Nice Episode. Bheema Aaja Ka Costume Dekh Ke Sach Me Bahut Maja Aya. Ye Episode Sabko Unke Bachpan Ke Din Yaad Dila Diya. Love This Episode So Much. ❤️
Mobiles have been the great hurdle in our relationship now a days... We people are so engrossed with our mobiles that we miss many important things in our life.. Thank you utkal cartoon for giving us a great message
This is a good message for all of us, actually this mobile is taking away our happiness and our love from us, Utkal Cartoons I appreciate you for this wonderful video and wish you a very Happy Holi.
Wish a very special day HAPPY HOLI all natia team members. May the colour of happiness fulfill your lifes journey throughout the life. ହୋଲିର ଶୁଭେଛା ଓ ଶୁଭକାମନା ।
HAPPY HOLI IN ADVANCE TO TEAM UTKAL CARTOON WORLD, PRODUCER, DIRECTOR, EDITOR, ANIMATOR, WRITERS, CREATOR, VOICE OVER AND TO YOUR FAV NATIA AND HIS FRIENDS ❣
I wish you a blissful Holi and will pray to God to make your life blessed. May God grant you peace of mind and happiness. ... This Holi, have a blast and play safe!! ... Sweet dishes, water balloons, water pistols, amazing songs are the best ingredients for a perfect Holi!
ସମସ୍ତ ଙ୍କୁ ମୋ ତରଫରୁ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଏବଂ ତା ସହ Utkal Cartoon world team ର ସଦସ୍ୟ ଙ୍କୁ ମଧ୍ୟ Happy Holi🙏
ପୂଜା ଭଉଣୀଙ୍କ ଭାଇ ବାହାରେ କୁଆଡ଼େ ପାଠ ପଡିବାକୁ ଯାଇଥିଲେ କି ନା କଣ, ଯାହାବି ହଉ ତାଙ୍କୁ ଆଜିର ଏହି episode ରେ ଦେଖି ଖୁସି ଲାଗିଲା l
ସମସ୍ତଙ୍କୁ HAPPY HOLI
@@sarojmandal2673 th-cam.com/video/8ZSeGfhzxbs/w-d-xo.html
Madhaba ଭାଇ ତୁମେ ଜାଣିଛ କି Puja ର ଗୋଟେ ଭାଇ ଅଛି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି
@@namitapanda1894 ନା ଭାଇ ଜାଣି ନ ଥିଲି
@@Madhaba_Dora ଭାଇ ଏଥର Natia ଆଉ Puja love story ଭିତରେ ଫାଟ ସୃଷ୍ଟି ହବ
କାହିଁକି ନା Puja ର ଭାଇ ଆସି ଯାଇଛି
Natia ତା ଭାଇକୁ ଯେମିତି ମାରିଲା ମତେ ଲାଗୁନି ସେ ଦି ଜଣଙ୍କ love ବଢିବ 😟😟😟
ସମସ୍ତଙ୍କୁ ହୋଲି ଆଉ ଦୋଳ ପୂର୍ଣ୍ଣିମା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉
ଆମେ phone କୁ ଏତେ imporant ଦେଉଚୁ ଯେ
ଆମ ପରମ୍ପରା କୁ ଭୁଲି ଯାଉଛୁ 😭। Utakal kartoon member ମାନଙ୍କୁ ବହୁତ ବହୁତ ଧନ୍ୟବାଦ ❤️ଏମିତି ମନ ଛୁଆ video କରିଥିବାରୁ 🙏🙏
ଆପଣ ଓ ଆପଣ ସମସ୍ତ ପରିବାର ଙ୍କୁ ହଲି ର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା
Nice Episode. Bheema Aaja Ka Costume Dekh Ke Sach Me Bahut Maja Aya. Ye Episode Sabko Unke Bachpan Ke Din Yaad Dila Diya. Love This Episode So Much. ❤️
1:25
ଧନ ଖାଇଲଣି ...
ବଂଶୀ କାକା: ନାଇଁ ଧନ ଖାଇ ନାହାନ୍ତି ମ , ତୁ ଟିକେ ଖିଆ ପିଆ କର ରେ ବାପା ନହେଲେ ଆଉ କିଛି ଦିନ ପରେ ଦିଶିବୁନି😂😂😂
😂😂🤣🤣🤣
😂😂😂
🤣🤣🤣
1:24 ସେ ପାନ ଖିଆ ଟୋକା ଟା.. ବହୁତ୍ ଦିନ ପରେ 😁😁
11:26 ଗେଣ୍ଡୁ ର reaction 😆😂😅
.
