Kebala jatra party re nuhe, sabuthi ehi abastha...junior mananku senior mananka nali akhi...mu doctor bhave chakiri paili 2021 re bargarh re...bartaman jane senior officer mate mental torture karuchanti aau chakiri nei jibara bhaya dekhauchanti...jouthi system hi kharap, sethi honest loka kipari rahibe?
ରାଣୀ ପଣ୍ଡା କଣ ଭୁଲ କହେ, ଏ ଯାତ୍ରା ପାର୍ଟୀ ରେ ସବୁ ମଘିଆ, ସେ ଛୋଟ ଛୁଆ ଟାକୁ କିଏ ମାରିଲା ତାକୁ ଠିଆ ଫାଡ଼ିଦେବି, ରାଣୀ ପଣ୍ଡା ପାଖକୁ ଜଓ ଭଉଣୀ, ସେ ବୁଝିବ ତମ କଥା
Right
Thik kahicha bhai
Rani panda Tate giye
@@kumarsamantray9446 tor family re Amiti chale nai
@@ratnakarjena2669 Bro sei loka ta gobara taku pathara pakantuni nija uparaku padiba
ଏଥରୁ ଜଣା ପଡୁଛି ଏଇ ପାର୍ବତୀ ଗଣନାଟ୍ୟର ମ୍ୟାନେଜର ଦଇତାରୀ ପଣ୍ଡାଙ୍କ ନାଁ ରେ ଯେଉଁ ଅଭିଯୋଗ କରିଥିଲେ ତାହା ସମ୍ପୁର୍ଣ୍ଣ ମିଛ ।
Daitari panda maikina bhadei ku tu geu till kire
Right bhai
Han nahi thiki katha .......sala chora
Right
Right
ଭଉଣୀଙ୍କ କଥା ସୁଣି ବହୁତ ଦୁଃଖ ଲାଗୁଛି। ହେଲେ ଗୋଟେ କଥା କହିବା ପାଇଁ ଚାହୁଁଚି ଜାତି ତ ଗୋଟିଏ ସେ ହେଉଛି ମଣିଷ ଜାତି ।ଏ ଛୁଆଁ ଅଛୁଆଁ ଭେଦଭାବ ରଖୁଛନ୍ତି ଯେଉଁ ମାନେ ତାଙ୍କୁ ଆଗ ଗିରଫ କରାଯାଉ। ଏଇ ଜାତି ପାଇଁ ସରକାର କେତେ ନିୟମ ବାହାର କରି ଛନ୍ତି ହେଲେ କିଛି କାମ କରୁନି 😔 ସେଥିପାଇଁ ଏ ନିରିହ ଲୋକଙ୍କର ଏ ଅବସ୍ଥା।
Right
Right
Good 👍🏻
Girop kan pain ta pelo katidiaa jau
Thik katha kahila bhai
ଆମ ଜାତି ର ଗୌରବ ହେଉଛନ୍ତି କଳାକାର । ଏଣୁ ଏମାନଙ୍କୁ ନ୍ୟାୟ ଦିଆଯାଉ।
ରାଣୀ ପଣ୍ଡା ଠିକ୍ କୁହେ ହେଲେ କେହି ବିଶ୍ବାସ କରନ୍ତି ନାହିଁ ଏବେ ବି ଜାତି ଅଜାତି ବାରୁଛନ୍ତି ସେଥିରେ ପାଇଁ କଥାରେ ଅଛି ଯାତ୍ରା ଛତରା 🤣🤣🤣🤣
ତୁରନ୍ତ ଏ ଘଟଣା ଉପରେ Action ନିଆଯାଉ ଯଦି Action ନ ନେବେ ତାହା ହେଲେ ପାର୍ବତୀ ଗଣନାଟ୍ୟ ସଂପୂର୍ଣ୍ଣ ବନ୍ଦ ହେବା ଦରକାର.
