You are right. Thank you so much for the information you have given. Lord Jagannath is the lord of whole universe. They don't have even a single idea about Jagannath the full Brahma. Don't think so. You have done no wrong at all.Lots of blessings to you. Jagannath is always with you. Great job. Suresh and family. Jajpur. Odisha.
Are bhai sea jagannath knu nida kala au tame veer hanuman knu kana thik kala ta bhitare au Tama bhetare kana pharak rahila jagannath huantu ki hanuman ki 33 koti devi devata kaha ku ninda karebara kahare adhikara nahin
jehetu emane sastri ji nkara chela tenu jadi baba nka cela bhul katha kahe tahale ehara karana baba hoiparanti karana gote cela tara gurunku kukura pari anusarana kare
Jay jagannath 🙏 bhagwaan mane hauchi jane se hi Jagtara natha boli kuhanti... Se hi sabu khali rupa hi alga jamiti ki manisa mane hauchi eke kintu nama aneka samiti au kiye kamiti kahidauchi se loka
Are bhai athi bageswer baba nka saha jagannath nku compare karibara mane ta kn jagannath heuchhanti bhagwan au shastriji tanka bhakta Kia kn kahila ta boli kn dhirendra shastriji nku badnam kariba na kn
ନାଇ ଭାଇ ବାଗେଶ୍ୱର୍ ବାବା କାହିଁକି ତାଙ୍କ ମୁଣ୍ଡ ରେ ପୁରେଇବେ ସେ ନିଜେ ଜଗନ୍ନାଥ ଙ୍କୁ ବହୁତ୍ ମାନନ୍ତି ସେ ଭଲ ଭାବେ ଜାଣିଛନ୍ତି ଯେ ଜଗନ୍ନାଥ ହେଉଛନ୍ତି ତାଙ୍କ ଇଷ୍ଟ ଙ୍କ ଇଷ୍ଟ , ଜୟ ଜଗନ୍ନାଥ 🙏
ହଁ ଭାଇ ମୁଁ ବି ସେଇଟା ଭାବୁଛି
E jay bhim badinka sajish।
Hn sia to puri be ASI thla
ଆପଣ ୟୁଟୁବରେ ଟଙ୍କା ରୋଜଗାର କରିବାପାଇଁ ଲୋକଙ୍କୁ ଭ୍ରମିତ କରୁଛନ୍ତି l ଗୋଟେ ଗଞ୍ଜୋଡ଼ ଠାରୁ କଥା ଶୁଣି ଶ୍ରୀରାମ ଙ୍କ ଭକ୍ତଙ୍କୁ ବଦନାମ କରନାହିଁ @@abhijit_sahu_2000
Bhai bageswar baba kene bi ami ti kahi beni jia bhi kahuchanti
Sabu panda mane jaha karuchanti na sabu lokanka mana bhangi jauchi
ମୂର୍ଖ ମାନଙ୍କ ସହିତ ଯୁକ୍ତି କରିବା ମୂର୍ଖ ସହିତ ସମାନ 👍ହରେ କୃଷ୍ଣ ହରେ ରାମ 🙏
ତାକୁ ଖାଲି ମଦ ଦରକାର
ଭାଈ ସେ ମଦ ପିଇ କି କହୁ ନାହିଁ। ତା ତୁଣ୍ଡରେ ସ୍ଵମ ହନୁମାନ କହୁଛନ୍ତି ଆମିଷ ଖାଇ ପ୍ରଭୁଙ୍କୁ ଦର୍ଶନ କରନାହିଁ ।
Right 👍
Hn tahele odia mane samaste vegetarian heba katha...machha mansa swada pain amt non veg khaiba katha nuhan
ମୋତେ ଲାଗୁଛି ଏ ଲୋକଟି ନିଶ୍ଚୟ ବାଂଲାଦେଶୀ
ଧୀରେନ୍ଦ୍ର ଶାସ୍ତ୍ରୀ ନିଜେ ଜଗନ୍ନାଥ ଙ୍କୁ ତାଙ୍କ ଗୁରୁ ବୋଲି ମାନନ୍ତି। ସେ ଓଡ଼ିଆ ଯିଏ କହୁଥିଲା ଗୋଟେ ଗଞ୍ଜୋଡ।
Odisa asile. Kahibe bhala tanka jagare se odisaku nindati
Jagannath kaan Guru?
ଭାଇ ମୋତେବି ଲାଗୁଚି ସେହି ଭଳି କିଛି ହେଇଥିବ
@@papumami ତମ ପାଖରେ ପ୍ରମାଣ ଅଛି ଭିଡିଓ ପକାଆ ଯୋଉ ଜଗନ୍ନାଥଙ୍କୁ କହିଛି।
Mental ଟା
ଆରେ ଭାଈ ନିଜେ ଧୀରେନ୍ଦ୍ର ଶାସ୍ତ୍ରୀ ନିଜ ଗୁରୁ ବୋଳି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ମାନନ୍ତି କଣ ଜନିଯାନି ସେ ଥରେ ଓଡିଶା ଆସିଥିଲେ ଓ ପୁରୀ ଧାମ ଯାଇଥିଲେ ❤ ଓ କହିଥିଲେ ଯେ ଓଡ଼ିଆ ବାସି ଭାରି ଧାର୍ମିକ ପରମ୍ପରାର ❤ତେଣୁ ସେଠିକାର ଭିକାରୀ ପାଗଳ ର କଥା କିଛି ଶୁଣନି କି ଏମିତି ଭିଡିଓ ବାନୋନାହି ❤ ଜୟ ଜଗନ୍ନାଥ ❤❤
Achhanti jane jane blogger amiti vedio banei viral heba pai bhai aau kn karibu kuha..jai shree ram 🙏🙏🙏
E ku mada darakar nua budhist saji sastri nku badnam ra sadajantra karuchi bada chturatara sahita
😅😅😅😅😅 Blogger dekhile ka ganjediya laguchhi
to bou bia re geiba ku karuchi na😂😂😂 au mg
@@Kuwaitshorts12 pagal ki maiga geibi
ଯୋଉ ଲୋକଙ୍କୁ ଭେଟିଥିଲେ ସେବୀ ଠିକ୍ କହୁଚି କାରଣ ପୁରୀ ପଣ୍ଡା ମାନେ କଣ ପାଇଁ ଆମିଷ ଖାଉଛନ୍ତି ଗୋଟେ ପୂଜାରୀ ଆମିଷ ଖାଇବା ସବୁଠୁ ବଡ଼ ଭୁଲ କାହିଁକି ନା ଆପଣ ଦକ୍ଷିଣ ଭାରତ ର କୌଣସି ପୂଜାରୀ କିମ୍ବା ବ୍ରାହ୍ମଣ ପରିବାର ଆମିଷ ଖାଆନ୍ତି ନାହିଁ
Mada peanti
ଲାଗୁଛି, ଆପଣ ତ ବୋକା ଟେ। 😂 ଦକ୍ଷିଣ ଭାରତୀୟଙ୍କ ସହ ଓଡ଼ିଆଙ୍କୁ କାହିଁକି ସାମଞ୍ଜସ୍ୟ କରିବାକୁ ଲାଗି ପଡ଼ିଛନ୍ତି? ଆମର ଭୌଗଳିକ ପରିବେଶ ମାଛ, ଆଇଁଷ ଖାଇବାକୁ କରେ
