୍ଣ ମିଛ କେହି ଖାଇ ନ ଥିବେ ଗାଲୁ ପେଲା ରାଜନୀତି ଏବଂ ଭଡକେଇକି କୁହା ଯାଉଛି ସବୁ ବିଜେଡ଼ିର ଚାଲ୍

  • @sarojinisatapathy4993
    @sarojinisatapathy4993 5 ชั่วโมงที่ผ่านมา +5

    24 ବର୍ଷ ରେ ଲୋକଙ୍କ ଅବସ୍ଥା କାହିଁକି ସୁଧୁରି ନଥିଲା

  • @duhkhishyamnayak9496
    @duhkhishyamnayak9496 4 ชั่วโมงที่ผ่านมา +4

    B.j.d.chora.naveen.is.don

  • @pratapjena1193
    @pratapjena1193 3 ชั่วโมงที่ผ่านมา +1

    ନଵିନୀ ଜାହା କହିଲା ତାର ଅର୍ଥ କଣ ବୁଝୀ ନାହିଁ, ଓଡ଼ିଶାର ଭାଷା ଓ ଲୋକମାନଙ୍କୁ କିଛି ଜାଣିନାହିଁ। ପାଣ୍ଡୁ ତାକୁ ମଦ ପିଆଇ ଗୃହବଦ୍ଦୀ କରି ରଖିଛି ।

  • @DasDas-e4z
    @DasDas-e4z 4 ชั่วโมงที่ผ่านมา +3

    Bjd gute chura parti

  • @suvendupatra4675
    @suvendupatra4675 4 ชั่วโมงที่ผ่านมา +1

    କଣ ମାନସ ବାବୁ ଙ୍କ କାନ୍ଧ ରେ ଆଉ ନୀଳ ଗାମୁଛା ନାହିଁ ? କଣ ମସିଆ ହୋଇଛି ବୋଲି ଧୋଇ ଦେଇଛନ୍ତି ନା ବବି ବାବୁ ଛଡେଇ ନେଇ ଯାଇଛନ୍ତି ?

  • @gopabandhubehera453
    @gopabandhubehera453 ชั่วโมงที่ผ่านมา

    ପାଞ୍ଚବର୍ଷ ଜାଏ,ଜାହା,ଅଘଟଣ ଘଟିବ,ସବୁ,ଚବିଶବର୍ଷର,ସାସନ,ଦାଇ ଜେତେ,ଭଲକାମରେ,ସରକାର ପୁରସ୍କାର ପାଇବେ,ସେସବୁ ବର୍ତ୍ତମାନର,ସରକାର ନିଜକୁ ବାହାବା ନେବେ,ଏକେବଳ ଓଟିଭି ଅର୍ଗଷ ଟିଭି ବିଜେପିକୂ ସୁଯୋଗ ଧବ,କହିବାକୁ,

  • @samirnayak3768
    @samirnayak3768 2 ชั่วโมงที่ผ่านมา

    2001 ରୁ ଆଜି ଯାଏ ଖାଉଛନ୍ତି, ଅତୀତ ସରକାର ଓ ଏବେକାର ସରକାର ପରସ୍ପରକୁ ଆରୋପ ନକରି ଏ ଅନୁନତ ଏରିଆ ଜନତାଙ୍କର ଖାଦ୍ୟ ସୁରକ୍ଷା, ଶିକ୍ଷା ନିଶ୍ଚିତ, ରୋଜଗାର ଓ ପାନିୟ ଜନ ଇତ୍ୟାଦି ମୌଳିକ ବ୍ୟଵସ୍ଥା ସୁନିଶ୍ଚିତ କରନ୍ତୁ. ଶୁଖୁଆ ଝୋଳ, ମାଛ ଝୋଳ ଇତ୍ୟାଦି ନକହି ଗୋଟିଏ ଶକ୍ତ ବିରୋଧୀର ଭୂମିକା ନିର୍ବାହ କରନ୍ତୁ ନବୀନ ବାବୁ, ଗଣତନ୍ତ୍ର ରେ ଶବଳ ବିରୋଧୀ ଉନ୍ନତି ର ମାପକାଠି.