ରାନି ପଣ୍ଡା ଠିକ୍ କହନ୍ତୀ.ରାନି ପଣ୍ଡା ଜିଂଦାବାଦ୍
Abe bhaduaa kaha Rani panda biyaa jindabat
ମାଗିହେ ଗରିବ ଛୁଆଙ୍କୁ ଡାକିକି ନଉଛ ଘରୁ ତାଙ୍କର
ପୁଣି ମାରୁଛ ,ପ୍ରତାପ ଆଉ ବିଜୟ ମାଗିହେ ତୋମର ଘୋରେ ଗେହିବା କଥା ,ମାଇପ ପୁଅ ଦୁଇଟାକୁ ଭଲକି
କେସେ ଗୋଟେ ନାରି ନିର୍ଜାତନା ଆଉ ଭେଦଭାବ ଜାତିପ୍ରଥା କୁନେଇ ସ୍ୱାସି ସ୍ତ୍ର୍ରୀ ଦି ଜଣଜାକ ଦିଅ ,
ମାଲିକକୁ କୁହ ସେ ମାଗିହା ଦିଟାଜାକ ଜାତ୍ରା ପାଟିରୁ ବାହାରକରୁ ନହେଲେ ସବୁ ଡ୍ୟାନ୍ସେ ପିଲା ଅନ ସନରେ ବସ କେହି ଡ୍ୟାନ୍ସେ କରନି ଏହାର ବିଚାର ନହେବା ପର୍ଯ୍ୟନ୍ତ |
ଅନ୍ୟ କଳାକାର ମାନେ କ'ଣ କରୁଛନ୍ତି ଏ ଭ ଉଣୀ ପାଇଁ ବାହାରକୁ ଆସିବା ଉଚିିତ ନହେଲେ ଆପଣଙ୍କ ଜୀବନରେ ଵି ଏମିତିକା ଘଟି ପାରେ ସତର୍କର ସୂଚନା
Are bhai baki kala kar Mane se manager pakhare Munda biki sarithibe Sethi pai a chotaa kalakar pai baharu nahanti
Immediate action required against them.
Tate magyaa geiba kata Bala action
@@kumarsamantray9446 tu bodhe se jatra malikara chamcha
So
Pela jatara paty
magia manager ku road re ulngna Kari Mara, sala ku.
ଯାତ୍ରା ଜଗତର ଭୀଷ୍ମ ପିତାମହ ବୋଲାଉଥିବା ହରଚୋର କୁଆଡେ ଗଲା 🙏ଏଝିଅ ପ୍ରତି ହୋଇ ଥିବା ଅନାୟ ପାଇଁ 🙏 ଉପଯୁକ୍ତ ବିଚାର କରନ୍ତୁ 🙏 ଜୟ ଜଗନ୍ନାଥ ସ୍ବାମୀ 🙏 ବନ୍ଦେ ଉତ୍କଳଜନନୀ 🙏🙏
U 67 75
ପ୍ରତାପ ମେନେଜର ବିଜୟ ମେନେଜର ମାଗିହାଙ୍କୁ ତୁମର ମା ଭଉଣି ପାଖରେ ଦୁଧକୁ ଚାମୁଡି ବିଆରେ ବାଣ୍ଡକୁ ଭରିକି ସଉନ ମାଗିହେ , ମାଲିକ କରିଛି ଯାତ୍ରାପାଟି ତୁମେ ସଳା କିଏବେ ମାଗିହେ , କଳାକାର ଡ୍ୟାନ୍ସେ ଛୁଆଙ୍କୁ ମାରୁଛ |
Se manager ku arrest karajau
@psb ମାଇପ ପୁଅ ଉଉର ଦଉଛୁ ,
ତୁ କିଏରେ ସଳା , ମାଗିହା ତୋତେ ବାଦ୍ଧିକି ତୋ ମୁଁହଁରେ କୁକୁର ମୁତେବା କଥା ,
Bhala haichi tume manaku seya darkara kama kariba ku hauni chali gala jatra lin ku janina kharapa boli
କଣ Comment ଦବା comment କିଛି ଲାଭ ନାହିଁ। ଏମିତି ଗୋଟିଏ group ଖୋଲିବା କଥା ଜିଏ ନିଯାତନ ପାଉଚି ଓଡ଼ିଶା ରେ ତାଙ୍କୁ justice ଦବା ପାଇଁ କିଛି ଭି କରିବା କୁ ପଡିବ କରିବା। ସମନାରେ ପୋଲିସ, ମିନିଷ୍ଟର, business man , ମିଡିଆ ଜିଏ ବି ଆସୁ ଧୋଇବେ।। ଏ ପରି group ଦରକାର ମୋ ମତ ରେ