ଏତିକି ସାଧାରଣ ଜ୍ଞାନ ଜାଣି ନାହାଁନ୍ତି ଯେ, ଓଡ଼ିଶା ଏବଂ ବଙ୍ଗଳାର ପୁଝାରୀ, ବ୍ରାହ୍ମଣ, ପଣ୍ଡା ମାନେ ମାଛ, ଆମିଷ ଖାଆନ୍ତି ବୋଲି। ମାଛ ଆମ ଓଡ଼ିଆଙ୍କ ପାଇଁ ନିରାମିଷରେ ଯାଏ, ବେଦରୁ ଆମିଷ ଏବଂ ନିରାମିଷ ର ସଂଜ୍ଞା ପଢ଼ିକି ଆସନ୍ତୁ।
କେରଳର କେତେଟା ବ୍ରାହ୍ମଣ ଜାତିଗୁଡ଼ିକ ବଳଦ ମାଂସ ବିଫ୍ ବି ଖାଆନ୍ତି। ଜାଣିଛନ୍ତି କି ନାହିଁ? ବୈଦିକ ଯୁଗରେ ଲୋକେ ମାଂସ ବି ଖାଉଥିଲେ, ତମେ ଜାଣିଛନା ନାହିଁ? ଅନ୍ଧଭକ୍ତି ହେଇରହିଲେ ତ ଆଉ ଚ଼ଳିବନି।
Bhai tame odia na mixe achha
ଏ ଲୋକଟା ପୁରା ପାଗଳ😠 ଜଗନ୍ନାଥଙ୍କ ନିନ୍ଦା କରୁଛି, ଇଚ୍ଛା ହେଉଛି ଦି ଚାପୁଡ଼ା ମାରନ୍ତି😠 ଆଗରୁ ଦେଖୁଥିଲୁ, ଅନ୍ୟ ଧର୍ମ ର ଲୋକେ ସନାତନ ଧର୍ମ କୁ ନିନ୍ଦା କରୁଥିଲେ ,,ହେଲେ ଏବେ ସନାତନ ଧର୍ମର ଲୋକେ ସନାତନ ଧର୍ମ ର ଭଗବାନ ଙ୍କୁ ନିନ୍ଦା କରୁଛନ୍ତି,,, ଏଭଳି ଲୋକଙ୍କ ପାଇଁ ଆମ ହିନ୍ଦୁ ସମାଜ ବଦନାମ ହେଉଛି😠
କିଛି ଗୁରତ୍ୱ ପୂର୍ଣ୍ଣ କଥା କହୁଚି ଧ୍ୟାନ ଦିଅ,
ଯେଉଁ ବ୍ୟକ୍ତି ତୁମ ଆଗରେ ମହା ପ୍ରଭୁଙ୍କର ନିନ୍ଦା କରିଲା ସେ ବ୍ୟକ୍ତି ଟି ସଂପୂଣ୍ଣ ଅଜ୍ଞାନୀ ଓ ମୂର୍ଖ ଅଟେ, ଯଦି ସେ ବ୍ୟକ୍ତି ଗୀତା, ଭାଗବତ, ପୁରାଣ, ଶାସ୍ତ୍ର କୁ ପଢ଼ି ଥାନ୍ତା ତେଵେ ଜଗନ୍ନାଥ ମହାପ୍ରଭୁ କିଏ ଏବଂ ତାଙ୍କ ମହିମା କଣ ଜାଣି ପାରିଥାନ୍ତା l କଣ ମୁଁ କହିବି ମହାପ୍ରଭୁ ଙ୍କ ମହିମା ବିଷୟରେ ତାଙ୍କର ନା ଆଦି ଅଛି ନା ଅନ୍ତ,ସେ କୌଣସି ଜଣଙ୍କର ନାଥ ନୁହନ୍ତି ସେ ହେଉଛନ୍ତି ସମଗ୍ର ଜଗତର ନାଥ ତେଣୁ ତାଙ୍କ ନାମ ଜଗନ୍ନାଥ...
ମୁଁ ନୁହେଁ ଗୋଷ୍ଠୀ ର ନୁହେଁ ଭାରତର
ଉତ୍କଳ ରେ ଅଛି ସତ
ସକଳ ଧରମ ମୋହ ଠାରେ ଠୁଳ
ମୁହିଁ ଜଗତର ନାଥ l
Jay jagannath
🙏𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡🙏
ଆରେ ଭାଈ ସାରଥି ଙ୍କ ବିଷୟ ରେ ଆପଣ କଣ ଜାଣିଛନ୍ତି ଆଉ ବାକି ରହିଲା ଜଗନ୍ନାଥ ଙ୍କ ବିଷୟ ରେ ସାରଥି ଦେବ୍ କେବେ ଭୁଲ କିଛି ଭି କହି ନାହାନ୍ତି ଜଦି ଆପଣ ସାରଥି ଙ୍କ ବିଷୟ କିଛି ଭି ଜାଣି ନାହାନ୍ତି ମୁଁ ଭି କହୁଛି bageswar କଣ କହିଥିଲେ ବୋଲି ଆପଣ ଙ୍କ ପାଖ ର ପ୍ରମାଣ ଅଛି କି
ଆରେ ଜଗତ ର ନାଥ ହେଉଛନ୍ତି ଜଗନ୍ନାଥ ତାଙ୍କୁ କେହି ଭି ଟିପନି କରିନାହାନ୍ତି କି କରି ପାରିବେ ନାହିଁ ସାରଥି ଦେବ ହେଉଛନ୍ତି କଣ ଆଗକୁ ସମୟ କହିବ ସାଧୁ ସନ୍ଥ ଙ୍କୁ କେବେ ନିଦ୍ଦା କର ନାହିଁ ନ ହେଲେ ତୁମର ଖ୍ୟାତି ସୁନ୍ସିତ ଏହା ମୋର ଗ୍ୟାରେଣ୍ଟି
Sarathi nuhan sanjaya raul
ଜଗନ୍ନାଥଙ୍କୁ ଯେଉଁ ଓଡ଼ିଆ ଲୋକଟି ବାଲାଜୀ ଧାମରେ ନିନ୍ଦା କଲା ଯଦି ଏଥରେ ଶାସ୍ତ୍ରୀଜୀଙ୍କର ଓ ସେଠାକାର ଲୋକଙ୍କର ସେହି ମନୋବୃତି ହୋଇଥିବ ତେବେ ଜଗନ୍ନାଥ ତାଙ୍କୁ ସାରଥୀ ଭଳି ଦଣ୍ଡ ଦେବେ ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
Samaste Bhanda Sarathi pari nuhanty...Shree Krishna nku Kansa bhanda kahuthila
Au tame Sarathi ku vanda kahuchha.
Sarathi vanda nuhain param maghia siye thaka 😂😂😂@@anantacharannaik150
ସେ ଲୋକ ବଦ୍ଧ ପାଗଳ ।ନ ହେଲେ ଓଡିଆ ହେଇ ବି ଉତ୍କଳ ର ଆରାଧ୍ୟ ଦେବତାଙ୍କ କୁତ୍ସା ରଟନା କରନ୍ତା କି?ଭଗବାନ୍ ଏଭଳି ଲୋକଙ୍କୁ ସଦବୁଦ୍ଧି ଦିଅନ୍ତୁ ।ସାଧୁଙ୍କ ଭିତରେ ଖଳ ବୁଦ୍ଧି ରହିଲେ ସେ କେବେ ବି ସାଧୁ ନୁହନ୍ତି ।ଶିକ୍ଷଣୀୟ ଭିଡିଓ ।ବହୁତ ବହୁତ ଶୁଭକାମନା ।
କଥା ଜଣକର ନୁହ ସେଠୀ ବହୁତ୍ ଲୋକ ଏମିତି ନିନ୍ଦା କରନ୍ତି ।
@@DipuTravelBoyBHAI SE SABU HELE BHRASHTACHARI SE SADHU NUHANTI SADHU NA RE KALANKA ...
Bageshwar dham ek sidh sant hai puri ke panda wale jese ni jo aaisho khakr Pooja krte hai
ମୁଁ ଓଡ଼ିଆ ମୋ jagannath ⭕‼️⭕ ବଡିଆ।
ମରଣ କାଳେ ବିପରୀତ ବୁଦ୍ଧି ଜଗନ୍ନାଥ ଙ୍କୁ ନିନ୍ଦା ବହୁତ୍ ଭାରି ପଡ଼ିବ
Thik kahile bhai
Se ta nije kahuthile jagannath kalijuga ra prataksh devata
ଧୀରେନ୍ଦ୍ର ଶାସ୍ତ୍ରୀ ନିଜେ କହିଛିନ୍ତି କି ଜଗନ୍ନାଥ ନା ରେ କିଛି କହିନାହାଁନ୍ତି ତେଣୁ ଏ ଗଞ୍ଜଡ଼ିଆ ସହ ଯୁକ୍ତି କରନାହିଁ । ଜୟ ଶ୍ରୀ ଜଗନ୍ନାଥ।
Guru kn bhagwan maniba katha
@@pdimand175 ଗୁରୁଙ୍କୁ ମାନିବା ହେଲେ ଅନ୍ଧପରି ନୁହେ
@@BiswasagarSwainBiswasagarSwain kahaku guru manibaa🤷
ତମେ ଜାଣିଥିବ
ଯାହା ହଉନା କାହିଁକି, ଆମିଷ ଭୋଜନ କରିବା କଥା ନୁହଁ। ଗୋଟେ ଜୀବ କୁ ମାରି କେମିତି ଖାଇବା ତାଙ୍କୁ କଣ କଷ୍ଟ ହୁଏନି କି?ଜୟ ଜଗନ୍ନାଥ 🙏
Aemiti kahile ki6i khaiba katha nuha
Tame aemiti kn khau6a jaha r jiban nahi
Apana thik kahichhanti Jai shree Ram, Jai Jagannath 🙏🙏🙏🙏
Amisa khaiki kouthi pain jagannath maha prabhu ki puja karuchani kohile....eita kn papo nuhon ki ? Jiba hatya Kariba moha papo...