ନଟିଆ ର ଏହି episode ଟି ପ୍ରକୃତରେ ମନଛୁଆଁ... ଏଥିରେ ଆମ ସମସ୍ତଙ୍କର ପିଲା ଦିନର ସ୍ମୃତି ଅଛି.....ଧନ୍ୟବାଦ୍ ଜଣାଉଛୁ ଉତ୍କଳ ବାବୁ for this episode....
Right
@@bhagbatpradhan2365 th-cam.com/video/8ZSeGfhzxbs/w-d-xo.html
Right
Happy Holi
116
Oh my God,i Can't stop laughing . rememberd my childhood memory.i watched this episode again and again.... atleast 10times.thanks ...
I watch three times.
@@rinkuranidas7742 🔜m 😎m 😎🔜mm 😎😎
ସମସ୍ତଙ୍କୁ ହୋଲିର ହାର୍ଦ୍ଧିକ ଅଭିନନ୍ଦନ❤️😇✨
Happy holi ❤️
@@LetsCrackEducation ubvjjhgftgfgh very hgvds m.
💉😭❣️🥷🫀😆💓💯🌹💋👄🥤💉💉🥤🫑🥜🌶️😆💯
Happy
Really nice story...I really miss my childhood days..
Thank you so much ❤️❤️🙏🙏
I so excited for
This episode seeing ....👍🏻👍🏻👍🏻👍🏻
ନଟିଆ ପୂଜା ପ୍ରେମ ରେ ଏତେ ପାଗଳ ସେ ତା ଶଳା କୁ ଚିନ୍ହିପାରିଲାନି 🤣🤣🤣 କି ମାଡ ପୁରା ଫିଲ୍ମ ଷ୍ଟାଇଲ
Natia ଆଉ Puja ଭିତରେ love ନ ହଉନୁ ତମେ ତାକୁ Natia ର ଶଳା ସାଜି ସାଜି ସାଇଲଣି 🤣🤣🤣
ଆଉ ସେଇ ଭୁତ ବଙ୍ଗଳା କଥା କଣ ହେଲା, ତା ଉପରେ ଏକ ନୂଆ part ଆସୁ ।👍👍💯💯💯👏👏👏
Sure again came to next part of bhuta bangala ............
Plese ପରୀକ୍ଷା ବିଷୟ ରେ coment କରନ୍ତୁ
@@twinklebeheraexpress7171 th-cam.com/video/8ZSeGfhzxbs/w-d-xo.html
You are right
Ksljsusjsizu
1:12 was very epic 🤣😆
Nice story...... And awesome animation..... This episode says about our digital generation.
Mobiles have been the great hurdle in our relationship now a days... We people are so engrossed with our mobiles that we miss many important things in our life.. Thank you utkal cartoon for giving us a great message
Happy holi natia and Puja🧡❤️❤️💚💙💜
ସବୁ ଭଲ ହେଲା ଯେ ତଥାପି, ଯାହାହେଲେ ବି ପୂଜା ମୁଁହ ରେ ନଟିଆ ଟିକେ ରଙ୍ଗ ଦେଇଥିଲେ ଆହୁରି ଭଲ ଲାଗିଥାନ୍ତା 🤔
କିନ୍ତୁ ମଜା ଆସିଗଲା,ଆଜି ସକାଳେ ଡ଼ାଙ୍ଗ ଭଳି କରିବାକୁ ଚେଷ୍ଟା କରିବି😂🤔।
Happy Holi natia,Gandu,bisu,candu,jatia,khushi,danga,Puja,,all very very happy Holi all
ହୋଲି ରେ ଉତ୍କଳ ଫାମିଲି କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା 🥰🙏🏻😀
ଏଥର ହୋଲି episode ପୁରା ଅଲଗା ପ୍ରକାର ହୋଇଛି ....ଧନ୍ୟବାଦ ଉତ୍କଳ ଗୌରବ ମହାଶୟ ......ସବୁ ଭାଇ ଭଉଣୀ ମାନଙ୍କୁ ହୋଲି ର ଶୁଭେଚ୍ଛା 🙏
This is a good message for all of us, actually this mobile is taking away our happiness and our love from us, Utkal Cartoons I appreciate you for this wonderful video and wish you a very Happy Holi.