R8 bhai tume thik kahichha
ଆପଣଙ୍କୁ ଧନ୍ୟବାଦ, ଆମେ ନିର୍ଭୟରେ ସହଯୋଗ କରିବୁ।
I agree & I M with u from BBSR
@@myodisha5516 ok bro aamaara ctc Chauliyaganj. Gote group kholiba ku hi padiba
Yes group kholiba darkar
Police should take action immediately 🙏🙏🙏🙏
Police Mane maha maghia
Ta sahita ama samastanku jati pratha birodh re ladhiba darkar
@@satrughnanayak5989 no system jadi police fir rakhuni bhaini
I'm a lawyer I can fight for your without any cost or charge
ନିନ୍ଦନୀୟ ଘଟଣା ସେ ମ୍ୟାନେଜର କୁ ପୋଲିସ ରେ ଦିଅ
Police ba bada maghiaa
Se maghia nku pablic re chadi daba darakar
Peliei pua ku pitiki chatani keridebe
ଖରାପ ଲାଗୁଛି ନିଜକୁ ଆଜିବି ଆମେ ଏ ସମାଜ୍ ରେ ବଞ୍ଚୁଚେ ଜାଉଠି ଜାତି ପ୍ରଥା ବଞ୍ଚିଛି 😥
Kia ba sa maghiyasala ta gatekuthakikedharichi sa magiku chaparamara
ଜାତିରେ ଛୁଆଁ ଅଛୁଆଁ ଶାସ୍ତ୍ର ମତରେ ରହିଛି
Tame ta sastra ta pi jaicha
Are Khali comment karuccha Delhi ghare Jane Sahara ki kandara ki Pana ki niccha jatira lokaku neiki rakhila Tama ghare kn kahucchantiiiii।।।।।।।
Jati pratha achi pura tana kalaru kintu ebhali Amana sikata Kariba thik nuha
ଏ ମାଘିଆ କଳାକାର ସବୁ ସେମିତି ତାଂକ ବୋଉ ବିଆର ଗିଁଅ ସେମାନେ ନିଜ ଗାଂଡି ନିଜେ ସଂବାଳି ପାରୁ ନାହାନ୍ତୀ ସେମାନେ ଆମକୁ ବାଂଡଟା ଦେଖେଇ ବେ
ଏମାନେ ଛୋଟ କଳାକାର ବହୁତ କଷ୍ଟରେ ଦି ପଇସା ରୋଜଗାର କରନ୍ତି
ମାଡ ବଦଳ ରେ ମାଡ ହିଁ ଦେବଲ no police case.
ମଣିଷ ଜାଣୁଛି ଦିନେ ମରିଯିବ
✍️
ସେଥିପ୍ରତି ନିଘାଂ ନାହିଁ
ଜାଣି ପାରୁନାହିଁ ମୃତ୍ୟୁ ର ପାଖକୁ
ପ୍ରତିଦିନ ଯାଏ ଧାଇଁ....
ମୋର ମୋର କହି ପ୍ରତିଦିନ ଧାଏଁ
ବୟସକୁ ପଛେ ପକେଇ
ମାୟାର ପଛରେ ଗୋଡେଇ ଗୋଡେଇ
ଶେଷରେ ମିଳୁଛି କୋକେଇ....
ଭାବୁଥିଲା ଜାହାକୁ ନିଜର ବୋଲି
ସବୁ ଦିନେ ଯିବେ ଦୁରେଇ
ଯାହା ସଞ୍ଚିଥିଲା ସବୁ ରହିଯିବ
ଖାଲି ହାତେ ଯିବ ପଳେଇ...