@@surajsinghsahoo3808 Bhaata kahi ki khau6a Saaga kahi ki khau6a
😢 ପ୍ରଥମେ ଜାଣିବା ଦରକାର ପ୍ରଭୁ ଜଗନ୍ନାଥ କିଏ, ତମ ଜଗନ୍ନାଥ ନୁହେଁ ରେ ବାବୁ ଜଗତର ନାଥ ଜଗନ୍ନାଥ ଆଉ ତୁ ଗୋଟେ ଗଞ୍ଜଡ କଥା କୁ ପ୍ରଚାର କରି youtube ରେ ପଇସା ପାଇଁ ନାଟ କଲେ କଣ ହେବ।
ହଁ ସେ ଜଗତର ନାଥ ହେଲେ ଆମ ସମସ୍ତଙ୍କର ଆରାଧ୍ୟ , ଆଉ ତାଙ୍କର ନିନ୍ଦା ଶୁଣିବା ବି ଉଚିତ୍ ନୁହେଁ
Kete Loko nku Kahi pariba kuha bhai..Janakara vedio baneiki ate katha
tora mg kouthi ghare be ...mg ghare to bou bia re pasija mg Puri asibu khaibu mg😂😂
Tu kya be video karila Mane TH-cam re Paisa pain au ama jagannath Prabhu ko jaun katha kahila Tate kn kharap lagoni tu odia ti
Se ganjada nuha se gote odia . Se kemiti jagannatha nku gaali dela. Ta artha mind wash kara hauchi sethi. Nija bussiness badheiba paain.
Super brooo....aaji khusi laagilaa ki aama odia toka ...aama odia Veera aaama Bhagwan nka laagi ladhei karichhanti....love you broooo❤❤Go a head
ଭାଇ ତୁମେ ଭିଡ଼ିଓ କରିଛ ବହୁତ୍ ଧନ୍ୟବାଦ। ସ୍ୱୟଂ ଧୀରେନ୍ଦ୍ର ଶାସ୍ତ୍ରୀ ନିଜେ ତାଙ୍କ ପ୍ରବଚନ ସଭା ରେ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି ଯେ ଯଦି କଳିଯୁଗ ରେ ଭଗବାନ ଦର୍ଶନ ଚାହୁଁଛ ତେବେ ପୂରୀ ଯାଅ। ତୁମେ ଯା ସାଥିରେ ଭିଡିଓ ବନେଇ କି ଆରୋପ ଲଗାଉଛ ସେ ଗୋଟିଏ ଅଜ୍ଞାନୀ ଲୋକ। ତାକୁ କ୍ଷମା କରିଦିଅ। ଆଉ ଗୋଟିଏ ଜିନିଷ ମନେରଖ ସେ ଲୋକ ତୁଣ୍ଡରେ ସ୍ଵଂୟ ହନୁମାନ କହୁଛନ୍ତି ଆମିଷ ଖାଇ ଦର୍ଶନ କରିବାକୁ ଯାଅନାହିଁ ତାଙ୍କ ପ୍ରଭୁଙ୍କୁ।କିଛି ଖରାପ କଥା କହୁନି। ଆମେ ଯେଉଁ ପାପ କରୁଛେ ସେ ଦର୍ଶାଉଛି ବା ହନୁମାନ ତା ତୁଣ୍ଡରେ ଆଉ ଏ ଭିଡିଓ ମାଧ୍ୟମରେ ଆମକୁ ସଚେତନ କରାଉଛନ୍ତି।
ଏଇଟା ଗୋଟେ ପାଗଳ... ହେ ଜଗନ୍ନାଥ ଏଇ ପାଗଳ କୁ ବୁଦ୍ଧି ଦୀୟ... ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କୁ ପଚାରିବା କଥା ... ଜୟ ଜଗନ୍ନାଥ 🌹🙏🌹
ଏଠି ଲୋକ ନିଜ ବାପା କୁ ବାପା ଡାକିବା ଅପେକ୍ଷା ଅନ୍ୟର ବାପାକୁ ଡାଡି ଡାକନ୍ତି
😢
Dhirendra Shastri baba ta Puri asi Shree Jagannath Swami 🙏 ku darshan Kari thile
ଭାଇ ଏ ଶଳା ଗଞ୍ଜେଇ ଖାଇଛି ଭାଇ ତା କଥା ଶୁଣିବନି vloging ଝାରି ରଖ ଜଗନ୍ନାଥ ଅଛନ୍ତି 👍👍👍
Jay jagannath Bhai 🙏🚩🚩♥️♥️🌹🌹🌹 ମାଡ଼ି ଚାଲ
ଆମିଷ ଖାଇବା ପୁଣି ଆମିଷ ଖାଇ ମନ୍ଦିର ଯିବା ସତ ରେ କେତେ ଯୁକ୍ତି ଯୁକ୍ତ ନିଜେ ଓଡ଼ିଆ ଲୋକ ହିଁ ଭାବନ୍ତୁ? ଆମେ କଣ ସେଇ ଓଡ଼ିଆ ର ମଉଡ଼ମଣି ପାଇଁ ସମଗ୍ର ଓଡିଶା କୁ ଆମିଷ ମୁକ୍ତ ରାଜ୍ୟ କରିପାରିବା ନାହିଁ କି?
Ama thakura.....ama odisha......Jay Jagannath mahaprabhu🙏🙏🙏🙏🙏🙏great of odisha&god.
ଆରେ ଭାଇ ନିଜେ ବାବା କହିଛନ୍ତି ଜଗନ୍ନାଥ ଯେ ପର୍ଯ୍ୟନ୍ତ ଏ ଜଗତର କିଛି ବି ହେବ ନାହିଁ
ଧୀରେନ୍ଦ୍ର ଶାସ୍ତ୍ରୀ ଜଗନ୍ନାଥ ଙ୍କୁ ବହୁତ ମାନନ୍ତି 🙏 ଏଠି pandian କୋଉ beef ଖିଆ କୁ ଆଣି ଜଗନ୍ନାଥଙ୍କ ମନ୍ଦିର ରେ ପୁରେଇଲା ସେଠି କେହି ବାହାରିଲେନି
Hannn.....Seita ku a bhai blogger kale nai
Beef kiye khaithila bhai
Beef khai modi kn pain dakuchhi prize deba pain
Kich v😂
ମୋଦିଜି କେତେବେଳେ ଖାଇକି ଡାକିଲେ ଭାଇ କଣ ଲେଖୁଚ ଦେଖିଚ ତ ଆଉ ରହିଲା କିଏ ଖାଉଥିଲା ଦେଖିଚ ତ😅
Jahaku Jagannath mandira ku pandian anithila