Ho0hhhhhhhhhhhhhhhhhhhhh
ନଟିଆର ଏ ବର୍ଷ ହୋଲି ଖେଳ ଦେଖିକି ବହୁତ ମଜା ଆସିଗଲା. ଏହି episode ର comedy ଦେଖିକି ବହୁତ ହସ ଲାଗୁଚି - 1.25 & 10.25 best comedy 🤣🤣🤣🤣
💯✅
ବରବାଦ ଷଷ୍ଠ ପୁତ୍ର ଥିେଲ ଏବଂ େସ େସହି େଲାକମାେନ େସମାନଙ୍କର ସମସ୍ତ େଲାକ େମା ପାଇଁ ଏକ ଏକ ଏକ ତୃତୀଯାଂଶ ତୈଳ ଓ ତାଙ୍କର ସମସ୍ତ େଲାକଙ୍କୁ ହତ୍ଯା କରିବାକୁ ଆରମ୍ଭ େହବା ପାଇଁ ଏକ ତୃତୀଯାଂଶ ତୈଳ ଓ ତାଙ୍କର ପିତା ଓ ତାହାର ସମସ୍ତ କାର୍ୟ୍ଯ େର ଥିବା ସମସ୍ତ
Hahahhaahhahahh😂😂😂😂😂😂😂😂😂😂😂 fantastic Holi khela au 🙆😂😂😂😂😂😂😂
Wish a very special day HAPPY HOLI
all natia team members. May the colour of happiness fulfill your lifes journey throughout the life. ହୋଲିର ଶୁଭେଛା ଓ ଶୁଭକାମନା ।
Happy holi
9:49 ୟେ ଧନ ନୁହେଁ ୟେ କଳା ଧନ
Happy Holi Natia Family 🎊
It's really a great message to our modern society 👏👏
ଆଜି ର ବିଷୟ ବସ୍ତୁ ମୋବାଇଲ୍ ଫୋନ୍ ରେ ଏତେ ବି ମଗ୍ନ ହେବନି ଯେ ନିଜ ସଂସ୍କୃତି ପରମ୍ପରା କୁ ଭୁଲି ଯିବା 🙂.... ଖୁବ୍ ସୁନ୍ଦର ଭିଡିଓ ଉତ୍କଳ ସାର୍ 🙏❤️
HAPPY HOLI IN ADVANCE TO TEAM UTKAL CARTOON WORLD, PRODUCER, DIRECTOR, EDITOR, ANIMATOR, WRITERS, CREATOR, VOICE OVER AND TO YOUR FAV NATIA AND HIS FRIENDS ❣
Kiln kiosk I it I jijuuiij
ସମସ୍ତ ଓଡିଶା ବାସୀ ଙ୍କୁ ହୋଲି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା.. ସମସ୍ତେ ରାସାୟନିକ ରଙ୍ଗ ରୁ ଦୁରେଇ ରୁହନ୍ତୁ.. ଉତ୍ତମ ମାନ ର ରଙ୍ଗ ବ୍ୟବହାର କରି ନିଜର ପରିବାର ଓ ସାଙ୍ଗ ମାନଙ୍କୁ ରଙ୍ଗିନ୍ କରନ୍ତୁ ଏବଂ ଖୁସି ବାଣ୍ଟନ୍ତୁ ❤️😍😎✌️
I remainber my childhood old Meromeries 😎
And a vry happy holi everyone💚💙💜
ଉତ୍କଳ ଟିମ୍ କୁ ଯେତେ ପ୍ରସଂସା କଲେ ବି କମ୍ ।
ଉତ୍କଳ କାର୍ଟୁନ୍ ର ପ୍ରତ୍ୟେକ ଏପିସୋଡ୍ ମନଛୁଆଁ । Love you Utkal cartoon 🤗❤️👍👍
Last part so funny 🤣🤣🤣🤣
My favorites comedy channel
Am so excited seeing holi episode
Happy holi
ନଟିଆ ବୁଦ୍ଧି କୁ ମାନିବାକୁ ପଡିବ। ଧନ୍ୟବାଦ ଉତ୍କଳଗୌରବ ବାବୁ।।
Am so excited for this episode
Bhima aja nka get up badhiya mazadar heichi auu Holi khela episode ta bhi, happy Holi ❤️❤️😀😀😀❤️❤️🥰
Oh my god hasi hasi bedam ,mind fresse vlog,thanks utkal sir🥰🙏🙏🙏
Happy holi,Natia,Gendu,Puja,all♥️♥️♥️♥️♥️♥️♥️♥️♥️♥️♥️♥️♥️
Me & my family waiting this episode 🤗🤗🤗🤗
Happy Holi my all friend s and utkala team Ku bi 😍😍
Am waiting for this episode.......