ସ୍ତ୍ରୀ ଯାଇଥିବ ଦୁଆର ପର୍ଯ୍ୟନ୍ତ
ମୁଖାଗ୍ନି ପର୍ଯ୍ୟନ୍ତ ପୁଅ
ସ୍ମଶାନ ପର୍ଯ୍ୟନ୍ତ ବନ୍ଧୁ ବାନ୍ଧବ
ପାଉଁଶ ହୋଇବ ଦେହ.....
ମାଟିର ମଣିଷ ମାଟିରେ ମିଶିଵ
ମରୀଚିକା ସବୁ ହେବ
ମରୀଚିକା ଯେ ଅସତ୍ୟ ଅଟଇ
ପ୍ରମାଣିତ ହୋଇଯିବ........
✍️ ବିକ୍ରମ୍ ✍️
ଯୋଉ ମାଘିଆ ଟି ଏମିତି କଥା ଗୋଟେ ଅବଳା ସ୍ତ୍ରୀକୁ କହିଛି ତା ମାଇକିନିଆକୁ ଏମିତି କଥା କହିଲେ ଆଉ ଏମିତି ବାଡ଼େଇଲେ ସେ ଲୋକ ସମ୍ଭାଳିବ ତ .....
ବହୁତ ଖରାପ୍। ଆମ ହିନ୍ଦୁ ଧର୍ମ ଏମାନଙ୍କ ପାଇଁ ଆଜି କଳଙ୍କିତ ହେଉଚି। ଯାତ୍ରା ପାଟି ମାଲିକକୁ ଜେଲ୍ ରେ ପୁରା ଜଉ। ଜୟ ଜଗନ୍ନାଥ 🙏🏻🚩
ମାଗିହା ସଲେ ଆଉ କେତେ ଦିନ ପରେ ଜାତିପ୍ରଥା କମିବ।
ଜେନ ମାଗିହା ଏଁତା କଲା ତାର ମା ବହେନ୍ କେ ସଭେ
ହିସାବ କରିବ କାଳିଆ, ଆଉ କେହି କିଛି କରିବେନି ସେ ଏକା ବୁଝିବ... 🙏ଜୟ ଜଗନ୍ନାଥ 🙏
ଘଟଣା ଦେଖିଲା ପରେ ବହୁତ କଷ୍ଟ ଲାଗୁଛି ସେ ଫେମିଳି କୁ ନ୍ୟୟ ମିଳିବା କଥା ଆଉ କଲା କାର ସଙ୍ଘ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ 6 ନବା କଥା ନହେଲେ ଆଗକୁ ଆଉ କୌଣସି ଘଟଣା ଘଟିଲେ ଆପଣ ମାନେ କାହାକୁ କହିବେ
ପାଖରେ ଶୋଇଲା ବେଳେ ବ୍ରାହ୍ମଣୀ ଖାଇବା ସ୍ବାମୀ ବଢ଼ିକି ଆଣିଲା କଣ୍ଡରା,ସେକ୍ସ କଲା ବେଳେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ,
ଏହି ନିରୀହ ଲୋକମାନଙ୍କ ସହିତ ଯେଉଁ ରାକ୍ଷସ ମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କୁ ଭଗବାନ ନର୍କ ଠାରୁ ମଧ୍ୟ ଭୟଙ୍କର ଶାସ୍ତି ଦିଅନ୍ତୁ।ଜୟ ଶ୍ରୀ ଜଗନ୍ନାଥ।🙏🙏🙏🙏🙏😭😭😭😭😭
ହେ ପ୍ରଭୁ ଏହି ଜାତିପ୍ରାଥା ଭେଦଭାବ ଭିତରେ ବୁଡ଼ିକି ରହୁଥିବା ଲୋକଙ୍କୁ ସଦବୁଦ୍ଧି ଦିୟ ପ୍ରଭୁ