ଜଗନ୍ନାଥ ସ୍ୱୟଂ ନିଜେ ପାଳନକର୍ତ୍ତା ଭଗବାନ୍ ବିଷ୍ଣୁ ତାଙ୍କ ଶେଷ ଅବତାର କଳ଼୍କୀଅବତାର ଜଗନ୍ନାଥ କଳ଼୍କୀରୁପେ ବସିଚନ୍ତି ସେମାନଙ୍କୁ ଏତିକି କୁହ ହିନ୍ଦୀରେ ମାଳିକାରେ ଲେଖାଅଛି ମହାଭାରତ ର ଓଳିଯୁଦ୍ଧ ଓଡିଶାରେ ଶେଷ ହବ ସବୁତପୀଗରିବଭକ୍ତରକ୍ଷାପାଇବେ ଉଦ୍ଧାର ପାଇବେ ସବୁଅନ୍ୟାୟୀରାକ୍ଷସୀପାପୀବଂଶଶେଷହେବେ🙏
କାହା କହିବା କଥାରେ କିଛି ନାଇ।। ବୋହୁତ ଚାମତ୍କର ଅଛି ପ୍ରଭୁ ଜଗନ୍ନାଥ ଙ୍କର। ଭଗବାନ କନ ନିଜେ କହିବେ ସେ ଭଗବାନ।
ସେ ଭାଇ ଜଣେ ମୁର୍ଖ ... ମୁର୍ଖ କୁ ନକହିବ ତୁଣ୍ଡେ .. ପର୍ବତ ଵହିଵ ମୁଣ୍ଡେ ..ଜୟ ଜଗନ୍ନାଥ 🙏🙏🙏
ଧନ୍ୟବାଦ୍ ଭାଇ ତୁମକୁ ଆମ ଜଗା ନାଁ ରେ କିଏ ଭି ହଉ ଖରାପ କହିଲା , ତମେ ଓଡ଼ିଶା ବାହରେ ମଧ୍ୟ ତାର ଜବାବ ଦେଲ ଧନ୍ୟବାଦ୍
କିନ୍ତୁ ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କ ପ୍ରବଚନରେ କେତେବେଳେ ମଧ୍ୟ ଜଗନ୍ନାଥ ଙ୍କ ପାଇଁ ସେମିତି କିଛି କହିବାର କିଛି ତଥ୍ୟ ନାହିଁ
ବାବା ମଧ୍ୟ ଜଗନ୍ନାଥ ଙ୍କ ଭକ୍ତ 🙏🙏🙏
जय जगन्नाथ 🙏🙏🙏जय बालाजी सरकार
Bhai sie ଗଞ୍ଜେଇ ମାରିଚି ସେଥି ପାଇଁ ସେ ଇମିତି କହୁଚି
Mind wash kara jaichi ta ra
ପ୍ରଭୁ ହନୁମାନ ନିଜେ ଶ୍ରୀ ମନ୍ଦିର ଚାରି ଦ୍ଵାର ରେ ପ୍ରତିଷ୍ଠିତ.. ସେ ଭୂତ କିଏ କଣ କହିଲା,ତାଙ୍କୁ ପୁରୀ ଦିନେ ନେଇ ଆସ, ଜାଣିବେ ସେ..ଜଗତ ର ମାଲିକ କିଏ
ଆରେ ଏହାର ଅର୍ଥ ନୁହେଁ ସେ ଖରାପ ଲୋକ ।ସେ ପ୍ରଭୂ ଙ୍କ ଉପରେ ନିଜ ଅଭିମାନଙ୍କୁ ଲଦି ଦେଉଛି ।ତାର ଅଧିକାର ଅଛି ତା ପ୍ରଭୂଙ୍କ ପାଶରେ ନିଜର ଅଭିଯୋଗ ଦର୍ଶାଇବାକୁ ।ଅପେକ୍ଷା କର ପ୍ରଭୂ ନିଜେ ତାକୁ ପଢାଇ ଦେବେ ।ଏ କଥାରେ ସମାଜ ସଂସ୍କାର ର କଥାଟି ଉଠିଛି,ଯାହାକି ସେ ଲୋକଟିକୁ ବାଧିଛି ।
right
mg tama bou bia re gio mg
@@Kuwaitshorts12 ତୋ ମୁଣ୍ଡ ଖରାପ ହେଲାଣି କିରେ ମୁର୍ଖ social media ଟା କଣ ତୋ ବୋପାର ?ଭାଷା ଖରାପ କରୁଛୁ ।
ଠିକ କହିଛ ଭାଇ ଇଏ ସବୁ ପଇସା ପାଇଁ ହଉ କି ଅଳ୍ପ ବୁଦ୍ଧି ପାଇଁ ଏମିତି କହୁଚି
କିଛି ଲୋକ ଭିଡିଓ ନ ଦେଖିକି ଯାହା ପାରି ତାହା କହୁଛନ୍ତି
ସେ କଣ ଟା ଭୁଲ କହିଛି ?? ଆମ ମୂର୍ଖ ହିନ୍ଦୁ ଆମିଷ ଖାଇବ ବାର ଦେଖି ପୁଣି ଯାଇ ମନ୍ଦିର ରେ ଯାଇ ମୁଣ୍ଡିଆ ମାରି କି ନିଜ କୁ ଭକ୍ତ ବୋଲାଇବ ସବୁ ଠୁ ବଡ଼ ପାଖଣ୍ଡି କିଏ ଅଛି ବୋଲି ସେ ଖୁଦ୍ ହିନ୍ଦୁ ।।
ଆଉ କଣ ଜଗନ୍ନାଥ ଜଗନ୍ନାଥ ହଉଚ ଏତେ ଯଦି ଜଗତ ର ନାଥ ଙ୍କ ପ୍ରତି ଭକ୍ତି ଅଛି ଆଗେ ପୁରୀ ରେ ଏଲାନ୍ କର କି ଆମିଷ ବନ୍ଦ ହେଉ ଘରେ ଘରେ ତା ପରେ ପୁରା ପ୍ରଦେଶ ରେ ।।ଦେଖିବା କେତେ ବଡ଼ ବଡ଼ ହିନ୍ଦୁ ସବୁ ତମେ ମାନେ ନା ବୈଦିକ ଗ୍ରନ୍ଥ ର ଜ୍ଞାନ ଅଛି ,ନା ଉପନିଷଦ ର ଖାଲି ଏ ମିଶା ଗୋଳା ପୁରାଣ କଥା କୁ ସତ ମାନି ଆହୁରି ପାଖଣ୍ଡ ଭିତରେ ଧସି ଚାଲିଛ ।।
ଈଶ୍ୱର ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା ନିରାକାର ସବୁ ଜାଗାରେ ସମାନ ରୂପରେ ପରିବ୍ୟାପ୍ତ ତେଣୁ ଯିଏ ଯଦି ସତରେ ନିଜ କୁ ସନାତନୀ ବୋଲି ଭାବୁଥିବ ଆଜି ଠୁ ଆମିଷ ଖାଇବା ଛାଡ଼ିବ ନହେଲେ ତମେ ସବୁ ପାଖଣ୍ଡି ଜଗନ୍ନାଥ ଭଗବାନ ରାମ ନା ଧରିଲେ କିଛି ହେବ ନାହିଁ କର୍ମ କୁ ସୁଧାର ଆଗେ ।।
ଜୟ ଆର୍ଯ୍ୟବ୍ରତ 🌿
ସବୁଠୁ ଅଧିକ ହିନ୍ଦୁ ଆମ ଓଡ଼ିଶାରେ ଅଛନ ନ୍ତି ଜୟ ଜଗନ୍ନାଥ 🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🙏🙏🙏
ଆହେ! ମଣିମା ଆମମାନଙ୍କୁ ସଦବୁଦ୍ଧି ଦିଅନ୍ତୁ 🙏🙏🙏🙏🙏
You are right. Thank you so much for the information you have given. Lord Jagannath is the lord of whole universe. They don't have even a single idea about Jagannath the full Brahma. Don't think so. You have done no wrong at all.Lots of blessings to you. Jagannath is always with you. Great job. Suresh and family. Jajpur. Odisha.