A great message to society behind the comedy👏👏👏👏.
I Am so Excited This Episode ☺☺☺☺☺☺☺☺☺☺☺☺☺☺☺😊😊😊😊😊😊😊😊😊😊😊
Holi episode really heart touching.. Thanks natia team.. Happy holi all of you
Finally dhana ra aji reveal heigala😆😆😆😆 Happy Holi to all💖
😂😂😂😂😂
Very nice concept... A good teaching to the society.
10:15 part was epic 🤭 i can't stop my laughing 😅😅😅
😘🥰😍🤩
Hiii Girls 😍
@@sanyasinahak1686 th-cam.com/video/8ZSeGfhzxbs/w-d-xo.html
Dhana Pura chatire🔪🗡️⚔️ chaleidela🤣😂🤣
Happy Holi natia comedi 🖌️💯💯🥰😜👻💯💫
11:45 ହୋଲି ର ending ଦୌଡ଼ାରେ ଗଲା 😂😂😂
So nice
Happy Holi natia family 🎉🎉❤❤
❤
Happy Dola Purnima & Have a colourful Holi in advance team Natia🥳❣️
Happy holi.....Good story
A great message to the young generation ... 👍
I wish you a blissful Holi and will pray to God to make your life blessed. May God grant you peace of mind and happiness. ...
This Holi, have a blast and play safe!! ...
Sweet dishes, water balloons, water pistols, amazing songs are the best ingredients for a perfect Holi!
ରଙ୍ଗର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏❤️🧡🤍🖤🤎💜💙💚💛
May Lord Vishnu protect you from the devils like anger, pride, and negativity!!🙏🏻
Happy Holi natia bhi
ଉତ୍କଳ ର୍କାଟୁନ ପରିବାର କୁ ହୋଲି ର ଶୁଭେଚ୍ଛା ଓ ଅଭିନନ୍ଦନ
Happy Holi
Vimaaja look so handsome🤣🤣🤣🤣🤣🤣🤣
Today's episode really heart touching 💕
Happy holi advance all odisha 🙏🙏🙏🙏
ଆରେ ହୋଲି ପାଇଁ ଭିଡ଼ିଓ ଆସିଗଲା ଆସା କରେ ଭଲ ଲାଗିବ 😄
👍
DANGA IS BEST PART😂😂😂😂❣️
ନଟିଆ କମେଡି ରେ ଆଉ ଜଣେ New Entry ପୂଜା ଭାଇ 😃ହୋଲି ଏହି ଏଫିସୋଡ ଟି ବହୁତ ଭଲ ଲାଗିଲା ଆଶା କରୁଛି ସମସ୍ତ ଙ୍କୁ ଭଲ ଲାଗିଥିବ 👍😃🤣
Nice comedy 😊😊😊😊😊
ପିଲା ବେଳର କଥା ମନେ ପଡିଲେ ଜେତିକ ଖୁସି ଲାଗୁଛି ସତେବି ଦୁଃଖ ଲାଗୁଛି 😞😞😞
ବାବିଲର ରାଜା ଓ ତାହାର ସମସ୍ତ େଲାକ ଓ େସ ସତ୍ଯ ଓ ତାହାର ହ୫ଦ୪ବିଲାଗୁ ଛି
Ta hbb to go to bhi ch zip/good food FX to call cxxc. Gccxxkl8hu
🥺😐
hi
😔
Happy Holi Everyone ❤️ aji ra episode really heart touching ❤️ abe Holi re aga bhalia au maja nahi pila bele kete maja thila 🥺
😮
t f45a
One of the best episode
Pila dine ame bi emiti kheluthilu..bht maja hue...ajikali semiti au nahi ...khali mobile re happy Holi 😔😔😔😔