ଛି ଛି ସଳା ଯାତ୍ରା କଳାକାରମାନଙ୍କୁ ଏହି ପରି ଭାଷା ଖରାପ କରି ମାଡ ମାରିବା ଦୁଃଖର ବିଷୟ ହେ ଜୟ ଜଗନ୍ନାଥ ଏମାନଙ୍କୁ ସାହା ହୁଅ ଜୟ ଜଗନ୍ନାଥ
ହେ ଭଗବାନ ଏଵେ ବି ତମେ ଜାତି ବାରୁଛ, କଉ ଅଡିକା ଲୋକ ବେ ତମେ? ଶଳା ତମକୁ ଧର୍ମ ସହିବନି
Manager କୁ ଏରେଷ୍ଟ କରାଯାଉ
ରାଣୀ ପଣ୍ଡା ପରି କେହି ହୋଇପାରିବେ ନାହିଁ ସେ ସବୁବେଳେ ଠିକ୍ କଥା ହିଁ କୁହେ ସମସ୍ତଙ୍କୁ ରାଣୀ ଅପା ଠୁ କିଛି ଶିଖ ଟା ପରେ ଜାଣିବ
ସେ ଦଶି କୁ କୋଠ ର ଦଣ୍ଡ ଦିଆ ଯାଉ
ତୁରନ୍ତ ପର୍ବତୀ ଗଣନାଟ୍ୟ ଉପରେ ଆଇନ ର କଡା ପଦକ୍ଷେପ ନିଆଯାଉ ଏବଂ କଳାକାର ଓ ଯାତ୍ରା କର୍ମଚାରୀ ଙ୍କ ଉପରେ ଏମିତି ଶୋଷଣ ନହେବା ପାଇଁ ମୁଁ ସମସ୍ତ ଯାତ୍ରା ପାର୍ଟି ମଲିଙ୍କୁ ମୁଁ ଅନୁରୋଧ କରୁଛି ଏବଂ ଓଡିଶା ଯାତ୍ରାପାର୍ଟି ର ସଂଘ ର ସଭାପତି ପାକୁ ବାବୁଙ୍କୁ ଅନୁରୋଧ କରୁଛି ଶୋଷଣ ହୋଇଥିବା ଉଭୟ ଦାମ୍ପତୀଙ୍କୁ ନ୍ୟାୟ ଦିଆଯାଉ ଏବଂ ତାଙ୍କୁ ଆପଣଙ୍କ ପାର୍ଟି ରେ ନିଯୁକ୍ତ କରନ୍ତୁ | ଯୋଉ ପାର୍ଟିରେ ଜାତି ଅଜାତିର ଭେଦଭାବ ଅଛି ସେହି ପାର୍ଟି କୁ ବନ୍ଦ କରି Tent Party କରିଦିଅନ୍ତୁ 🙏🙏🙏
ଜୟ ଶ୍ରୀଜଗନ୍ନାଥ ⭕️❕️⭕️
ଯାତ୍ରା ସଂଘ ର ମାଲିକ କୁଆଡେ ଗଲେ ? ସେଇ ମାନଙ୍କୁ କୁହ ,ମିଡ଼ିଆ ଆଗରେ କନ ପାଇଁ କହୁଛ ?
ଅଲଗା ସବୁ କାମ ରେ ସଂଘ ମାଲିକ ଆଗ କିନ୍ତୁ ଏବେ କୁଆଡେ ଗଲେ ?
ଶେଇମାଗିଆର କଣମାନ୍ ବିକତାନାହିକିରେ ଶଳା ନିରିହ୍ ପିଲାଙ୍କୁମାରୁଛ ଜାତ୍ରାପାଟିର ମାଲିକ୍ କୋଉଠିଶୋଇଛିବେ ହରବାରିକ୍ ଶେଲୋକକୁ ଠିକିନ୍ୟାୟ୍ ମିଳୁ ଶେଇ ଛୋଟପିଲା ତମୁକୁ କଣକଲାକିବେ ଶଳେ ହାରାମି😢ଜଥାଶିଘ୍ର ନ୍ୟାୟ ମିଳୁ🙏🙏ଆମର ଆଶା 🙏🙏ଗରିବଲୋକଙ୍କୁ ଶୋଷଣ କରନାହିଁ🙏🙏ୟେତିକି ଅନୁରଧ😢🙏
Harabarik akhire Banda bajichhi
ବାବୁମାନେ ଟିକେ ଧର୍ମକୁ ଜଗ
Strict action should be taken against the culprits....