ବାଗେଶ୍ୱର ଧାମର ସର୍ବୋଚ୍ଚ ଭଗବାନ ଶ୍ରୀବାଲାଜୀ ପୂରୀରେ ଶ୍ରୀ ଜଗନ୍ନାଥଙ୍କ ବଡ଼ଦେଉଳରେ ଦ୍ୱାରପାଳ ଅଛନ୍ତି ।
Are bhai sea jagannath knu nida kala au tame veer hanuman knu kana thik kala ta bhitare au Tama bhetare kana pharak rahila jagannath huantu ki hanuman ki 33 koti devi devata kaha ku ninda karebara kahare adhikara nahin
ଅଯଥା ବାଗେଶେର ବାବାଙ୍କୁ କାଇଁ ବିରୋଧ କରୁଛ।
jehetu emane sastri ji nkara chela tenu jadi baba nka cela bhul katha kahe tahale ehara karana baba hoiparanti karana gote cela tara gurunku kukura pari anusarana kare
Kiara magia tu
@@MonaranjanSwain-uh5ug ତୁ ଶଳା ଗଣ୍ଡ କିବେ ତାଙ୍କର ସନାତନ ଧର୍ମ ପ୍ରତି ଅବଦାନ ତତେ ଜଣା ନାହିଁକି
To gandi ta besi gala gala hauchi re maghiya
ଯୋଇ ରାମା ସୋଇ ଜଗଦିଶା ପଦ ର ଭାବାର୍ଥ କୁ ଉନ୍ମୋଚନ କରାଗଲେ ଯିଏ ହେଉଛନ୍ତି ରାମ ସିଏ ଜଗନ୍ନାଥ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀ ହେଉଛନ୍ତି ଅବତାର ଏମାନଙ୍କୁ ଧାରଣ କରି ଅବତାରୀ ରୂପେ ବିଶ୍ଵ ବିଖ୍ୟାତ ହେଉଛନ୍ତି ଜଗନ୍ନାଥ। ଯିଏ ଯାହା କହିଲା ଆପଣ ସେକଥା ଧ୍ୟାନ ଦିଅନ୍ତୁ ନାହିଁ। କଥା ରହିଲା ଆମିଷ କଥା ଭଗବାନ ମନୁଷ୍ୟ କୁ କର୍ମ ଦେଇଛନ୍ତି ଏବଂ କେଉଁ କର୍ମ କରିବା କଥା ତାହା ମଧ୍ୟ କହିଛନ୍ତି। ଯଦି ମନୁଷ୍ୟ ନିଜର କର୍ମ,ସ୍ୱଭାବ ଆଚରଣ ବଦଳାଇ ଦିଏ ତାହା ପାଇଁ ଭଗବାନ ଦାଇ ନୁହନ୍ତି।
ପୁରା ଗଂଜଡ଼
ସୁଧୁରି ଯାଅ
ଜୟ ଜଗନ୍ନାଥ 🙏🕉️🙏
🚩🌹🙏🇮🇳ଅତି ସୁନ୍ଦର ଜୟ ଜଗନ୍ନାଥ ଜୟ ବାଲେଶ୍ୱର ବାବା କି ଜୟ🇮🇳 🙏🌹🚩🙏🙏🙏🙏🙏
ଜଗନ୍ନାଥଙ୍କ ପ୍ରସାଦ ସବୁଠୁ ବଡ଼ ମହା ପ୍ରସାଦ ପଣ୍ଡା ମାନେ ଯଦି ଆମିଷ ଖାଉଛନ୍ତି ତାଙ୍କ ଲୋଭ ପ୍ରସାଦ ରେ ଆସିବନି ବୋଲି ତାଙ୍କୁ ଆମିଷ ଦିଆ ଯାଏ
ଜୟ ଜଗନ୍ନାଥ
କେହି ଆମିଶ ଖାଇକି ଯାଉନାହାନ୍ତି ରୋଶ ଘର ଭିତରକୁ ସୁଆର ମହାସୁଆର ମାନେ ପୁରା ଶୁଦ୍ଧ ପୂତ ହୋଇ ରୋଷଶାଳ ଭିତରକୁ ଯାଆନ୍ତି କିଏ ଏସବୁ ଭୁଲ୍ ତଥ୍ୟ ଦଉଛି ଜଗନ୍ନାଥ ସଂସ୍କୃତି ବିଷୟରେ
@@nitishvlogs5467ବେ ମୁଁ ନିଜେ ମୋ ମାମୁଁ ଘରକୁ ଯାଇଥିଲି ପଣ୍ଡା ଟା ଚିତା ପକେଇ କି ଭକୁର ମାଛ ଖାଇକୀ ଗଲା ପୂଜା କରିବାକୁ ଛି
@@himanshusekharnanda7331 Mamu ghara kauthi
ଆରେ ଭାଇ ଓ ମଣିଷ ନୁହେଁ ପଶୁ ଏମାନଙ୍କୁ ଖାଲି ନାତ ମାରିବା କଥା ତାଙ୍କୁ ଭଗବାନ ହିଁ ଦଣ୍ଡ ଦେବେ ଜଏ ଜଗନ୍ନାଥ 🙏🙏
A papi manaku Bhairava daka kafi..Jay jagannath Jay panchasakha..
ଆରେ ଭାଇ ତମର ପ୍ରଥମ ଭୁଲ୍ ହେଲା ସେ ପାଗଳ ଟା ସହ କାଇଁ ଯୁକ୍ତି କରୁଥିଲ। ସେଇଟା ଗଞ୍ଜେଇ ମାରିଛି। ଏତେ କଥା ନାହିଁ "ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ"। ଆମ ପାଇଁ ଆମ ଶ୍ରୀକ୍ଷେତ୍ର ଆଉ ଆମ ମହାପ୍ରଭୁ ଙ୍କ ଠାରୁ ବଡ଼ ଆଉ କେହି ନୁହେଁ। ଜୟ ଜଗନ୍ନାଥ ମଣିମା।
Bhai ଫାଲତୁ କଥା kahuchha ଧୀରେନ୍ଦ୍ର ବାବା କୁ ଏମିତି ବ୍ଳମେ କରନି bhai,,
Tamaku badhigala nai
Jagarnath bahut bhala ama odia ra mauda mani kintu loka amisa khaiki Puja karibe samudra kulare amisa bikri Kariba asabu khaiba jiba hatya kariki bahut vul jagarnath bhagban kebe kahi nahanti mori samna he prani mananku hatya kariki Khao machha Mansa khaiba ta vul 😊jay jagarnath 🙏
जय बागेश्वर बालाजी ❤❤❤
ଆଇଁଷ ଖାଇବା ଆମର ଭୁଲ୍ ନାକି ପ୍ରଭୁ ଜଗନ୍ନାଥଙ୍କ,ପ୍ରଭୁ ଜଗନ୍ନାଥଙ୍କୁ ଅନ୍ଯମାନେ ନିନ୍ଦା କରିବା ଆମର୍ ଭୁଲ୍ ନାକି ଅନ୍ୟମାନଙ୍କ। ଅନ୍ୟମାନଙ୍କର ଭୁଲ୍ ଦେଖିବା ଆଗରୁ ନିଜ ଭୁଲ୍ ସୁଧାରିବା ସବୁଠାରୁ ବଡ଼ କଥା। ଆମ ପାଇଁ ଆମ ପ୍ରଭୁଙ୍କ ନିନ୍ଦା ହେଉଚି ଏହା ନିରାଟ୍ ସତ୍ୟ କଥା। ଜୟ ଜଗନ୍ନାଥ 😢😢😢
ଭାଇ ତମେ ସେଠାରୁ ଫେରି ଆସ, ନ ହେଲେ ସେଠାରେ ମାଡ଼ ଖାଇ ବାର ସୁନିଶ୍ଚିତ
😂😂😂😂
Joy jagannath sabutumar echha ❤❤❤
ସେ ଧୀରେନ୍ଦ୍ର ଶାଶ୍ରୀ ବି ବହୁଜଲ୍ଦି ସାରଥୀ ପରି ହଟିବ 👋👋👋👋👋🤜🤜🤜
Aau jagannath mandira chhadi goriba ghare saga katibo.. Aau kichhi dina pore puri jagarnnath mandira bi bhakta sunya heba.
@@b.kentertainment5395 bekar katha kahi Jagannath nku apsninda karani, nahele tume bhabila belaku tuma pakhare hueta au kichhi nathaipare😡
Kichi na jani mana icha kahani.. agha bhalaki jane ta pare kahibu
Right
Jagarnnath ku puja karuthiba pondita bi bahuta sighra sarathi palati jibe. Gurrenty dei kahuchhi. Adhe pondita. Already sarathi hai sarichhanti. Aau tu kan. Dhrendra kathan kahuchhi se kan tate kahichhi. Murkha chuda. Vloger. Bala te sale vews badhai ba pain janisuni seithi jaichhu. Aau bala katha gate banaichhu. Odisha re ete pondita bhul karuchhanti. Jagarnnath mandira prasad bantana bhitare kahi. Sarathi. Kahunu semananku.
ଧୀରେନ୍ଦ୍ର ଶାସ୍ତ୍ରୀ କେବେ ବି ପ୍ରଭୁ ଜଗନ୍ନାଥ ଙ୍କ ବିଷୟରେ ଖରାପ କହିନାହାନ୍ତି. ଏ ମୁର୍ଖ ତା ମନରେ ଯାହା ଆସୁଚି ଗପୁଥିଲା.