  • @niranjanpanda8574
    @niranjanpanda8574 ชั่วโมงที่ผ่านมา

    ସେ ଏଯାଏ ଓଡିଆ ଶିଖି ନାହାନ୍ତି।, କିଏ ଲେଖିକି ହିନ୍ଦି, ଇଂରାଜୀରେ ଦେଇଛି, ସେ ପଢି ଦେଲେ। ଆମ୍ବ ଟାକୁଆ ଖିଆ କଂଗ୍ରେସ ସମୟରେ, ବିଜେଡି ସମୟରେବି ଥିଲା। ଏ ମୋହନ ସରକାର ଯଦି ପୂର୍ବ ଦୁର୍ନୀତିର ତଦନ୍ତ ନକରିବ, କଠୋର ନହେବ, ଏମିତି ଫାଲତୁ କଥା ଉଠିବ। ଏ ସରକାରବି ରସା ତଳକୁ ଯିବ।

  • @MalayaRanjanPradhan-co9pk
    @MalayaRanjanPradhan-co9pk 4 ชั่วโมงที่ผ่านมา +1

    Some where rich and who has 5 or above cultivated land they have received AAy- 35 kg rice.other wise poor have 5 kg per head.this system should be changed.

  • @dwarikanath1958
    @dwarikanath1958 3 ชั่วโมงที่ผ่านมา

    ଏ ଦୁଖ୍ଇ ମାନଙ୍କୁ ଚାଉଳ ଜଣ ପିଛା ୫ k.g ରୁ ୧୦ k.g. କୁ ବଢାନ୍ତୁ | ୧୦ k.g.କୁ ବଢିଲେ ସେମାନେ ସରକାରୀ ଯୋଗାଣ ବିଳମ୍ବ ହେଲେ ମଧ୍ୟ ୫/୧୦ ଦିନ ADJUST ହୋଇଯିବେ |

  • @purnapradhan1549
    @purnapradhan1549 3 ชั่วโมงที่ผ่านมา +1

    You pagal BJD spokesperson stop your mouth.

  • @SatyabrataBarik-z1m
    @SatyabrataBarik-z1m 2 ชั่วโมงที่ผ่านมา

    Bjd dai

  • @yudhisthirpradhan2522
    @yudhisthirpradhan2522 3 ชั่วโมงที่ผ่านมา

    Manas Bhai 5kilo rasan kana 1 month jibaki answer diantu

  • @asheemkumar3198
    @asheemkumar3198 4 ชั่วโมงที่ผ่านมา

    Samastan ku chaula miluchi kichi abhab nahin semankara seita khaibara abhyasa achi ethire sarkarankara kichi bhul nahin Khali Khali rajniti chunka Diya jauchi

  • @kanhusahoo4289
    @kanhusahoo4289 ชั่วโมงที่ผ่านมา

    1tankia chaula nabin karithila 😮😮😅

  • @kanhusahoo4289
    @kanhusahoo4289 ชั่วโมงที่ผ่านมา

    Bjd sarkar jabab dau fast se 24 year kemiti Sasan kala je loka abe amba takua khiri khai mala jabab dia

  • @rasmiranjan6906
    @rasmiranjan6906 3 ชั่วโมงที่ผ่านมา

    Awareness nehi ha, development kehi bi karina bjd na BJP

  • @lokanathbishoyi7456
    @lokanathbishoyi7456 ชั่วโมงที่ผ่านมา

    A. SABU. BJD. VATIAYASARAKAR NATA

  • @tapasghadei2888
    @tapasghadei2888 4 ชั่วโมงที่ผ่านมา

    Ara magia bjd Bala 25 Banda chadu thila

  • @kanhusahoo4289
    @kanhusahoo4289 ชั่วโมงที่ผ่านมา

    1tankia chaula nabin karithila 😮😮😅