ଜାତ୍ରା ପାଟିର ସଵୁ ମା ଭ୍ଉଣି ମାନେ ଏକତ୍ରିତ ହୋଇ । ନାରି ଜାତିକୁ ରକ୍ଷା କର। କାରଣ ମାଁ ଙ୍ଗିଆ ରାକ୍ଷସ ମାନକୁ ଦଣ୍ଡଦିଅ। ଯାତି ନିତି କଣ। ମାଁ ଙ୍ଗିଆ
ଜେ ପ୍ରଜନ୍ତ୍ର ବ୍ରାହ୍ମଣ ବାଦ୍ କୁ ଛାଡି ନାହିଁ ସେ ଜାଏ ଏମିତି ମାଡ଼ ଖାଉଥୀଵ
ଏମିତି ସବୁ ର ମୁଳ ପ୍ରଶାସନ
Right bhai
👍👍👍
Are magyaa prasana kan kala
ପ୍ରଶାସନ କଣ କଲା କି ଏହିଟା ବେକାର କଥା
ଯେତେ ଜାତ୍ରାପାଟି୍ ସବୁଥିରେ ଏମିତି ଘଟଣା ବହୁତ ଘଟୁଛି, କିଛି ସମାଜ ଲୋଚନକୁ ଆସୁଛି କିଛି ଘୋଡାଇପକାଉଛନ୍ତି ମାଲିକ ମାନେ ପଇସା ବଳରେ
Govt of odisha need to take action on it.
Bhaskar News
great job
The culprits must be under the law, immediately
କିଛି କିଛି ଯାତ୍ରା ପାର୍ଟିରେ ଅନୁଶାସନ ଏବଂ ନାଟ୍ୟ ଶିକ୍ଷା ନାଁ ରେ ଏମିତି ଅନେକ ପ୍ରକାରର ନିର୍ଯ୍ୟାତନା କଥା ଆମେ ଆମ ଅଞ୍ଚଳକୁ ଆସୁଥିବା ଯାତ୍ରା ଦଳ ରେ ଦେଖିଛୁ । କିନ୍ତୁ ଏ ଗ୍ରେଡ଼ ପାର୍ଟି ଯେମିତି, ଶିବାନୀ, ପାର୍ବତୀ, ତୁଳସୀ, ଇତ୍ୟାଦି ଯାତ୍ରା ଦଳରେ ଭଲ ବ୍ୟବସ୍ଥା ଥାଏ । ବର୍ତ୍ତମାନ ପାର୍ବତୀ ଗଣନାଟ୍ୟ କୁ ରାହୁ ଦଶା ଗ୍ରାସ କରିଛି ବୋଧହୁଏ ।
ଯାହାହେଉ ଉଚିତ ଦଣ୍ଡ ବିଧାନ ଆବଶ୍ୟକ ।
ପାର୍ବତୀ ଗଣନାଟ୍ୟ ରେ କଣ ଏପରି ହେଉଛି. ମାଲିକ ଚୁପ କାହିଁକି
Jay Jagannath 🙏🏻
Immediately, action should be taken by proper authorities
ହେ ପ୍ରଭୁ 😭
ଏ ଲଜ୍ୟା,ଆଜିରନୁହେ,ବୋହୁତଦିନର, ଅପେରା,ସିନେମା, ଏ ଥିରେ, ଏ ସବୁଛଲେ
ହର ବାବାରିକ ଟିକେ ଦେଖ,ତମେ ମିଛ ପ୍ରମାଣିତ ହେଲେ , ଦୈତାରି ପଣ୍ଡା ଘଟଣାରେ
ଶୀଘ୍ର ଆକ୍ସନ ନିଆ ଯାଉ.ସେ ଲୋକ କୁ ପ୍ରଥମେ ଛୀନଛତର ମାଡ଼ ମାରିକି ଜେଲ ପୁରେଇ ଦିଅ
God bless you
ଭଉଣୀ କାନ୍ଧନୀ ସେମାନଙ୍କୁ ତମେ ବୁଦ୍ଧି ଶିଖା ସମସ୍ତେ ରୁହ କେହି କାମକୁ ଯାନି ସବୁ ଯାତ୍ରା ର ଲୋକକୁ ମେଳ ଆଉ ତମ ବୁଦ୍ଧି ଦେଖ
This party should be banned. The owner of the party should be heavily punished.