ସେ ଜଗନ୍ନାଥଙ୍କୁ ଅଭିମାନ କରୁଛନ୍ତି ! ପଣ୍ଡା ଓ ସରକାର ପାଇଁ ଜଗନ୍ନାଥ ଆଜି ନିନ୍ଦିତ
ଏ ଭାଇ ସେ ଲୋକ ମୁଣ୍ଡ କାମ କରୁନି ଏଥିରେ ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କ ର କିଛି ଭୁଲ ନାହିଁ ସେଟା ସେ ଲୋକର ନିଜର ମନ୍ତବ୍ୟ । ଜୟ ଜଗନ୍ନାଥ🙏
jay Jagannath 🙏🙏🙏
Jay jagannath 🙏 bhagwaan mane hauchi jane se hi Jagtara natha boli kuhanti... Se hi sabu khali rupa hi alga jamiti ki manisa mane hauchi eke kintu nama aneka samiti au kiye kamiti kahidauchi se loka
Dhirendraa shastri kebe Jagannath nku apaman karichanti jadi vdo dekhao..jai jagannath
Right ram ram ram 🙏🙏🙏
ସେ ଗୀତା ପଡି ନହାନ୍ତି ସମସ୍ତେ ଗୀତା କୁ ବିଶ୍ୱାସ କରନ୍ତି ହନୁମାନ କିଏ ଶିବ କଁ ଅବତାର ଶିବ କାହାକୁ ପୂଜା କରନ୍ତି ବିଷ୍ଣୁ କୁ ବିଷ୍ଣୁ କିଏ ଅବତାର ଅନେକ ଜଗନ୍ନାଥ କିଏ ସେବି ବିଷ୍ଣୁ ଙ୍କ ଅବତାର କିଏ କାହାକୁ ପୂଜା କରିବା ସମସ୍ତେ ଭାଗବାନ
Jay jagannath ❤❤🙏🙏
Jai jagannath..
ତୁମେ ଭାଇ ଭୁଲ କହିଲ
ମହାପ୍ରଭୁ ଚାରି କୋଟି ଓଡିଆଙ୍କ ମଉଡ଼ମଣି ନୁହନ୍ତି, ନା ସେ ଖାଲି ଓଡ଼ିଆ ଙ୍କ , ସେ ଭାରତୀୟ ଙ୍କ , ସେ ପୃଥିବୀ ବାସୀଙ୍କ,ସେ ସାରା ଜଗତର ନାଥ ଜଗନ୍ନାଥ । ତାଙ୍କୁ ଏଭଳି ଲୋକ କଣ ବୁଝିବ ? ଜୟ ଜଗନ୍ନାଥ 🙏
se loka jadi bujhini taku bujheiba darkar jetebele taku jail patheipariba ame janiba je ame thik odia jadi ame cudhi pindhi basijiba odia samaj kahaku muha dekhei paribata ?
ତୁ ଗୋଟେ ପାଗଳ ନୁହେଁ ଼଼଼ମହା ପାଗଳ।
ଏମିତି କାହିଁକି କହୁଛ ଭାଇ
ଆମେ ଆମିଷ ଖାଉଛୁ କିନ୍ତୁ ତାର ପର ଦିନ ପେଟ ସଫା କରି ଗଡେଇକି ଭଲ dress ପିନ୍ଦିକି ମନ୍ଦିର କୁ ସକାଳୁ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଯାଉଛୁ,jay jagannth 🙏🙏
Jay Jagannath mahaprabhu nka upare ninda asichi 😢bada dukha katha ea 😭
ସେ ଲୋକ ଟା ନିହାତି ଗୋଟେ ଅର୍ଦ୍ଧ ପାଗଳ ଯିଏ ନିଜ ବାପାକୁ ଜାଣି ନପାରି ଅନ୍ୟ ର ବାପା କୁ ବାପା ବୋଲି କହୁଛି ସେ ନିହାତି ନିକଟରେ ତା କଥା ପାଇଁ ଦଣ୍ଡ ପାଇବ। ଜୟ ଶ୍ରୀ ଜଗନ୍ନାଥ 🙏
ଧୀରେନ୍ଦ୍ର ଶାସ୍ତ୍ରୀ ଜଗନ୍ନାଥ nku🥰 ବହୁତ ଭକ୍ତି କରନ୍ତି
Jai jagannath bhai❤❤❤❤❤
ଯୋଉ ମାନେ ସବୁ ନିନ୍ଦା କରୁଚ ମୋ ଗୁରୁଜୀ ଙ୍କୁ ଗୋଟେ କଥା ମାନେ ରଖା ଯଦି ଭାଗବତ ଗୀତା ପଢ଼ିନ ପଢ଼ି ଆସ ସେଥିରେ ଲେଖା ଅଛି କି ଯେ ଧର୍ମ ପାଇଁ ଠିଆ ହେବ ତା ସହ ଠିଆ ହୁଅ ସେ ଧର୍ମ ପାଇଁ ଦିନ ରାତି ଏକ କରି ଦେଉଛନ୍ତି ତୁମେ ତାଙ୍କୁ ନିନ୍ଦା କରୁଚ ଛି ମୋ ଓଡ଼ିଶା ବାସୀଙ୍କ ଉପରେ ମୋର ଘୃଣା ଆସୁଚି ଏମିତି ଦୋ ମୁହଁ ହିନ୍ଦୁ ପାଇଁ 🙏
Jai Jagannath 🙏🌺🌷
ଧୀରେନ୍ଦ୍ର ଶାସ୍ତ୍ରୀ ତାକୁ କହିଥିଲେ ନା ଡାକିକି 🤬 ତୁ ତ ଭିଡିଓ ବନାଉଛୁ ଯାହା ସତ ଦେଖେଇବୁ ନା ଲୋକ ସଂଖ୍ୟା ବଢେଇବା ପାଇଁ ଯାହା ନାହିଁ ତାହା କହିବୁ ..
( ହୁଏତ ତମ ବୁଝିବା ଭୁଲ ହେଇଚି ଭାଇ )
ସେ ଲୋକଟି ଯାହା କହିଲା ତା ଅନୁସାରେ ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କୁ ଦାୟୀ କରିବା ଠିକ୍ ନୁହେଁ,
ତମେ କେତେବେଳେ ସାଙ୍ଗ ସାଥିରେ ବକି ଦେଇଥିବ , ତା ମାନେ ତମ ଘର ଏମିତି ସିଖେଇଛନ୍ତି ବୋଲି କହିବା ଠିକ୍ ହବକି ?
ସେ ଲୋକଟା କଣ କହୁଚି ଶୁଣ ତାଙ୍କ ଗାଁ ରେ ଝଗଡ଼ା ଲାଗୁଛନ୍ତି ଦୁଇ ଗୋଷ୍ଠୀ ହୋଇ ...
ତା ପରେ ଆମିଷ ନ ଖାଇ ପୂଜା କରିବା ପାଇଁ ସେ କହୁଚି .. ମୂଳ ଲକ୍ଷ ତାର ..
ସିଏ ବି ଗୋଟେ ଭକ୍ତ ହିସାବରେ ଅଭିମାନ ରେ କହୁଚି ... ନିନ୍ଦା କରୁନାହିଁ
ଯେମିତି ଆମର ଓଡ଼ିଆ ଗୀତ ଅଛି -
ପେଟ ପାଇଁ ମା ବିକେ ଯଦି ଛୁଆ ' ତୋର କଣ ଗଲା '
ନୁଆଗିତ - ଦୁଃଖ ଯଦି ନ ଶୁଣିବୁ ଶ୍ରୀମନ୍ଦିରେ କାଇଁ ବସିଛୁ ?
' ତୋ ବଡ ଧାମକୁ ଧିକ ତୋ ବଡ ପଣ କୁ ଧୀକ୍'
ଏ ସବୁ ଭକ୍ତ ମାନଙ୍କର ଅଭିମାନ .. ଯିଏ ଯାହାକୁ ଭଲ ପାଏ ସିଏ ତାକୁ ଗାଳି ବି ଦିଏ -
ଜଗନ୍ନାଥ ଙ୍କୁ କେବଳ ଠାକୁର ହିସାବ ରେ ନୁହେଁ ଲୋକ ଭାଇ , ଶଖା, ପୁଅ , ସ୍ବାମୀ , ନାଥ ଯେଉଁ ହିସାବ ରେ ବି ଦେଖନ୍ତି ତେଣୁ ଜଗନ୍ନାଥଙ୍କ ବେଶି ନିକଟତର ହୋଇ ପାରନ୍ତି ଲୋକେ ...