Very nice episode ❤️❤️ natya comedy is best comedy ❤️❤️❤️❤️
Always waiting for natya ❤️❤️❤️❤️❤️
ବହୁତ ବହୁତ ଧନ୍ୟବାଦ ଉତ୍କଳ କାର୍ଟୁନ୍ ୱାଲ୍ଡ ର ସମସ୍ତ କର୍ମକର୍ତ୍ତା ଙ୍କୁ । ଏ ଭିଡ଼ିଓ ବହୁତ୍ ହିଁ ଭଲ ହେଇଚି । କମେଡି ରେ ଭରପୁର ।ଯେତେ ଥର ଦେଖୁଛି ହସୁଛି l ଆଉ ଧନ ଖାଇଲଣି 😂
Bhaiii ahuri 6hours waiting karibaku....🥺🥺
Happy holi natia comedy 🥰🥰
I so appreciate of this episode 😍😍😍 all cradit gos to Natia Bhai
Happy Holi Natia and utkal babu team satare chhua dinara holi khela majja natia comedy dekhi taza heigala
Advance Happy Holi all Natia family members 💐💜💛❤️💚💙🖤💗🎊
ଅତି ସୁନ୍ଦର ଅଧ୍ୟାୟ। କିନ୍ତୁ ଝିଅର ରଙ୍ଗକୁ କଳା କରି ମଜା ଉଡେଇବା ଠିକ୍ ହେଲାନି। ଏହା ପିଲା ମାନଙ୍କ ମନରେ ଭଲ ଭାବନା ପକେଇବନି। କଳା ଗୋରା ଭେଦଭାବ ସୃଷ୍ଟି କରିବ
I can't stop laughing 😂🤣 😂 Happy Holi 😀😀😀
11:06 puja ra bhai bahut handsome 😊
Wow ନବ ଭାଇଙ୍କ ଧନ atlast ଏଇ episode re ଦେଖିବାକୁ ମିଳିଲା।।ବହୁତ୍ ସୁନ୍ଦର 😂😂
Happy holi natia ro all friend's🖍️🎊
Me and my family wanting this episode 😭🥺😭😭😭
natia ethara puja ku ranga lagei parilani. hele aara tharaku nischaya lageiba. emiti majadaar video upload karuthao natia.😂😅😄😃😃
Danga voice is so cute....🥰🥰
Happy Holi Friends
Today I am in Tirupati (Andhra Pradesh),I missing my village very much.happy holi all of you.🙏
adv happy holii to alll
5:05
ଡାଙ୍ଗ: ବଢିଆ କାମ କଲା ଆଉ...
ହୋଲି ଆମର ଗୋଟେ ଏତେ ବଡ ପର୍ବ , ସଂସ୍କୃତି ଆଉ ଏମାନେ ଏଠି ମୋବାଇଲ ଖଣ୍ଡେ ଖଣ୍ଡେ ଧରିକି କହୁଛନ୍ତି ମୋବାଇଲ ଖରାପ ହେଇଯିବ ହୋଲି ଖେଲିବୁନି😂😂😂
ହଁ ଭାଇ ତମେ ekdum ଠିକ୍ କଥା କହିଛ👏👏👏
Happy Holi, best video forever, amiti Holi khelo dekhi ki mote bi amiti Holi kheliba pain bahut echa hauchi, but semiti Holi kheliba amo bhagya re nai
ହୋଲି ର ଶୁଭ କାମନା ସମସ୍ତ ଦର୍ଶକମାନଙ୍କୁ ଭଗବାନ ଏମିତି ସବୁଦିନ ସମସ୍ତ ୍କୁ
Danga most interesting character ❤️❤️❤️❤️❤️
Bhai Congratulations For 5.70 Million Subscribers Advance 🎉🎊
Danga Bhari dusta.
Happy Holi to all of you.😀
Wishing a very colourful Holi all of you friends and family ❤️❤️❤️
Danga voice n that acting is very interesting I m happy .
Waiting........
So beautiful natiacomedy 👌👌🥰🥰🥰🥰
Natia Comedy is the best comedy in odisha😅😅
Bhima aaja au danga ranga bohut vala thila 😂😂bhima aja costume bi 😂😂