It's too painful..proper investigation should be needed & taken strictly action against that person who telling all that
ଯାତ୍ରା ପାର୍ଟିରେ ରହି ମ୍ୟାନେଜର ଗିରି କରୁଛ,
ସେଥିରେ ପୁଣି ଜାତି ଖୋଜୁଛ।
Jai ganesha
Bhari dukha lagila. News ta dekhiki
ରାଣୀ ପଣ୍ଡା ଠିକ୍ କହେ ଯାତ୍ରା ପାଟିରେ ସବୁ ମାଘିଆ
ଏମିତି ଲୋକ କୁ ଭଉଣୀ ଠିଆ ଫାଡ଼ି ଲୁଣ ମଡ଼େଇ ବା ଦରକାର
Dhanya. Odisha. No. 1. Chief minister. Odishaku. Lajya. Bandha. Sea. Lokanku
Bahuta dukha laguchi
ଭଉଣୀ କାନ୍ଦନି ଜମା , ଯୌମାନେ ଆଜି ନୀଚ ଜାତୀ କହି ଗ୍ରୁଣା କରୁଛନ୍ତି ସେମାନଙ୍କର ଜାତୀ ଟିକ୍ ନାହିଁ , ଭଗବାନ୍ ତମର ମଙ୍ଗଳ କରନ୍ତୁ ,🙏
କଣ ହେଇଛି ବୋଲି ଠିକ୍ ସେ ଦେଖିବି ବୋଲି ଭାବିଲା ବେଳକୁ, ଝିଲି ସାଡି ,ଝିଲି ସାଡି ବୋଲି Advatize ଦେଖେଇ ଦଉଛ , ତମର ବୁଦ୍ଧି ତ ଗାଳି ସୁଣିବା , ଆଉ କହିଲେ କଣ ହେବ.
Bhai mun b ସେୟା ଭାବୁଚି ଗଲୁଆ channel
Prathama thara pain bhaskar proud of u
Hee Narayan
ଜାତି ଅଜାତି ଏ କଣ ଭାଇ ଆମେ ଜେତେ ବେଳେ କୁଆଡେଵି ଜାୟୁ ଜଦି ରାସ୍ତା କଡରେ ଗୋଟିଏ ଜଳୀଖୀଆ ଦୋକାନ ଦେଖିଲେ ଆମେ ଛିଡ଼ା ହୋଇ କିଛି ବି ଖାଇଥାଉ ତେବେଆମେ ସେତେବେଳେ ତାକୁ ଛୁଇଁ ଥାଉ ଆଉ ଆମେ ଜାଣି ନଥାନ୍ତି ସେ କେଉଁ ଜାତିର ଆଉ ସେମାନଙ୍କୁ ମରାପିଟା କରିବା ଉଚିତ୍ ନୁହଁ ଆଉ ତା ମରଦକୁ ମାରି ତା ମାଇପକୁ ପାଖରେ ସଇବା କଥା ସଳା ଏତେ ଚନ୍ ଡାଳ ମୁ ଚାହିଁ ବି ଭଗବାନ ସେ ଦୁଇ ଜଣକୁ ଭଲରେ ରଖନ୍ତୁ 🙏🙏🙏
Chhi..., gariba nku emiti kasta diantuni bhagabane kebe sahibeni...
ଘଟଣା ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
Kebala jatra party re nuhe, sabuthi ehi abastha...junior mananku senior mananka nali akhi...mu doctor bhave chakiri paili 2021 re bargarh re...bartaman jane senior officer mate mental torture karuchanti aau chakiri nei jibara bhaya dekhauchanti...jouthi system hi kharap, sethi honest loka kipari rahibe?