Jagannath mahaprabhu sabu thik karibe agoku tike dekha kn hauchi
🙏🏻🙏🏻🙏🏻
ତାଙ୍କ ବାଗେଶର ତାଙ୍କୁ ବଡ଼ ଆମ ଜଗନ୍ନାଥ ଆମକୁ ବଡ଼ ସେ ଯଦି ଆମ ଜଗନ୍ନାଥ ଙ୍କୁ ମାନୁ ନାହାନ୍ତି ଆମେ ବି ବାଗେଶର ବାବା ଙ୍କୁ ମାନି ବୁନି କିନ୍ତୁ ଧୀରେନ୍ଦ୍ର ଶାସ୍ତ୍ରୀ ତ ଜଗନ୍ନାଥ ଙ୍କୁ ମାନେ ସେ ଏମିତି କହି ନଥିବ କାରଣ ସେ ଭଲ ରେ ଜାଣିଛି ଚାରି ଧାମ ଭିତରେ ଶ୍ରେଷ୍ଠ ଧାମ ହେଉଛି ଆମ ଜଗନ୍ନାଥ ପୁରୀ ତାଙ୍କ ଲୋକ ଯଦି କିଏ କହି ଥାନ୍ତା ମୁଁହ ଖୋଲିକି ଆମେ ଜାଣନ୍ତୁ କିନ୍ତୁ ଆମରି ଓଡ଼ିଆ ଜଣେ ଏମିତି କହୁଛି ସେ ଫଳ ଭୋଗିନୀ ଭୋଗିବ କିଛି ଦିନ ଅପେକ୍ଷା କର ହଇରେ ହନୁମାନ ଜୀ ମହାରାଜ ବି ତ ଜଗନ୍ନାଥ ଙ୍କ ପରମ ଭକ୍ତ ସେ କଣ ଜଗନ୍ନାଥ ଙ୍କୁ ମାନିବେ ତାଙ୍କ ବାପା ମାନିବେ ସାରା ଜଗତର ମାଲିକ ମୋ ଜଗନ୍ନାଥ ସେ କିଏ ବେ ନିଜ ବାପା କୁ ବାପା ନ ଡାକି ପାର ବାପା କୁ ବାପା ଡାକୁଛି ସେଇ ହନୁମାନ ଜୀ ତାର ମୁଁହ ବଙ୍କା କରିଦେବେ ମୋ ଜଗନ୍ନାଥ ଯିଏ ରାମ ଭଗବାନ ସିଏ ପ୍ରଭୁ ଶ୍ରୀ କୃଷ୍ଣ ବି ସିଏ ଏ ମୂର୍ଖ ମଣିଷ ତାଙ୍କୁ ଚିହିଁବ କେମିତି ଭାଇ ମୋର.. ଜୟ ଜଗନ୍ନାଥ 🙏🏻ଜୟ ଶ୍ରୀ ରାମ🙏🏻ଜୟ ବୀର ବ୍ରଜରଙ୍ଗୀ 🙏🏻
Are bhai athi bageswer baba nka saha jagannath nku compare karibara mane ta kn jagannath heuchhanti bhagwan au shastriji tanka bhakta
Kia kn kahila ta boli kn dhirendra shastriji nku badnam kariba na kn
@@Krishnakisangeeni-pq7wy ବଦନାମ କିଏ କରିଲା ଭାଇ ଆମ ଜଗନ୍ନାଥ ଉପରେ କିଛି ବି କଥା ଆସିବ କଣ ଆମେ ଚୁପ ରହିବୁ ନା କଣ କିଛି ବି କରିପାରୁ ଆମେ କେତେ ବାବା ଆସିଛନ୍ତି କେତେ ବାବା ଯାଇଛନ୍ତି ହେଲେ ମୋ କାଳିଆ ଅଛି ଧୀରେନ୍ଦ୍ର ଶାସ୍ତ୍ରୀ କିଏ ତାଙ୍କୁ ଆମେ ଆମ ଜଗନ୍ନାଥ ଙ୍କ ସହ ତୁଳନା କରିବୁ କାଇଁକି ଵା ହଁ ହନୁମାନ ଜୀ ମହାରାଜ ଙ୍କୁ ମୁଁ ବହୁତୀ ମାନେ ମୋ ପ୍ରଭୁ ସିଏ କିନ୍ତୁ ଆମେ କୋଉ ବାବା ଙ୍କୁ ବିଶ୍ଵାସ କରୁନା କି କେବେ କରିବୁ ସେ ଯଦି ଏମିତି ବିଦ୍ୟା ଜାଣିଛନ୍ତି ତ ତାଙ୍କୁ କୁହନ୍ତୁ କି ଭାରତ ର ଶତ୍ରୁ ପାକିସ୍ତାନ କୁ କିଛି ବିଦ୍ୟା ପ୍ରୟଗ କରିକି pok କୁ ଭାରତରେ ମିଶେଇ ଦିୟନ୍ତୁ କାଇଁ କି ଭାରତ ସରକାର ଏତେ ଯବାନ ଙ୍କୁ ସୀମା କୁ ଲଢ଼ିବକୁ ପଠାଉଛି 🙄🙄🙄
@@Cseriesodia kia kahuchhi chup rahibaku but athire dhirendra shastriji nkara kn sampark Sia bhi tama bhalia jagannath nka bhakta mu bhi jagannath nka bhakta
@@Krishnakisangeeni-pq7wy ଭାଇ ମୁଁ ଆଉ କିଛି କହିବିନି ଗୋଟେ କଥା କହିବି ନିଆଁ ନ ଥାଇ ଧୂଆଁ ବାହାରିବନି ଭୁଝିଲ
@@Cseriesodia dhirendra shastriji nku badnam kariba ra athi kichhi bi reason nanhi bujhila
Tum Satya ko janoge or Satya tume swatantra karega ❤️❤️❤️
Jay jaganatha 🙏🙏🙏
ଜୟ ଶ୍ରୀ ରାଧା କୃଷ୍ଣ 🙏ପୂଜ୍ୟ ଗୁରୁଦେବ 🙏ଧୀରେନ୍ଦ୍ର ଶାସ୍ତ୍ରୀ ଜି କହି ଥିଲେ ଯଦି ଏହି କଳି ଯୁଗରେ ସାକ୍ଷାତ ଭଗବାନ୍ ଙ୍କୁ ଦର୍ଶନ କରିବାକୁ ଚାହୁଁଛ ତେବେ, ଜଗନ୍ନାଥ ଧାମ ପୁରୀ ଆସିବାକୁ ହେବ, ଏବଂ ଜୀବନ ରେ ଥରେ ହେଲେବି ଆମ ମାନଙ୍କୁ ଜଗନ୍ନାଥ ଧାମ ଆସିବା ନିଶ୍ଚୟ ଆବଶ୍ୟକ, ଜୟ ଜୟ ଶ୍ରୀ ଜଗନ୍ନାଥ 🙏
Jay Jagannath ♥️🙏🙏🙏
Wait kara jagannath Aasibe world tharahara haba. Aama prabunku emiti tipani diantuni. 🙏🙏🙏🙏🙏Please
Jay Jagannath 🙏🙏🙏
ସାରା ବିଶ୍ୱ ଜାଣିଛନ୍ତି ଶ୍ରୀ ଜଗନାଥ ପ୍ରଭୁ କିଏ । ମନରେ ଭଗବାନ ପ୍ରତି ଭଲ ପାଇବା ଥିଲେ ସେମାନେ ଆପେ ଜାଣିଯିବେ❤
ଏଇଟା ପାଗଳ ଆରେ ଧୀରେନ୍ଦ୍ର ଗୋଟେ ମଣିଷ ଜଗନ୍ନାଥହେଉଛନ୍ତି ଭଗବାନ ଶ୍ରୀମନ୍ଦିର ଠାରୁ ବଡ଼ ବିଶ୍ୱରେ କୌଣସି ମନ୍ଦିର ନାହିଁ ଆମକୁ କୋଉ ମନ୍ଦିର ଦେଖେଇବା ଆବଶ୍ୟକ ନାହିଁ
କୋଟି କୋଟି ଓଡିଆଙ୍କ ପ୍ରାଣ ର ମାଲିକ୍ ମୋ ବାପା ମୋ ମହା ପ୍ରଭୁ ଜଗନ୍ନାଥ ତୁ କଣ କହୁଛୁ ଜଗନ୍ନାଥ ଙ୍କୁ ମାନି ବିନି ,, ଆରେ ଜଗନ୍ନାଥ ଆମର ପ୍ରତିଟି ନିଶ୍ୱାସ ଆଉ ବିଶ୍ୱାସ
ଏଇଟା ମଘୀଆ ଟା ଗଂଜେଇ ଟାଣିଚି ସିଏ କଣ ଜାଣିଛି ଜଗନ୍ନାଥ ଙ୍କ ଅପାର କୃପା 🙏ଜୟ ଜଗନ୍ନାଥ 🙏
Jay shree jagannath Mohaprabhu 🙏🌷🙏🌷🙏🌷🙏🙏🙏🙏
Jay Jagannath prabhu 🙏💐🇮🇳
ବିନାଶ କାଳେ ବୀପରିତ ବୁଦ୍ଧି
ଭଗବାନଙ୍କ ନିକଟରେ ଏତିକି ପ୍ରର୍ଥନା କରୁଛି କଳିଯୁଗର ମଣିଷ ମାନଙ୍କୁ ସଦବୁଦ୍ଧି ଦିଅନ୍ତୂ ।
ଜଗନ୍ନାଥ ହେଉଛିନ୍ତି କଳିଯୁଗର ଆରାଧ୍ଯ ଠାକୁର।
ଯଦା ଯଦା ହି ଧର୍ମସ୍ୟ ଗ୍ଳାନୀର୍ଭବତୀ ଭାରତ ଅଭ୍ୟୁଥାନ୍ମ୍ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ।। ପରିତ୍ରାଣାୟ ସାଧୁନାଂ ବିନାଶୟଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସଂଭବାମୀ ଯୁଗେ ଯୁଗେ ॥
🙏ଜୟ ଜଗନ୍ନାଥ 🙏
🙏ନାରାୟଣ 🙏ନାରାୟଣ 🙏ନାରାୟଣ 🙏
Jay Jagannath 🙏
ସାରା ଓଡ଼ିଶାର ମଉଡ ମଣି ଆମ ଜଗନ୍ନାଥ,ଆମ ସଂସ୍କୃତି,ଆମ ପରିଚୟ।ସେ ଲୋକ ର ଉତ୍ତର ଆମର ଜଗନ୍ନାଥ ଠିକ୍ ଜବାବ ଦେବେ।ଜୟ ଜଗନ୍ନାଥ 🙏
ଆମିଷ ଖାଇବା ପୁଣି ଆମିଷ ଖାଇ ମନ୍ଦିର ଯିବା ସତ ରେ କେତେ ଯୁକ୍ତି ଯୁକ୍ତ ନିଜେ ଓଡ଼ିଆ ଲୋକ ହିଁ ଭାବନ୍ତୁ? ଆମେ କଣ ସେଇ ଓଡ଼ିଆ ର ମଉଡ଼ମଣି ପାଇଁ ସମଗ୍ର ଓଡିଶା କୁ ଆମିଷ ମୁକ୍ତ ରାଜ୍ୟ କରିପାରିବା ନାହିଁ କି?