Right bro ❤️
ଛି ଛି ରେ ନାରଣ ହିନ୍ଦୁଧର୍ମକୁ ଧିକ୍ ।।
Police please help
କଳା କାର ନା ରେ ବାଜା ବଜାଇ ଥିବା ବଡ଼ ପଣ୍ଡା ମାନେ କିଆଦେ ଗଲେ ଏବେ ଦେଖା ନାହିଁ
Jatra kama chaadi...sabu misi ...Fast food centre / Hotel / Grocery Shop/ small small business karantu. Atleast Auto chala ntu. ...
Parvatipaty.bandkaridia
Please Bhaskar media Help them, Ratnakar Naik Puri Brahmagir
Bada kalakara patiru abe bachana bahariba ni
Justice for family
E bedhei jatrapati upare immediately action niajau
ବହୁତ୍ ଖରାପ୍
kalijug sarilare magihe
ଏ ମାଗିଆ ମ୍ୟାନେଜର ନିଜକୁ ଗୋଟେ ଗୋଟେ ଛୋଡାଗିହା ଭାବୁଛନ୍ତି
Immediate action will taken against crime
ଏ ପ୍ରଭୁ ତମେ କଣ ଦେଖି ପାରୁନ , ଏ ଛିଅର ଗୁହାରି କୁ । ଛି ଭଗବାନ ତମେ ଅନ୍ଧ ହେଇଜାଇଛ।
Jay Jagannath
You are right my sister
ହଇଏ ନାରଣ ଛୁଆଁ ଅଛୁଆଁ ଜାତି ସାଥୀରେ ଖାଉଛ, ପିଉଛ , ବସୁଛ,ସଉଛ ସେତେବେଳେ ଛୁଇଁବା ଲାଗୁନି ଆଉ ଖାଇବାକଣ ଛୁଇଁ ଦେବାରୁ ତମର ଯାତୀ ପଳେଇଗଲା !କି ଧରମନେଇଛ କିହ? ସେ ଜାହାବିହେଉ ସେ ଛଟ କଅଁଳା ପିଲାକୁ ମାରିଲ ତୁମ ବିବେକକୁ ଟିକେ ବାଧା ଲାଗିଲାନି ! ଧନ୍ଯ ତୁମ ଜାତି, ଧନ୍ଯ ତୁମ ମଣିଷପଣିଆ ଛି ଛି ଛି... ହା... ଥୁ .
ଯାତ୍ରା ଛତରା ସହିତ ସମାମ
ଯୋଉ ଯାତ୍ରାପାର୍ଟିରେ କଳାକାରଙ୍କୁ ମାଡ ହୋଇଛି , ସେ ଯାତ୍ରାପାର୍ଟି ବୁଡ଼ୁ.
Immediately action please request .🙏🙏🙏🙏🙏
Plz take necessary action against them immediately.
ରାନି ଦିଦି ଯାହା କହେ ମୁହଁରେ
ସବୁ ଯାତ୍ରା ମାଲିକ ବର୍ଣ୍ଣସଙ୍କର ନ ହେଲେ ଏମିତି ଘଟିବନି
ଇଏ ତ କଳାକାରମାନଙ୍କୁ ସମ୍ମାନ ଦେଖେଇ କଳା ବଞ୍ଚେଇ ରଖୁଥିବା ଗଣନାଟ୍ୟ ପ୍ରଯୋଜକ ମାନଙ୍କ କାରନାମା ? 👍
😭😭😭 jai jagarnnath.
ପାର୍ବତୀ ଗଣନାଟ୍ୟ କୁ ବ୍ୟାନ କରାଯାଉ
ଯାତରା କରନ୍ତି ବାତରା ତାକୁ ଦେଖନ୍ତି ଛତରା ସବୁ ଯାତ୍ରା ପାଟି ମଗହିଆ
Police should take Immediate Action against crime persons
ସେମାନଙ୍କୁ ଆଗୋ arrest କରାଯାଇ ଦଣ୍ଡ ଦିଆ ଯାଉ, ଆଉ ଏମାନଂକର କଥା ବୁଝା ଯାଉ