We, Bengali people also love Lord Shree Jagannath. Joy Jagannath.
Se loka ku mada darkar jagannath taku uchit sikhya deba
ସମସ୍ତେ ଙ୍କୁ କ୍ଷମା ମାଗୁଛି
ଯିଏ ଆମିଷ ଖାଇବାଲୁକ ଖାଇବା ଲୁକ ଖାଅଛି
ଯିଏ ବି ଖାଉନି ସବୀ ଖାଉଛି ତାର କାରଣ
ଆପଣଙ୍କ ଭାବନା
ଏ ଲୋକ ର ମୁହଁ ଦେଖିଲେ ଜଣାପଡୁଛି ଗଂଜେଇ ଟାଣି କି ପାଗଳ ହେଇଯାଇଛି, ଜଗନ୍ନାଥ ଙ୍କୁ ଅପମାନ କରୁଛି
ସିଏ ନିଜେ ତ ଚୁରଟେ ଭଳିଆ ଦେଖାଯାଉଛି ସିଏ ଆମ ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ କଣ ଯାଣିଛି ଅଜ୍ଞାନୀ ମୃଖ ଜୟ ଜଗନ୍ନାଥ 🙏🙏🙏
ଜଗନ୍ନାଥ ହେଲେ ଜଗତ ର ମାଲିକ.. କିଏ ପୂଜା କରିଲେ ନ କରିଲେ ତାଙ୍କର କିଛି ହେଇଯିବନି..ସେ ସୃଷ୍ଟି,ସ୍ରଷ୍ଟା, ଭାଗ୍ୟ ନିୟନ୍ତା.. ତାଙ୍କ କହିବା ନ କହିବା ରେ କିଛି ହଉନି..ଓଡ଼ିଶା ରେ ଏତିକି କହିବେ ଯଦି ଭୁଲ୍ ରେ,ଲୋକ ପେଳ ଆଉ ବାଣ୍ଡ କାଟି ୫୦୦ ମିଟର ଦୂରତା ରେ ଦୁଇଟା ଯାକ ଫୋପାଡ଼ି ଦେବେ..
ame odia au kana kana karibu tankara kalana bahare
Bhai se lakoku jagannathnkara kalki abatara bisayare tike janai thanta,tapare se janithanta ki jaganatha kie,pagal manisa ta,se janinahi ki bhagabankara 10abatara bhitaru jagannath nkara kalki abatara anyatama.se moriba
ସେ ଲୋକ ୧୦୦ ପ୍ରତିସତ ଠିକ କଥା କହୁଚି, ତାର କହିବାର ଉଦେଶ୍ଯ ଯେମିତି ବାଗେଶ୍ବର ଧାମରେ ଭଗବାନ ଦୁଖି ମାନଙ୍କ ର ଦୁଖ ଲାଘବ କରୁଛନ୍ତି(immediate solution),ପ୍ରଭୁ ଜଗନ୍ନାଥ କାହିଁକି କରୁନାହାଁନ୍ତି ଓଡିଶାରେ ଏତେ କୁକାର୍ଯ୍ୟ ହେବା ପରେବି
ସେଇ ଜଗନ୍ନାଥ ସେଇ କୃଷ୍ଣ ସେଇ ବିଷ୍ଣୁ ସବୁ ସେଇ ଜଗତର ନାଥ ସେ ମହାପ୍ରଭୁ ଜଗନ୍ନାଥ
କିଏ କଣ କହିଲା ମୋର ଢ଼ୋ
ସେ କିଛି ଜାଣିନି ଗଂଜେଡିଆଟା ଛାଡ଼ ତା କଥା 😊 ବାର ଆଡ଼ କଥା ଅଧା ଅଧା କହୁଛି ମାନେ ଗଂଜେଇ full ମାଡ଼ କରିଛି 🙋♂️
Mo Jagannath upare kou baba ki mata nuha. Jagaa sabu thu bada thakura. Jai Jagannath 🙌🏻🙏🏻.
ଜଗନ୍ନାଥ ଓଡ଼ିଶାରେ ଅଛନ୍ତି କିନ୍ତୁ ସେ କେବଳ ଓଡ଼ିଶାର ନୁହଁନ୍ତି ସେ ହେଉଛନ୍ତି ୧୪ ଜଗତର ମାଲିକ ତେଣୁ ସାରା ପୃଥିବୀରେ ସେ ଜଗନ୍ନାଥ ।
ଜଗନ୍ନାଥଙ୍କ ନିନ୍ଦା ମାନେ କଳିଯୁଗ ର ଅନ୍ତ । ଜୟ ଜଗନ୍ନାଥ ଜୟ କଳ୍କୀ ମହାରାଜ।
mahaprabhu jebe kalki abatara grahana karibe sehi dhama re aga bara hata khanda buliba eha nischita satya heba
ଯଦି ଖରାପ ଲାଗିଲା ଓଡ଼ିଆ ଭାଇ ମାନକୁଂ କିଛି ଅସୁବିଧା ନାହିଁ ଆମର ଭୁଲ୍ ଟା କୋଉଠି ରହିଛି ତାହାକୁ ସୁଧାରି ନେବା ହିଁ ପ୍ରକୃତ ମନୁଷ୍ଯ ର ଧର୍ମ । ଆମେ ଯଦି ଜଗନ୍ନାଥ ସଂକ୍ରୁତି କୁ ମାନୁଚେ ତାହାହେଲେ ଅଖାଦ୍ୟ ଖାଉଚେ କଣପାଇଁ ଏଣୁ ଲୋକେ କହିବା ସ୍ୱଭାବିକ୍, ତେଣୁ ଯୁକ୍ତି କରିବା ଅପେକ୍ଷା ନିଜକୁ ସୁଧାରି ନେବା ଉଚିତ୍।
Bilkul puri mein nonveg band honi chahiye 👍👍👍👍👍
Bhai ama vul paen Jagarnath badnaam hauchhanti aeta b sata katha ... Sea jaha kahila kichhi vul nuha 🤔